Biswas Abiswas Andhabiswas | ନୀଳମାଧବ-ବିଶ୍ୱାବସୁ-ଳଳୀତା-ବିଦ୍ୟାପତୀ-ଜଗନ୍ନାଥ
HTML-код
- Опубликовано: 26 ноя 2020
- Biswas Abiswas Andhabiswas | ନୀଳମାଧବ,ବିଶ୍ୱାବସୁ,ଲଳିତା,ବିଦ୍ୟାପତି, ଜଗନ୍ନାଥ
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews7.com/
RUclips: / prameyanews7tv
Twitter: / news7odia
Facebook: / news7odia
/ prameyanews7
Playlists-
CoronaVirus: • Doctor Live | କରୋନା ଗବ...
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Nua Jibana Nua Asha : • Nua Jibana Nua Asha | ...
No Tension: FUNNY Interviews: • No Tension: Exclusive ...
Face 2 Face : • Face To Face
ଜୟ ଜଗନ୍ନାଥ( ଅଦ୍ଦବିଶ୍ଵାଷ ନୁହଁ ଏହା ହେଉଛି ଶତ )
NIRAT SATYAAAA
ଆଜି ଶବର ଆଦିବାସୀ ମାନଙ୍କୁ ଜଗନ୍ନାଥ ମନ୍ଦିର କୁ ପସେଇବାକୁ ଦୌନାହାନ୍ତି ବ୍ରାହ୍ମଣ ମାନେ।ଜୟ ଜଗନ୍ନାଥ
Thanks to Prameya News ଆପଣଙ୍କ ଯୋଗୁ ଆମେ ଘରେ ବସି ଇତିହାସ ର କିଛି ଅତୀତ ତଥ୍ୟ ପାଇ ପାରୁଛୁ....
ମୁଁ ବହୁତ୍ ଗବିର୍ତ ଯେ ମୁଁ ସେହି ମାଟିରେ ଜନ୍ମ ଗ୍ରହଣ କରିଥିବାରୁ। ଜୟ ନୀଳମାଧବ 🙏🙏🙏🙏
ଶବର ରାଜା ଯଦି ଏତେ ବଡ଼ କାମ କରିଥିଲେ , ମୁଁ ବୁଝି ପାରୁନି କଣ ପାଇଁ ଆଜି ଯାଏ ଆମ ହିନ୍ଦୁ ଭିତରେ ଜାତି ଭେଦଭାବ ରହିଅଛି। କଣ ପାଇଁ ମନ୍ଦିର ରେ କେବଳ ବ୍ରାହ୍ମଣ ହିଁ ପୂଜା କରିପାରିବେ, ଅନ୍ୟ ଜାତି ଶାସ୍ତ୍ର ପଢି କଣ କରିପାରିବେନି। ଜୟ ନୀଳ ମାଧବ🙏
Kebala bheda bhaba nuha sabar mananku ghruna chakhyu re dekhanti brahimn mane... Jou sabar ki bhagbaan nka atma saha jadita🙄🙄
@@praved.biswal27 Yes U ri8
Right katha
Tarini temple, Tara tarini temple , Koraput jagannath temple re koumane puja karanti kn Bramhin mane ? Ni janajati ra loka hni puja karanti. Au hna Anya loka b puja kariparibe nija Varna change kari ki bramhan dikhya nei..
Right
ଏହା କେବଳ ବିଶ୍ୱାସ ବିଶ୍ୱାସ ବିଶ୍ୱାସ ଏହା ଆମର ଧର୍ମ ଏହା ଆମର ଜାତୀୟତା । ଏଥିରେ ଅନ୍ଧବିଶ୍ୱାସର ସ୍ଥାନ ନାହିଁ।
Ys boss
Aha satya sanatana Sri jagannath swarup Bhgban Sri GolekhVihari Sri Vishnu nka Lila khela
Andha biswas ra stan Ni athire
@@akshaypradhan40
.
