Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଆହାଃ କି ସୁନ୍ଦର କଣ୍ଠ..... ସିଧା ଛାତିକୁ ଲାଗୁଛି 🙏🙏🙏 ଯଦି ଭବିଷ୍ୟତରେ ଏ ମହାଶୟ କଉଠି ଦେଖା ହୁଅନ୍ତି ତାହେଲେ ତାଙ୍କ ପାଦ ଛୁଇଁବି ନିଶ୍ଚୟ..... ଭଗବାନଙ୍କୁ ବହୁତ ଧନ୍ୟବାଦ ଆମ ଓଡ଼ିଶାରେ ଏଇଭଳି ପ୍ରତିଭାଙ୍କୁ ଜନ୍ମ ଦେଇଛନ୍ତି 🙏🙏
ଆମ ଗାଁ କୁ ଆସିଥିଲେ ପୀତବାସ ସର୍ । ଆମ ଡ୍ରାମା ରେ ଗାୟକ ଆପଣ ମାନେ ଦେଖି ପାରିବେ ମୋ channel ରେ
କଉଡ଼ି ଖେଳ, ବାକି ରହି ଗୋଲା ହାଟ ସଉଦା, ସିନ୍ଦୂର କହିବ ସ୍ବାମୀ କାହାର, ଦୁଃଖ ଦେଇ ଗୋଲା ଦୋରଦୀ ବନ୍ଧୁ, ଇତ୍ୟାଦି ଇତ୍ୟାଦି ବହୁତ ସୁନ୍ଦର ସୁନ୍ଦର ନାଟକ ସେ ସମୟରେ ଥିଲା ଏବେକାର ସମୟରେ ସେ ପୋରିକା ନାଟକ ଦେଖିବା ପାଇଁ ମିଳୁନି ,😢😢
ମନକୁ ଛୁଇଁଲା ପରି ଗୀତ।।ବହୁତ୍ ଖୁସି ଲାଗିଲା ଆଜି ଏ ଗୀତ ସୁଣିକିOld is gold
The soulful voice he has .... ଜଣେ ନିଷ୍ଠାବାନ ନହେଲେ ଏତେ ବର୍ଷ ପରେ ବି ସେମିତି ସମାନ ସ୍ଵରରେ ଗୀତ ଗାଇ ପାରିବନି । It's really amazing to listen to him again.
ମନକୁ ଛୁଇଁଲା ଭଳି ଗୀତ 👌👌👌
Thank u
ଏ ଗିତ ମୋ ଜୀବନର ଗତି ପଥ ବଦଳାଇ ଦେଇଛି । ଧନ୍ଯ ବାଦ ପିତବାସ ବାବୁ ।
Kn heithila ki
ଅତି ସୁନ୍ଦର ସୂର ଭାଇ ପ୍ରଣାମ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୋଟି କୋଟି ପ୍ରଣାମ ସମସ୍ତଙ୍କର ମଙ୍ଗକରନ୍ତୁ ଜୟ ଜଗନ୍ନାଥ ସ୍ବାମୀ
କ୍ରିଷ୍ଣା ଭାଈ ଆପଣ ଙ୍କୁ ମୋର ମଥା ନୂଆଁ ନମସ୍କାର ଏ ଗୀତ ଶୁଣିଲେ କେଜାଣି ମୋ ଦେହରେ ଶିହରଣ ଖେଳିଯାଏ ବାର ବାର ଶୁଣି ବାକୁ ମନ ହୁଏ ଶୋଇବା ବେଳେ ବେଡ଼ରେ ପ୍ରତେକ୍ ଦୀନ ଗୀତ ଶୁଣେ ❤❤
Ok*vaee
Proud for jajpur singer pitabash kar vainka pain🚩🚩🚩🥰🥰🥰💐💐💐💐💐💐💐💐💐💐💐💐💐
Really right bro
Moro b bhai
ସେତେବେଳର ଏସବୁ ନାଟକର ବହୁତ ଦମ ଥିଲା.ଏବେବି ଏସବୁ ଗୀତ ଶୁଣିଲା ବେଳକୁ ବହୁତ ସୁନ୍ଦର ଲାଗୁଛି. ଏବେବି ଆମ ଏରିଆ ରେ ଯେତେବେଳେ ପ୍ରୋଗ୍ରାମ ହୁଏ ଭାଇ ଏହିସବୁ ଗୀତଗୁଡିକୁ ଦର୍ଶକ ମାନଙ୍କୁ ଶୁଣିବାର ସୁଯୋଗ ଦିଅନ୍ତି. ପୀତବାସ ଭାଇ ଆମ ବାରବାଟୀ ଏରିଆ ର
ଯାତ୍ରା ର no 1 ଗାୟକ 🙏❤️
@@pitabashkarofficial9563 jay Jagannath pitabash babu
Sir please came back jatra
Sir love you
Dukha Dei gala Daradi Bandhu.... Excellent 👌👍 Beautiful fantastic... Hrudaya Sparshi. Jay Jagannatha Prabhu bless You Respected Singer
More pila dinara sabu nataka konakrk ganantya ra dekhichhi . Really heart touching story .. Specially mindblowing team thila...
