Emiti supportive family samastanku milu..grt job both the ladies..you have taken a fabulous job. You shouldn't stop no matter what. You are the inspiration to many girls. Hats off to you❤
God bless u.samastanku apananka bhalia sasura milu.kete Jana sasura achanti bada lokia dekhei huanti kuhanti chota kama karani emitiki telor kama kale se kuhanti chota kama boli.🎉🎉🎉🎉🎉🎉Jay jagannath
You are a loving, caring, protective nd supportive father-in-law. A perfect example for our society.
ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି ସବୁ ବହୁ ମାନ ନକୁଏହି ଭଳିଆ ଶଶୁର ମୀଳ ନ୍ତୁ ,sir you are Great ,Jay jagannath
Sir ଙ୍କ ପ୍ରତିଟି ବାକ୍ୟ ଗୋଟିଏ ଗୋଟିଏ ଶିକ୍ଷଣୀୟ ଜିନିଷ । ଶିକ୍ଷିତ ଓ ଧନ ଥାଇ ମଧ୍ୟ କେତେ ନମ୍ରତା ସହ କଥାବାର୍ତ୍ତା କରୁଛନ୍ତି। 'ଚ ' ର ମର୍ମକୁ ବୋହୂମାନେ ଅନୁରୂପ ପାଳନ କରିବା ସହିତ ତାଙ୍କର କଥାବାର୍ତାର ଶାଳୀନତା ଅଧୁନା ସମୟରେ ସମାଜ ପାଇଁ ଅନୁକରଣୀୟ ଯୋଗ୍ୟ l ଭଗବାନ ଏପରି ମଣିଷକୁ କୋଟି ପରମାୟୁ ଦିଅନ୍ତୁ ।
ପ୍ରଭୁ ଙ୍କୁ ମୁଁ ପ୍ରାର୍ଥନା କରୁଛି. ସମନ୍ତ କୁ ଏ ହି ଭଳିଆ ଶଶୁର ମିଳୁ. ଜୟ ଜଗନ୍ନାଥ 🙏🙏🙏🙏🙏❤️❤️❤️❤️
😂😂ooh ki dukha😂
ସାନ ବୋହୁ ଭାରି romantic
ଏହି video dekhantu ବୁଝିବେ
ruclips.net/video/NK4DXb0kIvI/видео.htmlfeature=shared
Right 👍
@@Chumki_143 jio jio
🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸
ସୁକାନ୍ତ ସର୍ ଆପଣ ଜଣେ ଆଦର୍ଶ ବାନ୍ ମଣିଷ ଏ ସମାଜ ଆପଣଙ୍କ ଠାରୁ ବହୁତ୍ କିଛି ଶିଖିବାର ଅଛି, ଏମିତି ଲୋକ ଏ ସମାଜରେ କେତେ ଜଣ ମିଳିବେ....? ଆପଣଙ୍କୁ ଠାକୁର ଭଲରେ ରଖନ୍ତୁ, ଜୟ ମା ତାରିଣୀ ଭରସା।
ଧନ୍ୟବାଦ ମା ଧନ୍ୟବାଦ ତୁମ୍ଭର ଶଶୁର ଙ୍କ ପ୍ରଶଂସା ଦେଖି ଭଗବାନ ବି ଖୁସି ହେବେ
ମୋ ଜୀବନରେ କେବେ ଦେଖିନାହିଁ ଏମିତି ପରିବାର. ଧନ୍ୟବାଦ sir ଆପଣଙ୍କ ପରିବାର ପାଇଁ.God blessing all of you.
😊❤😅
So Salute Sir. God bless you Both Doughter in-law.
ମଉସା ପ୍ରଭୁ ଜଗନ୍ନାଥ ତୁମ ପରିବାର କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ, ଜୟ ଜଗନ୍ନାଥ 🙏🙏🙏
ସାର୍ ନମସ୍କାର। ସତରେ ଆପଣ ଜଣେ ଆଦର୍ଶ ଶିକ୍ଷକ ଏବଂ ଆଦର୍ଶ ଶଶୁର ମଧ୍ୟ ।ଦୁଇ ଜଣଙ୍କ ଭିଡିଓ ଦେଖିଥିଲି କିନ୍ତୁ ଜାଣି ନଥିଲି ଏ ବବନ ଆଉ ସୁମନ ର ବୋହୂ ( ଆମ ଭାଉଜ)। ଭଗବାନ ଦୁଇ ଜଣଙ୍କୁ ଆଶିର୍ବାଦ କରନ୍ତୁ। ଦୁଇ ଜଣ ଏମିତି ବହୁତ ଆଗକୁ ଯାଅ।
ସାର୍ ଆପଣଙ୍କୁ କୋଟି ପ୍ରଣାମ. ଆପଣଙ୍କ ଭଳିଆ ଶୋଚ/ଭାବନା ଯଦି ସମସ୍ତଙ୍କ ମନରେ ଆସନ୍ତା ତାହା ହେଲେ ଏଇ ଦୁନିଆ ସତ୍ୟ ଯୁଗ ଭଳିଆ ହୁଅନ୍ତା ଆଉ ସମସ୍ତେ ଖୁସି ରେ ରୁହନ୍ତେ.
