ଏକଲବ୍ୟର ଆଙ୍ଗୁଠି କାଟି କି ଗୁରୁ ଦ୍ରୋଣ ଆଦିବାସୀଙ୍କୁ ଶୋଷଣ କରିଛନ୍ତି କି? ekalabya odia story

Поделиться
HTML-код
  • Опубликовано: 20 окт 2024
  • ଏକଲବ୍ୟର ଆଙ୍ଗୁଠି କାଟି କି ଗୁରୁ ଦ୍ରୋଣ ଆଦିବାସୀଙ୍କୁ ଶୋଷଣ କରିଛନ୍ତି କି? Ekalabya Story
    #ekalabya #adibasi #adibasicomedyvideo #mahabharatkrishnaspeech #ekalavya #ekalavyaeducationseries #Caste #harijan #aamaracharcha #rostvideo #viralvideo #vlogvideo #rupapintukhusiexpress #Casteproblem #odiamotivationvideo
    ekalabya kahani
    ekalabya
    ekalabya odia story
    eklavya school
    ekalabya bangla band song
    ekalabya vidyagram
    ekalavya kannada movie
    ekalabya gahani odia
    ekalabya gam mising song
    eklavya vidyalaya
    History of Harijan
    Harijan
    harijan news
    harijan act
    harijan song
    harijan pada
    harijan kirtan
    harijan kie
    harijan ka matlab kya hota hai
    Bahujan awwaz
    bahujan tv
    bahujan khabar
    bahujan samachar
    ambedkar
    c creation
    sambalpuri song
    music and dance
    harijan patrika
    gandabaja
    sambalpuri film
    Odisha Latest News
    Odisha Latest
    Latest News
    Odisha Poltics
    Odia Famous People
    Orissa News
    Orissa Latest News
    Odisha Orissa
    Bhuabneswar
    Cuttack
    Puri
    News Odisha
    Oriya News
    Odia News
    Breaking News
    News Headlines
    Odisha
    Odisha News
    Latest Odisha News
    DURABARTTA NEWS
    Caste
    ----------------------------------------------------------------------
    Copyright Disclaimer Under Section 107 of the Copyright Act 1976 allowance is made for "fair use" for purposes such as criticism comment news reporting teaching scholarship and research. Fair
    use is a use permitted by copyright statute that might otherwise be infringing. Non-profit educational or personal use tips the balance in favor of fair use.
    🙏🙏🙏
    Thankyou for your visit. consider subscribing our channel aamaracharchaodia for more videos.

Комментарии • 204

  • @rajujageranga452
    @rajujageranga452 4 месяца назад +34

    ଅଧିବାସୀ ମାନେ ହିନ୍ଦୁ ନୁହେଁ ଜୟ ଆଦିବାସୀ ଜୟ ମୂଳ ନିବାସୀ

    • @basantanayak9264
      @basantanayak9264 4 месяца назад

      ଆଦିବାସୀ ହିନ୍ଦୁ ନୁହଁନ୍ତି. ......

  • @biramhembram2124
    @biramhembram2124 4 месяца назад +24

    ମୁ ଆଦିବାସି ଓ ସାର୍ନା ମୋ ଧର୍ମ

  • @bhodevkanhar5180
    @bhodevkanhar5180 4 месяца назад +22

    ବ୍ରାହ୍ମଣ ବିଦେଶୀ,

  • @SushilJani-f4f
    @SushilJani-f4f 2 месяца назад +4

    ଆମେ ଆଦିବାସି ..ମୁଲଜାତି....
    ଜେଶ୍ରୀରାମ....ଜେ ଭାରତ🇮🇳
    🙏🙏🙏🙏🙏🙏🙏🙏🙏🙏

  • @ABcreations143-r5l
    @ABcreations143-r5l 4 месяца назад +13

    Adivasi is not cast it's a Brand Jay Adivasi.....😊

  • @ranjitsarnasili0883
    @ranjitsarnasili0883 4 месяца назад +27

    ଆଜି ପର୍ଯ୍ୟନ୍ତ ଛୁଆଁ ଅଛୁଆଁ ଅଛି

    • @biramkumarmandal4669
      @biramkumarmandal4669 4 месяца назад

      ଛୁଆଁ ଅଛୁଆଁ ନିଶ୍ଚିତ ସମାଜରେ ରହିବା ଉଚିତ୍ କାରଣ:-ଯାହାର ମନରେ ହିଂସା,ଦ୍ୱେଷ, ସଙ୍କୁଚିତ ଚିନ୍ତାଧାରା ତଥା ସ୍ବାର୍ଥବାଦୀ ଓ ଫମ୍ପା ମାଠିଆ ଶବ୍ଦକରି ଲୋକଙ୍କୁ ନେଇ ସମାଜର ଅସ୍ପୃଶ୍ୟତା କୁ ଆଗେଇବା।

