Se teacher recruitment sahajare hoijaini.jadi se teacher aaji 49 ru 12 gale kahiparunahin ta sethipain govt hin dai.Tumar dam thile gote govt teacher hoi dekhaa a.
Kn pain govt school re admissions karunahanti, pvt school kn pain jaucho....odiya medium re padhiki aji bahut pila successfull kintu apona mane prefer karuchanti pvt....great
Parents mane ...kahiki private school ku jauchha..bujhi heuni...jeunthi untrained teacher achhanti... govt school re kahiki nuha...jeuthi training kala teacher .. achhanti...jadi govt school re kichhi problem achhi ...taku emiti media daki govt ku demand kara...bala heba...future re tuma mananka pai govt school banda heba ..aru...gariba pila patha chhadibe ...nahele...badya hei kharcha kari padhibe..🙏🙏🙏🙏
Ebe pila nuha 2024 re au thare BJD government ku jitao ta pare samstnkra calija au akhhi au blood bi bikri karidebe BJD government hela shudhuri jao odisha basi ebe bi samaya achhi 2024 dekhao pablic pawar Jai hind jai bharat
Tame money nahi jemiti dekha jauna but govt school ta achhi na jadi paiesa nahi..... Hn private school mananku mana ichha fees neba bhul kahi paribe jehetu mu b private school re job karichhi aau janichhi j sabu katha pain fees nianti hele bilkul v fee na nele b school kemiti chaliba aau teachers nku kemiti debe darama..... Aau aapna ta govt ku jibeni kahiki na ijjat ra sawal thiba na jete bele anya ku free re milile kuhanti semiti loka mane aaji free re patha chahuchhanti... Govt re patha padhauna katha khatam ok...
First of all private schools or colleges runs only on donation and if you don't have the money or you are not eligible than you should have made your child study in government school. You can't just say that you wanna make your child study free in every big university or schools because it will be unfair for our parents who make us study in private schools/cllgs and give a heavy amount of money!!!
According to 'Right to Education Act - 2009' Gariba pila mananka pain private school re seat reserve rahibaa katha. Kintu Private school Paisa lobha re gariba mananku free re education daunahanti. Se school mananka against re Case habaa darkar
ଏଥର ଭାସ୍କର ଭଲ ସମ୍ବାଦ ଦେଲା
🤣🤣🤣 sata katha ebe gote gote vala news post karuchi
Hm bhai
ଲୋକ ମାନେ କେଉଁଠି ମରିବେ, ଚାରିଆଡ଼େ ଶୋଷଣର ଶିକାର । ସରକାରୀ ସ୍କୁଲରେ ଶିକ୍ଷାର ଅବ୍ୟବସ୍ଥା ଆଉ ବେସରକାରୀ ସ୍କୁଲ ରେ ଅର୍ଥର ବୋଝ ।
Rt 👍👍
Sarakari school ku nei lokamankar dharana bhul angya.
Bhai Sabu netanku badao. Aama paisa re aamku hairan karuchhanti.
ସମସ୍ତ Private school କୁ ବନ୍ଦ କରି ସରକାରୀ school ରେ private ଭଳି ବ୍ୟବସ୍ଥା କରାଯାଉ....... ସରକାରୀ ଶିକ୍ଷକ ଙ୍କ ଦରମା କୁ କମା ଯାଉ ବହୁତ ଦରମା ପାଉଛନ୍ତି ସରକାରୀ ଶିକ୍ଷକ ମାନେ କିନ୍ତୁ ପଢ଼ାରେ zero...
