ଜନ ଅଡିଟ୍ : ମାଲକାନଗିରିର ଅପହଞ୍ଚ ବଣ୍ଡା ଘାଟିରେ ଅର୍ଗସ ଟିମ୍
HTML-код
- Опубликовано: 15 сен 2024
- ଜନ ଅଡିଟ୍ : ମାଲକାନଗିରିର ଅପହଞ୍ଚ ବଣ୍ଡା ଘାଟିରେ ଅର୍ଗସ ଟିମ୍
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to politics, sports, gadgets, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
RUclips: / theargusnewsodia
Twitter: / argusnews_in
Instagram: / argusnewsin
Satellite TV Available on:
TataSky channel No - 1780
Airtel TV channel No - 609
Dish TV channel No - 1369
d2h channel No - 834
SITI Networks - 18
& other Leading Cable Networks
You Can WhatsApp Your News On- 8480612900
#JanaAudit #Malkanagiri #Bondaghati #Odisha #ArgusNews
ଧନ୍ୟବାଦ୍ Argus
ମେଡ଼ାମ ବହୁତ ଭଲ ଲାଗିଲା ଆପଣଙ୍କ ଜନମତ ଅଡିଟ ଏମିତି ପ୍ରୟାସ କରି ଆମ ଅବିଭକ୍ତ କୋରାପୁଟିଆ ଆଦିବାସୀ ମାନଙ୍କ ଦୁଃଖକଷ୍ଟ ସବୁ ଦୁରେଇ ଦେବାରେ ସହାୟ ହୁଅ... 🙏🙏🙏ଧନ୍ୟବାଦ
ବହୁତ୍ ଭଲ ଉପସ୍ଥାପନା ଏହା ହେଉଛି ଓଡ଼ିଶା ର ବିକାଶର ଚିତ୍ର କେବେ ବଦଳିବ ଏମାନଙ୍କ ଦୁଃଖ ଦୃଦଶା
ଯେତେବେଳେ ସରକାର ବଦଳିବ
Thanks argus
ଧନ୍ୟବାଦ ଭଉଣୀ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ସତ୍ୟକୁ ଉପସ୍ଥାପନା କରି ବଣ୍ଡା ଜାତିର ଦୁଃଖ ଭୁଜିଛନ୍ତି ।ଉପସ୍ଥାପନା ଶୈଳୀ ଉଚ୍ଚ କୋଟିର ...
ଏହି ପ୍ରକାର ଜନଜାତି ଲୋକଙ୍କୁ ଭୂତେଇ ଏ ସରକାର ସବୁ ଅର୍ଥ ଯାହା ଏମାନଙ୍କ ପାଇଁ ଉଦ୍ଧିଷ୍ଟ ସବୁ patimari ଖାଇଯାଉଛନ୍ତି।
ruclips.net/video/mYqJnT-EM-s/видео.html
❤️❤️❤️❤️
ଆଉ କେତେ ବର୍ଷ ନମ୍ବର ୱାନ ଶାସନ କଲାପରେ ଏ ବଣ୍ଡା ଘଟିର ଉନ୍ନତି କରିବେ?
Are bhai yank pain sabu prakar development pain prayas karajauche semane tank parmpara dharki basuchti
@@prasadguru7682😮😅😅 20:50 ଏକ
ଏହା ହେଉଛି ୨୨ ବର୍ଷର ଶାସନ କରୁଥିବା ସରକାର ନବୀବ ପଟ୍ଟନାୟକର କାମ ଧନ୍ଯରେ ନବୀବ ପଟ୍ଟନାୟକ ।
ଏହିତି ପାଇଁ ନବୀନ ଏକ ନବର ମୁଖ୍ୟମନ୍ତ୍ରୀ
Dhanya
ruclips.net/video/mYqJnT-EM-s/видео.html
@@madhugoud1331hmmh
ନବୀନ ପଟନାୟକ ହୁଅନ୍ତି କି ଜୋଉ ସରକାର ଆସୁ ସେମାନଙ୍କ ଡେଭଲପମେଣ୍ଟ ପାଇଁ ସବୁ ପ୍ରକାର କାର୍ୟ୍ଯ ଚାଲୁଅଛି କିନ୍ତୁ ସେମାନେ ତ ମାଓବାଦୀ ହେବେ!!