ସୁପର Sunday morning କରୁଣା କର ଭାଈ ଙ୍କ ସୁମଧୁର କଣ୍ଠ ସ୍ବର ଯାଦୁ ରେ ସମସ୍ତ ଯାତ୍ରା ପ୍ରେମୀ ମାନଙ୍କୁ ସତେଜ୍ କରିଥିବ ନିଚିନ୍ତ jolly wood legend voice of କରୁଣା କର ଭାଈ ସତରେ ଗୀତ ଶୁଣି ଅଜି ବି ମୋ ଦେହରୁ ଲୋମ ଟାଙ୍ଗୁରୀ ଗଲା ❤❤
ପିତବାସ ବାବୁ ଙ୍କୁ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖି ଥାନ୍ତୁ ❤
ପିତବାସ କର ଦୁଃଖ ଦେଇଗଲା ଦରଦୀ ବନ୍ଧୁ ଏ ଯାତ୍ରା ଗୀତ ସେ ଗାଈ ସେ ତ ଧନ୍ୟ ଆମେ ସେ ଗୀତ ସୁନି କି ଆମେ ବି ଧନ୍ୟ ❤
ଭଗବାନ ଭଲରେ ରଖନ୍ତୁ
Jaha kuha bhai very unique voice. Very talented ❤❤. Vida vitaru vinrna voice ❤❤
Wow 🎉🎉🎉❤❤❤.Jagatara nath Jagannath apnanku bhala re rakhantu
Mor fvt Sng Pitabas kar...Tankara voice swatantra Niara and jatra voice......swatatra..........❤❤❤ooohooooo...............❤
Mora pilabela, feverit song,andMora pratham jatra,,dekhiba ra,Tq so much sir, nice song
ଧନ୍ୟବାଦ Krishna Bhai love you
ଏଇ ନାଟକ ପୁନର୍ବାର ହେଲେ ବି ଦର୍ଶକ ଙ୍କ ମନ କୁ ଛୁଇଁ ପାରନ୍ତା ବୋଲି ମନରେ ଆଶା ଅଛି.. 👍🙏
Han hele sei actor mane kale besi bhala lagiba
ବନ୍ଧୁ ଙ୍କ ଗୀତ ମୋତେ ଅଧୀର କରେ। ସେ ଜଣେ ଆଗ ଧାଡ଼ି ର ଗାୟକ। ଆମେ କଲେଜ୍ ରେ ପଢିଲା ବେଳେ ଏଇ ଯେ ପାହାଡ଼ ସେପାଖେ ମୋ ପ୍ରିୟା ର ଗାଁ ଗୀତ ଗାଈ ସମସ୍ତ ଙ୍କୁ ବିମୋହିତ କରିଦେଇଥିଲେ। ତାଙ୍କ ଏଇଟା ସହଜାତ ଗୁଣ।
Tuma voice ku koti koti namaskarbhai
Bahut sunder Gita ti khali babina apa binoda bhai nahanti🙏🌹🙏🌹
Jibanara nichhak sata gita...❤❤❤dukha deigala daradi bandhu..love KRISHNA bhaai ...jay Jagannath 🎉🎉🎉🎉🎉🎉🎉
କ୍ରିଷ୍ଣା ଭାଇ ଏ ଗୀତ ଶୁଣି ମୋ ମନରେ କଣ ଭାବନା ଆସୁଛି ମୁଁ ତ କହିପାରିବିନି କିନ୍ତୁ ଏତିକି କହିବି , ଲୋମ ଟାଙ୍କୁରୀ ଉଠୁଛି ଶରୀରରେ ରକ୍ତ ର ଗତି ପ୍ରଭାବ ବହୁତ ବଢିଯାଉଛି ଆଉ କଣ କହିବି ମୁଁ ଜାଣିପାରୁନି, ମୁଁ ବି ଜଣେ ଯାତ୍ରାର ବଡ ରୁ ଅତି ବଡ ଦର୍ଶକ ଯାତ୍ରାକୁ ମୁଁ ଏତେ ଭଲ ପାଏ ଯେ ଯଦି ମୋତେ କାଟିବେ ବି ମୋ ରକ୍ତ ରେ ଯାତ୍ରା ହିଁ ଯାତ୍ରା ବାହାରିବ 🙏ଆଉ ଆପଣଂକୁ ଏତିକି ଧନ୍ୟବାଦ ଦେବି ସବୁ ମୁହୂର୍ତ ରେ କିଛି ନା କିଛି ଯାତ୍ରା ଖବର ପହଞ୍ଚେଇବା ପାଇଁ 🙏ଜଗନ୍ନାଥ ଆପଣଂକୁ ଭଲରେ ରଖନ୍ତୁ 🙏ଜୟ ଜଗନ୍ନାଥ 🙏🙏 ଆଉ ମୋ ଫନ କଲ ରିସିଭ କରିବେ ଟିକେ 🙏
