କାହିଁ ବିଜୁ କାହିଁ ନବୀନ || Exclusive Interview With Senior BJP Leader Bijoy Mohapatra||Odisha Reporter

Поделиться
HTML-код
  • Опубликовано: 26 ноя 2024

Комментарии • 318

  • @trilochanpatnaik6321
    @trilochanpatnaik6321 Год назад +36

    ଯାହା ହେଉ ବିଜୁ ବାବୁ ଙ୍କ ବିଷୟରେ କିଛି ଶୁଣି ଭାରି ଖୁସି ଲାଗିଲା।

  • @laxmansahoo4681
    @laxmansahoo4681 Год назад +19

    ବିଜୟ ମହାପାତ୍ର ପ୍ରଶଂସା ର ଯୋଗ୍ୟ ବ୍ୟକ୍ତିତ୍ୱ, ସେ ହି ଜାଣିଥିବେ ନବୀନ ଜନ୍ମ ରହସ୍ୟ, 😍😍😍😍

  • @thirdeye9492
    @thirdeye9492 Год назад +23

    ବିଜୁ ପଟ୍ଟନାୟକ... ନାମ ହିଁ ଯଥେଷ୍ଟ 🙏❤️

  • @pradeepjena737
    @pradeepjena737 Год назад +48

    ବିଜୁବାବୁ ର ବାଳକୁ ସମନ ହେବାନୀ ନବୀନବାବୁ
    ବାଘ ଔରସରୁ ଶୂଗାଳ ଛୁଆ କେମିତି ହେଲା

    • @laxmansahoo4681
      @laxmansahoo4681 Год назад +1

      ଔରସର ବ୍ୟତିକ୍ରମ

    • @makardhwajmishra8258
      @makardhwajmishra8258 Год назад

      Biju pattanayak was a. Daring Hero of Odisha & .Nabin babu is the worthy son of a worthy father who brings the reality. Biju Pattanayak'😅

  • @goutamagoutama4565
    @goutamagoutama4565 Год назад +61

    ମଧୁବାବୁ ଗୋପବନ୍ଧୁ ଙ୍କୁ ମନେ ପକାନ୍ତୁ ଓଡ଼ିଶାର ଉନ୍ନତି ହେବ।

  • @swadhikarbetaj3768
    @swadhikarbetaj3768 Год назад +31

    କୌଣଷି ରାଜ୍ଯକୁଏଭଳି ଅପାରଗ ମୂଖ୍ଯମନ୍ତ୍ରୀ ନ ମିଳନ୍ତୁ।

  • @SKJ-vh8kv6rp9l
    @SKJ-vh8kv6rp9l Год назад +52

    ନବୀନ ପର ବୁଦ୍ଧିଆ,ବିଜୁବାବୁ ନିଜବୁଦ୍ଧିଆ

    • @kailashchandramohanty4776
      @kailashchandramohanty4776 Год назад +1

      Bijupattnaik isaoutstanding Leader

    • @dillipbarick2898
      @dillipbarick2898 Год назад

      Nabin means not atall bijaya into assembly

    • @JitendraSingh-uy9tt
      @JitendraSingh-uy9tt Год назад +1

      right

    • @priyabratasamal5796
      @priyabratasamal5796 Год назад +2

      Bhul katha. Nabin baje neta nka katha re chalanti nanhi. Biju babu nka bele ehi bijay babu tankara galat istmal karuthile. Biju babu national politicals re busy ruhanti au emane odisha re bijubabunka nam re lutanti

  • @bhagabanrana4898
    @bhagabanrana4898 Год назад +2

    ବିଜୁପଟ୍ଟନାୟକଙ୍କର ବାଳକୁ ସମକକ୍ଷ ହୋଇ ପାରିବ ନବୀନ ପଟ୍ଟନାୟକ 🙏🙏🙏🙏

  • @trilochanpatnaik6321
    @trilochanpatnaik6321 Год назад +13

    ବିଜୁ ବାବୁ ତଳ ସ୍ତରରୁ ଆରମ୍ଭ କରି ଉପର ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ସହ ମିଶୁଥିଲେ ଓ ସମସ୍ତଙ୍କ ସୁଖ ଦୁଃଖ ବୁଝୁଥିଲେ। ନବୀନ ବାବୁ କେବଳ ଦୁଇ ତିନି ଜଣ ତାଙ୍କ ପ୍ରିୟ ପରାମର୍ଶ ଦାତା ବ୍ୟତୀତ ଆଉ କାହାକୁ ଦେଖା ମଧ୍ୟ ଦେଉ ନାହାନ୍ତି। ଏପରିକି ନିଜ ଦଳର ସବୁ ମନ୍ତ୍ରୀ ତଥା ବିଧାୟକ ମାନଙ୍କ ସହ ଦେଖା କରିବା ଅତି ବିରଳ।

