Tame Kebe | Apekhya | Shasank Shekhar| Prem Anand | Prem Anand Music Showroom | POPA-Pearls of Prem

Поделиться
HTML-код
  • Опубликовано: 22 авг 2024
  • Tame Kebe
    ALBUM - Apekhya
    Singer : Shasank Shekhar
    Music & Lyrics : Prem Anand
    DOP: Om Parthajeet
    Edit & Publicity Design : Biren
    Mixing & Mastering: Milan Studio
    Creative Head: Saswati
    Follow us @
    / popa.pearlsofpremanand
    / popa.pearlsofpremanand
    #premanand #apekhya #OdiaGajal #Newodiasong #bestsong #odiaghazalApekhya #newodiasong #premanandnewsong #POPA #PearlsofPremAnand #PremAnand #OdiaSong #OdiaMusic #OdiaSadSong #NewOdiaSong #OdiaMusicVideo #OdiaGita #shasanksekhar
    ANTI-PIRACY WARNING
    This content is copyright to Prem Anand Entertainment Pvt. Ltd. (Brand - POPA - Pearls of Prem Anand). any unauthorized reproduction. redistribution or re-upload is strictly prohibited of this material. legal action will be taken against those who violate the copyright of the following material presented!

Комментарии • 676

  • @bhabaninayak3044
    @bhabaninayak3044 10 месяцев назад +27

    ମୁଁ ଜାଣିନି ଏ ଗୀତ ଟି କୁ କେତେ ଥର ଶୁଣି ସାରି ଲିଣୀ, ତଥବି ମନ ଓ ଆତ୍ମା ବାରମ୍ବାର ଶୁଣି ବାକୁ ଇଛା କରୁଛି। ପ୍ରେମାନନ୍ଦ ମହୋଦୟ ଏବିଂ ପୁରା ଟିମ୍ ଙ୍କୁ ଶୁଭେଛା। ଶଶାଙ୍କ ଶେଖର, ଏଇ ଗୀତ ରେ ତୁମ ସ୍ୱର ରୁ ଅମୃତ ଝରୁଛି। ପ୍ରଚ୍ଛଦପଟ ରେ ବଂଶୀ ବାଦକ ଙ୍କ ସୁର ଗୀତ ଟିକୁ ଅତ୍ୟନ୍ତ ଜୀବନ୍ତ ରଖିଚି।

  • @bipinnayak875
    @bipinnayak875 4 месяца назад +28

    ଏ ଗୀତ ଯେତେ ଶୁଣିଲେ ବାରମ୍ବାର ଶୁଣିବା ପାଇଁ ମନ ହେଉଛି... 100ବର୍ଷ ଏ ଗୀତ ଜୀବିତ ରହିବ ❤❤

  • @ShasankSekharOfficial
    @ShasankSekharOfficial Год назад +260

    My pleasure to be a part of this historical project ❤️

    • @manojkumarsahoo8690
      @manojkumarsahoo8690 Год назад +1

      The number of times Prem Anand sir was whispering "Kya baat hai" , proves how beautifully and soothingly u sang it and gave justice to the composition❤👏👏💯

    • @brockandpop760
      @brockandpop760 Год назад +11

      Bhai, You are the real jewel of Our Odisha. See you very soon. 🎉🎉🎉

    • @bikashsahoo9613
      @bikashsahoo9613 Год назад +5

      Brother u also upload new videos in ur channel....

    • @ShreeJiu
      @ShreeJiu Год назад +4

      Tuma swara re kichi jadu achi ohhhh ati ayi ati sundar gita beautiful voice beautiful music ( love you) ❤❤❤❤

    • @saishreeprusty
      @saishreeprusty Год назад +2

      🙏🙏🙏🥺💞

  • @baijayantinayak4170
    @baijayantinayak4170 7 месяцев назад +11

    ପ୍ରେମାନନ୍ଦ ସାର୍ ଙ୍କ ସୃଜନୀ,ସଙ୍ଗୀତ ସଂଯୋଜନା ଏବଂ ଗୀତ ଅନୁଯାୟୀ ଗାୟକ ଗାୟିକା ଚୟନ ଏ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଦ୍ୱିତୀୟ। ଯେତେ ଶୁଣିଲେ ବି ତା ମୂର୍ଚ୍ଛାନରେ ମନ ହଜିଯାଉଛି।❤