Super song my fav... Krisna Bhai
No 1 singar pitabas bhai
Tq krishan babu🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
❤ jane kalakara kalaa chhadi rahiparibani. Kalaa ra khusi service ru milibani. Singing continue karantu ,sir.Thank you. God bless you.
Konark all staff always best in jollywood industry
Thank you Krishna Bhai Remember one viral song in the jatra industry.
Purba gita ku mane pakei sakalu pura dilkhush karidele bhai pura mind blowing singer& song many many thanks bhai ❤❤❤
My favourite song ete barsa pare bi same voice great sir...
Pride of Bhadrak college. Thanks for giving so beautiful song.
Khub sundar
Krishna Kumar Bhai Apanaku pratham me Dhanyawad Bhai 👍🙏 tapare sigar Star ⭐⭐ ku Mora Dhanyawad Bhai 👍🙏
Same voice bhai jagannath tumaku bhala re rakhantu
Beautiful video Krishna bhai ❤
Mahima alekha Prabhu 🙏 Bhai very excellent voice
Superb mind-blowing fantastic
Krishna babu aapanku aanek aanek dhanyawad j pitabasa sirnku aauthare utube video madhaymare represent karithibaru....sirnka voice suni nijaku dhanya mane kalu
ଏ ଗୀତ ମୁଁ ଛୋଟ ବେଳୁ ଶୁଣିଛି ଆଉ ଯାତ୍ରା ଆମ ଗାଁ ଛକ ରେ ପଡିଥିଲା ମୁଁ ତିନି ରାତିରେ 3 ଖଣ୍ଡ ନାଟକ ଦେଖିଚି ସେ ଦିନଠୁଁ ମୁଁ ଯାତ୍ରା ପ୍ରିୟ
Tama prayas bahuta sundar
Love you krishna sir, No1 singer pitabasha sir
Come back Pitabas Bro.... Really you are a legendary singer..... ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤..
Most Talented singer. 💯💯💯
Sensitivity song excellent composition
From Paradeep, JAGATSINGHAPUR ❤❤❤❤❤❤heartly die hard fans your's ❤❤❤❤❤❤
Badhia singer. Love 💕💕💕
Singer number 1
love you Krishna Babu and pitabas sir ❤❤❤
ଏହି ଗୀତରେ କିଛି ଯାଦୁ ଅଛି
ସବୁ ଆପଣମାନଙ୍କ ଆଶୀର୍ବାଦ
No 1 singger , always ever green
Mo bapa 🌍😘❤️...