  • @sudhansusekhardash9010
    @sudhansusekhardash9010 Год назад +7

    ବିଜୟ ବାବୁଙ୍କୁ ଭଲ ଲାଗେ ତାଙ୍କର ଦୃଢ଼ ମନୋଭାବ, ଦୃଢ଼ ସଂଗଠକ, ଦଳ ପ୍ରୀତି ଥିଲା କିନ୍ତୁ ପ୍ୟାରୀ ର କୂଟନୀତି ରେ ବଳି ପଡ଼ିଲେ ଓ ନିଜେ ଜୀବନରୁ ବଳି ପଡିଗଲେ ପ୍ୟାରୀ ମହାଶୟ।

  • @khirodkumarpanda4763
    @khirodkumarpanda4763 Год назад +20

    ଆଜି ପର୍ଯ୍ୟନ୍ତ ବିଜୁ ବାବୁ ଙ୍କ ସ୍ବପ୍ନ କଥା କହୁଥିଲେ ବୋଧେ ବିଜୁ ବାବୁ ଙ୍କ ସ୍ବପ୍ନ ପୂରଣ ହୋଇଗଲା ତେଣୁ ବିଜୁ ବାବୁ ଙ୍କୁ ଭୁଲିଯାଇ ନବୀନ ଓଡ଼ିଶା ନାରା ଆରମ୍ଭ କଲେ

  • @trilochanpatnaik6321
    @trilochanpatnaik6321 Год назад +3

    ବିଜୁ ବାବୁ ଓ ନବୀନ ବାବୁ ଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେଦ।

  • @subhransumaharana3691
    @subhransumaharana3691 Год назад +3

    ବିଜୟ Sir Is Great Politican In Odisha Assembly।
    କିନ୍ତୁ
    ଓଡ଼ିଶା ରାଜନୀତିରେ ଜରୁରୀ ,, ,, ,, ହେବା ନିହାତି ଜରୁରୀ

  • @prasantmalla7180
    @prasantmalla7180 Год назад +4

    Bahut badhia comments. Thik Katha kahile.

  • @kumarlucky7920
    @kumarlucky7920 9 месяцев назад +1

    Bijaya mahapatra agyna nka thu biju babu nka katha suniki bahut khusi lagila au dukha laguchi aii valia leader nku pakharu dekhiba au misibaku bahut echha. Jane chaligaleni au bijaya mahaptara sir nka sangare ketebele dekha habara sujog milile bahut khusi lagiba

  • @ashokkumarnath823
    @ashokkumarnath823 Год назад +1

    ବିଜୟ ସାର୍ ଜିନ୍ଦାବାଦ🙏🙏🙏🙏🙏

  • @sidharthamishra1651
    @sidharthamishra1651 Год назад +19

    Biju babu was a commanding respect outstanding charisma.Jhadara eagle.He didn't believe in bureaucracy.He was a truly democrat.

  • @abhayacharanapatra3502
    @abhayacharanapatra3502 5 месяцев назад

    ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳିବା ଦରକାର
    ବିଜୟ ମହାପାତ୍ର ମହାନ୍ ବ୍ୟକ୍ତିତ୍ଵ

  • @minatidas2664
    @minatidas2664 Год назад +14

    Great leader mohapatra

  • @alekhachandra6982
    @alekhachandra6982 Год назад +1

    Real hero ବିଜୁ ବାବୁ, ବାଘ ବକ୍ରୀ ଙ୍କୁ ଗୋଟିଏ ଜାଗାରେ, ପାଣି ପେଉ ଥିଲେ.

  • @alekhachandrabehuria
    @alekhachandrabehuria Год назад +1

    କାହିଁ ରାମଚନ୍ଦ୍ର କାହିଁ ରାମ------,

  • @ashokkumarnath823
    @ashokkumarnath823 Год назад

    ବିଜୟ ସାର୍ ଜିନ୍ଦାବାଦ 🙏🙏🙏🙏🙏

  • @jitendrarout207
    @jitendrarout207 Год назад +11

    ବିଜୁ ପଟ୍ଟନାୟକ ଓଡ଼ିଶା ର ଗର୍ବ। ସମ୍ରାଟ ଖାରବେଲ ପରେ ବିଜୁ ବାବୁ ଓଡ଼ିଆ ଜାତି କୁ ବିଶ୍ଵିଓ ର ଓଡ଼ିଶା ପରିଚିତ କରିଥିଲେ ନବୀନ ପଟ୍ଟନାୟକ ତାହା କରିପାରିନାହାନ୍ତି କରିପାବେନାହି ଶାହସ ନାହି

