Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଓଡ଼ିଆ ଭାସ୍କର ଚ୍ୟାନେଲ କୁ ବି ବହୁତ ବହୁତ ଧନ୍ୟବାଦ ଭାଇ ଙ୍କୁ କିଛି କହିବା ପାଇଁ ସୁଯୋଗ ଦେଇଥିବାରୁ
ଆପଣଙ୍କ କଥା ବହୁତ ଭଲ ଲାଗିଲା 👌ଏକଦମ୍ ନିରାଟ ସତ୍ୟତା ସତକଥା ଦୁଇ ପଦ କହିଲେ ହର ସାରଙ୍କ ଠାରୁ ଆରମ୍ଭ କରି ପିଣ୍ଟୁ ଭାଇଙ୍କ ଠାରେ ସମାପ୍ତି . ଠିକ୍ କଥା କହିଛନ୍ତି ହୁଏତ କାହାକୁ ଖରାପ ଲାଗିପାରେ ସମାଜ ପାଇଁ ସୁନ୍ଦର ବାର୍ତ୍ତା ମଦ ଠାରୁ ଦୂରେଇ ରୁହନ୍ତୁ ଆପଣଙ୍କୁ ଅଶେଷ ଧନ୍ୟବାଦ ପିଣ୍ଟୁ ଭାଇଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ଜୟ ଜଗନ୍ନାଥ 🙏
କଳାକାର ଦେହ ଖରାପ ହେଲେ ସାଧାରଣ ଲୋକ ଟଙ୍କା ଦେବେଆଉ ସାଧାରଣ ଲୋକର ଦେହ ଖରାପ ହେଲେ ସମସ୍ତେ କଳାକାର ମିଶି ଟଙ୍କା ଦେବେତ
Right kahila
100% Right
Sata Katha kahila bhai
Na bhai seta hebani kebe...
Bhai badhia katha kahila
କୁଆଡେ ଗଲେ ବାବୁଶାନ୍ ଆଉ ସବ୍ୟସାଚୀ। ଦୋସ୍ତି ଫିଲ୍ମ କରିଥିଲେ
Babu saan ta jiban re kahaku sahajya koreni... Sabya sachi kore.
Are bhai Sabyasachi Archita sangare thei thei se kn bujhiba Dosti ra Mane....
@@gsodia9915 ବାବୁଶାନ kahara antima darshan karibaku jaeni. Bekar prakruti saha goa bulibaku jauthila.
Industry re kehi kahara nuhanti...eiti khali competition , jealousy , leg pulling mentality , extra material affairs...etc
@@gsodia9915 👍
ପୂରା ଠିକ୍ କଥା କହିଲେ ଭାଇ ତୁମେ 👍ଆପଣଙ୍କୁ ଧନ୍ୟବାଦ 🙏
ଭାଇ ଗୋଟେ ମଞ୍ଜି କଥା କହିଲ 🙏🙏 ଗୋଟେ ମଣିଷ ଦେଖିଲି ଓଡିଶା ରେ ପ୍ରଥମ ଥର ପାଇଁ
ଆଜ୍ଞା ଆପଣ ପୁରା ମଞ୍ଜି କଥା କହିଲେ କିନ୍ତୁ ଲାଭ କଣ.... ଯିଏ ଯିବାର କଥା ସେ ଚାଲିଗଲେ ଭଗବାନ କରନ୍ତୁ ତାଙ୍କର ଆତ୍ମା କୁ ଶାନ୍ତି ଦିଅନ୍ତୁ.. 😔😔
Right
Satkaheleaangya
ହଁ ଭାଇ ସବୁ ଶତ କଥା
ପୁରା ସତ କଥା କହିଲେ ଭାଇ 👍 ସର୍ବ ସାଧାରଣ ଲୋକଙ୍କ ସାମ୍ନାକୁ ଆସିଲା ପୁରା ସତ କ 🙏 ମଣିଷ ର ଅସଲ ରୂପ 🙏🙏 ଜୟ ଜଗନ୍ନାଥ 🙏🙏
ଭାଇ ପୂରା ଠିକ୍ କହିଲେ,ଜୟ ଜଗନ୍ନାଥ 🙏🙏🙏
ଭାଇଙ୍କ କଥା ଖୁବ୍ ଭଲ ଲାଗିଲା ଧନ୍ୟବାଦ୍ ଭାଇ।
ମୁଁ ବି ଏକମତ, ଏତିକି ଅନୁରୋଧ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ବୁଝାମଣା ଠିକ୍ ରଖନ୍ତୁ । ନିଶାଦ୍ରବ୍ୟ ଠାରୁ ଦୂରରେ ରୁହନ୍ତୁ । ବାପା ମାଆ ଙ୍କ ବିଚ୍ଛେଦ ରେ ପିଲାମାନେ ,ହ ଇରଆଣହଏଉଛନ୍ତି।ଏଇତ ଜୀବନ। ଜୀବନ କୁ ଉପଭୋଗ କରି ଖୁସିରେ ରୁହ।
