''ନିଜ ରକ୍ତ ଦେଇ ଦେବୀଙ୍କୁ ପୂଜା କରୁ'' | EP 49 | Podcast With Manoj Panda

Поделиться
HTML-код
  • Опубликовано: 24 дек 2024

Комментарии • 927

  • @srmahalik
    @srmahalik 2 месяца назад +145

    Dear Team, Thank you for these kind of episodes. 🙏

  • @Sinusahoowd2dm
    @Sinusahoowd2dm 2 месяца назад +350

    ଏମିତି ଅତିଥି ଆଉ ଏମିତି ଉପସ୍ଥାପକ ଥିଲେ ଆଖି mobile ର scren ଉପରୁ ହଟୁନି । ବହୁତ୍ ବହୁତ୍ ଧନ୍ୟବାଦ ମନୋଜ sir ଙ୍କୁ ଆଣିଥିବାରୁ । ସମସ୍ତଙ୍କୁ ଶୁଭ ଦଶହରା , ମା ସମସ୍ତଙ୍କୁ ନିଜର ପିଲା ଭଳିଆ ଖୁସି ରେ ରଖନ୍ତୁ 🙏🚩💐

  • @anjalirout6185
    @anjalirout6185 2 месяца назад +121

    ଏକାଧାରରେ ମା ଙ୍କ ପୂଜକ,ଉପସ୍ଥାପକ,ସମ୍ବାଦ ପାଠକ, ଅଭିନେତା।ଜ୍ଞାନୀ ଅଥଚ ନମ୍ର, ବିନୟୀ ମଣିଷ।

  • @keepsmiling2847
    @keepsmiling2847 2 месяца назад +126

    ମୋ ଜୀବନର ପ୍ରଥମ ଏମିତି ଏକ ଉପସ୍ଥାପନା ଦେଖିଲି, ଯାହାର ପ୍ରଥମରୁ ଶେଷ ଯାଏ ଆଖି, ମନ, ଲାଖି ହୋଇ ରହିଥିଲା । ବହୁତ ବହୁତ ଧନ୍ୟବାଦ Argus Team ଙ୍କୁ ।

  • @singerjitujena3318
    @singerjitujena3318 2 месяца назад +120

    ଏତେ ସୁନ୍ଦର କମେଣ୍ଟ ଦେଉଛନ୍ତି. ମୋ ଭଳି କିଏ କିଏ କେବଳ କମେଣ୍ଟ ପଢୁଛନ୍ତି 🙏

  • @jeeneshranjansoy787
    @jeeneshranjansoy787 2 месяца назад +44

    ବହୁତ ସୁନ୍ଦର ଆଲୋଚନା।ପୂଜକ ମହୋଦୟ ଜଣକ ଏକାଧାରରେ ଜଣେ ପୂଜକ, ଉପସ୍ଥାପକ , ଅଭିନେତା ଏବଂ ଶିକ୍ଷାବିତ...ଏ ପରି ଜଣେ ପ୍ରତିଭାକୁ ଲୋକଲୋଚନକୁ ଆଣିଥିବାରୁ ଏ ଚ୍ୟାନେଲକୁ ଶତଧନ୍ଯବାଦ।

  • @sambitdas5065
    @sambitdas5065 2 месяца назад +118

    ସବୁଠୁ ବଢିଆ episode ଥିଲା sir ମୋନୋଜ sir ଙ୍କ ବାର୍ତ୍ତା ମୁଁ ଭାବୁଛି ସମସ୍ତଙ୍କ ମନକୁ ଛୁଇଁ ଥିବ, ଜୟ ମା କଟକ ଚଣ୍ଡୀ 🙏

  • @purnachandrakumbhar3550
    @purnachandrakumbhar3550 2 месяца назад +137

    Manoj sir ଙ୍କ ଶାଳୀନତା ନମ୍ରତା ଓ ଭଦ୍ରତା ହୃଦୟସ୍ପର୍ଶୀ l କହିବା ଶୈଳୀ ଶ୍ରୁତି ମଧୁର

    • @Sinusahoowd2dm
      @Sinusahoowd2dm 2 месяца назад +1

      Ekdam ସତ କହିଲେ ଆଜ୍ଞା

    • @susmitahati5420
      @susmitahati5420 2 месяца назад +1

      Mati ra manisha tiye

    • @YOUR_MUSIC0
      @YOUR_MUSIC0 2 месяца назад +1

      Are bhai pura thik 😊

  • @mrroutrout600
    @mrroutrout600 2 месяца назад +43

    ମନୋଜ ବାବୁ ଙ୍କୁ ଆଣିଥିବାରୁ ଧନ୍ୟବାଦ୍।ପୁରା podcast ବୋହୁତ ସୁନ୍ଦର।ମା ଙ୍କୁ ଅନୁଭବ କରିହେଉଥିଲା ମନୋଜ ବାବୁ ଙ୍କ କଥାରେ।

  • @sabitabehera8271
    @sabitabehera8271 2 месяца назад +8

    ଓହଃ ଏତେ ସୁନ୍ଦର ଉପସ୍ଥାପନା
    ଆଉ ଏତେ ସୁନ୍ଦର ବାର୍ତ୍ତାଳାପ ମନ ର କୋଣ ଅନୁକୋଣ ଉଲ୍ଲସିତ ହୋଇଗଲା jay ମା 🎉🎉🎉🙏🙏🙏🙏🙏

  • @chinmayaranjanswain5019
    @chinmayaranjanswain5019 2 месяца назад +24

    ବହୁତ ସୁନ୍ଦର ଆଲୋଚନା କଲେ ସଂଗ୍ରାମ ଏବଂ ମନୋଜ ବାବୁ, ଆମେ ଛୋଟ ବେଳୁ ମନୋଜ ପଣ୍ଡା ଙ୍କୁ ଟିଭି ରେ ଦେଖୁଥିଲୁ ବହୁତ ଭଲ ଲାଗେ ତାଙ୍କ ବ୍ୟକ୍ତିତ୍ୱ 🙏🙏ମା ଙ୍କ ବିଷୟରେ ଏତେ କଥା ଜଣେଇଲେ ବହୁତ ବହୁତ ଧନ୍ୟବାଦ, ଜୟ ମା କଟକ ଚଣ୍ଡୀ 🙏🙏

