Bishnupada Scandal! Will Mohan Recommend CBI Probe ? | Nirbhay Gumara Katha | No Comments

Поделиться
HTML-код
  • Опубликовано: 18 дек 2024

Комментарии •

  • @am9519
    @am9519 2 часа назад +12

    ପାଣ୍ଡିଆନ/ବୋବି /ଦିବ୍ୟଶଙ୍କର/ଅରୁଣ ସାହୁ /ପ୍ରତାପ ଜେନା...ବିରୋଧ ରେ CBI ସୁପାରିଶ ଆଗ କର... ଦେଖିବା କେତେ ଦମ ଅଛି??.

  • @trilochanpatnaik6321
    @trilochanpatnaik6321 2 часа назад +4

    ଶାହା ଙ୍କ ସାହା ଥିଲେ କେହି କିଛି କରି ପାରିବେ ନାହିଁ।

  • @RanjanBehera-ge1kf
    @RanjanBehera-ge1kf 2 часа назад +5

    ☀️ ଭାରତ ବର୍ଷରେ ଆମ ଓଡ଼ିଶା ‌ହେଉଛି ଏକ Superrrrrrrrrrrrrrrrrrrrrrrrrrrrrr State,,,,,,,,, "ଆମେ ଓଡ଼ିଆ ଭାରି ବଢିଆ '

  • @mishrabisudhananda3551
    @mishrabisudhananda3551 Час назад +2

    ତା ପରେ ସେ ବି କେନ୍ଦ୍ର deputation ରେ ଯିବେ ଓ ପୁଣି ରାଜା ହେବେ।

  • @susantasahoo9544
    @susantasahoo9544 Час назад +2

    ମାନନୀୟ ମହାଶୟ ଆପଣଙ୍କୁ ଶତ ଧନ୍ୟବାଦ /ଏ ମୋହନ ସରକାର କିଛି କରିବେ ନାହିଁ / ଏହାର ସଦ୍ୟତମ ଉଦାହରଣ ହେଉଛି ସମାନୀୟ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଜେ କହିଲେ ଓ ସ୍ୱୀକାରକଲେ ଗଲା ସରକାରରେ A. S. O.. ନିଯୁକ୍ତିରେ ବଡ଼ ଘୋଟଲା ହୋଇଛି, ବିରୋଧୀଦଳ ତରଫୁର ଆହ୍ୱାନ ଦେଲେ ଜଦି ହୋଇଛି ଦୋଷୀଙ୍କୁ ଧର, ପୁନର୍ବାର କହିଲେ ବାଳ ବଙ୍କା କରିପାରିବନାହିଁ /ଏତେସତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ହେଲାନାହିଁ /ଏ ସରକାର ହେଉଛି ମେରୁଦଣ୍ଡବିହୀନ ସରକାର /ପୌରୁଷଶୂନ୍ୟ ସରକାର /ଏମାନେ କେବଳ ଗର୍ଜି ଜାଣନ୍ତି!

  • @manojkumarsaint7803
    @manojkumarsaint7803 41 минуту назад

    Jay Maa Durgatinasini ❤❤❤

  • @alekhachandra6982
    @alekhachandra6982 2 часа назад +2

    ଲୋକେ ଦେଖୁଛନ୍ତି., 4ବର୍ଷ.

  • @bipracharanjena2736
    @bipracharanjena2736 18 минут назад

    କମ୍ବଳ ଜାକ ବାଳ କଣ ବାଛିବେ

  • @manasdas5715
    @manasdas5715 2 часа назад +3

    ଏଥିରୁ ଜଣାପଡିଲା ସମସ୍ତେ ମିଳିମିଶି ମୁହଁ ବୁଡାଇ ଖାଇଛନ୍ତି, ସାଧାରଣ ଜନତା ସିନା କିଛି କରିପାରିବେ ନାହଁ, ସମସ୍ତ ଙ୍କ ଉପରେ ଆଉ ଗୋଟିଏ ସ୍ୱୟଂ 👀 ଆଖି ଅଛି ସେଥିରୁ ଜୀବନ ଥିବା ଜାଏ ବର୍ତ୍ତୀପାରିବ ନାହିଁ, ଏମାନେ ଦେଶର ସବୁଠାରୁ ବଡ଼ବଡ଼ ଭଦ୍ର ...........😢🙏

  • @chandipadapanda4707
    @chandipadapanda4707 Час назад

    ବୋଧହୁଏ ଏହି କଥା ଉପରେ କଣ କରାଯିବ ତାହା ପରାମର୍ଶ ନିମନ୍ତେ ମୋହନ ମହାଶୟ ଦିଲ୍ଲୀ ଯାଉଛନ୍ତି ।

  • @himanshusekharpattanayak8455
    @himanshusekharpattanayak8455 Час назад

    ବିଜେଡି ବିଜେପି ଗୋଟିଏ ତାଙ୍କର ଦୁଇଟି ପାର୍ସ

  • @anatanayak5275
    @anatanayak5275 40 минут назад

    ସାର ଆପଣ ଅର୍ଥାତ ଜନସାଧାରଣ ଯେତେ ହୋ ହାଲ୍ଲା କଲେମଧ୍ଯ ପୂର୍ବ କିମ୍ବା ବର୍ତ୍ତମାନ ସରକାରଙ୍କ କର୍ଣ୍ଣରେ ପହଞ୍ଚିବ ଏକଥା ମନେ ହେଉନି କାରଣ ସେମାନେ ଭାଇ ଭାଇ ପରସ୍ପରକୁ ସାହାଯ୍ଯ କରିବା ତାଙ୍କର ଧର୍ମ। ଦେଶ ଭାସିଗଲେ ତାଙ୍କର ଲାଭ ଆପଣଙ୍କର ପାଟି ଆପେ ବନ୍ଦ ହୋଇଯିବ ।ଆପଣଙ୍କୁ ଧନ୍ଯବାଦ।

