ଆଜି(19-08-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

Поделиться
HTML-код
  • Опубликовано: 11 сен 2024
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    RUclips: bit.ly/3KAQeyD
    Twitter: bit.ly/38JpX3U
    #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Комментарии • 687

  • @sanatansahu7670
    @sanatansahu7670 24 дня назад +4

    Jay maha prabhu sree sree sree sree sree sree sree jagannath swami

  • @krushnadas4446
    @krushnadas4446 24 дня назад +4

    🕉️ ଶ୍ରୀ ଜୟ ଜଗନ୍ନାଥ ଜୟଶ୍ରୀ ଜଗନ୍ନାଥ 🙏🙏🙏

  • @gullu7961
    @gullu7961 23 дня назад +11

    ❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤

  • @prabhanshubag6586
    @prabhanshubag6586 23 дня назад +2

    🙏⭕❗⭕🦚🕉🪔🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ🙏
    🙏ଜୟ ଜୟ ଦେବ ହରେ ହରି ଜୟ ଜୟ ଦେବ ହରେ🙏
    🙏ହେ ମହାବାହୁ🙏ହେ ଚକାଡୋଳା🙏ହେ ଚକାଆଖି 🙏ହେ କାଳିଆ ସାଆନ୍ତ ସମସ୍ତଙ୍କୁ ଭଲରେ ରଖନ୍ତୁ ପ୍ରଭୁ🙏🪔🕉🦚⭕❗⭕🙏

  • @pravasinisatapathy6341
    @pravasinisatapathy6341 24 дня назад +1

    Jay Sri Jagannath Jay Sri balavadra Jay Sri suvadra Mata Jay Sri Sudarshan

  • @UrbasiBhue
    @UrbasiBhue 23 дня назад +2

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @bramhanandaray-jn9dx
    @bramhanandaray-jn9dx 24 дня назад +39

    ମଣିମା ଆପଣଙ୍କର ପବିତ୍ର ଶ୍ରୀ ଦିବ୍ୟ ମଙ୍ଗଳ ଆଳତୀକୁ ଶତକୋଟି ପ୍ରଣାମ ଜଗତ ର ମଙ୍ଗଳ କର ହେ ମଙ୍ଗଳମୟଠାକୁର ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏

  • @asamanjasinhabarma946
    @asamanjasinhabarma946 24 дня назад +12

    জয় জয় মহাপ্রভু শ্রী জগন্নাথ শ্রীচরণে শত প্রণাম 🙏❤️🙏❤️🙏❤️🙏❤️🙏❤️🙏❤️

  • @prabhatsahoo8461
    @prabhatsahoo8461 23 дня назад

    Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏👏👏👏🌹🌹🌹🌹

  • @Kanhu479
    @Kanhu479 24 дня назад +2

    ହେ ମହାପ୍ରଭୁ ମୋ bayani❤️କୁ ଶଙ୍ଖରେ ପୁରେଇ ଚକ୍ର ଆଢୁଆଳ କରି ରଖିବ 🙏ହେ ମା ମହାଲଷ୍ମୀ ମୋ bayani❤️କୁ ପଣତ ଘୋଡେଇ ରଖିବ 🙏ହେ ମହାପ୍ରଭୁ ମୋ bayani❤️ହାତକୁ ମୋ ହାତରେ ସବୁଜନ୍ମ ପାଇଁ ଦେଇଦିଅ 🙏

  • @ranjitaratha9439
    @ranjitaratha9439 23 дня назад

    Jay maa mangala maa🙏🙏🙏🙏🙏🙏🙏🙏❤❤❤❤❤❤❤❤jay shree jagannath swami🙏🙏🙏🙏🙏🙏🙏🙏🙏❤❤❤❤❤jay shree ram🙏🙏🙏🙏🙏🙏🙏🙏❤❤❤❤❤

  • @dkbchannel9992
    @dkbchannel9992 23 дня назад

    Jay jagannath swami nayana patha gami bhaba tume 🙏🙏🙏🙏🙏
    Jay shree jagannath 🙏🙏🙏🙏🙏
    Jay shree balabhadra 🙏🙏🙏🙏🙏
    Jay shree subhadra maa 🙏🙏🙏🙏🙏
    Jay maa laxmi 🙏🙏🙏🙏🙏
    Jay shree sudarshan 🙏🙏🙏🙏🙏

