ଶିବାନୀ ଗଣନାଟ୍ୟ ମାଲିକ କଣ କହିଲେ କାହ୍ନା ଟିକି କୈଳାସ ବେହେରା ଙ୍କ ବିଷୟରେ / anchor krishna kumar

Поделиться
HTML-код
  • Опубликовано: 6 ноя 2024
  • ଶିବାନୀ ଗଣନାଟ୍ୟ ମାଲିକ କଣ କହିଲେ କାହ୍ନା ଟିକି କୈଳାସ ବେହେରା ଙ୍କ ବିଷୟରେ
    anchor krishna kumar
    #anchorkrishnakumar #konarkgananatya #odiajatra
    Hello friends I am Anchor Krishna Kumar ( konark gananatya )
    ଆହୁରି ନୂଆ ନୂଆ ଅଧିକ ରୁ ଅଧିକ ଯାତ୍ରା କୁ ନେଇ ନୂଆ ନୂଆ ଭିଡ଼ିଓ ଦେଖନ୍ତୁ
    for more video please visit
    my web site 👇👇👇👇👇
    anchorkrishna....
    My Instagram I'd 👇👇👇👇
    ...
    MY Facebook I'd 👇👇👇👇👇
    / dwitikrushna.jena.524
    This channel is related about jatra.
    Such like
    Konark gananatya
    Jollywood jatra
    Odia new jatra
    Jatra jatra
    New odia jatra
    Odia new jatra
    newjatra
    New jatra
    Jatra blog
    Next camp
    Ajira jatra update
    Daily jatra update
    Jatra scene
    Jatra comedy
    2022 comedy
    Jatra singer
    Jatra song
    Jatra love song
    Anchoring
    Jatra anchoring
    new anchor
    Odia sayari
    Krishna anchoring
    Jatravlogs
    Odiajatrablogs
    Jatratravelvlogs
    hero heroine
    Jatra khabar
    THANKS a lot for visit....
    Love u ❤️❤️❤️❤️❤️❤️❤️
    may god bless you 🙏🙏🙏🙏🙏🙏🙏
    Copyright Disclaimer under Section 107 of the copyright act 1976, allowance is made for fair use for purposes such as criticism, comment, news reporting, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.

Комментарии • 305

  • @amitamareshjena4393
    @amitamareshjena4393 Год назад +15

    ସୁନ୍ଦର ଲାଗିଲା, ମୋର ଅତି ପ୍ରିୟ ପ୍ରଥମେ କୋଣାର୍କ,ପରେ ଶିବାନୀ

  • @Manjushreepandayoutube
    @Manjushreepandayoutube Год назад +19

    ମୋ ପେଁକାଳୀ ବଜେଇଦେ ଆଉ ବିଦେଶିନୀ ❤❤

  • @kebaljatra
    @kebaljatra 8 месяцев назад +4

    ଜୟ ମା ଶିବାନୀ ଅପଣ୍ଡରା ଜଗତସିଂହପୁର ,

  • @thirdeye9492
    @thirdeye9492 Год назад +19

    ଶିବାନୀ ଗଣନାଟ୍ୟ ପ୍ରାୟତଃ ତା' ନାଟକର ମାନ ବଜାୟ ରଖିଛି... 👍👍

  • @Pkm373
    @Pkm373 Год назад +20

    ଶିବାନୀ ଗଣନାଟ୍ୟର ପ୍ରତି ନାଟକ ମୋତେ ଭଲ ଲାଗିଛି, ଯେତିକି ମୁଁ ଦେଖିଛି, ଶିବାନୀ ଗଣନାଟ୍ୟର ନାଟକ ଭିନ୍ନ ପ୍ରକାରର ଥାଏ ସବୁ ନାଟ୍ୟ ଅନୁଷ୍ଠାନ ଠାରୁ... ଜୟ ମା' ଶିବାନୀ ମା' 🙏❤️

    • @renukamanjaridas7865
      @renukamanjaridas7865 Год назад

      Baula la mo bara asuchi nataka mote bhala lagithila.Sethiru gote sanglapa ......

