କେମିତି ପ୍ରତିଶୋଧ ନେଇଥିଲେ ବକ୍ସି ଜଗବନ୍ଧୁ - ଭାରତ ର ଶେଷ ସ୍ୱାଧୀନ ଦୁର୍ଗ - ଖୋର୍ଦ୍ଧା ର ଇତିହାସ |ODISHA HISTORY

Поделиться
HTML-код
  • Опубликовано: 22 дек 2024

Комментарии • 133

  • @singerbadrinarayan304
    @singerbadrinarayan304 3 месяца назад +3

    😭😭😭😭ମୋ ମାଟି “ମା”ଯାହା ହୋଉ ଭାଇ ଆପଣଙ୍କ vedio ବହୁତ ଭଲ ଲାଗିଲା
    ମୋ ଘର ଖୋର୍ଦ୍ଧା ମୁଁ ପ୍ରତିଦିନ ମୋ ମାଟିର ବୀର
    ମାନଙ୍କୁ ସବୁବେଳେ 🙏🙏ପ୍ରଣାମ କରିକି ଘରକୁ ଯାଏ 😭😭ବେଳେ ବେଳେ ଆଖିରୁ ଲୁହ ଚାଲିଆସେ ରକ୍ତ ଗରମ ହେଇଯାଏ 🙏🙏ଜୟ ଜଗନ୍ନାଥ 🙏🙏

  • @prasantadashpupu7853
    @prasantadashpupu7853 2 года назад +32

    ଭାଇନା ଏସବୁ ଇତିହାସ ଶୁଣିଲେ ଆଖି 👀 ଛଳଛଳ ହେଇଯାଉଛି 😒😒😒 ଏବଂ ରକ୍ତ ଗରମ ହେଇଯାଉଛି।ଆମ କଳିଙ୍ଗ ଏବଂ ଖୋର୍ଦ୍ଧା ଗଡର ଇତିହାସ ହୃଦୟସ୍ପର୍ଶୀ 💕💕💕। ଏକପ୍ରକାର ଇଂରେଜମାନେ ବହୁତ struggle କରିଥିଲେ ଖୋର୍ଦ୍ଧା ଗଡକୁ ହାତେଇବାକୁ 🚩🚩🚩।ପାଇକ ମାନଙ୍କ ଅବଦାନ ଅତୁଳନୀୟ। ଜୟ ଜଗନ୍ନାଥାୟ ନମୋ ନମଃ ⭕❗⭕🙏🙏🙏

