@@babul4781 Bhai tama number debaki mu b sc cast ra mate b A sabu dekhi bahut kharap laguchi emiti kan pain ucha nicha jati bheda dekha hauchi Khali Jagarnath Saha bharasa Mora Jay Jagarnath 🙏
Scheduled Tribe ମାନେ କେବେ ବି Caste based Discrimination ର ଶିକାର ହେଇ ନାହାନ୍ତି।ST Caste ରେ ଅସନ୍ତିନି tribal community ତାହେଲେ caste based discrimination ହେଲା କେମିତି ??
@Bharatbarsham Tahele Rama Chandra puni Sabara Raha sahita kemiti jungle re thile ??? Jati mane Caste re semane jibe kemiti ?? they r scheduled tribe not Caste. Semane ta Society bhitare na rahi alaga Society kari rahile, tahele jatigata bhedabhava hela kemiti ??? Aau rahila Dronacharya ka katha se ta Pitama Bbisma ka pakhare sapatha karithile kebala rajakumara ku vidy debe aau kahaku nuhe. Tike bhala re Mahabharata padha khali gapile haba ki ????
Kehi Britishers jaatibaad arambha kari na thile .. so called santana jahaku kohucho ta bhitare already exist thila, Banra byabastha ru hin jaatibaad ru shrusti . Discrimination 1000-800 barsa purboru established karaheithila Barna byabastha dwara.. Last point tume jou Sanatan word kahucho seta kouthu asichi seta ra bhi tume truthfull factual answer deipariponi, Hindu boli kahucho seta bhi kaudu asila kahipariboni. So, janiparuthibo ee dharm ra establishment kie karichi joumane nijaku sobu dharmgrantha re nijaku superior established karichi chonti.
🪴ଆମେ ସମସ୍ତେ ଭାରତୀୟ ଅଟେ.ଜାତି.ଉଚ.ନିଚ.ନଷ୍ଟ କରାଜାଉ🪴
🗽🗽🗽🇮🇳🇮🇳🇮🇳🇮🇳🇮🇳🗽🗽🗽
Hindu ଧର୍ମରେ ଜାତିପ୍ରଥା ଏବେ ପର୍ଯ୍ୟନ୍ତ ଅଛି, ଉଚ୍ଚନୀଛ ଭେଦଭାବ ଅଛି, ବେଶୀରେ ସହର ଗୁଡିକରେ, ଖ୍ରୀଷ୍ଟିଆନ ଲୋକ ମାନଙ୍କରେ ଏମିତିକା ଭେଦଭାବ ନାହିଁ l
ତୁ ଜାଣିନୁ ସବୁ ଧର୍ମ ରେ ଜାତି ପଥା ଅଛି ହେଲେ କୁ ଚକ୍ରୀ ସନାତନ ଧର୍ମ ଟାର୍ଗେଟ କରିଥାନ୍ତି।
ସବୁ ସେଇ ଚକା ଆଖି ଭରସା 🙏 😭 ପ୍ରଭୁ ଏବେବି ମଣିଷ ଅଛନ୍ତି ଏ ଦୁନିଆରେ ଜାତି ଧର୍ମ ନେଇ କଥା କୁହନ୍ତି ଫେର୍ ଛୁଆ ଅଛୁଆଁ ଭେଦଭାବ କରନ୍ତି ସେମାନେ ଜାଣି ପାରୁ ନାହାନ୍ତି ଯେ ସେମାନେ କଣ କରୁଛନ୍ତି ପ୍ରଭୁ ସେମାନଙ୍କୁ 🙏 ସାହା ହୁଅ ଆଉ ଗୋଟିଏ କଥା ସ୍ପଷ୍ଟ ଭାବରେ ଶୁଣ ସମସ୍ତ ଭାରତ ବାସି ଦିନ ଆସିବ ଏ ହିନ୍ଦୁ ଜାତି ବିନାଶ ହୋଇ ଜିବ ହେ ବଡ଼ ଠାକୁରେ ତମେ ସାହା ଭରସା 😭 🙏 😭 🙏 😭 ପ୍ରଭୁ
Great work brother
Actually the so-called caste system breaks the unity among the people of our country and also spreading injustice in the society.