  • @saratmohanty4255
    @saratmohanty4255 6 месяцев назад +3

    ଶୀବାନୀ ଗଣନାଟ୍ୟ ଓଡ଼ିଶାର ମଉଡମଣୀ...... ମାଲିକ ଥିଲେ ତାଙ୍କ ବାପା ମହେଶ୍ବର ଦାସ.....ଅତି ସୁନ୍ଦର ମଣିଷ......ଆମ ଘର ପାଖ.... ଆଉ ତାଙ୍କର ତିନି ପୁଅ ଗୋଟିଏ ଗୋଟିଏ ହିରା ବହୁତ ଭଦ୍ର ଲୋକ.....

  • @Pkm373
    @Pkm373 Год назад +43

    ଯେତିକି ଯାତ୍ରା ମାଲିକ ଦେଖିଲି ତନ୍ମଧ୍ୟରୁ ଶିବାନୀ ଗଣନାଟ୍ୟ ମାଲିକ, କୋଣାର୍କ ଗଣନାଟ୍ୟ ମାଲିକ ଆଉ ଗୌରୀ, ସୂର୍ଯ୍ୟ ମନ୍ଦିର, ସ୍ବପ୍ନ ମହଲର ମାଲିକ ସବୁଠି ଆଗରେ ❤

  • @santoshpanda7814
    @santoshpanda7814 Год назад +18

    ମାଲିକ ଅତି ସୁନ୍ଦର ଲୋକ। ଜୟ ଜଗନ୍ନାଥ କୃଷ୍ଣା ଭାଇ

  • @jyotirmayjena1869
    @jyotirmayjena1869 Год назад +7

    ମାଲିକ ବହୁତ ଭଲ ଲୋକ । ସୁନ୍ଦର ମଣିଷ । ଭାଇ ତାଙ୍କର ରାମଚନ୍ଦ୍ର ।

  • @Pkm373
    @Pkm373 Год назад +12

    ବହୁତ ଭଲ ମଣିଷଟିଏ ❤, ସେଥିପାଇଁ ଶିବାନୀ ଗଣନାଟ୍ୟ ଆଜି No 1❤

  • @chaitanyabariki810
    @chaitanyabariki810 Год назад +13

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏 ଶିବାନୀ ଗଣନାଟ୍ୟ ମାଲିକ ଜଣେ ସହୃଦୟ ବ୍ୟକ୍ତି
    ବହୁତ ସୁନ୍ଦର ଅନୁଷ୍ଠାନ

  • @apramitapradhan2883
    @apramitapradhan2883 2 месяца назад +1

    କ୍ରିଷ୍ଣା ଵାବୁ ଆପଣଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ, ପୁରୁଣା ନାଟକ ମଞ୍ଚସ୍ଥ ପାଇଁ ମାଲିକଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ

  • @RUDRAPRASAD-vh1gs
    @RUDRAPRASAD-vh1gs Год назад +2

    ଶିବାନୀ ଗଣନାଟ୍ୟ ପ୍ରଯୋଜିତ ମୋ ପେକାଳୀ ବଜାଇ ଦେ ନାଟକ ବହୁତ ଭଲ ଲାଗିଲା।

  • @rameshdas76
    @rameshdas76 Год назад +3

    ଜୟ ଶିବାନୀ 🙏
    ମୁ ପାରାଦ୍ୱୀପ ରେ ଦେଖିଛି ବରଣୀ କନିଆ ବରଷା ରାଣୀ. ବହୁତ ସୁନ୍ଦର ନାଟକ 👌

  • @Arnapurnastudio
    @Arnapurnastudio Год назад +1

    ଶିବାନୀ ଗଣନାଟ୍ୟ ର କୈଳାଶ ବେହେରା ଙ୍କ ପାଇଁ ଶିବାନୀ ପରିଚିତ। ରାମ ବନବାସ କାହାଣୀ ଶେଷ। ମୋପେଁକାଳି ବଜାଇ ଦେ କୁ ଭୁଲି ହେବନି।

