Fight In Social Media! Potato Monster vs Multifaceted Chameleon

Поделиться
HTML-код
  • Опубликовано: 18 дек 2024

Комментарии • 78

  • @pramodkumarrout7641
    @pramodkumarrout7641 3 дня назад +8

    ଏ ଲଢେଇ ରେ ଜନସାଧାରଣଙ୍କ ର କିଛି ଲାଭ ହେଉନାହଁ।ଗଣତାନ୍ତ୍ରିକ ପଦ୍ଧତି ରେ ଲଢେଇ ହେବା ଆବଶ୍ୟକ।

  • @chinmaya123
    @chinmaya123 3 дня назад +9

    Nabin babu khali alu dara badhini baki sabu jinisa ra daam be badhichi sir apana Nirbhaya channel chadiki bjp spoks person hele bhala huanta

  • @dasharathi2271
    @dasharathi2271 3 дня назад +10

    Aapana jane BJP ra chatukara, Naveen kichhi karinahanti boli harile ok, Aame BJP ku vote deithilu, kichhi ta paainu, dekhuchu Naveen jojanara Ranga, naa change, Aapana bibekaku pacharantu jane 24 barasara CM ku epari darseiba uchitiki, Ehaa artha BJP puraa bhayabhita achhi Naveen ku nei, 6 masa vitare loka jaanisarileni BJP govt kana, Aapana BBSR re basiki video dekhaa, grassroots jaa suniba BJP govt upare loka kete khapaa

  • @8yytrt
    @8yytrt 3 дня назад +25

    ଆଳୁ କେଳେଙ୍କାରି ହେଉ କି ଯାହା ହେଉଛି ହେଉ ଆମେ ତ ଆଳୁ କିଲୋ 8 ଟଙ୍କା 10 ଟଙ୍କା 14 ଟଙ୍କା ରେ ପାଉଥିଲୁ କିନ୍ତୁ ଆପଣଙ୍କ ଭାଷାରେ ଏବେ ଆଳୁ କେଳେଙ୍କାରି ହେଉନି ତେଣୁ ଆମେ ଏବେ ଆଳୁ କିଲୋ 50 ଟଙ୍କା 60 ଟଙ୍କା ରେ ପାଉଛୁ ।

    • @Foodsecurities
      @Foodsecurities 3 дня назад +4

      Se juga galani ebe West Bengal re 30 ru 35 tanka .. jadi 8 ru 10 darkar odisha nije chasha kale sambhaba ki nahi kie kahiba ???

    • @satanicverses1
      @satanicverses1 2 дня назад +2

      @@8yytrt Mr ALoo, better you start farming and sell your potatoes at Rs 8.

    • @8yytrt
      @8yytrt 2 дня назад

      ​@@satanicverses1 ତମେ ଜାଣିବା ଉଚିତ୍ ଆମର ଚାଷୀ ପରିବାର.. ଆମେ ବିନିଶି, କୋବି, ଅଲଡ଼ି, ଟମାଟୋ ଏମିତି ଅନେକ ପରିବା ଲଗାଉ କିନ୍ତୁ ତୁମେ କହିବା ଅନୁସାରେ ଆମର ଏଇଠି ଆଳୁ ଚାଷ ସମ୍ଭବ ନୁହଁ କାରଣ ଆମ ଅଞ୍ଚଳର ମାଟି ଆଳୁ ଚାଷ ପାଇଁ ଉପଯୁକ୍ତ ନୁହଁ ନହେଲେ ଆମେ ନିଶ୍ଚିତ କରିଥାନ୍ତୁ ବୁଝିଲ ଭାଈ । ଦୁଃଖର କଥା ଚାଷୀ କୁ ନେଇ ସମସ୍ତେ ରାଜନୀତି ସିନା କରନ୍ତି କିଏ ବି ଚାଷୀଙ୍କ ଦୁଃଖ ବୁଝେନି । ଆମେ ପରିବା ଲଗାଇବା ସମୟରେ ପରିବା ରେଟ୍ ଅଧିକ ରହୁଛି କିନ୍ତୁ ଆମର ପରିବା ବାହାରିବା ସମୟରେ ରେଟ୍ କମି ଯାଉଛି ତେଣୁ ଲାଭ କଥା ଛାଡ଼ ଖର୍ଚ୍ଚ କରିଥିବା ଟଙ୍କା ବି ପରିବା ଚାଷ ରୁ ବାହାରୁନି ତେଣୁ ପରିବା ଚାଷ କରି କି ଲାଭ କୁହନ୍ତୁ ଭାଈ... ଖାଲି ଆପଣଙ୍କ ଭଳି ଲୋକ କହିବା ହିଁ ଜାଣନ୍ତି ଆଉ କିଛି ନାହିଁ ।

