I am sabar boy from keonjhar, anandapur . thanks for some historical moment lord sri nilamadhab 🙏🙏 yss oneday I visited 🙏🙏 thx sir uploaded this vedio 🙏
Thank you Bhai for unearthing such great cultural heritage.It indicates how Odia loves Lord Jagannath.What a strong devotion for Lord Jagannath Mahaprabhu! Every place of this village reminds the pastimes of Sri Jagannath.
Please let it spread to all in odisha. So amazing beautiful and important place it is. Our Navin Pattnaik sir should know about this place.he definitely will do something better 😉 for it.l hope .
10:02 bhai eita kete thik ki bhul jana nahi kintu mu recently Gujarat buliki asichi au Sethi somenath thu 8-10 km dura gote jagah achi au sehi jagah ra kimbadanti hela ki jara sabara seithi Shri Krishn ku sara Mari thile....
ମୁଁ ଶବର ଜାତି ବୋଲି ଗର୍ଵ ଲାଗୁଛି ରାୟଗଡା ଜିଲ୍ଲା ଜୟ ଜଗନ୍ନାଥ ଜୟ ଶବର ରାଜା
Nija jatiku neiki garba kariba katha kintu ajikali ta kahuchanti mote mo jatira dakani boli
Jay Mulanibasi
Mu bi sabar jhio ❤❤❤
Mubi sabar jati bhai motebi gorba laguchi morbi rayagada
Satere nahut khushi laguchi
Thanks
Mui sabar jati boli mate garba laguche gaon Kalahandi❤❤❤❤❤❤
❤️
ଆପଣଙ୍କୁ ପ୍ରଥମେ ଧନ୍ୟବାଦ ଦେବି...ମୋ ପ୍ରଭୁଙ୍କ ଲୀଳା ବିଷୟ ରେ ଏଇ ମାଧ୍ୟମରେ ମୁ ଜାଣିପାରିଲି, ଏଇ ପବିତ୍ର ସ୍ଥାନ ଟି ଦର୍ଶନ କରିପାରିଲି, କୋରାପୁଟ ଜିଲ୍ଲା,ଜୟପୁର ରୁ ଶୁଭକାମନା ଓ ଧନ୍ୟବାଦ ଦେଉଛି...
🙏
Jaga to bhala lagila ehaku loko lochan ku aniba darkar
ଯେହେତୁ ଏ ଜାଗା ଆମ ଜଗନ୍ନାଥ ଙ୍କ ସହ ସମ୍ପର୍କ ଅଛି ତେଣୁ ଏ ଜାଗା ର ଉନ୍ନତି ହେବା ନିହାତି ଦରକାର ତେଣୁ ସରକାର ଙ୍କ ପାଖରେ କିପରି ଏ ଖବର ପହଞ୍ଚିବ ତାହା ବାବ୍ୟସ୍ଥା କରାଯାଉ
👍
You are right 👍👍
କାଳିଆରେ ଜନମ ଦେଲୁ ଏ ମାୟା ସଂସାରେ,ସତ୍ୟ ଧର୍ମ ନ୍ୟାୟ ପାଇଁ।ପର କରିଦେଲୁ ମୋତେ ରେ କାଳିଆ,ଅନ୍ତର ଝୁରେ ତୋ ପାଇଁ।ନୀଳକନ୍ଦରରେ ନୀଳମାଧବ ତୁ, ବିଶ୍ଵାବସୁ ସଙ୍ଗେ ରହି। ପୁରୁଷୋତ୍ତମ ରେ ଦାରୁବ୍ରହ୍ମ ତୁହି ଭାଇ ସଙ୍ଗେ ଅଛୁ ରହି। ମୁହିଁ ଯେ ଅଜ୍ଞାନୀ କରୁଛି ଦୟିନୀ, ତୋର ବିନା ଗତି ନାହିଁ।
❤️❤️
🙏ଜୟ ଜାରା ଶବର🙏
ॐ ନମୋ ନାରାୟଣାୟ
🙏
Khub sundar Jaga. Dhanyabad. Jay Jagannath. 🙏
🙏🙏
ବହୁତ୍ ବଢିଆ ସ୍ମୃତି
ଧନ୍ୟବାଦ
ଜୟ ଶ୍ରୀ ଜଗନ୍ନାଥ🙏
ବହୁତ ବଢିଆ ଜାଗା ସରକାର ଉନ୍ନତି କରଣ ପାଇଁ ପ୍ରାଧାନ୍ଯ ଦେବାକଥା । ନିହାତି ଭାବରେ ଦୁଃଖ ଲାଗିଲା। ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ ଭିଡିଓ କରିଥିବାରୁ।