  • @theinsaanthoughts9262
    @theinsaanthoughts9262 3 часа назад

    ଗୀତର ପ୍ରଥମ ପଂକ୍ତିରୁ ତାର ମର୍ମ ଅନୁଭୂତି ହେଉଛି...
    One of the best composition...❤️👍☺️

  • @mishramanoranjan776
    @mishramanoranjan776 4 месяца назад +10

    ଏ ଗୀତ କୁ ଯେତେ ପ୍ରସଂଶା କଲେ ବି କମ ହବ ❤❤❤

  • @bibhupadasahoo4207
    @bibhupadasahoo4207 Год назад +30

    ପ୍ରେମାନନ୍ଦ ବାବୁ, ମଝିରେ ମଝିରେ ଏମିତି ଗୀତ ତିଆରି କରନ୍ତୁ , ଯାହା ଅଭୁଲା ହୋଇ ରହିବ । ଶଶାଙ୍କ ବାବୁ ଅତି ସୁଲଳିତ କଣ୍ଠ ରେ ଗାଇଛନ୍ତି, ସାରା ଟିମ କୁ ମୋର ଆନ୍ତରିକ ଧନ୍ୟବାଦ ।

  • @user-xy2hm8vm3b
    @user-xy2hm8vm3b Год назад +8

    Satare odia Gita ete sundara laguchii .... Bollywood ku katiba .. emiti song au singing emiti heba darakar ..... Jay Odisha🎉🎉🙋🙋🙋🙋

  • @abinashpradhan7950
    @abinashpradhan7950 Год назад +10

    ଶଶାଙ୍କ,
    ତୁମର ସୁନ୍ଦର କଣ୍ଠ ସ୍ବର, ତୁମର ପଚଣ୍ଡ ପ୍ରତିଭା ଓ ତୁମର ଅସାଧାରଣ ଦକ୍ଷତା ବଳରେ ତୁମେ ସାରା ଓଡ଼ିଶା ବାସୀ ଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛ।
    ତୁମକୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ।
    💐💐💐💐💐💐💐💐💐💐

  • @rscradheradhe2768
    @rscradheradhe2768 Год назад +24

    This song is absolutely deserve for Shashank sir.. ଏହି ଗୀତଟିଏ ଶୁଣିବା ପରେ ମୁଁ ବି ନିଜକୁ ହଜେଇ ଦେଲି ଗୀତର ପ୍ରତିଟି ଛନ୍ଦରେ !! କି ଚମତ୍କାର ଗୀତ ଏବଂ କଣ୍ଠଶିଳ୍ପୀ !! ରାଧେ ରାଧେ 🙏🙏🙏

  • @ratankumarbehera5542
    @ratankumarbehera5542 19 дней назад +2

    ଆପଣଙ୍କ youtube ଚାନେଲ୍ ରେ ଗୀତ ଶୁଣିଲା ପରେ, ବାସ୍ତବରେ ଆପଣ ଜଣେ music scientist ପ୍ରେମାନନ୍ଦ ସାର୍

  • @AnchorSubham1
    @AnchorSubham1 10 месяцев назад +9

    Bht mitha Gita te , chamatkar ❤❤❤

  • @arupsahoo2453
    @arupsahoo2453 2 дня назад

    ଗୀତ ଟି ପ୍ରତି ଟି ଶବ୍ଦ ରେ ମଧୁର ତା.. ଧନ୍ୟବାଦ prema Anand ji❤️❤️

  • @prachuryavardhan4756
    @prachuryavardhan4756 9 дней назад +1

    the way u convey emotions is incredible...this is the defination of a good song...keep it up POPA

  • @samir4500
    @samir4500 15 дней назад +1

    Wah sir 👏very nice ❤️ନୂଆ ଭଲପାଇବାରେ କିନ୍ତୁ ନଥାଏ what line sir oh Heart touching ♥️ବାର ବାର ହୣଦୟ ଶୁଣିବାକୁ କହୁଛି 😭👌🙏

  • @sushantsinghofficial-cf9ed
    @sushantsinghofficial-cf9ed 13 дней назад +1

    Very Feel Song ❤🎉❤
    Congratulations Dear Premanad Sir
    Meaning Full LYRICS AND Heart Touch COMPOSE ❤❤❤
    Sanshank sir nice voice
    ❤❤❤
    Most ARRANGEMENT That's Next Level
    God Bless You All Team Members