Bharat mata ki jay.🙏
ଧନ୍ୟବାଦ 🥺🌹🥺
Very good
ମହାଶୟ ଭିଡ଼ିଓରେ ସୁନ୍ଦର କଥା ସବୁ କହିଛନ୍ତି ଇଂରେଜ ସରକାର ଆସି 200 ବର୍ଷ ଶାସନ କରି ବିଭେଦ କରି ଚାଲିଗଲା, ଏବେ ଏହି ଜାତି ଭେଦ ଆପଣଙ୍କ ସମାଜ କାହିଁକିi ଧରି ବସିଛି ଦଳିତଙ୍କୁ ହୃଦୟରୁ ଘୃଣା କରୁଛି ,ସେମାନଙ୍କ ସହ ରୋଟି ବେଟି ର ସମ୍ପର୍କ କାହିଁକି ରଖୁ ନାହିଁ, ବ୍ରାହ୍ମଣ ମାନେ ମେହେନ୍ତରଙ୍କ କାମ କଲେ ଅସୁବିଧା କୋଉଠି ଅଛି, ଶଂଭୁକ ସୁଦ୍ର କଣ 1600 ମସିହାରେ ଜନ୍ମ ହୋଇଥିଲ।କି , ତାକୁ ରାମଚନ୍ଦ୍ର ମାରି ଥିଲେ କି ନାଇ , ଲୁଚି ଛପି ସୁଦ୍ର ଯଦି ବେଦ ପଢ଼ିବା ଶୁଣିଲେ ତରଳ ଶିଶା କାନରେ ଢାଳିବା ବ୍ୟବସ୍ଥା ଥିଲା କି ନାହି ବେଦ ପଢ଼ିଲେ ଜିଭ କାଟିବା ନିୟମ ଥିଲା କି ନାହିଁ, ଆପଣ ମାନେ ସତିଦାହ ପ୍ରଥା କରି ଥିଲେକି ନାହିଁ,ଗଙ୍ଗା ଦାନ ବ୍ୟବସ୍ଥା ବିଦେଶୀ ସରକାର କରି ଥିଲାକି, ଚଉକି ଉପରେ ବସିବାକୁ କେବେ ଶୁଦ୍ର କୁ ଅଧିକାର ମିଳିଲା ଜାଣିଛନ୍ତି କୁ, ସରକାରୀ କାମ କରିବାକୁ କେବେ ଅଧିକାର ମିଳିଲା ଜାଣି ଚନ୍ତି କି
Hmm ଠିକ୍ ଲାଗୁଛି
thank you sir bahut bhal kathati bujhale
ଦୟା କରି ଯଦି ଗୋଟିଏ ଭଲ ମଣିଷ ବାପାକୁ ଜନ୍ମ ହେଇଛନ୍ତି ତାହାହେଲେ ଏହି ଜାତିପ୍ରଥା ଛାଡନ୍ତୁ। ସମାଜ ଭଲ ରହିବ ସମାଜରେ ବସବାସ କରୁଥିବା ଅନେକ ପ୍ରକାରର ଲୋକମାନେ ମଧ୍ୟ ଭଲରେ ରହିବେ। ଯାହା କୁ ଆପଣମାନେ ସବୁବେଳେ ନୀଚ ଜାତି ର ବୋଲି ଆକ୍ଷେପ କରୁଥିବେ ସେମାନେ ମାନସିକ ସ୍ତରରେ ବହୁତ କଷ୍ଟ ଅନୁଭବ କରିଥାନ୍ତି। ଯଦି ଗୋଟିଏ ମଣିଷ ଅନ୍ୟ କୁ ମଣିଷ ବୋଲି ଚିହ୍ନି ପାରୁନି ତାହାହେଲେ ସେ ମଣିଷର ଛୁଆ ନୂହେଁ ପଶୁର ଛୁଆ ହେଇଥିବେ।
ଜାତିପ୍ରଥା କୁ ବ୍ରାହ୍ମଣ ମାନେ ଚାହିଁଲେ ସମାପ୍ତ କରିପାରିବେ କାହିଁକିନା ସେମାନେ ହିଁ ତ ସୃଷ୍ଟି କରିଛନ୍ତି ।
