Sanatani Trailor Review || socialtalk || odisha public || odisha latest news || Sanatani odia movie

Поделиться
HTML-код
  • Опубликовано: 4 фев 2025

Комментарии • 2,7 тыс.

  • @shibabagvlogs
    @shibabagvlogs Месяц назад +50

    ଆରେ ଭାଇ ପ୍ରଭୁ ଯୀଶୁ ଆମକୁ ପ୍ରେମ କରିବା ଶିଖାଇଛନ୍ତି , ଧର୍ମବିରୁଧରେ ବିରୋଧ କରିବା ଶିଖାଇ ନାହିଁ।କିନ୍ତୁ ସମସ୍ତ ଜାତିଙ୍କୁ ପ୍ରେମ କରିବା ଶିଖାଇ ଛନ୍ତି।

    • @shibabagvlogs
      @shibabagvlogs Месяц назад

      Amen

    • @ChampaBhatra-j7l
      @ChampaBhatra-j7l Месяц назад +2

      ଠିକ କଥା,କିନ୍ତୁ କିଛି paster ଯାକ ଆଦିବାସୀ ମାନଙ୍କୁ ଧର୍ମନ୍ତରିକରଣ କରୁଛନ୍ତି

    • @nibelkazindagee-ndvlog
      @nibelkazindagee-ndvlog 29 дней назад

      You are absolutely right bro

    • @MissAisaa
      @MissAisaa 19 дней назад +1

      Tahale hindu dharma ku biradha kariparibeni karana jesus taha shikheinahanti

    • @rabisethi1481
      @rabisethi1481 18 дней назад

      Jesu kichi premo koru nahanti..cristian loko pura duniya re raaj koriba pai jesus na re army bonei loko ku mariki rape koriki tanko religion prachar kori chanti...goa re bharat british portugal kono korila janino na kono?

  • @LordofLaud
    @LordofLaud Месяц назад +37

    📖 ଫିଲିପ୍ପୀୟ 2:10
    ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା
    ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,

    • @sahajanmali5671
      @sahajanmali5671 5 дней назад

      Jisu satya hai thibaru a sabu ghatu chi nahele emiti ghati na thanta kai ebe ete God achhanti kara kichhi prablem nahi jisu nku hi samaste ghruna Jesus bless you brother

    • @xayencex9822
      @xayencex9822 День назад

      Se Odia janile kemiti 😅

  • @ashishcreation194
    @ashishcreation194 Месяц назад +112

    ସତରେ ଗୋଟେ କଥା ଭାବିଲେ ଦୁଃଖ ଲାଗେ ଯେ, ହିନ୍ଦୁ & ମୁସଲିମ ଧର୍ମ ମଧ୍ୟିରେ ସବୁବେଳେ ଦଙ୍ଗା, ମାରପିଟ୍ , ଝଗଡ଼ା,କିନ୍ତୁ ଖ୍ରୀଷ୍ଟିଆନ୍ ଲୋକେ ଶାନ୍ତି ରେ କାହିଁକି ଅଛନ୍ତି ଟିକେ ଭାବ , ତୁମ ଭଗବାନ୍ କଣ ଅନ୍ୟ କୁ ମାର ହତ୍ୟା କର ବୋଲି କହିଛନ୍ତି କି , ଧର୍ମ ବିଷୟକୁ କୁ ନେଇ ତୁମର ଅସୁବିଧା କଣ ଖାଇବାକୁ ପାଉନ କି, ?
    ଭାଇ ଜଣେ ଖ୍ରୀଷ୍ଟିଆନ ପରିବାର ର କିନ୍ତୁ ସବୁ ଧର୍ମ କୁ ସମ୍ମାନ ଦିଏ ଖୁସିରେ କହିବି ଜୟ ଜଗନ୍ନାଥ ❤ କିନ୍ତୁ ମୁଁ ମରିଯିବି ସିନା କୌଣସି ଧର୍ମ କୁ ନେଇକି କେବେ ବି କାହାକୁ ଖରାପ ବା ପରିହାସ କରିବିନି ! ସତରେ ମ ଜିବନରେ ଖ୍ରୀଷ୍ଟିଆନ ଧର୍ମରେ ପଇସା ଦେବାର ଦେଖିନି 😢😢 ଯଦି ମୁଁ ପଇସା କି ଘର ପାଇଥନ୍ତି ତେବେ କେବେବି ଦାଦନ ଶ୍ରମିକ ଖଟିବାବୁ କେରଳ ଯାଇ ନଥନ୍ତି ଦୟାକରି କୌଣସି ଧର୍ମ କୁ ନେଇ ଚର୍ଚ୍ଚା କରନି। ଆମେ ମଣିଷ ଜିବନ ପାଇଚୁ କିଛି ଭଲ କାମ କରିବା ସମସ୍ତ ଙ୍କ ପାଇଁ। ଜୀବନର ପ୍ରକୃତ ମୂଲ୍ୟ ବୁଝିବା jay hind ❤

    • @danielmandangi1556
      @danielmandangi1556 Месяц назад +5

      Love you bhai ....samastanka bhita ru bhala comment paili jone Sacha nagarika....

    • @nijantabadamajhi
      @nijantabadamajhi Месяц назад +4

      Thanks ଭାଇ ତମକୁ ଆଉ ତମ ପରିବାରକୁ ସମସ୍ତଙ୍କର ଆଶିର୍ବାଦ ମିଳୁ

    • @ashishcreation194
      @ashishcreation194 Месяц назад +6

      @@nijantabadamajhi ଭାଈ ସତରେ ସତରେ ଭାଇ ଯୀଶୁ ଙ୍କ ଆଶୀର୍ବାଦ, ଦୟା ପାଇଁ ମୋର ସାନ ଭଉଣୀ MBBS NEET qualify କରି MKCG ରେ ଅଛି ,ଏବଂ ମାଆ ମଧ୍ୟ operation ହେଇ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏହା ସମ୍ଭବ କେବଳ , ଯୀଶୁଙ୍କ ଠାରେ ପ୍ରାର୍ଥନା ଏବଂ ଦୃଢ଼ ଇଛା ଶକ୍ତି 🙏 ଆଉ ଆଜି ଯଦି ଆମେ ଅନ୍ୟ ଜଣ କୁ ଖରାପ କହିବ ସମଲାଚନl କରିବା ତେବେ ଜିବନରେ ସଫଳ ହେବା ନାହିଁ 🙏

    • @subhamkhileei7192
      @subhamkhileei7192 Месяц назад

      Jay shree Ram 🚩🚩🚩

    • @AjayKumar-dc9sg
      @AjayKumar-dc9sg Месяц назад +1

      God bless you ❤

  • @TGMusical-mp3
    @TGMusical-mp3 Месяц назад +38

    ପ୍ରଭୁ ଏହି ନାଲି ଗାମୁଛା ଭାଇଙ୍କୁ ତୁମେ ଆଶୀର୍ବାଦ କରି ମନ ପରିବର୍ତ୍ତନ କରାନ୍ତୁ.....

  • @gpkbd2009
    @gpkbd2009 Месяц назад +94

    ଏ ଫିଲ୍ଲମ୍ ରିଲିଜ୍ ହେଲାପରେ ଓଡିଶାରେ ଆହୁରି ଖ୍ରୀଷ୍ଟିଆନ୍ ବଢିଯିବେ କାରଣ ତୁମେ ଜାଣି ଜାଣି ଶୋଇଥିବା ହାତୀ ସହ ଲାଗୁଛ । ପ୍ରଭୁ ଯୀଶୁ ତୁମକୁ ମାଫ୍ କରନ୍ତୁ । Jai Mashi Ki 🙏🏻

  • @NabinMahanandia-p3w
    @NabinMahanandia-p3w Месяц назад +193

    ଏହି ଫିଲ୍ମ ନିଆ ଲଗାଇବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପାବିତ୍ରାଆତ୍ମାଙ୍କ ଅଗ୍ନି ଭାରତରେ ଲାଗିବ ଏବଂ ଅନେକ ଲୋକ ପ୍ରଭୁଙ୍କ ନିକଟକୁ ଆସିବେ । ଆମେନ। ପ୍ରଭୁ ଯୀଶୁଙ୍କର ଜୟ ହେଉ , ହାଲ୍ଲେଲୁୟା...

  • @Sadak2468
    @Sadak2468 Месяц назад +72

    ଏହି ଫିଲିମ୍ କୁ ଲୋକେ ଦେଖିଲା ପରେ ବହୁତ ପରିମାଣ ରେ ପ୍ରୋଭୁ ଯୀଶୁଙ୍କୁ ବିଶ୍ଵାସ କରିବେ ସାରା ଓଡ଼ିଆ ଓଡ଼ିଶା ବାସୀ ଯୀଶୁଙ୍କୁ ଜାଣିବେ, ଏହି ଫିଲ୍ମ ର ପ୍ରଡୁସର ଙ୍କୁ ବହୁତ ବହୁତ ଧନ୍ୟବାଦ 👍👍👍 ।

    • @AllhaSuarwala
      @AllhaSuarwala Месяц назад

      😂 ବାଳ ମିଶନାରୀ କୁକୁର ପରି ଭାଗିବେ 😂 ଓଡ଼ିଶାରୁ

  • @RupeshKradika
    @RupeshKradika Месяц назад +306

    ଯୀଶୁ କହିଲେ ଲୋକେ ଯେବେ ତୁମ୍ଭମାନଙ୍କୁ ମୋ ନାମ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି ପୁଣି ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି ତେବେ ତୁମ୍ଭେମାନେ ଧନ୍ୟ । ଆମିନ

    • @KumarJayanta-u4y
      @KumarJayanta-u4y Месяц назад

      Sala Tate laza laguni mate gote katha kaha christian kebe thu achi
      Are amar sanatan dharma na tara janma achi na tara mrtu Tu bi agaru hindu thilu hela
      Tame Mane kichi tanka lobhare sabu convert heicha saram kar Bhai
      Bolo jai shree ram ❤❤❤
      Jai Sanatan ❤❤❤

    • @balaramram1528
      @balaramram1528 Месяц назад +29

      Babu TU bodhe pakka converted aau

    • @SambuSports
      @SambuSports Месяц назад +11

      Amen. ✝️✝️✝️✝️

    • @RupeshKradika
      @RupeshKradika Месяц назад +16

      @BishakhaChhatria ହଁ ପ୍ରଭୁ ଯୀଶୁ ତାହାଙ୍କ ବିଶ୍ବସ୍ତ ଲୋକମାନଙ୍କୁ କଥା କହନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ଆଶ୍ରୀବାଦ କରନ୍ତୁ।

    • @RupeshKradika
      @RupeshKradika Месяц назад +11

      @BishakhaChhatria ବାଇବଲ ପ୍ରମାଣ ଦିଏ, ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ଆଜି ଆମେ ଯୀଶୁଙ୍କର ସାକ୍ଷୀ ଅଟୁ।

  • @narmadamajhi4592
    @narmadamajhi4592 Месяц назад +15

    ତୋମର ଗୋଟିଏ ବି creative action ନାହିଁ ଅନ୍ୟ ମାନଙ୍କୁ follow କରି ଧର୍ମ ନାମରେ film କରୁଛ ଲାଜ ଲାଗୁନି😂😂