    • @prabhatkumardigal1402
      @prabhatkumardigal1402 Месяц назад

      😢😢​@@biramkumarmandal4669

  • @samiyakulisika6632
    @samiyakulisika6632 4 месяца назад +15

    ଆଜି ବି ବିନା tution ଓ ବିନା coaching ରେ ଆମ ସମାଜର ପିଲା ମାନେ OAS ପାଉଛନ୍ତି।ହେଲେ manubadi ସରକାର paper ଲିକ୍ ନାଟକ କରେ ଜାଣି ଜାଣି ।😂😂😂

  • @BBL_BOY_RK
    @BBL_BOY_RK Год назад +41

    ଧର୍ମ ଧର୍ମ ହୋଇ ଦେଶକୁ ବର୍ବାଦ କରିବ ଆରେ ମୂର୍ଖ ଧର୍ମଗ୍ରନ୍ଥ କୁ ଇତିହାସ କହିବା ବନ୍ଦ କର

    • @UpendraPingua-ez2tj
      @UpendraPingua-ez2tj 4 месяца назад +2

      ନାହିଁ ସେ କହୁ ସେ ଜାଣିନି

    • @mjbrothers5023
      @mjbrothers5023 4 месяца назад

      Tu kan janichu be dharmagrantha ବିଷୟରେ

    • @mjbrothers5023
      @mjbrothers5023 4 месяца назад

      ମୂର୍ଖ 😂

    • @jitendrakumarjitendrakumar3452
      @jitendrakumarjitendrakumar3452 3 месяца назад

      इतिहास 😂😂😂😂 पुराण कु इतिहास कहुथिबा महा भूस पंडित 😂😂

  • @BhimarajSikaka-z7r
    @BhimarajSikaka-z7r 4 месяца назад +19

    ଆମ ଆଦିବାସି ଧର୍ମ ଯାହା ବି ହେଉ, ବ୍ରାହ୍ମଣ ମାନେ କଣ ଜାଣିବା ଦରକାର କି । ଯଦି ଜାଣି ବାର ଅଛି ଆମ ଆଦିବାସି ମାନେ ଗାଈ ଗୋରୁ ମାଁସ ଖାଆନ୍ତି , ସେମିତି ବ୍ରାହ୍ମଣ ମାନେ ମଧ୍ୟ୍ୟ ଗାଈ ଗୋରୁ ମାଂସ ଖାଇଲେ ନିଚୟ ଆମ ଧର୍ମର ନାଁ କହିବୁ । ଜୟ ଆଦିବାସି 🏹 ⛏️🪓🔪🗡️

    • @pitambarsori9445
      @pitambarsori9445 4 месяца назад +1

      Right

    • @PraphulldasDas
      @PraphulldasDas 4 месяца назад

      Adivasi koi adimata mangasa khaibanua

    • @KrishnaKrishna-nd6zs
      @KrishnaKrishna-nd6zs 3 месяца назад

      Jatiki bhi ucho jati ochonti sei mane hi jati bhedbhav k9ruchonti kabe bhi coto jati loke jati bhedbhav koronti nahi jai bheem jay bharat ❤❤❤

  • @hgj758
    @hgj758 4 месяца назад +12

    ଆମେ ଆଦିବାସୀ , ଆପଣ ଆଦିବାସୀ କୁ ବନବାସୀ କ'ଣ ପାଇଁ କହୁଛ।

    • @yesManab1234
      @yesManab1234 4 месяца назад +1

      ଭାଇ ଏ ମାନେ ଯାହା ପାଇବେ ତାହା କହି ଚାଲିବେ କାରଣ ଆଙ୍କର କିଛି ଗାଣ୍ଡୀ ମୁଣ୍ଡ ନାହିଁ । ଆଦିବାସି ଙ୍କୁ ବନବାସୀ କହିବାର ମାନେ କଣ

  • @samiyakulisika6632
    @samiyakulisika6632 Год назад +59

    ଆଦିବାସୀ ମାନେ ହିଁ ମୂଳବାସୀ ସେ
    ମାନେ
    ସେବେ ଵି ହିନ୍ଦୁ ନ ଥିଲେ କି ଆଜି ବି ନୁହଁ.....😂😂😂

