Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସାର ବିଜେଡି କୁ ଧୋଉ ଥିଲେ ବର୍ତମାନ ବିଜେପି କୁ ଧୋଉ ଛନ୍ତି ବହୁତ ବଢିଆ ନିର୍ଭୟ ନିର୍ଭୟ ହେଇ ରହୁ
Bjp ra jie birodhi se desa birodhi
ବହୁତ ଭଲ କଥା କହିଛନ୍ତି ସାର 🙏. ଆପୋଷ ଆଲୋଚନା ରେ ହିଁ ସମାଧାନ ବାହାରିବ. କିନ୍ତୁ ମନ୍ତ୍ରୀ ବାବୁ ଆମର କମ୍ପାନୀଠୁ ତୋ ମୋଟା ଅଙ୍କର ପଇସା ଖାଇଦେଇଛନ୍ତି ଆଉ ଏବେ କରିବେ କଣ ଭୋଟ ସିନା ଆମେ ଦେଇଚୁ.. କିନ୍ତୁ ନୋଟ ପରା କମ୍ପାନୀ ଦେଇଛି..... କିନ୍ତୁ ସେବି ଭୁଲି ଯାଉଛନ୍ତି ଯିଏ ସିଟ ଦେଇ ପରେ ସିଏ ସିଟ ନେଇ ବି ପାରେ
ବାରମ୍ବାର ସରକାର ଙ୍କ ପାଖକୁ ଯାଇଛୁ ଗୋଟେ ଥର ଆଲଚନା କଲେନି ସରକାର ସବୁବେଳେ କମ୍ପାନୀ ଫର ରେ ସରକାର ଆଜ୍ଞା ଆପଣ କୁହନ୍ତୁ ଆମେ ଶ୍ରମିକ 12 ଘଣ୍ଟା କାମ କରିବୁ 8ଘଣ୍ଟା ର ପାରିଶ୍ରମିକ ପାଉଛୁ 4 ଘଣ୍ଟା over time ପଇସା ସରକାର କମ୍ପାନୀ ମିଶିକି ଖାଉଛନ୍ତି ବିରୋଧ କଲେ ଓଡ଼ିଶାରେ ଓଡ଼ିଆ ଶ୍ରମିକ ର ଚାକିରୀ ନାହିଁ ଏ ହେଉଛି ama ସରକାର ଏବେ ବି 90 ଜଣ 108 stap ଙ୍କୁ off duty କରିଛି କାମ୍ପାନୀ ସେଥିରେ ମୁକେଶ ମହାଲିଙ୍ଗୀ sir ଙ୍କର ହାତ ଅଛି
ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ବିଶେଷ ଅନୁରୋଧ ଏ ବିଷୟରେ ଟିକେ ଧ୍ୟାନ ଦେବେ ।। ସତରେ ambulance କର୍ମଚାରୀ ବହୁତ କଷ୍ଟ ରେ ଫିଲ୍ଡ duty କରୁଛନ୍ତି sir 🙏🙏🤦
ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ବିଷୟକୁ ଗୁରୁତ୍ତର ସହ ନେଇ ବିଚାର କରିବା ଆବଶ୍ୟକ l
ବହୁତ୍ ବଢିଆ ବାର୍ତ୍ତା କରିଛନ୍ତି sir
Sir🙏ଆପଣ 108 / 6000 ପରିବାର ର ଦୁଃଖ ବୁଝି ପାରିଲେ Bjp ସରକାର ମୁକେଶ ମହାଲିଙ୍ଗୀ sir ବୁଝି ପାରିଲେନି ତାଙ୍କର ପକେଟ ଗରମ ଦରକାର ଓଡିଶା ରେ ଓଡିଶା ଶର୍ମିକ ମଲେ ତାଙ୍କର କଣ ଯାଉଛି ତାଙ୍କର କମ୍ପାନୀ ବଡ ତାଙ୍କୁ କମ୍ପାନୀ ଭୋଟ ବ୍ୟାଙ୍କ ଦେଇଛି ନା
ସରକାରଙ୍କୁ ଅନୁରୋଧ ଆଲୋଚନା କରନ୍ତୁ।
ପୂରା ଠିକ କହିଛନ୍ତି ସାର ଏଠି କ୍ରର୍ମଚାରି ମାନେ ଆତ୍ମହତ୍ୟା କରି ଲେଣି ସାର କିନ୍ତୁ ସରକାର ନିରବ 😢
Justice for 108 Ambulance Employee.