  • @AnnoyedBirdNest-km9cc
    @AnnoyedBirdNest-km9cc Месяц назад +10

    Mu gote hindu thili hele bhala heiparili nahin hele yeshu mashi impossible ku possible karipare 100 persent right

  • @br.akpofficialchanneldarin2264
    @br.akpofficialchanneldarin2264 Месяц назад +146

    ଆରେ ମୂର୍ଖ ଭାରତ ବର୍ଷର ଯଦି, ସବୁ ନାମୀ ଦାମି। ବଡ଼ ଲୋକ ହୋଇ ଛନ୍ତି, ତେବେ ସେହି Christian School ରେ ପାଠ ପଢ଼ି।। ତୁ ନିଜକୁ ଏତେ ଜ୍ଞାନୀ ଭାବୁଛୁ। ଭାରତ ଭଳି ଗୋଟେ, ଧର୍ମ ନିରେପେକ୍ଷ ରାଷ୍ଟ୍ରରେ। ତୋ ଭଳି ଗୋଟେ ଅଲାଯୁଗ କେମିତି ଜନ୍ମ ହେଲା।। ଏଠି ଲୋକ ମାନେ ସବୁ ଧର୍ମ କୁ, ସମ୍ମାନ ଦେଈ, ଚାଲିଛନ୍ତି।।।

    • @NRajput77359
      @NRajput77359 Месяц назад +8

      ଚାଣକ୍ୟ,ସୁସୃତ,ପାଣିନି ଏ ସବୁର ନା ସୁଣିଚୁକି ତୁ ଜୋଉପାଠ ପଢୁଚୁ ତାହା ମେକୋଲେର ପାଠ
      ଆମ୍ବାନି,ଟାଟା,a.p.j abdul kalam ବି english medium ରେ ପଢିନି Google କରିକି ଦେଖିନେ l ଅନ୍ୟଦେସରଲୋକ କପଡାବି ପିନ୍ଧି ଜାଣୁନଥିଲେ ସେତେବେଳେ ଭାରତରେ ନାଳନ୍ଦା ପରି ବିସ୍ବବିଦ୍ୟାଳୟ ଥିଲା ତତେ କିଛି ଜଣାନାହିଁ ଗର୍ବକର କି ତୁ ଭାରତରେ ଜନ୍ମହେଇଚୁ ମୋ ଭାରତରନାମ ସୁନାର ଚିଡିୟା ଥିଲା ଏଠି ସୁନାର ମନ୍ଦିର ଅଛି ହେଲେ ପୃଥିବିର କୌଣସିଜାଗାରେ ନାହିଁ ତେବୁ ମୋଗଲ ଇଂରେଜ ବାରମ୍ବାର ଆକ୍ରମଣ କରୁଥିଲେ

    • @chittaranjanpradhan7745
      @chittaranjanpradhan7745 Месяц назад +6

      ଆରେ ଧର୍ମ ନିରିପେଖ୍ୟ ଯଦି personal law board କଣ ପାଇ ଆଛି କହିବୁଟିକେ

    • @BadBoyAshwinKumar
      @BadBoyAshwinKumar Месяц назад

      ଭାଇ ଆମ ହିନ୍ଦୁ ଲଖ ସବୁ ଧର୍ମ କୁ ସମାନ ମାନନ୍ତି ସମ୍ବିଧାନ ଅନୁଯାୟୀ କିନ୍ତୁ ଅନ୍ୟ ଧର୍ମ ର ଲଖ ତାହାକୁ ମାନନ୍ତି ହିଁ ନାହିଁ
      ମୁଁ ବି ମାନୁଛି ଆମ ଦେଶ ରେ ସବୁ ଧର୍ମ ସମାନ କିନ୍ତୁ ସେ ମାନେ ମାନୁଛନ୍ତି କି ସବୁ ଧର୍ମ ସମାନ ବଲି
      ଆପଣ ମ କଥା ବିଶ୍ୱାସ ହେଉନି ହେଲେ ନିଜେ ପରୀକ୍ଷା କରି ନୀୟ
      ଜୟ ଶ୍ରୀ ଜଗନ୍ନାଥ ❤❤❤❤❤❤❤ ରାଧେ ରାଧେ

    • @WorldTechdunia
      @WorldTechdunia Месяц назад

      Ja USA most educated loka hin hindu hela. Google re search kr. Aou ta maa ko gehithile foreign ra bodhe sethi pain tame sala Christian hele.

    • @RajkumarRajkumar-nu2hv
      @RajkumarRajkumar-nu2hv Месяц назад +3

      Remagia बिजनेस religions Christian

  • @Vijaya070
    @Vijaya070 Месяц назад +41

    ଗୋଟିଏ ଆଦିବାସି ପୁଅ ସହିତ ଗୋଟେ ବ୍ରାହ୍ମଣ ଝିଅ କୁ ବିବାହ କରିକି ଦେଖାଅ ତାହାହେଲେ ଆମେ ଜାଣିବୁ ହିନ୍ଦୁ ଧର୍ମ ଭଲ ବୋଲି କି। ଯଦି ସତ୍ୟରେ ତମେ ସନାତନି ତେବେ କରିକି ଦେଖାଅ।

    • @queenashiq_
      @queenashiq_ Месяц назад +3

      ମୁଁ ✝️, ଗୋଟେ ହିନ୍ଦୁ general ପୁଅ ❤️କୁ, ଯଦି ତାଙ୍କ ଘର ଲୋକ ଖୁସୀ ରେ ମୋତେ ଗ୍ରହଣ କରିବେ ତେବେ ଜାଣିବା ଯେ ହିନ୍ଦୁ ସତରେ ❤️ପ୍ରେମ ଶିକ୍ଷା ଦିଅନ୍ତି ବୋଲି,

    • @paramendraprustyrintu442
      @paramendraprustyrintu442 Месяц назад +2

      Mu ready and mu b gote adibasi jhio ku mrg karibi please

    • @narsingha180
      @narsingha180 Месяц назад

      ​@@queenashiq_acha 2 tanka chaula mili jaei chi

    • @balaramram1528
      @balaramram1528 Месяц назад

      @@Vijaya070 kahunu taki love kariba

    • @stylesdebasish8981
      @stylesdebasish8981 Месяц назад

      Tahele bhai Mandira re puja kariba ku jaa ni

  • @jirimiyamajhi9933
    @jirimiyamajhi9933 Месяц назад +106

    ଏହି ଫିଲ୍ମ ଖ୍ରୀଷ୍ଟିଆନଧର୍ମ ବିରୁଦ୍ଧରେ ହେଇଛି..ଫିଲ୍ମ ଠାରୁ ବେଶୀ ଲୋକମାନଙ୍କୁ ଉସ୍କାଉଛନ୍ତି ଏହି ନାଲି ଗାମୁଛା ପରି ଫାଲତୁ ଲୋକମାନେ.ଏମାନଙ୍କର କାମ କେବଳ ଭାଈ ଭାଈ ଭିତରେ ଝଗଡା ସୃଷ୍ଟି କରିବା..

    • @sunilajagaranga1814
      @sunilajagaranga1814 Месяц назад +7

      ପୁରା ସତକଥା କହିଛନ୍ତି ଭାଇନା 🙏

    • @peternaik9607
      @peternaik9607 Месяц назад

      Your just nothing our chritan community is great world Championship ok

    • @peternaik9607
      @peternaik9607 Месяц назад

      Soda kukur Tu adibasi ki

    • @LeenadigalLeenadigal-p1i
      @LeenadigalLeenadigal-p1i Месяц назад +5

      A mana nka kamo dhanda kichhi nahi re bhai❤❤jati jati ବିପକ୍ଷେ uthiba bali seithi pain to amne amiti vdo karu chanti

    • @RanjedarloharLohar
      @RanjedarloharLohar Месяц назад +7

      ଅନକା ଦ ଅଲମ ମେନିଆ ଦାଦା 😂ତତେ କିଏ କହିଥିଲା ନିଜ ସାରନା ଛାଡି cristiyan ହେବାପାଇଁ ଆଜି ବହୁତ ବାଧୁଚି ତତେ ଆମା ବାବା ସାରନା ଚେଦ ଇଂରେଜ ଦିକୁ ଆମ ହଇ ମେ ମୁଁ ଭି Adivasi ରୁ but ନିଜ ପୂର୍ବ ପୁରୁଷ ମୋ ପାଇଁ ମୋର ପରିଚୟ ତମ ଭଳି ଧର୍ମ ଚେଞ୍ଜ କରି ଅନ୍ୟ ଜଣକୁ ମୋର ବାପ ବନେଇ ପାରବି ନାହିଁ 🤟ଜୋହାର 🙏ଜୟ ମାରାଂ ବଙ୍ଗା ✋⭕❗⭕🤚🙏🚩🚩🚩🚩

  • @JagabandhuMallik-mp8re
    @JagabandhuMallik-mp8re Месяц назад +5

    ଜଣେ ଖ୍ରୀଷ୍ଟ ବିଶ୍ବାସୀ ର ରକ୍ତ ଅନେକ ବିଶ୍ବାସୀ ଙ୍କୁ ଜନ୍ମ ଦେଇପାରେ

  • @jisayagamanga6404
    @jisayagamanga6404 27 дней назад +6

    କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ,ସେ ଆପଣା ଅଦିତ୍ୟ ପୁତ୍ରଙ୍କୁ ଦାନ କଲେ ଯେ,ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ l ଯୋହନ -: 3:16

  • @biswasisoy6540
    @biswasisoy6540 Месяц назад +97

    କନ୍ଧମାଳ, Cristian ବିରୋଧୀ ମାନେ କଣ, ହେଲେ, କେମିତି ହେଲେ, ସେଇଟା ଆଗ ଜାଣି ନିଅ

    • @Abhisanta-o3f
      @Abhisanta-o3f Месяц назад +2

      Sadguru bhagwaan ki jai❤❤❤

    • @NiranjanHikaka-ec7zs
      @NiranjanHikaka-ec7zs Месяц назад

      Jisu heuchanti western country koka

    • @Manjushree-t9g
      @Manjushree-t9g Месяц назад

      Tuma jisu kn ete chutta je taku kie burudh kale boli maridaba Mane tanka pakhare sahiba sakti nahin

    • @ngudu3
      @ngudu3 Месяц назад

      Kn hela tame janina ki

    • @GBLT_4th
      @GBLT_4th Месяц назад +1

      ​@@NiranjanHikaka-ec7zsok Bhai sei jisu koka tumoku aasirvad korontu

  • @RupeshKradika
    @RupeshKradika Месяц назад +70

    ପ୍ରଭୁ ଯୀଶୁଖ୍ରୀଷ୍ଟ କହିଛନ୍ତି, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ତତ୍ପରେ ଯୁଗାନ୍ତ ହେବ

    • @subashjena420
      @subashjena420 Месяц назад

      ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ

    • @unitedpeaceworker714
      @unitedpeaceworker714 Месяц назад

      ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
      ୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
      ୨. ROZA BAL SHRINE କଣ ଅଟେ?????
      ୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
      ୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
      ୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
      ୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣

    • @Discipline_Tradition_Legacy
      @Discipline_Tradition_Legacy Месяц назад +3

      Bolo punyatma jesus ke parampita shri krishn kanhiya laal ki jai 🚩🚩

    • @thakuraniyatrasanasarapoll835
      @thakuraniyatrasanasarapoll835 Месяц назад

      ତୁ ବାଳ ଖ୍ରୀଷ୍ଟିଆନ ନା ଆଦିବାସୀ ବିଦେଶୀ ଧର୍ମ ପ୍ରତ୍ସାହନ କରୁଛୁ l

    • @m.bairisalyafiresafetyoidi8081
      @m.bairisalyafiresafetyoidi8081 Месяц назад +1

      ତୋ ପରି ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବାଧିବ ନିଶ୍ଚିନ୍ତ

  • @JeevankumarMallick
    @JeevankumarMallick Месяц назад +33

    ତମେ ଯେତେ ଫିଲ୍ମ୍ ବାହାର କର କଦାପି ଖ୍ରୀଷ୍ଟିଆନ ମାନେ କିଛି ହେବାର ନାଇ , ତମେ ଯେତେ ଖ୍ରୀଷ୍ଟିଆନ ମାନଙ୍କୁ ତାଡନା ଦେବ ସେତେ ଲୋକମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବେ l ତମମାନଙ୍କ ଭଳିଆ ମୂର୍ଖ ମାନଙ୍କ ପରି ଖ୍ରୀଷ୍ଟିଆନ ମାନେ କେବେ କାହାର ଅନିଷ୍ଟ ଚିନ୍ତା କରନ୍ତିନି କି କାହାର ମନ୍ଦିର ଭାଙ୍ଗନ୍ତିନି କି ନିଜର ଧର୍ମ ରକ୍ଷା କରିବା ନିମନ୍ତେ କାହାକୁ ହତ୍ୟା କରନ୍ତିନି l ଆରେ ଅନ୍ଧ ଭକ୍ତ ଏଥିରୁ ତ ଜଣାପଡୁଛି ସତ୍ୟ କଣ l

    • @PrakashNag-gx8om
      @PrakashNag-gx8om Месяц назад

      @@JeevankumarMallick to sune re engrazi na najayas aulad duniya saara jau islaamic terror groups ku kahin ki europe and western country maney support koruchonti. Soto katha ta kohile boda dharm paloko naike. Aslo re kristan maane gute gute amonisho, adhormi and paapi.

    • @sandeepbaliarsingh8463
      @sandeepbaliarsingh8463 Месяц назад

      Pathana manka virudhare movie kariba katha. Prakriya dacoit heuchanti semane. Pura world re tankari jogun ashanti lagi rahichi. Epate Christian nku virodh karibe sepate Israel india bhai bhai kahibe.

  • @mohansagar5912
    @mohansagar5912 Месяц назад +15

    ସନାତନୀ name ଶୁଣିଲେ ଭଲ ଲାଗୁ ନାହିଁ ❌
    ଶୟତାନି ରଖିଲେ ଭଲ ହେବ ✅
    ଏ movie କେବଳ ହିନ୍ଦୁ ଲୋକର ହିତ ଜନକ ର କାରଣ..😂

    • @anilkarjee8503
      @anilkarjee8503 Месяц назад +1

      ଏହି move ଦେଖି ଅନେକ ଲୋକ ଯୀଶୁଙ୍କୁ ଗ୍ରହଣ କରିବେ ଏହା ୧୦୦%

  • @Jesusvideos-s7b
    @Jesusvideos-s7b Месяц назад +4

    ଯୀଶୁ କହିଲେ ଏବେ ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ,
    କାରଣ ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା ଓ ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ।
    ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ,
    ସେତେବେଳେ ତୁମ୍ଭେ କେଉଁଠାରେ ଥିଲ? ବୁଦ୍ଧି ଥିଲେ, ବୁଝାଇ ଦିଅ।

  • @RupeshKradika
    @RupeshKradika Месяц назад +64

    ଧର୍ମ କେବେବି କାହାକୁ ହିଂସା କରେ ନାହିଁ, ଅଧର୍ମ ବିବାଦ ସୃଷ୍ଟି କରେ, ଅଧର୍ମ ଅରାଜକତା ଆଣେ, ଅଧର୍ମ ହିଂସା କରାଏ। କିନ୍ତୁ ଧର୍ମ ନ୍ୟାୟ ଆଣେ, ଶାନ୍ତି, ପ୍ରେମ, ଆନନ୍ଦ, ନମ୍ରତା ଆଣେ। ହେ ଅଧର୍ମଚାରି ତୋହର ଶିକ୍ଷକ କିଏ କି, ସାବଧାନ ଶୟତାନ ତୋହର ଶିକ୍ଷକ ହୋଇପାରେ। ଶୟତାନଠାରୁ ଦୂରରେ ରୁହ ଏବଂ ମଣିଷକୁ ମଣିଷ ଭାବରେ ପ୍ରେମ କରିବା ଶିଖନ୍ତୁ। କାରଣ ମନୁଷ୍ୟର ସୃଷ୍ଟିକର୍ତ୍ତା ଏକ ଅଟନ୍ତି ସେ ପ୍ରଭୁ ଯୀଶୁଖ୍ରୀଷ୍ଟ।

    • @subashjena420
      @subashjena420 Месяц назад

      ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ

    • @Lucifer7666-x1u
      @Lucifer7666-x1u Месяц назад +3

      @@RupeshKradika jia nija ku rakhya kari parilani se tama manka pravu wa re

    • @ANANTAMALLICK-x8l
      @ANANTAMALLICK-x8l Месяц назад +5

      ଜୟ ଯୀଶୁ

    • @RupeshKradika
      @RupeshKradika Месяц назад

      @@Lucifer7666-x1u ପ୍ରଭୁ ଯୀଶୁଖ୍ରୀଷ୍ଟ ପୂର୍ବରୁ କହିଥିଲେ ମନୁଷ୍ୟର ପାପ ମଚନ ନିମନ୍ତେ ପାପିମାନଙ୍କ ଦ୍ୱାରା ହତ ହେବାକୁ ହେବ, ଆଉ ଯୀଶୁ କହିଲେ, ମୁଁ ତିନି ଦିନ ତିନି ରାତ୍ରି ଉତ୍ତାରେ ମୁତ୍ୟୁକୁ ଜୟ କରି ଉଠିବି। ବାଇବଲ ପ୍ରମାଣ ଦିଏ ସେ ଆଜି ମଧ୍ୟ ଜୀବିତ ଈଶ୍ୱର ଅଟନ୍ତି।

    • @RupeshKradika
      @RupeshKradika Месяц назад

      @@Lucifer7666-x1u ସେଥିପାଇଁ ଏବେ ମଧ୍ୟ ଯୀଶୁଙ୍କ ନାମରେ ଦୁଷ୍ଟଆତ୍ମା ମାନେ ସୁଦ୍ଧା ଥରି ଯାଆନ୍ତି। ଆପଣଙ୍କୁ ଦେବତାମାନେ ସ୍ୱପ୍ନରେ କହିଛନ୍ତି କି ଆମର ଧର୍ମ ଲୋପ ପାଉଛି ରକ୍ଷା କର ବୋଲି। ଆମେ ବି ହିନ୍ଦୁଥିଲୁ କିନ୍ତୁ ଆମେ କାହାକୁ ବିରଦ୍ଧ କରି ନ ଥିଲୁ। କିନ୍ତୁ ଯେବେ ମୁଁ ବାଇବଲ ଅଧ୍ୟୟନ କଲି ସେ ଦିନଠୁ ଯୀଶୁଙ୍କୁ ମୋହର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କଲି। କାରଣ ତାହାଙ୍କ ନାମରେ ଅନ୍ଧ ଦେଖେ, ଚଟା ଚାଲିପାରେ ଓ ମୃତ୍ୟୁ ବ୍ୟକ୍ତି ଉଠିଥାଏ। ପୁଣି ସ୍ବର୍ଗ ମର୍ତ୍ତ୍ୟ ପାତାଳର କଞ୍ଚି ତାହାଙ୍କ ହସ୍ତରେ ଅଛି।

  • @AstoniGamanga
    @AstoniGamanga Месяц назад +34

    Praise the lord hallelujah. ଖ୍ରୀଷ୍ଟିଆନ ଧର୍ମ ଲୋକମାନଙ୍କୁ ଏମିତି ହିଁ ଘଟିବ ଆଗାମୀ ଦିନରେ ଏହା ପବିତ୍ର ବାଇବଲରେ ଆଗରୁ ଲେଖାଗଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣମାନଙ୍କୁ କ୍ଷମା କରନ୍ତୁ ଓ ମନ ପରିବର୍ତ୍ତନ କରନ୍ତୁ ଆମେନ୍

  • @SukantaMajhi-h3o
    @SukantaMajhi-h3o Месяц назад +69

    ଯେତେ ଯାହା ହେଲେ ମଧ୍ୟ ସତ୍ୟ ଆଗରେ ସବୁ କିଛି ହାର ମାନିଯାଏ। କାରଣ ପ୍ରଭୁ ଯୀଶୁ ନିଜେ କହିଛନ୍ତି "ମୁଁ ପଥ, ସତ୍ୟ ଓ ଜୀବନ କେହି ମୋ ଦେଇ ନ ଗଲେ, ପିତାଙ୍କ ନିକଟକୁ ଯାଇପାରେ ନାହିଁ।

    • @lasmitapatra7951
      @lasmitapatra7951 Месяц назад +4

      Hn jishu nku mu ninda karuni kintu Satya khojiki dekha kn Satya jana padijiba

    • @BikramonFaith
      @BikramonFaith Месяц назад

      ​@@lasmitapatra7951 mu proof kari paribi je Prabhu Jisu Satya parameshwar. Tame proof kari pariba je hindu Satya boli?

