Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
"ଦୁଃଖ ଦେଇଗଲା ଦରଦୀ ବନ୍ଧୁ"ଗୀତର ପ୍ରତ୍ୟେକ ଟି ଧାଡ଼ିର ଅର୍ଥ ବୁଝିଲେ ଜୀବନର ଅର୍ଥ କୁ ବୁଝିଲା ପରି ଲାଗେ।ଚାମତ୍କାର ଗୀତିକାର ଚାମତ୍କାର ସଙ୍ଗୀତ ନିର୍ଦ୍ଦେଶକ ଚାମତ୍କାର ଗାୟକର ପ୍ରତିଫଳନରେ ସୁନ୍ଦର ସଙ୍ଗୀତ।।
Super super singer pitabas bhai
କାଳଜୟୀ ସଙ୍ଗୀତଆଜ୍ଞା ଙ୍କ ଦରଦ କଣ୍ଠ ସ୍ୱର୍ ସୁନ୍ଦର୍।
Odisha ro Udit narayan ... mu ଆପଣଙ୍କୁ ମନେ ମନେ ଖୋଜୁଥିଲି । ପ୍ରଥମେ କ୍ରିଷ୍ଣା କୁମାର ଭାଇ youtube channel re dekhithili ta pore aji ନନ୍ଦିଘୋଷ tv re.... love you sir...
ଆମ ଯାଜପୁର ମାଟିର ଗର୍ବ ପିତ ବାସ କର ଏବଂ ତାଙ୍କର ସୁନ୍ଦର ସ୍ଵର ର ସହିତ ଏହି ଦୁଃଖ ଦେଇଗଲା ଦରଦୀ ବନ୍ଧୁ ର ସଙ୍ଗୀତ❤❤❤
Sir ଙ୍କ ସହିତ ମୁଁ 10 ଟି ଡ୍ରାମା କରିଛି।ସବୁ ଠାରୁ ଭଲ ଲାଗେ ତାଙ୍କ ମଣିଷ ପଣିଆ।ଜଣେ ସୁନ୍ଦର ହୃଦୟ ର ମଣିଷ ।❤
Thank you for nandighosh tv
Ooooh tame great
ଜଣେ ହୃଦୟ ସ୍ପର୍ଶି ମଣିଷ ନାଟକ ଜଗତର ବାଦ୍ ସାହା ଉଚ୍ଚକୋଟୀର କଣ୍ଠଶିଳ୍ପୀ ପୀତବାସ sir 🙏
Beautiful ସିଙ୍ଗର ❤❤❤
Jay maa Biraja 🌺🙏🌺🙏🌺🙏.jatrasinghra.pitabasakar.Bestodiasongs🙏
Pitabasa bhie thanks
ବୋହୁତ୍ ସୁନ୍ଦର୍ ଗୀତ
8 ବର୍ଷ ନୁହଁ ରେ 18 ବର୍ଷ ତଳ ର ଗୀତ ଯୋଉ ଗୀତ ରୁ ମୁଁ ଯାତ୍ରା ଦେଖା ଆରମ୍ଭ କରିଥିଲି ଏବେ ମୁଁ ଜଣେ ଯାତ୍ରା ର ବଡ ଦର୍ଶକ
My favourite ❤❤❤🙏🙏🙏
ଜଣେ ଭଲ ପରିଚିତ singer ❤ ପିତବାସ କର ❤
ବଞ୍ଚିଥିବା ପର୍ଯ୍ୟନ୍ତ ଏ ଗୀତ ର ଲେଖା ଆଉ ଗୀତିକାର ଙ୍କୁ ଭୁଲି ପାରିବିନି
From the Reels I directly come here and It was nice to see the singer for the first time, beautiful singing his voice drove me crazy❤️👍👌
ପ୍ରଣାମ ସାର
You nothing but just a wonderful singer and music composer.
Supersinger
Super singer 🙏🙏
Bahut sundar
So beautiful sir
Heart touching song
Sir ❤
Kn bolicha sir tmku koti koti pranama 🙏🙏🙏🙏
Super
Dukha dei gala daradi bondhu...this is milestone song of odia jatra industry
Nyc sir
🙏🙏🙏sir
Ama drama ra gita gaithile "dhana mora jiba chali janha raije" bahut badhia thila
Sir 🙏🏻
👏👏👏👏👏👏👏👏👏👏👏👏
Bahut sundar pitabas Babu bahut Dina hela dekha hoin mugitikar jhul nitaijhul ra narottam maharaj haripur jajpur
I❤pitabasakar sir❤❤
Very nice voice pitabasa bhai 😊
Sir apono heichhonti Odisha ro Udit Narayan in face look
Jollywood popular singer 🎉😘
Jatra ra title song ku parichaya deichi daradi bandhu
Ama dharmasala mahavidyalaya ra indian music sir❤😊
ଦୁଃଖ ଦେଇଗଲା ଦରଦୀ ବନ୍ଧୁ ନାଟକ ୮ ବର୍ଷ ତଳର ନୁହେଁ ମାମ୍, ପ୍ରାୟତଃ ୧୫ ବର୍ଷ ପୂର୍ବର
ହଁ ଭାଇ ୧୮ ବର୍ଷ ତଳେ
❤
Bhai au thare jadi Konark gananatya re ebe gita gaibaku aapanku dakajae aapana jibe ki
Historical singer of our village 🎉🎉
Odisha Udit narayan
Story butha kamajori hoechi
Pitabas sir nka contact number mili pariba?
Kahinki darkar
ଏଇ anchor ଜଣକ ଯାତ୍ରା ବିଷୟରେ କିଛି ବାଣ୍ଡ ବାଳ ଜାଣିନି ଖାଲି ପଚାରୁଛି
🎉🎉
Ati sundar
❤❤
"ଦୁଃଖ ଦେଇଗଲା ଦରଦୀ ବନ୍ଧୁ"
ଗୀତର ପ୍ରତ୍ୟେକ ଟି ଧାଡ଼ିର ଅର୍ଥ ବୁଝିଲେ ଜୀବନର ଅର୍ଥ କୁ ବୁଝିଲା ପରି ଲାଗେ।
ଚାମତ୍କାର ଗୀତିକାର ଚାମତ୍କାର ସଙ୍ଗୀତ ନିର୍ଦ୍ଦେଶକ ଚାମତ୍କାର ଗାୟକର ପ୍ରତିଫଳନରେ ସୁନ୍ଦର ସଙ୍ଗୀତ।।
Super super singer pitabas bhai
କାଳଜୟୀ ସଙ୍ଗୀତ
ଆଜ୍ଞା ଙ୍କ ଦରଦ କଣ୍ଠ ସ୍ୱର୍ ସୁନ୍ଦର୍।