ଯଉ ମାନେ ଟିକେ ଆଗକୁ ଦେଖା ଯାଉଛନ୍ତି ସେମାନେ ହିଁ ଆଗ ଚାଲି ଯାଉଛନ୍ତି
Sir 🙏🙏 ur 100, percent right sir as a. Common person I realised ur statement is right 🙏🙏🙏🙏🙏
ଭାଇ ତମ ପାଦ ଧୂଳି ନେବା କଥା ସବୁ ଠୀକ କଥା କହିଲେ
Hau neeee🤸
@@putul5708 Bhai bhala ki dei dela aau…
@@putul5708 putul
Aapan thik katha kahile sir, aapan nka katha t sabu kalakr manaku bujhei bariba.jay jagannath Swami Nayan Patha Gami Bhaba Tume
Apana thik katha kahile 🙏🙏🙏
Apana 100%right katha kahichhanti 👍👍
He is saying the truth,always normal people will give money,the the artist r here because of the people ,they are living a lavish life style because of people.
1000% ଠିକ୍ କହୁଛନ୍ତି, ନିରାଟ ସତ୍ୟ କହିଛନ୍ତି, ଭଲ ଲାଗିଲା
You are 100 percent right for today's digital woorld
ଗୋଟିଏ କଳାକାର ଦେହରେ ବହୁତ ଭଲ ପାଇବା ଥାଏ କି.....ନ୍ତୁ ନିଜ ଲୋକଙ୍କଠୁ ଯଦି ଧୋକା ପାଏ ନିଜେହିଁ ଟଳିପଡେ
Correct but se jadi Health insurance gote karithante pura treatment insurance company karithanta, baharu money darkar padinathanta
ଭାଇ କୋଟି କୋଟି ପ୍ରଣାମ right 👍👍👍👍
Absolutely right side sangram ❤️ keep it up brother
ଠିକ୍ କହିଲେ ଭାଈ।ଏହି କଥା ହିଁ ମୁଁ ବି ଭାବୁଥିଲି।
ସବୁ କଳାକାରମାନେ ମିଶି ଗୋଟିଏ ମହାଯଜ୍ଞ କର ଗୋଟିଏ ଦିନ ପାଇଁ ଶାନ୍ତି ରେ ବସି ୧୦୮ଥର,ମହା ମନ୍ତ୍ର ପାଠକର
Sir ଆପଣ ଯାହା ସବୁ କହିଲେ ଠିକ୍ କଥା କିନ୍ତୁ ସେ ଯଦି ଯୀଶୁଙ୍କୁ ଜାଣି ଥାଆନ୍ତେ ହୁଏତ ମଦ ପିଇ ନଥାନ୍ତେ ଜୀବନ ବଞ୍ଚି ଯାଆନ୍ତା
Jaa magia Bala katha gapni ethi..
You are Great Man 👍👍👏👏👏
Absolutely right Bhai
Perfect katha kahicha bhai
ଗାଡି,ଘର,ସୁନା ଏ ସବୁ କିଣିବା ପାଇଁ ପାଖରେ ପଇସା ଅଛି।
ଓଡ଼ିଆ ସିନେମା ଜଗତ ସେଇଥି ପାଇଁ ବୁଡି ବାରେ ଲାଗିଚି
100% true 👍
ଭାଇ ସିଥୀ ପାଇଁ କୁହାଯାଏ...ଦେବାର ଅଛି ତ ସାଥ ଦିୟଅଯଥା ଉପଦେଶ ମତ ଦିୟ.......