ସବୁ ପଇସା ରେ ବିକ୍ରି ହେଇ ଯାଇଛନ୍ତି
ଖୁମ୍ୱ ଆଳୁ ବୁଝୁଥିବା ମନ୍ତ୍ରୀ ଓ ସରକାର।
108ଆମ୍ବୁଲାନ୍ସ କର୍ମଚାରୀ ଙ୍କ କଥା ବୁଝ ନଚେତ୍ ଭବିଷ୍ୟତ ଅନ୍ଧାର ହୋଇ ଯିବ
ଜଳି ପଡ଼ି ପାଉଁଶ ହେଇ ଯିବ
ଆପଣ ଙ୍କ ସାହାଯ୍ୟ ଦରକାର ଅଜ୍ଞ୍ୟା
I appreciate you sir💯
*ସତରେ ସରକାର ଓ କର୍ମଚାରୀଙ୍କ ମଧ୍ୟରେ ମିଳିତ ଆଲୋଚନା ଯଦି ହୋଇପାରନ୍ତା ସ୍ବାସ୍ଥ୍ୟ ସେବା ରେ 108 ଆମ୍ବୁଲାନ୍ସ ସେବା ସାରା ଭାରତରେ ନମ୍ବର 1 ହୋଇ ପାରନ୍ତା ।*
ସତରେ ସରକାର ଓ କର୍ମଚାରୀଙ୍କ ମଧ୍ୟରେ ମିଳିତ ଆଲୋଚନା ଯଦି ହୋଇପାରନ୍ତା ସ୍ବାସ୍ଥ୍ୟ ସେବାରେ 108 ଆମ୍ବୁଲାନ୍ସ ସେବା ସାରା ଭାରତରେ ନମ୍ବର 1 ହୋଇ ପାରନ୍ତା...
Company ପଇସା ଫିଙ୍ଗୁଛି ତାମସା ଦେଖୁଛି Minister ମାନେ କମ୍ପାନୀ ରୁ ପଇସା ନେଇ ଆଖି ବୁଝି କର୍ମଚାରୀ ର ଅସୁବିଧା କୁ ଜାଣି ଜାଣି ଅଣଦେଖା କରୁଛନ୍ତି
ସାର୍ ଏଥି ସବୁ ମଧୁଚୋନ୍ଦ୍ରିକା ଚାଲିଛି
କେତେ ଟଙ୍କା ନେଇ ବିକ୍ରି ହେଇଛନ୍ତି ଭଗବାନ ଙ୍କୁ ଜଣା। ପରିଶେଷରେ ଗୋଟେ କଥା ମନେ ରଖିଥିବେ ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ତେଣୁ ବିଚାର ଆପଣଙ୍କର
କେବେ ଶୁଣିବେ 108 ର ଦୁଃଖ
ଆନ୍ଦୋଳନ ନିଶ୍ଚିତ କରିବେ👍।ଜୟ ଶ୍ରୀ ଜଗନ୍ନାଥ 🙏🌹।
ସତରେ ସରକାର ଓ କର୍ମଚାରୀଙ୍କ ମଧ୍ୟରେ ମିଳିତ ଆଲୋଚନା ଯଦି ହୋଇପରିଥାନ୍ତା ଓଡ଼ିଶାର ଜରୁରୀକାଳୀନ ସେବା 108 ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବା ଭାରତରେ ୧-ନମ୍ବର ହୋଇଥାନ୍ତା ସରକାରଙ୍କୁ ଅନୁରୋଧ କମ୍ପାନୀ ଠାରୁ ସ୍ବାସ୍ଥ୍ୟ ମନ୍ତ୍ରୀ ପଇସା ଖାଇ ଓଡ଼ିଶାର ଗରିବ ଲୋକଙ୍କୁ ହଇରାଣ କରିବା ଠିକ୍ ନୁହଁ l
Pura right katha kahile sir
ଆମ ସ୍ଵାସ୍ଥ୍ୟ ମନ୍ତ୍ରୀ ତାଙ୍କ ସ୍ଵାସ୍ଥ୍ୟ କଥା ଆଗେ ସଜାଡୁଛନ୍ତି।ରୋଗୀଙ୍କ କଥା ବୁଝିବା ଆଗରୁ କମ୍ପାନୀର କଥା ବୁଝୁଛନ୍ତି।।
Thank you so much sir 🙏 108
ନବୀନ ବାବୁ ମହାଶୟ, ଏ ରାଜ୍ୟର ବିଜେପି ମନ୍ତ୍ରୀମାନଙ୍କର --କୁଣ୍ଡିଆ ଦୋଷ ଯାଇନାହିଁ /
ଧନ୍ୟବାଦ୍ ସାର ଆପଣ ବୁଝି ପାରିଥିବାରୁ,କିନ୍ତୁ ସରକାର ବୁଝି ପାରୁନାହାନ୍ତି,କମ୍ପାନୀ ଥୁ ପଇସା ଖାଇ ସ୍ବାସ୍ଥ୍ୟ ମନ୍ରି,ଚୁପ୍ ରହୁଛନ୍ତି
ବହୁତ୍ ଭଲ କହିଛନ୍ତି sir 😂😂
Thank you so much for supporting ❤❤❤ 108 employees
