ବିଜେପି ଛାଡ଼ିବେ ଅପରାଜିତା!/ State BJP Disturbance / Manmohan Samal vs Aparajita Sarangi!/ BJP devided!
HTML-код
- Опубликовано: 15 сен 2024
- September, 06, 2024 ବିଜେପି ଛାଡ଼ିବେ ଅପରାଜିତା!/ State BJP Disturbance / Manmohan Samal vs Aparajita Sarangi!/ BJP devided! / Kartavya News / #bjpodisha #odishanews #odishanewstoday #manmohansamal #odia #mla #bjd #mohanmajhi #bjp #naveenpatnaik #naveen #narendramodi #cnb #vkpandian #naveensir #odisha #byomkeshray #vkpandianfanclub #odianews #kartavyanews #kartavyanewsvideos #politicalnews #politics #aparajitasarangi
Disclaimer : It's a News video and we are aware about it... If you have any problem then you can contact us through our Facebook page @KartvyaNews 👈
📌Copyright Disclaimer: Copyright Disclaimer Under Section 107 of the copyright act 1976, allowance is made for "fair use" for purposes such as criticism, comment, news, reporting, teaching, scholarship and research. Fair use is a use permitted by copyright statute that might otherwise be infringing. Nonprofit, educational or personal use tips the balance in favour of fair use.
👉If you are new here so please subscribe to the channel 🙏 and press the Bell Icon 🔔📌
👉 Keep showering your love and support ❤️🙏😊
👉 Thank you 🙏
👉 contact us - info. Kartavyanews@gmail.com
ଅପରାଜିତା ଙ୍କ ଦେହରେ ହାତ ମାରିଲେ ବିଜେପିକୁ ଅଭଜଶାପ ପଡିବ. ଓଡ଼ିଶାରେ ଯଦି ବିଜେପି ଆଜି ବଞ୍ଚିକି ଅଛି କେବଳ ଅପରାଜିତା ଙ୍କ ପାଇଁ. ବିଜେପି ଗତ ଇଲେକ୍ସନ ରେ ଆହୁରି 10 ରୁ 15 ସିଟ ଆଣିପାରିଥାନ୍ତା. କେବଳ ମନମୋହନ ପାଇଁ ବିଜେପି ହରାଇଲା. ହାରିବା ନେତାଙ୍କଠୁ ଟଙ୍କା ନେଇ ତାଙ୍କୁ ଟିକେଟ ଦେଲା ପୁଣି ନିଜେବି ହାରିଲା. ଯାଜପୁର ଏବଂ ଧର୍ମଶାଳା କେବଳ ଭୁଲ ପ୍ରାର୍ଥୀ ପାଇଁ ଗଲା. ମୋ ମତରେ ମନମୋହନ କୁ ଦଳରୁ ବାହାର କରିବା ଦରକାର. ଅପରାଜିତା ଜଣେ ସ୍ପଷ୍ଟ ବାଦୀ ଏବଂ ଦୃଢ଼ ନେତ୍ରୀ. ଯିଏକି ପଜେଡିକୁ କଡା ଜବାବ ଦେବାର ସାହସ ରଖନ୍ତି.
ଜଣାପଡ଼ିଲା ତୁମେ ଓଡ଼ିଶା ଚଳାଇ ପାରିବନି ନବୀନଙ୍କୁ ଛାଡ଼ିଦିଅ
😂😂😂
ଆରାଜିତା ବିଜେପି ଛାଡିଲେ କିଛିଦିନ ପରେ ବିଜେପି ଲୋକପ୍ରିତତା ହରାଇବ,
ଅପରାଜିତା ନିଜ ଦଳ ଗଢ଼ନ୍ତୁ କିମ୍ବା
କଂଗ୍ରେସ ରେ ସାମିଲ ହେବା ଭଲ ହୋଇ ପାରେ!
ଲାଗୁଛି ବିଜେପି ଭବିଷ୍ୟତ ନୀଚେଇ ନୀଚେଇ!
କେତେଟା ବାକୁଙ୍ଗା ରାଜନେତା କୁଚକ୍ରି ମୋଦି ବିଜେପି କୁ ନଷ୍ଟ କରିଦେଲେ!
ବହୁତ ସୁନ୍ଦର ପଦକ୍ଷେପ ଅପରାଜିତାଙ୍କର ପ୍ରକୃତ ରାଜନେତା ହିସାବରେ ସମସ୍ତଙ୍କୁ ନେଇ ରାସ୍ତା ଚାଲିବାକଥା.
Aparajita jindabaad
ସମେସ୍ତ ବିଜେଡି କୁ ଚାଲି ଆସ
ବିଜେପି ର ଭଲ ଓ ସଚୋଟ ମହିଳା ନେତ୍ରୀ ଙ୍କ ସ୍ଥାନ ନାହିଁ, ଅପରାଜିତା ବିଜେଡି କୁ ଗଲେ ବହୁତ ଭଲ ହେବ, ବିଜେପି ହରାଇବ ମହିଳା ନେତ୍ରୀ ସଂଖ୍ୟା,ଅପରାଜିତା ଷଡ଼ଙ୍ଗୀ ଜିନ୍ଦାବାଦ.