ଜଣେ ମଦ୍ୟପ ଓ ଯେ ନିଜ ଧର୍ମପତ୍ନୀଙ୍କୁ ସମ୍ମାନ ଦେଉନଥିଲା ତା ନିମନ୍ତେ ଏତେ ଚିନ୍ତା କାହିଁକି? ଜନ୍ମ ହେଲେ ମୃତ୍ୟ ଅନିର୍ଵାର୍ଯ୍ୟ. ଆପଣା ହସ୍ତେ ଜିଭୱା ଛେଦି କେ ଅଛି ତାର ପ୍ରତିବାଦୀ? ମଦ ପି ଦେହ ଖରାପ କଲା ଶେଷରେ ମଲା କିନ୍ତୁ ସ୍ତ୍ରୀ ଓ ସନ୍ତାନ କୁ ମାଝୀ ନଈରେ ଛାଡି ଚାଲିଗଲା. ତେଣୁ ସେ ମଦୁଆ କଥା ଭୁଲି ଅନାଥ ସ୍ତ୍ରୀ, ବାପ ଛେଉଣ୍ଡ ପିଲାଙ୍କ କଥା ଚିନ୍ତା କରନ୍ତୁ.
ଅପ୍ରିୟ ସତ୍ୟ କଥା କହିଲେ କିଛି କଳାକାର ଙ୍କର ଆପଣଙ୍କ କଥା ଶୁଣି ପୋଡ଼ିବ
You r right Bhai
Right bro right khata kahila 👍
Ekdum perfect Katha kahile bhai
Janmadiya maa ji ko pintu ji q baat nehi karte .asy koi beta he kya jo appni mom se itne naraz
Dhanyabad bhai, apananka baktabya ku koti koti pranam,
ସବୁ କଳା କାର ମାନେ କାହିଁକି କ୍ୟାନସର, ଲିଭର ହାର୍ଟ atack କାହିଁକି ହେଉଛନ୍ତି ଭାଇ ଟିକେ ବୁଝାନ୍ତୁ
Pura perfect katha kahile sir .....
ଭାଇ ତା ଜାଗାରେ ଯିଏ ଥିଲେବି ସେୟା କରିଥାତା, କାନାରେ ଏମିତି ଖରାପ କହିବା ଭଲ ନୁହେଁ
Thank you so much for your advice
Right kahichhanti aapana, Pintu vai aaji chaligale, bahut dukha laguchhi.
ଆଜି ଠାରୁ କଳାକାର ମାନେ ଶିଖନ୍ତୁ
ଓଡ଼ିଆ କଳାକାର ସବୁ ମଦୁଆ
ତୁମ କଳାକାର ମାନଙ୍କ ପାଇଁ କାଳଯମ ପଶିଯାଇଛି ତାକୁ ରୋକିଵା ପାଇଁ ଏକ ସ୍ବତନ୍ତ୍ର ଯଜ୍ଞକର
Absolutely correct sr🙏 pintu Bhai rest in peace.
Odisha Bhaskar superb ❤️🎉❤️
Sabu. Right. Kahila bhai
Bhai right katha kahila
You are absolutely right brother
Pura thik kahile apana
କଳାକାର ମାନଙ୍କ ମଧ୍ୟରୁ କେହି doner ବାହାରି ପାରିଲେନି। କେବଳ ବୃଥା କଥା ସମସ୍ତେ ନିଜ ନିଜର status ଦେଖାଉଚ। କେହି ଭି ସାହାଯ୍ୟ କଲେନି। କିଛି producer କହୁଥିଲେ ମୁଁ 5କୋଟି ପର୍ଯ୍ୟନ୍ତ ଫିଲ୍ମ ତିଆରି କରିବି। ହେଲେ ଓଡ଼ିଶାରେ ଚଳିବନି। ପ୍ରଥମେ କଳାକାର କୁ ତ ବଞ୍ଚେଇ ପାରି ଥାନ୍ତ
Right katha kahichati bhai
Bahut dukha laguchi bhai
Sangram bhai very good 👉👍👍🙏🙏🙏👈
Bhai Good FilingJAY JAGANNATH
Bhai bahut sundar katha kahila 🙏
ଖାଲି ଫିଲ୍ମ ରେ ହେରୋ... ପ୍ରକୃତ ରେ ଏମାନେ ଗୋଟେ ଗୋଟେ ଚୁତୀୟା ଲୋକ ସବୁ. ସାଧାରଣ ଲୋକ ଫିଲ୍ମ ଦେଖିଲେ କଳାକାର ମାନେ ପଇସା ପାଉଛନ୍ତି . ସେଥିପାଇଁ ଚର୍ବି ବେଶୀ.. ଓଡ଼ିଆ ଫିଲ୍ମ ଆଗକୁ ଚୁପା ଟା କରିବ ଶଳା..