Thanks Argus team 🙏🙏🙏
Thanks Argus repotr👍👍👍👍🙏
ଛି ଛି ଏଇଠୁ ଜାଣିଲୁ ରାଜ୍ୟ ଏତେ ତଳକୁ କଣ ପାଇଁ ଖସି ଯାଉଛି ,ନବୀନ ବାବୁ ଙ୍କୁ ଦେଖି ଲୋକ ଭୋଟ ଦେଲେ ଯିଏ ବିଧାୟକ୍ ହେଲେ ସେ ତ ଲୋକଙ୍କ କଥା ବୁଝିଲେ ନି
ଆରେ ମଗୀହା ତୋର କଣ ଅସୁବିଧା ନିରୀହ ଆଦିବାସୀଙ୍କୁ କାହିଁକି ଏମିତି କହୁଛୁ ତୁ ଶଳା ସହର ରେ ରହି କି କଣ ଉନ୍ନତି କରିଛୁ ମାଗୀହା ଶଳା ଭାଲ୍ ସେ କଥା ହୁଅ
ଧନ୍ୟବାଦ ମେଡମ ଆପଣଙ୍କୁ, ସତ୍ୟକୁ ଲୋକଲୋଚନକୁ ଆଣି ଉପସ୍ଥାପନା କରିଥିବାରୁ।🙏🙏🙏🙏🙏🙏
ବଢିଆ ରିପୋଟର 👌👌
Well done Argus. This Is what exception of Argus. Thank you again.
ଇଏ ଲୋକଙ୍କୁ ମଦ ଦେଇ ଟଙ୍କା ଦେଇ ଭୋଟ ନେଇ ଆମ ମୂର୍ଖ ମନ୍ତ୍ରୀ ନମ୍ବର 1😂😂ଟିକେ ଲାଜ ଲାଗିବା କଥା.
Thanks for your Dreams
Thanks Argus news
Nice effort sister
Super mind blowing watching Argus News 🙏🙏🙏
ଏବେବି ଅପହଞ୍ଚ ଇଲାକା ଶିକ୍ଷା ବିକାଶ ଠାରୁ ବହୁ ଉର୍ଦ୍ଧରେ । ସରକାରୀ ବାବୁମାନେ ଏମାନଙ୍କ ବିକାଶ କରିବା ପାଇଁ ଧ୍ୟାନ ଦେବା ଉଚିତ୍ ।
Bu hy
Thanks Argus team for visiting such type of villagers and making such type of coverage 🙏🙏🙏👍
I like argus news,
Welcome to odisha gajapati dist Gumma Block I like you madam❤❤ Sara# soura# adivasi jay Jagannath sabar Thakur Ki jay ho
Thanks for Argus team
Lovely video Johar Aadivasi Commenity
ସତରେ ଏମାନେ ମହାମାନବ
News is best
ଧନ୍ୟବାଦ୍
ଇଏ ହେଉଛି ନବୀନ ସରକାର। ଧନ୍ୟ କହିବ ଏ ପ୍ରସାଶନିକ ଅଧିକାରୀ ମାନଙ୍କୁ।
ବଣ୍ଡା ଲୋକ ଭାରି ସରଳ ଲୋକ । thanks Argus News , Tha information malkangiri
Thanks Argus by highlighting these underdeveloped people. This is the time to change.
Thank you argus news
Thank you madam and to argus for ground report
Thanks Argus team. Johar
Thanks to be ground level reported.apreciated this much.