    • @Arnapurnastudio
      @Arnapurnastudio Год назад

      ଶିବାନୀ ଗଣନାଟ୍ୟ ଳଂ ୧ । ତାର କାହାଣୀ ଓ ଅଭୁନୟ ଦେଖିଲେ ଆଖିରେ ଲୁହ ଭରିଯାଏ।

  • @ASwriterAkash
    @ASwriterAkash Год назад +2

    ଶିବାନୀ ଗଣନାଟ୍ୟ ର ମୁଖ୍ୟ ଅଫିସ କେଉଁ ଜାଗାରେ ଅଛି.. କ୍ରିଷ୍ଣା ଭାଇ

  • @arunsethi768
    @arunsethi768 Год назад +2

    ଯାହା ହେଉ ଓଡ଼ିଶାର ଏକ ସର୍ବ ପୁରାତନ ଯାତ୍ରା ପାର୍ଟି ଶିବାନୀ ଗଣନାଟ୍ୟ ଅଛି,ଆଉ ସବୁ ଯାତ୍ରା ପାର୍ଟି ବିକ୍ରି ହେଇଯାଇଛି

    • @gourabkumar1200
      @gourabkumar1200 Год назад +1

      @arunkumarsethi apan Tulasi gananatya achi boli janinahanti bodhe

    • @arunsethi768
      @arunsethi768 Год назад

      @@gourabkumar1200 ଆଗ ତୁଳସୀ ଗଣନାଟ୍ୟ ର ମାଲିକ ଶିବ ଲେଙ୍କା ପାର୍ଟି ବିକ୍ରି ହେଇଯାଇଛି, ଏବେର ମାଲିକ ଅନନ୍ତ ନାରାୟଣ ଧଳ ହେଲା

    • @arunsethi768
      @arunsethi768 Год назад

      @@gourabkumar1200 କେବଳ ଶିବାନୀ ଗଣନାଟ୍ୟ ଅଛି ପୁରୁଣା ଆଉ ସବୁ ପାର୍ଟି ବିକ୍ରି ହେଇଯାଇଛି,

    • @gourabkumar1200
      @gourabkumar1200 Год назад

      @@arunsethi768 Tulasi Sabuthu puruna Shivani ta majhire gote Barsha bond heijaithila Tulasi kebe hele bond heinahi 😁😁

  • @sudhansupal318
    @sudhansupal318 Год назад +5

    ମୋ ପେ କାଳି ବଜେଇ ଦେ ସବୁଠାରୁ ସୁପରହିଟ ନାଟକ

  • @OMMSAIMOHAPATRA-w5c
    @OMMSAIMOHAPATRA-w5c 9 месяцев назад

    ସବୁଠୁ ଭଲ ଲାଗିଲା ଭାଇ ଭାଇ ମାନଙ୍କର ଭଲ ପାଇବା

  • @santanupati4836
    @santanupati4836 Год назад +3

    ଫୁଲ ବଉଳ ବେନି ନାଟକ ମୋତେ ବହୁତ ଭଲ ଲାଗିଥିଲା

  • @debojeetnaik1209
    @debojeetnaik1209 Год назад +4

    ଶିବାନୀ ଗଣନାଟ୍ୟ ର ସବୁ ନାଟକ ଭଲ ଲାଗେ

  • @mishragorachand
    @mishragorachand Год назад +1

    ମୁଁ ଆପଣଙ୍କ କଥାରେ ଏକମତ...ଆମ କଳାପଥର କୁ ଗତବର୍ଷ ଶିବାନୀ ଆସିଥିଲା ଆଉ ଏବର୍ଷ କୋଣାର୍କ ଆସୁଛି....

  • @prasantakumarsahoo2127
    @prasantakumarsahoo2127 Год назад +1

    କ୍ରିଷ୍ଣା ଭାଇ ଜଗନ୍ନାଥ 🙏🙏

  • @tapanswain1812
    @tapanswain1812 9 месяцев назад

    ସବୁ ଶିବାନୀ ରୁ ହାଇ ଲାଇଟ

  • @satyabratasatpathybapujee3223
    @satyabratasatpathybapujee3223 Год назад

    ଟିକିଲି ଅପା.....ବହୁତ ସୁନ୍ଦର ନାଟକ

  • @tapanswain1812
    @tapanswain1812 9 месяцев назад

    ସୁନ୍ଦର ଟୁନା ବାବୁ

  • @jagamohanjena2314
    @jagamohanjena2314 Год назад +3

    ଅତି ସରଳ ଲୋକ ବାବୁ ଅଟନ୍ତି ।ନାଟକ କଣ ଦେଖିବା କ୍ରିଷ୍ଣା ଭାଈ ମାଲିକଙ୍କ ଭାଈ ଙ୍କ ପ୍ରତି କେତେ ସନମାନ ଅଛି ତାକୁ ଆମେ ଶିଖିବାର ଅଛି ।