ବିଶ୍ୱାସ,ଅବିଶ୍ବାସ ଓ ଅନ୍ଧବିଶ୍ୱାସ ବୋଲି କୁହନି 😬
ଏହା ନିରାଟ ସତ୍ୟ 💯😊 ମହାପ୍ରଭୁ ନୀଳମାଧବ ଙ୍କ ଲୀଳା 🙏
ନୀଳମାଧବ ଯିଏ ମହାପ୍ରଭୁ ଜଗନ୍ନାଥ ସିଏ 🙏💞👍
ଏହା ଆମର ଇତିହାସ ତେଣୁ ଏସବୁ ସତ୍ୟ,ସତ୍ୟ and always satya ଏଥିରେ ବିଶ୍ୱାସ, ଅବିଶ୍ବାସ, ଅନ୍ଧବିଶ୍ୱାସ ର କଥା କିଛି ନାହିଁ
ଜୟ ନୀଳମାଧବ ,ଜୟ ଜଗନ୍ନାଥ,🙏🙏🙏🙏🙏
ଏହା ଏକ ସତ୍ୟ, ଏହା ଅବିଶ୍ୱାସ ନୁହେଁ, ଏହା ସମ୍ପୂର୍ଣ ବିଶ୍ୱାସ ଏବଂ ସତ୍ୟ,🙏🙏🙏🙏ଓଁ ନମଃ ନାରାୟଣ 🙏🙏🙏🙏🙏🙏🙏🙏
ଆମର ଏହା ଇତିହାସ । ଏଥିରେ ବିଶ୍ୱାସ ଅନ୍ଧବିଶ୍ୱାସ କଥା ନୁହେଁ ଏଥିରେ ନିରାଟ ସତ୍ୟ ଭରି ରହିଛି । ଜୟ ଜଗନ୍ନାଥ 🙏
NISCHITA.....🙏🙏🙏🙏
@@priyaranjansamal4517 9 by j ai 99 see if 9i8 99 uu
@@priyaranjansamal4517 9999bi99 99 ui
@@priyaranjansamal4517 i99b9 99 i999 99 u88j
@@priyaranjansamal4517 bu8j hhhhhhhhhhhhhh hi HH hvhhhhvb8uhhhvbu8
ସେଠୀ ଏଇ ପଣ୍ଡା ମାନେ ଲୋକଙ୍କୁ ବହୁତ ହଇରାଣ କରନ୍ତି
Truth
Correct we are suffering
ସତରେ
Very good
ଶବର ଜାତିରେ ଭଗବାନ ରହିଥିଲେ ମଧ୍ୟ, ଲଳିତା କୁ ବିଦ୍ୟାପତି ବାହା ହୋଇଥିଲେ ମଧ୍ୟ ଆଜି ଶବର ମାନଙ୍କୁ ଅଛୁଆଁ ଜାତି ରେ ଗଣନା କରାଯାଏ.