ଉଚିତ ଭଲ କଥା କହୁଛନ୍ତି ଆଜ୍ଞା
Right katha sir
Right kahila bhai
ଶେଷରେ ଯେଉଁ କଥା କହିଲେ ତାହା ସବୁଠୁ ବେଟର,
Apana thik katha kahila
Ek dum 100%Real
Bhaskar ku dhany bad
100 percentage right sir
100% right kotha
Apana bhai satare. Jaha KahichantiSate kata kahichanti 🙏🙏🙏🙏So You are right 👍👍👍 sabu teki kata kahichanti 🙏🙏🙏🙏
Bhai thik kahicha
Bhai aapana 100%thik katha kahi chanti
Thik katha kahicha bhai
Sangram.sir.thikh.Kahi6nty.Odisar.odia.film.indastry.sabe.jadi.pintu.bhai.nku.tanka.Deithile.Nischaya.Banchithati.Malapare.Pintu.Bhai.nku.Besi.Charcha.Karuchhanti.sethi.pai.ta.odia.Film.indastry.Dina.ku.Dina.Lop.pai.baku.jhauchhi.Hindi.film.kemiti.agaku.jauchhi.
Gote loka gala pare ta bishayare kichi kahiba thik. Nuhe tume jaha kahicha. Right
ABSOLUTELY RIGHT
Right katha kahichanti bhai
Pura right katha kahile sir 🙏
Jaya 🙏 jagannath 🌻 Swami 💞 bhai 🌹
ଗୋଟେ ଗୋଟେ କଳାକାର ଷ୍ଟେଜ୍ ପ୍ରୋଗ୍ରାମ ରେ 50-60ଲକ୍ଷ ନେଉଛନ୍ତି ।ସେମାନେ କଣ କରୁଛନ୍ତି??
ସତ କହିଛନ୍ତି ମଣିଷ ମଣିଷ ର ସତ୍ରୁ କେମିତି
ସତ କଥା ଭାଇ
real matured man
Thik katha
Right sir 🙏
Thik katha kahichhanti Aau ta saha Pintu Nanda bhai nka mada abhyasa bi tanka jibana nela
Yeah I'm good thanks
Agree with u
Right କଥା ଭାଇ 🔥
Sabu katha apanaka mate perfect lagila 🙏🙏🙏
I agree with you 🙏🙏🙏
Right right ka🤝🤝🤝hichanti bhai
You r absolutely rt.God bless you
Right nijara TRP pain bahut loka pintu bhai nku mohara banei dei thile.... 😭😭😭
Really correct bro 👍
Good news brother
Rightly said,
Very nice
ଓଡ଼ିଆ ଭାସ୍କର ଚ୍ୟାନେଲ କୁ ବି ବହୁତ ବହୁତ ଧନ୍ୟବାଦ ଭାଇ ଙ୍କୁ କିଛି କହିବା ପାଇଁ ସୁଯୋଗ ଦେଇଥିବାରୁ
ଆପଣଙ୍କ କଥା ବହୁତ ଭଲ ଲାଗିଲା 👌
ଏକଦମ୍ ନିରାଟ ସତ୍ୟତା ସତକଥା ଦୁଇ ପଦ କହିଲେ ହର ସାରଙ୍କ ଠାରୁ ଆରମ୍ଭ କରି ପିଣ୍ଟୁ ଭାଇଙ୍କ ଠାରେ ସମାପ୍ତି . ଠିକ୍ କଥା କହିଛନ୍ତି ହୁଏତ କାହାକୁ ଖରାପ ଲାଗିପାରେ ସମାଜ ପାଇଁ ସୁନ୍ଦର ବାର୍ତ୍ତା ମଦ ଠାରୁ ଦୂରେଇ ରୁହନ୍ତୁ ଆପଣଙ୍କୁ ଅଶେଷ ଧନ୍ୟବାଦ
ପିଣ୍ଟୁ ଭାଇଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ଜୟ ଜଗନ୍ନାଥ 🙏
କଳାକାର ଦେହ ଖରାପ ହେଲେ ସାଧାରଣ ଲୋକ ଟଙ୍କା ଦେବେ
ଆଉ ସାଧାରଣ ଲୋକର ଦେହ ଖରାପ ହେଲେ ସମସ୍ତେ କଳାକାର ମିଶି ଟଙ୍କା ଦେବେତ
Right kahila
100% Right
Sata Katha kahila bhai
Na bhai seta hebani kebe...