  • @LataBehera-ul2lg
    @LataBehera-ul2lg 4 месяца назад +1

    Janichimu tame kebe badalibani so beautiful song jete sunilebi mana bharuni puni ichhahua sunibaku❤❤❤

  • @sushreetapandey882
    @sushreetapandey882 3 дня назад

    Jete thara sunile bi bar bar sunibaku ichha hauchi sasanka bhainka kanthare Gita ti khus madhura laguchi

  • @janakiballavmishra9334
    @janakiballavmishra9334 6 дней назад

    କି ସୁନ୍ଦର ମନଛୁଆଁ ଗୀତ ! ଲେଖିବା ଓ ଗାଇବା କଳାକାର ଙ୍କୁ ମୋର ପ୍ରଣାମ |ଆପଣମାନେ ଆମ ହୃଦୟରେ ସବୁବେଳେ ରହିବେ.

  • @user-xx5vg5cm7z
    @user-xx5vg5cm7z 15 дней назад +1

    ଖୁବ୍ ସୁନ୍ଦର
    ବାରମ୍ବାର ବିମୋହିତ କରୁଛି
    ଶବ୍ଦ ସ୍ବର ବାନ୍ଧି ରଖୁଛି ବାଃ

  • @gouriojha9596
    @gouriojha9596 2 месяца назад +3

    ବହୁତ ସୁନ୍ଦର ଗୀତ ସାର୍। ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି

  • @honeycreations6077
    @honeycreations6077 7 месяцев назад +6

    ସଙ୍ଗୀତକୁ ଓ ଓଡ଼ିଆ ଶବ୍ଦକୁ ଭଲ ପାଉଥିବା ଅନୁଭବୀ ଏମିତି ସଙ୍ଗୀତ ପରସିପାରେ... ଅଜସ୍ର ଧନ୍ୟବାଦ ପ୍ରେମ ଆନନ୍ଦ ଜୀ ❤❤❤ ସୁନ୍ଦର ଲିରିକ୍ସ

  • @krutibasparida5061
    @krutibasparida5061 28 дней назад +2

    ଶଶାଙ୍କ ଭଳି ଜଣେ ଉଦୀୟମାନ କଣ୍ଠ ଶିଳ୍ପୀ ଙ୍କ ପାଖରୁ ଏଇ ଭଳି ଗୀତ ଆଶା କରା ଯାଏ ଧନ୍ୟବାଦ ଶଶାଙ୍କ ବାବୁ ଏବଂ ପ୍ରେମାନନ୍ଦ Sir

  • @kumarmitanofficial9631
    @kumarmitanofficial9631 7 дней назад

    Music maker ପ୍ରେମାନନ୍ଦ ସାର୍ ଙ୍କୁ ମୋର ହୃଦୟରୁ ଧନ୍ୟବାଦ୍ ଆଉ ଶୁଭେଚ୍ଛା. ସତରେ ଆପଣଙ୍କ ହାତର ସ୍ପର୍ଶରେ ମାଟି ବି ସୁନା ହୋଇଯାଏ...

  • @susantpanda2178
    @susantpanda2178 Месяц назад +1

    Ki sundar lyrics aau composition... Soulful singing...

  • @snehalsnitik
    @snehalsnitik 7 дней назад +1

    Realistic gajal❤❤❤❤❤ wao....

  • @rikichakrabarty9639
    @rikichakrabarty9639 5 месяцев назад +2

    Ki sundar odia gazal .....touched ,amti aahuri gazal odia ra aasiba darkar,this is the perfect time to changed the lyrics...music is like this.this call pure music ...namo namo odisha...ki talent...re aama odishare...wah wah suprb ❤

  • @SumitraMallick-it5gl
    @SumitraMallick-it5gl 14 дней назад +1

    Satare kichhi jibanare amiti hue salute sir

  • @banabiharisahu5764
    @banabiharisahu5764 День назад

    A ଗୀତ ରେ ଫୁଲ reality achhi ❤️ touching

  • @bibhuprasaddash1552
    @bibhuprasaddash1552 Год назад +8

    Prema sir= using Lyrics to another level + adding music to another level + choosing singer to another level.
    This resembles my story i felt it.
    Thank u sir and keep on providing these types of songs

  • @Digitaljashoda64
    @Digitaljashoda64 2 месяца назад +1

    Heart touching song very nice song makes you think about listening again and again even after listening to it....❤❤.... outstanding song

  • @subhu79
    @subhu79 Месяц назад +2

    Beautifully composed, beautifully written, beautifully sung...