Many more thanks sir.. u'r valuable information
100% right sir.Realy you are main point information.👍
ଆୟୁଷ କମି କମି ଯାଉଛି ସରକାର ହୁଏତ କ୍ଷମତା ଅନ୍ଧ ସୋଇପଡିଛନ୍ତି
Right
ସୁନ୍ଦର ବାର୍ତ୍ତା sir ନିହାତି ଆଲୁଚନା କରିବା ଦରକାର. ସରକାର ନିହାତି ବୁଝିବା ଦରକାର. 108 ପିଲା ବହୁତ କଷ୍ଟ କରୁଛନ୍ତି.. ବିଜେପି ସରକାର ନିହାତି ବୁଝନ୍ତୁ
100% right sir ମୁଁ ବି ଜଣେ 108 ଆମ୍ବୁଲାନ୍ସ ର କର୍ମଚାରୀ
ଓଡ଼ିଶା ସରକାର ,ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଅଲ୍ ଓଡ଼ିଶା 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ ଏକ ମିଳିତ ଆଲୋଚନା ହୋଇ ପାରିଲେ ଓଡ଼ିଶା ରେ ସ୍ବାସ୍ଥ୍ୟ ସେବା ସାରା ଭାରତ ରେ ଏକ ନମ୍ବର ହୋଇ ପାରନ୍ତା 🙏🙏🙏🙏🙏🙏
100% I appreciate you sir 🙏🙏
25 ବର୍ଷ ଯେତିକି ଖାଇଥିଲେ ବିଜେପି 5 ବର୍ଷ ରେ ଖାଇବେ 🤣🤣🤣 ବିଜେପି ବିଜେଡି ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ୱ 🤣🤣 ତୁମେ ବାଡେଇ ଛାଟି ହେଉ ଥାଅ 🤣
Right khata sir
ସରକାର ଏବଂ 108 କର୍ମଚାରୀଙ୍କ ସହିତ ଗୋଟିଏ ଥର ମଧ୍ୟ ଆଲୋଚନା କରନ୍ତ୍ ସାରା ଓଡିଶା ରେ ଲୋକଙ୍କ ଆହୁରି ଭଲ ହୁଅନ୍ତା ସରକାର ତ ଚାହୁନାହାନ୍ତି ଆଉ କଣ କରି ହେବ ସରକାରଙ୍କୁ ଅନୁରୋଧ ଥରେ ଆଲୋଚନା କରିବା ପାଇଁ ଚେଷ୍ଟା କରନ୍ତୁ
ଅତି ସୁନ୍ଦର ଉପସ୍ଥାପନା
ଜନତା ବହୁତ ଦୁଃଖିତ ଓ ଅନୁତପ୍ତ ଏହି ସରକାର କିଛି ଆଲୋଚନା କରୁନାହାନ୍ତି । ଏକତରଫା ଶୁଣି କର୍ମଚାରୀଙ୍କ ସହିତ ଖେଳ ଖେଳୁଛନ୍ତି ।
Right 👌👍
😮ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ସହ ଆଲୋଚନା କରି ତାଙ୍କ ଦୁଃଖ ଦୁର କଲେ ୧୦୮ ଆମ୍ବୁଲାନ୍ସ ସେବା ପାଉଥିବା ଓଡିଶା ବାସୀ ବହୁତ୍ ଖୁସି ହୁଅନ୍ତେ କାରଣ ସେମାନେ ଆହୁରି ଉତ୍ତମ ସେବା ପାଇପାରନ୍ତେ ।
Thank a lot sir🙏🙏
ଆଜ୍ଞା ନମସ୍କାର। ଆଶାକରୁଚି ମନ୍ତ୍ରୀ ଆଲୋଚନା ରାସ୍ତା ଖୋଲିବେ। ପୁଣି ଭାବୁଚି ମନ୍ତ୍ରୀ କ'ଣ ନିର୍ଭୟ ଚାନେଲ ଦେଖୁଥିବେ? କେଜାଣି?
Salute 🙏 sir
Right katha sir
Thank you so much sir for your valuable ward. We request to our govt kindly take necessary step for this....