❤️ sure
@@UnleashtheDevil85 the
Very very thankyou bhai biswa basu gan dekhai ba pai🙏🏻
My pleasure
Bhai.tuma parisrama , chesta Pai bahuta kichhi janibaku miluchhi. JAI jagannath swami bless you Bhai
Thanks
Nayagarh Ra biswabasunka Gaan wow excellent sure development heba
👍
ଧନ୍ୟବାଦ ବଡ଼ ଭାଇ ଏମିତି ଭଲ ଭଲ ଯାଗା ଲୋକ ଲୋଚନକୁ ଆଣିଥିଵାରୁ଼଼
My pleasure
ଧନ୍ୟବାଦ୍ ଭାଇ ଆପଣଙ୍କର ସୁନ୍ଦର ଭିଡ଼ିଓ ,,,,
ଜୟ ଶ୍ରୀ ନୀଳମାଧବ 🙏
❤️❤️bhai bahut bhala lage apanka video dekhibaku
ଧନ୍ୟବାଦ
ସାରେ୍ ଆପଣକଂ video ଟା ବହୁତ ଭଲ ଲାଗିଲା, ଆପଣକୁଂ ଧନଐ ବାଦ୍ ଯାହା ପାଇଁ ଓଡିଶା ଆଜି ସାରା would ରେ ପରୀଚିତ ତାକୁ ଅଣଦେଖା କରାଯାଉଚି, ଏଠୀ ଶବର ମାନକଂ ଭିତରେ କେହୀ ଏମପି୍ କୀ ଏମେଲ୍ ନାହିଁ କି ସେମାନେକଂର ଧନ ନାହିଁ ବୋଲି ଓଡିଶା ସରକାରକଂ ପଯୌଟନ୍ ବିଭାଗ ଏହାକୁ ଅଣଦେଖା କରୁଚି
ଧନ୍ୟବାଦ
ଜୟ ଜଗନ୍ନାଥ ଭାଈ 🙏🙏 ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଯୋଗୁଁ ହିଁ ବିଶ୍ୱବାସୁ ଙ୍କ ଜନ୍ମ ସ୍ଥଳୀ ଦେଖିବାର ସୌଭାଗ୍ୟ ମିଳିଲା.. 🙏ଜୟ ଜଗନ୍ନାଥ 🙏🙏
🙏🙏
ସତରେ ସରକାର ଙ୍କର ଏଥିପ୍ରତି ଧ୍ୟାନ ଦେବା ନିହାତି ଦରକାର ଯାହାଦ୍ୱାରା ଆମ ଜଗନ୍ନାଥ ଙ୍କର ପୁର୍ବ ଘଟଣା ସବୁ ଲୋକ ଲୋଚନକୁ ଆସିପାରିବ
🙏
@@UnleashtheDevil85 yes
Bht sundar laguchi jaga video ti bht badhia lagila Bhai 🙏🙏🙏🙏
Thanks
Se jaga jadi devlop heba au se purbapari kichhi feelings asi bani kete sundar laguchi se jaga
Thik, kintu Basic development haba darakar, at least falaka te nihati
Sir ନମସ୍କାର ବହୁତ ବଢିଆ ଲାଗିଲା ଉପସ୍ଥାପନା so govt focus thats place jay ଜଗନ୍ନାଥ
Thanks
ଭାଇ ବହୁତ ବହୁତ ଧନ୍ୟବାଦ
👍👍
I am sabar boy from keonjhar, anandapur . thanks for some historical moment lord sri nilamadhab 🙏🙏 yss oneday I visited 🙏🙏 thx sir uploaded this vedio 🙏
My pleasure
Baba biswabasu nkar gharaku aaji dekhili bahut bhala lagila Jai nila madhaba Bhai tamoro Mangal heu❤ Jai jagannath 🙏
🙏
Nice work bada Nana
Thanks
ଯଦି ପୌରାଣିକ କିମ୍ବଦନ୍ତୀ ସ୍ଥାନ କୁ ଆପଣ ଲୋକମାନଙ୍କ ସାମ୍ନାକୁ ଆଣୁଛନ୍ତି , ଏଇଟା ଗୋଟିଏ ସୁନ୍ଦର କଥା , ତେବେ ଆପଣ ଯଦି ସେଇ କଥାକୁ ଓଡ଼ିଆ ରେ ଉପସ୍ଥାପନା କରିବେ ଆହୁରି ସୁନ୍ଦର ଲାଗିବ, ଆପଣ ଅଧା ଈଂଲିଶ୍ ଅଧା ଓଡ଼ିଆ କହୁଛନ୍ତି ସେଇଟା ବି ପୁଣି ଠିକ୍ ସେ କହିନାହାନ୍ତି , ମନ୍ଦିର କୁ ଆପଣ ମନ୍ଦିର୍ କହୁଛନ୍ତି ,
Ok
T5 BUT I am you by pra am ka lot@@UnleashtheDevil85
Thanks you sir my village video 🙏🙏
Most welcome
Very very essential message to everyone . Thanks 💐💐💐....