Bhai badhia katha kahila
କୁଆଡେ ଗଲେ ବାବୁଶାନ୍ ଆଉ ସବ୍ୟସାଚୀ। ଦୋସ୍ତି ଫିଲ୍ମ କରିଥିଲେ
Babu saan ta jiban re kahaku sahajya koreni... Sabya sachi kore.
Are bhai Sabyasachi Archita sangare thei thei se kn bujhiba Dosti ra Mane....
@@gsodia9915 ବାବୁଶାନ kahara antima darshan karibaku jaeni. Bekar prakruti saha goa bulibaku jauthila.
Industry re kehi kahara nuhanti...eiti khali competition , jealousy , leg pulling mentality , extra material affairs...etc
@@gsodia9915 👍
ପୂରା ଠିକ୍ କଥା କହିଲେ ଭାଇ ତୁମେ 👍
ଆପଣଙ୍କୁ ଧନ୍ୟବାଦ 🙏
ଭାଇ ଗୋଟେ ମଞ୍ଜି କଥା କହିଲ 🙏🙏 ଗୋଟେ ମଣିଷ ଦେଖିଲି ଓଡିଶା ରେ ପ୍ରଥମ ଥର ପାଇଁ
ଆଜ୍ଞା ଆପଣ ପୁରା ମଞ୍ଜି କଥା କହିଲେ କିନ୍ତୁ ଲାଭ କଣ.... ଯିଏ ଯିବାର କଥା ସେ ଚାଲିଗଲେ ଭଗବାନ କରନ୍ତୁ ତାଙ୍କର ଆତ୍ମା କୁ ଶାନ୍ତି ଦିଅନ୍ତୁ.. 😔😔
Right
Right
Satkaheleaangya
ହଁ ଭାଇ ସବୁ ଶତ କଥା
ପୁରା ସତ କଥା କହିଲେ ଭାଇ 👍 ସର୍ବ ସାଧାରଣ ଲୋକଙ୍କ ସାମ୍ନାକୁ ଆସିଲା ପୁରା ସତ କ 🙏 ମଣିଷ ର ଅସଲ ରୂପ 🙏🙏 ଜୟ ଜଗନ୍ନାଥ 🙏🙏
ଭାଇ ପୂରା ଠିକ୍ କହିଲେ,ଜୟ ଜଗନ୍ନାଥ 🙏🙏🙏
ଭାଇଙ୍କ କଥା ଖୁବ୍ ଭଲ ଲାଗିଲା ଧନ୍ୟବାଦ୍ ଭାଇ।
ମୁଁ ବି ଏକମତ, ଏତିକି ଅନୁରୋଧ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ବୁଝାମଣା ଠିକ୍ ରଖନ୍ତୁ । ନିଶାଦ୍ରବ୍ୟ ଠାରୁ ଦୂରରେ ରୁହନ୍ତୁ । ବାପା ମାଆ ଙ୍କ ବିଚ୍ଛେଦ ରେ ପିଲାମାନେ ,ହ ଇରଆଣହଏଉଛନ୍ତି।ଏଇତ ଜୀବନ। ଜୀବନ କୁ ଉପଭୋଗ କରି ଖୁସିରେ ରୁହ।
ଯଉ ମାନେ ଟିକେ ଆଗକୁ ଦେଖା ଯାଉଛନ୍ତି ସେମାନେ ହିଁ ଆଗ ଚାଲି ଯାଉଛନ୍ତି
Sir 🙏🙏 ur 100, percent right sir as a. Common person I realised ur statement is right 🙏🙏🙏🙏🙏
ଭାଇ ତମ ପାଦ ଧୂଳି ନେବା କଥା ସବୁ ଠୀକ କଥା କହିଲେ
Hau neeee🤸
@@putul5708 Bhai bhala ki dei dela aau…
@@putul5708 putul
Aapan thik katha kahile sir, aapan nka katha t sabu kalakr manaku bujhei bariba.jay jagannath Swami Nayan Patha Gami Bhaba Tume
Apana thik katha kahile 🙏🙏🙏
Apana 100%right katha kahichhanti 👍👍
He is saying the truth,always normal people will give money,the the artist r here because of the people ,they are living a lavish life style because of people.