  • @indialover5007
    @indialover5007 24 дня назад +3

    Jay shree jagannatha swami ji 🌺🌹🌹💐 ❤🙏🙏🙏🙏🙏🙏🙏🙏

  • @bhabanisankarbal9293
    @bhabanisankarbal9293 23 дня назад +2

    ହେ ମଣିମା ତୁମ ପାଦତଳେ ଶରଣାପନ୍ନ ମୁଁ ସାହାହୁଅକାଳିଆ ସାଆନ୍ତେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🚩🛕 ଜୟ ଜଗନ୍ନାଥ ହରିବୋଲ ହୁଳହୁଳି ମହାପ୍ରଭୁ

  • @namitabiswal-go7vt
    @namitabiswal-go7vt 23 дня назад +1

    ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏ହରି ହରି ବୋଲ 🙏

  • @mukeshray8074
    @mukeshray8074 24 дня назад +1

    Jay shree Jaganath Swami 🙏🙏🙏🌹🌹🌹🌷🌷🌷🏵️🏵️🏵️🌼🌼🌼🌸🌸🌸🌺🌺🌺💮💮💮🪷🪷🪷🪷♥️♥️♥️🚩🚩🚩

  • @Renuka-Barik
    @Renuka-Barik 24 дня назад +27

    🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମୀ ସମସ୍ତଙ୍କୁ ଭଲରେ ରଖନ୍ତୁ ମହାପ୍ରଭୁ କୋଟି କୋଟି ପ୍ରଣାମ ମହାପ୍ରଭୁ 🙏🙏🙏🙏🙏🙏

  • @KalyaniMangaraj
    @KalyaniMangaraj 24 дня назад +1

    Jay shree jagannath Swami Nayana patha game bhava thuma ❤❤❤❤❤❤❤❤❤❤❤❤

  • @sabitaranidas3443
    @sabitaranidas3443 24 дня назад

    Jay shree jagannath 🙏 Jay shree balbhadra 🙏 Jay maa Subhadra 🙏 Jay shree Prabhu sudarshan 🙏 Jay maa torana Laxmi 🙏 Jay shree Nila chakra 🙏🕉️🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩

  • @rajendrasahu4199
    @rajendrasahu4199 24 дня назад +2

    Jay Balabhadra Badathakura Prabhu nka Jay Heu Manima ❤❤

  • @bidyabharatisabar2789
    @bidyabharatisabar2789 23 дня назад

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🥥🥥🥥🥥🥥🥥🥥🥥🙏🙏🙏🙏🙏🙏🙏🙏🙏🙏🙏🥥🥥🥥🙏🙏🙏🙏🙏🙏🙏❣️❣️❣️❣️💚💚💚❣️❣️❣️

  • @nirmalmuduli3619
    @nirmalmuduli3619 24 дня назад

    Jai jagannath swami nayana patha game bhava tu me pravu coti coti🙏🙏🙏🙏🙏🙏🙏🙏🙏🙏🙏🙏🙏 pranam💐💐💐💐💐💐💐💐💐💐💐💐💐💐💐💐💐💐

  • @jayaprakashdash6918
    @jayaprakashdash6918 24 дня назад

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି ଜୟ ମାଁ ମହାଲକ୍ଷ୍ମୀ 🌹🙏

  • @geetanjaliacharya6079
    @geetanjaliacharya6079 23 дня назад

    Om Jay shree mahalakshmi Narayan namoh namoh mata rani namoh namoh mata 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jyotirekhajena2652
    @jyotirekhajena2652 24 дня назад +1