Pitabaas bhaai you are my favorite singer ♥ ❤ 💕
Last one is my favourite song ❤
Krishna Bhai dukha deigala daradi bandhu singer nka interview nia jau
କୋଣାର୍କ କୁ ଜିଏ ଖରାପ ଭାବୁଛି ଭାବୁ କୋଣାର୍କ କୋଣାର୍କ❤
😂😂😂😂😂😂କୋଣାର୍କ ଯେଉଁଠିଦର୍ଶକ ସେଇଠି
Sir please com to konark jatra
Voice pura heart ku touch karuchi❤❤❤
Great singer and great writer
Krishna bhaiYou are absolutely great
Jay Jagannath Swami 🙏🙏🙏
Ama gaon pakhare piabas bhai ati sundar geeta ati sundar voice.
Tanka Ghar kauthi plg ph no
Please send pitabas bhai no
Mo pakhare nahi bhai tanka number
Tanka ghara jajpur dist odisso panchayat karanjiari grama
Jay Jagannath 🙏🙏🙏
Nice song with nice voice.❤
Bhai ama jajpur ra na rakhila bahut bahut dhanyabad
Hats up pitabas babu🎉🎉❤❤
Jay jagannath
❤best song &best singer of Odia jatra industries
Pitabas sir nka life story ku gute vlog re anantu bhai
Super👌👌👌👌👌 saga
Very nice voice
ଆମ ଅଞ୍ଚଳ ରେ କୋଣାର୍କ ଯାତ୍ରା ପରିବେଷଣ କରୁଥିଲାବେଳେ ନାଟକ ସହିତ ଗିତ ମନରେ ରୋମାଞ୍ଚିତ କରୁଥିଲା ଆଜି ସେମିତି ଲାଗିଲା
Very nice singer pitabasa
❤❤❤❤namr1
ଯାଦୁଭରା ଓ ରୋମାଞ୍ଚିତ ଭରା ସଙ୍ଗୀତ ପରିବେଷଣ 🥰🥰🥰💐💐💐🚩🚩🚩
Odisa ra top singer
ଜୟ ଶ୍ରୀ କୃଷ୍ଣ 🙏
ଏଇ ଗୀତ ଟି ପଶ୍ଚିମ ଓଡ଼ିଶା ରେ ସବୁ କୀର୍ତ୍ତନ ଗାୟକ ମାନେ ଏବେ ବି ଗାଉଛନ୍ତି ବହୁତ ପଇସା ଦିଅନ୍ତି ଦର୍ଶକମନେ ଏହି ଗିତ ଶୁଣି ଖୁସି ହୋଇ ଯାନ୍ତି krishan kumar sir mu sonepur district samalaichua pakha gaa ru kahuchhi namaskar grahana karibe mora bartaman apankara deha kemiti achhi sir 😢😢😢
God gifted pitabash bhai
Jay jagannath 🙏
Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏
I proud of you pitabas sir 🙏
So beautiful singar
Thy best singer with song
Sir nku auu thare anajau Konark jatra anushtan ku bahut badhia singer mono ku chuinla bhali gita
Excellent voice
Kete bhadra loka mu bhala se janichi superb men
So sweet voice ❤❤❤
No 1 singer bhai
Really miss you vai
🎉🎉🎉🎉bahut sundar bhai
Very nice singer
Bhai sir nka saha gote sakhyatkar kara
Super ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Sei voice