Really bhai mu SC cast ra 😔😔 loka Mane ama cast ku bahut ghruna karanti
@@babul4781100 right
@@babul4781 Bhai tama number debaki mu b sc cast ra mate b A sabu dekhi bahut kharap laguchi emiti kan pain ucha nicha jati bheda dekha hauchi Khali Jagarnath Saha bharasa Mora Jay Jagarnath 🙏
ମାନବିକ ତା ହିଁ ପ୍ରକୃତ ଧର୍ମ
ସନାତନ ଧର୍ମ ନୁହେଁ, ମନୁ ମାନବ ବିରୋଧୀ ଥିଲେ, ଏହା ଗୋଟାଏ ଅପ ପ୍ରଚାର୍, ବ୍ରିଟିଶ୍ ମାନେ ଜାତି ବ୍ୟବସ୍ଥା କରି ନ ଥିଲେ, ଜାତି ବର୍ଣ୍ଣ ବ୍ୟବସ୍ଥା ର ଉଦ୍ଭାବନ ବ୍ରାହ୍ମଣ କରି ଥିଲେ,
101%rght❤
Thik katha
Love from Sonepur 🎉🎉❤
ଆମ ହିନ୍ଦୁ ଧର୍ମ ଗ୍ରନ୍ଥ ରେ ହିଁ ଜାତି ଅଛି ସେହିତି ପାଇଁ ଆମର ହିନ୍ଦୁ ମାନଙ୍କର କିଛି ଠିକ୍ ନାହିଁ କିଛି ବୁଜି ପାରୁନାହାନ୍ତି
ଭାଇ ଆମକୁ କିଏ ହିନ୍ଦୁ କରିଛି ତୁମେ ଜାଣିବାକୁ ଚେଷ୍ଟା କର ।ହିନ୍ଦୁ ଶବ୍ଦ ର ଅର୍ଥ କଣ ତୁମେ ଜାଣି ନାହ ,ସେଥି ପାଇଁ ନିଜକୁ ଆଜି ପର୍ଯ୍ୟନ୍ତ ହିନ୍ଦୁ ବୋଲି କହୁଛ ,ପୃଥିବୀରେ ଗୋଟିଏ ହିଁ ମହା ଜାତି ତାହା ହେଉଛି ମାନବ ଜାତି ,ଏହା ଦୁଇ ପ୍ରକାର ଗୋଟିଏ ହେଲା ପୁରୁଷ ଜାତି ଅନ୍ୟଟି ସ୍ତ୍ରୀ ଜାତି ।ଏହା ନିରାଟ ସତ୍ୟ , ପୃଥିବୀର ଯେତେ ଜ୍ଞାନୀ ଅଛନ୍ତି କେହି ଏହାକୁ ବିରୋଧ କରିପାରିବେ ନାହି ,
ଆମ ଦେଶକୁ ବିଦେଶରୁ ବ୍ରାହ୍ମଣ ମାନେ ଆସି ନିଜର ସ୍ବାର୍ଥ ପାଇଁ ଜାତି ପ୍ରଥା ଆରମ୍ଭ କରିଛନ୍ତି । ତେଣୁ ବ୍ରାହ୍ମଣ ନ ହଟିଲେ ଜାତି ପ୍ରଥା ନଷ୍ଟ ହେବ ନାହିଁ ।
ଇତିହାସ ବିଷୟରେ ଜାଣିବାକୁ ଚେଷ୍ଟା କର।
Thik kahile sir Jay Jagarnath 🙏
କଥା ତ ଠିକ୍ କିନ୍ତୁ ରାମାୟଣ ମହାଭାରତ କାଲ ରୁ ଏହା ପ୍ରଚଳିତ ଅଛି ।
ଆଉ ଆଗକୁ ମଧ୍ୟ ରହିବ କିଏ କେତେ କଣ କଲେ ମଧ୍ୟ ଏହାକୁ ବନ୍ଦ୍ କରି ପାରିବେ ନାହିଁ ।
Bilkul thik Katha.