    ଜୟ ଜଗନ୍ନାଥ ମହାପ୍ରଭୁ🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️

  • @KumarSoumya918
    @KumarSoumya918 24 дня назад +12

    JAY PRABHU BALABHADRA 🙏🙏JAY MAA SUBHADRA🙏🙏 JAY JAGANNATH 🐚☸️🙏🙏

  • @balarambehera5468
    @balarambehera5468 23 дня назад

    Jay shree Jaganatha 🙏🙏🙏 Jay shree Jaganatha 🙏🙏🙏 Jay shree Jaganatha 🙏🙏🙏

  • @balabasatu2884
    @balabasatu2884 24 дня назад

    ଜୟ, ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ 🌼🌿🙏🙏🙏🙏🙏🙏🙏

  • @karunakarsahu182
    @karunakarsahu182 24 дня назад

    ଓଁ ନମଃ ଭଗବତେ ବାସୁଦେବାୟ ନମଃ ॐ ନମଃ ଭଗବତେ ବାସୁଦେବାୟ ନମଃ ॐ ନମଃ ଭଗବତେ ବାସୁଦେବାୟ ନମଃ,

  • @bhabanisankarbal9293
    @bhabanisankarbal9293 23 дня назад +1

    ସାଆନ୍ତେ ଦୟା ରଖି ଥାଅ ମହାପ୍ରଭୁ ଏଗରିବକୁ ମହାପ୍ରଭୁ କୋଟି କୋଟି ପ୍ରଣାମ ମଣିମା

  • @basudebabhoi4882
    @basudebabhoi4882 24 дня назад +17

    ସେଇ ପଥେ ମୋତେ ନେଇଯାଅ ପ୍ରଭୁ ଯେଉଁଠି କଲ୍ୟାଣ ହେବ,,,ମହାପ୍ରଭୁ

  • @user-rr4hg5vw9k
    @user-rr4hg5vw9k 24 дня назад

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ବାଟ ମଙ୍ଗଳା ଜୟ ଶ୍ରୀ ସୁଦର୍ଶନ ମୋର ମନସ୍କାମନା ପୂରଣ କର ପ୍ରଭୁ ⭕❗⭕🚩🙌🏻🙏🏻🌸🌺🌹

  • @sreyapratiharikitchen5452
    @sreyapratiharikitchen5452 23 дня назад +4

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପବିତ୍ର ରକ୍ଷାବନ୍ଧନ ରେ ମୋର ସବୁ ଭାଇ ମାନଙ୍କୁ ଭଲ ରେ ଖୁସି ରେ ରଖିବେ 🙏🥺

    • @gadadharbiswal
      @gadadharbiswal 23 дня назад

      Jay Jagannath ❤Aapna bi bhala re thantu ❤Jay Jagannath 🙏🙏🙏🙏

  • @geetanjaliacharya6079
    @geetanjaliacharya6079 23 дня назад

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @dhanamjoybhattacharya3959
    @dhanamjoybhattacharya3959 23 дня назад

    জয় শ্রী শ্রী জগন্নাথ মহাপ্রভু। শ্রী শ্রী সুভদ্রা মাতা। শ্রী শ্রী বলভদ্র মহাপ্রভু। শ্রী শ্রী সুদর্শন মহাপ্রভু। শ্রী শ্রী বিমলা মাতা। শ্রী শ্রী মহালক্ষী মাতা। শ্রী শ্রী বজরংবলী মহাপ্রভু। শ্রী শ্রী গরুঢ় মহাপ্রভু।

  • @alokkumarsahu9754
    @alokkumarsahu9754 23 дня назад

    JAI SHREE JAGANNATH 🙏🏻
    JAI MAHALAXMI MATA 🙏🏻
    JAI MAHAVEER HANUMAN JI 🙏🏻

  • @ranjubalasahoo4638
    @ranjubalasahoo4638 24 дня назад

    Jai jai shree jagannath...jai jai shree jagannath...jai jai shree jagannath 🙏🏻🙏🌹❤️

  • @lovestoryforu9
    @lovestoryforu9 24 дня назад

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤ ଜୟ ଜଗନ୍ନାଥ ❤❤❤

  • @LituJena-cr2ux
    @LituJena-cr2ux 23 дня назад

    Jay.jagannath.balabhadrama.subhadra.sudarasan.prabhu.raksha.karo.🎉🎉🎉🎉🎉

  • @pradeepbehera1827
    @pradeepbehera1827 24 дня назад

    ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ପାଦପଦ୍ମ ରେ କୋଟି କୋଟି ପ୍ରଣାମ ମହାବାହୁ। ସବୁବେଳେ ଭଲରେ ଥାଅ କାଳିଆ ସାଆନ୍ତ। ଆପଣଙ୍କର ମଙ୍ଗଳ ହେଉ ଦୀନବନ୍ଧୁ। 🪷🪷🪷🪷⭕❗❗⭕🙏🙏🙏🙏❤

