ଆଜି ସେପ୍ଟେମ୍ବର 23 ତାରିଖ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କର ଦିନ, ଜ୍ୟୋତିର୍ବିଦ ଶ୍ରୀଯୁକ୍ତ କୈଳାଶ ଦାଶଙ୍କ ଠାରୁ

Поделиться
HTML-код
  • Опубликовано: 23 сен 2024
  • ଆଜି ସେପ୍ଟେମ୍ବର 23 ତାରିଖ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କର ଦିନ,
    ଆମର ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ ଦିନ ସକାଳ ୮ ଟା ରେ |
    ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ
    ଜ୍ୟୋତିର୍ବିଦ ଶ୍ରୀଯୁକ୍ତ କୈଳାଶ ଦାଶ
    ମୋ : ୯୪୩୭୧ ୩୩୪୭୩
    ଯଦି ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମ ଭଲ ଲାଗୁଥାଏ ତେବେ LIKE, SHARE ଏବଂ SUBSCRIBE କରିବାକୁ ଜମାରୁ ଭୁଲିବେନି |
    ହାଲୋ ହାଏ ଛାଡ଼ନ୍ତୁ, ଜୟ ଜଗନ୍ନାଥ କୁହନ୍ତୁ
    ଧନ୍ୟବାଦ |
    MAIL ID : kailashkumardashdash4530@gmail.com
    #astrosambad #astrology #astrosamadhan #astrologer #odiaastrology #rashiphal #rashifal #odiarashifal

Комментарии • 7

  • @panigrahidebiprasadmohapat7653
    @panigrahidebiprasadmohapat7653 День назад

    Sir Namaskar...........

  • @pinakimahapatra3582
    @pinakimahapatra3582 День назад

    🙏

  • @rajendrabehera5805
    @rajendrabehera5805 День назад

    Namskar bhaina

  • @kishorebiswal4298
    @kishorebiswal4298 День назад

    ଜ୍ୟୋତିଷ ଶାସ୍ତ୍ର ଏକ ଶାଶ୍ଵତ ଶାସ୍ତ୍ର। ଭାରତ ର ଗୌରବ। ଏହାକୁ ସଠିକ ପାଠ ଓ ବ୍ୟବହାର ଏକ ମହାନ ପ୍ରୟାସ। ବଢିଆ। କେବେ ଭୁଲ ଭାଲ କରିବନି। ଏ ଶାସ୍ତ୍ର କୁ ପ୍ରବେଶ ତମର କେତେ ?

    • @astrosambad8169
      @astrosambad8169  День назад

      ତିରିଶ ବର୍ଷ ର ଅଭିଜ୍ଞତା ଭୁଲ ହେବ ନାହିଁ।ସମାଜ ର ମଙ୍ଗଳ ପାଇଁ କଣ କରିଛ ଟିକିଏ କହିବ।ଆମେ ବିପଦ ରେ ଲୋକଙ୍କୁ ସାହାଯ୍ୟ କରୁଚୁ ଏବଂ ତାକୁ ଅଗୁଆ ସୂଚନା ଦେଉଛୁ।

  • @kishorebiswal4298
    @kishorebiswal4298 День назад

    କାହାକୁ ଭୁଲ ଭାଲ କଥା କହିଲେ ମାନସିକତା ଉପରେ ପ୍ରଭାବ ପଡେ। ଯାହା ଠିକ ତାହା କର। ୟା ମାଧ୍ୟମରେ ବ୍ୟବସାୟ କରିବା କ୍ଷତି। ଧ୍ୟାନ ଦେବ। ସମାଜ କଲ୍ୟାଣ ପାଇଁ ଠାକୁରଙ୍କ ପାଖେ ପ୍ରାର୍ଥନା କର, ମଙ୍ଗଳ ହେବ। ଧନ୍ୟବାଦ।। 😇

    • @astrosambad8169
      @astrosambad8169  День назад

      ଚାଳିଶ ବର୍ଷ ର ଅଭିଜ୍ଞତା,ଭୁଲ ହେବନି, ଲୋକଙ୍କୁ ଆଗୁଆ ସତର୍କ କରିବା ଏବଂ ଖରାପ ସମୟ ରେ କଣ କରିବା କୁ ପଡିବ ତାହା ଜଣାଇବା ଶାସ୍ତ୍ର ର ମୂଳ ଲକ୍ଷ୍ୟ।ଏହା କଲେ ସମାଜର ମଙ୍ଗଳ ହେବ,ତମେ ଜୀବନ କାଳ ମଧ୍ୟରେ କଣ ସମାଜ ସେବା କରିଛ ଜଣାଇବ।ଆମେ ଜାଣିବାରେ ତ କିଛି କରିନ ଯଦି କଣ କରିଥାଅ ଜଣାଇବ।