  • @sarmisthasahoo460
    @sarmisthasahoo460 2 месяца назад +9

    TQ @Argus TV ଏତେ ସୁନ୍ଦର କଥା ...ସୁନ୍ଦର ଭାବନା ରଖୁଥିବା ମଣିଷ ଜଣେ। ଭାରି ଭଲ ଲାଗନ୍ତି ପିଲାଦିନୁ...। ଅନ୍ୟ ପକ୍ଷେ କହିବାକୁ ଗଲେ ଫିଲ୍ମ ଦୁନିଆ ର ସର୍ବଗୁଣ ସମ୍ପର୍ନ୍ନ ପ୍ରେମିକ ଟିଏ ପରି ଲାଗନ୍ତି ।

  • @manoramamaharana9428
    @manoramamaharana9428 2 месяца назад +13

    ଉପସ୍ଥାପକଙ୍କ ଉପସ୍ଥାପନା ଶୈଳୀ ସହ ଅତିଥିଙ୍କର ଉତ୍ତର ଶୈଳୀ ଖୁବ୍ ସୁନ୍ଦର ।ଲାଗୁଛି ସତେକି ଦୁଇଜଣ ଉପସ୍ଥାପକ ସମନା ସାମନି |ପାର୍ବଣରେ ମାନନୀୟ ମନୋଜ ପଣ୍ଡାଙ୍କୁ ଆଣିଥିବାରୁ ବହୁତ ଧନ୍ୟବାଦ ଚ୍ୟାନେଲ୍ କୁ 🙏

  • @N_Aditya26
    @N_Aditya26 2 месяца назад +21

    ଅତ୍ୟନ୍ତ ଗୁହ୍ୟ ତଥ୍ୟ
    Goosebumps ଅସୁରେଶ୍ଵର ମା ହରଚଣ୍ଡୀ ପୀଠ❤❤

  • @sandhyaranisahu8637
    @sandhyaranisahu8637 2 месяца назад +6

    ସାର୍ ଆପଣ ଦୁହିଁ ଙ୍କୁ ଅନ୍ତରିକ ପ୍ରଣାମ ଏବଂ ଶାରଦୀୟ ଦୁର୍ଗାପୂଜା ର ଅଭିନନ୍ଦନ ବହୁତ ସୁନ୍ଦର ଅତିଥିଙ୍କ ସହ ଉପସ୍ଥାପନ ଟି ମଧ୍ୟ ବହୁତ୍ ଭଲ

  • @SoumyaRanjanSahooSonu-w9c
    @SoumyaRanjanSahooSonu-w9c 2 месяца назад +4

    ସତରେ ଶ୍ରୀ ' ମନୋଜ ପଣ୍ଡା ' ହେଉଛନ୍ତି ମହାନ ବ୍ୟକ୍ତିତ୍ଵ ର ଏକ ପରମ ଉଦାହରଣ। ସେ ଏକାଧାର ରେ ଅନେକ କଳା ର ଅଧିକାରୀ । ସେ ମଧ୍ୟ କଟକ ର ଶ୍ରୀ କଟକ ଚଣ୍ଡୀ ମାଆ ଙ୍କ ଭକ୍ତ ବା ସେବକ । ଏତେ ସବୁ ଦିବ୍ୟ ଗୁଣ , ଜ୍ଞାନ ଏବଂ ଗର୍ବ ସହ ଅହଙ୍କାର ଶୂନ୍ୟ ଚରିତ୍ର ମାନବ ଜାତି କୁ ମହତ୍ ଶିକ୍ଷ୍ୟା ଅଟେ। ମାଆ ହିଁ ଭକ୍ତ ର ଭକ୍ତ ହେଉଛି ମାଆ ଙ୍କର। ଜୟ ମା 🙏🪷❤️🥰

  • @singerjitujena3318
    @singerjitujena3318 2 месяца назад +26

    ଏତେ ସୁମଧୁର ବାର୍ତ୍ତାଳାପ. ମୁଁ କେବେ ବି ଶୁଣିନଥିଲି. ମୋତେ ବହୁତ ଭଲ ଲାଗୁଛି. ସବୁଦିନ ଏମିତି ଶୁଣିବାକୁ ମିଳନ୍ତା କି.. ଜୟ ମା ଦୁର୍ଗା 🙏

  • @sitaaram_Creations_1982
    @sitaaram_Creations_1982 2 месяца назад +4

    ଉଭୟ ଦୁଇ ବିିଶିଷ୍ଟ ଗୁଣର ଅଧିକାରୀ ବଡ଼ ଭାଇ ଦ୍ଵୟଙ୍କୁ ପ୍ରଣାମ,,ଜୟ ସୀତାରାମ 🙏

  • @pattnayak157
    @pattnayak157 2 месяца назад +57

    ବହୁତ୍ ସୁନ୍ଦର୍ ବାର୍ତ୍ତାଳାପ , ଉପସ୍ଥାପକଙ୍କ ସହିତ, ଅତିଥି ଏବଂ ଅର୍ଗସ୍ ମିଡ଼ିଆ ର ସମସ୍ତ କର୍ମକର୍ତ୍ତା ଏବଂ ସମଗ୍ର ବିଶ୍ୱବାସୀଙ୍କୁ ମୋ'ର ପ୍ରଣାମ ଏବଂ ଶାରଦୀୟ ଦୁର୍ଗାପୂଜା ର ହାର୍ଦିକ ଅଭିନନ୍ଦନ ଜଣାଉଛି।

    • @Argusdigital.official
      @Argusdigital.official  2 месяца назад +3

      Thank you

    • @papundandasena7901
      @papundandasena7901 2 месяца назад

      ​@@Argusdigital.officialତମେ ପରା ବିଜେପି ର ଚାଟୁକାରୀ ଦେଶ ର ତୁମେ ପୁଣି ଚତୁର୍ଥ ସ୍ତମ୍ଭ ଛି ତୁମକୁ ଟିକିଏ ଲଜ୍ଜ୍ୟା ଲାଗୁ ନାହିଁ ଛି ତୁମ 😅😅😅😅😅😅

  • @atithimediacreations7791
    @atithimediacreations7791 2 месяца назад +67

    ସଂଗ୍ରାମବାବୁ ସୁନ୍ଦର ବ୍ୟକ୍ତିତ୍ୱଙ୍କୁ ଆଜି ଭେଟିଦେଲେ ଅର୍ଗସ tv ରେ ବହୁତ ଭଲ ଲାଗିଲା କିଛି ଅଭିଜ୍ଞତା ଲୋକମାନଙ୍କୁ ସୁନ୍ଦର ଭାବରେ ବର୍ଣ୍ଣନା କଲେ ମନୋଜ ବାବୁ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ 🙏🙏🙏