  • @bulumudli
    @bulumudli 2 месяца назад +2

    ଆଦିବାସୀ ମନର୍ ଧର୍ମ,ଆଦିବାସୀ ଧର୍ମ ,ଜୟ୍ ଆଦିବାସୀ

  • @Surendrahikaka-dq8ep
    @Surendrahikaka-dq8ep 4 месяца назад +14

    ଆପଣ ମୁର୍କ ହେଇଥିବ ସେଥିପାଇଁ ଆଦିବାସୀ ମୂଳ ଜାଣି ନାହାନ୍ତି

  • @prabhatkumardigal1402
    @prabhatkumardigal1402 Месяц назад +1

    ମହା ପ୍ରଭୁ ଜଗନ୍ନାଥ ଆଦିବାସୀ ମାନଙ୍କ ଦେବତା ବ୍ରାହ୍ମଣ ମାନେ ଚୋରି କରିକି ପୁରୀ ନେଇଗଲେ ଆଉ ପୂଜା କରୁଛନ୍ତି ଆଉ ଆପଣ ମାନେ କହୁଛନ୍ତି ଆଦିବାସୀ ହିନ୍ଦୁ ନୁହନ୍ତି ଆଉ ମୁସଲମାନ ନା 😢😢😢ଖ୍ରୀଷ୍ଟିଆନ

  • @ajitakumarsahoo9458
    @ajitakumarsahoo9458 2 дня назад +1

    ଆଦିବାସୀ ମାନେ ମୂଳ ବାସିନ୍ଦା ।
    ଆଦିବାସୀ ମାନେ ବ୍ମାମଣ ମାନଙ୍କ ଦ୍ବାରା ଶାର୍ଧ, ପିଣ୍ଡ ଦାନ କରନ୍ତି ନାହିଁ।
    ଆଦିବାସୀ ,ହରିଜନ, ବୁଦ୍ଧିଷ୍ଟ ଜ୍ୟନ ମାନେ ହିନ୍ଦୁ ନୁହଁନ୍ତି ।

  • @BapilalHansdah
    @BapilalHansdah 3 месяца назад +4

    Jai adivasi

  • @chefsmartcooking3154
    @chefsmartcooking3154 10 месяцев назад +4

    Ati uttam katha ❤❤❤

  • @sagarpradhan6312
    @sagarpradhan6312 4 месяца назад +5

    ଏହା ହିନ୍ଦୁ ଲୋକମାନେ ବୁଝିବେନି, କେବଳ ଦେବତା ହିଁ ଏହି କଥା ଜାଣନ୍ତି

  • @rabindrasethy3276
    @rabindrasethy3276 7 месяцев назад +34

    ପ୍ରଥମେ କୋଉ ସଳା ଜାତିପ୍ରଥା ସ୍ରୃଷ୍ଟି କରିଛି,,କୋଉ ଜାତିର ଲୋକେ,,,

  • @MuraliMajhi-i4r
    @MuraliMajhi-i4r 4 месяца назад +3

    Jai Adibhasi

  • @biruastar9021
    @biruastar9021 4 месяца назад +2

    Jay Adivasi Jay Mulobasi Jay birsha Munda Jindhabad

  • @niranjanrandhari135
    @niranjanrandhari135 4 месяца назад +7

    ବ୍ରାମନ ମାନେ ଏକା ଶାସ୍ତ୍ର ଜାଣିଛନ୍ତି ଆଦିବାସୀ କଣ ମାନେ ଜାଣି ନାହାନ୍ତି

  • @subashdharua7372
    @subashdharua7372 6 месяцев назад +46

    ଆଦିବାସୀ ହିନ୍ଦୁ ନୁହନ୍ତି

    • @AratiSamal-jd3kz
      @AratiSamal-jd3kz 5 месяцев назад +4

      Tu bhari hindu

    • @RabiBhoi-zo5gw
      @RabiBhoi-zo5gw 4 месяца назад +2

      Hindu nuhe to kana ki

    • @AratiSamal-jd3kz
      @AratiSamal-jd3kz 4 месяца назад +1

      Adibasi nku Hindu nuhe kanhiki kuhajauchi

    • @sarnasantal528
      @sarnasantal528 4 месяца назад

      ​@@AratiSamal-jd3kz ho hindu nuhanti....sarna adibasi

    • @motivation......702
      @motivation......702 4 месяца назад

      ଆଦିବାସୀ ମାନଙ୍କର ଧର୍ମ ହେଉଛି ସାର୍ଣ୍ଣା ଧର୍ମ

  • @balarambehera7039
    @balarambehera7039 7 месяцев назад +15

    ଏକଲବ୍ୟ କୁ କାହିଁକି ଘୃଣା କରାଗଲା, ଓ ଏ ଭିଡିଓ ଛାଡିବାର ମାନେ କଣ, ଲୋକଙ୍କୁ ଭ୍ରମିତ କରିବାକୁ,

  • @UPENDRABHUE-tp1vi
    @UPENDRABHUE-tp1vi 20 часов назад

    Jay Adivasi,🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @sambitkumar628
    @sambitkumar628 7 месяцев назад +13

    ମୁଁ ଆଦିବାସୀ ଓ ମୋ ଧର୍ମ ହିନ୍ଦୁ

    • @makundaraita530
      @makundaraita530 Месяц назад

      Bhai tume Hindu nua Hindu karidiajauchi

    • @sambitkumar628
      @sambitkumar628 Месяц назад

      @@makundaraita530 ତୁମେ ଖ୍ରୀଷ୍ଟ ନୁହଁ ତୁମକୁ ଖ୍ରୀଷ୍ଟ କରାଯାଇଛି

  • @SubalPatra-m6j
    @SubalPatra-m6j 3 дня назад

    Bhalakatha.