right
ଅର୍ଥାତ୍ ପଦ୍ମ ପାଖୁଡ଼ା ଝଡ଼ିବା ଆରମ୍ଭ ହେଲାଣି 🤔
Aparajita is best leader
ଦମ ଅଛି ହାତ ମାରୁ ବିଜେପି,
Very Good
Who Supports for Aparajita Ma’am ,, please like🙏🏻
Narendra modi thiba parjanta Aparajita nkara kehi kichhi kariparibe nahi
Only Aprajita jindabad
Good aprajita mam
Apajita kahaku khatir karanti nahi kebal satyara rastare chalanti eha bahut prasansaniya bjp sarkar odishare asibare tankar bahut abadan achhi maddam dhanyabad
bilkul thik katha hele murkha mana ku kie bujheiba
ଅପରାଜିତା ଓଡ଼ିଶାର ଗୈାରବ ।
Bhala bahut sundar bahut sundar bahut bhala Jay jagannath 🙏🏻
Niti hina bjp only Aprajita jindabad
Bhala heba
Odisa ରେ ବିଜେପି ଷ୍ଟାଣ୍ଡ କରିପାରିବେ ନାହିଁ କାହିଁକି ନା ଜନତା ବିଜେପି କୁ vote ଦେଇନାହାନ୍ତି, evm ଜିତାଇଛି, କିଛି ଦଲାଲ bjd ସହିତ gardari କରିଛନ୍ତି କିନ୍ତୁ bjd ଏବେବି ସମସ୍ତ ଙ୍କ ସହିତ ଅଛି, ବିଜେପି ଭରଷା ଯୋଗ୍ୟ ପାର୍ଟି ନୁହଁ
Aparajita do a great job
She should join in Congress.
BJP au national party hei nahni... Now it is personal party hei galani ..
Aparajita se Aparajita se shantira prsantira margadarsika
Apona mem BJD ku Asontu CM ku jhataka lagiba
Nice
emti kebe habara hi naai
BJP ର କୁଚକ୍ରୀ ଗୋଷ୍ଠୀ ଅପରାଜିତା ଙ୍କୁ ହଟେଇବା ପାଇଁ election ଆଗରୁ ଯୋଜନା କରି ଥିଲେ ଏବେ ମଧ୍ୟ କରୁଛନ୍ତି। Madam ଅପରାଜିତା ମଧ୍ୟ ନିଜ ଗୋଟି ଚଲେଇବା ଦରକାର। ଅପରାଜିତା ଜାଣିଛନ୍ତି BJP ର idology କଣ। ଅପରାଜିତା ଜାଣିଛନ୍ତି ଓଡିଶା କୁ କଣ ଆବଶ୍ୟକତା ରହିଛି।କେବଳ ଆମ ବିଜୟିନୀ ଅପରାଜିତା ❤🎉❤🎉❤🎉❤🎉❤🎉❤🎉
No problem
Your BJP party can't do anything against APARAJITA .Your party has come to power at state as well as centre only for HER.
ଅପରାଜିତା ଜିନ୍ଦାବାଦ
Manmohan ku bida kara
Aparajita is honest lady in our state
Aparajita is a right person in a wrong party
Madam do not quit ,if it happens another your two rivals are in queue to join against you.Please guess who are two.
Bjp Aparajita nku bahara karideipare.kintu Aparajita bjp bhangibaku chahinbeni.
Sethipai darsan miluni
Congratulate Mam. Tuma pari netri se jumula galua dalare rahile nijara image kamiiba.
Aparajita pls tame bjd asa
ଅପା ର କଥା ରେBjp ଭଲରେରହିଵେ
BJD
Tate g maribe aparajita😮😮😮
Mana mohan ku kadhidia
Om Aparajitay Namah .Satyameba Jayate❤❤❤
We want Aparajita
Aparajita Mdm
BJD re asantu jamiba😂
ସିଂହ ଶିକାର ପାଇଁ ହେଟା ବାଘ ଆଉ କୁକୁର ଦଳବଦ୍ଧ ଶିକାର କରି ଥାଆନ୍ତି। ଆଉ ଏଥିରୁ ସେମାନଙ୍କ ର ନିଜ ସାମର୍ଥ୍ୟ ବୁଝା ପଡେ। ରାଜ୍ୟ BJP ରେ ଜଣେ ହେଟା ବାଘ ଅଛି ଯିଏ ନବୀନ ଆଉ ତାମିଲ୍ ପାଣ୍ଡୁ କୁ ଚାଟନ୍ତି ଆଉ କିଛି କୁକୁର ଅଛନ୍ତି ଯେଉଁ ମାନେ ଦୁର୍ନୀତି ଦ୍ବାରା ସ୍ବାର୍ଥ ହାସଲ ପାଇଁ ହେଟା ବାଘ ସାଙ୍ଗ ରେ ଚାଲିଛନ୍ତି। କିନ୍ତ୍ରୁ ସବୁବେଳେ ନେତା ଙ୍କ ଉର୍ଦ୍ଧ ରେ ଜନତା
ତୁମ ଖବର କେହିବି ଦେଖୁନାହାନ୍ତି
SABNETA, KUKUR, BARABAR
ଭଲ ହେବ,ବିହାରୀ କୁ ବାହାର କର।
ଅପରାଜିତା, ତଡ଼ା ଖାଇଵାଉଚିତ୍😂ଏପରିଉଗ୍ରଚଣ୍ଡିରହିବାଦରକାରନାହୀ😢
ODISHA KU BARBAD KARIDELA TAMA NIJA SWADTHA PARILA
The fellow's baseless arrogance!
Indiscipline is not tolerated.
Chora bjp ku des se bhagao
Fake news
Wrong News
Aparajita kahaku dariba lady nunhe. Sie jouthi thia haba se party re jitibe.
Odisha BJP bhangiba,
Satyameva Jayate❤❤❤
Fake news
Aparajita madam honest lady
Fake news