My all time favourite songs
Bhainkar sabu Gita hit
ଆହାଃ କି ସୁନ୍ଦର କଣ୍ଠ..... ସିଧା ଛାତିକୁ ଲାଗୁଛି 🙏🙏🙏 ଯଦି ଭବିଷ୍ୟତରେ ଏ ମହାଶୟ କଉଠି ଦେଖା ହୁଅନ୍ତି ତାହେଲେ ତାଙ୍କ ପାଦ ଛୁଇଁବି ନିଶ୍ଚୟ..... ଭଗବାନଙ୍କୁ ବହୁତ ଧନ୍ୟବାଦ ଆମ ଓଡ଼ିଶାରେ ଏଇଭଳି ପ୍ରତିଭାଙ୍କୁ ଜନ୍ମ ଦେଇଛନ୍ତି 🙏🙏
ଆମ ଗାଁ କୁ ଆସିଥିଲେ ପୀତବାସ ସର୍ । ଆମ ଡ୍ରାମା ରେ ଗାୟକ ଆପଣ ମାନେ ଦେଖି ପାରିବେ ମୋ channel ରେ
କଉଡ଼ି ଖେଳ, ବାକି ରହି ଗୋଲା ହାଟ ସଉଦା, ସିନ୍ଦୂର କହିବ ସ୍ବାମୀ କାହାର, ଦୁଃଖ ଦେଇ ଗୋଲା ଦୋରଦୀ ବନ୍ଧୁ, ଇତ୍ୟାଦି ଇତ୍ୟାଦି ବହୁତ ସୁନ୍ଦର ସୁନ୍ଦର ନାଟକ ସେ ସମୟରେ ଥିଲା ଏବେକାର ସମୟରେ ସେ ପୋରିକା ନାଟକ ଦେଖିବା ପାଇଁ ମିଳୁନି ,😢😢
ମନକୁ ଛୁଇଁଲା ପରି ଗୀତ।।
ବହୁତ୍ ଖୁସି ଲାଗିଲା ଆଜି ଏ ଗୀତ ସୁଣିକି
Old is gold
The soulful voice he has .... ଜଣେ ନିଷ୍ଠାବାନ ନହେଲେ ଏତେ ବର୍ଷ ପରେ ବି ସେମିତି ସମାନ ସ୍ଵରରେ ଗୀତ ଗାଇ ପାରିବନି । It's really amazing to listen to him again.
ମନକୁ ଛୁଇଁଲା ଭଳି ଗୀତ 👌👌👌
Thank u
ଏ ଗିତ ମୋ ଜୀବନର ଗତି ପଥ ବଦଳାଇ ଦେଇଛି । ଧନ୍ଯ ବାଦ ପିତବାସ ବାବୁ ।
Kn heithila ki
ଅତି ସୁନ୍ଦର ସୂର ଭାଇ ପ୍ରଣାମ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୋଟି କୋଟି ପ୍ରଣାମ ସମସ୍ତଙ୍କର ମଙ୍ଗକରନ୍ତୁ ଜୟ ଜଗନ୍ନାଥ ସ୍ବାମୀ
କ୍ରିଷ୍ଣା ଭାଈ ଆପଣ ଙ୍କୁ ମୋର ମଥା ନୂଆଁ ନମସ୍କାର ଏ ଗୀତ ଶୁଣିଲେ କେଜାଣି ମୋ ଦେହରେ ଶିହରଣ ଖେଳିଯାଏ ବାର ବାର ଶୁଣି ବାକୁ ମନ ହୁଏ ଶୋଇବା ବେଳେ ବେଡ଼ରେ ପ୍ରତେକ୍ ଦୀନ ଗୀତ ଶୁଣେ ❤❤
Ok*vaee
Thank u
Proud for jajpur singer pitabash kar vainka pain🚩🚩🚩🥰🥰🥰💐💐💐💐💐💐💐💐💐💐💐💐💐
Really right bro
Moro b bhai
ସେତେବେଳର ଏସବୁ ନାଟକର ବହୁତ ଦମ ଥିଲା.
ଏବେବି ଏସବୁ ଗୀତ ଶୁଣିଲା ବେଳକୁ ବହୁତ ସୁନ୍ଦର ଲାଗୁଛି. ଏବେବି ଆମ ଏରିଆ ରେ ଯେତେବେଳେ ପ୍ରୋଗ୍ରାମ ହୁଏ ଭାଇ ଏହିସବୁ ଗୀତଗୁଡିକୁ ଦର୍ଶକ ମାନଙ୍କୁ ଶୁଣିବାର ସୁଯୋଗ ଦିଅନ୍ତି. ପୀତବାସ ଭାଇ ଆମ ବାରବାଟୀ ଏରିଆ ର
ଯାତ୍ରା ର no 1 ଗାୟକ 🙏❤️
Thank u
@@pitabashkarofficial9563 jay Jagannath pitabash babu
Sir please came back jatra
Sir love you
Dukha Dei gala Daradi Bandhu.... Excellent 👌👍 Beautiful fantastic... Hrudaya Sparshi. Jay Jagannatha Prabhu bless You Respected Singer
More pila dinara sabu nataka konakrk ganantya ra dekhichhi . Really heart touching story .. Specially mindblowing team thila...