    • @GyanaranjanMishra
      @GyanaranjanMishra  2 года назад +2

      ଜୟ ଜଗନ୍ନାଥ

    • @sudhirkumarbag2351
      @sudhirkumarbag2351 6 месяцев назад +3

      ଏତେ ସବୁ ହେଲା ପରେ ବି ଭାରତୀୟ ଓ ଓଡ଼ିଆ ସଂସ୍କୃତି ଲୋପ ପାଇ ଯାଉଚି।

  • @haridas5442
    @haridas5442 4 месяца назад +3

    ଥରାଇ ଦିଏ ତନ୍ତ୍ରୀ ।
    ପାଗଳ ପ୍ରାୟ ପାଇଜ ପୁଅ, ଛୁଟାଇବାକୁ ରକତ ସୁଅ, ସଜାଏ ହତିଆର, ଜୀବନ ବାକି ରଖିଛି ଆଜି ତୋଳିଛି ତଲୁଆର ।
    ପାହାଡ଼ ତଳେ ଗଢ଼ିଛି ଗଡ଼, ଗର୍ତୁ ଗରଳି ଉଠିବ ଝଡ଼, ଝଡ଼ର ତାଳେ ତାଳେ, ତୁଟିବ ସବୁ ବିଦେଶୀ ବଳ ଶାଣିତ ଚରବାଳେ ।
    ରାଜାର ଯିଏ ସେନାନାୟକ, ବଇରିକୁଳ ବ୍ୟଥାଦାୟକ, ବକ୍ସି ଜଗବନ୍ଧୁ, କରିଛି ପଣ କରିବ ରଣ, ଛେଦିବ ଶିର କନ୍ଧୁ ।
    ରାତି ଅଧରେ ଗଡ଼ରେ ପଶି, ସୁଯୋଗ ଦେଖି ରହିଲା ବସି, କରି ଫିକର ଫନ୍ଦା, ମେଳିର ମେଢ଼ି ରାଜଗୁରୁଙ୍କୁ କରିଲା ଶେଷ ବନ୍ଦୀ ।
    ଭାବିଲେ ଗୋରା ସିପାହୀ ଦଳ, ତେବେରେ ଏଠି ସରିଲା ବଳ, ଧରିବା ନିଜ ପଥ, ସହଜେ ଆଉ ହେବନି କରଗତ ।
    ମହାଚତୁର ବଣିକ ଜାତି, ବୁଦ୍ଧି ଖଟାଇ ରାତିକାରାତି, ଗୁପତ ପଥ ଚୁଗୁଲିଆଙ୍କୁ ଧରି, ଉପାୟ ବହୁ କରି । ପାରିଲା ଜାଣି
    ସେଠାରୁ ନେଇ ବହୁତ ଦୂର, ଡଲେଶ୍ବରର ମେଦିନୀପୁର, "ବାଘଟୋକା'ର ନାଳ- କୂଳରେ ଥିବା “ବର’ରେ ବାନ୍ଧି କରିଲା ଦୁଇଫାଳ ।
    କୁଆଡ଼େ ବହି ଯାଉଛି କାଳ, ଗଲାଣି କଟି କେତେଶ' ପାଇ, ରହିଛି ଏବେ କ‌ଥା - ଜଉଆ ପଛେ ଜୀବନ ଦେଲା ନୂଆଇଁ ନାହିଁ ମଥା ।"

  • @sijannayak4407
    @sijannayak4407 6 месяцев назад +6

    ଖୋର୍ଦ୍ଧା ହେଉଛି ପାଇକ ପୁଅର ରକ୍ତ ର ମାଟି ଦରକାର ପଡିଲେ ଅଜିବି ଆମେ ଏଇ ମାଟିପାଇଁ ଜୀବନ ଦେବାପାଇଁ ପ୍ରସ୍ତୁତ ଅଛୁ,