Thanks to you
ଭାଇ ଆପଣଙ୍କ ଭିଡ଼ିଓ ଖୁବ୍ ସୁନ୍ଦର୍ ।
ଜଗନ୍ନାଥଙ୍କ ଦୟା ସେମିତି ଥାଉ ।
🙏🙏
Very. Very. Very nice sweet good aetihasika patha mun Dekhi Dhanya heli
❤️
Nice description. 🙏🙏🙏 Nila Madhav 🙏🙏🙏
🙏🙏
Jai jagannath swami
🙏
Thankes,ଆଉ,tare jayatnu
👍
Bhagaban sabu bele emiti jagare hi basa karanti
ଆମ ଓଡିଶାରେ ଅନେକ ପ୍ରାକୃତିକ ଜିନିଷ ରହିଛି
କିନ୍ତୁ କିଛି ଲୋକ ଲୋଚନକୁ ଆସି ପାରୁନି
Thik
Absolutely awesome always ❤. from.jajpur❤
Thank you so much 😀
Sundara upastapana👌👌🙏🙏
ଧନ୍ୟବାଦ
ସରକାରୀ ସାହାଯ୍ଯ ମିଳିନଥିବାରୁ ସେହି ଜାଗାର ପ୍ରାକୃତିକତା ବଜାଯ ଅଛି । ଗ୍ରାମବାସୀ ମାନଙ୍କୁ ଅଶେଷ ଅଶେଷ ଧନ୍ଯବାଦ ।
👍
ଜୟ ଜଗନ୍ନାଥ ruclips.net/video/nM_qZVOJ7GE/видео.html
ପର୍ଯ୍ୟଟନ ବିଭାଗ ଅଧିକାରୀ ଙ୍କୁ ମୋର ବିନମ୍ର ନିବେଦନ ଓଡ଼ିଶାର ଐତିହାସିକ ସ୍ଥାନ ପୁରାଣ ବର୍ଣ୍ଣିତ ସ୍ଥାନ ଏହାର ବିକାଶ ପାଇଁ ପ୍ରୟାସ କରାଯାଉ
Yes
Aau 20year sasana re rahile karibe
Bhagwan ki Jay ନୀଳ ମାଧବ ଗୁମ୍ଫା ଭିତରକୁ ରାସ୍ତା ଦେଇ ଯିବାକୁ ଅନୁମତି ଦିଆଯିବ ବୋଲି
👍
Odisha re emti bahut sara jaga achi jaha aji jae kichi parichaya mili nahi😌😌😌
Yes
That's why Lord Jagannath is actually Tribal Deity!🙏
🙏
God bless you Mr. What a wonderful and important religious place 👏
Jay Jagannath Jay nilamadhaba 🙏🙏🙏🙏🙏🙏🙏
🙏
ବହୁତ ଖୁସି ଲାଗିଲା 🙏🏻🙏🏻🙏🏻🙏🏻ଭିଡ଼ିଓ ଟି ଦେଖି 🙏🏻🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻🥰
🙏
I so much happy sabar Raja details
Thanks
Interesting facts and place , thanking you sir
Pleasure
ନୀଳ ମାଧବଙ୍କ କାହାଣୀ ମତେ ବହୁତ୍ ପଶନ୍ଦ
🙏
Aji mun bahut khusi
🙏🙏🙏
Thanks
Bhapur kou mane
Video bhala heichi
Thanks
ଜୟ ଜଗନ୍ନାଥ ମହାପ୍ରଭୁ ଜୟ ନିଳ ମାଧବ ଜୟ ଶବର ରାଜା ବିଶ୍ଵାବସୁ
🙏
ଆମର ନୟାଗଡ଼ bt ଆମେ ଜାଣିନଥିଲୁ କି ବିଶ୍ୱାବାସୁ ଙ୍କ ଗାଁ ନୟାଗଡ଼ ବୋଲି tq ସୋ much ଭାଇ ଆମ ହଉଛୁ ଶବର ଜାତି ହେଲେ ଆମେ ଏତିକି ବି ଜାଣିନଥିଲୁ ଆଜି ସେବୁ ଜାଣିଲି ଏଇ ଭିଡ଼ିଓ re ହେୟ ପ୍ରଭୁ ନୀଳ ମାଧବ 🙏🙏🙏🙏🙏🙏
🙏
Hi
ବହୁତ୍ ସୁନ୍ଦର୍। ଆମ ନୟାଗଡ ରେ ଏତେ ଜିନିଷ ଅଛି ଯାହା ଲୋକଲୋଚନକୁ ଆସିପlରୁନୁ।ଆମେ ଚେଷ୍ଟା କରିବା କେମିତି ସେ ସବୁ ଜାଗାର ଉନ୍ନତି ହେବ।ଜୟ ନୀଳ ମାଧବ
👍
Beautiful blog! i am so grateful to have found this video.