Jai jagnnath jai sabar king biswabasu😢
@@ChaturbhujaSabar-sp2lx @
ଜୟ ଜୟ ଜଗନ୍ନାଥ ଜଗତଠାକୁର ଷତଦଳ ପଦ୍ମପାଦେ ପ୍ରଣାମ ମୋହର 🤲🙏🙏🙏🙏
ହେ ନୀଳ ମାଧବ ❤️🙏❤️ ଜୟ ଶ୍ରୀ ଜଗନ୍ନାଥ 🙏🌷🙏
ଜାରା ଶବର ହିଁ ବିଶ୍ଵାବସୁ ଶବର, ଶବରୀ ହିଁ ଲଳିତା । ଯେପରି ତ୍ରେତୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଦ୍ଵାପର ରେ କୃଷ୍ଣ ଏବଂ କଳି ରେ ନୀଳ ମାଧବ ରୁ ଦାରୁବ୍ରହ୍ମ ଜଗନ୍ନାଥ । କି ବିଚିତ୍ର ଲୀଳା ତାଙ୍କର ଭକ୍ତଙ୍କୁ ନେଇ ନା ନା ପ୍ରକାର ଲୀଳା ରଚି ଥାଆନ୍ତି ।ନିରାଟ ସତ୍ୟ ଅନ୍ଧ ବିଶ୍ୱାସ ନୁହେଁ । ଭଗବାନ ଜାଣନ୍ତି ଭକ୍ତ କଥା ଓ ଭକ୍ତ ଜାଣେ ଭଗବାନଙ୍କ କଥା ।ସେମାନେ ପରସ୍ପର ଗୋଟିଏ ଡୋରି ରେ ବନ୍ଧା ।ଜୟ ଜଗନ୍ନାଥ ସ୍ଵାମୀ ।
ଏହା ଆମର ଇତିହାସ ଓ ବିଶ୍ବାସ । ଏଠାରେ ଅବିଶ୍ବାସ ବା ଅନ୍ଧବିଶ୍ବାସର ସ୍ଥାନ ନାହିଁ । ଜୟ ଜଗନ୍ନାଥ ।🙏🙏🙏🙏🙏
Thanks premaya news
Jay Biswabasu jay , Nilamadhaba ,jay Adibasi,jay Mulnibasi.
Jay nilamadhaba.. It's a miracle story. I love this story.
Thanks for all information. Jay jagarnnath . Jay shree nilamadhab
Thank you so much news7 for showing this
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲
💪JAI #SABAR🙏
💪JAI #SAVAR🙏
💪JAI #SAVARA🙏
💪JAI #SOURA🙏
💪JAI #SAURA🙏
💪JAI #SAWARA🙏
I am sabar
@@deepanjalisingh3552 👌👌👌
@@deepanjalisingh3552 ସିଂହ ପଦବୀ କେବଳ ଷତ୍ରୀୟମାନଙକ ଅଛି। କିନ୍ତୁ ପଶ୍ଚିମ ବଙ୍ଗର ଅନୁସୁଚିତ ଜାତିରେ ବି ମିଳୁଛି।
ମହାସୁଆର ଜଗନ୍ନାଥ ମନ୍ଦିରର ରୋଷିଆ ଅଛନ୍ତି।
@@deepanjalisingh3552😂
Jay Jagannath 🙏
Jay Jagannath Swami 🙏🙏🙏
Jay Prabhu shree Nila madhab nkara jay heu 🪔🙏
Aha kebala biswas biswas ... Shree nilamadha ..jay Jagannath
JAY JAYNMAHAPRABHU NILAMADHAB. JAY JAGANNATH...JAY SRI KRUSHNA...
Very nice documentary..👍 seriously we want to know more about our culture..thanks news7 team🙏🙏
Ae gan ku mu jaichi ethi nalita nka prati murti achi eka sundar gan biswabasu adi anek kichi smruti bisayare janibaku miliba ahuri kichi emiti jinsa dekhibe jouta nilamadhaba nka pakhare prasad laga hauthila🙏🙏🙏jay jagannath
Ea jaga kauthi
ଜୟ ମାଁ ତାରା ତାରିଣୀ 🚩🚩🚩
ଜୟ ମାଁ ଡାଳ ଖାଇ 🚩🚩
ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
ଜୟ ମାଁ ସୁଭଦ୍ରା 🚩🚩
ଜୟ ମାଁ ଗ୍ରାମଦେବୀ 🚩🚩🚩
ଓଡିଶା ର ପୁରାତନ ମନ୍ଦିର ଗୁଡିକୁ ଲୋକାର୍ପଣ କରାଯାଉ
ଯେମିତି ତାମିଲନାଡୁ ଆଉ କର୍ନାଟକ ହଉଛି
ଓଡିଶା ର କଳାକୃତି କୁ ସମସ୍ତେ ଜଣାନ୍ତୁ
Sata katha aame odia aama sanskruti mahana
Jaya nilamadhaba jay jaganath
Right
@@easternmusicodia3395 0
0l
0
0
0
0
0p
0
0l
0
L
L
Jay jagannath
Jay jagannath
Jay jagannath
Jay nilamadhab
Jay nilamadhab
Jay nilamadhab
media bhai mane sabuta dekheila ie bramhana basti kothu ashila sabara basti kuade gala jothi puratana dinisha vagaban kana bramhana manaku kahithile tame jagiba pujakariba kai jane hele sabaraku pacharilani dhanyavaad media bhai
Adivasi mananku sabu aadu loka maane bhagei diyanti... To hei thiba, kichi barsha paare, sabar mananka zameen ku madi basile non-tribals mane, au sabar maane alga jagare ghara karile..