  • @Truptimayee_Ruby
    @Truptimayee_Ruby 2 месяца назад +28

    ମୋତେ ବହୁତ୍ ହି ପସନ୍ଦ ଲାଗନ୍ତି ମନୋଜ ମିଶ୍ର ସାର୍,,great personality 😊

    • @prasantkumarcreations
      @prasantkumarcreations 2 месяца назад +1

      Manoj Panda ... Mishra nuha

    • @Truptimayee_Ruby
      @Truptimayee_Ruby 2 месяца назад +1

      @@prasantkumarcreations sorry vai ,monoj panda great personality 🙏

  • @theodishabloggerjk
    @theodishabloggerjk 2 месяца назад +15

    ଜଣେ ଶିକ୍ଷିତ ଲୋକ ର ପରିଚୟ ସବୁବେଳେ ଦେଇଥାନ୍ତି ମନୋଜ ସାର, କେତେ ସୁନ୍ଦର ଉପସ୍ଥାପନା ଏ ଭଳି ଅତିଥି ଯଦି ସବୁବେଳେ studio କୁ ଆସନ୍ତି କେବଳ ଛୋଟ ପିଲା ନୁହଁ ବଡ ଲୋକ ବି କିଛି ନିଶ୍ଚିନ୍ତ ଭାବେ ଶିଖିବେ 🙏 ଜୟ ଜଗନ୍ନାଥ 🙏

  • @ZipuAvilasha
    @ZipuAvilasha 2 месяца назад +40

    ଜଗତସିଂହପୁର ଜିଲ୍ଲାର ଗର୍ବ ହେଉଛି ମା ସାରଳା ଙ୍କ ମନ୍ଦିର ଏବଂ କିନ୍ତୁ ଆଜି ଜଗତସିଂହପୁର ର ମାନ ହ୍ରାସ କରୁଥିବା ମନ୍ଦିର ମଧ୍ୟ ସାରଳା ମନ୍ଦିର, ମା ଙ୍କ ନାମରେ ସେଠାରେ ଭକ୍ତ ମାନଂକୁ ଶୋଷଣ ଏବଂ ଖରାପ ବ୍ୟବହାର ପାଇଁ ଆଜି ସବୁଠି ନିନ୍ଦିତ 😌😌...

    • @RajalaxmiSahoo-m6l
      @RajalaxmiSahoo-m6l 2 месяца назад +5

      Thhik kahicha bhai,mandira re entry karu karu Tama ghara kouthi,kothy asicha emiti pachari pachari Tama munda khaidebe panda mane😞😞

    • @simplebanty3048
      @simplebanty3048 2 месяца назад

      Don't say like that 🥺🙏🏻sata hele bi kharap laguchi

    • @JANMENJAYA
      @JANMENJAYA 2 месяца назад

      Se sei maa ra Lila sabu... Taa Maya taku Jana

    • @Nicet_computer_education.
      @Nicet_computer_education. 2 месяца назад

      Right 👍

    • @subhakantalenka903
      @subhakantalenka903 2 месяца назад

      ସତ କହିଲେ ଭାଇ ବହୁତ ଖରାପ୍ ବ୍ୟବହାର କରାଯାଏ ମା ଶାରଳା ଙ୍କ ମନ୍ଦିର ରେ ମୋର ମା ବହୁତ ପ୍ରିୟ ମୁଁ ଛୁଆଁ ବେଳୁ ମୋ ମା ସହ ମା ଙ୍କ ମନ୍ଦିର ଯାଏ ହେଲେ ଏବେ ଡର ଲାଗୁଛି ଯିବାକୁ ଥରେ ଯାଇଥିଲି ଫୁଲ ମାଳ ଟେ କିଣିବି ବୋଲି ସେ କହୁଛି କଟକ ରୁ ଆସିଛ ସେଠିକି ଯାଅ ସେ କହୁଛି ସେଠିକି ଏମିତି ହେଇକି ଛିଡ଼ା ହେଲି କହିଲି ସେ ଫୁଲ ବିକାଳି ମାଉସୀ ଙ୍କୁ ମାଉସୀ ୧୦୦ ଯାଗାରେ ୨୦୦ ଦେବି ମୋତେ ସେ ମନ୍ଦାର ବେଲପତ୍ର ତୁଳସୀ ମିଶା ମାଳଟେ ଦିଅ ସେ ଜମା ଦେଲେ ନାହିଁ କହିଲେ କଟକ ରୁ ଆସିଛ କଟକ ର ଅଲଗା ଫୁଲ ବାଲା ତମେ ସେଠିକି ଯାଅ ଏମିତି ହେଇକି ମନ ଦୁଃଖରେ ଆସିଲି ଭୋଗ କିଣିଲି ସେଠାରେ ବି ପ୍ରଥମେ ଟିକେଟ କାଟିବାକୁ ପଡ଼ିଲା ହଉ ମା କୁ ଦେଖିବି ଏମିତି ଭାବୁ ଥାଏ ମନବି କଷ୍ଟ ଥିଲା ଇଚ୍ଛା ଥିଲା ସେ ମନ୍ଦାର ବେଲପତ୍ର ତୁଳସୀ ମିଶା ମାଳ ଟେ ମା ପାଇଁ ନେଇଥାନ୍ତି ହେଲାନି‌ ଯାହା ମା ର ଇଚ୍ଛା ଏମିତି ଭାବି ମନ୍ଦିର ଭିତର କୁ ଗଲି ଯେହେତୁ ମା ସହିତ ମନ୍ଦିର ସହିତ ଛୋଟ ବେଳୁ ସମ୍ପର୍କ ଆଉ ମୋ ମା ଜଗତସିଂହପୁର ର ଝିଅ ମା ଶାରଳା ଙ୍କ ଭକ୍ତ ମା ସହ ବହୁତ ଥର ଯାଇଛି ମା ଙ୍କ ଦର୍ଶନ ପାଇଁ ସେ ସବୁ ସମୟ ମୋ ଆଖି ଆଗରେ ନାଚି ଗଲା ଆଉ ମନ୍ଦିର ରେ ମା ଙ୍କୁ ଦେଖି ବହୁତ ଜୋରରେ କାନ୍ଦିଲି ଆଉ ମା ଙ୍କୁ କହିଲି କ'ଣ ଭୁଲ୍ କରିଲି ମା ଏତେ କମ୍ ବୟସରୁ ମୋ ପାଖରୁ ମୋ ମା କୁ ନେଇ ଗଲୁ ଆଜି ପୁଣି ଏତେ ବର୍ଷ ପରେ ତୋ ଡୋରି ଲାଗିଲା ମୋ କଥା ତୋର ମନେ ପଡିଲା ଏମିତି କହିକି କାନ୍ଦୁଥାଏ ହଠାତ୍ ପୁଜକ କହିଲେ ଏଠି ଗହଳି କରନି‌ ଯାହାର ପୁଜା ସରିଲା ବାହାରକୁ ଯାଅ ହେଲେ ମୁଁ ତ ପୁଜା କରିନି ନନା ଙ୍କୁ କହିଲି ନନା ମୋର ପୁଜା କରିଦିଅ ନନା କହିଲେ କୋଉଠୁ ଆସିଛ ମୁଁ କହିଲି କଟକ ରୁ ନା ପୁଜା ହେଇ ପାରିବନି ତମ ନନା ଙ୍କୁ ଡାକ ଆମ ନନା କିଏ ମୁଁ ଜାଣିନାହିଁ ମା ଗଲା ପରେ ମୁଁ ଆଉ ଆସିନାହିଁ ବହୁତ ବର୍ଷ ପରେ ଆସିଛି ମା କୁ ଦେଖି କହିଲି ମା ତୋର କ'ଣ ଇଚ୍ଛା କାହିଁକି ମୋତେ ଏଠି ହଇରାଣ କରିବା କୁ ଡୋରୀ ଲଗେଇ ଆଣିଲୁ ଏମିତି ମା କୁ ଅନେଇ କି ରହିଥାଏ ହଠାତ୍ ଜଣେ ପୂଜକ ଆସି କହିଲେ ଦିଅ ଭୋଗ ଦିଅ ମୁଁ ଚମକି ପଡ଼ି ମା କୁ ଅନେଇ ଥାଏ ନନା ପୁଜା କଲେ ମା ଙ୍କ ଗଳା ରୁ ସେଇ ମନ୍ଦାର ବେଲପତ୍ର ତୁଳସୀ ମିଶା ମାଳ ଟେ ଆଣି ମୋ ଗଳା ରେ ପକେଇ ଦେଲେ ଚନ୍ଦନ ସିନ୍ଦୂର ଲଗେଇ ଦେଇ ମା ର ମିଠା ପାଦୁକ ଦେଲେ ଏ ସବୁ ପରେ ମୋ ନଜର ମା ମୁଁହରୁ ହଟୁ ନଥିଲା ମତେ ଏମିତି ଲାଗୁଥିଲା ଯେମିତି ଯାହା ବି କିଛି ହେଲା ସେ ସମୟରେ ସବୁ ମା ର ଇଚ୍ଛା ରେ ହେଲା ସେ ହିଁ ମୋ ପାଇଁ ସେ ପୂଜକଙ୍କୁ ପଠେଇ ଥିଲା ଆଉ ସବୁଠୁ ବଡ଼ କଥା ତାର ସେ ଛଡ଼ା ମାଳ ଯାହା ମୋର ଇଚ୍ଛା ଥିଲା ତାକୁ ଦେବାକୁ ସେ ମୋ ଗଳାରେ ଦେଇ ସେଦିନ ମୋତେ ଏ ପ୍ରମାଣ ଦେଲା କି ମୁଁ ଏ ଦୁନିଆ ରେ ମା ଛେଉଣ୍ଡ ନୁହେଁ ମୋ ମା ସେଇ ମନ୍ଦିରରେ ବସିଛି ମା ଶାରଳା ଭିତରେ ସେଦିନର କଥା ଭାବି ଦେଲେ ଆଖିରେ ଲୁହ ଆସିଯାଉଛି ସେବେଠାରୁ ମୋତେ ଲାଗେ ମୋ ମା ମୋ ମା ଶାରଳା ଭିତରେ ଲିନ ହେଇଯାଇଛି 😢🙏🙏🙏🙏