  • @nirakarjena3699
    @nirakarjena3699 5 месяцев назад +2

    ଏ ଗୀତ ଓଡ଼ିଶାର ପୁରପଲ୍ଲୀରେ ଇତିହାସ ସୃଷ୍ଟି କରିବ.... ଆଉ ଇତିହାସ ହୋଇ ରହିବ ଏଥିରେ କୌଣସି ସନ୍ଦେହ ନାହିଁ❤

  • @crescentphysics5758
    @crescentphysics5758 2 месяца назад +2

    ବହୁତ୍ ସୁନ୍ଦର୍। ଏହି କାର୍ଯ ରେ ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଅନେକ ଅନେକ ଅଭିନନ୍ଦନ।🎉

  • @uttambiswas-r5g
    @uttambiswas-r5g 2 месяца назад +2

    Kohiba pai kichi aau nahi emiti pori bhasa ❤❤❤❤❤

  • @cenemadness6003
    @cenemadness6003 2 месяца назад +1

    Wahhh ki sundara sangeeta❤

  • @yoursjaggu
    @yoursjaggu 11 месяцев назад +25

    ଜାଣିଚି ମୁଁ ତମେ କେବେ
    ହଁ ତମେ କେବେ ବଦଳିବା ନାହିଁ
    ମୁଁ ନିଜକୁ ବଦଳେଇ ଦେଲି-୪
    ଜାଣିଚି ମୁଁ ତମେ କେବେ
    ହଁ ତମେ କେବେ ହାରିବ ନାହିଁ
    ମୁଁ ନିଜକୁ ହରେଇ ଦେଲି -୪
    ଅନେକ ଥର ମୁଁ ବୁଝେଇବା ପାଇଁ ଚେଷ୍ଟା ମଧ୍ୟ କରିଥିଲି
    ଜାଣିଚି ମୁଁ ତମେ କେବେ
    ହଁ ତମେ କେବେ ବୁଝିବ ନାହିଁ
    ମୁଁ ନିଜକୁ ବୁଝେଇ ଦେଲି
    .... Music....
    ଆ ଆ....
    କେବେ ଯଦି କାହା ସାଥେ କଥା ମୁଁ ହୁଏ
    ଅଯଥାରେ ତୁମେ ମୋତେ ସନ୍ଦେହ କର
    କେବେ ଯଦି କିଏ ମୋତେ ପ୍ରଶଂସା କରେ
    ଜାଣି ପରେ ନାହିଁ କାଇଁ ଏମିତି ଡର
    କେବେ ଯଦି କାହା ସାଥେ କଥା ମୁଁ ହୁଏ
    ଅଯଥାରେ ତୁମେ ମୋତେ ସନ୍ଦେହ କର
    କେବେ ଯଦି କିଏ ମୋତେ ପ୍ରଶଂସା କରେ
    ଜାଣି ପରେ ନାହିଁ କାଇଁ ଏମିତି ଡର
    ଡରର କାରଣ ବୁଝିବାକୁ ଯାଇ , ଭୁଲ ଜେ ହେଇଗଲି
    ଜାଣିଚି ମୁ ତମେ କେବେ ନଇଁବ ନାହିଁ
    ମୁଁ ନିଜକୁ ନୁଆଇଁ ଦେଲି -୪
    ଗା ମା ରେ ଗ ମା ଗା.......
    ନୂଆ ଭଲ ପାଇବା ରେ କିନ୍ତୁ ନଥାଏ
    ମନ ଦେଲା ପରେ କିନ୍ତୁ ଆରମ୍ଭ ହୁଏ
    ପ୍ରଥମ ରୁ ଦୁଇ ମନ ଏକାଠି ଥାଏ
    ପରେ ପରେ କାଇଁ ମନ ବଦଳି ଯାଏ
    ନୂଆ ଭଲ ପାଇବା ରେ କିନ୍ତୁ ନଥାଏ
    ମନ ଦେଲା ପରେ କିନ୍ତୁ ଆରମ୍ଭ ହୁଏ
    ପ୍ରଥମ ରୁ ଦୁଇ ମନ ଏକାଠି ଥାଏ
    ପରେ ପରେ କାଇଁ ମନ ବଦଳି ଯାଏ
    ଅନୁତାପ ରେ ମୁଁ ପ୍ରତିଦିନ ଭାବେ
    ଭୁଲ ବୋଧେ କରିଦେଲି
    ଜାଣିଚି ମୁଁ ତମେ କେବେ ମାନିବ ନାହିଁ
    ମୁଁ ନିଜକୁ ମନେଇ ଦେଲି ୨
    ମୁଁ ନିଜକୁ ନୁଆଇଁ ଦେଲି ୨
    ମୁଁ ନିଜକୁ ବୁଝେଇ ଦେଲି ୨
    ମୁଁ ନିଜକୁ ହରେଇ ଦେଲି୨