    • @8yytrt
      @8yytrt 2 дня назад

      ​@@Foodsecurities ତମେ ଜାଣିବା ଉଚିତ୍ ଆମର ଚାଷୀ ପରିବାର.. ଆମେ ବିନିଶି, କୋବି, ଅଲଡ଼ି, ଟମାଟୋ ଏମିତି ଅନେକ ପରିବା ଲଗାଉ କିନ୍ତୁ ତୁମେ କହିବା ଅନୁସାରେ ଆମର ଏଇଠି ଆଳୁ ଚାଷ ସମ୍ଭବ ନୁହଁ କାରଣ ଆମ ଅଞ୍ଚଳର ମାଟି ଆଳୁ ଚାଷ ପାଇଁ ଉପଯୁକ୍ତ ନୁହଁ ନହେଲେ ଆମେ ନିଶ୍ଚିତ କରିଥାନ୍ତୁ ବୁଝିଲ ଭାଈ । ଦୁଃଖର କଥା ଚାଷୀ କୁ ନେଇ ସମସ୍ତେ ରାଜନୀତି ସିନା କରନ୍ତି କିଏ ବି ଚାଷୀଙ୍କ ଦୁଃଖ ବୁଝେନି । ଆମେ ପରିବା ଲଗାଇବା ସମୟରେ ପରିବା ରେଟ୍ ଅଧିକ ରହୁଛି କିନ୍ତୁ ଆମର ପରିବା ବାହାରିବା ସମୟରେ ରେଟ୍ କମି ଯାଉଛି ତେଣୁ ଲାଭ କଥା ଛାଡ଼ ଖର୍ଚ୍ଚ କରିଥିବା ଟଙ୍କା ବି ପରିବା ଚାଷ ରୁ ବାହାରୁନି ତେଣୁ ପରିବା ଚାଷ କରି କି ଲାଭ କୁହନ୍ତୁ ଭାଈ... ଖାଲି ଆପଣଙ୍କ ଭଳି ଲୋକ କହିବା ହିଁ ଜାଣନ୍ତି ଆଉ କିଛି ନାହିଁ ।

    • @8yytrt
      @8yytrt 2 дня назад

      ତମେ ଜାଣିବା ଉଚିତ୍ ଆମର ଚାଷୀ ପରିବାର.. ଆମେ ବିନିଶି, କୋବି, ଅଲଡ଼ି, ଟମାଟୋ ଏମିତି ଅନେକ ପରିବା ଲଗାଉ କିନ୍ତୁ ତୁମେ କହିବା ଅନୁସାରେ ଆମର ଏଇଠି ଆଳୁ ଚାଷ ସମ୍ଭବ ନୁହଁ କାରଣ ଆମ ଅଞ୍ଚଳର ମାଟି ଆଳୁ ଚାଷ ପାଇଁ ଉପଯୁକ୍ତ ନୁହଁ ନହେଲେ ଆମେ ନିଶ୍ଚିତ କରିଥାନ୍ତୁ ବୁଝିଲ ଭାଈ । ଦୁଃଖର କଥା ଚାଷୀ କୁ ନେଇ ସମସ୍ତେ ରାଜନୀତି ସିନା କରନ୍ତି କିଏ ବି ଚାଷୀଙ୍କ ଦୁଃଖ ବୁଝେନି । ଆମେ ପରିବା ଲଗାଇବା ସମୟରେ ପରିବା ରେଟ୍ ଅଧିକ ରହୁଛି କିନ୍ତୁ ଆମର ପରିବା ବାହାରିବା ସମୟରେ ରେଟ୍ କମି ଯାଉଛି ତେଣୁ ଲାଭ କଥା ଛାଡ଼ ଖର୍ଚ୍ଚ କରିଥିବା ଟଙ୍କା ବି ପରିବା ଚାଷ ରୁ ବାହାରୁନି ତେଣୁ ପରିବା ଚାଷ କରି କି ଲାଭ କୁହନ୍ତୁ ଭାଈ... ଖାଲି ଆପଣଙ୍କ ଭଳି ଲୋକ କହିବା ହିଁ ଜାଣନ୍ତି ଆଉ କିଛି ନାହିଁ ।