ଜାତିପ୍ରଥା ଭେଦଭାବ ଛୁଆଁ କେବଳ ବ୍ରାହ୍ମଣମାନେ ସୃଷ୍ଟି କରିଛନ୍ତି। ସେମାନେ ଆଜି କର୍ମ ଫଳ ଭୋଗୁଛନ୍ତି
Boddham Saranang Gachhami Sanggham Saranang Gachhami Dhammam Saranang Gachhami Jay Bhim Rao Ambedkar Amor Rahai Jay Sambidhan Jay INDIA Bharat Sabhi Krantikari Mahanayika ko koti koti naman Satya Mev Jayate ☸️☸️☸️☸️🌏🦣🦷⚔️👣⚖️🇮🇳🌟🌐🦢🕌🕍🍃🪔👃🦷🐅🐅🐅🐅
Bonde Uttkola Janani Jay Bhim
ଆମେ ସମସ୍ତେ ଭଗଵାନଙ୍କ ଶରଣ କୁ ପୂଜା କରନ୍ତି ଆଉ ଶରଣ ରେ ଜାଗା ଟିକେ ମାଗନ୍ତି କିନ୍ତୁ ଶରଣ ରୁ ଜାତ ଲୁକଙ୍କୁ ମନରେ ଭାବନା କରି ଅଛୁଆ ଭାବୁଛନ୍ତି ୱା ୱା ରେ ମନୁସ୍ଵ ଭଗଵାନ ୟେହା କୁ ଦେଖି କଣ ଭାବୁଥିବେ ନା😅😅😅😅😅
ଦେଶର ମୂଳନୀବାସୀଙ୍କୁ ନୀଚ ଦେଖୁଛନ୍ତି ପରଦେଶୀ ଦିକୁମାନେ
ଭୁଲ୍ କଥା ଜାତି ଅଜାତି ଅଛି ବୋଲି ଆମେ ଭଲରେ ଅଛୁ ସନାତନ୍ ମାନକେ ଘରେକେ ଢୁକାମୁ
विश्व में जाति प्रथा रहना नहीं चाहिए। इस से विश्व में शान्ति विस्तार करेगा। ॐ
Chuaa achua bhedabhaba uncha nicha sabu barna byabastha ru heichi e sabu brahmanbadi mane karichanti
Thik katha
ବ୍ରାହ୍ମଣ ମାନେ ତ ସବୁଥିରେ ହିତାଧିକାରୀ ହେବା ପାଇଁ ଚାହୁଁଛନ୍ତି ନହେଲେ ଆମେ କୋଉ ଜନ୍ମରେ କି ପାପ କରିଥିଲୁ ଯେ ସେଇ ରାଗ ର ପ୍ରତିଶୋଧ ନେଉଛନ୍ତି।
Jay bhim jay krantikari all mulnivasi jagu Odisha jagu apka real history jano
😢😢😢😢😢😢😢😢😢
❤ନିକ୍ରପ୍ରଧାନପାଟାଙ୍ଗିମଣ୍ଡଳି
😊
ଆପଣ ଜଣେ ଅନ୍ଧଭକ୍ତ ମିଛୁଆ।
St SC obc Hindu Nehi hai
Jatipratha hetu anya dharmare lokamane misuchhanti.
All people are same
ଯାଣୀଛୁ Dr Bhim Raw Ambit kar kahichanti bramhana badi mane
Jay bhim namo buddhay
From Balangir Dist. ,talk about (Adivasi) ST-creations .