  • @pravatsmathematics9586
    @pravatsmathematics9586 6 месяцев назад +4

    ବହୁତ ସୁନ୍ଦର ପ୍ରେମାନନ୍ଦ sir ଙ୍କ ଦ୍ୱାରା ସଂଗୀତ ବହୁତ ସୁନ୍ଦର ହୃଦୟରୁ ବହୁତ ବହୁତ ଧନ୍ୟବାଦ ଏବଂ ଗାୟକ sir ଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ

  • @pujaraniojha7793
    @pujaraniojha7793 4 месяца назад +1

    It's amazing, very nice song , mu ete time e song sunuchi, very heart touching

  • @tejranluv3324
    @tejranluv3324 6 месяцев назад +4

    POPA ra jetiki ti song sunilini a song ti sabuthu best.......👌👌👌👌👌👌 superb.......👌👌👌👌👌 outstanding.......🔥🔥🔥🔥🔥🔥 exllent........❤❤❤❤❤

  • @madhusudanbehera1677
    @madhusudanbehera1677 Час назад

    Ame odia ama gita bhari badhia ❤❤

  • @goutamnayak2629
    @goutamnayak2629 10 месяцев назад +4

    Sir a gita mu ପ୍ରାୟ ସମୟ ଶୁଣେ କାହିଁକି ନା mo ଅସ୍ତିର ମନକୁ ସ୍ତିର କରେ ଲାଗୁଚି ଏ ଗୀତରେ ଯେମିତି କୋଉ ଯାଦୁ ଗର ଜାଦୁ କରି ଦେଇଚି ❤😊❤😊❤ love you sir ଆପଣଙ୍କ ଆଶୀର୍ବାଦ ରହୁ ମୁଁ ବି ଦିନେ ଆପଣଙ୍କ ଗୀତ କୁ ଗାଇବା ପାଇଁ ଚାହୁଁଛି

    • @basantchety4135
      @basantchety4135 10 месяцев назад

      What a heart reflecting song very good music composition exactly premanand sir is a musical scientist in odiya music industry. I ❤❤❤❤ this song ..........🎉🎉🎉

  • @narayansethi4586
    @narayansethi4586 3 месяца назад

    I have no word how I describe about this song..
    When I hear this song Again and again .that time create my soul one type of explosion where I can't control it...
    when any one fall in love first time if any break up incident happen .this song relief his or her pain ..again and again after hear ...
    I thanks to all team members
    Singer shasanka and music scientist premanda sir..
    Keep it up this type of song where relief all lovers pain...

  • @LituGouda-xn6qm
    @LituGouda-xn6qm 6 месяцев назад +5

    ଅତି ଉତ୍ତମ ପରିପ୍ରକାଶ ହୋଇଛି
    ଶୁଣିବାକୁ ଆନନ୍ଦ ଲାଗୁଛି

  • @bibhuprasadpradhan8968
    @bibhuprasadpradhan8968 Год назад +10

    The real pearls of odia music industry who gives the joy of love

  • @SweetShraddhanjali
    @SweetShraddhanjali Месяц назад +1

    Premanand sir mo favorite music director. Se ama industry ku anek sundar sundar gita veti deichhanti. Shasanka babu nka voice aau gayakee b ati chamatkar. Suniki bahut Shanti lagila. Emiti gai chalantu. Emiti gita madhyamare ama odia Gita biswa re nijara jaga Kari parichhi aau rakhithiba madhyan. Whole team ku anek anek sadhubad❤

  • @abhilashbehera2989
    @abhilashbehera2989 12 дней назад +1

    ❤ best Song I have ever heard👍

  • @SingerKumarLuckyBaadshah
    @SingerKumarLuckyBaadshah 3 месяца назад

    Sach a masterpiece Gazhal pattern song...many many thanks to Prema sir nd entair team ..❤❤