ସରକାରଙ୍କୁ ଅନୁରୋଧ ଆଲୋଚନା କରନ୍ତୁ ଏବଂ 108 କର୍ମଚାରୀଙ୍କ ଦୁଃଖ ଦୁରକରନ୍ତୁ।🙏🙏🙏
ଏ BJP ମନ୍ତ୍ରୀ ମାନେ ଖାଲି ଗିଳିବାକୁ ହାଉଁ ହାଉଁ ହେଉଛନ୍ତି।
BJP Govt ଲୋକଙ୍କ ର କହୁଛନ୍ତି କିନ୍ତୁ comny ଠୁ ପଇସା ଖାଇକି comny କଥା ଶୁଣୁଛନ୍ତି lNext time au BJP odisha ru ହଟିବା ଦରକାର୍ l
ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ବିଷୟକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାର କରିବା ଦରକାର 🙏@Mukesh Malik @Suryavanshi @NHM team
ଧନ୍ୟବାଦ୍ ସାର୍ ଏହି ସୂଚନା ସର୍ବ ସାଧାରଣ ଙ୍କ ନିକଟ ରେ ଭିଡିଓ ମାଧ୍ୟମରେ ଜଣେଇ ଥିବାରୁ। ପୁଣି ଥରେ ଅଶେଷ ଅଶେଷ ଧନ୍ୟବାଦ୍
Right 💯
ଆପଣ ଠିକ୍ କହୁଛନ୍ତି sir 108 employer bahutu କଷ୍ଟ ପାଉଛନ୍ତି kintu e sarkar kahara nuha 12h kau dist re labour Kama କରନ୍ତି 8h ra salary ପାଇବେ 108 ପିଲା କାହିଁକି
*ସତରେ ସରକାର ଓ କର୍ମଚାରୀଙ୍କ ମଧ୍ୟରେ ମିଳିତ ଆଲୋଚନା ଯଦି ହୋଇପାରନ୍ତା ସ୍ବାସ୍ଥ୍ୟ ସେବା ରେ 108 ଆମ୍ବୁଲାନ୍ସ ସେବା ସାରା ଭାରତରେ ନମ୍ବର 1 ହୋଇ ପାରନ୍ତା
Nirbhaya meaning Aji right heuchhi 🎉🎉🎉
Right katha
ସତରେ ସରକାର ଓ କର୍ମଚାରୀ ମଧ୍ୟରେ ମିଳିତ ଆଲୋଚନା ହୋଇଥାନ୍ତା ତେବେ ସାରା ଭାରତରେ 108 ସେବା no 1 ହୋଇପାରି ଥାଆନ୍ତା
ଏକଦମ ରାଇଟ ସାର, ନମସ୍କାର
💯 right sir
ଆଗକୁ ଲଢେଇ ଆହୁରି ଜୋରଦାର ହେବ ଜୟ ଜଗନ୍ନାଥ 🙏🙏🙏🙏
Right....❤
ଆଜ୍ଞା କମ୍ପାନୀ ପ୍ରୀତି ରେ ଯାହା ମିଳେ ଜନତା ପ୍ରୀତି ରେ ତାହା ମିଳେ କି? ଧନ୍ୟବାଦ ନମସ୍କାର ଜୀ।
ଲୋକ ମାନଙ୍କର ସରକାର କହି ଡେଙ୍ଗୁରା ପିଟୁଥିବା ଏହି BJP ସରକାର କାଇଁ ଛଟେଇ ହୋଇଥିବା ଗରିବ ୧୦୮ କର୍ମଚାରୀଙ୍କ ପାଇଁ କୌଣସି ସମାଧାନର ବାଟ ଆଜି ପର୍ଯ୍ୟନ୍ତ ଫିଟେଇ ପାରିଲେ ନାହିଁ। କର୍ମଚାରୀ ମାନଙ୍କର ଦୁଃଖକୁ କର୍ଣ୍ଣପାତ କଲେ ନାହିଁ। ବରଂ ସରକାର ତାଙ୍କ ଜିଦ୍ ରେ ଅଟଳ ରହିଲେ। ଏଭଳୀ ପରିସ୍ଥିତି ଦେଖି ସାଧାରଣ ଜନତାଙ୍କ ବିଶ୍ୱାସ ଏବଂ ଭରସା ଏହି BJP ସରକାର ଓପରେ ତୁଟିଯିବ। ତେଣୁ ଓଡ଼ିଶାର ଏହି ନୂଆ ସରକାର ଓଡ଼ିଆ 108 କର୍ମଚାରୀ ମାନଙ୍କୁ ଯଥା ଶୀଘ୍ର ନ୍ୟାୟ ପ୍ରଦାନ କରନ୍ତୁ।😢😢😢😢
Right 👍🏻👍🏻🙏
Sir ବହୁତ୍ ଭଲ କହି ଛନ୍ତି, ଲୋକଙ୍କ ଦୁଃଖ ସୁଖ ଯଦି ନ ଶୁଣିବେ ଏମାନେ କଣ କରିବେ
Reality sir
Right sir
Sir apana great..
#ଅତି ସୁନ୍ଦର ବାତ୍ତା ||
❤🙏🙏🙏thanks sir
Sata kathate kahila bhai🎉🎉
Jay Jagannath 🙏🙏🙏
ଅଫିସର୍ ମାନଙ୍କ କଥାରେ ପରିଚାଳିତ ହେଉଥିବା ଜନ ପ୍ରତିନିଧିଙ୍କର ଯୋଗ୍ୟତା ନାହିଁ। ଆଗରୁ କ'ଣ ଏମିତି ହେଉଥିଲା?