  • @bhabanishankarrath6819
    @bhabanishankarrath6819 Год назад +4

    ସବୁ ଠିକ ଅଛି ଭାଇ, ହେଲେ ଉତ୍କଳ ରାଷ୍ଟ୍ରର ରାଜଗୁରୁଙ୍କ ମୂର୍ତ୍ତି କୁ ଜଣେ ବକ୍ସି ବା ଦଳପତିଙ୍କ ଠାରୁ ନୀଚା,ପୁଣି ବକ୍ସିଙ୍କୁ ମଧ୍ୟଭାଗରେ ସ୍ଥାପିତ କରି ତାଙ୍କ ପାର୍ଶ୍ୱରେ ସାଧାରଣ ସହଯୋଗୀ ବା ଉତ୍କଳୀୟ ସେନାର ସାଧାରଣ ସୈନ୍ୟ ବାହୁବଳେନ୍ଦ୍ର ପ୍ରଭୃତିଙ୍କ ସହ ଯେଉଁ ଆଧାରରେ ସମାନ କରି ପ୍ରତିଷ୍ଠିତ କରାଯାଇଛି ତାହା ଅତ୍ୟନ୍ତ ମୁର୍ଖତାପୂର୍ଣ,ଜାତି ନିମନ୍ତେ ପ୍ରମାଦପ୍ରଦ, ଅସଭ୍ୟ ଓ ସର୍ବୋପରି ଉତ୍କଳୀୟ ସାମନ୍ତ ଶ୍ରେଣୀୟ ବ୍ରାହ୍ମଣ ବଂଶ ସମୂହ ପ୍ରତି ଶିଖା ସୂତ୍ର ଛେଦନ ପ୍ରାୟ ଅପମାନଜନକ.ଉତ୍କଳୀୟ ରାଜତନ୍ତ୍ର ରେ ରାଜଗୁରୁ ହିଁ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ସେନାପତି. ପ୍ରମୁଖ ଯୁଦ୍ଧରେ ସାମନ୍ତ ବ୍ରାହ୍ମଣ ବଂଶଜ ମାନେ ହିଁ ଶସ୍ତ୍ର,ଶାସ୍ତ୍ର ଓ ବ୍ୟୁହ ପାରଙ୍ଗମ ହୋଇଥିବାରୁ ସ୍ୱୟଂ ଗଜପତି ମଧ୍ୟ ଯୁଦ୍ଧକ୍ଷେତ୍ରରେ ରାଜଗୁରୁ, ବାହିନୀପତି ଆଦିଙ୍କ ନେତୃତ୍ୱରେ ଯୁଦ୍ଧ କରୁଥିଲେ.ଆଉ ଏ ପାଇକ ବକ୍ସି ଗୁଡିକଙ୍କ କଥା କଣ କହିବା.
    ଏହା କେବଳ ବେଧତନ୍ତ୍ର(ଗଣତନ୍ତ୍ର) ର ପ୍ରଭାବ ଯୋଗେ ହିଁ ସମ୍ଭବ ଯେ, ଜଣେ 1000 ବାଟି ଜାଗିରକୁ ପାଦ ଧୂଳି ପରି ତ୍ୟାଗ କରି ରାଷ୍ଟ୍ର ଓ ଗଜପତିଙ୍କ ରକ୍ଷା ନିମନ୍ତେ ପ୍ରାଣ ଦାନ କରି ବି ଆଜି side hero, ଆଉ ଜଣେ କେବଳ ନିଜ ଜମି,ଜାଗିର, ଓ ସ୍ୱାର୍ଥ ପାଇଁ ଲଢେଇ କରି ବହିରେ କୁଆଡେ main action hero😁.
    ପୁଣି ସବୁ ବଦଳିବ ରେ ଭାଇ,ଯାହା ଜାଗା ଯୋଉଠି ସେ ସେଇଠି ରହିବ, ଆଉ ବିଶ୍ୱାସ ଏତିକି ଯେ, ବେଧତନ୍ତ୍ର ର ଅନ୍ତ ହୋଇ ପୁଣି ରାଜତନ୍ତ୍ର ଅଭ୍ୟୁଦୟ ରେ ହିଁ ସ୍ଵର୍ଣ ଉତ୍କଳ ରାଷ୍ଟ୍ର ଏବଂ ସାମନ୍ତ ବ୍ରାହ୍ମଣ ବଂଶମାନ ତାଙ୍କ ପୂର୍ଵ ପ୍ରତିଷ୍ଠା ଫେରି ପାଇବେ...
    ଅଗ୍ରତଃ ଚତୁରୋ ବେଦୋ, ପୃଷ୍ଠତଃ ସଶରଂ ଧନୁଂ
    ଇଦଂ ବ୍ରାହ୍ମ୍ୟଂ ଇଦଂ କ୍ଷାତ୍ରଂ, ଶାପାଦପି✋️ ଶରାଦପି🏹🏹🏹. 💪💪💪ନମୋ ବ୍ରହ୍ମଣ୍ୟ ଦେବାୟ 🙏🏼

  • @surojranjan7601
    @surojranjan7601 6 месяцев назад +11

    ସେଠାରୁ ନେଇ ବହୁତ୍ ଦୂର
    ବଳସୋର ର ମେଦିନୀ ପୂର
    ବାଘ ତୋଟା ର ନାଲ
    କୁଳ ରେ ଥିବା ବର ରେ ବାନ୍ଦି
    କରିଲେ ଦୁଇ ଫାଳ,,,❤❤❤

  • @ajayapati4618
    @ajayapati4618 6 месяцев назад +9

    ଖୋର୍ଦ୍ଧା ର ଇତିହାସ ଅତି ରୋମାଞ୍ଚକର ଓ ଆମେ ଏଥିପାଇଁ ଗର୍ବିତ

  • @pradeepbiswal9558
    @pradeepbiswal9558 5 месяцев назад +2

    Khordha history sunila pare akhi luhare chala chala hoigala. Bahut bahut dhanyawad Bhai

  • @DurgaMaharana-t9z
    @DurgaMaharana-t9z Год назад +2

    ବନ୍ଦେ ଉତ୍କଳ ଜନନୀ 🌄🚩🚩🚩

  • @dr.bikashchandranag4395
    @dr.bikashchandranag4395 2 года назад +7

    Bhala lagila.
    Sipahi vidroh 1757 re hoinathila
    . It is 1857.
    1757 re Palasi judhha Heithila

  • @Rajatkumar-jh7bk
    @Rajatkumar-jh7bk 2 года назад +7

    Really Bhai Ama Odisha ra Bahut History public opinion ku asinii. Lucheiki rakha jaichii.
    Odia Paika History, Odia Culture eee bisye bahut kam Alochana karajaichii.
    Even if odia Study Curse re bi ete details re diajainii.
    Esabuku Public opinion ku anibalagi Apanka Prayasa ku mu Swagata karuchii...
    Apananka Emiti video ku ame Wate karuthibu.