  • @Aaron-qh6bd
    @Aaron-qh6bd Год назад +4

    ବହୁତ୍ ସୁନ୍ଦର୍ ହେଇଛି different, unique and beautifully sang by shasank🎉❤waiting 4 human

  • @sidharth994
    @sidharth994 2 месяца назад +1

    ଏଇ ସଙ୍ଗୀତ କାର୍ଯ୍ୟକ୍ରମ ଏକ ଐତିହାସିକ ପଦକ୍ଷେପ ଓଡ଼ିଆ ସଙ୍ଗୀତ ଦୁନିଆ ପାଇଁ ❤❤❤❤❤❤❤❤

  • @sailendradas1709
    @sailendradas1709 2 дня назад

    Akashbani ctc.ra yubabani gitaku manepakauchhi.thanks prema and also samikshya,,

  • @sarojinidevi9307
    @sarojinidevi9307 6 месяцев назад +2

    ଅତି ସୁନ୍ଦର ଗୀତ।ବହୁ ବର୍ଷ ପରେ ଏତେ ହୃଦୟସ୍ପର୍ଶୀ ଗୀତଟିଏ ଶୁଣିଲି। ଗୀତିକାର ,ଗାୟକ ତଥା ସ୍ୱରଦାତା ସ। ସମସ୍ତେ ଅତୁଳନୀୟ।ଶଶାଙ୍କ ତୁମର ତୁଳନା ନାହିଁ।

  • @manasdashdash5958
    @manasdashdash5958 Год назад +4

    No sound effects not much musical instruments used - Heart touching composition by legendry Prem Anand sir and the most versatile singer Shashank Bhai you both are amazing 👌🙏

  • @gobindaballabha
    @gobindaballabha 10 дней назад +1

    This song is most related for one side love 😘😘...

  • @subratanayak5619
    @subratanayak5619 21 день назад +1

    ❤❤❤❤Ati sundar 🙏

  • @Civilboy_Siro
    @Civilboy_Siro 8 дней назад

    Jete sunile b, mana bharuni... ❤

  • @mrgelurout
    @mrgelurout 28 дней назад +2

    ଏମିତି ବି ଲେଖା ହେଇପାରେ ଆଉ compose ବି ବିଶ୍ୱାସ ହଉନି ।।। ଅତି ସୁନ୍ଦର୍

  • @PrabeshMallik
    @PrabeshMallik 10 месяцев назад +2

    Ati chamtakara hrudaya saprsi Gita Tia sir Sunila pare deha mana prafulita hoi gala 👌👌❤️❤️❤️❤️🙏🙏🙏🙏🙏🙏🤔

  • @startutorial7
    @startutorial7 2 месяца назад +1

    Song composition mind blowing ..

  • @rahulnag5140
    @rahulnag5140 6 месяцев назад +2

    Literally this song is amazing.. thank you so much for made by this kind up song premanand sir..

  • @tablatips7555
    @tablatips7555 6 месяцев назад +4

    🙏❤️🙏🙏🙏🙏🙏🙏❤️❤️❤️❤️❤️❤️ଏ ଗୀତ ଥରୁଟିଏ ଗାଇବାକୁ ଚାହେଁ କେବଳ ଜଣଙ୍କ ଉପସ୍ଥିତିରେ।

  • @manaskumarbarik4777
    @manaskumarbarik4777 6 месяцев назад

    This song can feels like soul can goes from your body ☺️☺️.the lyrics composition heart touching
    Mo nija ku song pakhre hareideli ❤️❤️❤️❤️

  • @Supremekumar2024
    @Supremekumar2024 25 дней назад

    Soul full song and beautiful voice with beautiful singing ❤️

  • @kabitamishra1263
    @kabitamishra1263 3 месяца назад

    Very nice song ... heart touching.... excellent performance Thank you all ❤❤❤

  • @user-sl1wq7hk7e
    @user-sl1wq7hk7e 5 месяцев назад

    What a marvelous voice and the lyrics will be touch to all 's heart
    Love this voice and lyrics.bcoz it is filled with spontaneous points of every moment of this song ❤❤