  • @BhabaniprasadDora
    @BhabaniprasadDora 4 месяца назад +7

    Thik kahila adibasi Hindu nuahanti bhai

    • @bbscreation7216
      @bbscreation7216 4 месяца назад

      Na be tu shola ଟା ପଠାଣ 😅😢😢

  • @raisentudu1270
    @raisentudu1270 4 месяца назад +1

    Veri good 👍

  • @satyam7satyam7
    @satyam7satyam7 Год назад +11

    ତେବେ ଆଜି ଆଦିବାସୀ ମାନେ କାହିଁକି ଏ ଅବସ୍ଥାରେ ଅଛନ୍ତି

  • @singraimurmu4103
    @singraimurmu4103 4 месяца назад +1

    💯 thank you soomuch 👍 you are eligible right Bhai ji 👌🙏👌

  • @krushnachandradeep4554
    @krushnachandradeep4554 5 месяцев назад +4

    Bahut,sundar

  • @ajitakumarsahoo9458
    @ajitakumarsahoo9458 2 дня назад

    Namo Buddhay ❤

  • @JugeswarBhatra-o2f
    @JugeswarBhatra-o2f 4 месяца назад +23

    ମୂର୍ଖ ବିଡ଼ିଓ ବନ୍ଦ କର

    • @babulipurty4925
      @babulipurty4925 4 месяца назад

      ଜାଣିବାକୁ ଚେଷ୍ଟା କରନ୍ତୁ ଆଦିବାସୀ ମାନେ ହିନ୍ଦୁ କି ନାହିଁ!

  • @DilipGaradia
    @DilipGaradia 4 месяца назад +5

    ଭାରତରୁ ଜାତିବାଦ ହାଟାଅ

  • @arjunabadaraita
    @arjunabadaraita Месяц назад

    ଜୟ,ଜଗନାଥ

  • @singhkolabiju0028
    @singhkolabiju0028 4 месяца назад +4

    Mu adiwasi O mu mulnivasi

  • @surendranaik8831
    @surendranaik8831 7 месяцев назад +4

    ଆଦିବାସୀ ମାନେ ସେଥି ପାଇଁ ବୋଧେ ଏତେ ଶିକ୍ଷିତ,ଭାରତର ସବୁ ଆଡ଼େ ଆଦିବାସୀ କଲେକ୍ଟର ,ପ୍ରଧାନ ମନ୍ତ୍ରୀ ଭର୍ତି,ସାକ୍ଷରତା ହାର ଆଦିବାସୀ ଙ୍କ ଠାରେ ସବୁ ଜାତି ରୁ ବେଶୀ,ସେମାନଙ୍କୁ ଜାତି ଭେଦ କରା ଯାଉ ନାହିଁ, ସେମାନଙ୍କ ସହ ଉଚ୍ଚ ଜାତି ର ଲୋକ ସହ ବିବାହ ସମ୍ପର୍କ ରହିଛି

    • @2DUCREATION-m1u
      @2DUCREATION-m1u 4 месяца назад +2

      Puri ro Brahmon Kanhiki Mantri Sudam Marandi n ko Jhioku Baha Hoithila? Brahmon Mane to Ucho Jati Aadivasi Sahita Kahinki Baha Hela? Reply Dio,