  • @lalmohansatapathy1775
    @lalmohansatapathy1775 Год назад +6

    Excellent interview indicates about the real dream of Odisha ।

  • @nukunjbbsahu620
    @nukunjbbsahu620 Год назад +1

    Wise person bijay ମହାପାତ୍ର

  • @subhransumaharana3691
    @subhransumaharana3691 Год назад +9

    ଛୁଞ୍ଚି କାରଖାନା ଅଛି କି ?

  • @pradipkumardasdas7184
    @pradipkumardasdas7184 Год назад +7

    Bijaya Babu a true holder of Biju legacy....🙏

  • @SatrughanNayak-qf1rt
    @SatrughanNayak-qf1rt Год назад

    ବିଜୁ ବାବୁ ଙ୍କ ପାଦର କାଣିଚାଏ ଧୂଳି ସହ ସମାନ ହୋଇ ପାରିବ ନହିଁ, ଓଡ଼ିଶା କୁ ନେଇ ବହୁତ୍ ସ୍ବପ୍ନ ଥିଲା, ସେ ସ୍ବପ୍ନ କୁ ପୂରଣ କରୁ କରୁ ଚବିଶ ବରଷ ହେଲାଣି ପାଦେ ଆଗେଇ ପାରିନାହିଁ, ଏତିକିଯେ ମହିଳା ମାନଂକୁ ସସକ୍ତ କରିବା ପାଇଁ ମହିଳାଙ୍କୁ ଶୋଷଣ କରୁଛନ୍ତି,

  • @RKMohapatra-n5x
    @RKMohapatra-n5x Год назад +1

    Excellent leader of Odisha.

  • @gorachandmohanty9806
    @gorachandmohanty9806 Год назад +2

    Impressed with interview, quite truthful and broad minded unlike traditional BJP leaders

  • @pramodmohanty4418
    @pramodmohanty4418 Год назад +1

    Only Biju Babu

  • @prakashharichandan4528
    @prakashharichandan4528 Год назад +1

    Hundred percent correct 👌

  • @subashkanhar7079
    @subashkanhar7079 Год назад +5

    Beautiful discussion

  • @dineshghosh8575
    @dineshghosh8575 Год назад +1

    ଆରେ କାହାରି ପରିକା କେହି ହେଇ ପାରନ୍ତିନି
    ଜଗନ୍ନାଥ ଙ୍କ ଜାଗା ମହାଦେବ ନେଇ ପାରନ୍ତି ନି
    ଲକ୍ଷ୍ମୀ ଲକ୍ଷ୍ମୀ ପରି ମା ଦୁର୍ଗା ଦୁର୍ଗା ଙ୍କ ପରି। ନବୀନ ପଟ୍ଟନାୟକ ବହୁତ୍ ଖରାପ ସେଇଥି ଲାଗି 5 ଥର ମୁଖ୍ୟମନ୍ତ୍ରୀ, ସେ ଖରାପ ବେଇମାନ ପଣ୍ଡା କୁ 4 ଚାରି ଥର ସାଂସଦ କଲେ, ସେ ଖରାପ୍ ବହୁତ ଖରାପ। ବିକଳାଙ୍ଗ ମାନସିକ ଧାରି ଚ୍ୟାନେଲ୍ ର ମାଲିକ କୋଉଠି ଆଉ ଆଜି ନବୀନ କୋଉଠି ???

  • @biswajitmahakud3870
    @biswajitmahakud3870 Год назад +14

    ଅତି ଗର୍ବେ ହତଲ ଙ୍କା ଅ ତି ମାନେ ଚ କୌରବ
    ଅତି ଦାନେ ବ ଲି ବଦ୍ଧ,,,,,,,,,,,

  • @ganeshpanda5514
    @ganeshpanda5514 Год назад +2

    ବିଜୁ ବାବୁଙ୍କ ମୁହଁରୁ ବା ପାଟିରୁ ବାହାରି ଆଦେଶ ତତ୍କାଳ କାର୍ଯ୍ୟକାରୀ ହେଉ ଥିଲା, କିନ୍ତୁ ନବୀନ ବାବୁ ପାଟିର ଆଦେଶ ତ ମୋଟେ ବାହାରେନି ହେଲେ କାଗଜ ଆଦେଶବି କାମ କରେନି ।