  • @mangalsingermundari
    @mangalsingermundari 24 дня назад

    Super se bhi upar Bhai🌹🏵️🏵️🙏🙏🙏

  • @jadupatirout
    @jadupatirout 6 месяцев назад +1

    ମୋ ଜୀବନ ରେ ଏମିତି ଏକ ଗଜଲ ଶୁଣି ମୁଁ ଆଜି ହଜିଗଲି, ଏମିତି ଗଜଲ ର ଗୀତିକାର, ସଂଗୀତ ରେ ପ୍ରେମାନନ୍ଦ ସାର, ଶସାଙ୍କ ଙ୍କ କଣ୍ଠସ୍ବର ବହୁତ ମନମୁଗ୍ଧକର। ନିଆରା ପ୍ରୟାସ, ନିଆରା ଗୀତ, ସତ୍ଯ ଲେଖା, ବହୁତ ସୁନ୍ଦର

  • @maheswarbehera6352
    @maheswarbehera6352 11 месяцев назад +2

    Sir odishare mu prathama thara yemitika voice sunili So Clear voice like glass...Thak sasanka babu and prem sir

  • @OAS_GURU
    @OAS_GURU Год назад +7

    Happy to see Odia musical industry is try to back to its glory. Soothing 🦻❤️

  • @user-hx6vu3lb1f
    @user-hx6vu3lb1f Год назад +10

    The song has a great instrumental backing.The lyrics of the song is very heart touching and the rhythm of the song is so catchy.you're blessed with a mesmerizing voice. You showed great emotion and connection to the song.I've already heard your "Bapa" song which is also one of your great art with beautiful message to the current generation. We all the listeners hope you will sing a song related to women empowerment.👍

  • @kishoremohapatra6657
    @kishoremohapatra6657 Год назад +2

    This song is dedicates. Who decided to broken family life. I hope this song teaches those people who decided divorce his or her marraige. Life. Great song. Built of a clean society. Thanks of all team .love u my favorite shasanka wow. Great thank & namakar to premanda sir.

  • @theatrewala-bikramjena369
    @theatrewala-bikramjena369 6 месяцев назад +1

    ବାସ୍ତବିକ ପ୍ରେମ ଆନନ୍ଦ ଆପଣ ସଙ୍ଗୀତ ର ଜାଦୁଗର.... ଆପଣଙ୍କ ସଙ୍ଗୀତ ରେ କଣ୍ଠଶିଳ୍ପୀ ଶଶାଙ୍କ ଚାର୍ ଚାନ୍ଦ ଲଗାଇଛନ୍ତି। ଆପଣଙ୍କ ପାଇଁ ଆମେ ଗର୍ବିତ।

  • @padmadash9058
    @padmadash9058 11 месяцев назад +2

    Dear Mr sasank ....its a voice like arijit singh of Bollywood... And for premanand sir... The lyrics n music it's world class... Thanks for being odia...

  • @Lipu9
    @Lipu9 10 месяцев назад +5

    Wow excellent 👌👌👌👌
    ପ୍ରେମାନନ୍ଦ ସାର

  • @barsharanisubudhi2546
    @barsharanisubudhi2546 6 месяцев назад +1

    What a peaceful song ❤ so beautiful and soothing song... That musical instruments and voice stolen my heart ❤ premanand sir and shasank sir ❤

  • @MyDiscovery371
    @MyDiscovery371 2 месяца назад +1

    Outstanding....

  • @amarendrapuhan8747
    @amarendrapuhan8747 5 месяцев назад

    Sashank my dear u r a great singer. It's a new inovation of Prema sir

  • @SunilKumarMishra
    @SunilKumarMishra 5 месяцев назад

    Amazing singing and composition. Jai Jagannath 🙏

  • @jenamanisanjibkumar9227
    @jenamanisanjibkumar9227 5 месяцев назад +1

    ବହୁତ ଭଲ ଲାଗିଲା। ଗୀତର ସ୍ବର ଓ ସଙ୍ଗୀତ ଅତି ଉଚ୍ଚକୋଟୀର । ଗାୟକଙ୍କ କଣ୍ଠସ୍ବର ମଧ୍ୟ ବହୁତ ଭଲ। ପ୍ରେମାନନ୍ଦଙ୍କୁ ଅଶେଷ ବଧେଇ।

  • @pabankumar.9254
    @pabankumar.9254 6 месяцев назад +4

    ସତରେ ବୋହୁତ ଆନନ୍ଦ ଦଉଚି ଏ ସଙ୍ଗୀତ

  • @sujitbhakta5093
    @sujitbhakta5093 Год назад +4

    Unique voice of Odisha , thanks to Shashank Shekhar, love you

  • @sidharth994
    @sidharth994 2 месяца назад +1

    ଓଡ଼ିଆ ସଙ୍ଗୀତ ପ୍ରତି ଆପଣ ମାନଙ୍କ ଅବଦାନ ସତରେ ପ୍ରଶଂସନୀୟ

  • @HarenParicha
    @HarenParicha 2 месяца назад +1

    Ati sundar...