R8
hmm bhai thik kahilo
govt school re padha zero
ଠିକ୍ କଥା କହିଛନ୍ତି 👍
Right
Right ▶️
ଜୟ ଜଗନ୍ନାଥ , ଯଦି ସବୁ ସରକାରୀ ଚାକିରିଆ ମାନଙ୍କର ପିଲାଙ୍କୁ ସରକାରୀ ସ୍କୁଲରେ ପଢିବା ବାଧ୍ୟତା ମୂଳକ ହୁଅନ୍ତା ଭଲ ହୁଅନ୍ତା ।
God diseson
Right
Right
Private school ରେ ସେଇ ପିଲା ମାନେ ପଢ଼ି ପାରିବେ ଯେଉଁ ପିଲା ମାନଙ୍କ ବାପା ମା ଙ୍କ ପାଖରେ ଅର୍ଥ ର କିଛି ଅଭାବ ନ ଥିବ
ଗୋଟେ ନିୟମ ହେବା ଦରକାର । ସରକାରୀ ସ୍କୁଲ୍ରେ ପଢୁଥିବା ପିଲା କେବଳ ସରକାରୀ ଚାକିରୀ କରିବେ ।
Absolutely right 👍
Not at all
Good 👍
Tame mane mane Sarkaar au
🙏ବିଜେଡି କୁ ଭୋଟ ଦିଅନ୍ତୁ, ବିଭିନ୍ନ ଅସୁବିଧା ନିଜେ ଏବଂ ନିଜ ଆଗାମୀ ପିଢ଼ିକୁ ଭୋଗିବା ପାଇଁ ପ୍ରସ୍ତୁତ ରୁହନ୍ତୁ 🙏
Right
ଆଶା ଛାଡିଦିଅ ଭାଇ
ସରକାରୀ ସ୍କୁଲରେ ନାମ ଲେଖାନ୍ତୁ
କାଇଁ ଛୁଆ କୁ ଖରାପ ଶିକ୍ଷା ଦେଉଛନ୍ତି
କଣ ପାଇଁ ବେସରକାରୀ ସ୍କୁଲରେ ପାଠ ପଢ଼ାଉଛ
Sarakari school katha samste janichhanti😐
@@trisharath4071 naii mam.school ku dosa diantu nahi
ସବୁ ପିଲା ମାନଙ୍କୁ govt ସ୍କୁଲ ରେ ପଢୁଅ ପ୍ରIଭେଟ ସ୍କୁଲ ଅପେ ବନ୍ଦ ହେଇଯିବ
Right 👍👍👍👍
Govt school re teacher ta nahanti?Eta ta govt ra bhala plan....sabu govt school close Kariba au private school open Kari Paisa income kariba
Nahi bhai private school re ପଢ଼ିବେ କିନ୍ତୁ job ଦରକାର sarkari
ଶିକ୍ଷା ନା ରେ ଏଠାରେ ବେପାର ଚାଲିଛି
ବେଶୀ ମୟୁରଭଞ୍ଜ distric ଚାଲିଛି ବେପାର
ମୟୁରଭଞ୍ଜ ରେ ବିଷ ଖାଇଦେବ......
ଆରେ ଭାଇ ସରକାରୀ ବିଦ୍ୟାଳୟ ଅଛି ନା ସେଇଠି ନାମ ଲେଖାନ୍ତୁ କଣ ଅସୁବିଧା ହୋଇଗଲା । ତମ ପାଖରେ ପଇସା ନାହିଁ ସରକାର ଦରମା ଦେଇ କି ଶିକ୍ଷକ ରଖିଛନ୍ତି । ଚାକିରି କରିବ ସରକାରୀ ରେ ଆଉ ପାଠ ପଢ଼ିବ ବେସରକାରୀ ରେ , ସଲା ସରକାର ମଧ୍ୟ ଚୂତିଆ ଟା ।
Right ,tahele govt school ra mana badhiba......pisaku lobha au sikhya ku lobha
right
Sarkari school ra master 39 ru 12 gale kahiparu nahanti, semane kana padheibe patha,
@@durgacharanbehera86 right
49 ru 12 gale kete .... Govt teacher mananku tike pachara... Govt teacher to well trained na... 70 thousand salary pauchhanti... Kn problem heuchi pila nku padheiba pain...???