    • @soumyaranjanbiswal6461
      @soumyaranjanbiswal6461 Месяц назад

      ଯୀଶୁ ଗୋଟେ ସଧାରଣ ମଣିଷ ଆଉ ଗୋଟେ ଭଣ୍ଡ like ବାବା ସାରଥୀ 😅

    • @kalavhoot4062
      @kalavhoot4062 Месяц назад +1

      Se kia . Ame vharat loko janinu

    • @ajayamajhi7333
      @ajayamajhi7333 Месяц назад

      ସତରେ ତମ ଜ୍ଞାନ କୁ ମାନିବାକୁ ବାକୁ ପଡ଼ିବ
      ତମେ ଯାହା ଲେକିଛ ତାହା ହିଁ

  • @pkkanshine9674
    @pkkanshine9674 Месяц назад +15

    ଓଡ଼ିଆ ଚଳଚ୍ଚିତ୍ର ତ ବୁଡ଼ି ଗଲାଣି 😁 , ଶେଷରେ ଏଭଳି ଚଳଚ୍ଚିତ୍ର କୁ କିଏ ପଚାରେ 😂

  • @Loveyouall-o6c
    @Loveyouall-o6c Месяц назад +2

    ଯୀଶୁ ପଥ ସତ୍ୟ ଓ ଯୀଵନ

  • @suredra1350
    @suredra1350 Месяц назад +41

    ଫାଲତୁ ଫିଲ୍ମ ଛି..ଛି.. ଜ୍ଞାନ ହିନ ଡାଇରେକ୍ଟର

    • @m.bairisalyafiresafetyoidi8081
      @m.bairisalyafiresafetyoidi8081 Месяц назад +3

      ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବଢିବା ନିଶ୍ଚିନ୍ତ

    • @Gita-kj8zp
      @Gita-kj8zp Месяц назад

      🎉

    • @jitendrapradhan6245
      @jitendrapradhan6245 Месяц назад

      Tu bada gyanita jana pduchu

  • @BinsentNayak-rf2lu
    @BinsentNayak-rf2lu Месяц назад +28

    ଭାଇ ତମର ଗର୍ବ ଅହଙ୍କାର ଅତି ଶୀଘ୍ର ଅନ୍ତ ଘଟିବ ... ଏହା ବାସ୍ତବିକ ନୁହ , ଏହା ତମର ଏକ ବ୍ୟବସାୟ , ଆଦିବାସୀ ଗରିବଙ୍କୁ ଶାସନ କରି ସେମାନଙ୍କୁ ଶୋଷଣ କରିବାର ଏକ ପ୍ରୟାସ !!' ପୂର୍ବରୁ ଯେମିତି ଶୋଷଣ କରୁଥିଲ .......କିନ୍ତୁ ଏହା ସମ୍ଭବ ନୁହ ....…

  • @mr.gobindacsconlinepoint6676
    @mr.gobindacsconlinepoint6676 Месяц назад +40

    ପ୍ରଥମରେ ଠିକ୍ ଭାବରେ ବାଇବଲ୍ ପଡ଼େ ତାହା ହେଲେ ଜାଣିକୁ ଖ୍ରୀଷ୍ଟ ଧର୍ମ କଣ ଗୋଟେ ଧର୍ମ ବିଷୟରେ ବିରୋଧ କରିବା ପୂର୍ବରୁ ସେହି ଧର୍ମ ବିଷୟରେ ଜାଣିବାକୁ ହେବ ଓ ସେହି ଧର୍ମ ପୁସ୍ତକ ୧୦୦ ଥର ପଡିବାକୁ ପଡିବ ତାହା ହେଲେ ଜାଣି ପାରିବ ଭାଇ ତମେ କେବେ ଥରେ ହେଲେ ବାଇବଲ ପଡି ନୋ ତେଣୁ ତୁମକୁ ତୁମର ଶିକ୍ଷାରୁ ଏହିପରି ଖରାପ ଚିନ୍ତା ଆସୁଛି କିନ୍ତୁ ପ୍ରଭୁ ଯୀଶୁ କୃଷରେ ଝୁଲି ମଧ୍ୟ କଣ କହୁ ଅଛନ୍ତି ସେତେବେଳେ ଯୀଶୁ କହିଲେ, “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ।” ତେଣୁ ଜାଣିବାକୁ ଚେଷ୍ଟା କର ସେ ଆମ୍ବ ମାନଙ୍କୁ କ୍ଷମା ଦେବା ପରମେଶ୍ଵର ଅଟନ୍ତି 🙏🙏 ଭାଇ କାହାକୁ ଟଙ୍କା ଦେଇ ମନ ପରିବର୍ତ୍ତୀ କରାଯାଏ ନାହିଁ ତେଣୁ ଆପଣଙ୍କ ଚିନ୍ତା ଭାବନା ମାତ୍ର (ପ୍ରଭୁ ଯିଶୁ କ୍ରିଷ୍ଟ ହି ଏହି ଜଗତର ଉଧାର ବର୍ତ୍ତ। ଅଟନ୍ତି କିନ୍ତୁ ପ୍ରଭୁଯିଶୁଙ୍କ ବିଷୟରେ କହିବା ପୂର୍ବରୁ ନିଜକୁ ଚିନ୍ତ। କରିବାକୁ ପଡିବ ତାଙ୍କରି ବାକ୍ୟ ଏହିପରି ଶିକ୍ଷା ଦିଏ ମୁଁ ପଥ ସତ୍ୟ ଓ ଜୀବନ ଏହିପରି ଅନେକ ବାକ୍ଯ ଅଛି ତେଣୁ ଦୟା କରି ବାଇବଲ୍ ପଡିବାକୁ ଚେଷ୍ଟାକଲେ ସମସ୍ତ ବିଷୟ ଜାଣି ପାରିବ ଆଉ ନୋ ଜାଣୁନ ଗୋଟିଏ ଧର୍ମ ବିଷୟରେ କହିବା ଠିକ୍ ନୁହେଁ Good Bless You ଇଶ୍ଵର ତୁମ୍ଭକୁ କ୍ଷମାକରନ୍ତୁ

    • @pradyushkhilar6363
      @pradyushkhilar6363 Месяц назад +2

      ତୋ ଯୀଶୁ ଗୀହା ଚିନ୍ତାଧାରା ତୋ ପାଖରେ ରଖ

    • @rajesharautaray8109
      @rajesharautaray8109 Месяц назад

      Are magiha Christian,tu bedha chhua sina Christian gihauchu to DNA para hindu,au Amara ta 33 core deba debi ,18 purana au 108 upanisad ,au to bibel ku kie genhuchi,tu magiha ama Gita bhagabat padhe au to jisu bhuta ku padha😂😂😂

    • @simakreputika2040
      @simakreputika2040 Месяц назад +1

      Adibasi hindu nuhanti

    • @NRajput77359
      @NRajput77359 Месяц назад

      ​@@simakreputika2040କୋଉ ମୁର୍ଖ କହିଲା

    • @NRajput77359
      @NRajput77359 Месяц назад +1

      ମୋର କିଛିପ୍ରଶ୍ନଅଛି କହିପାରବକି ?
      ୧-ତମ ଜେଜେ ବି ଖ୍ରିଷ୍ଟିୟାନ ଥିଲେକି ?
      ୨-ଯୀଶୁର ଜଦି ଏତେଶକ୍ତିଅଛି ତେବେ ସେ କାହିଁକି ଖ୍ରିଷ୍ଟିୟାନ ଘରେ ଜନ୍ମକରୁନି ହିନ୍ଦୁକୁ ପଇସାଦେଇ ଖ୍ରିଷ୍ଟିୟାନ ବନଉଚି ?
      ୩-ତମ certificate ରେ ଖ୍ରିଷ୍ଟିୟାନ ଲେଖୁଚକି ?
      ୪-ବ୍ରହ୍ମାର୍ପଣଂ ବ୍ରହ୍ମହବି ବ୍ରହ୍ମାଗ୍ନୋ ବ୍ରହ୍ମଣା ହୁତମ୍ ବ୍ରହ୍ମେବ ତେନ ଗନ୍ତବ୍ୟ ବ୍ରହ୍ମକର୍ମ ସମାଧିନଃ ଏ ହା ଭଗବତ ଗୀତାର କେତେ ନଂ ଅଧ୍ୟାୟର ଶ୍ଲୋକ ଅଟେ ?
      ୫-ଲୋକ ସମସ୍ତ ସୁଖିନୋ ଭବନ୍ତୁ ମାନେ ସମଗ୍ର ଜଗତ ସୁଖିରେ ରହନ୍ତୁ ବାଇବେଲରେ ଏମିତିକିଛି ଜଦି ଅଛି ତେବେ ଉପସ୍ଥାପନା କରନ୍ତୁ
      ମର ଆସା ସବୁ ପ୍ରଶ୍ନର ଉତ୍ତରଦେବ ଲୁଚିବନି

  • @Niranjan33035
    @Niranjan33035 Месяц назад +2

    ଆମ ଓଡ଼ିଶାରେ ଏତେ ଯୀଶୁ ଭକ୍ତ ହେଇଗଲେ ଗଲାଣି 😂
    ପାର୍ତ୍ତୁଗୀଜ ନାବିକ ଭାସ୍କୋଡାଗାମା ଯେତେ ବେଳେ ବାଣିଜ୍ୟ କରିବା ଲାଗି ଆସିଥିଲେ କେତେ ଐତିହାସିକ କୁହନ୍ତି ସିଏ ବାଣିଜ୍ୟ ପାଇଁ ଆସିନଥିଲା ଗୋଟିଏ ହାତରେ କ୍ରସ ଆଉ ଗୋଟିଏ ହାତରେ ଖଣ୍ଡା ଧରିଥିଲା ଯିଏ ଯଦି କ୍ରସ ଗ୍ରହଣ ନ କରୁଥିଲା ତାକୁ ଖଣ୍ଡା ରେ ମାରିଦିଏ ଏ କଥା ମୁଁ କହୁନି କି ହିନ୍ଦୁ ଲୋକ କହୁ ନାହାନ୍ତି ଏ କଥା most popular rs sharma, alphinston, abdul razak କୁହନ୍ତି ଆପଣଙ୍କୁ କଣ ଲାଗୁଛି 🤔

  • @evangelistlachamabrather9577
    @evangelistlachamabrather9577 Месяц назад +4

    ଯୀଶୁଙ୍କ ସୁଛମାଚାର ହେବେ କାଲି CHRISTIAN,missionaries ମାନେ ପ୍ରଚାର କରିବେ ତାହା ନୁହେଁ, ହେବେ ଇନ୍ଦୁ, ସନାଥନି, ମାନେ ଯୀଶୁଙ୍କୁ ପ୍ରଛାର୍ କରିବେ vidio ମଦୀୟମ ରେ, ଭାଇ ପ୍ଲିମ୍ ସିଘ୍ର ରିଲିଜ୍ କରାଅ, ଭାଇ ତୁମେ ବୁଲ୍ କରିନ ପିଲିମ୍ ମଦୀୟମ ରେ ସୁଚମା ଚାର ଶୁଣିବେ Thank you ଭାଇ🎉🎉🎉