Koti koti pranama Biswas Basu
Thanks for information jay Jagannath jay nilamadhaba
Jay Nila madhaba Jay jagannath swami nayana path gami bhala tume Jay radhe krishna 🙏🙏🙏🕉️🕉️🕉️❤️❤️❤️🥀🥀🥀🌷🌷🌷
He prabhu nilamadhaba🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay shree Nila madha
Jay Jagannath 🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
Sundara atisundara Jay Jagannath Jay nila madhaba🙏🙏🙏
ଜୟ ନୀଳମାଧଵ 🙏🙏❤️🌹
Jaya nilamadhav,jaya jagannath.
Jay 🚩🌱shree🌱🚩 biswabasu🌱🚩🌻🌿🌳🚩🌱🌴🍀🌻🌻🌱
Khub sundar lagila video. Dhanyabad. Jay Jagannath. 🙏
JAI JAGANNATH
Jay Jagannath ❤
Jay shree jagannath Swami mahaprabhu 🙏🙏🙏
ଶବର ର ବଂଶ ଅଛି କି ନାହିଁ କୁହ ଭାଈ ଜଦି ଶବର ର ବଂଶ ଅଛି ଶବର ପୁଜା କରୁଛି ନା ଆଉ କିଏ ପୁଜା କରୁଛି ନୀଳମାଧବ କୁ କହିଲ ନାହିଁ !
Bhai sun... Jau sabar mane puri chali gole, semane either suar hele nahele daitapati hele... Au jau maane puri ku gale nahi, jungle re hin rahile, nija area re rahile, semane ebe bi real sabar heiki rahi chaanti... Odisha re rahucha, kamse km etiki to jani thao.. Odisha adivasi mane kete prakar ra.... Sabar mane ebe b achanti.
ସବୁଠି ବ୍ରାହ୍ମଣ ...
Thanks for this story
Jai Jagannath ❤️🙏
Jai Sri Hari 🌹🌹🌹
Jai Neelamadhab🌷🌷🌷
Jay Nila Madhav
Jay jaganath prabhu manima 🙏
Thank you bhai Jay Jagannath 🙏
Jay jagannath swami namah 💐💐💐🙏🙏🙏 Jay maa mahalaxmi maa namah 🌷🙏
Jay jagannath ❤❤
Jay Jagannath 🙏🙏..
Jay Sabar Raja 🙏
Thanks for this video 👌
Jey Neelamadhaba , Jagannath Swami
Jay jagannathswamii 🙏🥰 jay nilamadhaboo ❤❤❤
Nice
He nila madhba
Jay shree Jagannath 💐💐💐💐🙏🙏🙏
ଜୟ ଜଗନ୍ନାଥ
ମୋ ଗାଁ କଣ୍ଟିଲୋ ନୀଳମାଧବ ଜିଉ ଙ୍କ ମନ୍ଦିର 🙏🙏🙏🙏
Jay nila madhab jay jaganath swamiki namah namah 🙏🙏🙏❤❤🌹🌹
Thanks...