  • @kanhucharanapanda1102
    @kanhucharanapanda1102 Год назад +2

    ସଜନୀ ତୋବାଟ ରହିଚି ଚାହିଁ ବହୁତ ଭଲ ଵହି

  • @amitamareshjena4393
    @amitamareshjena4393 Год назад +19

    ଏଇ ବର୍ଷ ମୁଁ ଖଣ୍ଡଗିରି ରେ ଦେଖିଥିଲି ଶିବାନୀ ଗଣନାଟ୍ୟ ର ଆଖି ତୋର ଲୁହ ମୋର, ଯାତ୍ରା ର ସବୁ ବେଳେ ମୁଁ କାନ୍ଦିଛି,ମନ କୁ ଛୁଇଁଲା

  • @basantasahu2990
    @basantasahu2990 9 месяцев назад +1

    ସମସ୍ତ ନାଟକ

  • @pkjenapkjena8284
    @pkjenapkjena8284 Год назад

    ଭଉତ ସୁନ୍ଦର ଭିଡ଼ିଓ

  • @ManojParida-vf6dt
    @ManojParida-vf6dt 6 месяцев назад

    ଶିବାନୀ ଗଣନାଟ୍ୟ ର ମୁଁ ଜଣେ ଦୃଢ଼ ସମର୍ଥକ। ଥରେ ରାଉରକେଲା ରୁ ଜଣେ କଳାକାର ଅତି ଅଶ୍ଳିସ ଭାଷାରେ କଳା କଥା (ଭିକାରୀ ବାବୁ) ସଙ୍ଗେ ସଙ୍ଗେ ମୁଁ ନେଟ ରୁ ଫୋନ୍ ବାହାର କରି ବାବୁଙ୍କୁ ଫୋନ୍ କଲି। କିନ୍ତୁ ସେ ଏମିତି ଆକ୍ସନ ନେଲେ ଯେ ତା ପର ଦିନ ସକାଳେ ମୋ ଘରେ ପରି ଚାଳନା ନିର୍ଦ୍ଦେଶକ ପହଞ୍ଚି ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଉ ଥରେ ଯାତ୍ରା ଦେଖି ବା ପାଇଁ ନିମନ୍ତ୍ରଣ କଲେ।

  • @chandrakantakhuntia1587
    @chandrakantakhuntia1587 Год назад +3

    ବଜାରୀବୁଢା ରେ ବହୁତ କାନ୍ଦିଛି ଆଉ ଏମିତି କାହାଣୀ କେବେ ଶୁଣିନି ବି

  • @SATYAKAR-c5b
    @SATYAKAR-c5b 9 дней назад

    ଶ୍ରାବଣୀ ସବୁଠୁ ଭଲ ଆଙ୍କର୍

  • @soubhagya867
    @soubhagya867 Год назад +1

    ଗୋଟେ ହ୍ରୁଦୟ ଖୋଲା ଲୋକ

  • @tanmaypatra2309
    @tanmaypatra2309 Год назад +2

    ଯାତ୍ରା ସମ୍ରାଟ୍ ତୁଳସୀ ଗଣନାଟ୍ୟ ର ପ୍ରଯୋଜକ ଙ୍କୁ ଥରେ ସାକ୍ଷାତକାର ରେ ଆଣନ୍ତୁ

  • @BabulDigal-e8b
    @BabulDigal-e8b 3 месяца назад

    Mora fevrit party Shivani gananatya ❤❤❤❤❤❤❤❤❤❤❤❤❤sabu nataka hits

  • @Archiakanskhya
    @Archiakanskhya Год назад +1

    ଯାତ୍ରା ସିବାନିର ସବୁ ନାଟକ ଭଲ ସେ ଭିତରମୋତେ ଭଲଲାଗେ sbalpurinani ମୀଛସବାରିରେ ଶତକକେଇ ବିଦେଶିନୀ