ହେହା ହେଉଛି ଆମ 24 ବର୍ଷ ର ଶାସନ ଆମ ନବୀନ ପଟ୍ଟନାୟକ ଭାରତ ର ଏକ ନମ୍ବର ମୁଖ୍ୟ ମନ୍ତ୍ରୀ
Thanks argus news tem
Thank you argus
Thanks Argus team
Thanks.repotor.didi
Thank you Argus news
ଧନ୍ୟରେ ସରକାର ଆଉ ନେତା ମନ୍ତୀ ମାନଙ୍କୁ, ଏଇ ନିରୀହ ଲୋକ ମାନଂକୁ ଠକି ନିଜେ ସୁଖ ଶାନ୍ତିରେ ଦିନ କାଟୁଚ | କାହିଁ ଭୁବନେଶ୍ୱର ଆଉ କାହିଁ ମାଲକାନଗିରି ଆକାଶ ପାତାଳ ର ଫରକ ଏଠି |ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ମୌଳିକ ଆବଶ୍ୟକତା ରୁ ବି ଏଇ ଲୋକ ମାନେ ବଂଚିତ |ସମାଜର ବୁଦ୍ଧି ଯିବିଗଣ ଏଇ ଲୋକ ମାନଙ୍କ ପ୍ରତି ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ 🙏🙏🙏🙏🙏
Right madam thank you argus
Argus is best channel
ଦୟାକରି ଏମାନଙ୍କୁ ତାଙ୍କ ନିରୀହତା ଓ ପ୍ରାକୃତିକ ଭାବରେ ବଞ୍ଚିବାକୁ ଦିଅ । ତମ ଆଧୁନିକତା ସେମାନଙ୍କୁ ନ ଛୁଉଁ । ଏ ନିରୀହ ଲୋକଙ୍କୁ ଅଯଥାରେ ରାଜନୀତି ର ଗୋଲକ ଧନ୍ଦା ରେ ନ ପୁରା ହେଉ ।
Best of luck argus news
ସର୍ବପରି ତୁମ ଉପସ୍ଥାପନା ସର୍ବାଦ୍ରୁତ, ବହୁତ ବଢିଆ 🥰
Thanks Argus News for coverage remote area
Tq Agrus news
Thanku Argus reports
Tqu Argus
Thank madam, I like
good reporter maam
Thanks Argus teams
ସତରେ ଏମାନେ ବହୁତ ସରଳ ଲୋକ ।
Thank you ripoter sister.
Thanks Argus for making such type of coverage...
I loved your style of reporting... Script and voice and reporting skill is unmatched... Thanks didi... Love 💕
God bless you
Very nice peaceful debate & report
🙏Thanks argus news🌹
BJD hatao desh bachao
Madam apanaker video bohut bhala,our bohut bohut johar?
Oh.. God...
Thank🙏 argus team.....
Government should EMMIDEATE action... 2 developed that village....
Thanks argus ae Amar 5T sarkar
No1,cm tike dekhantu
Ruzul,
Your reporting is nice.
Thanks satrupa mam&arugus nes
ଗଧ ନ୍ୟୁଜ ଗୁଡାକ ସରକାରୀ ଜମିରେ ସରକାର କେମିତି ଘର ଦେବେ
Buhut badhiya argus team thanks
ସରକାର ଙ୍କ ଅପାରଗତା ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ଉପରେ କୁଠାର ଘାତ, କୋରାପୁଟ ଜିଲ୍ଲା ପାଇଁ ଯେତେ ଖର୍ଚ୍ଚ କରିଛନ୍ତି ତାହା ngo cotracter ଏବଂ ସରକାରୀ ବାବୁ ମାନଙ୍କ ନିଜ ପାଣ୍ଠି କୁ ଯାଉଛି ଲୋକଙ୍କ ହିତରେ କିଛି ନାହିଁ
Best report
ବହୁତ ସୁନ୍ଦର ଉପସ୍ଥାପନ
Very nice argus news
Good initiative by Argus team keep it up
My dear argus TV, this type of home deaign exists in the village of khurdha too. That's not matter. But matter is to provide the funds to develop all kinds of infrastructure as well as investigation should be emphasized at all level.
God bless you madam ground 0 ru reporting karuthibaru
Thanks you Argus tv , I want to visit malkangiri .
Zero graund ru khabar sangra pai news Argus ku bahut bahut dhanyawad.
Thank you Argus news for highlights Ground Zero. Underdeveloped Situation 🙏🙏🙏❤❤❤
My Dream village.
thanks you argus news
i sallute you
Thanks for your ground zero reporting
Many more thanks mam
Nice argus team
I love this people...
Satarupa didi👍👍👍 good job
Thank you mam
These people are really so innocent proud to from Malkangiri 😊😊
Many many TNX to Argus news
thanks sister
Super video 👍 argus new
Thanks Argus
ଅତ୍ୟନ୍ତ ଦୁଃଖ ଦାୟକ ଚିତ୍ର। ସୁନ୍ଦର ଉପସ୍ଥାପନା ଶତରୂପା
Good job 👍
My Dream village
Thanks didi
Thanks mem
Madam ବହୁତ ସୁନ୍ଦର ପ୍ରୟାସ କରିଛନ୍ତି ଲୋକ ଲଚନକୁ ଅନିକି ଏମିତି ଅନିକୀ
Thanks mam
ଧନ୍ୟବାଦ ଭ ଉଣୀ
Thanks for coverage Argus news