  • @thenature2668
    @thenature2668 Месяц назад +37

    ପ୍ରଥମେ ଗୋଟେ ଛୋଟ ଗାଁ କୁ ହିନ୍ଦୁ କରି ସେଠି ସବୁ ଜାତିର ଲୋକେ ହିନ୍ଦୁ ନାମରେ ଜାତି ପ୍ରଥାକୁ ନ ମାନି ରୋଟି ବେଟି ବା ବ୍ରାହ୍ମଣ ଓ ଅତି ଶୁଦ୍ର ମଧ୍ୟରେ ବିବାହ ବନ୍ଧନ କରି ପରୀକ୍ଷା କରା ଯାଉ ତାପରେ ଦେଖିବା ହିନ୍ଦୁ ର ଧର୍ମ ପ୍ରତି କେତେ ଜାଗୃତି ଅଛି। କିନ୍ତୁ ଏହା କେବେ ସମ୍ଭବ ନୁହ ଏହି ଧର୍ମରେ ଉଛ ନୀଚ ନ ରହିଲେ ବ୍ରାହ୍ମଣ ରାଜି ହେବନି କାରଣ ସେ ସମାଜ ରେ ସବୁଠାରୁ ଉଚ୍ଚ ରେ ହିଁ ରହିବାକୁ ଚାହେଁ, ଜଣେ ଅତି ଶୁଦ୍ର ହଜାର ବର୍ଷ ବ୍ରାହ୍ମଣ ଭଳି ନୀତି କାନ୍ତି କଲେ ବି ସେ ବ୍ରାହ୍ମଣ ହେଇ ପାରିବନି। ଦେଶରେ ଯଦି ସବୁ ଲୋକେ ହିନ୍ଦୁ ହେଇଯିବେ ତେବେ ଆଉ ଗୋଟେ ନୂଆ ସମସ୍ୟା ଉପୂଜିବ ତାହା ହେଲା ଜାତି ବାଦ, ସବର୍ଣ୍ଣ ଅତି ଶୁଦ୍ର, ରାଜନୀତି ରେ ବହୁଦଳୀୟ ଉଠି 2 ଦଳୀୟ ହେବ। ଶାସକ ଦଳ ଜେନେରାଲ ରହିବେ st sc ଓ obc ବିରୋଧୀ ଭଳି ଅଭିନୟ କରିବେ ବିରୋଧୀ କେହି ରହିବନି ମାନେ ରାଜତନ୍ତ୍ର ଯେ ଭଳି ଉତ୍ତର କୋରିଆ ରେ ଚାଲିଛି। ଯଦି ଯେ ପ୍ରକୃତ ବିରୋଧୀ ଦଳ ଭଳି କରିବ ତାକୁ ଦୁର୍ଘଟଣା ରୁପଦେଇ ଉଡେଇ ଦେବେ କିମ୍ବା ଦେଶ ଦ୍ରହୀ ଧର୍ମ ଡ୍ରୋହି କହି ଜେଲ୍ ରେ ଭର୍ତ୍ତି କରାଯିବ। ଏହି ଲଜିକ୍ ଆଗକୁ କାର୍ଯ୍ୟ କରିବ ଦେଖୁଥନ୍ତୁ

    • @subashjena420
      @subashjena420 Месяц назад

      ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ

    • @mindhunter6635
      @mindhunter6635 Месяц назад

      Let's have debate on casteism

    • @m.bairisalyafiresafetyoidi8081
      @m.bairisalyafiresafetyoidi8081 Месяц назад +2

      ତୋ ପରି ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବାଧିବ ନିଶ୍ଚିନ୍ତ

    • @Vicky9674
      @Vicky9674 Месяц назад +1

      @@thenature2668 right

    • @Vicky9674
      @Vicky9674 Месяц назад

      @@m.bairisalyafiresafetyoidi8081 TU pagala ki ree🤣🤣

  • @Daringbadi_toka
    @Daringbadi_toka Месяц назад +31

    ଆରେ ଗାମୁଛା ବଏ ଲେଖିବା ଆଗରୁ ପଢ଼ିବା ଶିଖେ 😂😂😂
    Trailer ❌ Trailor ✅
    Review ❌Rivew✅
    ଗାମୁଛା ବଏ ର knowledge କେତେ ଜଣା ପଡୁଛି 😂😂
    ଆମେ ଖ୍ରୀଷ୍ଟିଆନ କେବେ ଧର୍ମ ପରିବର୍ତନ କରୁନୁ ମୋନ ପରିବର୍ତ୍ତନ କରୁ | ✝️✝️✝️

    • @bimalraazcreation7246
      @bimalraazcreation7246 Месяц назад

      Tu aga odia re thik se lekhiki reply de 😅 gyana choduchii😅 bokachda😂

    • @pradhanyt20
      @pradhanyt20 Месяц назад +4

      Right bro😂😂

    • @Homissionaryofficialchannel
      @Homissionaryofficialchannel Месяц назад +4

      Right 👍 bro

    • @unitedpeaceworker714
      @unitedpeaceworker714 Месяц назад +6

      ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
      ୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
      ୨. ROZA BAL SHRINE କଣ ଅଟେ?????
      ୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
      ୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
      ୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
      ୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣

    • @Discipline_Tradition_Legacy
      @Discipline_Tradition_Legacy Месяц назад +1

      Correct bhai 🚩🚩​@@unitedpeaceworker714

  • @IshwarMarndi
    @IshwarMarndi Месяц назад +23

    ଯିଏ ଏ ପିଲ୍ମ କୁ ଲେଖିଛି ସେ ଏତେ ମୂର୍ଖ ଏମିତିଆ ପିଲ୍ମ କୁ ବନ୍ଧ କରାଯାଉ

  • @JosephMalik-m6g
    @JosephMalik-m6g Месяц назад +6

    ରାମ ଯଦି ଭଗବାନ ସେ କାହିଁକି ଜଳରେ ବୁଡି କି ମଲେ ମୋତେ ଏହି ପ୍ରଶ୍ନର ଉତ୍ତର ଦରକାର.

    • @rabisethi1481
      @rabisethi1481 18 дней назад

      @JosephMalik tomo jesu kauhi jonmo neithila? Sei jodi bhagwan taku earth round kahiki jona nothila? 1608 re columbus bharat sea route khoj re asithila earth flat kahiki kohuthila? Sala hathore konta marile kei moruchi re?

    • @rabisethi1481
      @rabisethi1481 18 дней назад

      Ram jalo samdhi dele be..tankoro kaam sorila...godho loko tome seita pai ete sohojo re convert hei jaucho...

  • @amirpradhanministry2679
    @amirpradhanministry2679 Месяц назад

    ନିଜକୁ ସନାତନି କହୁଥିବା ଲୋକେ ସବୁ ଇରାନ ରୁ ଆସିଥିବା ଆର୍ଯ୍ୟ ଲୋକମାନେ ସବୁ ବିଦେଶୀ ଇରାକର ଇରାନ ଲୋକ ଏ ମାନେ ଭାରତୀୟ ନୁହେଁ

  • @uddhabbmachha7
    @uddhabbmachha7 Месяц назад +24

    ଆଦିବାସୀ ହିନ୍ଦୁ ନୁହନ୍ତି ଏହି କଥା ଜାଣିଚୁ କି ନାହିଁ, ଭଲ ରେ ଟିକେ ହିଷ୍ଟ୍ରି ପଡେ, ଆଉ ଭିଡ଼ିଓ କର ନ ହେଲେ ତତେ ମୂର୍ଖ ବଲି କହିବେ ଲକେ

    • @sipujena7709
      @sipujena7709 Месяц назад

      ତୁମ ପରି ପଣ୍ଡିତ ସବୁ ଜାଣିଛନ୍ତି।

    • @mamantamajhi3586
      @mamantamajhi3586 Месяц назад

      ତୋମେ ଭାଇ ଜାଣିବା ଦରକାର ଯେ ଆଦିବାସୀ କ୍ରିଷ୍ଟିଆନ ବି ନୁହଁହାନ୍ତି ଆଦିବାସୀ ମାନଙ୍କ କୋଣସି ଧର୍ମ ନାହିଁ ଧର୍ମ ତାଙ୍କଠୋ ଉଦ୍ଧାବ ହୋଇଛି ଆମ ମାନଙ୍କ କୋଣସି ଧର୍ମ ନାହିଁ ଆମେ ଧର୍ମ ବିଷୟରେ ଜାଣିବୁ ନାହିଁ

    • @snakeeyesyt6146
      @snakeeyesyt6146 Месяц назад

      Adivasi hele SARANA Dharma ro Hindu ki Sanatani Nuhe

    • @JagabandhuMallik-mp8re
      @JagabandhuMallik-mp8re Месяц назад

      Right ଭାଇ

    • @JagabandhuMallik-mp8re
      @JagabandhuMallik-mp8re Месяц назад

      ​​@@mamantamajhi3586ଭାଇ ତମେ ଯୋଉ ମୋବାଇଲ କୁ use କରୁଚ ସେଇଟା ବି ଖ୍ରୀଷ୍ଟିଆନ ମାନେ ଉଦ୍ଭାବନ କରିଛନ୍ତି। ତାହେଲେ ମୋବାଇଲ କୁ କାହିଁ କି use କରୁଚ

  • @samadbabucreation24
    @samadbabucreation24 Месяц назад +13

    Trailer Review ଲେଖି ଆସୁ ନାହିଁ ୟେ ଫୁଣି Socialtalk ଗବଗାଣ୍ଡୁ ଅନ୍ଧ ଭକ୍ତ 😂😂😂

    • @MasesKarada
      @MasesKarada Месяц назад

      ଆରେ ନାଲି ଗାମୁଛା ତ କପାଳରେ ନାହିଁ ଧଳା ଡ୍ରେସ ପିନ୍ଧିବା

    • @AllhaSuarwala
      @AllhaSuarwala Месяц назад

      ପାଦ୍ରି ପେଳ 😂

  • @ThinkUnique-ki3ql
    @ThinkUnique-ki3ql Месяц назад +21

    ଶ୍ରୀ ରାମ ଓ ହନୁମାନଙ୍କ ନାଁ ରେ କେମିତି ପ୍ରକାରେ ହିଂସା ସ୍ରୁଷ୍ଟି କରା ଯାଉଛି ଏହି ଚଳଚ୍ଚିତ୍ର ରେ ଦେଖା ଦେଇଛି 😂😂

    • @Discipline_Tradition_Legacy
      @Discipline_Tradition_Legacy Месяц назад +3

      Converted କୁ ବାଧିଲା 😂😂

    • @ThinkUnique-ki3ql
      @ThinkUnique-ki3ql Месяц назад +1

      We love you Brother cause that's all we have.... We spread love.... What you are spreading

    • @narsingha180
      @narsingha180 Месяц назад

      2 tanka chaula pai shabhu bhala

  • @ajambarsabar6528
    @ajambarsabar6528 23 дня назад +1

    ଭାଇ ଯଦି ତମେ ସତ୍ୟକୁ ପାଇ ନ ପାର ତେବେ ଅଗ୍ନିରେ ପ୍ରଜ୍ଜଳିତ ହେବ ଖ୍ରୀଷ୍ଟିଆନ୍ ଶାନ୍ତିରେ ସ୍ୱର୍ଗକୁ ଯିବେ ସେଠାରେ ଅନନ୍ତ ଜୀବନ ପାଇବେ । ଲେଖି ରଖ ନିଆ ଜଳିଲେ ତମେ ହିଁ ପୁଡ଼ି ଚାର ଖାର ହେଇଯିବ ।

  • @anishapradhan7117
    @anishapradhan7117 Месяц назад +5

    Ilove Jesus ❤

  • @RabiJakaka-rd2cr
    @RabiJakaka-rd2cr Месяц назад +7

    ସବୁ ଟିକ ଅଛି but ଆଦିବାସୀ ହିନ୍ଦୁ ନୁହଁନ୍ତି ଆମ ଧର୍ମ କାର୍ଡ ଆମକୁ ଦିଅନ୍ତୁ ତେବେ କେତେ ଆଦିବାସୀ ସନାତନୀ ବାହାରିବେ ସମୟ ଆସିବ ଯେଉଁ ଆଦିବାସୀ ହିନ୍ଦୁ ଲେକିବେ ତାଙ୍କୁ କୋଟା ଉଛେଦ କରାଯିବ କାରଣ ଆମ ଧର୍ମ ହେଉଛି ପ୍ରକୁତି ପୂଜା ମନ୍ଦିର ପୂଜା ନୁହେଁ.