ସବୁ ବେସରକାରୀ ସ୍କୁଲ କୁ ବନ୍ଦ କର।ତମେ ମାନେ ସ୍କୁଲ ଖଲି ବେପାର କରୁଛ
Govt school re bhala re padhao.. teacher ku 49 ru 12 gale kete ... Answer asuni.. semane pila nku kn patha padheibe?
Sole tote jona to
Se teacher recruitment sahajare hoijaini.jadi se teacher aaji 49 ru 12 gale kahiparunahin ta sethipain govt hin dai.Tumar dam thile gote govt teacher hoi dekhaa a.
@@sankarnayak5925 ok
ପ୍ରକୃତରେ ସରକାର ପାଗଳ ନା ଅଭିଭାବକମାନେ ?
ଏହି ସ୍କୁଲ ର ବଦମାସି RTE Act re 25 percentage achi
ଅଭିଭାବକ ପାଗଳ.... ଶଳେ ଙ୍କୁ ଠିକ୍ ହୋଇଛି, ଭାରି ପଇସା ବାଲା ହୋଇଛନ୍ତି
Govt school ରେ ହେଇଥିଲେ ମିଡିଆ ବାଲା ବହୁତ ଗରମ ଦେଖେଇ ଥାନ୍ତେ । Private school ର କଣ କରୁଛ କର 😂😂
Now education is a very good business in our country.The political parties are supporting such business man.
U r right 🤟
Yes 👍
ଓଡିଶା ଭାସ୍କର ନମ୍ବର 1 ଚାନେଲ
ପ୍ରାଇଭେଟ୍ ସ୍କୁଲ ରେ parents' ଏବଂ teachers ସବୁ ଶୋଷଣ ର ଶିକାର ହେଉଛନ୍ତି
ସରକାରୀ ସ୍କୁଲ ନାହଁ କି ସେପଟେ
45000/-darama patha.anda
ଏହାର ଉତ୍ତର ରାଜ୍ୟ ସରକାର ଦେବ
କେହି କିଛି କରିପାରିବେ ନାହିଁ।ଡିଏଭି କେସ୍ ରେ ଆମେ ସୁପ୍ରିମକୋର୍ଟ ରୁ ହାରିଲୁ କାରଣ ଆମ ସରକାର ଅଭିଭାବକ ମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ବେସରକାରୀ ବିଦ୍ୟାଳୟ ମାନଙ୍କୁ ସାହାଯ୍ୟ କଲେ।ତା ପରେ ଏହି ବିଦ୍ୟାଳୟ ମାନଙ୍କର ମୁହଁ ବଢ଼ିଗଲା। ସରକାରୀ ଜାଗା ନେବେ ସବୁ ପ୍ରକାର ସହଯୋଗ ନେବେ କିନ୍ତୁ ନିୟମ ମାନିବେ ନାହିଁ,କାରଣ ଏମାନେ ପରା ସରକାରୀ ଲୋକ ନିଜ ନିୟମ ନିଜେ କରନ୍ତି।Beo ବା Deo ତାଙ୍କ ବିଦ୍ୟାଳୟ କୁ ପଶିପାରିବେ ନାହିଁ ପଦକ୍ଷେପ ନେବା ଦୂରର କଥା। Rte act ରେ ୨୫% ସିଟ୍ ଦେବା କଥା ଏହା ୨୦୦୮ ର ନିୟମ ସରକାର କେବେ କେଉଁ ବେସରକାରୀ ବିଦ୍ୟାଳୟ କୁ ଏହାର ହିସାବ ମାଗିଛନ୍ତି କି? ନା । ସରକାରଙ୍କ କଥା ବୁଝି ଦେଲେ ନିୟମ ନିୟମ ବାଟରେ ବିଦ୍ୟାଳୟ ମାନେ ତାଙ୍କ ବାଟରେ।। ମନ୍ତ୍ରୀ ସରକାରୀ ବିଦ୍ୟାଳୟ ବୁଲୁଛନ୍ତି କାହିଁକି ବେସରକାରୀ ବିଦ୍ୟାଳୟ ଯାଉନାହାନ୍ତି? ବହୁତ କଥା। ମୋର ଅନୁରୋଧ ପାରିବ ଯଦି ପଢାଅ ନହେଲେ ଚୁପ୍ ରହିଯାଅ କିଛି ହେବନି।୨୫ % ସିଟ୍ ର ମୂଲ୍ୟ କେତେ ଜାଣନ୍ତି ତ?