  • @jayantiswain1732
    @jayantiswain1732 5 месяцев назад +1

    ଖୋର୍ଦ୍ଧା ଇତିହାସ ସ୍ୱତନ୍ତ୍ର ଭାବେ ଓ ଟିକିନିଖି ଭାବେ ଲେଖାହେଲେ ଭଲ ହୁଅନ୍ତା। ସେଭଳି ଇତିହାସ କିଏ ଲେଖିଛନ୍ତି କି?

  • @bikashdas7563
    @bikashdas7563 2 года назад +3

    ପାଇକରକ୍ତରେ ଭିଜା ଖୋର୍ଦ୍ଧାଗଡ଼ର ଲାଲ ମାଟି

  • @LilyPatra-h5h
    @LilyPatra-h5h 3 месяца назад +1

    Jai shree jaganath 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏🙏

  • @mkvlogs5663
    @mkvlogs5663 2 года назад +6

    ଜୟ ଜଗନ୍ନାଥ ଭାଇ 🙏

  • @kumarkaliakhordha5950
    @kumarkaliakhordha5950 6 месяцев назад +1

    Bhai ready bahut bhal katha kahicha jay jagannatha

  • @newodisha6535
    @newodisha6535 2 года назад +2

    Good job bro amthi history place ku jaa amthi video kara bahut bhala laguchi total odisha ra sabu complete video kara then bahara State ku jaa bi kara

  • @akashatarai1186
    @akashatarai1186 2 года назад +3

    Always good topic 👏👏👏👏👏

  • @mrm75621
    @mrm75621 2 года назад +3

    Good job Bhai

  • @debashisray8693
    @debashisray8693 Год назад

    Jay Jagannath...Khub Badhia Prayas...Agaku emiti topics upare Vlogs karantu👌👌👍👏👏🙏

  • @lipu7788
    @lipu7788 2 года назад +1

    NYC concept

  • @Mamalifestyle946
    @Mamalifestyle946 6 месяцев назад +2

    I am from Khordha 😊who is Khordha peoples😊like plz

  • @prabhudattapatra7255
    @prabhudattapatra7255 2 года назад +5

    ଭାଇ ଗାଁ ଭିତରକୁ ଆସିକି ରାଜା ଙ୍କ ନଅର ଟିକିଏ ଦେଖେଇଲେନି କୋଉ ଅବସ୍ଥା ରେ ପଡ଼ିଛି।

    • @GyanaranjanMishra
      @GyanaranjanMishra  2 года назад

      Se sabu aau nahin, seithipain se monument boundary dekheithili.

  • @papukhan9898
    @papukhan9898 2 года назад

    Thank you bhai. Ama paika nka bishayare aneka loka jani paribe. Vandemataram

  • @kalyaniroutray2047
    @kalyaniroutray2047 Год назад

    Excellent 👌 As I am a member of paika family,I am proud of it ,keep it up

  • @meenakshimohini2092
    @meenakshimohini2092 2 года назад

    Video ti bahut bhala thila

  • @pradhanbiren29
    @pradhanbiren29 2 года назад

    Jayajgannath 🙏, i am waiting for next topic.. thank you

  • @bholanathpaikaray3436
    @bholanathpaikaray3436 7 месяцев назад +2

    ପାଇକ ମାନଙ୍କୁ ଉଲଗ୍ନ କରି ଜୟୀ ରାଜଗୁରୁ
    କଲା ଚୂନରେ ରଙ୍ଗଇବା ଲେଖାଟି ଭିତ୍ତିହିନୀ.
    ଏଭଳି ତଥ୍ୟ କେଭେ ଦେବେ ନାହିଁ.. ଏହି ଲେଖାଟି
    ଖୋର୍ଦ୍ଧା ବାସୀଙ୍କ ପାଇଁ ଗୋଟିଏ ଲଜ୍ୟାଜନକ
    ବିଷୟ.
    ଭୋଳାନାଥ ପାଇକରାୟ
    ଗଡା କାଇପାଦର