ଏମିତି ଶଶୁର ଥିଲେ ଘର ସ୍ବର୍ଗ ହେଇଯିବ କେବେ ଘର ଭାଙ୍ଗିବନୀ ସତରେ sir apana mahan bahut bahut dhnayabad aete sundar barta ସମାଜ କୁ ଦେଇଥିବାରୁ 🙏
ବଢିଆ ନୀତି ଶିକ୍ଷା ଶିକ୍ଷିତ ପରିବାର ଆପଣଙ୍କ ର ଆପଣଙ୍କ ଆଶୀର୍ବାଦ ଆଦର୍ଶ ସମାଜର ଧେୟ ହେବା ଉଚିତ ଆପଣଙ୍କ ପାଦ ଧୂଳି ଆମ ଉପରେ ନିତି ପଡୁଥିବା
କି ସୁଂଦର ଆପଣଙ୍ ଆଶୀର୍ବାଦ ଆପଣ ସତରେ ନମସ୍କାର
ଏଭଳି ଶଶୁର ଙ୍କୁ କୋଟି କୋଟି ପ୍ରଣାମ ସବୁ ଝିଅ ମାନଙ୍କୁ ଏହି ଭଳି ଶଶୁର ମିଲନ୍ତୁ
Emiti supportive family samastanku milu..grt job both the ladies..you have taken a fabulous job. You shouldn't stop no matter what. You are the inspiration to many girls. Hats off to you❤
ସାର୍ ଆପଣ ଙ୍କ ଭଳି ମଣିର ସମାଜ ପାଇଁ ନିହାତି ଆବଶ୍ୟକ। ଭଗବାନ ଆପଣଙ୍କୁ ସଦା ସର୍ବଦା ଶାନ୍ତିରେ ରଖିଥାଉ।
ଏମିତି ଶଶୁର ଦୁନିଆ ରେ ବହୁତ୍ କମ ଦେଖିବାକୁ ମିଳନ୍ତି । ଆଉ ଯିଏ ସେତିକି ଭାଗ୍ୟବାନ ହୋଇଥାଏ ତାଙ୍କ ବୋହୁ ହେବାର ସୌଭାଗ୍ୟ ଲାଭ କରିଥାଏ ।
ସୁକାନ୍ତ sir ur great 🙏🙏 ❤❤
🎉😢୫
Ete dina pare gote news milila dekhibaku jaha heu emiti sasura b ebe achanti koti pranam sir apamanku
ବହୁତ ବହୁତ ଭଲ ଆପଣଙ୍କ ର ଚିନ୍ତାଧାରା ଧନ୍ୟବାଦ ଦେଉଛି ମୋ ତରଫରୁ ଆପଣଙ୍କ ପୁରା ପରିବାର ଙ୍କୁ ଆଗକୁ ବଢ଼ାନ୍ତୁ ଖୁସିରେ ରୁହନ୍ତୁ
ସର୍ବ ପ୍ରଥମେ ମୁଁ ସାରଙ୍କ ପରିବାରଙ୍କର ସମସ୍ତ ସଦସ୍ୟ ଙ୍କୁ ପ୍ରଣାମ ଜଣାଉଛି, ସାରଙ୍କର ଏହି ପ୍ରୟାସ ସବୁବେଳେ ଜାରି ରହୁ ମହାପ୍ରଭୁ ଙ୍କ ପାଖରେ ମୋର ଏତିକି ପ୍ରାଥନା. ସମାଜ ପାଇଁ ଏକ ସୁନ୍ଦର ଉପଦେଶ ଦେଉଛନ୍ତି. ବହୁତ ଭଲ. ଜୟ ଜଗନ୍ନାଥ........