  • @sunshinemeryrashmi3738
    @sunshinemeryrashmi3738 2 месяца назад +8

    ଦୁଇ ସାର୍ ଙ୍କର ବାର୍ତ୍ତାଳପ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା ।ଆଉ ମା'ଙ୍କର ଉପସ୍ଥିତି ବି ଅନୁଭବ ହେଲା ।ଜୟ ମା' ଦୁର୍ଗା🙏🙏🙏

  • @banditadas2929
    @banditadas2929 2 месяца назад +5

    Ete sundar upastapana 1st time pai mu gote vdo dekhili kichi skip nakari. Bahut sundar.

  • @layatmita7527
    @layatmita7527 2 месяца назад +5

    ମନୋଜ ସାର ଖୁବ ସୁନ୍ଦର କଥା ଆପଣଙ୍କ ର 🙏🙏🙏🙏

    • @sushamaparija3551
      @sushamaparija3551 Месяц назад

      ମନୋଜ ଭାଇନା ଙ୍କ କଥା ଶୁଣି ଆଖି ରେ ଲୁହ ଆସିଗଲା। ସତରେ ମାଆ ଙ୍କ ଆଶୀର୍ବାଦ ରହିଛି ତାଙ୍କ ଉପରେ। ସଂଗ୍ରାମ ବାବୁ ଙ୍କର ସୁନ୍ଦର ଉପସ୍ଥାପନା ମନଛୁଆଁ। ଦୁହିଁଙ୍କୁ ପ୍ରଣାମ।

  • @ShantiBishi-gq6cb
    @ShantiBishi-gq6cb Месяц назад

    Today's podcast with Manoj Sir is very memorable n heart touching. ବହୁତ ଭଲ ପ୍ରଶ୍ନ ଟିଏ ସଂଗ୍ରାମ ସାର୍ ରଖିଛନ୍ତି।ମନୋଜ ସାର୍ next time ରେ ତାର ଉତ୍ତର ରଖିବେ ବୋଲି ଆଶା।🙏🏼🙏🏼

  • @ଓଡ଼ିଆପୁଅ-ଠ7ମ
    @ଓଡ଼ିଆପୁଅ-ଠ7ମ 2 месяца назад +4

    ମୁ ଏତେ guest ଦେଖିଛି l କିନ୍ତୁ ଏମିତି ଏତେ ସୁନ୍ଦର guest କେବେ ଦେଖିନି l ବହୁତ ବହୁତ ସୁନ୍ଦର 🙏🙏🙏

  • @ranjankumarnayak1211
    @ranjankumarnayak1211 2 месяца назад +20

    ଧନ୍ୟ ମନୋଜ ବାବୁ ❤ ,ଆପଣଙ୍କ ଜ୍ଞାନ ମହାନ ।ମା କୁ ,ପୁଜିଲେ ବାପାଙ୍କୁ ପାଇବ ଓ ମା ବାପା ଙ୍କୁ ପୁଜିଲେ ଭଗବାନ ଙ୍କୁ ପାଇହେବ ।ସତ୍ୟ କଥା