    • @mantunisika7153
      @mantunisika7153 4 месяца назад

      Sola...katidebi

    • @2DUCREATION-m1u
      @2DUCREATION-m1u 4 месяца назад

      @@mantunisika7153 Purei Debi

    • @niranjanrandhari135
      @niranjanrandhari135 4 месяца назад

      Bhai tumara kou jati

    • @2DUCREATION-m1u
      @2DUCREATION-m1u 4 месяца назад

      @@niranjanrandhari135 Aadivasi

  • @sarasamajhi6525
    @sarasamajhi6525 4 месяца назад +3

    Very nice story

  • @shubhamprince8695
    @shubhamprince8695 Год назад +1

    Nice 🙏

  • @surendrasuna44
    @surendrasuna44 4 месяца назад +2

    ଆଦିବାସୀ ମାନଙ୍କୁ ଭେଦଭାବ କିଅବା ନୀଚ ଦୃଷ୍ଟିରେ ଦେଖାଯାଉନାହିଁ ଭଲ କଥା ତାହେଲେ, କାହିଁକି ଆମ ରାଷ୍ଟ୍ରପତି, ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଶପଥ ଉତ୍ସବ ଦିନ ଗୋବର ପାଣି ଛିଞ୍ଚିବାକୁ ଓ ଝାଡ଼ୁ କରିବାକୁ କୁହାଗଲା, ପୁଣି ବ୍ରlହ୍ମହଣ ମାନଙ୍କ ଦ୍ୱାରା ତାଙ୍କୁ ଶୁଦ୍ଧି କରାଗଲା, ଆଗରୁ କୌଣସି ରାଷ୍ଟ୍ରପତିଙ୍କୁ କେବେ ଏପରି କରାଯାଇଥିବା ତ ଜଣାପଡ଼ିନାହିଁ, ଦ୍ୱତୀୟ ବିଷୟ ଅଯୋଧ୍ୟା ରାମ ମନ୍ଦିର ଉଦ୍ଘାଟନ ଉତ୍ସବରେ ସିନେମା ତାରକା, କ୍ରୀଡା ତାରକା ଶିଳ୍ପପତି ମାନଙ୍କୁ, ନିମଂତ୍ରଣ, କରାଗଲା, ଦେଶର ସର୍ବଚ ପ୍ରଥମ ନାଗରିକ ଭାବେ ମାନ୍ୟତା ଦିଆଯାଏ ଯାହାଙ୍କୁ, କିନ୍ତୁ ତାଙ୍କୁ ନିମଂତ୍ରଣ କରାଗଲାନାହିଁ ଏହିସବୁ କେଉଁ ଭେଦଭାବ ଓ ଉଚ ନୀଚ ର ପରିଚୟ ? ସେ ଯଦି ଆଦିବାସୀ ସାମ୍ପ୍ରଦାୟର ହଇ ନ ଥାନ୍ତେ, ତାହେଲେ କିଭଳି ସସାମ୍ମନେ ନିମଂତ୍ରଣ କରାଯାଇ ଥାନ୍ତା ଏହା କ'ଣ ଆନ୍ତରିକତାର ସହ ଚିନ୍ତନୀୟ ବିଷୟ ନୁହଁ ?

    • @swatipriya_7560
      @swatipriya_7560 4 месяца назад +1

      Han, Rama mandir ku nimantrana nkale kan hela jagatara natha jagannath toh adibasii nka mula debata ,ajibi
      Jagannath dhamare adibasi mane Puja karanti

    • @swatipriya_7560
      @swatipriya_7560 4 месяца назад

      Tume thiki se purana padha
      Adibasinka stiti janiparib

    • @Sugadahansdah-mk4nu
      @Sugadahansdah-mk4nu Месяц назад

      Ram mandir udghatan bele kanhiki rastrapati ku dakileni

  • @satyam7satyam7
    @satyam7satyam7 Год назад +1

    ତେବେ ଗୁରୁ ଦକ୍ଷିଣା କଣ ଦେଇଥିଳା ଏକଲବ୍ୟ ବୁଢା ଆଙ୍ଗୁଠି ଥିଲେ କଣ ସେ ବିଦ୍ୟା ଶିଖି ହୋଇନଥାନ୍ତା ନା ତେବେ ଦ୍ରନ କେମିତି ଶିଖିଲେ ତାଙ୍କର କଣ ଗୋଟେ ଆଙ୍ଗୁଠି ନଥିଲା

  • @kaliamaninaik6865
    @kaliamaninaik6865 3 месяца назад

    ବ୍ରାହ୍ମଣ ମାନେ ଓ ରାଜା

  • @NewsPratibad3701
    @NewsPratibad3701 4 месяца назад +4

    ଆଦି ବସି ମୂଳ ସନାତନ

  • @ntvodia3447
    @ntvodia3447 4 месяца назад +2

    ବିଦେଶୀଙ୍କ ଷଡଯନ୍ତ୍ର ରେ ଏପରି ହୁଅନ୍ତୁ ନାହିଁ, ମାନଵ ଧର୍ମ ପାଳନ କର...

  • @deelipkumarmunda2216
    @deelipkumarmunda2216 4 месяца назад

    Very good

  • @FudanHandah
    @FudanHandah 24 дня назад

    Adibasi.niriha.sarala.santipriya.
    .rasujag.dekhi.sasanakarichali.chhanty.Emane.Hindunuhanty.kadapi.hinduhoiparibenahin.
    Hirla MarangBuru.Hirla.JoharJaheraya.Litagosayn.❤🎉🎉❤😢😮❤