    • @nakuladakpaska3545
      @nakuladakpaska3545 Месяц назад

      Right 👌

    • @narsingha180
      @narsingha180 Месяц назад

      2 tanka chaula pai shabhu bhala

    • @AllhaSuarwala
      @AllhaSuarwala Месяц назад

      ତତେ କିଏ ମନା କଲା.. ନଉୁନୁ , ମାଗୁଛି ଶଳା ପାଦ୍ରି ପେଳ କୋଉଠିକାର 😂ନିଜକୁ ଆଦିବାସୀ କହୁଛି।
      ଆମେ ଆଦିବାସୀ ହିନ୍ଦୁ ହିଁ, ଆମେ ପ୍ରକୃତିକୁ ପୂଜା କରୁ, ହିନ୍ଦୁ ବି ପ୍ରକୃତିକୁ ପୂଜା କରନ୍ତି ଜୟ ଜଳ, ବାୟୁ, ଅଗ୍ନି ଦେବ 🙏 🚩🚩🚩 ଶାବର ଶ୍ରୀକ୍ଷେତ୍ର ଜୟ ଜଗନ୍ନାଥ 🙏

  • @emmanuel8880
    @emmanuel8880 Месяц назад +6

    ଭାଇ କ'ଣ ପାଇଁ ସମସ୍ତେ English medium school ରେ ତାଙ୍କର ପିଲାମାନଙ୍କୁ ପଢଉଛନ୍ତି? ଦମ୍ ଅଛି ଯଦି ଵନ୍ଦ କରାଅ। କାରଣ ସେଇଟା ବି ତ ଵିଦେଶୀ।

  • @AstoniGamanga
    @AstoniGamanga Месяц назад +7

    Praise the lord . କାରଣ ପବିତ୍ର ବାଇବଲରେ ଆଗରୁ ଲେଖାଗଲା ଏହିପରି ହେବ କାରଣ ଖ୍ରୀଷ୍ଟିଆନ ଲୋକମାନଙ୍କୁ ତାଡ଼ନା ଘଟିବ ଓ ତାଡ଼ନା ଦିଆଯିବ। ଏହା ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚାହାନ୍ତି। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ପରିତ୍ରାଣ ଦିଅନ୍ତି ଆଲ୍ଲେଲୋୟା ଆମେନ୍

  • @priyanshu2387
    @priyanshu2387 Месяц назад +2

    ଏତେ ଯଦି ହିନ୍ଦୁ କହୁଛ ଜାତି ଜାତି ରେ ନିଆଁ କଣ ପାଇଁ ଲଗାଉଛ ଆଉ ଗୋଟେ କଥା ଖ୍ରୀଷ୍ଟିୟାନ ମାନେ ଲୋଭ ଦେଖି ଖ୍ରୀଷ୍ଟୀୟାନ ହୋଇ ନାହାଁନ୍ତି ତମେ ମାନେ ନେତା ମାନଙ୍କ ପଛେରେ ବୁଲି ବୁଲି ତମେ ନିଜକୁ କଣ ଭାବୁଛ ଏତେ ଯଦି ହିନ୍ଦୁ କରିବାର ଅଛି ତା ହେଲେ ଲୋକ ମାନଙ୍କୁ ଡରେଇ ଧମକେଇ କଣ କହୁଛ ପାୱାର ମିଳିଛି କହି ମିସ use କରିଲେ ଏକା ଥରେ ଫୋପାଡି ହେବୁ, ଏତେ ସହଜ ନୁହେଁ ଖ୍ରୀଷ୍ଟିଆନ ରୁ ହିନ୍ଦୁ ହେବା ଯେଉ ବ୍ୟକ୍ତି ଜୀବନ୍ତ ଇଶ୍ଵର କୁ ବିଶ୍ୱାସ କରେ ତାର ଗୋଟେ ବି..... ବାଙ୍କ କରି ପାରିବନି
    ଯଦି ବେଶୀ କିଛି ହେଲେ ପ୍ରଭୁ ପରମେଶ୍ଵର ବୁଝିବେ ଯେତେବେଳେ ନ୍ୟାୟ ହେବ। ଏ ଫିଲ୍ମ ନିଶ୍ଷୟ ବ୍ୟାନ ହବ ଏହା ମୁଁ ମୋର ପ୍ରଭୁଙ୍କ ଜୟ ଗାନ କରିବା ସହ କହୁଛି
    ଜୟ ଜୟ ରାଜା ମାନଙ୍କ ରାଜା ସାରା ଜଗତ ର ମହାରାଜା ଜୀବିତ ପରମେଶ୍ଵର ସମଗ୍ର ତ୍ରି ଭୁବନ ର ରାଜା ଯୀଶୁ ରାଜାଙ୍କ ଜୟ ହେଉ................💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼

  • @KeshabTadingi-x4t
    @KeshabTadingi-x4t 19 дней назад +1

    ରେ ମୂର୍ଖ ସନାତନ

  • @surendranaik8831
    @surendranaik8831 Месяц назад +31

    ଜୟ ଜଗନ୍ନାଥ ଜୟ ଶ୍ରୀରାମ ଆମେ ସମସ୍ତେ ଚେଷ୍ଟା କରିବା ଆମ ଉଚ୍ଚ ଜାତିର ଝିଅ ମାନଙ୍କୁ ଏହି ଆଦିବାସୀ ମାନଙ୍କୁ ବିବାହ କରି ଆମ ଧର୍ମ ରକ୍ଷା କରିବା ।

    • @BikramonFaith
      @BikramonFaith Месяц назад

      Agyan. Apana bhi Prabhu jisunku grahana karantu. Se Satya parameshwara. Mo pakhare proofs bhi achi. Testimonies dekhantu search Kari. Prabhu Jisu nka thu sarvashresth au kie nuhe eita Pabitra Bible renlekha jaye

    • @dharmendramallick-xc6il
      @dharmendramallick-xc6il Месяц назад +1

      ତୁ ସମାଜ କୁ ରକ୍ଷା କରେ ନା, ନିଜ କୁ ରକ୍ଷା କରି କି ରହିତା ବାୟା ବାବା ସାରଥୀଙ୍କ ଆଶ୍ରମ ଜା

    • @_mr___rajput
      @_mr___rajput Месяц назад

      ​@@BikramonFaithkire boka choda prabhu jisu hau nku jie eita odisha tame kebala sc st pila nku converted kari pariba nku muslim ra muni ,siaa loka nka upare hata dei paribani eita yama jisu nka guna

    • @narendramahuria5689
      @narendramahuria5689 Месяц назад

      Ame sobu uchha jatiro jhioku bibaho koriba bodia hobo 😂😂😂😂😂😂 maja he kya bat he

    • @JitendraPatmajhi
      @JitendraPatmajhi Месяц назад +2

      Bhai khali kathha kahiba sahaja, kanhi tomo ଝିଅକୁ ଦେଇକି ଦେଖ fast

  • @abhimanyukhemundu5263
    @abhimanyukhemundu5263 Месяц назад +10

    Super flop 😂😂😂 ଆଉ କିଛି ମିଳି ଲା ନାହିଁ, କରିବ ତ puspa flim ପରି କର

  • @justiceleague29
    @justiceleague29 Месяц назад +7

    ଏଇ movie ରିଲିଜ୍ ହେଲେ ଆଉ ବେଶୀ Conversion ହବ l ଯେତିକି ଥର ଏଇ trailer ରେ ଯୀଶୁ ନା ବୋଲା ଯାଇଚି ମତେ ତ doubt ହଉଚି ଲୋକ ମାନେ ଯୀଶୁ ଙ୍କୁ ଜାଣିବା ପାଈଁ ଆଉ ବେଶୀ ଇଚ୍ଛା ପ୍ରକାଶ କରିବେ ଆଉ Google, RUclips ରେ ଯୀଶୁ ଙ୍କ କାହାଣୀ ଦେଖିବେ

  • @mrutyunjaymallick5040
    @mrutyunjaymallick5040 Месяц назад +2

    ନାଲି ଗାମୁଛା ଭାଇନା ତମକୁ ପ୍ରଭୂ ଯୀଶୁଖ୍ରୀଷ୍ଟ ଆଶୀର୍ବାଦ କରନ୍ତୁ l ଯୀଶୁଙ୍କୁ ଯେତେବେଳେ ଯିହୁଦୀ ମାନେ ଲଗାତାର ମାରି ମାରି ରକ୍ତାନ୍ତ କରିଦେଲେ ଓ କ୍ରସ ରେ ଛଡେଇ ଦେଲେ ସେତେବେଳେ ପ୍ରଭୁ କୁହନ୍ତି, ହେ ପିତା ଏ ମାନେ କଣ କରନ୍ତି ତାହା ସେମାନେ ଜାଣନ୍ତି ନାହିଁ ସେମାନଙ୍କୁ କ୍ଷମା କର l ସେ ତାଙ୍କ ଶେଷ ସମୟ ପର୍ଯ୍ୟନ୍ତ କ୍ଷମା ଦେଇ ପ୍ରାଣ ହରାଇ ଦେଲେ l ସେ ସମସ୍ତଙ୍କୁ ପ୍ରମ କର ବୋଲି କହନ୍ତି l ତମକୁ ମୁଁ ଗୋଟେ କଥା କହିବାକୁ ଚାହେଁ ଭଗବାନ ଉଦ୍ଧାର କାରି ହେବା ଦରକାର ନା ଧ୍ୱଂସ କାରି.....
    ଲୋକଙ୍କୁ ଆପଣିବା ଶିକ୍ଷ ଯୁଦ୍ଧ କରିବା ନୁହଁ... 🙏

  • @MukulHembram-y9c
    @MukulHembram-y9c 16 дней назад +1

    ସଳା ହାରାମିତୁବାଳଜାଣିଛୁ😡😡😡😡😡😡😡

  • @sushantkumarmendili6833
    @sushantkumarmendili6833 Месяц назад +10

    ମୁ କୋଡିଏ ବର୍ଷ ହେଲା ଫିଲ୍ମ ଦେଖୁ ନଥିଲି କିନ୍ତୁ ଏ ଫିଲ୍ମ ମୋର ଦଶ ପନ୍ଦର ଜଣ ସାଙ୍ଗଙ୍କୁ ନେଇ ଦେଖିବି

