Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ନୀର ସ୍ଵାଇଁ ଙ୍କ ଅଭିନୟ ସ୍ଵତନ୍ତ୍ର ତାଙ୍କ କହିବା ଶୈଳୀ ଏବଂ ପୋଷାକ ର ପରିପାଟୀ ସ୍ଵତନ୍ତ୍ର ବ୍ୟକ୍ତି ଗତ ଭାବେ ମୁଁ ତାଙ୍କ ର ଫ୍ୟାନ୍
Jay jagannath nira Bhai or Sana Bhai Krishna.mo chhua belu nira Bhai Natak dekhchi.amazing. same hindi movie amrishpuri voice nira bhainkara
ନିର ବାବୁ ଙ୍କୁ ଜନତା ରୁ ଦେଖି ଛି ତାଙ୍କ ଓଜନ ଦାର ଡ଼ାଇ ଲଗ ଅତି ଚମତ୍କାର 🙏ମଞ୍ଚ ର ମଝି ଖୁଣ୍ଟ 🙏
Nira Nana voice master of jollywood industry salute him
ନିର ସ୍ୱାଇଁ ହେଉଛନ୍ତି ଓଡ଼ିଆ ନାଟ୍ୟ ଜଗତର ସବୁଠାରୁ ବେଷ୍ଟ କଳାକାର।ତାଙ୍କ ପରି ଭିଲିଆନ କେହି ହୋଇପାରିବେ ନାହିଁ।❤🎉
ବହୁତ ଭଲ ଲାଗିଲା ଭାଇ ଧନ୍ୟବାଦ
Jay Jagannath 🙏🙏🙏Bahutu sundar video bahutu khushi lagila nirananka video bahutu kichi sundar sundar katha kahila bahutu khushi lagila 🥰🥰🥰🥰🥰👍👍👍👍🙏🙏🙏🙏 bhai
Badhia batralap. My favorite actor Nira sir.
He is a genius and versatile actor, God bless him
Superb
Nira Babu apnku koti koti namaskar
Nira swain great artist ever green may god bless him for ever
Nira sir avinaya bahuta vall❤
Best nira Babu.
No 1 khalnayak ILOVE U
He is one of my favourite actor
Voice master
Love you sir ❤❤❤
Love you dadi
Jay Jagannath Krishna God bless you Krishna love you Krishna ❤❤❤❤❤❤❤
ଯାତ୍ରା ଜଗତର( Raja Murad) ନୀର ସ୍ୱାଇଁ one and only ଭଏସ ଅଫ କିଙ୍ଗ
ଏମିତି କଳାକାରଙ୍କୁ କୋଟି ପ୍ରଣାମ।
Nira babu is the best and unique artist in jollywood.
Make an interview with odisha opera artists like basant, santosh, kandhei, santi or others from OA
କୁନା ଭାଇ ତୁଳସୀ ପ୍ରଚାରକ ତାଙ୍କୁ ଟିକେ ଆଣନ୍ତୁ
Nice actor nira mausa
❤❤❤
Jatra jagatara pratham vilen setebele ki samaste dadhhi rakhuthile jiaki jane vilen bina dadhhire vilen kebal voice nhi kafi thila
ନନାଙ୍କର ଶିବାନୀ ର "ପକାଲୋ ପକା ହୁଳହୁଳି"ରେ ବଢିଆ ମାନିଆ ଥିଲା ଚିଙ୍ଗୁଡ଼ି କିଲ କିନେ ୭୦୦ ଆଉ ବିକେ ୬୦୦ କିଲେ କେ ୧୦୦ଲାଭ ମସ୍ତ ଥିଲା ମାନିଆ ଟା।....🎉🎉
ସେଥିପାଇଁ ତ ଯାତ୍ରା ଜଗତରେ ନୀର ସ୍ୱାଇଁ ଡାଇଲଗ ମାଷ୍ଟର ଅଟନ୍ତି
ବମ୍
Au thare sir nku anna tama chenlre
Jay jaganntha brother ❤❤❤
Mu nira Nana ku like kare bhagaban taku bhalare rakhantu
Mausha rasulgadare rahuchhantyi
Nira Swain always best
Tebe nira babu janata gananatyar ,Sukant Kumar Dash ku Jani thibe se aapnake katha kuhanti,
ନିରଭାଇଙ୍କ କଣ୍ଠ ସ୍ୱର ନିଆରା
Opara jagatar Raja murad
Jay shree Jagannath
Thanks
Nira. Swain ku Rastrapati purasakar deba darakar
Great acter🎉🎉
Bhai❤you
ଦାମିନି ଫିଲ୍ମ୍ କୁ କପି କରି ଯାତ୍ରା କରିଥିଲେ
🙏🙏🙏
ଭିଟେରିଆନ କଳାକାର ନିର ସ୍ୱାଇଁ ଙ୍କୁ ଯାତ୍ରା କିଏ ମନ କରିବ ରୋଲ୍ କରିବା ପାଇଁ
sankhali hero gote video karantu
Bhai Krishna please nira Bhainkuha.tankara 20 Barsha talara gote dialogue tuma videore kahibe.mun Kala mo Ranga kala.mo bepar b kala.chingudi kinuchi 400.bikuchi 300. Tathapi mote 100 tanka lava.athiru bhabi paruthiba mun kavali bepari