  • @muktiranjanpatra4538
    @muktiranjanpatra4538 Год назад +2

    THANK you OLD CM BIJU BABU PATANIK SIR ODISHA INDIA

  • @umakantadas1325
    @umakantadas1325 Год назад

    ବିଜୁ ବାବୁ ରାଜ୍ୟ ଦେଶ ଚିନ୍ତାରେ ଶୁଅନ୍ତି ନାହିଁ କିନ୍ତୁ ନବୀନ ଓଡିଶା ଅଚିନ୍ତା ନିଦରେ ଶୋଇ ରାଜ୍ୟ ତଳ ଆଡୁ ଏକ ନମ୍ବର।

  • @abhayacharanapatra3502
    @abhayacharanapatra3502 5 месяцев назад

    best interview

  • @bharatchandrabarik5921
    @bharatchandrabarik5921 Год назад +1

    ବର୍ତମାନ ଡ୍ରାଇଭର ମାନଙ୍କର ନିଷ୍ପତି ସଚିବ ନେଲେ କିନ୍ତୁ ମନ୍ତ୍ରୀ ନୁହନ୍ତି, ମନ୍ତ୍ରୀ ଏଠାରେ ଜିରୋ

  • @sitanshudas2224
    @sitanshudas2224 Год назад

    Perfect definition of Biju babu.. the kalinga sandha... Great man

  • @SarojKumar-yz6gf
    @SarojKumar-yz6gf Год назад +2

    ଆଗରୁ ବିଜୁ ଏବେ ସରକାରୀ ବାବୁ.

  • @PadmalochanBehera-p9y
    @PadmalochanBehera-p9y Год назад

    Bijayababu jindabad

  • @sanjulatadei3337
    @sanjulatadei3337 Год назад +1

    EXCELLENT NEWS #ODISHA #INDIA 💯✅

  • @rameshpanda193
    @rameshpanda193 Год назад +1

    Very good interview.

  • @santilatapanda1386
    @santilatapanda1386 Год назад

    Bijaya bhainku dhanyawad

  • @padmacharandash8249
    @padmacharandash8249 Год назад +4

    ବିଜୁପଟ୍ଟନାୟକ ଜଣେ legend ଥିଲେ । ନବୀନ ପଟ୍ଟନାୟକ ଜଣେ ଭୀରୁ..କ୍ରୃତଘ୍ନ...

  • @sripatisamal6142
    @sripatisamal6142 Год назад

    ଯୋଗ୍ୟ ଥିଲେ ବିଜୁବାବୁ ଆମ ରାଜ୍ୟ ପାଇଁ ନବୀନ ଆଜି ଅଯୋଗ୍ୟ ପାଣ୍ଡିଆନ କୁ ଶାସନ ବ୍ୟବସ୍ଥା Dei

  • @drrajaramsarangi4595
    @drrajaramsarangi4595 Год назад

    ବିଜୁ ବାବୁ ଓ ନବୀନ ବାବୁ ଭିତରେ ତଫାତ ହେଲା,ବିଜୁ ବାବୁ ଗଣତନ୍ତ୍ର କୁ ବିଶ୍ୱାସ କରୁଥିଲେ ନବୀନ ବାବୁ ଅମଲାତନ୍ତ୍ର ହାତରେ ବନ୍ଧା ପଡିଛନ୍ତି । ବିଜୟ ମହାପାତ୍ରଙ୍କ ମତାମତକୁ ସ୍ୱାଗତର ସହ ସମ୍ମାନ ଦିଆଯିବ ।

  • @pkmishra6256
    @pkmishra6256 Год назад +1

    Real truth statement👍🏾

  • @srikantpatnaik2849
    @srikantpatnaik2849 Год назад +6

    Unfortunately, Nation have done nothing for Biju Babu, atleast he should be given Bharat Ratna for his relantless service to State and Nation .

  • @surathachandrajena9514
    @surathachandrajena9514 7 месяцев назад

    ମହାମନା ବିଜୁବାବୁଙ୍କ ସହିତ ଏକ ରାଲିରେ
    ପାପଡହାଣ୍ଡି ବସଷ୍ଟାଣ୍ଡରେ (ଶନିବାର)ଅତି ନିକଟରେ ମୁଁ ପାଇଥିଲି। ବିଜୁବାବୁଙ୍କୁ "ଅଜା"
    ବୋଲି ସମ୍ବୋଧନ କରି ନମସ୍କାର କଲି।
    ସେ ମୋତେ ବୁଲିପଡ଼ି ଚାହିଁ ଲେ ଓ ହସି ହସି
    କହିଲେ "ବାଣପୁରିଆ ଟୋକା" କିରେ?
    ମୁଁ ହଁ" ମୁଣ୍ଡନାଡି ଥିଲି। ସେଦିନ ତାଙ୍କ ବିଶ୍ରାମ ନେବା ପର୍ଯ୍ୟନ୍ତ ମୁଁ ଥିଲି। ମୁଁ ବିଜୁବାବୁଙ୍କୁ ସମ୍ମାନ କରେ ।
    ନମସ୍କାର ଅଜା।