  • @trilochanpatnaik6321
    @trilochanpatnaik6321 3 дня назад +8

    ଏଗୁଡ଼ା ପିଲାଙ୍କ ବାଲି ଖେଳ ପରି ଲାଗୁଛି।

  • @susantasahoo9544
    @susantasahoo9544 3 дня назад +7

    ବ୍ୟକ୍ତିଗତ ଆକ୍ରମଣ ଆକ୍ରୋଶରେ ପରିଣତ ହେଲେ , 2027 ମସିହା ପଂଚାୟତ ନିର୍ବାଚନରେ ଗ୍ରାମ୍ୟପଂଚାୟତସ୍ତରରେ ଧନ ଜୀବନ ହାଣିହେବାର ସମ୍ଭାବନା ଅଛି /

  • @sarojpanigrahi3574
    @sarojpanigrahi3574 3 дня назад +4

    Bjp playing godi media...only promotion not working

  • @mrutyunjaymohapatra2344
    @mrutyunjaymohapatra2344 2 дня назад +1

    ସେ ଅଳିଆ ଭିତରୁ ତମେ ଜଣେ!

  • @kshyamanidhipradhan
    @kshyamanidhipradhan 3 дня назад +2

    ବିଜେପି ବାଲା କୁକୁର ସହିତ ସମାନ ଦେଖୀବା ଉଚିତ

  • @JeetuSutar-o9c
    @JeetuSutar-o9c День назад

    ଜୟ ଜଗନ୍ନାଥ

  • @entertainment..9
    @entertainment..9 3 дня назад +10

    Sir pandian and nabin nka chada kichhi kuhantu suni suni birakta lagilani 🙏🙏

    • @shivom9286
      @shivom9286 3 дня назад

      😂😂😂😂😂

    • @smohanty3507
      @smohanty3507 3 дня назад +3

      pandian jogu ta tanka youtube channel chalicchi..BJP time re se puraskar paicchanti😂😂😂

  • @balaramnanda9224
    @balaramnanda9224 2 дня назад

    ନବୀନ ସରକାର ସବୁ ଯଜନା ରେ ଦୁର୍ନୀତି

  • @bibhutibhusandash6475
    @bibhutibhusandash6475 3 дня назад +4

    Apana nirapekhya sambadika nuhanti.

  • @kalucharanpaikray7238
    @kalucharanpaikray7238 3 дня назад +3

    ଭିତତ୍ରସ୍ତ ସାମ୍ବାଦିକ.... ଛିଃ...

  • @himanshusekhar7918
    @himanshusekhar7918 3 дня назад

    Jaya Jagannath ❤❤❤❤

  • @BishikeshanNaik-tn9do
    @BishikeshanNaik-tn9do 3 дня назад +4

    ବିଜେପି ଆଳୁ ବିହନ ବଲାଙ୍ଗୀର ରେ ଚାଷୀ କୁ ନ ଦେଇ ବେପାରୀ ଓ ହୋଟେଲରେ ବିକୁଛି

  • @satanicverses1
    @satanicverses1 3 дня назад +5

    BJD will merge with Congress else it will disappear.

  • @manojkumarsaint7803
    @manojkumarsaint7803 3 дня назад +1

    Jay Maa Durgatinasini ❤❤❤

  • @bibhunaraut7947
    @bibhunaraut7947 3 дня назад +4

    Jadi public pain vala chahanti tahele public pain jou news taa vala haba sehi video anatu..jaha dwara politicians change hebe and market price com haba