  • @TrinathBarik-u4j
    @TrinathBarik-u4j Год назад

    ଶିବାନୀ ଗଣନାଟ୍ୟ ଯାତ୍ରା ବହୁତ ଆଗରେ

  • @priyabratadas2109
    @priyabratadas2109 Год назад +2

    ବିଦେଶିନୀ ନାଟକ ମୁଁ ଦେଖିଲି ହେଲେ ଏତେ ଦୁଃଖ ସିନୀ ଅଛି ମୁଁ କାନରେ ହାତ ଦେଇ ବସିଲି, ଆଉ ପେଣ୍ଡାଲ କୁ ଅନେଇଲିନି 😭😘😘 ଆଉ ଗୋଟେ ନାଟକ ରୂପ ରାଇଜର ରାଜ କୁମାରୀ

  • @Aj45-j8
    @Aj45-j8 Год назад

    ଆଉ ଥରେ ଭାଇ ଙ୍କ interview ନିଅ❤ବହୁତ ଭଲ ଲାଗିଲା କ୍ରିଷ୍ଣା ଭାଇ❤

  • @nareshcreations1300
    @nareshcreations1300 Год назад +5

    Krishna Bhai Tulasi Gananatya ra Owner nkara Vdo Bananthu please...
    Love from Berhampur

  • @sanjaykumarbehera5472
    @sanjaykumarbehera5472 Год назад +9

    Sibani, konarak and Tulasi best gananatya among all
    All audience want only three

    • @Ashish-qs1rx
      @Ashish-qs1rx Год назад +2

      Shivani sabu Thiru aagare.sibani gananatya ra down fall kebe asini.baki sabu gananatya ra down fall asini

  • @SoumyaRanjanSamal-u5k
    @SoumyaRanjanSamal-u5k 3 месяца назад

    Excellent

  • @sanjaykumarmanjhi3762
    @sanjaykumarmanjhi3762 Год назад +7

    Exactly right Konark, Tulasi and Shivani the great Gananatya

    • @gajaboy3498
      @gajaboy3498 Год назад

      Tulashi ki kha shita tulana krni

  • @paramanandabhoi7587
    @paramanandabhoi7587 Год назад +2

    ଆଉ ସେ ଶିବାନୀ ନାହି ଆପଣ ଯୋଉ ଶିବାନୀ କଥା କହୁଛନ୍ତି

  • @bijoydas-qx3qg
    @bijoydas-qx3qg Год назад

    ପ୍ରତି ନାଟକ ଭଲ. ବିଦେଶିନୀ, ସମ୍ବଲପୁର ନାନିଆହୁରି ଅନେକ

  • @bijandas6401
    @bijandas6401 Год назад

    କ୍ରିଷ୍ନା ଭାଇ ଆପଣ ଉତ୍ତମ ଭାଇ କୁ ଆଣନ୍ତୁ

  • @BIBEKANANDASWAIN-cw8cu
    @BIBEKANANDASWAIN-cw8cu Год назад

    Rama banabasa kahani sasa aju bhai thanks

  • @p.kcreative909
    @p.kcreative909 Год назад

    Sibani gananatya ra babu ati romantic au mixing.thank you Krishna bhai.emti jane bhala manisa nku bhetithibaru.again thankyou 🙏🙏🙏

  • @Hacker-if7oh
    @Hacker-if7oh 6 месяцев назад

    ୧୯୮୯ ମସିହାରେ ଦେଖି ଥିବା ନାଟକ - ଜଗନ୍ନାଥଙ୍କୁ ଖୋଲା ଚିଠି

  • @Z50creation
    @Z50creation 8 месяцев назад

    Jay jagannath 🙏🙏

  • @maheswarsahoo1163
    @maheswarsahoo1163 Год назад +3

    Jay.jagannath

  • @SaktiKanta-ub9se
    @SaktiKanta-ub9se Год назад

    Shivani gananatya owner bahut bhala lagile mana Khushi heigala

  • @Ashish-qs1rx
    @Ashish-qs1rx Год назад +4

    Shivani gananatya ra block buster jatra heuchhi,
    1,Mo penkali bajei de.
    2,Baji marile hariba.
    3,Fhula baula beni.
    4,Michha sabarire sata kokei.
    5, bideshini.
    6,Rupa raijara raja Kumari.
    7,Rama bana basa kahani shesa.
    8,Rangila radhika rajani gandha.
    9,Akhi tora luha mora.
    10,Bah bah re capital.