Pleasure
ଜୟ ଜଗନ୍ନାଥ, ଭାଇ
🙏
ଧନ୍ୟବାଦ୍ ଭାଇ ଆପଣ ଙ୍କୁ ଏତେ ସୁନ୍ଦର ଜିନିସ ଆମ ପାଖକୁ ଆଣିଥିବାରୁ 🙏🙏
🙏🙏
ଶ୍ରୀ କୃଷ୍ଣ ତ ଦ୍ବାରିକା ରେ ରହିଥିଲେ ; ସେଠାରେ ଯଦୁବଂଶି ମାନେ ବାରୁଣୀ ମଦ୍ୟ ପାନ କରି ପରସ୍ପରକୁ ଆକ୍ରମଣ କରି ଧ୍ଵଂସ ହୋଇଯାଇଥିଲେ । ପ୍ରଭୁ ସେଠାରେ ଥିବା ଅରଣ୍ୟରେ ଶିଆଳି ଲତାରେ ଶୟନ କରୁଥିବା ଅବସ୍ଥାରେ ଜାରା ଶବର ତାଙ୍କର ପଦ୍ମପାଦର ବୃଦ୍ଧା ଅଙ୍ଗୁଳି କୁ ହରିଣର କର୍ଣ୍ଣ ଭାବି ତୀର ମାରିଥିଲା । ଏଠି ଶବର ରାଜା ବିଶ୍ଵାବସୁଙ୍କ ଦ୍ଵାରା ପ୍ରଥମେ ପ୍ରଭୁ ଶ୍ରୀ ନୀଳମାଧବ ପୂଜା ପାଉଥିଲେ ।🙏🏻🙏🏻🙏🏻🙏🏻🙏🏻🌹🌹
Dekhantu eha loka katha, bastabik krushna kouthi deha tyaga karithile tara kounasi aitihasika tathyabali nahin.
Jay jay jagannatha
Jay bholennatha
🙏
Satare bahut bhala lagila..apana nkara upastapna sayili ahuri bhala lagila ❤❤❤
Dhanybaad
Thank you so much for this blog and bringing such hidden glories related to our lord Jagannath.
Pleasure
Hare Krishna
🙏
bahut bahut dhanyabad bhai 🙏🙏🙏
My pleasure
କାଳିଆ ପଲି ଏଇଟା କାଳିଆ ର ଗାଁ ସବୁ ସେଇ ମାଧବ ର ଇଛା
👍
ଜୟ ଜଗନ୍ନାଥ 😢❤😢
ପ୍ରଭାସ ତୀର୍ଥ ରେ ପ୍ରଭୁ ଙ୍କୁ ତୀର ମାରି ଥିଲେ।
ହେଇଥାଇପାରେ
Very good
Thanks
Great place.... thanks brother...you explored a good devotional place of Biswabasu
Pleasure
Beuatifull place🌹👌❤👍👍super vlog
❤️
ଜୟ ଜଗନ୍ନାଥ ruclips.net/video/nM_qZVOJ7GE/видео.html
Thankyou. Jaijagannath
🙏
ବହୁତ ସୁନ୍ଦର ଜାଗା❤
Thanks
Bhai Bahut Bahut dhanya bad 🙏💖
🤗🤗
Apekhaya karantu mohapurusha biswabasu paribar,ame asuchu Bahu jaldi ok baba ❤🎉
👌👌
🙏🙏
Thank you bhai ama gaon ku asi emiti gotie video baneithibaru finally kaliapalli ku samaste janiparibe
My pleasure
Very nice video bro
Thanks
Omm sri Hari Narayan namo
🙏
Good good
Nice story,,,bro,,🎉🎉🎉🎉
Thanks
Thank you Bhai for unearthing such great cultural heritage.It indicates how Odia loves Lord Jagannath.What a strong devotion for Lord Jagannath Mahaprabhu! Every place of this village reminds the pastimes of Sri Jagannath.