ଆପଣ ଅନର୍ଗଳ ବାତ୍କୃତା ନ କରି ହିନ୍ଦୁ ଧର୍ମ ଶାସ୍ତ୍ର ମାନଙ୍କରୁ ପୃଷ୍ଠା ପରେ ପୃଷ୍ଠା ଅଲଟଆଇ ପଢ଼ିକି ବୁଝାନ୍ତୁ ଭଲ ଲାଗିବ
Adu kariparibeni kahinki na sobu ku bhul interpret Kari kahuchonti, dekheile sobu expose heijibo....
ଆଚ୍ଛା ତାହେଲେ ଆପଣଙ୍କ ହିସାବରେ ହିନ୍ଦୁ ଧର୍ମରେ ଜାତିପ୍ରଥା ଅଛି ।
@Bharatbarsham yes
@@Raja-c9j ok your choice
Valalaguni
Then who implemented Breast tax ???
Don't blame British.
You have no knowledge at all. Please read more and more books.
ଆଚ୍ଛା ତାହେଲେ ଆପଣ କହିଲେ ମହର୍ଷି ବେଦବ୍ୟାସ କଣ ବ୍ରାହ୍ମଣ ପେଟରୁ ଜନ୍ମ ନେଇଥିଲେ କି? ଋଷି ବାଲ୍ମୀକି କଣ ଜନ୍ମରୁ ବ୍ରାହ୍ମଣ ଥିଲେ କି ? କବି କାଳିଦାସ କଣ ଜନ୍ମରୁ ବ୍ରାହ୍ମଣ ଥିଲେ କି? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କଣ ଜନ୍ମରୁ ରାଜ ପରିବାରରେ ଥିଲେ କି? ମୂଳରୁ କୌଣସି ଜାତିପ୍ରଥା ନ ଥିଲା ଏଇଟା କିଛି ବିଦେଶୀ ଲୋକ ଆଉ ମୂର୍ଖ ବ୍ରାହ୍ମଣଙ୍କର କୁକର୍ମର ପ୍ରଥା ।
monu hi kalponik baki rahila sanatan e ha budhist sabda
Scheduled Tribe ମାନେ କେବେ ବି Caste based Discrimination ର ଶିକାର ହେଇ ନାହାନ୍ତି।ST Caste ରେ ଅସନ୍ତିନି tribal community ତାହେଲେ caste based discrimination ହେଲା କେମିତି ??
ଆଚ୍ଛା ତାହେଲେ ଗୁରୁ ଦ୍ରୋଣାଚାର୍ଯ୍ୟ କାହିଁକି ଏକଲବ୍ୟ ଙ୍କୁ ଦକ୍ଷିଣା ସ୍ୱରୂପ ନିଜର ଆଙ୍ଗୁଠି ମାଗିଥିଲେ ସିଏ ନିମ୍ନ ଜାତିର ହୋଇଥିବା କାରଣରୁ ଆଉ ଅର୍ଜୁନଙ୍କୁ କାହିଁକି ସେମିତି ଦକ୍ଷିଣା ମାଗିପାରିଲେନି ।ଦେଖିବାକୁ ଗଲେ ଏକଲବ୍ୟ ଅର୍ଜୁନ ଙ୍କଠୁ ବି ବହୁତ ଭଲ ଧନୁର୍ଦ୍ଧର ଥିଲେ । ଆଉ ମୁଖ୍ୟ କଥା SC ଙ୍କୁ କମସେ କମ୍ ହିନ୍ଦୁ ବୋଲି ସ୍ବୀକାର କରନ୍ତି କିନ୍ତୁ ବ୍ରାହ୍ମଣବାଦୀ ଲୋକ ST ଙ୍କୁ ହିନ୍ଦୁ ବୋଲି ମାନନ୍ତି ନାହିଁ କାହିଁକିନା ସେମାନେ ପ୍ରକୃତି ପୂଜକ ।ଆଉ ମହାଶୟ ଆପଣ ଭାବୁଥିବେ ଯେ ସେମାନଙ୍କ ସହିତ ଭେଦଭାବ ହୋଇନାହିଁ ତାହେଲେ ଆପଣ କିଛି ବି ଜାଣିନାହାନ୍ତି । ଦେଖନ୍ତୁ ଆପଣ କେବେ କୌଣସି ଗ୍ରାମକୁ ଆସିକି ଦେଖନ୍ତୁ ଖାଲି ସହରୀ ପାଣି ପବନରେ ଅନୁଭୂତି ନେଲେ କିଛି ଜାଣିପାରିବେନି ।
@Bharatbarsham Tahele Rama Chandra puni Sabara Raha sahita kemiti jungle re thile ??? Jati mane Caste re semane jibe kemiti ?? they r scheduled tribe not Caste. Semane ta Society bhitare na rahi alaga Society kari rahile, tahele jatigata bhedabhava hela kemiti ??? Aau rahila Dronacharya ka katha se ta Pitama Bbisma ka pakhare sapatha karithile kebala rajakumara ku vidy debe aau kahaku nuhe. Tike bhala re Mahabharata padha khali gapile haba ki ????