ସୁପର Sunday morning କରୁଣା କର ଭାଈ ଙ୍କ ସୁମଧୁର କଣ୍ଠ ସ୍ବର ଯାଦୁ ରେ ସମସ୍ତ ଯାତ୍ରା ପ୍ରେମୀ ମାନଙ୍କୁ ସତେଜ୍ କରିଥିବ ନିଚିନ୍ତ jolly wood legend voice of କରୁଣା କର ଭାଈ ସତରେ ଗୀତ ଶୁଣି ଅଜି ବି ମୋ ଦେହରୁ ଲୋମ ଟାଙ୍ଗୁରୀ ଗଲା ❤❤
ପିତବାସ ବାବୁ ଙ୍କୁ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖି ଥାନ୍ତୁ ❤
ପିତବାସ କର ଦୁଃଖ ଦେଇଗଲା ଦରଦୀ ବନ୍ଧୁ ଏ ଯାତ୍ରା ଗୀତ ସେ ଗାଈ ସେ ତ ଧନ୍ୟ ଆମେ ସେ ଗୀତ ସୁନି କି ଆମେ ବି ଧନ୍ୟ ❤
ଭଗବାନ ଭଲରେ ରଖନ୍ତୁ
Jaha kuha bhai very unique voice. Very talented ❤❤. Vida vitaru vinrna voice ❤❤
Wow 🎉🎉🎉❤❤❤.
Jagatara nath Jagannath apnanku bhala re rakhantu
Mor fvt Sng Pitabas kar...Tankara voice swatantra Niara and jatra voice......swatatra..........❤❤❤ooohooooo...............❤
Mora pilabela, feverit song,and
Mora pratham jatra,,dekhiba ra
,Tq so much sir, nice song
ଧନ୍ୟବାଦ Krishna Bhai love you
ଏଇ ନାଟକ ପୁନର୍ବାର ହେଲେ ବି ଦର୍ଶକ ଙ୍କ ମନ କୁ ଛୁଇଁ ପାରନ୍ତା ବୋଲି ମନରେ ଆଶା ଅଛି.. 👍🙏
Han hele sei actor mane kale besi bhala lagiba
ବନ୍ଧୁ ଙ୍କ ଗୀତ ମୋତେ ଅଧୀର କରେ। ସେ ଜଣେ ଆଗ ଧାଡ଼ି ର ଗାୟକ। ଆମେ କଲେଜ୍ ରେ ପଢିଲା ବେଳେ ଏଇ ଯେ ପାହାଡ଼ ସେପାଖେ ମୋ ପ୍ରିୟା ର ଗାଁ ଗୀତ ଗାଈ ସମସ୍ତ ଙ୍କୁ ବିମୋହିତ କରିଦେଇଥିଲେ। ତାଙ୍କ ଏଇଟା ସହଜାତ ଗୁଣ।
Tuma voice ku koti koti namaskarbhai
Bahut sunder Gita ti khali babina apa binoda bhai nahanti🙏🌹🙏🌹
Jibanara nichhak sata gita...❤❤❤dukha deigala daradi bandhu..love KRISHNA bhaai ...jay Jagannath 🎉🎉🎉🎉🎉🎉🎉
କ୍ରିଷ୍ଣା ଭାଇ ଏ ଗୀତ ଶୁଣି ମୋ ମନରେ କଣ ଭାବନା ଆସୁଛି ମୁଁ ତ କହିପାରିବିନି କିନ୍ତୁ ଏତିକି କହିବି , ଲୋମ ଟାଙ୍କୁରୀ ଉଠୁଛି ଶରୀରରେ ରକ୍ତ ର ଗତି ପ୍ରଭାବ ବହୁତ ବଢିଯାଉଛି ଆଉ କଣ କହିବି ମୁଁ ଜାଣିପାରୁନି, ମୁଁ ବି ଜଣେ ଯାତ୍ରାର ବଡ ରୁ ଅତି ବଡ ଦର୍ଶକ ଯାତ୍ରାକୁ ମୁଁ ଏତେ ଭଲ ପାଏ ଯେ ଯଦି ମୋତେ କାଟିବେ ବି ମୋ ରକ୍ତ ରେ ଯାତ୍ରା ହିଁ ଯାତ୍ରା ବାହାରିବ 🙏ଆଉ ଆପଣଂକୁ ଏତିକି ଧନ୍ୟବାଦ ଦେବି ସବୁ ମୁହୂର୍ତ ରେ କିଛି ନା କିଛି ଯାତ୍ରା ଖବର ପହଞ୍ଚେଇବା ପାଇଁ 🙏ଜଗନ୍ନାଥ ଆପଣଂକୁ ଭଲରେ ରଖନ୍ତୁ 🙏ଜୟ ଜଗନ୍ନାଥ 🙏🙏 ଆଉ ମୋ ଫନ କଲ ରିସିଭ କରିବେ ଟିକେ 🙏
Super song my fav... Krisna
Bhai
No 1 singar pitabas bhai
Tq krishan babu🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