  • @pratimanayak5637
    @pratimanayak5637 2 месяца назад +4

    ବହୁତ ସୁନ୍ଦର ଆଲୋଚନା ପାଇଁ ଅର୍ଗସ ଟିଭି କୁ ଅନେକ ଅନେକ ଧନ୍ୟବାଦ, ହିନ୍ଦୁ ଧର୍ମର ସମ୍ମାନ ରକ୍ଷା ତଥା ଆମ ଧର୍ମ ରେ ଥିବା ଜାତିପ୍ରଥା ଓ ବଳିପ୍ରଥା ପରି କୁସଂସ୍କାର କୁ ଧ୍ବଂସ କରିବା ପାଇଁ ଆପାନଙ୍କ ଟିଭି ଚ୍ୟାନେଲ କେବଳ ସମର୍ଥ ହୋଇପାରିବ ବୋଲି ମୋର ଅନୁରୋଧ,ଆଶା ଓ ବିଶ୍ବାସ,

  • @MunaBhai-qh9fl
    @MunaBhai-qh9fl 2 месяца назад +3

    ଜୟ ମା କଟକ ଚଣ୍ଡୀ ମାତୁମ ଚରଣ ତଳେ ମୋର କୋଟି କୋଟି ପ୍ରଣାମ ମା ସମସ୍ତ ଭକ୍ତ ମାନଙ୍କୁ ଘଣ୍ଟ ଘୋଡାଇ ରଖନ୍ତୁ ମା 🙏🏻🙏🏻🙏🏻🌺🚩

  • @bibhisanmali7446
    @bibhisanmali7446 2 месяца назад +20

    Bahut sundhar alochana jai maa Cuttack chandi

  • @sasmitadatta8819
    @sasmitadatta8819 2 месяца назад +4

    ବହୁତ ଭଲ ଲାଗିଲା ମନୋଜ ବାବୁଙ୍କ କଥା ଶୁଣି।। ଜୟ ଜଗନ୍ନାଥ 🙏

  • @SasmitaSahoo-qf2bh
    @SasmitaSahoo-qf2bh Месяц назад

    ବହୁତ୍ ହିି ସୁନ୍ଦର ଅଧ୍ୟାୟ ଥିଲା। ଆହୁରି ଅଧିକା ସମୟ ଯାଏଁ ଚାଲିଥିଲେ ଆହୁରି ଭଲ ଲାଗି ଥାନ୍ତା ମନ ହଟୁ ନଥାଏ ଏତେ ଭଲ ଲାଗିଲା। 😊
    ଅନୁରୋଧ କରୁଛୁ କି ଏମିତି ଆଧ୍ୟାତ୍ମିକ କଥା ଉପରେ କାର୍ଯ୍ୟକ୍ରମ ଟି ଚଳାନ୍ତୁ ଦେଖିବେ ଆପଣ ଙ୍କ କାର୍ଯ୍ୟକ୍ରମ କେମିତି ଆଗକୁ ଯିବ। Thank you so much🙏🏻 ଏହି ep-49 podcast pain 😊
    And Thank you so much Manoj sir🙏🏻 ଆପଣ ଙ୍କର ଏହି ସୁନ୍ଦର ଶିକ୍ଷଣୀୟ କଥା ପାଇଁ। 😊
    ଜୟ ମା କଟକ ଚଣ୍ଡୀ 🙏

  • @Bekar-artist777
    @Bekar-artist777 2 месяца назад +3

    ❤ ଇଛା ହେଉଥିଲା ଆହୁରି ଶୁଣିବାକୁ

  • @Odishaorg
    @Odishaorg 2 месяца назад +2

    ଏହି ଭଳି ସୁନ୍ଦର ଉପସ୍ଥାପନା ପାଇଁ ସମସ୍ତଙ୍କୁ ଧନ୍ୟବାଦ.
    ସନାତନ ବୈଦିକ ଶାସ୍ତ୍ରରେ ବଳି ପ୍ରଥାକୁ ନେଇ କୌଣସି ଯୁକ୍ତି ଯୁକ୍ତ ବା ପ୍ରାମାଣିକ ସତ୍ୟତା ନାହିଁ.
    କିନ୍ତୁ ତନ୍ତ୍ର ଶାସ୍ତ୍ରରେ ବଳି ର ବିଭିନ୍ନ ଉପଯୋଗୀକ ପ୍ରମାଣ ରହିଛି.

  • @baimukhi3660
    @baimukhi3660 2 месяца назад +4

    କଥା ଗୁଡିକ ବହୁତ ସୁନ୍ଦର। ସମ୍ବାଦ ବା କଥୋପକଥନ ରେ ଟିକିଏ ବି ବିଭ୍ରାଟ ନାହଁ। ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ଦୁଇ ଜଣଙ୍କ ର ତାଳମେଳ କିପରି ରହିଛି

  • @natkhatashu
    @natkhatashu 2 месяца назад +2

    ମନୋଜ ପଣ୍ଡା ସାର୍ କଂ ଭଳି ପୁରୀ ପଣ୍ଡା ହେଲେ କୌଣସି ଭକ୍ତ ଅସୁବିଧା ରେ ସମ୍ମୁଖୀନ ହେବ ନାହିଁ ଓ ଅତି ସୁନ୍ଦର ଏବଂ ଉଚ୍ଚକୋଟୀର ଚିନ୍ତାଧାରା ଓ ମିଷ୍ଟଭାଷୀ ମଣିଷ ଜଣେ🙏🙏🙏

  • @srustimishra7346
    @srustimishra7346 2 месяца назад +11

    Such a polished,well behaved, multi talented man,Manoj sir is!!🙏

  • @srinivaschoudhury7988
    @srinivaschoudhury7988 2 месяца назад +2

    ଶାରଦୀୟ ଶୁଭେଚ୍ଛା ସଂଗ୍ରାମ ବାବୁ। ମନୋଜ ଭାଇନାଙ୍କ ବ୍ୟକ୍ତିତ୍ଵ ଓ ତାଙ୍କ ଜୀବନଶୈଳୀ ସମାଜ ପାଇଁ ଦୃଷ୍ଟାନ୍ତ। ମାଁ କଟକ ଚଣ୍ଡୀଙ୍କ ପ୍ରମୁଖ ପୂଜକ ଭାବେ ସକଳ ଜନମାନସର ନିତ୍ୟ କଲ୍ୟାଣ ପ୍ରାର୍ଥନା କରୁଥିବା ମନୋଜ ଭାଇନାଙ୍କୁ ଅନେକ ଅନେକେ ନମସ୍କାର ଓ ଶାରଦୀୟ ଶୁଭେଚ୍ଛା। ଜୟ ମାଁ କଟକ ଚଣ୍ଡୀ

  • @jyostnamohapatra8839
    @jyostnamohapatra8839 2 месяца назад +7

    Dhanyabad Arugs team jibanta pratibhaku anithibaru
    Maa Cuttack chandi bisayare bahut kichi pailu🙏🙏

  • @Gurubachan688
    @Gurubachan688 2 месяца назад +2

    True person. An worshiper of Maa Chandi really a person of purity. We acquire a great wealth of blessings by seeing great man Mr Manoj Panda.