  • @sachindakua7602
    @sachindakua7602 3 месяца назад

    Very nice 👍❤

  • @gobindaguru7960
    @gobindaguru7960 2 года назад +1

    ନମସ୍କାର ଭାଇ

  • @bipinkumarbisoi8003
    @bipinkumarbisoi8003 6 месяцев назад

    Bahut Sundar Upasthapana Bhai

  • @madanmohannaik846
    @madanmohannaik846 2 года назад

    Video bhala lagila

  • @lipulipu266
    @lipulipu266 2 года назад +1

    God Gifted Brave Hero

  • @bikashkumarsamal2824
    @bikashkumarsamal2824 2 года назад +1

    Thanks bhai

  • @PawalinaLakra-tn3nu
    @PawalinaLakra-tn3nu Год назад +1

    Ok

  • @kumarjitsingh8851
    @kumarjitsingh8851 5 месяцев назад +1

    kumarjit paltasingh salute you

  • @laxmiprasadrout6999
    @laxmiprasadrout6999 2 года назад +2

    Nice video

  • @chinmayadas1074
    @chinmayadas1074 2 года назад +4

    Sir Khordha re bahut kichhi itihas (history) rahashya luchi rahichi hele ajika date re samna ku asuni apana ahuri ae bhali content anantu... 🤍

  • @ramakrushnapradhan8512
    @ramakrushnapradhan8512 2 года назад +2

    Love you bro 🙏❤️❤️

  • @deeptimohanty3645
    @deeptimohanty3645 6 месяцев назад

    Make a vedio regarding patnagarh history. It's also amazing 👏

  • @bijayakumardehuri7774
    @bijayakumardehuri7774 5 месяцев назад

    I love my khordha.red soil of great heroes

  • @biswajitpradhan3204
    @biswajitpradhan3204 2 года назад

    Informative 👍👍👍👍👍

  • @rakeshsahu27
    @rakeshsahu27 2 года назад +2

    Bahi apan it / software job chadi dela ki ..na work from home karuchanti..
    Au jibe ni ki Thailand 🇹🇭

  • @adityadash2840
    @adityadash2840 2 года назад

    Thanks

  • @bitukkr9710
    @bitukkr9710 Год назад +1

    ବର ଗଛ?

  • @LokanathSahoo-kl6sm
    @LokanathSahoo-kl6sm 3 месяца назад

    Exceĺlent

  • @khageswarbehera6998
    @khageswarbehera6998 10 месяцев назад

    Great bro thank you

  • @akbiswal97
    @akbiswal97 6 месяцев назад

    Nischinta bhala lagila babu... epari ama odisha re bahuta prachina tathya loka lochanku aniba darkar.. ajikali pilamanakar desaprema jagrata hele desa sudhuri jiba...

  • @Ritzzriteshvlogs
    @Ritzzriteshvlogs 2 года назад

    Bhai apan nka sahita kichi katha thila how to I contact you

  • @RanjanBeherakhordapilavillageg
    @RanjanBeherakhordapilavillageg 6 месяцев назад