Superb video jay jagannath
ମୁଁ ଜଣେ ଅଧିବାସୀ ,ମୁଁ ଆଦିବାସୀ ବୋଲି ଗର୍ଭ ଅନୁଭବ କରୁଛି,ଅଧିବାସୀ ମାନେ କେବଳ ସତ୍ୟ ସନାତନ ହିନ୍ଦୁ ଧର୍ମ,ଜୟ ଜଗନ୍ନାଥ
ମୁଁ ଅବିଶ୍ବାସ କୁ ବିଶ୍ବାସ ମାନେ,ଆଦିବାସୀ ସଂପ୍ରଦାୟ ଆଦୀମାନବ,ବିଶ୍ଵାବସୁ ଶବର ରାଜା ଜଣେ ଆଦିବାସୀ ହୋଇ ପ୍ରଭୁ ନୀଳମାଧବଙ୍କୁ ପୂଜା କରୁଥିବାରୁ ଉଚ୍ଚବର୍ଗର ଲୋକମାନେ ଇର୍ଷାନିତ ହୋଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ।ଜୟ ନୀଳମାଧବ...।
Exactly ✌️ ୟାର୍ 💯😊🙏👍
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ନୀଳମାଧବ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Jay Sabar Raja
ହେ ଭଗବାନ ବିଷ୍ଣୁ ତୁମେ ସତ
Jay Jagannath
Jay Jagannath 🙏🙏
Mu shabara boli nijaku garbita mane karuchi..
Jay Jagannath mahaprabhu🙏🙏🙏🙏
ଜୟ ଜଗନ୍ନାଥ 🙏🏻🙏🏻🙏🏻🌿🌼🌼
Thank you News7
Excellent program
The real story Jai jagannath🙏
जय प्रभु जगन्नाथ
ନୀଳମାଧବ ନୀଳକନ୍ଦର ପର୍ବତରେ ଥିଲେ
Jay 🚩🌴shree 🌴🚩nilamadhab🌴🚩🌿☘️🌻🌿🌴🌱🌳🌳🚩🚩🚩🌴🌴☘️🌴🌴🌱🚩
Thanks for information
🕉ଜୟ ଜଗନ୍ନାଥ🙏🙏🙏
🌅ଜୟ ନୀଳ ମାଧବ ସତ୍ଯ ସନାତନ ନିରାକାର ପରମବ୍ରହ୍ମ ପରମେଶ୍ୱର ଆବା ମହାଶୂନ୍ୟ ଗୁରୁ ଜହରା🗽
Dhanya Mahaprabhu mahima tumbhara ate ananta apara 🙏🙏🙏🙏🙏🙏
Jay Jagannat
Very nice
Thanks a lot
Thank you new7 for collecting this kind of information.
Jay jay shree ram
Jay nilamadhaba
Hey baliara bhuja mahaprabhu jagannatha🙏
Jay Sri nilamadhab
Jay tetiskoti Deva Devi
Jay jagannatha swami nayana patha gami bhaba tume 🙏🙏🙏
Jay jagannath 🙏🙏🙏
Jay jagannath 🙏🏻
ବହୁତ ସୁନ୍ଦର। ଜୟ ଜଗନ୍ନାଥ।
ବହୁତ୍ ସୁନ୍ଦର୍ ଲଗିଲା, ବହୁତ୍ କିଛି ଜାଣିବାକୁ ମିଳିଲା, ଏହିସବୁ ବହି ରେ ସ୍ଥାନ ପାଇଲେ ଆଜିର ପିଲା ମାନେ ବହୁତ କିଛି ଜାଣିପାରିବେ
Jay jagannath
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
ଜୟ ହନୁମାନ 🚩🚩🌲🌿☘️🌳🌱🌺
ଜୟ ପଞ୍ଚସଖା 🚩🚩🌳🌿☘️🌲🌱
ଜୟ ଦାଉ ମହାରାଜା 🚩🚩🌿🌿🌲🌱
ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
ଜୟ ସୁଦର୍ଶନ 🚩🚩🌲🌲🌺🌺
ଜୟ ପତିତ ପାବନ ବାନା 🚩🚩
I really miss this place ❤️🙏🙏🙏