Good 👍
Thank you sir
ଧନ୍ଯବାଦ ସାର ଆମ ଦୁଖ ଭଲ ଭାବରେ ବୁଝି ଥିବାରୁ 🙏🙏🙏🥂🥂
ସତରେ ଯଦି ସରକାର ଓ କମ୍ପାନୀର ଆଲୋଚନା କରନ୍ତି 108 ସେବା ବହୁତ ଭଲ ଭାବରେ ଚାଲିବ ସରକାର ଏ ବିଷୟରେ ଆଲୋଚନା କରିବା ନିହାତି ଆବଶ୍ୟକ ଅଛି
Mukesh mahaling bekar minister of odisha
କେନ୍ଦ୍ର ରେ ମୋଦି ସରକାର ଆଦାନୀ ଅମ୍ବାନୀ ର ଏଠି ବି ସେମିତି ଓଡ଼ିଶା ସରକାର
ଓଡ଼ିଶା ସରକାର ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଅଲ ଓଡ଼ିଶା 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ ଏକ ମିଳିତ ଆଲୋଚନା ହୋଇ ପାରିଲେ ଓଡ଼ିଶା ରେ ସ୍ବାସ୍ଥ୍ୟ ସେବା ସାରା ଭାରତ ରେ ଏକ ନମ୍ବର ହୋଇ ପାରନ୍ତା
ସ୍ୱାସ୍ଥ୍ୟମନ୍ତ୍ରୀ ଓ ସରକାର ୧୦୮ କର୍ମଚାରୀ ଙ୍କ ଦୁଃଖ ଟିକେ ବୁଝନ୍ତୁ
ଲୋକମାନଙ୍କ, ଲୋକ ମାନଙ୍କ ଦ୍ଵାରା ଲୋକମାନଙ୍କ ପାଇଁ ସରକାର.... ଏହା କେବଳ ଏକ ଲିଖିତ ସମ୍ବିଧାନ ର ଗପ ହେଲେ ଏହା କାର୍ଯକାରୀ ନୁଏ. କିନ୍ତୁ ଏଟିକାର ସରକାର କେବଳ ନେତା ମନ୍ତ୍ରୀ ଓ ଅନ୍ୟ କମ୍ପାନୀ ଅଧିକାରୀ ଓ ବେସରକାରୀ କର୍ତୁପକ୍ୟ ପାଇଁ ଚାଲିଛି ଏଇ ସରକାର.. ଆମ 108 ଭାଇ ମାନଙ୍କ ପାଇଁ କିଛି ଆଲୋଚନା କରିବା ନିହାତି ଦରକାର.. ଜୟ ଜଗନ୍ନାଥ..
ସରକାର ଆଉ ଏନ୍ ଏଚ ଏମ ଆଉ କମ୍ପାନୀ ମଧ୍ୟରେ ବହୁତ ମଧୁଚଦରିକା ଚାଲିଛି ସାର ନାମ କରଣ କରିବା ର ସରକାର
R8 sir..
Jai jagannath
ଖାଲି ମାଡ ଦରକାର?
A good 😊 weather forecast before the storm.
ଆପଣ ରାଇଟ୍ କଥା କହୁଛନ୍ତି ଆଲୋଚନା କରନ୍ତୁ
ଏ ହେଉଚି ଲାଞ୍ଚୂଆ ସରକାର୍
ଡୁବି ବା ବେଳ ଆସି ଯାଉଛି ସାବଧାନ ରହିବାକୁ ପଡିବ ନହେଲେ ତଳକୁ ତଳକୁ,,,,,,,,
Thankyou sir for this bites
ଭଡ଼ା ଟିଆ ହେଲେ ଏଭଳି ହଵ
ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ
ଏଥିପ୍ରତି ଧ୍ୟାନ ଦେବା କୁ ଅନୁରୋଧ ମାନନୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମହୋଦୟ
ସତରେ ସରକାର ଓ କର୍ମଚାରୀଙ୍କ ମଧ୍ୟରେ ମିଳିତ ଆଲୋଚନା ଯଦି ହୋଇପାରନ୍ତା ସ୍ବାସ୍ଥ୍ୟ ସେବା ରେ 108 ଆମ୍ବୁଲାନ୍ସ ସେବା ସାରା ଭାରତରେ ନମ୍ବର 1 ହୋଇ ପାରନ୍ତା🙏🙏🙏