  • @sivacharana3867
    @sivacharana3867 Год назад +1

    ବିଜୁବାବୁଙ୍କ ପରି କିଏ ହେବ ।
    ଯୁଦ୍ଧ୍ଯ ସମୟରେ ସୈନ୍ୟ ଡାକୋଟା ରେ ନେବା ଖାଦ୍ୟ ପହଞ୍ଚାଇବା ।
    ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସାହଯ୍ୟ କରିବା ।
    ଇଣ୍ଡୋନେସିଆ ରୁ ସୁକର୍ଣ୍ଣ ଓ ତାଙ୍କ ପ୍ରଧାନମନ୍ତ୍ରୀକୁ ଜିଲ୍ଲୀକୁ ସାହାସ ଦେଖା ଆଣି ସେଠାରେ ଭୂମିପୁତ୍ର ଉପାଧୂ ପାଇବା ।
    ପାକିସ୍ତାନ ସହିତ ଏକ ଯୁଦ୍ଧରେ ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେତେବେଳେ ଇଣ୍ଡୋନେସିଆ ପାକିସ୍ଥାନକୁ ସମର୍ଥନ କରି ଜାହାଜ ପଠାଇ ଥାଏ ,ବିଜୁବାବୁ ଯାଇ ସୁକର୍ଣ୍ଣଙ୍କୁ ବୁଝାଇ ଯୁଦ୍ଧ ଜାହାଜ ଫେରାଇ ଦେଇଥିଲେ । ଭାରତ ଏକ ବଡ଼ ବିପଦରୁ ରକ୍ଷା ପାଇଲା ।
    ରୁଷିଆ କୁ ସାହାଯ୍ୟ କରିଥିଲେ ।
    ରାଉରକେଲାରେ ଷ୍ଟିଲ ପ୍ଳାଣ୍ଟ , ପାରାଦ୍ଵିପ ରେ ବନ୍ଦର ପରି ଅନେକ ଆଖିଦୃଶିଆ କାର୍ଯ୍ୟ କରି ଆମର ।

  • @susilpalata
    @susilpalata Год назад

    Great human

  • @laxmansahoo4681
    @laxmansahoo4681 Год назад

    ସମ୍ପର୍କ ସରଳ ରେଖାର ନୁହେଁ 👌

  • @NatabarMohanta-k6f
    @NatabarMohanta-k6f Год назад

    Biju Babu great person

  • @susilpalata
    @susilpalata Год назад

    Great fighter 🎉

  • @annapurna612
    @annapurna612 8 месяцев назад

    Biju babu is a real legend.deserves Bharat Ratna

  • @soumyaranjanbehera9298
    @soumyaranjanbehera9298 Год назад

    Great leader of ODISHA Biju Patnaik

  • @parsurambehera4329
    @parsurambehera4329 Год назад

    Jaago Odia Jago hamara odisha ku bachao Jay jagannath 🙏🙏

  • @ajayakumarrout5854
    @ajayakumarrout5854 Год назад

    Biju Babu is the grate

  • @prafullapanda8285
    @prafullapanda8285 Год назад +6

    I love you bijay sir

  • @yogabybibekmahanta772
    @yogabybibekmahanta772 Год назад +6

    Sir, ଯାହା କହୁଛନ୍ତି ନିରାଟ ସତ୍ୟ କଥା । ବର୍ତମାନ କ୍ୟାବିନେଟ୍ ମିଟିଂ ନାମ ମାତ୍ର ।

  • @fakircharandash1122
    @fakircharandash1122 Год назад +1

    I LIKE IT sir

  • @pcrathful
    @pcrathful Год назад +4

    କିଛି ବଡ କାରଖାନା ହୋଇନାହିଁ କହିବା ସତ୍ୟର ଅପଳାପ. ଦୁଇଟି ବୃହତ୍ ଆଲୁମିନିୟମ୍ କାରଖାନା( ଲାଞ୍ଜିପଲି ଓ ଝାରସୁଗୁଡା), ଚାରୋଟି ବୃହତ ଷ୍ଟୀଲ୍ ପ୍ଳାଣ୍ଟ, ପାରାଦୀପ ତୈଳ ବିଶୋଧନାଗାର, ସଫ୍ଟୱେର ପାର୍କ ଭଳି ବହୁ ବଡ କାମ ହୋଇଛି. ରାସ୍ତାଘାଟର ବହୁଗୁଣ ଉନ୍ନତି ହୋଇଛି।
    କିନ୍ତୁ ବିଜୁବାବୂ ଜଣେ ଅତି ବଡ ବ୍ୟକ୍ତିତ୍ୱ.