  • @debabratamishra9633
    @debabratamishra9633 2 месяца назад +9

    ମନୋଜ ପଣ୍ଡା ଜଣେ ସୁନ୍ଦର ବ୍ୟକ୍ତିତ୍ଵର ଅଧିକାରୀ ❣️🌹🙏👌👏

  • @BapinaBiswal-xh2tk
    @BapinaBiswal-xh2tk 2 месяца назад +1

    ମନୋଜ ପଣ୍ଡା ଜଣେ ହେଉଛନ୍ତି ଭଲ ଅଭିନେତା ସହ ଭଲ ଉପସ୍ଥାପକ ଓ ଜ୍ଞାନୀ ମଣିଷ ❤️🙏

  • @adfilm_creators
    @adfilm_creators 2 месяца назад +8

    I've had the pleasure of knowing him for years, and I can confidently attest that he's an exceptional individual with a remarkable personality. He's a man of his word, renowned for his dedication, honesty, and inspiring demeanor. His exceptional character and thoughtful words have made a lasting impact on those around him.

  • @jsmjjbiswaray7852
    @jsmjjbiswaray7852 2 месяца назад +1

    ଆପଣ ଦୁଇଜଣଙ୍କୁ ହୃଦୟରୁ ବହୁତ୍ ସାଧୁବାଦ୍🙏। ଆଉ ଏହି ମିଡ଼ିଆ ସଂସ୍ଥାକୁ ବି ସାଧୁବାଦ୍ ଜଣାଉଛି 🙏

  • @sudhansusekharnayak78
    @sudhansusekharnayak78 2 месяца назад +44

    ଏଇଠୁ ଥାଇ ମା କଟକ ଚଣ୍ଡୀ ଙ୍କ ସହିତ ଗୁରୁ sj ମନୋଜ ପଣ୍ଡା ଙ୍କୁ ପ୍ରଣାମ କରୁଛି

    • @jyotsnaranipanda2613
      @jyotsnaranipanda2613 Месяц назад

      ମୁଁ ମଧ୍ୟ ଏଇଠୁ ମା ଙ୍କୁ ଓ ମନୋଜ sir ଙ୍କୁ ମୋର ବିନମ୍ର ପ୍ରଣାମ ଜଣାଉଛି

  • @purbipattnayak7553
    @purbipattnayak7553 2 месяца назад +1

    Manoj sir apanka pakha re mun natamastaka ! Emiti pujaka kotiye re gotiye !!! Proud of u sir n really grateful by having you as Cuttackia ,🙏

  • @suvadas502
    @suvadas502 2 месяца назад +9

    You are very clever
    Right time re Manoj Babu nku Anithibaru bahut Dhanyavaad
    Jay maa🙏🙏🙏

  • @JayBharat-w4e
    @JayBharat-w4e 2 месяца назад +2

    ପ୍ରକୃତ ସେବକ ଭକ୍ତ 🙏 ମୋହ ମାୟା ଲୋଭ ନିର୍ବିଶେଷରେ କେବଳ ସମର୍ପଣ

  • @sabitarani6363
    @sabitarani6363 2 месяца назад +5

    ଧନ୍ୟବାଦ ଆପଣଦୁଇଜଣକୁ, ଅନେକ ତଥ୍ୟ ପ୍ରଦାନ କରି ଅଛନ୍ତି ।

  • @SamalChana
    @SamalChana 2 месяца назад +1

    ଆପଣଙ୍କୁ ଦେଖି ବହୁତ ଖୁସି ଲାଗିଲା ବହୁତ ଦିନ ପରେ 🙏

  • @niharranjanmohanty3378
    @niharranjanmohanty3378 2 месяца назад +9

    ବହୁତ ସୁନ୍ଦର ନୀତି କାନ୍ତି ର ନିୟମ
    ଉଭୟ ଙ୍କୁ ସୁଦୁର ପ୍ରଣାମ

  • @sujatakhuntia6897
    @sujatakhuntia6897 2 месяца назад +1

    ବହୁତ୍ ବହୁତ୍ ଧନ୍ୟ ବାଦ ଆଉ ଥରେ ଡାକନ୍ତୁ ଆଉ କିଛି ମା ଙ୍କ ବିଷୟ ରେ ଆଲୋଚନା ପାଇଁ

  • @deepakkumarsahoo5597
    @deepakkumarsahoo5597 2 месяца назад +6

    Bahut bhala lagila, l loved it, JAi MAA CUTTACK CHANDI.

  • @subhashreemishra578
    @subhashreemishra578 2 месяца назад +1

    ବହୁତ ସୁନ୍ଦର ଉପସ୍ଥାପନା, ଦୁଇ ଜଣ ବହୁତ ଜ୍ଞାନୀ 🙏, ଜୟ ମା କଟକ ଚଣ୍ଡୀ 🙏🙏

  • @somyanetrajena9087
    @somyanetrajena9087 2 месяца назад +15

    Very talented person❤Manoj panda

  • @srk4004
    @srk4004 2 месяца назад +2

    ସତରେ ସଂଗ୍ରାମ ସାର ଏଇ ପୋଡକାସ ଟି ହୃଦୟ କୁ ଛୁଇଁ ଲା

  • @pradeepchoudhury4313
    @pradeepchoudhury4313 2 месяца назад +3

    ଓଡିଶା ର ସବୁଠୁ ଜ୍ଞାନୀ ପୂଜକ

  • @balabhadramohakud2935
    @balabhadramohakud2935 2 месяца назад +1

    ବହୁତ ସୁନ୍ଦର ଉପ୍ଥାପନା ସଂଗ୍ରାମ ବାବୁ ଏବଂ ମୋନାଜ୍ ନାନା

  • @silentframe2065
    @silentframe2065 2 месяца назад +46

    ଏତେ podcast ଦେଖିଚି କିନ୍ତୁ ଏହି podcast ଏତେ ସୁନ୍ଦର ଥିଲା ❤ ସଂଗ୍ରାମ ଭାଇ ଆଉ ମନୋଜ sir ଦୁଇ ଜଣକ କଥା ଶୈଳୀ ଏତେ ସୁନ୍ଦର ଏତେ ବଢିଆ ଯେ 38 mins ra podcast ଜଣା ପଡିଲାନି ଏତେ ସମୟ ବିତିଗଲା ବୋଲି ❤