ଆଜ୍ଞା, ଲୋକଙ୍କ କଥା ଶୁଣି ଲେ ଆପଣ ଚଳି ପାରିବେ ନାହିଁ। ସାର୍ ସତ ରେ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ୍ 💐🙏, ଏଇଟା ଖୁସି ର ଲୁହ ଆଜ୍ଞା
ଏ ଭଳି ଶ୍ୱଶୁର ଙ୍କୁ 🙏🙏 ଭଗବାନ ଭଳି ଲୋକ ଆପଣ । ଭାଗ୍ୟ କରିଥିଲେ ସେ ଝିଅ ମାନେ ଏ ଭଳି ଲୋକଙ୍କ ବୋହୁ ହେଇପାରିଲେ ।😢
Great Sir 🙏🙏🙏ସାର୍ ଆପଣଙ୍କୁ ଓ ଦୁଇ ବୋହୂ ଙ୍କୁ କୋଟି କୋଟି ପ୍ରଣାମ ।ଜୟ ଜଗନ୍ନାଥ
Naman sir, you are great and example of this age.
Proud of you....u are great sir..... God bless you nd yr family 🎉💐❤️
ବହୁତ ସୁନ୍ଦର କଥା କହୁଛନ୍ତି ଆପଣ।
ବହୁତ ସୁନ୍ଦର, ଭଲ ପରିବାର
ଜୟ ଜଗନ୍ନାଥ ସୁଆମି ନୟନ ପଥ ଗାମୀ ଭାବତୁମେ 🌺🙏🙏🙏🙏🙏
ସୁନ୍ଦର ମଣିଷ
ଭାଗ୍ୟ ରେ ଥିଲେ ଭଲ ବାପା ମାଁ ପୁଅ ଝିଅ ସ୍ତ୍ରୀ ବୋହୂ ଜ୍ବାଇଁ ନାତି ନାତୁଣୀ ସମ୍ପର୍କୀୟ ମିଳିଥାନ୍ତି।ସବୁ ଭାଗ୍ୟ ।
Mo sashura bi real god 🙏
Really
ଧନ୍ୟବାଦ, ଆପଣ ତଥା ଅପଣଂକ ପରିବାର ସମାଜକୁ ଗୋଟେ ଭଲ ବାର୍ତା ଦେଇଛନ୍ତି
Great salute you sir
ଭାଗ୍ୟ ରେ ଥିଲେ ଏମିତି ଶାଶୁ ଶ୍ଵଶୁର ମିଳେ।
ସମାଜ ପାଇଁ ଆପଣ ହିଁ ଏକ ଉଦାହରଣ
🙏🙏🙏
Very nice work thank you ❤❤❤❤❤
Thank Sir and your family
Jay Jagannath Swami
Father in law's interview was too impressive
Bhagwan emti sasura sabu jhia nku diantu..emti sasura nku koti koti pranam
My father in law also very supportive and a caring person
ମଉସା ବହୁତ ଭଲ ମଣିଷ । ଆପଣ ଭଲରେ ରୁହନ୍ତୁ । ଜୟ ଜଗନ୍ନାଥ.......,🙏 ।
Love you bapa 🙏🙏🙏
କି ବିନମ୍ର ଭାବ ସତରେ ସାର ନମସ୍କାର
Sabas sir, you are really great, thanks for your loveing in family
Good Person
May Mahaprabhu Sri Jagannatha and Maa Mahalaxmi bless you all.
Sir Really apana bahut bhala loka .
All should learn from this gentle man .
Very beautiful Female Bapa Thanks 🙏🙏🙏🙏👍👍👍👍👍❤❤❤❤❤👏👏👏👏👏👏👏👏👏
Sir you're great.. May God bless you with your both daughter in law. 🙏🙏
U r a great person 🙏
Bahut sundar....😢😢😢.. bhagwan tuma pari sasura milu...❤🙏
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତମର ଜିବନ ସୁଖମୟ ହେଉ
Respect 🙏❤️
Namaskar sir your Advice sanskrutii ku salute 🎉
ମୁଁ ଏମିତି ନାରୀଙ୍କୁ ସର୍ବଦା ପ୍ରଣାମ କରିଥାଏ 🙏
Thank you sir a your family
Really....God bless you.... always....Both of you....