  • @rajeshpradhan319
    @rajeshpradhan319 Год назад +3

    ସତ କଥା ସର୍ ବିଜୁ ବାବୁ ଭଳିଆ ବ୍ୟକ୍ତି ବିରଳ ।ବିଜୁ ବାବୁ କେବଳ ଦେଶ କିମ୍ୱା ରାଜ୍ୟ ପାଇଁ କାମ କରୁଥିଲେ ନିଜ ଦଳ ପାଇଁ କାମ କରୁ ନା ଥିଲେ ।ସେ ଭଗବାନ ର ଅବତାର କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।ଏହା କେବଳ ମୋ ମତ ।ମୋ ଭୁଲ୍ ଥିଲେ କ୍ଷମା କରିଦେବେ ଭାଇମାନେ ।

  • @ReameshkumarSahoo
    @ReameshkumarSahoo 7 месяцев назад

    Biju Babu Too (100 Guna ) Brain Develope Naveen Pattnaik (CM)

  • @maheshkumarpanda7530
    @maheshkumarpanda7530 Год назад +8

    ଆମ ମୁଖ୍ୟମନ୍ତ୍ରୀ ର ସ୍ବପ୍ନ ନାହିଁ, କେବଳ ତାଂକ ବାପା ଙ୍କ ସ୍ବପ୍ନ ରେ ଚାଲିଛନ୍ତି 😄😄😄

  • @narayanchandrapaichha5170
    @narayanchandrapaichha5170 Год назад

    Biju is only Biju❤ No Biju will born in future.

  • @satyanandamishra1030
    @satyanandamishra1030 Год назад

    Biju baboo was a real rastranitigyan as well as international leader..

  • @mukundasahoo1319
    @mukundasahoo1319 Год назад

    କାହିଁ ବିଜୁ, ଆଉ ବିଜୁ ବିହନ। ସତେ ବିଜୁ ତାଡ଼ କି ଏ ନବୀନ। କାହିଁ ରାମ ଆଉ କାହିଁ ରାବଣ? ପଞ୍ଚ ଦେବତା ଏ ଦାସ୍ ରାବଣ, ବିଜୟ ମହାପାତ୍ର ଆଜ୍ଞା ଶୁଣ , ୫ମୁଖ୍ୟମନ୍ତ୍ରୀ ର ତାଡ଼ ବିଜେଡି ର ଛଞ୍ଚାଣ। ମିଶ୍ର, ପଟ୍ଟନାୟକ, ରାଉତ ରାୟ, ମହତାବ, ଶତପଥୀ, ଆଉ ୬ନମ୍ବର ରେ ସିଂଦେଓ ଜାଣ।

  • @pabitramohapatra1414
    @pabitramohapatra1414 Год назад

    Bijay mohapatra is a very nice leader...

  • @manoranjan647
    @manoranjan647 Год назад

    ଏବେ ଓଡ଼ିଶାରେ ଓଟିଭି ,ଅର୍ଗସ ଦୁଇଗୋଟି ଟିଭି ଚେନାଲ ହିଁ ଅଛି ବୋଲି ସରକାରର ସବୁ ଦୁର୍ନୀତି ଦେଖାଉଛି।ଆଉ କାହାର ସାହାସ ନାହିଁ।ସେମାନେ ସରକାର ପାଖରେ ବନ୍ଧା ହୋଇଯାଉଛନ୍ତି। ଧନ୍ୟ ସେହି ଗଣମାଧ୍ୟମ କୁ ଆଉ ଏବେ ତ ଛତୁ ଫୁଟିଲା ଭଳି ସାମ୍ବାଦିକ ମାନେ ଅଛନ୍ତି।ଆଉ ଦିନକୁ ଦିନ ପ୍ରାୟ ଶହଶହ ସାମ୍ବାଦିକ ହେଉଛନ୍ତି।ପୂର୍ବର ଗଣମାଧ୍ୟର ଚରିତ୍ର ଏବର ଗଣମାଧ୍ୟମ ର ଚରିତ୍ର ମଧ୍ୟ ସମାନ ହେଉନି। ଧନ୍ୟ କହିବ ମୋତେ।