    Bhai mu khordha toka tuma video beautiful ❤❤❤❤ heichhi😊

  • @nalinkantanayak2040
    @nalinkantanayak2040 3 месяца назад

    ସିପାହୀ ବିଦ୍ରୋହର ସମୟ୧୮୫୭ ।ଆପଣ ଭୁଲରେ ୧୭୫୭ କହୁଛନ୍ତି ।

  • @gyananjayacreations7496
    @gyananjayacreations7496 5 месяцев назад

    ଭାଇ ଟିକେ ଭଲକରି ଇତିହାସ ପଡ଼ି ଉପସ୍ଥାପନ କଲେ ଭଲହବ ,

  • @godabarimangaraj5027
    @godabarimangaraj5027 6 месяцев назад

    Jay Jagannath

  • @itouristofficial
    @itouristofficial 2 года назад +2

    Big Fan Gyana Sir🙏

  • @Berhampu
    @Berhampu 6 месяцев назад

    I love odisha ❤️🙏

  • @str615
    @str615 Год назад

    ❤ jai jagannath ❤

  • @madhuswain7117
    @madhuswain7117 Год назад

    Tq bhai

  • @madanmohannaik846
    @madanmohannaik846 2 года назад

    Thank you brother

  • @LokanathSahoo-kl6sm
    @LokanathSahoo-kl6sm 3 месяца назад

    Good

  • @Malika-w8v
    @Malika-w8v Год назад

    ୧୮୦୪ ମସିହାରେ ଖୋରଧା କୁ ଅକ୍ତିଆର କଲେ ଇଂରେଜ ସରକାର।

  • @tulasadasbibhutibhusanjena408
    @tulasadasbibhutibhusanjena408 2 года назад

    Bahut badhia prayas
    Eha hni sata "Khordha gada ra itihas odisha ra garba Sara Bharata garba au gaurava "
    E katha Sara Bharat basi janiba darkar
    Sesa re e Chhota bhai ra eka anurodha 🙏
    Yaha upare au eka video Banantu
    ( 1) Sarba prathame Maa Barunai karunei ra ahetuka krupa .
    (2) sampurna Khordha gada ra iitihas .
    (3) sehi 5 Jana Veera swadhinata sangrami nka upare spasta sampurna aitihasika tathya .
    E Sabu tathya ku nei eka sampurna video Banantu.

  • @JanmejayMohanty-Official
    @JanmejayMohanty-Official 6 месяцев назад +1

    Are bhai.....
    Shahid Jayrajguru Sirnkara Subject re kahucha. na.....😅😅😅tame bhai Debate daucha.

  • @haridas5442
    @haridas5442 4 месяца назад

    ସେଇଥି ପାଇଁ ତ କୁହା ଯାଇଛି( ନଳିରୁ ବୁଦ୍ଧି ବାହାର କଲ)😂 ଆଜି ପ୍ରଜତ କଥା ଚାଲିଛି

  • @sudhirkumarsahoo5682
    @sudhirkumarsahoo5682 6 месяцев назад

    ଓଡିଆ ପୁଅର ଢାଲ ତରବାରୀ. କଳଂକି ଲାଗିବ ନାହିଁ. ଏବେବି ଜାଗିଛି ଖୋରଧା ପାଇକ ମୁକ୍ତି ସଂଗୀତ ଗାଇ ଖୋରଧାର ମାଟି ଡାକେ ଟୋପାଏ ରକତ ପଡିଲେ ଏଇଠି. ଲଖେ କଦଂବ ଫୁଟେ ା

  • @akashatarai1186
    @akashatarai1186 2 года назад +1

    👏👏👏👏👏👏👏

  • @dkmohapatramohapatra5620
    @dkmohapatramohapatra5620 6 месяцев назад

    ସେତେବେଳର ଚରଣ ପଟ୍ଟନାୟକ
    ଏବେର କିଏ ସେମିତି ଅଛନ୍ତି ଓଡ଼ିଶା ରେ

  • @madanmohannaik846
    @madanmohannaik846 2 года назад

    Amiti history data post karibe

  • @RajeshKumar-vj8oj
    @RajeshKumar-vj8oj 6 месяцев назад

    We proud of our Dist

  • @subhamacharjya3925
    @subhamacharjya3925 2 года назад

    Correct correct 💯 true

  • @nalinibrhera3126
    @nalinibrhera3126 Год назад

    Se jaga ta ku dekhi baku icha heuchi

  • @sanatanbarik6043
    @sanatanbarik6043 6 месяцев назад

    🙏🙏🙏

  • @rohidassingh1178
    @rohidassingh1178 2 года назад

    Bodia lagila

  • @nalinibrhera3126
    @nalinibrhera3126 Год назад

    Se gacha achi ki ?

  • @jagdishgouda5320
    @jagdishgouda5320 2 года назад

    Bhai mu jagdish from bbsr. Bhai mu apanaka sahita dekha kariba pai chahuchi. Mu software line re jiba pai chahuchi. Hele mate kie guide kariba pai nahanti. Mu apanka sana bhai nka sahita katha heichi phone re apananka no bi magithili. Sana bhai bhuligale. Plzz bhai mate thare suggest karantu. Apana moro insparision bhai plz 🙏🙏