No final in this case because of our government and poor administration
କାହିଁ ଯାଉଛ ଏମିତିଆ ସ୍କୁଲ କୁ ,ସେଇଟା ଗୋଟେ ସ୍କୁଲ ନୁହେଁ ସେଇଟି ବାଣିଜ୍ୟ ବ୍ୟବସାୟ ଚାଲିଛି ।ସେଇ chutiya ଗୁଡାକ ପଢ଼ିବେ ପ୍ରାଇଭେଟ୍ ରେ ଚାକିରୀ ଖୋଜିବେ ସରକାରୀ ।
ସେମାନେ ଭଲ ବ୍ୟବହାର ଶିଖାଉଛନ୍ତି, ଗରମ ଦିନରେ ଏ ସି, ଶ୍ରେଣୀ ଗୃହ, ପରିଷ୍କାର ପରିଛନତା
ଘର ଦ୍ୱାର , ଟିଚର ଦରମା, ଦେଉଛନ୍ତି, ଗେଟ ସାମନାରେ ସିକୁରିଟି ଗାର୍ଡ, ସ୍କୁଲ ଭିତରେ ଖରାପ ଭାଷାର ବ୍ୟବହାର ନାହିଁ, ବାହାର ଲୋକ ଭିତରକୁ ଯିବା ମୁସ୍କିଲ l ସେଥିପାଇଁ ବାପା ମା ସେଇ ସ୍କୂଲ ଚାହାନ୍ତି l
ଭାସ୍କର ମିଡିଆ ଏଇଭଳି news ଦେଖାନ୍ତୁ ଧନ୍ୟବାଦ
ତୁମ ପିଲାଙ୍କୁ ଶିଶୁ ମନ୍ଦିର ରେ admission କରି ଦିଅ କିଛି ଅସୁବିଧା ହବନି,ଶିଶୁ ମନ୍ଦିର ରେ ଆଡ଼ମିଶନ ପାଇଁ ଲାଜ ଲାଗୁଛି କି?
Kn pain govt school re admissions karunahanti, pvt school kn pain jaucho....odiya medium re padhiki aji bahut pila successfull kintu apona mane prefer karuchanti pvt....great
ସରକାରୀ ସ୍କୁଲ ଉପରେ ଭରସା ନାହିଁ, ପ୍ରାଇଭେଟ ସ୍କୁଲ ଦରକାର । କିନ୍ତୁ ସରକାରୀ ଦର ଓ ସୁବିଧା ସୁଯୋଗ ରେ ପ୍ରାଇଭେଟ ସ୍କୁଲ ଦରକାର । ସରକାରୀ ଚାକିରୀ ଦରକାର କିନ୍ତୁ ପିଲା ପ୍ରାଇଭେଟ ରେ ପଢିବ, ପ୍ରାଇଭେଟ ମେଡ଼ିକାଲ ରେ ଚେକପ ହବ ବାଃ ବାଃ ରେ ଜନତା ।
Right
ଭାଇ 1-ସରକାରୀ ସ୍କୁଲ ଥାଉ ଥାଉ ଲୋକମାନେ କାହିଁକି ବେସରକାରୀ ସ୍କୁଲରେ ନାମଲେଖେଇବାକୁ ଚାଁହୁଚନ୍ତି.