  • @satishchandrabehera7291
    @satishchandrabehera7291 2 часа назад

    ଜାଗିଲେଣି ମୋହନ ସରକାର।
    ବିଷ୍ଣୁପଦ ହେଲେଣି ହରବର।।
    କାର୍ଯ୍ୟାନୁଷ୍ଠାନ ଏବେ ଆଗେଇବ।
    ଆମକୁ ଧୈର୍ଯ୍ୟ ଧରିବାକୁ ପଡିବ।।

  • @brajakishorepadhi4022
    @brajakishorepadhi4022 2 часа назад +1

    ବିଜେପି ସରକାର ଜୁମୁଲା ସରକାର ଯେଉଁ କୁହାକୁହି ହେଉଛନ୍ତି ସତ ହେବାକୁ ଯାଉଚି ଓଡିଶା ରେ। ତଦନ୍ତ ରେ ଇଛାଶକ୍ତି ଯଦି ରହନ୍ତା ଗାଁ ଚୌକିଦାର ବି ଚୋର ଧରି ନେବ। ୟେ ସବୁ ଇଡି, ସିବିଆଇ ତଦନ୍ତ କାରୀ ସଂଥା ବଡ ବଡ ଇଁରାଜୀ ରେ କଣ ତାକୁ ଲୋକେ ଦେଶ ବାସୀ ଧୋଇକି ପିଇବେ।

  • @simitapatnaik8202
    @simitapatnaik8202 2 часа назад +1

    CM kichhi karibeni,kichhi kariparibeni,😂😂😂

  • @drpanda9462
    @drpanda9462 2 часа назад +1

    Mohan has nothing to do except visit to Delhi.

  • @laxmidharnayak4191
    @laxmidharnayak4191 Час назад

    ପଦରୁ ହଟାଇ ଦେଲେ ଲୋକଙ୍କ ମନ ବୁଝାଇବା ପାଇଁ। ଆଉ କିଛି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନୁହେଁ।ଆଇ ଏ ଏସ୍ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆଶା ଆଶାରେ ରହିଯିବ। ବହୁ ବଡ଼ ମୁଣ୍ଡ କେସ୍ କୁ ଚାପିବାରେ ଲାଗି ଛନ୍ତି। ଓମଫେଡ ଘଟଣା ପରି ଅଳ୍ପ ଦିନ ରେ ମିଳାଇ ଯିବ। ଧନ୍ୟବାଦ ନମସ୍କାର ଜୀ।

  • @subashpatra6884
    @subashpatra6884 2 часа назад +1

    Jera.hebani..Amitisaha.karaidebani😊😊

  • @sanjayapanda8176
    @sanjayapanda8176 3 часа назад

    ଆପଣ ଗୋଟେ ଚୀଠି ଲେଖିଦେଆନ୍ତୁ ସିମ କୁ

  • @pramodrath6299
    @pramodrath6299 Час назад +1

    Mohana baboo like Manmohan singh sethi Sonia o Rahul chalauthile ethi Amit o Dharmendra chalau chhanti enu kichhi heba nahi

  • @mituacharya6971
    @mituacharya6971 3 часа назад +1

    Kichi kariparibani mohan sarkar. Sabu khalas by money

  • @drpanda9462
    @drpanda9462 2 часа назад +1

    Except for Hindi songs you don't know odiya song.

  • @sunitajaiswal9181
    @sunitajaiswal9181 6 минут назад

    ବିଷ୍ଣୁ ବାବୁ ଙ୍କ ପଛରେ ଆପଣ ପଡିଛନ୍ତି ଆପଣ କେତେବେଳେ, କେତେବେଳେ ନବୀନ ପଟ୍ଟନାୟକ,ଆଉ କେତେବେଳେ ପାଣ୍ଡିଆନ,ବବି, ପଛରେ ଆପଣ ହୀନ୍ଦୀ ସିନେମା ର ଗୀତିକାର ହେଲେ ଭଲ ହୁଅନ୍ତା ଆପଣ ମେରାସାୟ ଫିଲ୍ମ ର ଗୀତ ଏଭଳି ଗାଇଲେ ଯାହା ସୁନୀଲ ଦତ୍ତ ଭି ସେ ସିନେମା ରେ ଗାଇ ନଥିବେ

  • @sinitidash2979
    @sinitidash2979 3 минуты назад

    ❤ mohan sarkar odisha state re giraffe kebe Kari be . CBI enquiry Kari jatha sighra giraffe karantu . Nabin babu apan thik kahichanti . Panchayati Raj purba ru heba darkar sir .

  • @trishuvlogs55
    @trishuvlogs55 3 минуты назад

    Apananka katha mela khaunahi. Jadi saha, saket emannku banchuchanti tahele CBI ku kie order dela red pain, jadi spanka sat sahas achi utter diantu

  • @sarojkumarmohanty6139
    @sarojkumarmohanty6139 Час назад

    Kendra sarakar BJD sahita chora Priti rahichi ,Tenu kichhi hebanahin ,BJP sarakar amananku sabubele gantoghodei rakhiba ,

  • @aksahoo346
    @aksahoo346 3 часа назад

    Aagnya amiti tadanta heuchi aame sunuchu bahu tumbitofan heuchi hele fala baharibara nahi kanhiki katha sunauachanti