My pleasure
O
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ ❤️
🙏
Jaye sree jagannath
🙏🙏
ଅତି ସୁନ୍ଦର ଜାଗା , ଭାଇ ଏଭଳି ଅପଲୋଡ କର
Sure
@@UnleashtheDevil85 the only
Beautiful bhahi
#bhuyanvlogs
Thanks
Bhai bahut vala lagila 🙏🙏jay Jagannath mahaprabhu 🙏🙏🙏
🙏
Thanks Bhai
❤️
Beautiful place. Jay shree krishna
🙏
ବହୁତ ଭଲ ପ୍ରୟାସ ଆଉ ଭଲ ଭିଡ଼ିଓ
ଧନ୍ୟବାଦ
Jay jagannath 🙏🙏 jay Sree Krishna 🙏🙏
Jay jagannath
Thank u sir for your vedio about this historical holy and sacred place related to jagaannath mahapravu
❤️
Jay Jagannath
ବହୁତ ବଢିଆ ଜାଗା..ନିହାତି ବିଶ୍ବାବସୁ ଙ୍କ ସ୍ଥାନ.
କିନ୍ତୁ ମୋର ଗୋଟେ ଡାଉଟ୍ ଅଛି ଯଦି ଏଇଠି ଶ୍ରୀକୃଷ୍ଣ ଙ୍କୁ ଜାରା ଶବର ତୀର ମାରିଥିଲେ ତା ହେଲେ Gujarat, Somnath ମନ୍ଦିର ଠୁ 3 Km ଦୁ୍ର ରେ ଥିବା Bhalka Tirth ତା ହେଲେ କଣ ???
କିଛି ଲୋକ କେନ୍ଦ୍ରାପଡା ରେ ଦେହ ତ୍ୟାଗ କରିଥିଲେ ବୋଲି ଦାବି କରନ୍ତି ତେଣୁ ବିଶ୍ୱାବସୁ କୃଷ୍ଣ ଏସବୁ କାହାଣୀ ମାତ୍ର, ଇତିହାସ ନୁହେଁ ତେଣୁ କୌଣସି ଦାବି ଯଥାର୍ଥ ନୁହେଁ।
Beautifull bhai
Thanks
Jay Jagannath
🙏
Bhai apananku bahut dhanyabad apana emiti jaga Dekhaithibaru kintu amasarakaranku dhanyabadEmitijagar unnatikarinathibaru jouthi sarakar dekhinahanti aapan dekhithibaru
🙏🙏
Thank u so much bhai mo jaga kalia nka puruna smruti sabuku loka lochana ku janeidei thibaru
Pleasure
Bahut khushi lagila dekhiki
Thanks
Please let it spread to all in odisha. So amazing beautiful and important place it is. Our Navin Pattnaik sir should know about this place.he definitely will do something better 😉 for it.l hope .
Sure
ଭାଇ ଆପଣଙ୍କ video ଭଲ ଲାଗିଲା ଆମ district Nayagarh ଆମ ଓଡ଼ଗାଁ ବ୍ଲକ ଅଞ୍ଚଳକୁ ଆସନ୍ତୁ ରଘୁନାଥ ମନ୍ଦିର ଅବସ୍ଥିତ ଆଉଗୋଟେ ଭଲ ମନ୍ଦିର ଅଛି ଏଠାରେ ଦୂତିକୀଶ୍ୱର ମନ୍ଦିର ଅଛି
ରଘୁନାଥ ମନ୍ଦିର ବ୍ଲଗ ସାରିଚିନା
Jay jagannaath🙏🙏🙏
🙏🙏
Bahut bahut danyabad .Bhai.A video ku dekhi Akhi pabitra heigala.
❤️
10:02 bhai eita kete thik ki bhul jana nahi kintu mu recently Gujarat buliki asichi au Sethi somenath thu 8-10 km dura gote jagah achi au sehi jagah ra kimbadanti hela ki jara sabara seithi Shri Krishn ku sara Mari thile....
Kimbadantira kounasi itihaas nathae tenu kouta thik kouta bhul kahiba kastakara