2-ସରକାରୀ ସ୍କୁଲରେ ମାଗଣାରେ ପାଠପଢେଇବା ବ୍ୟତୀତ କାହିଁକି ପାଇସା ଦେଇ ବେସରକାରୀ ସ୍କୁଲରେ ପଢେଇବାକୁ ଚାଁହୁଚନ୍ତି.
3- କଣ ବେସରକାରୀ ସ୍କୁଲ ର ଶିକ୍ଷକ ସରକାରୀ ସ୍କୁଲର ଶିକ୍ୟକ ଙ୍କଠାରୁ ଅଧିକ ମେଧାବୀ?
4-ଏତେ ସବୁ ହେବା ପରେ ମଧ୍ୟ କାହିଁକି ସରକାର ବେସରକାରୀ ସ୍କୁଲ କୁ ସରକାରୀ ସ୍କୁଲରେ ଘୋଷଣା କରୁନାହାନ୍ତି ଆଉ ସରକାରୀ ସ୍କୁଲ ଶିକୟକ ଙ୍କର ଦରମା ମାସିକ 5000 କାହିଁକି କରୁନି. ଏଥିରେ ସରକଙ୍କ ଭୋଟ ନବା ର କିଛି ସମଶ୍ୟ ଅଛିକି?
Kan bhai 5000 tanka re tuma family chalijuchhi.
@@sankarnayak5925 ଭାଇ 50000 ଦେଇକି ସ୍କୁଲ ର ଅବସ୍ଥା ଖରାପ 5000 ଦେଲେ କାଳେ ସୁଧୁରିଯିବେ. 🧐
ବର୍ତମାନର ପରିସ୍ଥିତି ଏମିତୀ ଜଣେ ଗ୍ରାଜୁଏଟ ପିଲା ଚାକିରୀ ନପାଇ ପ୍ରାଇଭେଟ ସ୍କୁଲ ରେ 5000 ପାଇଁ କାମ କରୁଛି. ତାହା ହେଲେ କଣ କରାଯାଇପାରିବ.
ସରକାର ପାଗଳ ନୁହଁନ୍ତି ବରଂ ତୁମେମାନେ ପାଗଳ କାରଣ ତୁମେ ଅଧିକ ଅର୍ଥନେଉଛ।
Good the news channel please upload this type news
You are right bro
ତୁମ ମାନଙ୍କୁ ଠିକ୍ ହୋଇଛି, ଝର ମରେଇ ହୁଅ,,, ଭାରି ପଇସା ବାଲା ଦେଖାଇ ହଉଛ ତମେ ସବୁ। ସରକାରୀ ସ୍କୁଲ କଣ ପାଇଁ ଅଛି?? ପ୍ରାଇଭେଟ୍ ସ୍କୁଲ ତୁମର ପଇସା ସବୁ ଶୋଷି ନଉ। ଭଗବାନ ଙ୍କୁ କେବଳ ଏତିକି ପ୍ରାର୍ଥନା 🙏😁
Bhai kn kahilo tq😁😳😳😛👌
@@pujaranijena8466ଅଶେଷ ଅଶେଷ ଧନ୍ୟବାଦ👍👍😁
ବିଜେପି ସରକାର ଠିକ ଶାସନ କରିବ ଓଡିଶାକୁ 🙏🚩
ଟଙ୍କା ଅଛି ବୋଲି ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢେଇବା ପାଇଁ ଲାଳାୟିତ ଥିଲ ଏବେ ବାଂଫ ନିଅ। ତୁମ ଭଳିଆ କେତେଟାଙ୍କ ପାଇଁ ଘରୋଇ ସ୍କୁଲ ମାନଙ୍କର ଭାଉ ବଢୁଛି
Govt school ରେ ପଢ଼ାଉନ
ଶିଖ୍ୟା ,ସ୍ବାସ୍ଥ୍ଯ ଓ ବାସଗ୍ରୃହ ଏବେ ମୈଲିକ ଅଥିକାର ହୋଇ ରହିନି
ସରକାର ସବୁ ଗୋଳିଆ କରନ୍ତି କାରଣ ସରକାର ଚାଲେ ପୁଞ୍ଜି ପତି ଓ ଶିଳ୍ପପତି କଥାରେ ।ତମ ପିଲା ସେଠାରେ କଣ କରିବ ।ଯଦି ପଇସା ନାହିଁ ସରକାରୀ ସ୍କୁଲରେ ପଢ଼ା ଅ
Vote for ନବୀନ ପଟ୍ଟନାୟକଙ୍କ best education system Odisha କିଛି ଲାଭ ନାହିଁ
private school re patha padhiba , government office re job kariba .