  • @saniamallik5224
    @saniamallik5224 23 дня назад +1

    jay jagannath.🪷🪔🪷🪔🪷🪔🪷🪷🪷🪷🪷🪷🪷🪷🪷🪷🪷🪷🙏🪷🙏🪷🙏🪷🪷🛐🪷🛐🪷🛐🪷🛐🪷🛐🪷🛐🪷🪷🛐🪷🪷🪷🪷🪷🪷🪷🪷🪷🪷🪷

  • @susantakumarsethy4194
    @susantakumarsethy4194 23 дня назад

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ କୋଟି ପ୍ରଣାମ ସମର୍ପିତ 🙏🏻 🙏🏻🙏🏻⭕️‼️⭕️🙏🏻🙏🏻

  • @manoharlaljaiswal3623
    @manoharlaljaiswal3623 24 дня назад +5

    हरि हरि बोल हरि हरि बोल हरि हरि बोलो जय जगन्नाथ जय जगन्नाथ जयजगन्नाथ

  • @priyansunayak9603
    @priyansunayak9603 23 дня назад

    Mahapravunkara sreecharana kamalare satakoti pranam manìma sata koti pranam 🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐

  • @tankadharmohapatra129
    @tankadharmohapatra129 24 дня назад

    Jay Jagannath swami nayana patha gami bhaba tume nilachala nibasaya nityaya parama atmane balabhadra subhadra bhyam Jagannath yate namha Jay Jay Jagannath Jay Jay Jagannath Jay Jay Jagannath

  • @karunakarsahu182
    @karunakarsahu182 24 дня назад

    ଜୟ ଜୟ ଜୟଶ୍ରୀ ପତିତପାବନ ପ୍ରଭୁଙ୍କ ଶ୍ରୀ ଚରଣେ ଆଜିର ଏହି ଶୁଭ ସକାଳରୁ ଏହି ଅଧମର ଅନନ୍ତ କୋଟି ପ୍ରଣାମ ମଣିମା ଅନନ୍ତ କୋଟି ପ୍ରଣାମ,

  • @rashmibehera6849
    @rashmibehera6849 24 дня назад

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ପାଦତଳେ କୋଟି କୋଟି ପ୍ରଣାମ ମହାପ୍ରଭୁ 🙏🙏
    ଆଜିର ଶୁଭ ଦିନରେ ମୋ ଭାଇର ମଙ୍ଗଳ କର ମହାପ୍ରଭୁ ଯେମିତି ତାର କିଛି ଅସୁବିଧା ହବନି କୃପାକର ମହାବାହୁ 🙏🙏

  • @dudavenugopalarao1124
    @dudavenugopalarao1124 24 дня назад +1

    Sreenivas nama
    Om jana ranjan
    Stee krsna govind gopal hari murari hey natha narayana vasu deva nama

  • @rs2035
    @rs2035 23 дня назад

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ଜୟ ଶ୍ରୀ କୃଷ୍ଣ ଜୟ ଶ୍ରୀ ବଳଭଦ୍ର ଦେବ
    ପିତା ରକ୍ଷା ବନ୍ଧନ ର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ ପ୍ରଭୁ ।ପୁଅ ର ଦେହ ଭଲ କରିଦିଅ 🪔🙏🪔🙏🪔🙏

  • @saiSai-fd7xk
    @saiSai-fd7xk 24 дня назад

    Jay jay shree manima Sante nkara echha Purna heu hai maha bahu tuma charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹🙏🌹🙏🌹🙏

  • @putulranisaha6553
    @putulranisaha6553 23 дня назад

    Jai Baba Jagannather jai 🙏🙏🙏👏👏👏🌼🌼🌼🌹🌹🌹💐💐💐♥️♥️♥️🚩🥥🥥🥥

  • @gouttammunda412
    @gouttammunda412 24 дня назад

    Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤❤❤❤

  • @KhageswarbhoiKhageswarbhoi
    @KhageswarbhoiKhageswarbhoi 23 дня назад

    Jay shree jagannatha suammi maha pravu rakhya cara mate 🪷🪷🪷🙏🙏🙏🪔🪔🪔🪷🪷🪷

  • @diptirekhanath8323
    @diptirekhanath8323 23 дня назад

    Hey pravu Shree Jagannath 🕉️❤️🕉️🙏🕉️❤️🕉️

  • @aishanisingh024agni.4
    @aishanisingh024agni.4 23 дня назад

    Aum Balabhadraye namo
    Aum subhadravyaan namo
    Aum jagannathayate namo🙏🙏🙏🙏🙏🙏🙏