ସାର ଆମ 108 କର୍ମଚାରୀ ମାନେ ଆମେ ବହୁତ ନିଜ୍ୟାତନା ହେଉଚୁ 😭😭😭😭q
ଆଜ୍ଞା ଠିକ କହିଛନ୍ତି
ସାର ବିଜେଡି କୁ ଧୋଉ ଥିଲେ ବର୍ତମାନ ବିଜେପି କୁ ଧୋଉ ଛନ୍ତି ବହୁତ ବଢିଆ ନିର୍ଭୟ ନିର୍ଭୟ ହେଇ ରହୁ
Bjp ra jie birodhi se desa birodhi
ବହୁତ ଭଲ କଥା କହିଛନ୍ତି ସାର 🙏. ଆପୋଷ ଆଲୋଚନା ରେ ହିଁ ସମାଧାନ ବାହାରିବ. କିନ୍ତୁ ମନ୍ତ୍ରୀ ବାବୁ ଆମର କମ୍ପାନୀଠୁ ତୋ ମୋଟା ଅଙ୍କର ପଇସା ଖାଇଦେଇଛନ୍ତି ଆଉ ଏବେ କରିବେ କଣ ଭୋଟ ସିନା ଆମେ ଦେଇଚୁ.. କିନ୍ତୁ ନୋଟ ପରା କମ୍ପାନୀ ଦେଇଛି..... କିନ୍ତୁ ସେବି ଭୁଲି ଯାଉଛନ୍ତି ଯିଏ ସିଟ ଦେଇ ପରେ ସିଏ ସିଟ ନେଇ ବି ପାରେ
ବାରମ୍ବାର ସରକାର ଙ୍କ ପାଖକୁ ଯାଇଛୁ ଗୋଟେ ଥର ଆଲଚନା କଲେନି ସରକାର ସବୁବେଳେ କମ୍ପାନୀ ଫର ରେ ସରକାର ଆଜ୍ଞା ଆପଣ କୁହନ୍ତୁ ଆମେ ଶ୍ରମିକ 12 ଘଣ୍ଟା କାମ କରିବୁ 8ଘଣ୍ଟା ର ପାରିଶ୍ରମିକ ପାଉଛୁ 4 ଘଣ୍ଟା over time ପଇସା ସରକାର କମ୍ପାନୀ ମିଶିକି ଖାଉଛନ୍ତି ବିରୋଧ କଲେ ଓଡ଼ିଶାରେ ଓଡ଼ିଆ ଶ୍ରମିକ ର ଚାକିରୀ ନାହିଁ ଏ ହେଉଛି ama ସରକାର ଏବେ ବି 90 ଜଣ 108 stap ଙ୍କୁ off duty କରିଛି କାମ୍ପାନୀ ସେଥିରେ ମୁକେଶ ମହାଲିଙ୍ଗୀ sir ଙ୍କର ହାତ ଅଛି
ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ବିଶେଷ ଅନୁରୋଧ ଏ ବିଷୟରେ ଟିକେ ଧ୍ୟାନ ଦେବେ ।। ସତରେ ambulance କର୍ମଚାରୀ ବହୁତ କଷ୍ଟ ରେ ଫିଲ୍ଡ duty କରୁଛନ୍ତି sir 🙏🙏🤦
ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ବିଷୟକୁ ଗୁରୁତ୍ତର ସହ ନେଇ ବିଚାର କରିବା ଆବଶ୍ୟକ l
ବହୁତ୍ ବଢିଆ ବାର୍ତ୍ତା କରିଛନ୍ତି sir
Sir🙏ଆପଣ 108 / 6000 ପରିବାର ର ଦୁଃଖ ବୁଝି ପାରିଲେ Bjp ସରକାର ମୁକେଶ ମହାଲିଙ୍ଗୀ sir ବୁଝି ପାରିଲେନି ତାଙ୍କର ପକେଟ ଗରମ ଦରକାର ଓଡିଶା ରେ ଓଡିଶା ଶର୍ମିକ ମଲେ ତାଙ୍କର କଣ ଯାଉଛି ତାଙ୍କର କମ୍ପାନୀ ବଡ ତାଙ୍କୁ କମ୍ପାନୀ ଭୋଟ ବ୍ୟାଙ୍କ ଦେଇଛି ନା
ସରକାରଙ୍କୁ ଅନୁରୋଧ ଆଲୋଚନା କରନ୍ତୁ।
ପୂରା ଠିକ କହିଛନ୍ତି ସାର ଏଠି କ୍ରର୍ମଚାରି ମାନେ ଆତ୍ମହତ୍ୟା କରି ଲେଣି ସାର କିନ୍ତୁ ସରକାର ନିରବ 😢
Justice for 108 Ambulance Employee.