ରାଜ୍ୟବାସୀ ଙ୍କୁ ଏହା ଠିକ ହେଇଚି l ସ୍କୂଲ ଠିକ କହୁଛି
ସମସ୍ତ ବେସରକାରୀ ବିଦ୍ୟାଳୟ କୁ ବନ୍ଦ କରି ଦିଅନ୍ତୁ |ନୂଆ ପାଇଁ ଅନୁମତି ନ ଦେଇ ସରକାରୀ ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରି ଶିକ୍ଷବ୍ୟବସ୍ଥା କୁ ସୁଦ୍ଧୃଢ଼ କରନ୍ତୁ | ଆପେ ଆପେ ସମସ୍ତେ ସରକାରୀ ବିଦ୍ୟାଳୟରେ ପାଠ ପଢିବେ |
Sir and madam will going to CM Odisha
Right kahile sir
ସରକାର ପାଗଳ ନୁହଁ. ପାଗଳ ତୁମେମାନେ.
Good work
ରାଜ୍ୟ ସରକାର ଏସବୁର କାରଣ 6ସଥୀ ପାଇଁ ମିଡିଆଦ୍ଭାଇ ମାନଙ୍କୁ ସ୍କୁଲ ଯିବାକୁ ବନ୍ଦ କରାଯାଇଛି
ସରକାରୀ ସ୍କୁଲ କଣ ବନ୍ଦ ହେଇଯାଇଛି । ଖାଲି ମମି ଡାଡି ଶୁଣିବେ।
Why go private school
45000/-darama patha anda.
Parents mane ...kahiki private school ku jauchha..bujhi heuni...jeunthi untrained teacher achhanti... govt school re kahiki nuha...jeuthi training kala teacher .. achhanti...jadi govt school re kichhi problem achhi ...taku emiti media daki govt ku demand kara...bala heba...future re tuma mananka pai govt school banda heba ..aru...gariba pila patha chhadibe ...nahele...badya hei kharcha kari padhibe..🙏🙏🙏🙏
Ratha babu.. Brhamana hei ki apana Christian school re padhucha?
Thik KAHICHANTI bhai
All private school should be closed
Naveen/ Pandyan ku au thore vote dio 2024 re. Seat paibo....
Right
ଶିକ୍ଷା ନା ରେ ବ୍ୟବସାୟ ଚାଲିଥିବା ଶିକ୍ଷାନୁଷ୍ଠାନ ଗୁଡିକ ଗୋଟେ କି ଦୁଇଟା ବ୍ୟାନ ହେଲା ପରି tv madia,ଖବରକାଗଜ ରେ highlite କରିଦିଅ ସବୁ ଠିକ ହେବ।
Very true 👌👌👌
Bhai ଏଠି କେବଳ BEO DEO ନୁହ Minister ମଧ୍ୟ ପଇସା ଖାଉଛନ୍ତି. Education କୁ privatization କରିସାରିଲେଣି ଦଲାଲ ମାନେ...
