Pravash Jagyan - ପ୍ରଭାସ ଯଜ୍ଞ | Ladhei Pala | Part-1 | Laxmidhara Sadangi,Lingaraj Behera | Sidharth

Поделиться
HTML-код
  • Опубликовано: 20 окт 2024
  • ବିଷୟବସ୍ତୁ : ପ୍ରଭାସ ଯଜ୍ଞ
    ପ୍ରଥମଦଳ : ଗାୟକ ବିଶାରଦ : ଲକ୍ଷ୍ମୀଧର ଷଢଙ୍ଗୀ ଓ ସାଥି
    ଦ୍ୱିତୀୟଦଳ : ଗାୟକ ପ୍ରବୁଦ୍ଧ : ଲିଙ୍ଗରାଜ ବେହେରା ଓ ସାଥି
    ବିଚାରକ :ପଣ୍ଡିତ ନିରଞ୍ଜନ ସାହୁ
    ପାଲା ଏମିତି ଏକ ଲୋକ କଳା ଯେଉଁଥିରେ ପୁରାଣ କାହାଣୀ, ସଙ୍ଗୀତ, ନୃତ୍ୟ ଓ ନାଟକର ସ୍ୱାଦ ମିଶିକି ରହିଥାଏI“ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ନୂଆ କାର୍ଯ୍ୟକ୍ରମ" ଲଢେଇପାଲା" ରେ ଦୁଇ ପ୍ରତିପକ୍ଷ ଦଳ ମଧ୍ୟରେ ଦମଦାର ଲଢେଇରୁ ଦର୍ଶକ ଭରପୁର ମନୋରଞ୍ଜନ ପାଇଥାଆନ୍ତି I ଏହି କାର୍ଯ୍ୟକ୍ରମ ଆପଣଙ୍କ TV ପରଦାରେ ମଧ୍ୟ ସୋମବାର ରୁ ଶନିବାର ରାତି ୮ଟା୩୦, ସକାଳ୯ଟା୩୦, ଦିନ୨ଟା୩୦ରେ ଦେଖିପାରିବେ I ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁI
    ---------------------------------------------------------
    Enjoy & stay connected with us!
    👉 Like us on Facebook: / sidharthbhak. .
    👉 Like us on Instagram: / sidharthbha. .
    ------------------------------------------------------------
    Watch & Subscribe to our other RUclips Channels:
    👉 Sidharth Bhakti : / sidharthbhakti
    👉 Sidharth Music: / sidharthmusic
    👉 Sidharth TV : / sidharthtv
    👉 Namita Agrawal : / namitaagrawal
    ---------------------------------------------------------------
    #SidharthBhakti #SidharthTV #SidharthMusic #NamitaAgrawal #SitaramAgrawal

Комментарии • 10

  • @prafulladash8040
    @prafulladash8040 4 часа назад

    ଉଭୟ ଗାୟକ ଗୁରୁକଳ୍ପ।ଅନୁଭୁତିସମ୍ପନ୍ନ।ସୁନ୍ଦର ଭାବରେ ପାଲା ଗାଇଛନ୍ତି।ଉଭୟଙ୍କୁ ପ୍ରଣାମ କରୁଛି।

  • @madhusmitamohapatra9329
    @madhusmitamohapatra9329 6 месяцев назад +2

    ଜୟଶ୍ରୀ ଜଗନ୍ନାଥ ଜୟଶ୍ରୀ ଜଗନ୍ନାଥ ଜୟଶ୍ରୀ ଜଗନ୍ନାଥ।

  • @maminadas1024
    @maminadas1024 2 года назад +1

    ବହୁତ ବଢିଆ ଲାଗିଲା । ଉଭୟ ପକ୍ଷର ଗାୟକଙ୍କୁ ଧନ୍ଯବାଦ

  • @jayarambeherajayarambehera4317
    @jayarambeherajayarambehera4317 2 года назад +1

    🙏🙏🙏🙏🙏🌹🌹🌹🌹

  • @tapankumarjena5703
    @tapankumarjena5703 Год назад +2

    Om shanti 💚 💚 💚 💚

    • @luckylipi8256
      @luckylipi8256 Год назад

      👌 😎 oott9oo pm 😂 to look like the lolloolll

  • @suchitrasathapathy8592
    @suchitrasathapathy8592 2 года назад +2

    ଜୟ ଶ୍ରୀକୃଷ୍ଣ 🙏🙏🙏🙏