@@SidharthMishra99 ଆଚ୍ଛା ଯଦି ଭେଦଭାବ ହୋଇନାହିଁ ତାହେଲେ କାହିଁକି ସେମାନଙ୍କୁ ସାମାଜିକ ଅନୁଷ୍ଠାନରେ participate କରିବାକୁ ଦିଆଯାଏ ନାହିଁ, ଗାଁ ର ମୁଖ୍ୟ ଘାଟରେ ଗାଧୋଇବାକୁ କାହିଁକି ଦିଅନ୍ତି ନାହିଁ, ଭୋଜି ରେ ସେମାନଙ୍କୁ ଅଲଗା କାହିଁକି ବସିବାକୁ କୁହାଯାଏ, ତାଙ୍କର ବାହାଘର କାହିଁକି ବ୍ରାହ୍ମଣଙ୍କ ହାତରେ ସମ୍ପାଦନ ହୁଏ ନାହିଁ, କୌଣସି ଉତ୍ସବ ରେ ବାକି ଜାତିଙ୍କ ପରି କାହିଁକି ଆଦିବାସୀଙ୍କୁ ପାଖକୁ ଯାଇ ଛୁଇଁବାର ମୌକା ମିଳେନାହିଁ, ରଥଯାତ୍ରା ବେଳେ ଯଦି ରଥ କୁ ଛୁଇଁଲେ ମଧ୍ୟ ପାପୀ, ଅଭଦ୍ର, ରାକ୍ଷସ ବୋଲି ଗାଳି ସେବାୟତ ମାନେ କରନ୍ତି । ଏଇଟା କଣ ବହୁତ ବଡ଼ ସମ୍ମାନ ଆମପାଇଁ ।
@@Bharatbarsham jadi Hindu boli manantini tahele quota ra prashna hi nahi
@@SidharthMishra99 Jadi Brahmanka mukharu janma tahele aji kahiki Brahma nka mukharu janma hauna.
Uchajatira
Jatibad kebala brahman samaj karichi .manusmruti britsh sarakar lekhi nathile .