ଏହା ପରା ବିଜେଡି ସରକାର ଅମଳରେ 5T ଶିକ୍ଷା ବ୍ୟବସ୍ଥା।
Ebe pila nuha 2024 re au thare BJD government ku jitao ta pare samstnkra calija au akhhi au blood bi bikri karidebe BJD government hela shudhuri jao odisha basi ebe bi samaya achhi 2024 dekhao pablic pawar Jai hind jai bharat
Damdar news
ସରକାର ଦେବାଳିଆ ହୋଇଗଲାଣି 🙏🙏🙏2024 ପାଇଁ ସତର୍କ ରୁହନ୍ତୁ 🙏🙏🙏
ତମେ ସରକାରୀ ସ୍କୁଲୁ ରେ ଏଡ଼ମିଶନ କରିଦିଅ
Jay Samvidhan 🙏🙏🔥🔥
ବିଗତ କେତେ ଦିନରୁ ଶିକ୍ଷା କୁ ନେଇକି ବେବସାୟ ଆରମ୍ଭ ହୋଇଗଲାଣି ଏଥିରେ ସରକାର ମନ୍ତ୍ରୀ ସବୁ ଭାଗିଦାରୀ..
ସମସ୍ତେ ମିଳାମିସା ହୋଇ ଖାଉଛନ୍ତି ତମେ କିଛି କରିପାରିବନି
Christian manku ghruna karucha..but Christian school re padheibaku ete Hama Hama kn pain?🤣😂..ki loka..sata kahile podiba
Govt ସ୍କୁଲ ପ୍ରତି ଭରସା ନାହିଁ କି ?
In some private schools, value of certificate depends on schools'fee.
Tame money nahi jemiti dekha jauna but govt school ta achhi na jadi paiesa nahi..... Hn private school mananku mana ichha fees neba bhul kahi paribe jehetu mu b private school re job karichhi aau janichhi j sabu katha pain fees nianti hele bilkul v fee na nele b school kemiti chaliba aau teachers nku kemiti debe darama..... Aau aapna ta govt ku jibeni kahiki na ijjat ra sawal thiba na jete bele anya ku free re milile kuhanti semiti loka mane aaji free re patha chahuchhanti... Govt re patha padhauna katha khatam ok...
ସରକାର ସମସ୍ତ ସୁବିଧା ଦେବା ସତ୍ତ୍ୱେ ଆପଣମାନେ କାହିଁକି ଘରୋଇ ବିଦ୍ଯାଳୟ ମାନଙ୍କରେ ଛୁଆକୁ ପଢାଇବାକୁ ବ୍ଯସ୍ତ ହେଉଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ଭରସା ହେଉନି କି ?
କଣ ପାଇଁ କାହିଁକି ଗରିବ ଲୋକ ମାନଙ୍କର ପରିବାରର ଛୁଆର ଭବିଷ୍ୟତ ସହିତ ଖେଳ କରୁଛନ୍ତି । ତୁରନ୍ତ ଏହା ଉପୋରେ ପଦକ୍ଷେପ ଗ୍ରହଣ କରାଯାଉ
Very new
Tanka nahi ta garment school re padhaa
Govt School welcome to all u ,madichala ,donot worry be happy...
Pvt school's r running by the source of donation only. If govt will provide some aid to pvt school then they can absorb poor students.
Jay jay Bhim nomo buddhay 🙏
Govt school is best school but currently teaching quality is west but govt.almost follows some SOP for improving quality teaching
First of all private schools or colleges runs only on donation and if you don't have the money or you are not eligible than you should have made your child study in government school. You can't just say that you wanna make your child study free in every big university or schools because it will be unfair for our parents who make us study in private schools/cllgs and give a heavy amount of money!!!