    • @imnksahu17
      @imnksahu17 2 месяца назад +1

      Same Bhai

    • @Argusdigital.official
      @Argusdigital.official  2 месяца назад +2

      Thank you

    • @Drxsjena
      @Drxsjena 2 месяца назад

      38min bahut kamigala minimum 60min darkar thila ebhali proadcast mo life re first in odia.. Manoj sir jane bhadra loka tanka ra talking power mate bahut bhala lage

    • @SasmitaSwain-eh7xb
      @SasmitaSwain-eh7xb Месяц назад

      Mote bahut bhala lagila

  • @Riteahdutta5567
    @Riteahdutta5567 2 месяца назад +1

    god is everywhere but to feel the existence of god ଆମକୁ ମନ୍ଦିର ଯିବାକୁ ପଡିବ
    Epic line sir 🙏🏻🙏🏻🙏🏻🙏🏻
    ଜୟ ମା 🙏🏻🙏🏻🙏🏻🙏🏻

  • @chinmayaranjanswain5019
    @chinmayaranjanswain5019 2 месяца назад +3

    ଧନ୍ୟବାଦ argus ଟିଭି🙏🙏

  • @ganeshrout4271
    @ganeshrout4271 2 месяца назад +1

    ମନୋଜ ଭାଇନା ଙ୍କୁ ଏତେ ପାଖରେ ପାଇଁ ବହୁତ ଭଲ ଲାଗିଲା, ଆପଣ ଙ୍କୁ ଅଶେଷ ଧନ୍ୟବାଦ

  • @prafullakumarmallik7515
    @prafullakumarmallik7515 2 месяца назад +4

    ବହୁତ ସୁନ୍ଦର ସାକ୍ଷାତକାର। ସାକ୍ଷାତକାର ନୁହେଁ ତ ଜୀବନୀୟ ଆଲୋଚନା। ସଂଗ୍ରାମ ବାବୁ ଆପଣଙ୍କର ପ୍ରତିଟି ଉପସ୍ଥାପନା ବିଲକୁଲ ନିଆରା। ଢେର୍ ସାରା ବଧାଇ।

  • @soujanyanayak419
    @soujanyanayak419 2 месяца назад +2

    ଆହା, ଏତେ ସୁନ୍ଦର ଉପସ୍ଥାପନା।

  • @mohinisankarsatpathy2509
    @mohinisankarsatpathy2509 2 месяца назад +12

    ଛେଳି, ମଇଁଷିଙ୍କର ଜୀବନ ଅଛି, ମାଛର ଜୀବନ କ'ଣ ସେମାନଙ୍କ ଠାରୁ ଭିନ୍ନ ?
    ବଳି ବନ୍ଦ କରାଗଲା ଅମାନୁଷିକ ଭାବରେ ଜୀବ ହତ୍ୟା ନ କରିବାକୁ l ମାଛବଳି କ 'ଣ ବଳି ନୁହେଁ ? ମାଛ କ'ଣ ମାଆର ସନ୍ତାନ ନୁହେଁ ? ସତରେ ମା' ରକ୍ତପିପାସୁ ?
    କାର୍ତ୍ତିକ,ମାଘ ଧର୍ମ ମାସ ବୋଲି କିଛି ଲୋକ ଆମିଷ ଭୋଜନକୁ ନା କରନ୍ତି l ଅନ୍ୟ ମାସରେ ଆମିଷ ନ ହେଲେ ନ ଚଳେ l ସେଇ ମାସଗୁଡିକ କ 'ଣ ଅଧର୍ମ ମାସ ? ଜିହ୍ୱା ଲାଳସା କ'ଣ ନ କରେ ସତେ !
    ହେ ମା' ! ମଣିଷର ଜ୍ଞାନ ବିବେକ ପରିସରକୁ ଟିକେ ତ ବୃଦ୍ଧି କର ! ଜୟ ମା' ଦୁର୍ଗେ !

  • @sujitnaik4626
    @sujitnaik4626 25 дней назад

    ମନୋଜ ପଣ୍ଡା ସାର୍ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ ❤ ସାର୍ ଜଣେ ବହୁତ ଭଲ ଲୋକ ❤

  • @ramachandramishra8377
    @ramachandramishra8377 2 месяца назад +2

    Very nice and gentle conversation between two far better than valgur news of o tv , jay maa cuttack Chandi

  • @surajo96
    @surajo96 Месяц назад

    Mo pilabelu sir nku t.v re dekhichi but thare chandi mandir glaA bele ,,yanku dekhi mama nku jorr re kahithili mo yanku Madhaba giitA re dekhuchi t.v re se mte dekhi hasithike au mo sah ktha heithile atii bhadra loka ❤majoj sir and proud to be a cuttackia & for my MOTHER🙏🏼

  • @SanjayMahakul-k5n
    @SanjayMahakul-k5n 2 месяца назад +3

    🙏🙏🙏-ଅତି ସୁନ୍ଦର ମୁହୂର୍ତ

  • @RajaBabu-jj8ri
    @RajaBabu-jj8ri 2 месяца назад +2

    ଅତିସୁନ୍ଦର କଥା ଆଜିର ଆଲୋଚନା 🚩🚩🚩🙏🙏🙏

  • @anupamakar129
    @anupamakar129 2 месяца назад +7

    Sir,Apananku moro koti pranam.....maa apananku sabubele bholo re rakhi thantu....

  • @priyambadamohanty5398
    @priyambadamohanty5398 2 месяца назад +1

    Nana khali camere samna re nuhe ..real re bahut great personality... very down to earth person...maa nkara krupa apananka upare sada sarbada thau...jay maa🙏🙏🙏

  • @kumudinimohapatraHEHE
    @kumudinimohapatraHEHE 2 месяца назад +6

    Jay Maa Cuttack Chandi 🌷 🙏

  • @benudharabastia8838
    @benudharabastia8838 2 месяца назад +1

    ମନୋଜ ଭାଇ ଙ୍କ ଉପସ୍ଥାପନ ଅତିସୁନ୍ଦର

  • @laxmidhar628
    @laxmidhar628 2 месяца назад +52

    Ehi bhali guest aau host rahile
    Video ru bahut sikhibaku mille.