ସବୁ ପଇସା ରେ ବିକ୍ରି ହେଇ ଯାଇଛନ୍ତି
ଖୁମ୍ୱ ଆଳୁ ବୁଝୁଥିବା ମନ୍ତ୍ରୀ ଓ ସରକାର।
108ଆମ୍ବୁଲାନ୍ସ କର୍ମଚାରୀ ଙ୍କ କଥା ବୁଝ ନଚେତ୍ ଭବିଷ୍ୟତ ଅନ୍ଧାର ହୋଇ ଯିବ
ଜଳି ପଡ଼ି ପାଉଁଶ ହେଇ ଯିବ
ଆପଣ ଙ୍କ ସାହାଯ୍ୟ ଦରକାର ଅଜ୍ଞ୍ୟା
I appreciate you sir💯
*ସତରେ ସରକାର ଓ କର୍ମଚାରୀଙ୍କ ମଧ୍ୟରେ ମିଳିତ ଆଲୋଚନା ଯଦି ହୋଇପାରନ୍ତା ସ୍ବାସ୍ଥ୍ୟ ସେବା ରେ 108 ଆମ୍ବୁଲାନ୍ସ ସେବା ସାରା ଭାରତରେ ନମ୍ବର 1 ହୋଇ ପାରନ୍ତା ।*
ସତରେ ସରକାର ଓ କର୍ମଚାରୀଙ୍କ ମଧ୍ୟରେ ମିଳିତ ଆଲୋଚନା ଯଦି ହୋଇପାରନ୍ତା ସ୍ବାସ୍ଥ୍ୟ ସେବାରେ 108 ଆମ୍ବୁଲାନ୍ସ ସେବା ସାରା ଭାରତରେ ନମ୍ବର 1 ହୋଇ ପାରନ୍ତା...
Company ପଇସା ଫିଙ୍ଗୁଛି ତାମସା ଦେଖୁଛି
Minister ମାନେ କମ୍ପାନୀ ରୁ ପଇସା ନେଇ ଆଖି ବୁଝି
କର୍ମଚାରୀ ର ଅସୁବିଧା କୁ ଜାଣି ଜାଣି ଅଣଦେଖା କରୁଛନ୍ତି
ସାର୍ ଏଥି ସବୁ ମଧୁଚୋନ୍ଦ୍ରିକା ଚାଲିଛି
କେତେ ଟଙ୍କା ନେଇ ବିକ୍ରି ହେଇଛନ୍ତି ଭଗବାନ ଙ୍କୁ ଜଣା। ପରିଶେଷରେ ଗୋଟେ କଥା ମନେ ରଖିଥିବେ ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ତେଣୁ ବିଚାର ଆପଣଙ୍କର
କେବେ ଶୁଣିବେ 108 ର ଦୁଃଖ
ଆନ୍ଦୋଳନ ନିଶ୍ଚିତ କରିବେ👍।ଜୟ ଶ୍ରୀ ଜଗନ୍ନାଥ 🙏🌹।
ସତରେ ସରକାର ଓ କର୍ମଚାରୀଙ୍କ ମଧ୍ୟରେ ମିଳିତ ଆଲୋଚନା ଯଦି ହୋଇପରିଥାନ୍ତା ଓଡ଼ିଶାର ଜରୁରୀକାଳୀନ ସେବା 108 ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବା ଭାରତରେ ୧-ନମ୍ବର ହୋଇଥାନ୍ତା
ସରକାରଙ୍କୁ ଅନୁରୋଧ କମ୍ପାନୀ ଠାରୁ ସ୍ବାସ୍ଥ୍ୟ ମନ୍ତ୍ରୀ ପଇସା ଖାଇ ଓଡ଼ିଶାର ଗରିବ ଲୋକଙ୍କୁ ହଇରାଣ କରିବା ଠିକ୍ ନୁହଁ l
Pura right katha kahile sir
ଆମ ସ୍ଵାସ୍ଥ୍ୟ ମନ୍ତ୍ରୀ ତାଙ୍କ ସ୍ଵାସ୍ଥ୍ୟ କଥା ଆଗେ ସଜାଡୁଛନ୍ତି।
ରୋଗୀଙ୍କ କଥା ବୁଝିବା ଆଗରୁ କମ୍ପାନୀର କଥା ବୁଝୁଛନ୍ତି।।
Thank you so much sir 🙏 108
ନବୀନ ବାବୁ ମହାଶୟ, ଏ ରାଜ୍ୟର ବିଜେପି ମନ୍ତ୍ରୀମାନଙ୍କର --କୁଣ୍ଡିଆ ଦୋଷ ଯାଇନାହିଁ /
ଧନ୍ୟବାଦ୍ ସାର ଆପଣ ବୁଝି ପାରିଥିବାରୁ,କିନ୍ତୁ ସରକାର ବୁଝି ପାରୁନାହାନ୍ତି,କମ୍ପାନୀ ଥୁ ପଇସା ଖାଇ ସ୍ବାସ୍ଥ୍ୟ ମନ୍ରି,ଚୁପ୍ ରହୁଛନ୍ତି
ବହୁତ୍ ଭଲ କହିଛନ୍ତି sir 😂😂
Thank you so much for supporting ❤❤❤ 108 employees
Many more thanks sir.. u'r valuable information
100% right sir.Realy you are main point information.👍
ଆୟୁଷ କମି କମି ଯାଉଛି ସରକାର ହୁଏତ କ୍ଷମତା ଅନ୍ଧ ସୋଇପଡିଛନ୍ତି
Right
