BADI PALA II ATMA PARAMATMANKA RA BICHARA (ଆତ୍ମା ପରମାତ୍ମାଙ୍କର ବିଚାର)|| DATTA KRUSHNA PANDA
HTML-код
- Опубликовано: 28 ноя 2019
- Tital - Atma Paramatma Nka Ra Bichara (EP-2)
ବିଷୟ- ଆତ୍ମା ପରାତ୍ମାଙ୍କ ର ବିଚାର ( ଭାଗ-2)
Gayaka - Dattakrushna Panda
ଗାୟକ- ଦତ୍ତକୃଷ୍ଣ ପଣ୍ଡା
Thanks to ...
Dattakrushna Panda & Team
Following .....
Subscribe : http // www.youtube.com / sanskar odia
odia pala : http // www. facebook.com / sanskar odia
Post Production - Sanskar Odia
Copyrights reserved with SANSKAR ODIA
ସଂସ୍କାର ଓଡ଼ିଆ youtube channel ର ଏହି ପାଲା ସବୁ ଯଦି ଆପଣ ମାନଙ୍କୁ ଭଲ ଲାଗୁଥାଏ ତେବେ ଆମ Channel କୁ Like କରନ୍ତୁ ଏବଂ Share କରନ୍ତୁ I ଆମ ସହ ଯୋଡ଼ିହେଇ ରହିବା ପାଇଁ ଏବଂ ସବୁବେଳେ କିଛନା କିଛି ନୂଆ ପାଲା ଏବଂ ଭିର୍ଣ୍ଣ ଭିର୍ଣ୍ଣ ପାଲା ଗୀତ କଣ୍ଟେଣ୍ଟ ର notification ପାଇବା ପାଇଁ ସଂସ୍କାର ଓଡ଼ିଆ କୁ ନିଶ୍ଚୟ Subscribe କରନ୍ତୁ I ହଁ bell button କୁ press କରିବାକୁ ଭୁଲିବେନି I
Thanks.........
ଆତ୍ମା ପରାତ୍ମାଙ୍କ ର ବିଚାର
*** ଗାୟକ- ଦତ୍ତକୃଷ୍ଣ ପଣ୍ଡା ***
ସମସ୍ତ ଭାଗ ଦେଖିଵା ପାଇଁ ନିମ୍ନରେ ଥିବା Link ଙ୍କୁ press କରନ୍ତୁ...
ଭାଗ : ୧- • BADI PALA II ATMA PARA...
ଭାଗ : ୨- • BADI PALA II ATMA PARA...
ଭାଗ : ୩- • BADI PALA II ATMA PARA...
ଭାଗ : ୪- • BADI PALA II ATMA PARA...
ଶେଷ ଭାଗ : • BADI PALA II ATMA PARA...
#Atma Paramattma nka Ra Bichar
#Dattakrushna_Panda
#Badi_Pala #Sanskar_Odisha
#OdiaPala - Развлечения
ପୁରୁଷ ପାଲା ଗାୟକ ମାନେ ବହୁତ ସୁନ୍ଦର କୁହନ୍ତି ।।🙏🏻🙏🏻🙏🏻🙏🏻
ପଣ୍ଡା ମହୋଦୟ ପ୍ରକୃତରେ ଆପଣ ଗାୟକ ଶିରୋମଣି, ଆପଣ ହେଉଛନ୍ତି ଏ ଜାତିର ଗର୍ବ ଓ ଗୌରବ ର ପ୍ରତୀକ ଜ୍ଞାନ ର ବାରିଧି ଆପଣ ହେଉଛନ୍ତି ନିରଂହଂକାରୀ ଓଡ଼ିଆ ଭାଷା ସାହିତ୍ୟର ଜାଗ୍ରତ ପ୍ରହରୀ,ଆପଣ ମାନଙ୍କ ଭଳି ଦକ୍ଷ ପ୍ରବୀଣ ବ୍ୟକ୍ତିତ୍ବ ମାନଙ୍କ ପାଇଁ ଏ ଓଡ଼ିଆ ଭାଷା ଓ ସାହିତ୍ୟ ଲୋକଲୋଚନକୁ ଆସୁଛି
ଧନ୍ୟବାଦ ମହୋଦୟ
ଆପଣଙ୍କର ଦୀର୍ଘ ଜୀବନ କାମନା କରୁଛି
ଓଡ଼ିଆ ଶିକ୍ଷକ ପ୍ରଦୀପ କୁମାର ମହାପାତ୍ର,ବାଲିଗୋହିରୀ,ରାଜନୀଳଗିରି, ବାଲେଶ୍ଵର
ପାଲା ଜଗତର ଭଗବାନ ଦତ୍ତ କୃଷ୍ଣ ନନା ତାଙ୍କ ପାଦ ତଳେ କୋଟି ପ୍ରଣାମ
Khub sundor pala paribesana by D Panda.