  • @HariharMahasuar
    @HariharMahasuar 5 месяцев назад

    Thnku written sir je hau baut vaut. Dhanayabad emit lwkhibaku

  • @shaktinanda5425
    @shaktinanda5425 8 месяцев назад

    So beautiful, soothing and Heart touching 🥺

  • @madhusmitamadhusmita7742
    @madhusmitamadhusmita7742 6 месяцев назад

    Very Very Impressive ❤Touched My Heart ❤️❤️❤️ Really ❤I Love This Song ❤️❤️❤️

  • @sanjaysethy846
    @sanjaysethy846 10 дней назад +1

    Nice song.....thanks sir🙏🙏

  • @susantakumarsenapati7884
    @susantakumarsenapati7884 Год назад +1

    I have listened to it at least 7 times now, Really Heart touching,It seems that ,at this time ,the song is for me.ha ha ha .....

  • @bikrampal7839
    @bikrampal7839 6 месяцев назад

    Sir outstanding singing, premananda sir great composition. ..

  • @birendrabag6775
    @birendrabag6775 Год назад +1

    Terrific voice.... Touch kari jauchhi heart ku...sate jemiti mo pain gita ta hoichhi...

  • @MMMBCreation
    @MMMBCreation 9 месяцев назад +1

    Wow Super Voice Out Standing Composition Something Different ❤❤
    ମୁଁ ଶୁଣିକି ବହୁତ ଖୁସି ହେଲି
    ମୁଁ ଶୁଣିକି ବହୁତ ଖୁସି ହେଲି,❤❤
    ଧନ୍ୟବାଦ🙏🙏

  • @ratikantranjit7188
    @ratikantranjit7188 Год назад +4

    What a lyric and music!
    Fantastic
    Heart touching
    Thank you Premanand Sir
    A word to the singer
    Well trained voice with clarity and variety.

  • @stpforglorytogod921
    @stpforglorytogod921 11 месяцев назад +3

    This song Matching with my Story and melted my Heart❤,,,
    Thank you Premanand Sir For this Wonderful Song ❤🙏🙏🙏🙏🙏🙏🙏🙏

  • @babulibarik8792
    @babulibarik8792 4 месяца назад

    Really u r musical scientist in India.

  • @mainnahibataunga9712
    @mainnahibataunga9712 Год назад +62

    ସାର୍ ଦୟା କରି ମୋର ଗୋଟେ ଅନୁରୋଧ ରକ୍ଷା କରିବେ ମୋର ରତିକାନ୍ତ ଶତପଥୀ ସାର୍ ଙ୍କ କଣ୍ଠ ରୁ ଗୋଟେ ଘଜଲ ଶୁଣିବାର ପ୍ରବଳ ଇଚ୍ଛା ଅଛି ପ୍ଲିଜ୍ ତାଙ୍କ ସହିତ ଗୋଟେ ଘଜଲ ଗୀତ ତିଆରି କରିବେ please please please ସାର୍ 🙏🙏🙏🙏

  • @manoramaskj1974
    @manoramaskj1974 Год назад +1

    Bahut badhia. Superb.
    Odiya gazal

  • @diandeinrangamancha3651
    @diandeinrangamancha3651 6 месяцев назад

    After a long time....such a beautiful song.. nicely composed..prem anand sir and Sekhar sir really you are great.it touched my heart.

  • @jaganjena157
    @jaganjena157 2 месяца назад +1

    Wow ❤ I love this song

  • @balmikidehuri3987
    @balmikidehuri3987 3 месяца назад

    Heart touchable sir 👌🏻👌🏻

  • @chittaranjanpanda-6179
    @chittaranjanpanda-6179 Год назад +7

    ଏ ଗୀତ ଶୁଣିବା ପରେ ମୁ ଆତ୍ମ ବିଭୋର ହେଲୀ,,, ନିଜ ଭିତରେ ନିଜ କୁ ହଜେଇ ଦେଲୀ,, ଆଉକାହାକୁ ଭୁଲି ବାକୁ ଯାଇ ନୀଜ କୁ ଭୁଲି ଗଲୀ