Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Praisethelord🙏🏼
ଓଡ଼ିଆ ଭାଷା ରେ ଗୀତ ଟି ବହୁତ ଉତ୍ତମ ହେଇଛି .... ପ୍ରଭୁ ଙ୍କ ମହାନ୍ ନାମର ଧନ୍ୟବାଦ୍ ହେଉ
ପବିତ୍ର ତୁମେ ପବିତ୍ର ଯୀଶୁହାଲ୍ଲେ.... ହାଲ୍ଲେଲୁୟାହେଉ ତୁମ ସ୍ତୁତି ଆରାଧନା କରେ ତୁମଠୀ ମୁ ଏ ପ୍ରାର୍ଥନାମହିମାରେ ତୁମେ ଏ ସ୍ଥାନକୁ ଭର ପ୍ରଭୁ ତୁମ ଇଚ୍ଛା ପୂର୍ଣ୍ଣ କରହାଲ୍ଲେ.... ହାଲ୍ଲେଲୁୟାକରୁଣାରେ ତୁମେ ନୂଆ ଦିନ ଦିଅଢାଳ ହୋଇ ମତେ ସୁରକ୍ଷା କରଡାକିଲେ ତୁମେ ମୋ ନିକଟେ ରୁହଝୁଣ୍ଟିଲେ ତୁମ ହାତେ ତଳି ଧର ହାଲ୍ଲେ.... ହାଲ୍ଲେଲୁୟାପ୍ରଭୁ ତୁମ ସମ ଆଉ କେ ନାହିଁତୁମ ବିନା କେହି ପ୍ରଭୁ ହିଁ ନାହିଁଆଣ୍ଠୁ ପାଥିବି ମୁ ତୁମ ପୟରେତୁମେ ମୋ ପ୍ରଭୁ ତୁମେ ଈଶ୍ବରହାଲ୍ଲେ.... ହାଲ୍ଲେଲୁୟା#ପାଳକ ଆମୋଷ କୋରା, ଯେକେପୁର
Praise the Lord🙏🙏 ❤❤❤amen
Love dear lord 💟 love ❣️ you
Amen
Beutiful beutiful beutiful song
Jesus Love yo U
nice
Praise the lord Jesus Christ
Amen✝️✝️🙏
Amen❤❤
❤❤❤❤🙏🙏🙏🙏
♥♥
Yesu Masi ki jay
Nice songs youtube channel songs
Thanks.
💝💞🌹💐💘
Praisethelord🙏🏼
ଓଡ଼ିଆ ଭାଷା ରେ ଗୀତ ଟି ବହୁତ ଉତ୍ତମ ହେଇଛି .... ପ୍ରଭୁ ଙ୍କ ମହାନ୍ ନାମର ଧନ୍ୟବାଦ୍ ହେଉ
ପବିତ୍ର ତୁମେ ପବିତ୍ର ଯୀଶୁ
ହାଲ୍ଲେ.... ହାଲ୍ଲେଲୁୟା
ହେଉ ତୁମ ସ୍ତୁତି ଆରାଧନା
କରେ ତୁମଠୀ ମୁ ଏ ପ୍ରାର୍ଥନା
ମହିମାରେ ତୁମେ ଏ ସ୍ଥାନକୁ ଭର
ପ୍ରଭୁ ତୁମ ଇଚ୍ଛା ପୂର୍ଣ୍ଣ କର
ହାଲ୍ଲେ.... ହାଲ୍ଲେଲୁୟା
କରୁଣାରେ ତୁମେ ନୂଆ ଦିନ ଦିଅ
ଢାଳ ହୋଇ ମତେ ସୁରକ୍ଷା କର
ଡାକିଲେ ତୁମେ ମୋ ନିକଟେ ରୁହ
ଝୁଣ୍ଟିଲେ ତୁମ ହାତେ ତଳି ଧର
ହାଲ୍ଲେ.... ହାଲ୍ଲେଲୁୟା
ପ୍ରଭୁ ତୁମ ସମ ଆଉ କେ ନାହିଁ
ତୁମ ବିନା କେହି ପ୍ରଭୁ ହିଁ ନାହିଁ
ଆଣ୍ଠୁ ପାଥିବି ମୁ ତୁମ ପୟରେ
ତୁମେ ମୋ ପ୍ରଭୁ ତୁମେ ଈଶ୍ବର
ହାଲ୍ଲେ.... ହାଲ୍ଲେଲୁୟା
#ପାଳକ ଆମୋଷ କୋରା, ଯେକେପୁର
Praise the Lord🙏🙏 ❤❤❤amen
Love dear lord 💟 love ❣️ you
Amen
Beutiful beutiful beutiful song
Jesus Love yo U
nice
Praise the lord Jesus Christ
Amen✝️✝️🙏
Amen❤❤
❤❤❤❤🙏🙏🙏🙏
♥♥
Yesu Masi ki jay
Nice songs youtube channel songs
Thanks.
💝💞🌹💐💘
Amen