    • @Argusdigital.official
      @Argusdigital.official  2 месяца назад +7

      Thank you

    • @prasannkumardash1951
      @prasannkumardash1951 2 месяца назад +4

      କୋଟି କୋଟି ପ୍ରଣାମ ମନୋଜ ନନା। ବହୁତ ଭଲ ଲାଗିଲା ସାକ୍ଷାତ କାର ଅନେକେ ଉଚ କୋଟି ର ମୂଲ୍ୟ ବାନ ପ୍ରଶ୍ନ ଉତ୍ତର ଥିଲା
      ମୁଁ ଜଣେ ପୂଜକ ଏକ ରାଧା କୃଷ୍ଣଙ୍କ ମନ୍ଦିରର ମୋରପିଲାବେଳ ପ୍ୟାରୀ ମୋହନ ଏକାଡେମୀ ସ୍କୁଲ୍ ଥିଲା ଏବେ ଗାଁ ପାଟକୁରା (ବେଡାରି)
      ପ୍ରଣାମ ନନା

  • @funnytravel1991
    @funnytravel1991 2 месяца назад +1

    ଏତେଦିନପାରେ ମୋ ମନକୁ ଛୁଇଁଲା ପରି ଅଧ୍ୟାୟ ଦେଖିବାର ସୁଯୋକ ଦେଇଥିବାରୁ argus news କୁ ଧନ୍ୟବାଦ 🙏

  • @tapanpanda5870
    @tapanpanda5870 2 месяца назад +4

    ...ସାର୍ଥକ ଅଧ୍ୟାୟ 🎉❤🎉

  • @ranjankumarsahoo6326
    @ranjankumarsahoo6326 Месяц назад

    thanks to argus ..for this type of episode ....manoj panda a real human being ...jay maa chandi 🙏🙏🙏🙏🙏🙏

  • @gugulsony2957
    @gugulsony2957 2 месяца назад +4

    ମୁଁ ଏ episode ବହୁତ ବାର ଦେଖୀବା ପରେ ବି ବାର ବାର ଦେଖିବାକୁ ଇଛା ହେଉଛି

  • @Rashmi-7003
    @Rashmi-7003 2 месяца назад +1

    ବହୁତ୍ ଖୋଲା ହୃଦୟର ମଣିଷ ଟିଏ ❤ଆଜିର podcast ଟି ବହୁତ୍ ଭଲ ଲାଗିଲା 🎉

  • @Nkalyani5518
    @Nkalyani5518 2 месяца назад +2

    Bahut decent and honest person really great episode

  • @pratimapravash2321
    @pratimapravash2321 2 месяца назад +1

    A podcast tiku dekhila pare maa nka bisayare kichi janila pare, akhi bhiji jauchi, loma tankuri uthuchi Manoj pujaka nka bhaba bhara bartalapa re
    Maa🙏🙏🙏🙏🙏🙏🙏🙏

  • @Babulabehera
    @Babulabehera 2 месяца назад +10

    Best actor for Lord Rama Character,Request Odia producers to make a movie on Lord Rama and take Manoj Babu as lead character….hope the film will definitely run successfully

  • @SantoshMahanty-p2t
    @SantoshMahanty-p2t Месяц назад

    Bahut badhiya Podcast with Pandit Manoj Panda.

  • @umacharansahu6759
    @umacharansahu6759 2 месяца назад +4

    Very nice explained

  • @Foodtravelpalishrimohanty11
    @Foodtravelpalishrimohanty11 2 месяца назад +1

    Sangram bhai doing well 👍🏻👍🏻👍🏻best podcaster of Odisha

  • @JayantibeheraJagruti
    @JayantibeheraJagruti 2 месяца назад +3

    Very spiritual episode🙏🙏🙏🙏🙏l can't control my tears 😢

  • @parsurampal6361
    @parsurampal6361 2 месяца назад +2

    ବହୁତ, ବହୁତ ସୁନ୍ଦର ଧନ୍ୟବାଦ୍

  • @sumatihembram8911
    @sumatihembram8911 2 месяца назад +16

    Jay MAA Cuttack Chandi 🙏🙏🙏🙏

  • @subhakantalenka903
    @subhakantalenka903 2 месяца назад +1

    ମା କଟକଚଣ୍ଡୀ ଙ୍କ ବିଷୟ ରେ କ'ଣ କହିବି ସେ ମୋ ପାଇଁ କଥା କୁହା ଦେବୀ ଯେବେ ଡାକିଛି ସେ ମୋ ଡାକ ଶୁଣୁଛି କୋଟି କୋଟି ପ୍ରଣାମ ତା ପଦ୍ମପାଦରେ 🙏🙏🙏🙏🙏

  • @BiswajitNayak-c4d
    @BiswajitNayak-c4d 2 месяца назад +21

    ଚଣ୍ଡୀ ମନ୍ଦିର ରେ ସେବକ ମାନେ ବହୁତ ଭଲ but ଭୋଗ ଦୋକାନୀ ଙ୍କ ରେଟ minimum ଭୋଗ RS=100 ସବୁ ଲୋକ 100 ଟଙ୍କାରେ ଭୋଗ କିଣି କରିପାରିବେ... ୟା ଉପରେ ବିଚାର କରାଯାଉ

  • @malatiswain3020
    @malatiswain3020 Месяц назад

    Iam sending my profound gratitude to. Manoj panda.

  • @dalibehera1111
    @dalibehera1111 2 месяца назад +3

    Jay maa cuttack chandi🙏🙏🙏💖💖💖

  • @smruti8888
    @smruti8888 Месяц назад

    One of the most knowledgeable Interview ever seen in my Life.
    And Manoj Sir...what a personality of Modesty and Wisdom. Needless to say he is truly Multitalented.
    Thank you very much Sangram Sir for this unique initiation🙏
    Liked the questionnaire very much.

  • @ranjankumarmallick1157
    @ranjankumarmallick1157 2 месяца назад +3

    Sir women empowerment katha kahile thik achhi ହେଲେ aaji b ସମାଜ ରେ ସବୁ ମନ୍ଦିର ରେ କାହିଁକି ମହିଳା ମାନେ ପୂଜା ପାଠ କରିପାରୁ ନାହାନ୍ତି 😢😢

  • @GopasundarSamarth
    @GopasundarSamarth Месяц назад

    ପ୍ରଭୂ ଯାହା କହିଲେ ମାଙ୍କୁ ଉଲଗ୍ନ କରି ଗାଧେଇଲେ ଲାଜ କାଇଁକି ଏୟା ହିଁ ତୋ ସେବା 🙏💐🕉️💐🙏

  • @newera7843
    @newera7843 2 месяца назад +6

    Best episode ever I saw today

  • @jangyashrout
    @jangyashrout 2 месяца назад +6

    ମାଆ କଟକ ଚଣ୍ଡିକୋଟିକୋଟି ପ୍ରଣାମ ❤😂🌺🌺🌺🌺🌺🌺🌺🌺🙏🙏🙏