  • @manojmohapatra4832
    @manojmohapatra4832 Год назад

    Bahut bhala lagila

  • @jagannathbeheratec9898
    @jagannathbeheratec9898 Год назад

    Bhaut sundar

  • @bhabatoshsahoo4810
    @bhabatoshsahoo4810 Год назад

    ଭାଇ ଶିବାନୀ ଗଣନାଟ୍ୟ ପ୍ରଯୋଜକ କୀଏ

  • @LokanathSahoo-kl6sm
    @LokanathSahoo-kl6sm 2 месяца назад

    Good

  • @jatraloversibun
    @jatraloversibun Год назад

    Jay Jagannath 🙏🙏🙏
    Bahutu sundar video bahutu khushi lagila ajira vlogs jatra mauda mani sivhani gananatya ownernka video bahutu khushi lagila 👌👌👌👍👍👍👍👍🙏🙏🙏🙏 bhai

  • @birennanda3012
    @birennanda3012 Год назад

    ରାମ ବନବାସ କାହାଣୀ ଶେଷ

  • @nilamadhaba434
    @nilamadhaba434 Год назад +1

    ସବୁ ନାଟକ ଭଲ ଲାଗେ ମତେ

  • @aswinibisi6170
    @aswinibisi6170 Год назад +1

    Belphair 10,12 ବର୍ଷ ଶିବାନୀ konarka ଯାତ୍ରା କରିଛି

  • @pabitradeo5289
    @pabitradeo5289 Год назад

    Kahani laguchi nua
    Sibani always make very very nice

  • @tukunasamal5951
    @tukunasamal5951 12 дней назад +1

    Orisha operars malik Basanta Nayakank sakhatakar karantu

  • @mrjoker2610
    @mrjoker2610 9 месяцев назад

    ତ୍ରିବେଣୀ ଗଣନାଟ୍ୟ, ସୁଭଦ୍ରା ଅପେରା,ର ମାଲିକ ଙ୍କୁ ଜାଣିଛନ୍ତି

  • @subratrout647
    @subratrout647 Год назад

    ଛାଡ଼ ମ କ୍ରୀଷ୍ଣା ବାବୁ,କୋଣାର୍କ ଏ ଯୁଗର ପାର୍ଟି,ଯାତ୍ରା ଜଗତ ର ବୈପ୍ଲବିକ ପଦକ୍ଷେପ ତୁଳସୀ ସବୁବେଳେ ନେଇ ଆସିଛି,କୋଣାର୍କ ଛୁଆ

  • @niranjanpatra84
    @niranjanpatra84 Год назад +1

    Bahuta sundar malika❤❤

  • @abhibiswal8750
    @abhibiswal8750 4 месяца назад

    ଶିବାନୀ ଗଣନାଟ୍ୟ କଳାକାର ତିଆରି କରିବା କାରଖାନା

  • @rajeshroutraju1258
    @rajeshroutraju1258 3 месяца назад

    Bahut bhala Malik sibani

  • @abinashbarik7716
    @abinashbarik7716 Год назад +3

    ତୁଳସୀ ମାଲିକ ଙ୍କୁ ବ୍ଲଗ୍ ରେ ଆଣ

    • @arunsethi768
      @arunsethi768 Год назад

      ନୂଆ ମାଲିକ କୁ ନା ପୁରୁଣା ମାଲିକ

    • @ssssangram3633
      @ssssangram3633 Год назад

      ​@@arunsethi768puruna malika

  • @rupeshc5171
    @rupeshc5171 Год назад

    ମୁଇ ସମ୍ବଲପୁରୀ ନନୀ
    ରାମ ବନ ବାସ କାହାଣୀ ଶେଷ
    ବେଦେଶିନୀ

  • @basantasahu2990
    @basantasahu2990 9 месяцев назад

    Sibani ganataya, Konark, tulasi is my best party

  • @sayadraheman7738
    @sayadraheman7738 Год назад

    Many many thanks
    He is a simple and great personality
    As an odia I am proud of him