  • @jaydevadha7816
    @jaydevadha7816 Год назад

    Nice

  • @chinmaydas710
    @chinmaydas710 2 года назад +2

    Bhai your content is amezing
    But our odia pila ee sabu badalare kaha ghare aji kn heichhi, kie kn randhhichi, ghara aji kie asile, gharu kie gale, yanka deha bhala nahin, sasu godo chipile etc etc......(vlog)
    Dekhibaku bhala pauchhanti
    Tenu apana jadi odia re RUclips grow karibaku chahunchanti, to esabu. Vedio karantu
    Nahele kehi Bala re bi pacharibeni.
    😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡

  • @bijaybhai5277
    @bijaybhai5277 Год назад +1

    🙏🙏🙏🙏🙏🙏🙏🙏🙏🚩🙏🚩🚩🙏

  • @Mamalifestyle946
    @Mamalifestyle946 6 месяцев назад

    Bhai mu tukaku dekhichi but manepaduni kouthi🤔

  • @Ramesh-mi9mq
    @Ramesh-mi9mq 2 года назад

    👏👏👏👏

  • @kesharikumar188
    @kesharikumar188 2 года назад

    Right nija desa loka hi nija desaku barbad karanti ...aita satya ... setebele jadi guptachara nathnte tahale aaji Bharat ru hira,lia,moti, Manik, aaji bhi thanta .... bilkul chanakya thik kahithile..thanku Bhai..jay jagannath 🙏

  • @BanditaJena-m6b
    @BanditaJena-m6b Год назад

    Bhaii ,,, Mora bi asobu jaga buli ba ku bhari ichha

  • @DebakarBehera
    @DebakarBehera 6 месяцев назад

    🎉🎉🎉🎉🎉🎉

  • @shibanandamarndi9397
    @shibanandamarndi9397 2 года назад

    Mayurbhanj ku engrez sasono koripari no thila Bhai

  • @ItsRojab
    @ItsRojab 2 года назад

    ❤️❤️❤️❤️

  • @swarnamohanty3121
    @swarnamohanty3121 6 месяцев назад +1

    Tike patha padhi asi kahile bhala huanta.

  • @xyx381
    @xyx381 2 года назад

    🙏

  • @madanmohanrout9018
    @madanmohanrout9018 6 месяцев назад

    ଆପଣଙ୍କୁ କିଏ କହିଲା ୧୭୫୭ରେ ସିପାହୀ ଵିଦ୍ରୋହ ହୋଇଥିଲା?

  • @SanghamitraMahapatra-tx5gt
    @SanghamitraMahapatra-tx5gt 6 месяцев назад

    😮😮😮😮😮

  • @bhagirathiswain2680
    @bhagirathiswain2680 6 месяцев назад +1

    Khordha ra Itihaas ati Romanchakara ghatana...

  • @chandanpradhan7962
    @chandanpradhan7962 Год назад

    Jay khordha jatni

  • @manasidas5806
    @manasidas5806 7 месяцев назад

    🙏😭

  • @pabitra586
    @pabitra586 6 месяцев назад

    Khorda riders name re you tube channel sei khorda name ku kharap karuchanti

  • @tulasadasbibhutibhusanjena408
    @tulasadasbibhutibhusanjena408 2 года назад

    Jay Jagannath 🙏🙏🙏🙏

  • @PintuMamaVlogs
    @PintuMamaVlogs 6 месяцев назад

    Sei Loka Jie Meli Re Meli Sabu Akatuala Deichi Edi Kathare Tara Mati Paika Jati Uthichi Tati Fulei Dei Chhati❤

  • @harekrushnapradhan3453
    @harekrushnapradhan3453 3 месяца назад

    Bira paika bira Sura bhai

  • @babluparida9876
    @babluparida9876 5 месяцев назад

    Sipahi bidroha 1757 hune 1857 / 1757 re palasi war heithila

  • @madanmohanrout9018
    @madanmohanrout9018 6 месяцев назад

    Pl do not mislead the people, kaveri river has no link with odisha/kalinga, we have touched krishna, but godavarii was our permanent boarder in south for centuries

  • @sibana7928
    @sibana7928 2 года назад

    Bhai Akhi ru luha asigala

  • @sanatandalabehera3926
    @sanatandalabehera3926 Год назад

    Sipahi bidrha 1857 not 1757

  • @rabindrasahoo1290
    @rabindrasahoo1290 Год назад

    1857 sipahi bidroha