  • @Factenda-tm7yb
    @Factenda-tm7yb 4 месяца назад +2

    Adivasi kounasi dharma nahi ,, ଆଦି = ଆଗୋରୁ/ଆଦିମ କାଳରୁ,,,, ବାସି= ବାସିନ୍ଦା,,,,, ଆଦିବାସୀ= ଆଦିମ କାଳରୁ ଏଇ ମହାଦୀପ ରେ ବସବାସ କରୁଥିବା ଯନ ପ୍ରଜାତି କୁ ଆଦିବାସୀ କୁହା ଯାଏ. ନା ରାମାୟଣ ସତ ନା ମହାଭାରତ ଯେମିତି ଇସଲାମ ଧର୍ମ ର କୁରାନ ମିଛ ଠିକ୍ ହିନ୍ଦୁ ଧର୍ମ ର ଗ୍ରନ୍ଥ ମଧ୍ୟ ମିଛ, ଏ ସାବୁ ଏହା non-Brahman ବ୍ରାହ୍ମଣ ମାନଙ୍କୁ ଗୁଲାମ୍ ବନାଇବା ର ଏକ ସିଷ୍ଟମ୍.... ଜୟ ଭୀମ, ଜୟ ବିର୍ସା ମୁଣ୍ଡା

  • @JatadharMarndi
    @JatadharMarndi 4 месяца назад +6

    ଭାରତ ରେ ଆଦିଵାସି ମୂଳ ଲୋକ ସେମାନେ ହିନଦୁ ନୁହନ୍ତି ତେବେ ଆଦିଵାସି ସାରନା ଧରମ ଆଗ ନା ହିନଦୁ ଧରମ ଆଗ ଇତିହାସ ଅନୁସାରେ

  • @ranveerbhatra978
    @ranveerbhatra978 4 месяца назад +4

    ଆମ ସମାଜ ସହିତ କରାପ୍ ବୈଭାର କରି ଏମିତି ଜ୍ଞାନ ତୋ ବାପା କୁ ଦେ

  • @SamantaMajhi-sm2pq
    @SamantaMajhi-sm2pq 4 месяца назад

    ଏହିଟା ତ ପୁରାଣ କଥା, ହେଲେ ଆଦିବାସୀଙ୍କ ଜମିକୁ କଣ ଟଙ୍କା ପଇସା ଦେଇ କିଣି ଥିଲେ ଅଣଆଦିବାସୀମାନେ ଆଉ ଗୌଟିଆ ଓ ଉମୁରା ହୋଇଥିଲେ । ସେମାନେ ଆଦିବାସୀଙ୍କୁ ଠକି ଭଣି ସୋଷଣକରି ଏହି ସବୁ ପଦ ପଦବୀ ପାଇଥିଲେ । ସେମାନେ ୧୦୦% ଆଦିବାସୀଙ୍କୁ ଘୃଣା କରୁଥିଲେ ।

  • @SanjayaPradhan-z3i
    @SanjayaPradhan-z3i 4 месяца назад

    Good bhai

  • @baskeygidicreative255
    @baskeygidicreative255 7 месяцев назад

    Nice

  • @RumanM-ld7hk
    @RumanM-ld7hk 4 месяца назад +1

    ଆଦିବାସି ଆମେ Jay Shri Ram❤❤

  • @Sugadahansdah-mk4nu
    @Sugadahansdah-mk4nu Месяц назад

    ମହାଭାରତ ରାମାୟଣ ହେଉଛି story ଏଇ ଟା କୌଣସି ଦେବତା ଲେଖି ନାହାନ୍ତି ।

  • @brajabandhudash5930
    @brajabandhudash5930 4 месяца назад

    ଆଦିବାସୀ ନୁହେଁ ବନବାସୀ, କେହି ନିଚ ନୁହଁନ୍ତି, ସମସ୍ତ ମାନବ ସନାତନୀ ହିନ୍ଦୁ,

  • @UpendraPingua-ez2tj
    @UpendraPingua-ez2tj 4 месяца назад

    Sab ka malik ek hai 🙏

  • @RajendraSing-c1c
    @RajendraSing-c1c 4 месяца назад +1

    ଆରେ ମୂର୍ଖ ତତେ ଆଉ କିଛି ମିଳିଲାନାହିଁ ଏହି ଜାତି ପ୍ରଥାକୁ ନେଇ ଭିଡ଼ିଓ ବନାଇବା ଆରମ୍ଭ କରିଦେଲୁ ତମରି ଭଳିଆ ଲୁକଙ୍କ ପାଇଁ ମଣିଷ ମଣିଷ ଭିତରେ ଭେଦ ଭାବ

    • @Factenda-tm7yb
      @Factenda-tm7yb 4 месяца назад

      ତ କଣ ସମାଜ ରେ ଅଙ୍ଖି ବନ୍ଦ କରି ଦେଲେ ଜାତି ପ୍ରଥା ମିଟି ଯିବ କି.....