❤ jane kalakara kalaa chhadi rahiparibani. Kalaa ra khusi service ru milibani. Singing continue karantu ,sir.Thank you. God bless you.
Konark all staff always best in jollywood industry
Thank you Krishna Bhai Remember one viral song in the jatra industry.
Purba gita ku mane pakei sakalu pura dilkhush karidele bhai pura mind blowing singer& song many many thanks bhai ❤❤❤
My favourite song ete barsa pare bi same voice great sir...
Pride of Bhadrak college. Thanks for giving so beautiful song.
Khub sundar
Krishna Kumar Bhai Apanaku pratham me Dhanyawad Bhai 👍🙏 tapare sigar Star ⭐⭐ ku Mora Dhanyawad Bhai 👍🙏
Same voice bhai jagannath tumaku bhala re rakhantu
Beautiful video Krishna bhai ❤
Mahima alekha Prabhu 🙏 Bhai very excellent voice
Superb mind-blowing fantastic
Krishna babu aapanku aanek aanek dhanyawad j pitabasa sirnku aauthare utube video madhaymare represent karithibaru....sirnka voice suni nijaku dhanya mane kalu
ଏ ଗୀତ ମୁଁ ଛୋଟ ବେଳୁ ଶୁଣିଛି ଆଉ ଯାତ୍ରା ଆମ ଗାଁ ଛକ ରେ ପଡିଥିଲା ମୁଁ ତିନି ରାତିରେ 3 ଖଣ୍ଡ ନାଟକ ଦେଖିଚି ସେ ଦିନଠୁଁ ମୁଁ ଯାତ୍ରା ପ୍ରିୟ
Tama prayas bahuta sundar
Love you krishna sir, No1 singer pitabasha sir
Come back Pitabas Bro.... Really you are a legendary singer..... ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤..
Most Talented singer. 💯💯💯
Sensitivity song excellent composition
From Paradeep, JAGATSINGHAPUR ❤❤❤❤❤❤heartly die hard fans your's ❤❤❤❤❤❤
Badhia singer. Love 💕💕💕
Singer number 1
love you Krishna Babu and pitabas sir ❤❤❤
ଏହି ଗୀତରେ କିଛି ଯାଦୁ ଅଛି
ସବୁ ଆପଣମାନଙ୍କ ଆଶୀର୍ବାଦ
No 1 singger , always ever green
Mo bapa 🌍😘❤️...
Pitabaas bhaai you are my favorite singer ♥ ❤ 💕
Last one is my favourite song ❤
Krishna Bhai dukha deigala daradi bandhu singer nka interview nia jau
କୋଣାର୍କ କୁ ଜିଏ ଖରାପ ଭାବୁଛି ଭାବୁ କୋଣାର୍କ କୋଣାର୍କ❤
😂😂😂😂😂😂
କୋଣାର୍କ ଯେଉଁଠି
ଦର୍ଶକ ସେଇଠି
Sir please com to konark jatra
Voice pura heart ku touch karuchi❤❤❤
Great singer and great writer
Krishna bhai
You are absolutely great