Stree jadi mamu pua bhai ku ane tame Tolerate karipariba? Stree jou joutuka ane swami ghara loke toh mana ichaa nei janti...Swami ra paisa ku jadi stree utilize kari 2 guna karichi khai toh deini...toh sei 50000 pai stree ku bahar kari deba kete jathartha... 11 thara compromise heichi...mariba pai..sabu thara kana stree ra bhul achi..19 year stree tolerate karichi ta pare bhi stree ra bhul ki?
କାର୍ଯ୍ୟକ୍ରମ ଟିକୁ ସରସ,ସୁନ୍ଦର୍ କରାଯାଉ । ଆଗ ପରି ଆକର୍ଷଣୀୟ ହୋଇପାରୁ ନାହିଁ ।ଭଲ ଉପସ୍ଥାପକ ଟିଏ ଲୋଡା କାହିଁକି ନା, କଥା କହିବାର ଶୈଳୀ,ବୁଦ୍ଧି ,କାଳ, ପାତ୍ର,ସମୟର ଜ୍ଞାନ ଥିବା ଆବଶ୍ୟକ ।
Right
Somesh Bhai good work well done
ସୁନ୍ଦର ଉପସ୍ଥାପନା ସୋମେଶ ଭାଇ ❤🎉 ଆପଣଙ୍କୁ ଏଇ Show ରେ ଦେଖି ବହୁତ୍ ଖୁସି ଲାଗୁଚି ❤
ଭାଈ ଅଭିଭାହିତ ପିଲାଙ୍କ ପାଈଁ ବି କିଛି କରାଯାଉ. ଯାହାର ମାଣ୍ଡୁ ଧୋକା ଦେଇ ଛାଡି ପଳଉଛି ସେମାନଙ୍କୁ ବି ବୁଝା ସୁଝା କରିମିଶାଯାଉ. ❤️❤️❤️
😅😅😅😅
ମହିଳା ସମାଜସେବୀ ଜଣଙ୍କ ଅତି ବାଜେ
Ashara alaka kaumananku bhala lage parichay dia👏👏👏👏👏👏👏👏
Somesh bhai u r the best person for ashara alone.
👍👍👍👍👍👍
Finally 2Jana Misi Gale👍👍👌👌👌👍👍👍👍
କି ଦରବାର ଚାଲିଛି ଏଠି। ପୁରୁଷ ଲୋକଟା ପରିବାର ପ୍ରତିପୋଷଣ ପାଇଁ ବାହାରେ ଅକ୍ଲାନ୍ତ ପରିଶ୍ରମ କରି ଯାହା ରୋଜଗାର କଲା ତାକୁ ଆଣି ସ୍ତ୍ରୀ ହାତରେ ଧରେଇଲା । ପରିବାର ଚଳିଲା ପରେ ଯାହା ବଳକା ରହିଲା,ତାକୁ ସ୍ତ୍ରୀ ରଖିବ କିନ୍ତୁ ପୁରୁଷ ଜାଣିବନି, ଏ କି ପ୍ରକାର କଥା ।ଆଜିର ସଭା ପୁଣି ପୁରୁଷ ଲୋକଟାକୁ ଦୋଷ ଦଉଛି । ଏ କୋଉ ପ୍ରକାର ନ୍ୟାୟ ?