1000% ଠିକ୍ କହୁଛନ୍ତି, ନିରାଟ ସତ୍ୟ କହିଛନ୍ତି, ଭଲ ଲାଗିଲା
You are 100 percent right for today's digital woorld
ଗୋଟିଏ କଳାକାର ଦେହରେ ବହୁତ ଭଲ ପାଇବା ଥାଏ କି.....ନ୍ତୁ ନିଜ ଲୋକଙ୍କଠୁ ଯଦି ଧୋକା ପାଏ ନିଜେହିଁ ଟଳିପଡେ
Correct but se jadi Health insurance gote karithante pura treatment insurance company karithanta, baharu money darkar padinathanta
ଭାଇ କୋଟି କୋଟି ପ୍ରଣାମ right 👍👍👍👍
Absolutely right side sangram ❤️ keep it up brother
ଠିକ୍ କହିଲେ ଭାଈ।ଏହି କଥା ହିଁ ମୁଁ ବି ଭାବୁଥିଲି।
ସବୁ କଳାକାରମାନେ ମିଶି ଗୋଟିଏ ମହାଯଜ୍ଞ କର ଗୋଟିଏ ଦିନ ପାଇଁ ଶାନ୍ତି ରେ ବସି ୧୦୮ଥର,ମହା ମନ୍ତ୍ର ପାଠକର
Sir ଆପଣ ଯାହା ସବୁ କହିଲେ ଠିକ୍ କଥା କିନ୍ତୁ ସେ ଯଦି ଯୀଶୁଙ୍କୁ ଜାଣି ଥାଆନ୍ତେ ହୁଏତ ମଦ ପିଇ ନଥାନ୍ତେ ଜୀବନ ବଞ୍ଚି ଯାଆନ୍ତା
Jaa magia Bala katha gapni ethi..
You are Great Man 👍👍👏👏👏
Absolutely right Bhai
Perfect katha kahicha bhai
ଗାଡି,ଘର,ସୁନା ଏ ସବୁ କିଣିବା ପାଇଁ ପାଖରେ ପଇସା ଅଛି।
ଓଡ଼ିଆ ସିନେମା ଜଗତ ସେଇଥି ପାଇଁ ବୁଡି ବାରେ ଲାଗିଚି
100% true 👍
ଭାଇ ସିଥୀ ପାଇଁ କୁହାଯାଏ...
ଦେବାର ଅଛି ତ ସାଥ ଦିୟ
ଅଯଥା ଉପଦେଶ ମତ ଦିୟ.......
ଜଣେ ମଦ୍ୟପ ଓ ଯେ ନିଜ ଧର୍ମପତ୍ନୀଙ୍କୁ ସମ୍ମାନ ଦେଉନଥିଲା ତା ନିମନ୍ତେ ଏତେ ଚିନ୍ତା କାହିଁକି? ଜନ୍ମ ହେଲେ ମୃତ୍ୟ ଅନିର୍ଵାର୍ଯ୍ୟ. ଆପଣା ହସ୍ତେ ଜିଭୱା ଛେଦି କେ ଅଛି ତାର ପ୍ରତିବାଦୀ? ମଦ ପି ଦେହ ଖରାପ କଲା ଶେଷରେ ମଲା କିନ୍ତୁ ସ୍ତ୍ରୀ ଓ ସନ୍ତାନ କୁ ମାଝୀ ନଈରେ ଛାଡି ଚାଲିଗଲା. ତେଣୁ ସେ ମଦୁଆ କଥା ଭୁଲି ଅନାଥ ସ୍ତ୍ରୀ, ବାପ ଛେଉଣ୍ଡ ପିଲାଙ୍କ କଥା ଚିନ୍ତା କରନ୍ତୁ.