  • @samarendrarout4341
    @samarendrarout4341 Год назад +1

    👍

  • @benudharmuduli2790
    @benudharmuduli2790 Год назад

    ମଦ ଓ ସିଗାରେଟ୍ ବ୍ୟତୀତ ନବୀନ ବାବୁ ଆଉ କିଛି ଜାଣନ୍ତି ନାହିଁ। ଓଡ଼ିଶା ରେ କେତୋଟି ଜିଲ୍ଲା ଓ ତାର ନାଁ ସେ ଠିକ୍ ସେ କହି ପାରିବେନି।ପ୍ୟାରୀ ମୋହନ ମହାପାତ୍ର ତାଙ୍କୁ ଗାଦି ରେ ସ୍ଥାପନା କରିଥିଲେ।
    Biju pattanayak was a born leader , incomparable,,,,

  • @duhkhishyamnayak9496
    @duhkhishyamnayak9496 Год назад

    Jay.jagannath.ji.modi.ji.ki.jay.nabinni.ji.

  • @meghamalanayak3845
    @meghamalanayak3845 Год назад

    Very good bayan Mahapatra ji

  • @JitendraSingh-uy9tt
    @JitendraSingh-uy9tt Год назад

    Right

  • @mohanchpatra9062
    @mohanchpatra9062 Год назад

    ବନ୍ଦେ ଉତ୍କଳ ଜନନୀ

    • @mohanchpatra9062
      @mohanchpatra9062 Год назад

      ଵହୁତ ଉଚକୋଟିର ବିଚାର 💐🙏💐

  • @sanjibpanda5009
    @sanjibpanda5009 5 месяцев назад

    Questions perfct

  • @debiprasadmishra2699
    @debiprasadmishra2699 Год назад +1

    ସମକାଳୀନ ବ୍ଯକ୍ତି ମାନଙ୍କ ମଧ୍ଯ ରେ ତୁଳନା କରାଯାଇପାରେ। ବର୍ତ୍ତମାନ କୁ ଅତୀତ ସହ ତୁଳନା କରାଯାଏନି।
    ତା ଛଡା ପ୍ରତ୍ଯେକ ସମୟର ଆହ୍ୱାନ ଅଲଗା।
    ଦୁଇ ଦଶକରୁ ଅଧିକ ଶାସନ ସମ୍ଭାଳୁଥିବା ମୁଖ୍ଯମନ୍ତ୍ରୀ ଲିଗାସୀ ମଧ୍ଯରେ ସୀମିତ ରହିଲେ,ସେ କୈାଣସି ବିକାଶମୂଳକ କାମ କରିପାରିବେନି। ତାଙ୍କ ଚିନ୍ତାଧାରା ରେ ସଂକୀର୍ଣତା ଦ୍ରୁଶ୍ଯ ହେବ।
    ଓଡିଶା ରେ ବଡ ଶିଳ୍ପ ଆଉ ହୋଇପାରିବନି।
    ମୁଖ୍ଯ କାରଣ ରାଜନୀତିକରଣ।
    ରାଜନେତା ଅଂଚଳ ରେ ପହଂଚିବେ,ଶିଳ୍ପ ବିରୋଧୀ ଜନମତ କୁ ଉସ୍ଛାହିତ କରିବେ। ବର୍ଷ ବର୍ଷ ଧରି ଜନବିରୋଧ କୁ ସାମ୍ନା ନକରିପାରି ଶିଳ୍ପପତି ବିଦାୟ ନେବ।
    ତା ଛଡା ଶିଳ୍ପ ବିକାଶରେ ବାସିନ୍ଦାଙ୍କୁ ଭିଟାମାଟି ଛାଡିବାକୁ ହୁଏ,ଜୀବୀକା ଉଜୁଡେ,ପରିବେଶ ବିଗିଡେ। ଚାଲନ୍ତୁ ,ତାଳଚେର କି ଅନୁଗୁଳ,ଦେଖିବେ ଜୀବନ କେତେ ବିପର୍ଯ୍ଯସ୍ତ।
    ଭାରତ ସ୍ୱାଧୀନତା ପରଠୁ ଜନସଂଖ୍ଯା ୫ ଗୁଣ ବଢିଛି। ସବୁ ସମସ୍ଯା ର ପ୍ରଚ୍ଛନ୍ନ ରେ ମୂଳ ସମସ୍ଯା।

  • @pradeepkumarnayak6344
    @pradeepkumarnayak6344 Год назад +3

    Biju legacy very clean role.
    Naveen legacy is carried by bearocrate sasana.
    All leaders respect to Biju babu.
    Good Team Leaders.
    ll leaders respect to their commands
    Biju

  • @laxmansahoo4681
    @laxmansahoo4681 Год назад

    ଜନ୍ମ ସନ୍ଦେହ

  • @kalpanaparida3178
    @kalpanaparida3178 Год назад

    we Like Bijaya mahapatra...