  • @SrimantacharanMajhi
    @SrimantacharanMajhi 4 месяца назад +1

    Sada bele adhibasi nku nyaya milinahin

  • @MANABAKANHAR-qi1gw
    @MANABAKANHAR-qi1gw 4 месяца назад

    ଧର୍ମ ଜୟ କୀଏ ଅଟକାଇବ

  • @satyam7satyam7
    @satyam7satyam7 Год назад +1

    ସେତେବେଳ ବ୍ରାହ୍ମଣ ମାନେ ଲେଖା ପଢା ଶିଖିଥିଲେ ତେବେ ଆକୁ କିଏ ଲେଖିଲା ଉତ୍ତର ଜାଣିଥିଲେ dia

  • @chefsmartcooking3154
    @chefsmartcooking3154 10 месяцев назад

    Wow

  • @lasibanmallick6717
    @lasibanmallick6717 4 месяца назад

    Uttama. Katha ଜଣାଇଥିବାରୁ ଧନ୍ୟବାଦ ନମସ୍କାର 🙏

  • @RuhyaSingh-j4i
    @RuhyaSingh-j4i 4 месяца назад

    ମିଛ ପପୁରାଣ, କାଳ୍ପନିକ, ସେଥିରୁ ଠିକ କଥା ମିଳିବ ନାହିଁ

  • @kalandimurmu3303
    @kalandimurmu3303 4 месяца назад +3

    Jatiaan manobhab hetu Ashram RU tadi dele.

  • @DjdisozaDjdisoza
    @DjdisozaDjdisoza 4 месяца назад +1

    ଆଦିବାସୀ କେଭେଁ ବି ହିନ୍ଦୁ ନୁହେଁ

  • @sanjuktatanti5606
    @sanjuktatanti5606 4 месяца назад +2

    Jati ved ta na thila ta karna ku kan pain sudra putra kuha jau thila sabu bele

  • @babulub2blogs21
    @babulub2blogs21 4 месяца назад

    Yes

  • @chaskamisantalbhasate4149
    @chaskamisantalbhasate4149 4 месяца назад

    ଖରାପ କୁ ଭଲ ବୋଲି କୋହିଲେ କୌଣସି ଲୋକ ବିଶ୍ୱାସ କରିବେ ନାହିଁ ଏକୋଲୋବ୍ୟ ବିନା ଗୁରୁ ରେ ଏତେ ଧନୁର୍ବିଦ୍ୟା ଶିଖିଲେ ନିଯୋ ଶିଷ୍ୟ ଠୁ ଅଧିକ ତେଣୁ ଦ୍ରଣା ଚାର୍ଜ ଏକିଲୋବ୍ୟ କୁ ଦୁର୍ବଳ କରିବା ପାଇଁ ବୁଢ଼ା ଆଙ୍ଗୁଠି ନେଲା ନିଜୋ ଶିଷ୍ୟ ଭୋଳି ଦେଖିଥିଲେ କଦାପି ଏହି ଭଳି କାମ କୋରିନୋ ଥାନ୍ତେ । ଆଦିବାସୀ ମାନେ ଅନ୍ୟଜାତିର ଲୋକଙ୍କ ପାଖରେ ଜଲଦି ଫୋଷି ଯାଆନ୍ତି କାରଣ ସରଳ ବିଶ୍ବାସୀ ଏହା ଏକୋ ଚକ୍ରାନ୍ତ ଥିଲା

  • @GoutamRaita-n2b
    @GoutamRaita-n2b 6 месяцев назад +5

    Adivasi hi mula nivashi ,semane kounasi bhagaban kinba dharma no thila,

  • @rabindrananda943
    @rabindrananda943 3 месяца назад

    Adibassi belongs to Hindu

  • @SanjuktaMajhi-h9v
    @SanjuktaMajhi-h9v 4 месяца назад +1

    ଆଦିବାସୀ ହିନ୍ଦୁ ନୁହତି ହେଲେ,,,,,,,?????

  • @DilipGaradia
    @DilipGaradia 4 месяца назад

    ଆରେ ପଣ୍ଡିତ ସେ କୌରବ ପାଣ୍ଡବ ମାନଙ୍କର ବଂଶଜ ମାନେ କୋଆଡେ ଗଲେ ଏବେ କୋଠି ଅଛନ୍ତି ଠିକଣା ଦେ ମୁ ଯାଈ ଭେଟଘାଟ ହେଵି

  • @starssedu5935
    @starssedu5935 Год назад +1

    Epari prachara. Kie. Karuchhu.