& Go Ahead....👌❤
Good job ,I respect to this family
God may bless you all, very better sociable family live forever,
Very nice wonderful 👍🏾👍🏾👍🏾👍🏾👍🏾
Good personality
Good Mentality good Family good Advice
(Koli.. Kori) Rajput jajpur
This is called mean journalism......how she asked only mean questions.....still he replied in a graceful manner
A duniare amiti bi mahan loka achhanti 🙏🙏🙏🙏🙏
Amiti sasura bapa samastanku milantu ati utama loka🙏
God bless u.samastanku apananka bhalia sasura milu.kete Jana sasura achanti bada lokia dekhei huanti kuhanti chota kama karani emitiki telor kama kale se kuhanti chota kama boli.🎉🎉🎉🎉🎉🎉Jay jagannath
God bless you
Thank you sir great your family
ବହୁତ ବହୁତ ଧନ୍ୟବାଦ୍
Bahut sundar
Yes baba mo father in law amti thile apnanka bhali bahut bhala thanks baba many many thanks
🙏🙏🙏🙏ଧନ୍ୟବାଦ sir, ମୁଁ ଆଜି ପ୍ରଥମ କରି ଶୁଣିଲି ଆପଣଙ୍କ ମୁହଁରୁ income 20%ସମାଜ ସେବାର ଲଗାଇବା ପାଇଁ, କିନ୍ତୁ ମୁଁ sir ପ୍ରାୟତଃ ବହୁତ ଲୋକଙ୍କୁ ଏହି କଥା କହିଛି ଆମ ର ଯେତୋଟି ପିଲା ଅଛନ୍ତି ତା ସlଙ୍ଗରେ ଆଉଗୋଟିଏ ପ୍ଲସ କରି ଭାବିବା ଆମର ଏତୋଟି ପିଲା ଗୋଟିଏ ପିଲାର ପଇସା ପଶୁ ପାଖି ଓ ସମାଜ ସେବାର 🙏କିନ୍ତୁ ଭଗବାନ ସେ ସଯୋଗ ଦେଉଛନ୍ତି, ପୁଣି ନେଇଯାଉଛନ୍ତି ପ୍ରଭୁଙ୍କର ଇଚ୍ଛା, 🙏
Very nice. Many many thanks sir
Great thinking and great personality
Very nice. May God bless your every step of your life.
Thank you sasur( Bapa)
Bahut badhia upadesh sasur nkara
Jay Jaganath Swami 🌺🙏🌺
Love you sir❤
Sukant Sir is Great 👍
sir I respect you verymuch and I pray to god all daughter will got a father or fatherinlaw like you. thank you sir verymuch.
So wonderful sir may God bless you
Thank you very nice work ❤❤❤❤❤❤❤
Very nice Sir
Thank you Sir
Many many thanks sister
Sir, namaste great father in law.god bless you sir. Jay shree Jagannath. A vali mind sasura manaka rahile ghara Mandira heba sioer and super ❤
Bahut bhala manisa te apana sir.. jagganath tuma ku susta au khusi re rakhithantu 🙏🙏amiti sasura bhagya re thile mile
God blessing all of you.
Very nice advice.
Really great
Sata sata nama 🙏🙏🏻🙏🏻🙏
ବହୁତ ସୁନ୍ଦର ଚିନ୍ତାଧାରା ❤❤❤
ସୁନ୍ଦର ପ୍ରୀତିମୟ ପିତା l🙏🏽
ସାର୍ ନମସ୍କାର 🙏 ବହୁତ୍ ଭଲ ଝିଅ 2ଟି ପାଇଛନ୍ତି God bless you ❤❤
bahut sunder
Thank you mausha apanank pari shashur a duniya pain garba au gaurav
You are greatest ,Father in law,apana maahaan
Sabu sasura mane sir nka bhalia hele sehi paribar swarga palati jiba.sabu jhia mananku emitika sasura o emitika bohu milantu,(jaya jagannath)
Thanks sir God bless you
You are really good father in law
Jay Jagannath 🙏God bless u all ❤🙏🙏
Very good person. 👍 namaste 🙏 ♥️
ଧନ୍ଯବାଦ ଶଶୁର ଜୀ ନମସ୍କାର ସୁନ୍ଦର ସଂସ୍କାରୀ ବୋହୁ ଦୁଇଟି ଙ୍କ ମାଆ ବାପାଙ୍କୁ ମୁଁ ସ୍ଯାଲୁଟ କରୁଛି ଶୁଶୁର ମହାଶୟ ଙ୍କୁ ସ୍ଯାଲୁଟ କରୁଛି । ମୁଁ ଜଲିଲ୍ ଖାଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆପଣଙ୍କୁ ବଡଭାଇ ବୋଲି ଭାବୁଛି ଏବଂ ନମସ୍କାର କରୁଛି ଆପଣଙ୍କ ବୋହୁ ଦୁହିଁଙ୍କୁ ବୋହୁ ମାଆ ବୋଲି କହୁଛି
Apan nku namaskar sir