Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Congress acba 100 percent
ଭାରତର ରାଜଧାନୀ ଦିଲ୍ଲୀ ନିର୍ବାଚନ ଆସନ୍ତାକାଲି ଭାରତ ସରକାରଙ୍କ ଅର୍ଥନୈତିକ ବଜେଟ୍ ଘୋଷଣା ହୋଇଛି ଦିଲ୍ଲୀ ବାସୀଙ୍କ ସେବାରେ ସଂକଳ୍ପ ପତ୍ର ଘୋଷିତ ହୋଇଛି କେଜିରିଏଲଙ୍କ ପ୍ରତି ଦିଲ୍ଲୀ ବାସୀଙ୍କ ପ୍ରଗାଢ ବିଶ୍ୱାସ ଥିଲା ଅଛି ରହିବ ସେଥିପାଇଁ ସେ ଅଦ୍ୟାବଧି ସରକାର ରେ ଥିଲେ ଲୋକସଭା ବହୁମତ ବିଜେପି ପାଇଛି ବିଧାନ ସଭାରେ ବହୁମତ ପାଇବ କ୍ଷୀଣ ଆଶା କରାଯାଏ କାରଣ କଂଗ୍ରେସ ଉଥାନ ହେଉଛି ମହା ନଗରୀ ଦେଶର ମୁଖ୍ୟ ସହର ସମର୍ଥକ ଭିନ୍ନତା ଅଛି ସରକାର ଭାଗୁଆଳି ସରକାର କାହା ଉପରେ ଭୋଟର ଅସ୍ଥ ରଖିବେ ନିର୍ବାଚନ ତ୍ରୁଟି ପୂର୍ଣ୍ଣ ହେବା ନାହିଁ ସେଥିପାଇଁ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଲ୍ଲୀରେ ଆମ୍ ଆଦମୀ ସରକାର ଆସିବା ମନେହୁଏ