  • @jagnyanarayanbishoyi2160
    @jagnyanarayanbishoyi2160 24 дня назад +1

    Shree hari

  • @rajendrakale9385
    @rajendrakale9385 23 дня назад

    जय श्रीजगन्नाथ महाप्रभु
    श्रीराधेकृष्ण राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे राधे श्रीकृष्ण मुरारी हरे हरे

  • @somanathdas686
    @somanathdas686 24 дня назад

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏

  • @ghanasyamnimalu1193
    @ghanasyamnimalu1193 23 дня назад

    ହେ ମଣିମା ମତେ ସବୁବେଳେ ତୁମ ମଗଂଳ ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।

  • @karunakarsahu182
    @karunakarsahu182 24 дня назад

    ଓଁ ସୂର୍ଯ୍ୟ ନାରାୟଣ ଦେବତାୟ ନମଃସ୍ତୁତେ ନମଃସ୍ତୁତେ ନମଃସ୍ତୁତେ,

  • @pradyumnaswain9346
    @pradyumnaswain9346 23 дня назад

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏

  • @user-hp6iv1ok6p
    @user-hp6iv1ok6p 24 дня назад +1

    Jayjaganth🙏🙏🙏🙏🙏🌹🌹🌹🌹🌹🌿🌿🌿🌿🌿

  • @kalpashreemishra7741
    @kalpashreemishra7741 23 дня назад +1

    JAY JAGANNATH SWIM NAYNA PATH GAMI BHAB TUME MAA LAXMI MATA KI JAY👏👏👏👏👏👏👏🙏🙏🙏🙏🙏🙏🙏 KOTI KOTI PRANAAM

  • @pratimasahoo4126
    @pratimasahoo4126 23 дня назад

    Jay Jagannath Swami biswa Mangal kar pravu mo pakhe sabubele thiba pravu mo jhia ra bibaha debata saman pila saha karidia pravu 🙏🙏💖

  • @jayantidash2325
    @jayantidash2325 24 дня назад

    ଜୟ ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ ତୁମ ପାଦ ତଳେ କୋଟି କୋଟି ପ୍ରଣାମ ❤❤❤

  • @manasimahapatra7849
    @manasimahapatra7849 24 дня назад +1

    Jay shree jagnntha swami nayanapathagami bhabatume prabhu tamara kana nahin sina aakhita achhi na tike dekha aau kn ba kahib tamaku rakhile rakha nale aau kichhi nahin🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Jay jaganntha

  • @sjena9474
    @sjena9474 23 дня назад +1

    Omm Sri Sri Sri Sri Sri Sri Sri Sri Sri Sri Sri Sri Sri Sri Sri Sri Sri Sri Sri vakratunda mahakaya Surya koti samaprabha nirbighnam kurumedeva sarva karyeshu sarbadahh omm Sri radhe radhe radhe radhe radhe Jay Sri radhe radhe radhe radhe radhe Jay Sri srikrishna Govinda hare murari hey natha narayana vasudeva radhe radhe radhe radhe radhe radhe radhe radhe radhe radhe Jay Sri radhe radhe radhe radhe radhe radhe radhe radhe radhe radhe radhe Jay Sri srikrishna Govinda hare murari hey natha narayana vasudeva radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe Jay Sri Radhekrishna Govinda hare murari hey natha narayana vasudeva🌾🙏👌🌞🪻😗🙏🏾🙏🏾🩷🩶💐🎉🎉🛕🛕🙏🏽😢🚩💖💯😌😂🏵️🍁🖤🏨🛕🙏🏽😢💖🩷🌷🩶💐🪜🎉🌾👌🌞😗🙏🏾🌞🙏🏾🙏🏾🪻👌🙏🌾