Private school ରେ ପିଲା ପଢ଼ିଲେ ମମି ମାନେ scooty ନେଇକି ବୁଲିକି ପିଲା କୁ ଆଣିବେ।
It should be proper investigation
aapono mane khusi ta
ଏଥର କିଏ କାହାର କଣ କରୀବ ଖଦଖିବାର ରହିଲା ମିଡିଆ ବାଲା ଟୁଗୁରୁ କୁ ଛାଡ ଲୋକକ ସେବାକର 4ସମ୍ପ ଲାଇଭି ଆଣ ସମସ୍ତ ଅଫିସର କ କାଯ୍ୟ କ ଉଠି ଭୁଲ ରହିଲା
Go to Govt School and avoid English medium school (big big School) . Try to make Odisha as Delhi Model School.
When the private schools doing well inconstruction of building students future the private government would also administer the nation well.
ବହୁତ ଚାଲାକ ଲୋକ ଇଏ. ମଉକା ମିଳିଲେ ଛୁଟି କାଟି ଦେବେ. ପୁରା ଗରିବ ଲୋକ କଥା ଭାବ govt ସ୍କୁଲ ରେ ପଢାଇ ପାରୁନାହାନ୍ତି ଘରେ ଖାଇବାକୁ ନାହିଁ ବୋଲି. Govt ସ୍କୁଲ ରେ ପଢ଼ାଉନା. ଖାଲି ପଡିଛି.
Very very good private school govt school କଣ ଏତେ ଖରାପ ।privt.schoolନିଷା ପାଠୁ ।ଏଥିପାଇଂ ଅଭିଭାବକ ଦାହ୍ୟ ।
Jay navin
Govt re padha
Symbolic of good education system
Nabin Babu jindabad.....sabu Moro...sarkar kintu ek no
ଏଠି ସବୁକିଛି ଦୁର୍ନୀତି ଚାଲିଛି,କ'ଣ କରିବା।
People's have no faith on govt school govt bus govt medical but likes to do govt service.likes to get all govt contributions.wonder very wonder.
Give priority to government school
Private school Bala perimission anibaku kete LANCH dianti janichhanti ?
ସରକାରୀ ସ୍କୁଲକୁ ପ୍ରାଇଭେଟ୍ ସ୍କୁଲ୍ ଭଳି କରୁନ କାହିଁକି?
According to 'Right to Education Act - 2009' Gariba pila mananka pain private school re seat reserve rahibaa katha. Kintu Private school Paisa lobha re gariba mananku free re education daunahanti. Se school mananka against re Case habaa darkar
ସତକଥା, ସରକାରଙ୍କ କେବଳ ଯୋଜନା।pvt. Schools can't do anything.
Why you should not take admission in Govt school
Tamaku kan government school miluni ki best government school
Govt. School re admission kariba tution chadiba kahi pila bhala padhi paribani all family kuhantu
ଚୁତିଆ ସରକାର ଛତୁ 🍄 ଫୁଟିଲା ପରି ପ୍ରାଇଭେଟ୍ ସ୍କୁଲ ଖୋଲି ପକାଉଛନ୍ତି , ଗମେଣ୍ଟ ସ୍କୁଲ କୁ ବନ୍ଦ୍ କରି ଦୁଇଟା ସ୍କୁଲକୁ ମିଶାଇ ଗୋଟିଏ କରୁଛନ୍ତି । ସ୍ମାର୍ଟ୍ ସ୍କୁଲ, ସ୍ମାର୍ଟ୍ କ୍ଲାସ,ହେଲେ ପାଠପଢ଼ା ଶୁନ । ଏଠି ପ୍ରାଇଭେଟ୍ ସ୍କୁଲ ମାନଙ୍କରେ ଦାଦାଗିରି, କହିବା କାହାକୁ ? ଏଠି ଓଡ଼ିଶାବାସୀ ଏମିତିକା ନାମ ନିଅନ୍ତୁ, ଚେତନା ନ ଫେରିବା ପର୍ଯ୍ୟନ୍ତ ।
🙏
Plz close the private school and go to govt. School
Govt should see all Pvt school.in this mater. Teaching system, fees