  • @antaramsoren9005
    @antaramsoren9005 3 месяца назад

    Adibasi hele santali

  • @rinkustatusguru5749
    @rinkustatusguru5749 Год назад +2

    Kie kahia Adibasi Hindu nuhe😡

  • @sureshpatra141
    @sureshpatra141 4 месяца назад

    Adibasi mane thile bharata ra adhimoadhibasi hele apana kau desara

  • @sanjaynaik4736
    @sanjaynaik4736 4 месяца назад +1

    Jadi Ahi Katha Sata Ajibi Dalit Mankar Hom Puja Ku Khiki Asunahanti Ki Mandir Re Pasibaku Deunahanti

  • @ashaibanara8514
    @ashaibanara8514 4 месяца назад

    Ame jathi prathajugo ame Abe ahibali hehuchi

  • @SumantaDandasena-ff2ro
    @SumantaDandasena-ff2ro 7 месяцев назад

    Nisad mane keut jati

  • @mahendramajhi6894
    @mahendramajhi6894 Месяц назад

    ମୁଁ ଗଣ୍ଡ ଆଦିବସୀ ମୋର ଧର୍ମ ଗୁଣ୍ଡି ଜୟ ଆଦିବସୀ

  • @PrabhatKumarnayak-xi6bh
    @PrabhatKumarnayak-xi6bh 4 месяца назад +1

    Jatipratha hin hindhudharmara patana heuchi

  • @Anjimauka-gv3ed
    @Anjimauka-gv3ed 4 месяца назад +1

    ମୁଁ ଗୁଟେ ଆଦିବାଷି କିନ୍ତୁ ଶନାତନ ଦୋର୍ମ

  • @Chasihopon782
    @Chasihopon782 4 месяца назад

    Uchyo nicho kemiti aapon chinhi paribe

  • @prakashkanhar2772
    @prakashkanhar2772 4 месяца назад

    ଆଦିବାସୀ ହିନ୍ଦୁ ନୁହନ୍ତି ତାହାହେଲେ ଆଦିବାସୀ କିଏ

    • @Factenda-tm7yb
      @Factenda-tm7yb 4 месяца назад +1

      ଆଦିବାସୀ - ଆଦିବାସୀ ଅଟନ୍ତି - ଏ ମାନଙ୍କ କୌଣସି ନିର୍ଦ୍ଧିଷ୍ଟ ଧର୍ମ ନାହିଁ, ଏ ମାନେ ପ୍ରକୃତି ପୂଜକ ଅଟନ୍ତି...

    • @BhimarajSikaka-z7r
      @BhimarajSikaka-z7r 4 месяца назад +1

      ତୋମେ କହୁଛ ଯେ, ଗୋ ମାଂସ ଖାଇବା ଲୋକ ହିନ୍ଦୁ ନୁହନ୍ତି ବୋଲି ଆଉ ପଛାରୁ ଛ । ତୋମ ମୁଣ୍ଡ ବୋଧେ କାମ କରୁ ନାଇଁ,.....? ସେଥିପାଇଁ ।

    • @suryanandasoren6659
      @suryanandasoren6659 4 месяца назад

      Sarna

  • @natabarmalliknatabarmallik9143

    Dron kagiruthile drona kan guru

  • @dukhishyamamurmu6
    @dukhishyamamurmu6 4 месяца назад +3

    Adibasi not hindu

  • @dukhiamajhi4280
    @dukhiamajhi4280 4 месяца назад +1

    Adibasi Hindu Nuhanti

  • @mahindralakra4243
    @mahindralakra4243 4 месяца назад

    Prabhu jagannath nku keun jatira Puja karuthile

  • @kalasingh52
    @kalasingh52 3 месяца назад

    Apana ADIBASI MANONKU JUNGLEBASI BANBASI KAHINKI SAMBODHAN KORUCHCHANTI. Apana koana Saharbasi, jopolibasi..

  • @RaghunathaSoren
    @RaghunathaSoren 4 месяца назад

    Kanhiki video chadilu bando

  • @RamachandraSingh-mc6sh
    @RamachandraSingh-mc6sh 4 месяца назад

    Adibasi Mane sarna dharam

  • @brajaalda4281
    @brajaalda4281 4 месяца назад

    Likeପାଇଁ କଣ ନାହିଁ କଋିବଏ

  • @shamasudharjani
    @shamasudharjani 4 месяца назад

    adibasimulagtaparesabubaala

  • @satyam7satyam7
    @satyam7satyam7 Год назад +2

    ସଂସ୍କୃତି କେବଳ ବ୍ରାହ୍ମଣ ମାନେ ଜାଣୁଥିଲେ ତେଣୁ ଏ ସବୁ କିଏ କରିଛି kuh

  • @sisupalmajhi3054
    @sisupalmajhi3054 4 месяца назад

    Dropadi murmu ko kyun parliament udghatan me nahin bulaya kyun ki o aadibasi they

  • @BajuChampia-xk8vq
    @BajuChampia-xk8vq 4 месяца назад

    Badabibanatile rastrpti apmanta paele

  • @SumantaDandasena-ff2ro
    @SumantaDandasena-ff2ro 7 месяцев назад

    Nisada mane jalbasi jaga basi nuhe

  • @RanapratapBadaraita-d3g
    @RanapratapBadaraita-d3g 10 дней назад

    adivasi manakara tu kn janichu

  • @sadanandabarik5722
    @sadanandabarik5722 4 месяца назад +1

    Adivasi Hindu hai.