    • @Khandiajaganath
      @Khandiajaganath Месяц назад +4

      Kamigalaa aautike adhikaa neikijao

    • @manojkumargomango6867
      @manojkumargomango6867 Месяц назад

      Bada taa midibo dekiki toro ghare kahibaku na tibo movie dekiba ku nebo

    • @solomonpurty2671
      @solomonpurty2671 19 дней назад

      ruclips.net/video/ouaU0KKoHiA/видео.htmlsi=jUi1kymcMyWES6wh

  • @sudishtechnical9527
    @sudishtechnical9527 Месяц назад +8

    Jesus Christ loves you praise the LORD 🙏🙏🙏

  • @salmannayak6831
    @salmannayak6831 Месяц назад +6

    ପ୍ରଭୁ ଯୀଶୁଙ୍କ ସହ ଲୋଢେଇ କରନାହିଁ ଭାଇ । ତମେ ତ ଯଣେ ଲିଡର ..।ଈତିହାସ ଦେଖିବ ତାହାଲେ ଜାଣିବେ ରାଜା ମାନେ ଆମୋ christian ମାନଙ୍କୁ ହ୍ରାସ କରିବା ପାଇଁ ଦୋଲିଦେବା ପାଇଁ ବହୁତ ଚେଷ୍ଟା କରିଛନ୍ତି ।ହେଲେ ସବୁବେଳେ ବିଫଳ ହୋଇଛନ୍ତି ।
    ଜଣେ ଅନ୍ୟ ର ବଳ ନଜାଣି lodhijiba ମୂର୍ଖାମି ଅଟେ ।
    ଯୀଶୁ ଆମ୍ଭମାନଙ୍କୁ କୋହିଛନ୍ତି ଯୁଦ୍ଧ ତୁମ୍ଭର ନାହିଁ ଯୁଦ୍ଧ ଆମ୍ଭର । ଏଣୁ ଆମ୍ଭେମାନେ ଆମ୍ଭ ବିରୋଧୀ ମାନଙ୍କୁ କେବେ ଲୋଢ଼େଇ କରୁ ନାହୁଁ ।
    ତୁମ୍ଭେ କୋଣ ଆମ୍ଭ ପ୍ରଭୁଙ୍କ ସହ ଯୁଦ୍ଧ କରିବ .?
    ସେପରି କରନାହିଁ ଭାଇ ପ୍ରଭୁ ଯୀଶୁଙ୍କୁ ଠିକ୍ ସେ ଜାଣନ୍ତୁ ଆଉ ତାଙ୍କ ବିରୋଧ ରେ ଯାଆନ୍ତୁ ନାହିଁ । ସେ ହିଁ ସତ୍ୟ ପ୍ରଭୁ ଅଟନ୍ତି ତାହାଙ୍କର ଗୌରବ ଯୁଗେ ଯୁଗେ ରହି ଆସୁଅଛି ଓ ରୋହିବ ଅମେନ୍ 🙌। ପ୍ରଭୁ ଯିଶୁ apona samatanku ବୁଦ୍ଧି ଓ ତାହାଙ୍କ ପରିଚୟ ଦିୟନ୍ତୁ Amen .

    • @toysstore...5768
      @toysstore...5768 Месяц назад

      Ta mane tome hindu bhai mananku Cristian re convert kari bulibo ki aita hindustan bhai prabu shree ram nko janma stana jisu nko nuho aita mind re setup karitho

    • @r.bgaming846
      @r.bgaming846 Месяц назад

      ଆରେ ଭାଇ ହିନ୍ଦୁ ଲକ ମାନଙ୍କର ତମ ଧର୍ମ କୁ ଗୃଣl କରନ୍ତି ନାହିଁ ତମେ ଯୋ ଲୋକ ମାନଙ୍କୁ ଭିବିନ୍ନ ଉପାୟରେ ଜେହୁଁ ଳାଲୋସl ଦେକାଇ ଧର୍ମ ପରିବର୍ତନ କରାଉଛ ତାହାକୁ ଲୋକ୍ୟ ରଖି ଏହି film ଟିକୁ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ଏହି movi ଆଧାରିତ ଅଟେ,,, ତ ଭାଈ ତମୋ ଭଳି ଆମେ ଭୂଲି ଭୂଲି ଧର୍ମ ପରିବର୍ତନ କରାଉନୁ ବୁଜିଲୋ ତ ମିଷ୍ଟର brother,, to ଟିକେ ଦେଖିକି bro ଯାହା ବି କରୁଛ ଦେଖିକି କର,, ଅମୋ ସନାତନି ଧର୍ମ କୁ ଲୋପ କରିବାକୁ ଚେଷ୍ଟା କଲେ,କେବଳ ହେବେ movi ରେ ଦେକୁଚ ତାହା ସତ୍ୟ ରୁପରେ ମଦୀୟ ଓଇ ପାରେ , ଧର୍ମ ପରିଚାଳନା କର କିନ୍ତୁ ଭାହାରେ ନୁହଁ ତମ ଛର୍ଚ ମଧ୍ୟ ରେ ପ୍ରଚାର କର ok bro joi Sri Ram 🙏🙏🚩🚩🚩🚩🚩

    • @salmannayak6831
      @salmannayak6831 Месяц назад

      @@toysstore...5768 ସମ୍ବିଧାନ ଆଇନ ଅନୁସାରେ ଏଠାରେ ଯେକୌଣସି ଲୋକ ତାହାର ଧର୍ମ ବିଷୟରେ ପ୍ରଚାର କରିପାରେ ।

    • @salmannayak6831
      @salmannayak6831 Месяц назад

      @@r.bgaming846 ଯିଶୁ ଧର୍ମ ପରିବର୍ତନ କରାନ୍ତି ନାହିଁ ଜୀବନ ପରିବର୍ତନ କରାନ୍ତି ।

    • @PremBhatra-y7d
      @PremBhatra-y7d Месяц назад

      ଧର୍ମ ପରିବର୍ତନ କରନାହିଁ ମନ ପରିବର୍ତନ କର ଯୀଶୁ ହେଉଛନ୍ତି ସତ୍ୟ ଇଶ୍ଵର ❤❤

  • @RakeshrosanNayak
    @RakeshrosanNayak Месяц назад +1

    ଏଇ ଫିଲ୍ମ ରିଲିଜ ହେଲା ପରେ ଅନେକ ଲୋକ christian ହେବେ l ଏଇ ଫିଲ୍ମର director, hero, ନାଲି ଗାମୁଛା କୁ dhan🎉

  • @SumantaRanjeet-mk6wu
    @SumantaRanjeet-mk6wu Месяц назад +2

    ଧର୍ମ ଏକ ଜୀବନ ସଂସ୍ଥାପନ ଯେଉଁଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସଂସ୍କାର ମାଧ୍ୟମରେ ମନୁଷ୍ୟ ଏକ ଅତ୍ୟୁତମ ହୀରା ମୋତି ମାଣିକ ଠାରୁ ବହୁଗୁଣରେ ଉଚ୍ଚାରେ ଥାଏ.
    କିନ୍ତୁ ମୁଁ ବର୍ତ୍ତମାନର ଚଳଚ୍ଚିତ୍ର sanatani karma hin dharma ଏହାର ଟ୍ରାଇଲେର କେବଳ ଯେଉଁମାନେ ଅନ୍ଧ ଥିଲେ ସେମାନଙ୍କୁ ରାସ୍ତା ଖୋଲୁଛିକି ଏହିପରି ଧର୍ମକୁ ଆକ୍ଷେପ କରି ଧର୍ମ ଧର୍ମ ବିରୋଧରେ କଳହ କନ୍ଦଳ ସୃଷ୍ଠିକାରୀଙ୍କ ସମ୍ବନ୍ଧେ ସତ୍ୟାସତ୍ୟ ବିଷୟ କଣ ସବୁ ରହିଛି
    ତାହା ଅତି ସୁନ୍ଦର ଭାବରେ ବୁଝି ନେବେ.
    କାରଣ ପ୍ରଭୁଯୀଶୁ ଖ୍ରୀଷ୍ଠ କହିଛନ୍ତି ପବିତ୍ର ବାଇବେଲ ସୂଚିତ କରେକି ମୁଁ କଣ ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାକୁ ଆସିଛି ନା ଅଗ୍ନି ବର୍ଷଣ କରିବାକୁ ଆସିଛି.
    କାହିଁକିନା ଅଗ୍ନି ଅଟେ ପବିତ୍ର ଆତ୍ମାଙ୍କ ଶକ୍ତି ଯାହାକି
    ମନୁଷ୍ୟ ମାନଙ୍କୁ ମନ୍ଦରୁ ଭଲକୁ ଅସତ୍ୟରୁ ସତ୍ୟ କୁ
    କଢାଇ ନେଇଯାଇଥାଏ.
    ଜଣେ ବାବା କେବେବି ତାର ସତ କଥା ଟା ଲୁକାୟିତ ରଖିପାରେନା ଯାହା ସାରଥୀ ବାବାଙ୍କଠୁଁ
    ଆମ୍ଭେମାନେ ବେଶ ଭଲଭାବେ ଜାଣିପାରିବା କିନ୍ତୁ ସବୁ ବାବା ତଦୃପ ନୁହନ୍ତି.
    ବାସ୍ତବରେ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କ କାମ ବହୁଗୁଣରେ ଶାନ୍ତି, ପ୍ରେମ, ଆନନ୍ଦ, ନମ୍ରତା, ସହିଷ୍ଣୁତା,ଅନ୍ୟମାନଙ୍କ ହଁସ ଖୁସିରେ ନିଜକୁ ସାମିଲ କରିବା ବିଭିନ୍ନତା ମଧ୍ୟରେ ଖ୍ରୀଷ୍ଟଙ୍କ ପ୍ରେମକୁ ଦେବା. ତାଙ୍କ ମଧ୍ୟରେ ବାଛ ବିଚାର ସମ୍ପୂର୍ଣ ଭାବେ ନଥିଲା.
    ସତଟା କଣ ତାହା ଜାଣନ୍ତି ଓ ଜଣାନ୍ତି
    JESUS CHRIST
    we glory to you
    we praise to you
    we worship to you
    AMEN 🙏🏾🙏🏾🙏🏾

  • @Kasinathgandalaka-m5j
    @Kasinathgandalaka-m5j Месяц назад +8

    ପିଲ୍ମ ଦେଖି ଭଲ ଲାଗିଲା ହେଲେ ସନାଥନୀ ଫିଲ୍ମରେ ପ୍ରେମ ଟିକିଏବୋଲି ନାହିଁ ତାହା ହିଁ ମୂଳ କାରଣ ସନତନୀର ଧର୍ମର

    • @NRajput77359
      @NRajput77359 Месяц назад +1

      ମୁସଲିମ ଧର୍ମରେ ବହୁତ ପ୍ରେମଅଛି😂

    • @RMarndi2
      @RMarndi2 Месяц назад +2

      ହିନ୍ଦୁ ଧର୍ମ ରେ ତ ଅଶାନ୍ତି, ଘୃଣା, ମାର ପିଟ,ହିଂସା ହିଁ ଅଛି ପ୍ରେମ କୋଉଠୁ ଆସିବ ଭାଇ

    • @NRajput77359
      @NRajput77359 Месяц назад +1

      @RMarndi2 ତମକୁ କେତେଜଣ ହିନ୍ଦୁ ହିଂସା କଲେଣି କହିବକି ?