ସୁନ୍ଦର ବାର୍ତ୍ତା sir ନିହାତି ଆଲୁଚନା କରିବା ଦରକାର. ସରକାର ନିହାତି ବୁଝିବା ଦରକାର. 108 ପିଲା ବହୁତ କଷ୍ଟ କରୁଛନ୍ତି.. ବିଜେପି ସରକାର ନିହାତି ବୁଝନ୍ତୁ
100% right sir
ମୁଁ ବି ଜଣେ 108 ଆମ୍ବୁଲାନ୍ସ ର କର୍ମଚାରୀ
ଓଡ଼ିଶା ସରକାର ,ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଅଲ୍ ଓଡ଼ିଶା 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ ଏକ ମିଳିତ ଆଲୋଚନା ହୋଇ ପାରିଲେ ଓଡ଼ିଶା ରେ ସ୍ବାସ୍ଥ୍ୟ ସେବା ସାରା ଭାରତ ରେ ଏକ ନମ୍ବର ହୋଇ ପାରନ୍ତା 🙏🙏🙏🙏🙏🙏
100% I appreciate you sir 🙏🙏
25 ବର୍ଷ ଯେତିକି ଖାଇଥିଲେ ବିଜେପି 5 ବର୍ଷ ରେ ଖାଇବେ 🤣🤣🤣 ବିଜେପି ବିଜେଡି ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ୱ 🤣🤣 ତୁମେ ବାଡେଇ ଛାଟି ହେଉ ଥାଅ 🤣
Right khata sir
ସରକାର ଏବଂ 108 କର୍ମଚାରୀଙ୍କ ସହିତ ଗୋଟିଏ ଥର ମଧ୍ୟ ଆଲୋଚନା କରନ୍ତ୍ ସାରା ଓଡିଶା ରେ ଲୋକଙ୍କ ଆହୁରି ଭଲ ହୁଅନ୍ତା ସରକାର ତ ଚାହୁନାହାନ୍ତି ଆଉ କଣ କରି ହେବ ସରକାରଙ୍କୁ ଅନୁରୋଧ ଥରେ ଆଲୋଚନା କରିବା ପାଇଁ ଚେଷ୍ଟା କରନ୍ତୁ
ଅତି ସୁନ୍ଦର ଉପସ୍ଥାପନା
ଜନତା ବହୁତ ଦୁଃଖିତ ଓ ଅନୁତପ୍ତ ଏହି ସରକାର କିଛି ଆଲୋଚନା କରୁନାହାନ୍ତି । ଏକତରଫା ଶୁଣି କର୍ମଚାରୀଙ୍କ ସହିତ ଖେଳ ଖେଳୁଛନ୍ତି ।
Right 👌👍
😮ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ସହ ଆଲୋଚନା କରି ତାଙ୍କ ଦୁଃଖ ଦୁର କଲେ ୧୦୮ ଆମ୍ବୁଲାନ୍ସ ସେବା ପାଉଥିବା ଓଡିଶା ବାସୀ ବହୁତ୍ ଖୁସି ହୁଅନ୍ତେ କାରଣ ସେମାନେ ଆହୁରି ଉତ୍ତମ ସେବା ପାଇପାରନ୍ତେ ।
Thank a lot sir🙏🙏
ଆଜ୍ଞା ନମସ୍କାର। ଆଶାକରୁଚି ମନ୍ତ୍ରୀ ଆଲୋଚନା ରାସ୍ତା ଖୋଲିବେ। ପୁଣି ଭାବୁଚି ମନ୍ତ୍ରୀ କ'ଣ ନିର୍ଭୟ ଚାନେଲ ଦେଖୁଥିବେ? କେଜାଣି?
Salute 🙏 sir
Right katha sir
Thank you so much sir for your valuable ward. We request to our govt kindly take necessary step for this....
ସରକାରଙ୍କୁ ଅନୁରୋଧ ଆଲୋଚନା କରନ୍ତୁ ଏବଂ 108 କର୍ମଚାରୀଙ୍କ ଦୁଃଖ ଦୁରକରନ୍ତୁ।🙏🙏🙏
ଏ BJP ମନ୍ତ୍ରୀ ମାନେ ଖାଲି ଗିଳିବାକୁ ହାଉଁ ହାଉଁ ହେଉଛନ୍ତି।
BJP Govt ଲୋକଙ୍କ ର କହୁଛନ୍ତି କିନ୍ତୁ comny ଠୁ ପଇସା ଖାଇକି comny କଥା ଶୁଣୁଛନ୍ତି l
Next time au BJP odisha ru ହଟିବା ଦରକାର୍ l
ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ବିଷୟକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାର କରିବା ଦରକାର 🙏
@Mukesh Malik
@Suryavanshi
@NHM team