ବବି କାହାକୁ ଜିତାଇବା ପାଇଁ ଯାଇଥିଲେ ସମ୍ବଲପୁର ? || BJD's Bobby Das || BJD Leader Mahesh Sahoo || OR
HTML-код
- Опубликовано: 8 фев 2025
- ବବି କାହାକୁ ଜିତାଇବା ପାଇଁ ଯାଇଥିଲେ ସମ୍ବଲପୁର ? || BJD's Bobby Das || BJD Leader Mahesh Sahoo || Odisha Reporter
ବବିଙ୍କ ଭଳି ଜଣେ ଜାଣିବା ଶୁଣିବା ଏବଂ ଚତୁର ରାଜନେତା ନିଜ ଯାଜପୁର ଆସନ ଛାଡି କାହିଁକି ଗଲେ ସମ୍ବଲପୁର । ସମ୍ବଲପୁରରେ ବବି ଲୋକସଭା ହାରିଲେ ରୋହିତ ବିଧାନସଭା ହାରିଲେ। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମ୍ବଲପୁରରୁ ଲଢାଇବା ପାଇଁ ଉଦ୍ୟମ କରାଯାଇଥିଲା ହେଲେ ସେ ପୁରା ବିରୋଧ କଲେ ନିର୍ବାଚନ ଲଢିବେନି ବୋଲି ଧମକାଇଲେ। ପ୍ରସନ୍ନଙ୍କୁ କୁହଗଲା ଆମ ସର୍ଭେ କହୁଛି ଆପଣଙ୍କୁ ସମ୍ବଲପୁର ଲୋକେ ଭଲ ପାଉଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #bobbydas #bjd #odisha #politics #odishareporter
କାଉ ବେଶି ଚାଲାକ ହେଲେ କଣ ଖାଏ ଯେ !
Right bro 😊
ସବୁ ଖେଳର ମାଷ୍ଟରମାଇଣ୍ଡ ହେଲା ପାଣ୍ଡୁ ,ସେଇଥିପାଇଁ ହାରିଲା,ଆଉ କଣ କରିବ ବେଚରା ଲାଷ୍ଟ କୁ ଟ୍ରାଫିକ ହେଇଗଲେ
ମହାରାଜ ଆପଣ କଣ ପାଇଁ ହାରିଲେ ଟିକେ କହିବେ କି
BJP
Good
ବବି ବାବୁ ଭାବିଲା ସର୍ବଭାରତୟ ଲିଡର ହେବ। ଯୋଗ୍ୟତା ନ ଥାଇ BJD ତାକୁ ଦାୟିତ୍ଵ ଦେଲା।
Rip😂😂😂bjd😂😂
ମହେଶ ସାହୁ ବାଳ ଜାଣିଛି, ମାଗିହା ନବୀନ ପଟନାୟକ ପରା ନିଜେ ଗୋଟେ ଜାଗାରୁ ଗଡିକି ହାରିଲା ଓ ଆଉ ଗୋଟେ ଜାଗାରେ ହାରୁ ହାରୁ ଅଳ୍ପ ଭୋଟରେ ଜିତିଲା, ଯଦି ସେହି ସମୟରେ ପ୍ରଦୀପ ପାଣିଗ୍ରାହୀ ମେଡିକାଲରେ ନଥାନ୍ତେ ତେବେ ସେଠୁ ବି ନବୀନ ହାରିଥାନ୍ତା
Right 👍
୧୦୦% ସତ୍ୟ ସାର୍
Dharmendr ku chelencn karithila
Very nice and BJP All Odisha
ମହେଶ ବାବୁ କଣ ପାଗଳ କି ସେ କାହିଁକି ହିନ୍ଦୋଳ ଆସିଲେ ହିନ୍ଦୋଳ ରେ ସେ କଣ କରିଛନ୍ତି ନା ଲୋକ ତାଙ୍କୁ ଜାଣିଛନ୍ତି. ନିଜ କଥା ବୁଝିପାରିଲେନି ଏଇଠି ସରିଲା ବାବୁ ଙ୍କ ଖେଳ. ଉପଦେଶ ଦେଉଛନ୍ତି
Game plan Pandu
Bobby nkar deal heithila Dharmendra pradhan sanga re
ସବୁ ବାଳ ଵବି ଉପାଢି ପକେଇ ଥାଆନ୍ତା
It came very late
Still they are dreaming
lJay Jagannath🙏 Jay Nila Madhab🙏Omm🕉️Jay BJP🙏Jay Modi ji🙏Jay ABVP Jay RSS🙏People of Bharat ,Odisha and Bharat and Odisha got backstep by believeing congress and BJD after Independence . SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.(GPHKBG)
BJD day dream
😂😂😂24 barsa kalo😂😂ahuri sarkar karibo😂😂
Baby Das jauthi chhida heithile harijaithanta
Wow vala news te kahila ...😂
Sabu Pandian ra game plan pain 2024 election BJP jitila ! Nahele Bala pachijaithile madhy BJP odisha re sarkar kariparinathanta !.
Pandian Dharmendra deal 😂
E chor prs ke Sambalpur lok pasand ni karant
Mahesh Babu tume kahi harila
Kn hela ame pa delu nea boli
Bobby nkar deal thila Dharmendra pradhan sanga re
Bobby mafia bjd pandu chal traffic kam kar tent house kam kar zero hall
Chor
Ahankar