  • @laxmankumarmallick5635
    @laxmankumarmallick5635 Год назад

    V v Nice

  • @debaduttasashikantamohanty4427
    @debaduttasashikantamohanty4427 11 месяцев назад

    Jaya Jagannath Jaya Balikapileswar

  • @vssemsclass2618
    @vssemsclass2618 Год назад

    Rama Banabasa Kahani Shesha...my favourite bhai

  • @DebendraDas-w9u
    @DebendraDas-w9u Месяц назад

    ମାଲିକ ଠିକ୍ ନାଟକ ଠିକ୍

  • @bhaktikatha8756
    @bhaktikatha8756 Год назад +1

    ବିଦେଶିନୀ ଟିକି ଅପାଙ୍କର ଗୋଟିଏ ସ୍ୱତନ୍ତ୍ର ସାକ୍ଷ୍ୟାତ କାର ନିଅନ୍ତୁ

  • @jayadevdas5832
    @jayadevdas5832 8 месяцев назад

    Eeita Odia Apera Malika. Khanti Manisha. Great Sir Great, Jay kala.

  • @chaitanyabariki810
    @chaitanyabariki810 Год назад +1

    ତୁଳସୀ ଗଣନାଟ୍ୟ ର ପ୍ରଯୋଜକ ଙ୍କୁ ଥରେ ସାକ୍ଷାତକାର ରେ ଆଣନତୁ

    • @arunsethi768
      @arunsethi768 Год назад

      ତୁଳସୀ ପାର୍ଟି ବିକ୍ରି ହେଇଯାଇଛି

  • @baradaprasannabhuyan4723
    @baradaprasannabhuyan4723 Год назад

    ମୋ ପେଁକାଳୀ ବଜେଇ ଦେ 👌👌

  • @KurumaniBarik
    @KurumaniBarik 10 дней назад

    ପ୍ରଥମେ ଆମ ଅନୁଷ୍ଠାନ ଶିବାନୀ ନେଇ ଯାତ୍ରା କରିଥିଲୁ. ସେତେବେଳେ ପଇସା କମ ଥିଲା. 15000/ ରାତିକେ ନେଇଥିଲୁ. ଆମକୁ ପ୍ରାୟ ଡେଡ ଲକ୍ଷ ଟଙ୍କା ଲାଭ ଦେଇଥିଲା. ମୁଁ ନିଜେ ଯାଇଥିଲି ପାର୍ଟି କଲ୍ କରିବାକୁ ଯାଇଥିଲି ସୋର ରୁ ଟେଣ୍ଟ ଅଣିଥିଲୁ. ତାପରେ ପାର୍ବତୀ ଅଣିଥିଲୁ. ତ୍ରିନାଥ. ପୂଣି ଶିବାନୀ ଆସିଥିଲା କୋଣାର୍କ ଆସିଥିଲା ଏବେ ମନ୍ଦ୍ୟ କୋଣାର୍କ ଅଡୁଛି. କାଳୀପୂଜା କୁ କୋଣାର୍କ ଆସୁଛି. ପ୍ରାୟ ଗୋଟିଏ ବର୍ଷ କୋଣାର୍କ ଶିବାନୀ ଆସୁଛି

  • @Rosan_Bhai_420
    @Rosan_Bhai_420 Год назад +1

    Bahut bhala lagila Krishna sir sibani gananatya Malika nka sahit sakshyat kar karile