The best pala gayaka datakrushna panda
Jay shyama shyam very nice sir pranam
Bahut bhala upadesh
Kete sundara mo bhasa..kete pabitra e odia bhumi jeuthi gyan ra bhandar achhi,,Dhanya heigali odisha mati re janma hei..
ଦତ୍ତକୂଷ୍ନ ପଣ୍ଡା ପାଲା ଜଗତର ବ୍ଯାସ
ବହୁତ ସୁନ୍ଦର ପଣ୍ଡା ବାବୁ
Excellent
ସୁପର ଭିଡ଼ିଓ
Khub beautiful pala thank you Chanel
Jay jaganath
ଏମାନେ ଅମୁଲ୍ୟ ରତ୍ନ । ଏମାନଙ୍କୁ କୋଟି ପ୍ରଣାମ ।
Jay jagannath swami Naina patha giami babha tume
ଦତ୍ତ କୃଷ୍ଣ ପଣ୍ଡା ପାଲାଜଗତର ଅଦିୟ ଗାୟକ
Great Dutta krushna panda legend of odia pala
ଚିର ବନ୍ଦିତା ଚିର ନମସ୍ୟ
ଜୟ ଜଗନ୍ନାଥ
Ati sundara paribesana 🙏🙏🙏
Pranam Datta Krushna Agnya.
Ati uchha koti ra pala paribeshan kale. Grateful to you 🙏🙏🙏
Gayak mahasayanku. Pranam
Pranam,sir bhuta bhuta sundar
Bhal pala
ବୋହୁତ ସୁନ୍ଦର ନୀତି ଶିକ୍ଷ୍ୟା
Nice pala
ମହାଶୟ ଦତ୍ତକୃଷ୍ଣ ଜଣେ ଦକ୍ଷ ଓ ଧାର୍ମିକ ସତ୍ୟବାଦୀ ପାଲାଗାୟକ । ଆପଣଙ୍କୁ ଭଗବାନ ଶରୀରରେ ବଳ ଭରିଦିଅନ୍ତୁ । ଆମ୍ଭେ ଆଉକିଛିଦିନ ପାଲା ଶୁଣିବାକୁ ପାଇବୁ ।
Datakrushnank pala bahut bhala lagila
ଠିକିକଥା ଆପଣଙ୍କଚିନ୍ତାଧାରା ଭଗବାନ ଦୀର୍ଘ ଜୀବିକାରିଥାନ୍ତୁ 🙏ପ୍ରଭୁଙ୍କପାଖରେପ୍ରାଥନା
Juhar angyan
Odisha Ra graba au gauraba apana 2jana
Jay Jagannath ❤❤❤❤❤supura❤❤❤❤❤❤❤❤nice❤❤❤❤❤
ଭଲ ଲାଗୁଛେ
ଜୟ ସତ୍ୟ ନାରାୟଣ ପାଲ୍
Bahutsundar.pala
Jay Maa subhadra
Dadapanda excellent
Nananka pala bahut vala
Supper
Sundar Pala
ଅତି sundara
ସୁନ୍ଦର ଆଲୋଚନା ପ୍ରଣାମ
Tuma ku koti koti pranam .karana tume amara sanskruti ku bancheichha
Super pala
Ati sunder gayan
Bhala pala
Bhagbatra sunder paribeasan
Pala dekshichi nananka bhali pala dekshinu Nana padalale pranam sabu Nana Nana houeparibeni
Aap bahut ache chiz bolte hen
Aapan nk pada ku sata kotti pranaam🙏🙏🙏
Bhala laguchhi
Excellent, God gifted only.