  • @niharranjandas1353
    @niharranjandas1353 2 дня назад

    ମୋହନ ମାଝି ଙ୍କୁ ଯେତେ କାର୍ଟୁନ୍ କରନ୍ତୁ ‌
    ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ ।ଏଇ କେତେ ଦିନ ହେଲା ଓଡ଼ିଶା ବାସୀ ତାଙ୍କୁ ଗ୍ରହଣ କରି ସାରିଲେଣି ।
    ସୂଇସ ବ୍ୟାଙ୍କ ରେ ଓଡ଼ିଶାର ‌ପ ଇସା ଥିବା ପର୍ଯ୍ୟନ୍ତ ଏମିତି କାର୍ଟୁନ୍ କାମ ଚାଲିବ ।

  • @tomdaddy123
    @tomdaddy123 3 дня назад

    👌👌👌👌👌👌

  • @saradacharanamohapatra9806
    @saradacharanamohapatra9806 3 дня назад

    ଭେରୀ ଗୁଡ୍

  • @bibhunaraut7947
    @bibhunaraut7947 3 дня назад +3

    Naveen babu apana bodhe bjp ra inspir...only potato price hike nuhe..onion tamoto oil Dal garlic etc..a sabu b bahut important ama ra banchiba pain...mu first apana nka video dekhuthili vala laguthila ebe hate asilani bjp supporter hei.mu aji parjyant kou party ku support kareni..apana bjp bjd katha chhadantu sadharana loka nka katha chinta karantu semanku kete kasta hauchi ete price dei kiniba pain

  • @pintukumar-qx9fi
    @pintukumar-qx9fi 3 дня назад +5

    Ame jayanaryan mishra ku home ministry miliba katha

  • @Pk2018-d2h
    @Pk2018-d2h 3 дня назад +6

    Apana jane bjp r chatukar ra utyber

  • @chandipadapanda4707
    @chandipadapanda4707 3 дня назад +1

    ଏଗୁଡିକ ନିକୃଷ୍ଟ ଆରୋପ ଭଳି ଜଣାଯାଉଛି ।

  • @kabitasahoo8385
    @kabitasahoo8385 3 дня назад

    🙏👍❤

  • @BasantaBehera-gl3li
    @BasantaBehera-gl3li 3 дня назад +2

    Hair news 😮😮😮😮😮

  • @brajakishorepadhi4022
    @brajakishorepadhi4022 3 дня назад +8

    ଶେଷ ରେ ନବୀନ ପଟ୍ଟନାୟକ କୁ କୁଷ୍ଠ ରୋଗ ହେଇଗଲୀ। ପୋଡା ମୁହାଁ ମୁରଦାର ନବୀନ ପଟ୍ଟନାୟକ। ମୋହନ ସରକାର ତୁରନ୍ତ ଆକସନ ନିଅନ୍ତୁ ନବୀନ ବୁଢା ଉପରେ।

    • @BibhutiDalei-hz7xs
      @BibhutiDalei-hz7xs 3 дня назад

      ନବୀନ ତମ ଘରେ ପଶିଥିଲା କି ?

    • @BishikeshanNaik-tn9do
      @BishikeshanNaik-tn9do 3 дня назад

      ନବୀନ ବାବୁ ର ବାଳ ଉପାଡିବ

    • @DolSol-r1z
      @DolSol-r1z 3 дня назад

      ନବୀନ ପଟ୍ଟନାୟକ ବ୍ରାଣ୍ଡ😅 ତା ପାଇଁ ଓଡ଼ିଶା😊

    • @reemamaohapatra9821
      @reemamaohapatra9821 3 дня назад

      Jay Nabin sir

    • @satyabratmahalik7237
      @satyabratmahalik7237 2 дня назад

      ​@@BibhutiDalei-hz7xshm yar ghare pasi samasta nku_____mari thile sethi pain sala tara poduchi andha bhakta

  • @thirdeye9492
    @thirdeye9492 3 дня назад

    ଖଣ୍ଟଙ୍କ ଯିବନି ଆଳୁ ଦୋଷ 😢
    ଯେତେ ଡାକୁ ଦାଗୀ ଯିବେ ନାଶ

  • @dibya63
    @dibya63 3 дня назад +5

    ମୁଁ ସବୁବେଳେ ଆପଣଙ୍କ ମତ କୁ ଠିକ ଭାବେ, ଏବେ କିନ୍ତୁ ଭାବୁଛି ଆପଣ ଭୁଲ କହୁଛନ୍ତି, ପାଣ୍ଡୁ & ନବୀନ is better than whole ବିଜେପି govt. ଆଉ ଥରେ election ହେଲେ ପୁଣି ପାଣ୍ଡୁ ଆଉ ନବୀନ ଆସିବେ. Totally BJP govt is fail now a days

  • @manoj6726
    @manoj6726 3 дня назад +1

    Se mane khaithile boli ta harile. Ta mane kana e sarkar ku question karibeni. E sabu heuchi bjd and bjp ra friendly match to fool odia people.