  • @sadashivapati2989
    @sadashivapati2989 24 дня назад

    ଶୁଭ ସକାଳ ମଣିମା ସମସ୍ତଙ୍କୁ ଭଲ ରଖ ପ୍ରଭୁ ❤❤❤❤❤❤❤

  • @sasmitabiswal3011
    @sasmitabiswal3011 23 дня назад

    Jai jai shree jagannath Jai shree sai baba om namah shivaya Jai jai hanuman Maharaj Jai shree Madhuri baba jai jai shree balabhadra mahapravu Jai jai mahapravu koti koti pranam help everyone always 🌾🪔🕉️👏🤲🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sabitaranidas3443
    @sabitaranidas3443 24 дня назад

    Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏

  • @sjena9474
    @sjena9474 23 дня назад +1

    Omm namaha shivaya omm namaha narayanayah deva namaha namaha namaha namaha namaha omm namaha bhagavate vasudevaya Namaha Namaha Namaha Namaha Namaha omm Sri Jay maatadi maaa mahalaxmi mahamaayee girija nandini maaa narayani maalo maa tuhi amaa Saha bharosha maaa jagat janani maaa namasthute maaa jagat janani maaa namasthute maaa jagat janani maaa ugratara maaa taradei maa bhuashuni maaa banadurge maaa kochilei maaa shikhara chandi maaa basanti durge maa santoshi maa Gayatri maa Shivani maa bhawani maa shailaputri maa brahmacharini maa kushmandha maa chandraghanta maa skandhamaata maa katayeni maa kalaratri maalo maa mahagouri maa siddhidatri maa jagadhatri maalo navadurge maaa sherawaleia maaa namasthute maaa jagat janani maaa namasthute maaa amaa adhisthatri devi maaa namasthute maaa adishakti maaa mahashakti maaa ambegouri maaa mahagouri maaa namasthute maaa jagat janani maaa namasthute maaa jagat janani maaa namasthute maaa kamala maaa sarva Mangala maaa namasthute maaa jagat janani maaa jay maatadi maaa biraja maaa tarini maaa dukha harini maa nadia Rani maa mandara malini maa ghatagaon tarini thakurani maa namasthute maa jagat janani maaa amaa grama devi maaa jagulai maaa namasthute maaa narayani maaa namasthute maaa jagat janani maaa namasthute maaalo maaa tuhi maaa amaa Saha bharosha maaa jagat janani maaa namasthute maaa jagat janani maaa namasthute maaa jagat janani maaa namasthute maaa kamakshya devi maaa adishakti maaa mahashakti maaa ambegouri maaa mahagouri maaa namasthute maaa jagat janani maaa navadurge maaa kakatapura Mangala maaa namasthute maaa bata Mangala maaa namasthute maaa jagat janani maaa kuansha Mangala maaa namasthute maaa jagat janani maaa kampilya bashini maaa jagat janani maaa subhadra maaa mahagouri maaa namasthute maaa jagat janani maaa namasthute maaa jagat janani maaa namasthute maaa jagat janani maaa srigundicha maaa mahaSaraswati maaa mahaLaxmi maaa mahaKali maaa namasthute maaa jagat janani maaa namasthute maaa Shivani maaa bhawani maaa santoshi maa Gayatri maa Shivani maa bhawani maa shailaputri maa brahmacharini maa kushmandha maa chandraghanta maa skandhamaata maa katayeni maa kalaratri maalo maa tuhi amaa Saha bharosha maa jagat janani maaa mahagouri maaa ambegouri maaa mahagouri maaa ambegouri maaa namasthute maaa jagat janani maaa namasthute maaa Siddhidatri maaa Jagadhatri maalo maaa namasthute maaa jagat janani maaa namasthute maaa navadurge maaa sherawaleia maaa namasthute maaa bimala maaa jhankata sarala maaa dakshina Kali maaa narayani maaa namasthute maaa jagat janani maaa basulei maaa bhagavati maaa bhogorai maaa namasthute maaa jagat janani maaa namasthute maaa jagat janani maaa Sitamaayaa maaa Raaadhaaamaaayaaa maaa Parvatimaayaa maayaa maaa namasthute maaa jagat janani maaa namasthute maaa jagat janani maaa namasthute maaa brundavati maayaa maaa namasthute maaa jagat janani maaa namasthute maaa amaa adhisthatri devi maaa adishakti maaa mahashakti maaa ambegouri maaa mahagouri maaa namasthute maaa jagat janani maaa namasthute maaa kamala maaa sarva Mangala maaa namasthute maaa jagat janani maaa 🩷🇮🇳🌱🌾🪜🌄🩶🌞🚩👍🏽😌💯🌷🌷🏨🍁💖🌼🪻👌🖤🎉😗🔥🛕💐🙏🏽🏨💖🌼🪻🪷👌🌞🌞🎂🙏🏾😌💯🌷😂🌱🌾🙏🩶🌾🇮🇳😂🩷🙏🏾😌🏵️💯🌷🩶🌄🙏🙏🪜🌾🌱🇮🇳😂🩷