  • @haladharsahu5667
    @haladharsahu5667 Год назад

    ସ୍ୱାଭିମାନୀ ଓଡ଼ିଆଙ୍କୁ ମାଗଣା ଭୋଜନ ବ୍ୟବସ୍ଥା ରେ ଫାଇଦା ଉଠାଇଲେ ସରକାର!ନିକମା କଲେ l Industry କଲେ କାମ କରିବ କିଏ?ସରକାର ଏସବୁ ବୁଝି Rice,Stypend&other rumination ବ୍ୟବସ୍ଥା କଲେ l ସରକାର ଠିକ ଓ ଆମେ ବି ଠିକ ଅଛୁ l ଜୟ ଜଗନ୍ନାଥ ସ୍ୱାମୀ 🙏

  • @bijayakumarpal4169
    @bijayakumarpal4169 Год назад

    Ok sir

  • @tamradhwajnayak8510
    @tamradhwajnayak8510 Год назад

    Bijaya mousha is good man

  • @susantakupanda
    @susantakupanda Год назад

    👍🏿

  • @bijaykumarmahapatra889
    @bijaykumarmahapatra889 Год назад

    ବିଜୁବାବୁଚିରସ୍ମରଣିୟ

  • @srisaidesignvastu9209
    @srisaidesignvastu9209 Год назад +2

    ବିଜୁବାବୁ ଇସ୍ପାତ ମନ୍ତ୍ରୀ ଥିବାବେଳେ ବୋକାର ଇସ୍ପାତ କାରଖାନା ରୁ କିଛି ଫଣ୍ଡ ରାଉଲକେଲା ଇସ୍ପାତ କାରଖାନା କୁ ଦେଇଥିଲେ , ସେଇଥିପାଇଁ ବିଜୁବାବୁ ଙ୍କୁ ବୋକାରରେ ବେଇଜତ୍ ହେବାକୁ ପଡ଼ିଥିଲା । ଓଡ଼ିଶାର ବିକାଶ ପାଇଁ ବିଜୁବାବୁ ଜିବନକୁ ବାଜି ଲଗେଇ ଦେଉଥିଲେ ! ମୁଁ ବୋକାରରେ ଥିଲା ବେଳେ ଏକଥା ଦେଖିଥିଲି ।

  • @sanjibpanda5009
    @sanjibpanda5009 5 месяцев назад

    A great Democrat bravo

  • @purnendusarangi3816
    @purnendusarangi3816 Год назад

    ବିଜୁ ଗଞ୍ଜାମ ରୁ ଆସି କେନ୍ଦ୍ରାପଡ଼ା ରେ କାହିଁକି ଠିଆ ହେଲେ ?

  • @bijaykumarmahapatra889
    @bijaykumarmahapatra889 Год назад

    ବିଜୁବାବୁଙ୍କ ନିତୀ ବର୍ତମାନକିଛି ନାହିം

  • @Odia-Business-Gurukul
    @Odia-Business-Gurukul Год назад +2

    Sir Abe bi time achhi .We are one of the Biju babu in Odisha.Jia government officer corruption karibe ame Guli karidebu. I am one of Bijubabu of Odisha.

  • @simapatnaik8813
    @simapatnaik8813 Год назад

    In my view Biju Pattanaik was the lion of Odisha

  • @susantakumar1865
    @susantakumar1865 Год назад +1

    ThareVijay mahapatranku bidhana sabha ku jibaku dia

  • @manoranjansahoo4091
    @manoranjansahoo4091 Год назад

    Biju patnayak was a great person

  • @Awarenesstalk6379
    @Awarenesstalk6379 Год назад +2

    Bijay babu thanya bad

  • @rajanisahu4577
    @rajanisahu4577 Год назад

    ନବୀନ ବାବୁଙ୍କୁ "ପାଣି ଆଣ ପାଣି ଆଣ" ଦରକାର, ବାକି କାହାର ଦର ନାହିଁ।

  • @pradeepkumarsinha803
    @pradeepkumarsinha803 Год назад

    💯