ଆଜ୍ଞା ଆପଣଂକ ପାଦତଳେ ପ୍ରଣାମ,,,ଅତି ସୁନ୍ଦର ପାଲା,,,ଶ୍ରୀ ପାଳିଆ ଙ୍କୁ ଧନ୍ୟବାଦ,,,,,
Favorite 🎉 namaste 🙏
Super
Jay Jagannath 🙏🙏🙏🙏🙏🙏🙏
Pala jagatara ratna
Very nice programme pranam
MAHAN ATAMA NKU PRANAM ... AEI JATIRA KABI BANKA DASHA NKARA PADE GAYANA KARANTU
Mast pala
Good 🙏🙏🙏🙏
Bahutta valla lagila
SUPER
ଭାଇ ଉତ୍ତର
Shree Krishna Govinda hare murareh .he natha Narayana basidebaya
Hare Krishna Krishna Krishna hare hare hare ram ram ram hare hare hare
Pranam gurugi
Sare pranam
Nice
Jay jaganath
Love you
Mu apanku pala dekhichi badarampas goan
ସତ ସତ ନମନ,👏👏👏👏👏👏👏👏
Sanskar channel ku anek anek Dhanyabaad.
Sundar udyam.
Gayak Mahasay o tankar team ku pranam
Dada ama pala ku aniba?
Bhala huanta
🙏💐ଜୟ ଶ୍ରୀରାମ 💐🙏ଜୟ ଜଗନ୍ନାଥ 💐🙏
🙏🙏🙏🙏
Ati sundar bani
🙏
Sundar truptira abasada nanhi
Bahut sikhyaniya pala.
Apananku satakoti pranam.
ସତ୍
ବଢିଆ ପାଲା
bapa bisayre kahile valahuanta
Sanskar team ku asesa dhanyabada
Bhala
Malaya pawan of odisha.
Old is gold
PANDIT DATA K PANDA IS GREAT.PRANAM SIR.
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
Very nice
Guru ji parnam
Best
ସାର ଭଗବାନ ଆପଣଙ୍କଦିଘ୍ରା଼ୟୁଦିଘ୍ରା଼ୟୁ କରନ୍ତୁ
The, best, I can not express in words.
Ati sundar pala paribasana sir❤
Verygood pala
ଦୁଇ ଗୁରୁଙ୍କ ଚରଣରେ ମୋର ସତ କୋଟି ପ୍ରଣାମ
Excellent - jivan darshan...!!!
Bohut Sundarpala
ଗାୟକ ମହାଶୟ ଙ୍କୁ ପ୍ରଣାମ। ଏହିଭଳି ଭାବ ଓ ଭକ୍ତି ଆଉ କାହା ପାଲା ରେ ମିଳିବା କଷ୍ଟକର ।
ଠିକି କଥା ଆପଣ ଅନୁଭବ କରିଛନ୍ତି
ଠିକ୍ କଥା
P pi11
@@jhansiranisahoo7084 nhi zbm, neb
Longlivedpanda
Jay Jagannath 🙏
ଓଡିଆଭାଷା ର ମାଇଲ ଖୁଣଟ
Excellent tarjama. ମନମୁଗ୍ଧକର।