  • @SamirRout-sy6jn
    @SamirRout-sy6jn 23 дня назад

    JAY JAY JAGANNATH ✨⚫‼️⚫✨
    🕉️🛐

  • @pratimamohapatra1720
    @pratimamohapatra1720 24 дня назад

    ଶୁଭ ସକାଳର ପ୍ରଣାମ ଘେନିବ ଦୟାମୟ ବଡ଼ ଦିଅଁ
    ହସି ହସି ସଦା ଆଳତି ଘେନୁଚ ତୁମେ ତ ମଙ୍ଗଳମୟ।
    ମଧୁର ହସର ଖିଏ
    ସବୁରି ଓଠରେ ଦେଉଥିବ ଟିକେ
    ଜୀବ ଜିଇଁ ଥିବା ଯାଏ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
    ❤🩷🪔😁😁🙏🙏🙏🙏🙏🙏

  • @karunakarsahu182
    @karunakarsahu182 24 дня назад

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ, 🙏🙏🙏🙏🙏🙏🙏,

  • @mkparida8488
    @mkparida8488 24 дня назад +10

    ଜୟ ଜୟ ଶ୍ରୀ ଜଗନ୍ନାଥ ❤❤❤

  • @user-zp1ei8jm3o
    @user-zp1ei8jm3o 24 дня назад

    Jay jagannath pravu sabudine samasanku vala re rakhantu Mora athiki guhari pravu Jay jagannath 🙏🙏🙏🙏😭😭😭🥹🥹🥹🥹🥹🥹🥹♥️

  • @DebasmitaNayak-zi2gm
    @DebasmitaNayak-zi2gm 24 дня назад

    Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath

  • @magsirasahu2050
    @magsirasahu2050 23 дня назад +1

    Jay shree Jagannath patitapaban mahaprabhu jay maa mahalaxmi jay Jagannath TV 👣🛐🪔🪔🪔🪔🪔🔔✡️🙏📿👏🌹☸️🌄🍍🌾🍌🍓🍏🍐🪷🌷🦚💐🌿🍈🍈🍇🚩🛕⭕‼️⭕🐚🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏

  • @rashmibehera6849
    @rashmibehera6849 24 дня назад

    ମୋ ଜଗା ବଳିଆ ଦୁଇ ଭାଇକୁ ଶୁଭ ରକ୍ଷାବନ୍ଧନ ❤❤ ତମ ଭଉଣୀକୁ ସୁଖ ଦୁଃଖ ରେ ସାହା ଭରଷା ହବ 🎇🎇

  • @sakuntalamallik963
    @sakuntalamallik963 24 дня назад +2

    Jay jagannatah ❤️🌷🌷🌷

  • @sanjibisahoo2325
    @sanjibisahoo2325 24 дня назад +1

    ଜୟ ଜଗନ୍ନାଥ

  • @mamatapattnaik3085
    @mamatapattnaik3085 24 дня назад +1

    Jai jagganath Swami 🙏🙏🙏

  • @smitamahalik9180
    @smitamahalik9180 24 дня назад

    ଶ୍ରୀ ରାଧା ରାଧା ରାଧା

  • @subhasmajumdar7725
    @subhasmajumdar7725 23 дня назад +1

    Jay Patitapaban🌹🌹🌹

  • @monalishapradhan5928
    @monalishapradhan5928 24 дня назад +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ତମ ପାଦତଳେ ମୋର କୋଟି କୋଟି ପ୍ରଣାମ ଜୟ ମା ଲକ୍ଷ୍ମୀ ପ୍ରଭୁ ମୋ ଦେହ ଭଲ କରିଦିଅ 🙏🪔🌷🌺🌹❤️🙏🙏🙏🙏