ଭାଇ ଭଲ କଥା ଏଇଟା ହିଁ ଭାରତ ର ଇତିହାସ ହିନ୍ଦୁ ଭାଇମାେନ ଇତିହାସ ଜାଣିବା କଥା ପୁଥିବିର ୯୦ରୁଅଧିକ ଖୀଷ୍ଟୀଆନ ଦେଶ ୫୭ଅଧିକ ମୁସଲମାନ ଦେଶ ହିନ୍ଦୁ ଦେଶ ଗୋଟେବି ନାହିଁ ଭାରତ ରେ ମୁସଲମାନ ଖୀଷ୍ଟୀଆନ ମାନେ ଧରମ ପରିବର୍ତ୍ତନ କରୁଛନ୍ତି ଗାଁ ଗାଁ ରେ ବୁଲି ଭାରତ କୁ ମୁସଲମାନ ଖୀଷ୍ଟୀଆନ ଦେଶ କରିବାକୁ ଏ ମାଗିଆ ହିନ୍ଦୁ ଭାଇମାେନ ଜାତି ଅଜାତି ନେଇକି ଗରବ ଅହଂକାର କରୁଛନ୍ତି ମୁସଲମାନ ଖୀଷ୍ଟୀଆନ କବଜା କରିବେ ଘରେ ଘେରେ ପସି ନା ବାହମଣ ନା ଖଣ୍ଡାୟତ ନା ଶୁଦର କିଛି ଦେଖିବେନି ହାଣି ଦେଇଜିବେ ସେମାେନ ହିନ୍ଦୁ କୁଂ ବନାସ କରିଦେବେ ହିନ୍ଦୁ ହୋଇକି ରୁହନ୍ତୁ ଜାତିରେ ବାଟତୁଂ ନାଇ ଭାଇ ଭଲଲାଗିଲା ଏମିତି ନୁଆ ନୁଆ ଭିଡିଓ ଆଣତୁଂ
Jati bad pahi hindu dharma lopa paeba gitara gotie bani mo manaku andolita kare sarba dharma parityam mamenka saranam braja
British mane jati tiari karithile to jatiba bhule , ambedkar and piriyar nk birudha hindu mane kanhiki biradh karuthile
Kehi Britishers jaatibaad arambha kari na thile .. so called santana jahaku kohucho ta bhitare already exist thila,
Banra byabastha ru hin jaatibaad ru shrusti . Discrimination 1000-800 barsa purboru established karaheithila Barna byabastha dwara..
Last point tume jou Sanatan word kahucho seta kouthu asichi seta ra bhi tume truthfull factual answer deipariponi, Hindu boli kahucho seta bhi kaudu asila kahipariboni. So, janiparuthibo ee dharm ra establishment kie karichi joumane nijaku sobu dharmgrantha re nijaku superior established karichi chonti.
They take beef, do you know?
Hindu muslim seek sai
ସବୁ ମିଛ ବର୍ଣ୍ଣନା 😂😂😂
Jati au.kichi.nahi.manisha.gote.jati
Bhul katha kahi lokanku bhuya bulantu nahi, kahikina samaste educated heleni history padhileni bed purana padhileni, jadi kahuchanti praman dekhantu
Hadig raa amiti gruna koraa jaa a kahili lakicho lajo lagunahi tumoku amiti lakhi baku
Bilkul bhul tathya prastuta Kari lankonki mislead karibaku adu chesta karantu nahi..
ଆଚ୍ଛା ତାହେଲେ ଇତିହାସରେ ଖାଲି ବ୍ରାହ୍ମଣବାଦ୍ କାହିଁକି ଅଛି କ୍ଷତ୍ରୀୟ ବାଦ୍, ବୈଶ୍ୟ ବାଦ୍, ଶୁଦ୍ର ବାଦ୍ କାହିଁକି ନାହିଁ
Maharaj Manu ye Jo kahana apne bas esi baat pe dislike or unsubscribe jai bhim
ଭାଇ ଜୟଭିମ୍ ବୋଏଲେ
କାଣା ହୋ
ଏଇଟା ମହାରାଜ ମନୁ ଲେଖିନାହାନ୍ତି ଏଇଟା କିଛି ମୂର୍ଖ ବ୍ରାହ୍ମଣ ମାନେ ଶାସ୍ତ୍ର ରେ କିଛି ମାତ୍ରା ରେ ପ୍ରକ୍ଷେପ କରିଛନ୍ତି।
You have no knowledge please read all Hinduism books
ସେ ଠିକ୍ କହୁଛନ୍ତି ଇତିହାସ ରେ ବହୁତ ଖରାପ କାମ ବ୍ରାହ୍ମଣ ମାନେ କରିଛନ୍ତି କିନ୍ତୁ ସେ ସବୁକୁ ଠିକ୍ କରିବାକୁ ଚାହୁନାହାନ୍ତି।
Sabu hinduism books ସତ୍ୟ ନୁହେଁ
Bhanda, chanel jati badi chanel bastad Chanel
Samay hisabare chenz karibaku pade.no hele chali hobani