ତାପରେ ସ୍ଵାମୀ ,ଦିନସାରା ଖଟି ଖଟି ଘରକୁ ଫେରିଲା ବେଳକୁ,ସ୍ତ୍ରୀ ରୋଷେଇ ବାସ ନକରି ଅନ୍ୟ ଘରେ ଯାଇ ଖେଳରେ ମାତୁଛି । ଏପିଶୋଡ ଟି ଦେଖୁଥିବା ସମସ୍ତ ପୁରୁଷ ଲୋକ,କିଏ ଏ କଥାକୁ ଗ୍ରହଣ କରି ପାରିବେ,ଦୟାକରି ଟିକେ ନିଜର ମତ ରଖିବେ । ଆମ ବିଚାରକ ମଣ୍ଡଳୀ କିନ୍ତୁ ସ୍ତ୍ରୀ ଲୋକ ଟିକୁ ସମର୍ଥନ କରୁଛନ୍ତି ।
ଲୋନରେ ଆସିଥିବା 50,000 ଟଙ୍କାକୁ ଜାଗା କିଣିବାକୁ ଚାହିଁଲା ବେଳେ,ସ୍ତ୍ରୀ ସେ ପଇସା ନଦେବା କେତେ ଯଥାର୍ଥ ? ମୁଁ ମାନୁଛି ସେ ଟଙ୍କାକୁ ସେ ଦୁଇଗୁଣ କରି ପାରିଛି । କିନ୍ତୁ ସେହି ଟଙ୍କାରେ ସେତେବେଳେ ଯେତିକି ଜାଗା କିଣା ହେଇଥାନ୍ତା,ତାର ମୂଲ୍ୟ ବର୍ତ୍ତମାନ 5 ଲକ୍ଷ୍ୟ ହେଇଥାନ୍ତା ।
ସ୍ତ୍ରୀ ଲୋକଟା ପ୍ରବଳ ଆତ୍ମଗର୍ବି,ଭାଇ ମାନଙ୍କ ବଳରେ ବଳୀୟାନ ହେଇ,ତା ସ୍ୱାମୀକୁ କୁକୁର ମାଙ୍କଡ ଜ୍ଞାନ କରୁଛି ।
ମାମୁଁ ଝିଅ ଭଉଣୀ ଯଦି ଆସି ଭାଇ ପାଖରେ ରହିଲା,ଦରବାର ତାକୁ କଣ କଣ କହି ଦଉଛି ।
ଅନେକ ଏପିଶୋଡ ଦେଖିଛି ।ଆଜି ମୋ ମନ ବହୁତ୍ ଦୁଃଖ ।ଅନେକ ଲୋକ ଦେଖୁଛନ୍ତି ।ଦରବାର ନିରପେକ୍ଷ ହବା ଦରକାର ।
ମନ ଭିତରେ ଅନେକ କଥା ।କିନ୍ତୁ କଳେବର ବୃଦ୍ଧି ହବା ଭୟରେ ଏତିକିରେ ସାରିଲି ।
Stree jadi mamu pua bhai ku ane tame Tolerate karipariba?
Stree jou joutuka ane swami ghara loke toh mana ichaa nei janti...Swami ra paisa ku jadi stree utilize kari 2 guna karichi khai toh deini...toh sei 50000 pai stree ku bahar kari deba kete jathartha...
11 thara compromise heichi...mariba pai..sabu thara kana stree ra bhul achi..19 year stree tolerate karichi ta pare bhi stree ra bhul ki?
Jay Jagannath Finally Misi Gale ✅🥰💯🥰✅
Jai jagannath all of you❤❤❤ 6:37 6:40 6:41 6:41 6:41 6:41
Very nice🎉🎉🎉
Aasara aaloka re sabu bele purusa Mane hin dosi
Apana kuhantu tahele besi kahara dosa ରହୁଚି...
ଭାଈ ଆମକୁ ଗୋଟେ ଝିଅ ମିଳୁନି ଏ ଭାଇ 3 ଟା 😅😅😅
କିଛି ନ ଦେଲେ ବି ଛୁଆ ଦେଇଛି ସାର୍ l
Sukanta Sir khuade gale reply die please 🙏😊
Mote laguchhi Budhaditya Bhai anckoring kale au tike bhala hoi paranta.
❤❤🙋🙋
ପୁଅର ଭୁଲ୍ ନାହିଁ
Nice❤❤❤
Thumbnail bhala laguni
Hi
Jhiati tike alasua
Sukanta rathha thick thila
Sumesh Bhai b thik achhantni
Hn
Please help me
Sir&mam apan mananku kou prakar mu kahibi bujhi paruni kahnikina apan mane 50000 tankar hisab nadeba thikiki
Ea kou type Ra decision aau alochana Jana paduni , bekar laguchi show aji Kali , aga Vali aau interesting laguni
Handyia na pile nacha thinking
bekar darbar jhia ta pura garbi...purusa lokati ati sarala
Sukan to kahan
😂😂😂😂😂
Sukanta ku ana yaku bida kara
😂😂😂
Bekar pogram
ଲାଷ୍ଟ ଭିଡିଓ ବହୁତ ଲାଗିଲା
Budha 😁😁😁😁