  • @pitbaspalasi5358
    @pitbaspalasi5358 3 дня назад

    😂😂

  • @rajkishoreguru9218
    @rajkishoreguru9218 3 дня назад

    Now I am purchasing Aloo at rupees45 chandramukhi......and at 40 jyoti variety in West bengal(durgapur).So better stop this faltu gossip.

  • @Foodsecurities
    @Foodsecurities 3 дня назад

    Sir mu dekhi asuchi bahut thara kahi asuchi sabu kadua chata chati politics.. janata ethi vote dei sabu bele bhakuaa... Katun kale aalu daam Kami jiba.? Naa aalu mission success hei jiba ???... Voter sabu bele bhakuaa..

  • @BighneswarMohanty-s8l
    @BighneswarMohanty-s8l 2 дня назад

    Tamaku katey miluchi sarkari chatukar karibaku

  • @Godofwar-v1v
    @Godofwar-v1v 2 дня назад

    You are the top most biased journalist of Odisha

  • @Gameworld123-z1k
    @Gameworld123-z1k 3 дня назад

    Sir Se Naveen Budha Au Tamil pandian katha chada Odisha re devlopment kmiti Haba se katha kichi kuha

  • @gopalsamall8365
    @gopalsamall8365 3 дня назад +1

    କେ ଆର ନାରାୟଣ ଙ୍କୁ କାଟୁନ ରେ ସ୍ଥାନିତ କରିବାକୁ ଜବାହର ଲାଲ ନେହେରୁ ବ୍ୟକ୍ତଗତ ଭାବେ କହିଥିଲେ l

  • @ramunelapu5878
    @ramunelapu5878 3 дня назад

    Maghya... image kn re edit kari dekhauchu ...

  • @prasantaroutraya4952
    @prasantaroutraya4952 3 дня назад

    😅

  • @sushantakumardas9901
    @sushantakumardas9901 3 дня назад

    Aama Rajya ra requirement quantity ra Aalo Production paien 24 Years BJD Party Sarkar headed by Number-1 Chief Minister the Great Mr Naveen Patnaik kaoan sabu yojana karichanti aau total kete amount spent karichanti ,requirements ra kere percent Aalo aama Rajya re Production heuchi .
    24 Years BJD Party Ministry period re Kete Numbers new Cold Storage Construction heichi and kete Number old Cold storage Defunc heichi .

  • @gobindamunda2524
    @gobindamunda2524 3 дня назад +2

    Apana Sina pandu pandu heochhanti
    Apana dine pandu ra tarif karibe

  • @utkalnirman5652
    @utkalnirman5652 3 дня назад

    Very worst

  • @prabodhapanda5184
    @prabodhapanda5184 3 дня назад +3

    ଲଢେଇ ହୋଇନାହିଁ, evm tamper ହୋଇ ବିଜେପି ଜିତିଛି. ନବୀନ ସବୁଠୁ ଲୋକପ୍ରିୟ. ପାଣ୍ଡିଆନର ବେଇମାନି ପାଇଁ ବିଜେଡି ହାରିଲା. ମୋହନ ବାବୁ ନବୀନଙ୍କ ସମସ୍କନ୍ଦ ନୁହଁନ୍ତି, କେବଳ ଆପଣ ଜଣେ ସାମ୍ବାଦିକ ଯିଏ କି କେବଳ ବିଜେପି ର ପ୍ରଚାର କରୁଛନ୍ତି.

    • @nrushinghnathsahu1630
      @nrushinghnathsahu1630 3 дня назад +2

      ଆଗରୁ ନବୀନ ବି କଣ EVM ଦ୍ଵାରା ଜିତିଥିଲା? ଏବେ ଯୋଉ 51 ଜିତିଛନ୍ତି ସେମାନେ ବି କଣ EVM ଦ୍ଵାରା ଜିତିଛନ୍ତି?