  • @KurumaniBarik
    @KurumaniBarik 15 дней назад

    ଶିବାନୀ ଗଣନାଟ୍ୟକୁ ଆମ କମିଟି ପ୍ରଥମ ନେଇଥୁଲୁ. ଦିନକୁ 15000/ ଟଙ୍କାରେ ନେଇଥିଲି. ଟିକିଲି ଅପା. ମୋ ପିୟାକାଳୀ ବଜେଇ ଦିଏ. 7 ରାତି କରିଥିଲୁ. ସେତେବେଳେ ଟୁନା ବାବୁ ଆମକୁ ପ୍ରାୟ 7 ରାତିରେ 150000/ ଲାଭ ଦେଇଥିଲା. ତାପରେ ପାର୍ବତୀ. ତ୍ରିନାଥ ପୁଣି ଶିବାନୀ. ଆମେ ଯାତ୍ରା କରିଥିଲୁ. ଏବେ କୋଣାର୍କ. ଯାଉଛି. ଶିବାନୀ. ତୁଳସୀ. ପ୍ରତିବର୍ଷ olaver କାଳୀପୂଜା ରେ ଯାତ୍ରା ହେଉଛି. ଏ ବର୍ଷ ମଧ୍ୟ କୋଣାର୍କ ଏବଂ ଆଉ ଗୋଟିଏ ପାର୍ଟି ଆସୁଛି. ମାନେ ରଖିଥାୟନ୍ତୁ.

  • @amarmaharana9680
    @amarmaharana9680 Год назад

    Mote ta bhai akhi tora luha mora bahut bhala lage sibani gananatya ra sabu jatra mora favourite

  • @dibakarmishra2147
    @dibakarmishra2147 Год назад

    Tama anchor bhala laguchi

  • @riyazahmed7855
    @riyazahmed7855 Год назад +1

    Odisha ro best jatra party sibani Jatra

  • @mangalabehera3512
    @mangalabehera3512 Год назад

    Akhi tora luha Mora ❤❤

  • @tapanbarik5999
    @tapanbarik5999 Год назад

    Thank you for your information sir

  • @arunakumarpradhan1948
    @arunakumarpradhan1948 Год назад +1

    ମାଲିକ ହେବ ଏମିତି

  • @ranganatak9462
    @ranganatak9462 Год назад +1

    ରାଜଧାନୀ ଝିଅ ରାଜ ନନ୍ଦିନୀ ❤❤❤

    • @subratrout647
      @subratrout647 Год назад

      ବେଷ୍ଟ ନାଟକ, ଏ ଯୁଗରେ

  • @satyajitpadhan
    @satyajitpadhan Год назад

    ଶିବାନୀ ଗଣନାଟ୍ୟ ର ନାଟକ ସବୁବେଳେ ଆମସମାଜ କୁ କିଛିନାକିଛି ବର୍ତା ଦେଇଥାଏ ହେ ଇସ୍ବର ତୁମକୁ କୋଟି ନମସ୍କାର । ଭଙ୍ଗା ସବାରି । ବିଦେଶିନି । ମୁଇଁ ସମଳ ପୁରୀ ନନୀ ଏସବୁ ଅନ୍ନିଅ ତମ

  • @sujitkumargiri8496
    @sujitkumargiri8496 Год назад +1

    Sibani is the best

  • @narayansebak9923
    @narayansebak9923 Год назад

    Mo peinkali bajei de,A Dunia chidia khana,Fula baula Beni,chandana tipa ku nali alara,to akhi mo aaina,Basara rati,Kaunri Kanya,Bidesini,Kahani laguchi nua,Mu jhia te made in odisha,Sambalpuri Nani,Bajari budha, e sabu natak mu sibani ra dekhichi. Live. Among this. Ilike the best is basara rati one of my favourite natak .the acting of tiki in Bidesini is outstanding. Story of Fula baula Beni is very different such type of Natak I have never seen this time. Thaks sibani family to entertain to giving this type of Natak

  • @hrusikeshdas9053
    @hrusikeshdas9053 Год назад +1

    ଶିବାନୀ ତ ଏବ ଟୁଟୁ ବାବୁ ବୁଝୁଛନ୍ତି।

  • @bhaskarsethi7497
    @bhaskarsethi7497 3 месяца назад

    କାହାଣୀ ଲାଗୁଛି ନୂଆ

  • @sarojbehera8515
    @sarojbehera8515 Год назад +1

    My jagatsinghpur no1❤

  • @haraprasadbariktulu5388
    @haraprasadbariktulu5388 Год назад +2

    All nataka sibani Gananatya 👌👌

  • @lipunsahoo6489
    @lipunsahoo6489 Год назад

    Bahut sundara natak hua sibani gananatya