ଯିଏ କଳା କୁ ଚିହ୍ନିଛି ସିଏ ଜାଣିଛି ନୀର ସ୍ଵାଇଁ କଣ। ଦୈତାରୀ ପଣ୍ଡା ନିସନ୍ଦେହରେ ସୁପରଷ୍ଟାର କିନ୍ତୁ ନୀର ସ୍ଵାଇଁ ହେଉଛନ୍ତ ମୋ ମତରେ ସବୁଠୁ ଉଚ୍ଚ କୋଟୀର କଳାକାର। ଶିଖିବା ପାଇଁ ତାଙ୍କଠୁ ବହୁତ ମିଳେ। ଚଳନ୍ତି ଗୁରୁ ସିଏ ମୋ ପାଇଁ। ଜୀବନ୍ତ ଷ୍ଟାଇଲିସ୍ dialige ଡେଲିଭେରି ରେ ତାଙ୍କୁ କେହି ପାରିବେନି। khali ଜୋର୍ ରେ ଚିଲ୍ଲେଇଲା କଳାକାର ନୁହଁନ୍ତି ସିଏ ।
Nira Swain kichi janini se bahuta ranga dekhauchi Piyush Bhai good actor
be maghia tu kichi janinu
Piyush banda ta janichi maghia
ନୂଆ ନୂଆ ଯାତ୍ରା ଦେଖୁଛୁକିରେ ବାପ?? ପୀୟୂଷର ଅଭିନୟ ଭଲ ତାମାନେ ଏଇଆ ନୁହେଁ ଯେ ତୁ ବର୍ଷିଆନ କଳାକାର ନୀର ସ୍ୱାଇଁ ସହିତ ତାକୁ ତୁଳନା କରିବୁ.... ପୀୟୂଷ ଛାତ୍ର ହେଲେ ନୀର ସ୍ୱାଇଁ ପ୍ରଧାନ ଶିକ୍ଷକ ରେ ବାବା....
ନିର ସ୍ୱାଇଁ ଯାତ୍ରା ଦୁନିଆ ରେ ମାଇଲ ଖୁଣ୍ଟ,,,
Jatra bale param magiha
ନୀର ସ୍ଵାଇଁ ଙ୍କ ଅଭିନୟ ସ୍ଵତନ୍ତ୍ର ତାଙ୍କ କହିବା ଶୈଳୀ ଏବଂ ପୋଷାକ ର ପରିପାଟୀ ସ୍ଵତନ୍ତ୍ର ବ୍ୟକ୍ତି ଗତ ଭାବେ ମୁଁ ତାଙ୍କ ର ଫ୍ୟାନ୍
Jay jagannath nira Bhai or Sana Bhai Krishna.mo chhua belu nira Bhai Natak dekhchi.amazing. same hindi movie amrishpuri voice nira bhainkara
ନିର ବାବୁ ଙ୍କୁ ଜନତା ରୁ ଦେଖି ଛି
ତାଙ୍କ ଓଜନ ଦାର ଡ଼ାଇ ଲଗ ଅତି ଚମତ୍କାର 🙏
ମଞ୍ଚ ର ମଝି ଖୁଣ୍ଟ 🙏
Nira Nana voice master of jollywood industry salute him
ନିର ସ୍ୱାଇଁ ହେଉଛନ୍ତି ଓଡ଼ିଆ ନାଟ୍ୟ ଜଗତର ସବୁଠାରୁ ବେଷ୍ଟ କଳାକାର।ତାଙ୍କ ପରି ଭିଲିଆନ କେହି ହୋଇପାରିବେ ନାହିଁ।❤🎉
ବହୁତ ଭଲ ଲାଗିଲା ଭାଇ ଧନ୍ୟବାଦ
Jay Jagannath 🙏🙏🙏
Bahutu sundar video bahutu khushi lagila nirananka video bahutu kichi sundar sundar katha kahila bahutu khushi lagila 🥰🥰🥰🥰🥰👍👍👍👍🙏🙏🙏🙏 bhai
Badhia batralap. My favorite actor Nira sir.
He is a genius and versatile actor, God bless him
Superb
Nira Babu apnku koti koti namaskar
Nira swain great artist ever green may god bless him for ever
Nira sir avinaya bahuta vall❤
Best nira Babu.
No 1 khalnayak ILOVE U
He is one of my favourite actor
Voice master
Love you sir ❤❤❤
Love you dadi
Jay Jagannath Krishna God bless you Krishna love you Krishna ❤❤❤❤❤❤❤
ଯାତ୍ରା ଜଗତର( Raja Murad) ନୀର ସ୍ୱାଇଁ one and only ଭଏସ ଅଫ କିଙ୍ଗ
ଏମିତି କଳାକାରଙ୍କୁ କୋଟି ପ୍ରଣାମ।
Nira babu is the best and unique artist in jollywood.
Make an interview with odisha opera artists like basant, santosh, kandhei, santi or others from OA
କୁନା ଭାଇ ତୁଳସୀ ପ୍ରଚାରକ ତାଙ୍କୁ ଟିକେ ଆଣନ୍ତୁ
Nice actor nira mausa
❤❤❤
Jatra jagatara pratham vilen setebele ki samaste dadhhi rakhuthile jiaki jane vilen bina dadhhire vilen kebal voice nhi kafi thila
ନନାଙ୍କର ଶିବାନୀ ର
"ପକାଲୋ ପକା ହୁଳହୁଳି"ରେ ବଢିଆ ମାନିଆ ଥିଲା ଚିଙ୍ଗୁଡ଼ି କିଲ କିନେ ୭୦୦ ଆଉ ବିକେ ୬୦୦ କିଲେ କେ ୧୦୦ଲାଭ ମସ୍ତ ଥିଲା ମାନିଆ ଟା।....🎉🎉