  • @papulbehera9429
    @papulbehera9429 24 дня назад

    jay jagannath,jay balabhadra,jay maa shubhadra,jay laxminarayan,jay shree shudarshan,jay garuda dev🙏🙏🙏🙏🙏

  • @krushnaprasadmohanta4308
    @krushnaprasadmohanta4308 23 дня назад

    🙏 Jai JAGANNATH Swamy, 🧡🧡
    Nayana pathagamy Bhavatume...
    🙏 Jai Jai Sri JAGANNATH.🙏❤️🙏

  • @lokanathsahoo9934
    @lokanathsahoo9934 24 дня назад +8

    ଶୁଭ ସକାଳ ବିଶ୍ଵ ର ମଙ୍ଗଳ ମୟ ହେଉ ଆଜି ରାକ୍ଷୀ ପୂର୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜୟ ଜୟ ଜଗନ୍ନାଥ 🙏🙏🙏🌹🌹🌹🪔

  • @BasantaSahu-et9kc
    @BasantaSahu-et9kc 24 дня назад

    Om namo Bhagabate Basudebaya Pusottamaya Darubramhaya Jagannathaya LaxmiNarayanaya LaxmiNursingaya Radhaballvaya Krishnakeshavaya Madhabaya zadabaya Gonindaya namo🙏🙏🙏🙏🙏🙏🙏🙏🙏🙏🙏

  • @pratapkupradhan8480
    @pratapkupradhan8480 23 дня назад

    ହେ ମହାବାହୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ ହେ ଜଗନ୍ନାଥ ସ୍ବାମୀ 🙏🙏🙏🙏🙏🙏🙏🙏🙏🙏🪔🪔🪔

  • @GayatrisethiSethiGayatri
    @GayatrisethiSethiGayatri 24 дня назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤ ହେ ମହାପ୍ରଭୁ ବ୍ରହ୍ମଲୀଳା ତୁମର ଚରଣରେ ମୋର କୋଟି କୋଟି ପ୍ରଣାମ ❤❤❤❤❤

  • @JAMUNANAYAK-hf9im
    @JAMUNANAYAK-hf9im 24 дня назад +1

    Jay shree jagannath mahaprabhu somastankra mangala kor prabhu 🙏🙏🙏🙏🙏

  • @kumarashokmallick7876
    @kumarashokmallick7876 24 дня назад

    ଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ

  • @sganeshbehera3886
    @sganeshbehera3886 24 дня назад +1

    Jay Jay Shree Jagannath Koti Kaivalya Nath mo Prabhu Chakanayana Patitapabana Mahabahu Baliarbhuja Parambrahma Parameshwar Jagannath Swami ki jay

  • @harapriyamoharana9091
    @harapriyamoharana9091 24 дня назад +6

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @DamayantiPatra-n3j
    @DamayantiPatra-n3j 23 дня назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🌸 ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 💮🌼🌺💮🏵️🌸🛐🛐🛐🛐🛐🛐🛐🛐

  • @sachinpradhan7498
    @sachinpradhan7498 24 дня назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏

  • @miradash1164
    @miradash1164 23 дня назад

    🙏🌺 om Jaya baladeba jaya jagannath jaya subhadra maa Jaya shree sitaram jaya shree radhe Krishna Jaya shree nursingha bhagaban jaya shree Laxmi narayanna jaya shree sudarsana Jaya shree hanuman om kesabm madhabm murali giridhari gapal hare krusnha hare krusnha krusnha krusnha hare hare hare ram hare ram ram ram hare hare Jai jagannath 🌺🙏

  • @Rm-rashmi
    @Rm-rashmi 24 дня назад

    ଜୟ ଜଗନ୍ନାଥ ⭕‼️⭕🙏🏻ପବିତ୍ର ରାକ୍ଷୀ ପୁର୍ଣିମା ର ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଭୁ 🙏🏻

  • @arpitasahooalati346
    @arpitasahooalati346 23 дня назад

    Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama Kara pravu