ଅପ୍ରିୟ ସତ୍ୟ କଥା କହିଲେ କିଛି କଳାକାର ଙ୍କର ଆପଣଙ୍କ କଥା ଶୁଣି ପୋଡ଼ିବ
You r right Bhai
Right bro right khata kahila 👍
Ekdum perfect Katha kahile bhai
Janmadiya maa ji ko pintu ji q baat nehi karte .asy koi beta he kya jo appni mom se itne naraz
Dhanyabad bhai, apananka baktabya ku koti koti pranam,
ସବୁ କଳା କାର ମାନେ କାହିଁକି କ୍ୟାନସର, ଲିଭର ହାର୍ଟ atack କାହିଁକି ହେଉଛନ୍ତି ଭାଇ ଟିକେ ବୁଝାନ୍ତୁ
Pura perfect katha kahile sir .....
ଭାଇ ତା ଜାଗାରେ ଯିଏ ଥିଲେବି ସେୟା କରିଥାତା, କାନାରେ ଏମିତି ଖରାପ କହିବା ଭଲ ନୁହେଁ
Thank you so much for your advice
Right kahichhanti aapana, Pintu vai aaji chaligale, bahut dukha laguchhi.
ଆଜି ଠାରୁ କଳାକାର ମାନେ ଶିଖନ୍ତୁ
ଓଡ଼ିଆ କଳାକାର ସବୁ ମଦୁଆ
ତୁମ କଳାକାର ମାନଙ୍କ ପାଇଁ କାଳଯମ ପଶିଯାଇଛି ତାକୁ ରୋକିଵା ପାଇଁ ଏକ ସ୍ବତନ୍ତ୍ର ଯଜ୍ଞକର
Absolutely correct sr🙏 pintu Bhai rest in peace.
Odisha Bhaskar superb ❤️🎉❤️
Sabu. Right. Kahila bhai
Bhai right katha kahila
You are absolutely right brother
Pura thik kahile apana
କଳାକାର ମାନଙ୍କ ମଧ୍ୟରୁ କେହି doner ବାହାରି ପାରିଲେନି। କେବଳ ବୃଥା କଥା ସମସ୍ତେ ନିଜ ନିଜର status ଦେଖାଉଚ। କେହି ଭି ସାହାଯ୍ୟ କଲେନି। କିଛି producer କହୁଥିଲେ ମୁଁ 5କୋଟି ପର୍ଯ୍ୟନ୍ତ ଫିଲ୍ମ ତିଆରି କରିବି। ହେଲେ ଓଡ଼ିଶାରେ ଚଳିବନି। ପ୍ରଥମେ କଳାକାର କୁ ତ ବଞ୍ଚେଇ ପାରି ଥାନ୍ତ
Right katha kahichati bhai
Bahut dukha laguchi bhai
Sangram bhai very good 👉👍👍🙏🙏🙏👈
Bhai Good Filing
JAY JAGANNATH
Bhai bahut sundar katha kahila 🙏
ଖାଲି ଫିଲ୍ମ ରେ ହେରୋ... ପ୍ରକୃତ ରେ ଏମାନେ ଗୋଟେ ଗୋଟେ ଚୁତୀୟା ଲୋକ ସବୁ. ସାଧାରଣ ଲୋକ ଫିଲ୍ମ ଦେଖିଲେ କଳାକାର ମାନେ ପଇସା ପାଉଛନ୍ତି . ସେଥିପାଇଁ ଚର୍ବି ବେଶୀ.. ଓଡ଼ିଆ ଫିଲ୍ମ ଆଗକୁ ଚୁପା ଟା କରିବ ଶଳା..
ଉଚିତ ଭଲ କଥା କହୁଛନ୍ତି ଆଜ୍ଞା
Right katha sir
Right kahila bhai
ଶେଷରେ ଯେଉଁ କଥା କହିଲେ ତାହା ସବୁଠୁ ବେଟର,
Apana thik katha kahila
Ek dum 100%Real
Bhaskar ku dhany bad
100 percentage right sir
100% right kotha
Apana bhai satare. Jaha Kahichanti
Sate kata kahichanti 🙏🙏🙏🙏So You are right 👍👍👍 sabu teki kata kahichanti 🙏🙏🙏🙏