    • @RMarndi2
      @RMarndi2 Месяц назад

      @@NRajput77359 ଭାଇ ଦେଖୁନ ମିଛ ଟାରେ ଖ୍ରୀଷ୍ଟିଆନ ମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ବୋଲି କହୁଛନ୍ତି ସେ ତ ଟିକେ ଖାଲି ଯାଇ ଦେଖନ୍ତୁ ବୁଝନ୍ତୁ ଯେ କୋଉଠି କିଏ କାହାର ଧର୍ମ ପରିବର୍ତ୍ତନ କରୁଛନ୍ତି ନା କରିଛନ୍ତି। ଏଇଟା କି ଶାନ୍ତି

    • @_mr___rajput
      @_mr___rajput Месяц назад

      ​@@RMarndi2😂😂 Christian mane ete santi boli ta us aji sara pruthibi re junga galeik gola baruda bepara karuchhi nare converted😂

  • @Careforyoufoundation-b5p
    @Careforyoufoundation-b5p Месяц назад +8

    Praise the lord world 120 country Cristian people living

  • @ArunKumar-jd7yz
    @ArunKumar-jd7yz Месяц назад +4

    Jabardast film bhai bahut badia lagila, jay sanatan,jay shree ram 🙏

  • @just_gk2141
    @just_gk2141 Месяц назад +1

    ଆରେ ଏଇ ସନାତନୀ ଧର୍ମ sc st ଗରିବଙ୍କୁ ପଢିବାକୁ କେବେ ସୁଯୋଗ ଦେଇନି ଆମ୍ବେଦକର ଫିଲ୍ମ ଦେଖ 💙💙💙💙

  • @ebijongamango4447
    @ebijongamango4447 Месяц назад +2

    Jisu hi jiban sotya ❤❤

  • @kashinathmurmu-xo5ci
    @kashinathmurmu-xo5ci Месяц назад +6

    I het a movie 🎬

  • @BijayKumarJena-j1v
    @BijayKumarJena-j1v Месяц назад +5

    Jay Jay shree Ram 🚩🚩🚩🚩🚩🙏🙏 Jay bajrang bali ❤❤❤

  • @justiceleague29
    @justiceleague29 Месяц назад +7

    ଗୋରୁ ଚାଲାଣ scene ଟିକେ ରଖି ଥିଲେ ଭଲ ହେଇଥାନ୍ତା 😅😅 l

  • @prabinN26
    @prabinN26 Месяц назад +1

    4:30 to 4:52 (faida missionaries mane nauchanti😂😂)bro u serious...bro proved himself as a Joker🤡🤡🤡...
    Bhai tame mane hi ucha nicha kari adivasi nku samaj ru bahishkar karicha... Nija bhai nku hi... Au ebe anya nku dosa daucha ..😂😂

  • @rutanigamango8579
    @rutanigamango8579 Месяц назад

    ଭାଇ ଆପଣ ଦିନେ ଅନୁତାପ କରି ସତ୍ୟ ସନାତନ ଯୀଶୁଙ୍କୁ ଗ୍ରହଣ କରିବେ, କାରଣ ତୋ ଠୁ ଅଧିକା ଖ୍ରୀଷ୍ଟ ବିରୋଧ କାରୀ ପାଉଲ୍, ଜଗତସାରା ଖ୍ରୀଷ୍ଟ ପ୍ରଚାର ପ୍ରସାର କଲେ। ଜଗତ- ବ୍ରହ୍ମାଣ୍ଡ-ବ୍ରହ୍ମା-ବ୍ରାହ୍ମଣ କ୍ଷଣକାଳସ୍ଥାୟୀ, ଅନନ୍ତକାଳ ରାଜ୍ୟ ଯୀଶୁ ହିଁ ଦେବେ।

  • @JisayaPatamajhi
    @JisayaPatamajhi Месяц назад +5

    ଏହି ଫିଲ୍ମ ରେ ଜଉ ଭୂତଭଳି ଲମ୍ବା ଚୁଟି ଲୋକ ମାନେ ଅଛନ୍ତି ସେମାନେ କଣ ମଣିଷ କି ? ଜଣେ ମଣିଷ ଆଉ ଭଗବାନ ଙ୍କର ସେବକ ଏମିତି ରହିବା ଉଚିତ୍ ନୁହ ସେମାନେ ସବୁବେଳେ simple ରହିବା ଉଚିତ୍

  • @SadaijaRaita-d4j
    @SadaijaRaita-d4j Месяц назад +3

    Waa ଭଲ କଉଛ ତ ଭାଇନା କୁ ପୃଥିବୀ ରୁ ଆସିଲ କି ଭାଈ.. ନିଜର ସୃଷ୍ଟି କର୍ତ୍ତାଙ୍କୁ ମଧ୍ୟ୍ୟ ଜାଣି ପାରୁନ.ରାମ ଯେମିତି ମାରିକି ବଂଚିନାହାନ୍ତି କି କେବେବି ବଂଚିବେ ନାହିଁ ସେମିତି ତୁମେବି ବଂଚିବ ନାହିଁ.. ସ୍ୱର୍ଗ ର କଥା ତ ଦୂରର କଥା...ଯେଉଁମାନେ 33 cr ଦେବତା ଉପରେ ବିଶ୍ୱାସ କରନ୍ତି ସେମାନେ ନର୍କ କୁ ଯିବା ବାଟରେ ଅଛନ୍ତି. ଭଲରେ ଚିନ୍ତା କରି ଦେଖ ଭାଈ ଥରେ ହେଲେ କେଜାଣି ଯୀଶୁ କ୍ରୀଷ୍ଟ କ୍ଷମା ଦେଇପାରନ୍ତି ପରା.. .

    • @bbranch5029
      @bbranch5029 Месяц назад

      Bhai ki kohilomo 👏sabu bhodo baba mane to dhora podileni. Baki a choto moto choro jako ochhonti😄

  • @NiranjanOram-fu1qt
    @NiranjanOram-fu1qt Месяц назад +6

    ପ୍ରକୃତରେ ଆଦିବାସୀ ହିନ୍ଦୁ ନୁହନ୍ତି, ଆଦିବାସୀ ପ୍ରକୃତି ପୂଜକ ।
    Jay Adivasi,jay sanatan

    • @NRajput77359
      @NRajput77359 Месяц назад

      ସମସ୍ତେ ସନାତନି ହିନ୍ଦୁ କିଏବି ନୁହନ୍ତି
      ଆମେ ସବୁ ଭାଇ ଭାଇ

    • @RoyalBoyShakti131
      @RoyalBoyShakti131 Месяц назад

      Tu ete bhadra loka dekhei honi re ​@@NRajput77359

  • @bldiscovery9857
    @bldiscovery9857 Месяц назад +1

    God ହେଉଛନ୍ତି ଜଣେ ପ୍ରଭୁ ଯୀଶୁ✝️.. ଏହି କଥା ସତ୍ୟ ଅଟେ l ଧନ୍ୟବାଦ ଭାଇ, ଜାଣତରେ ହଉ କି ଅଜାଣତରେ ଏହି ବାକ୍ୟ ପ୍ରଚାର ପ୍ରସାର କରିଥିବାରୁ l

  • @JagabandhuMallik-mp8re
    @JagabandhuMallik-mp8re Месяц назад +1

    ତାଡନା ପ୍ରାପ୍ତ ଲୋକେ ଧନ୍ୟ କାରଣ ସ୍ବର୍ଗ ରାଜ୍ୟ ସେମାନଙ୍କର

  • @MukeshChandan-fx8bm
    @MukeshChandan-fx8bm Месяц назад +8

    Bahut bhal achhi jai shree ram 🙏

    • @baishnabcharansahoo9119
      @baishnabcharansahoo9119 Месяц назад

      @@MukeshChandan-fx8bm ଜୟ ଶ୍ରୀରାମ।ହେଲେ ବଢୁଛି କାହିଁକି ମାଛ ମାଂସ କୁକୁଡ଼ା ମାନଙ୍କର ଦରଦାମ?

  • @GangaramBishi
    @GangaramBishi Месяц назад +6

    Jay shree ram 🙏🙏🙏👍👍👍

  • @thomaskor4406
    @thomaskor4406 Месяц назад +7

    ସବୁ ମନ ଗଢ଼ା ଫିଲିମ୍ କିଛି ହେବ ନାହିଁ,ତୁମେ ଯେତେ ନିନ୍ଦା କରୁଛି କର କିଛି ଫରକ୍ ପଡିବନି,

    • @satyabratamajhi4167
      @satyabratamajhi4167 Месяц назад

      au ta maa bia

    • @subashjena420
      @subashjena420 Месяц назад +1

      ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ

    • @SambuSports
      @SambuSports Месяц назад

      Right.. କିଛି ବି ଫରକ ପଡିବ ନାଇଁ..

  • @BiswamitraPradhan-d7n
    @BiswamitraPradhan-d7n Месяц назад +1

    ଆମେ ଭାରତୀୟ ଆମର ସ୍ଵାଭୀମାନ ଅଛି ବର୍ତ୍ତମାନ ଆମେ କାହାର ଗୁଲାମ ନାହୁଁ ତେଣୁ ଏହି ଚଳଚିତ୍ର ଚାଲୁ ହେବା ଜରୁରୀ । ଯେଉଁ ଭାଇ ମାନେ ବାଇବଲ୍ ଆଧାରିତ କମେଣ୍ଟ କରୁଛନ୍ତି ସେମାନଙ୍କୁ ଇଶ୍ଵର ସତଜ୍ଞାନ ଦିଅନ୍ତୁ କି ଗୁଲାମୀ ମାନସିକତାରୁ ଦୂର ହୋଇ ସ୍ୱାଭିମାନ ଆଡ଼କୁ ଆଗେଇ ଆସନ୍ତୁ ତେଣୁ ଚଳଚ୍ଚିତ୍ର ସେହି ବିଷୟରେ ତିଆରି ହୋଇଛି , ମୁଁ ଲେଖକ ଏବଂ ନିର୍ମାତାଙ୍କୁ ଶତ ଶତ ମମନ କି ଏହାକୁ ଚାଲୁ କରନ୍ତୁ

  • @just_gk2141
    @just_gk2141 Месяц назад

    ଆରେ ମୂର୍ଖ ଜାତିରେ ଆମେ ମଣିଷ..... ଧର୍ମ ନାଁରେ କାଇଁ ମଣିଷ ମାନଙ୍କୁ ଅଲଗା କରୁଛ ଏଇ ଧର୍ମ sc st ଙ୍କୁ ଧର୍ମ ନାଁରେ ବହୁତ ଅତ୍ୟାଚାର କରିଛି

  • @sunitaduduka9713
    @sunitaduduka9713 Месяц назад +7

    prabhu jesuse hnn samasto srusti karta mane rakhantu bhai mane....je jisu nku pauchi se jibana paichi...se satya ,se potho and se hinn jibana au tahanka bina sorga jibara bato nahii...hindu ki musolman ,ki christian huo jiebi ...jisunka bina sabu...adura..❤

  • @gangadhararaita4436
    @gangadhararaita4436 Месяц назад +8

    ଜୟ ଶ୍ରୀ ରାମ 🙏

  • @oceansofhappiness9438
    @oceansofhappiness9438 Месяц назад +9

    ଧନ୍ୟବାଦ ଭାଇମାନେ ଏତେ ସୁନ୍ଦର ଫିଲ୍ମ ତିଆରି କରିଥିବାରୁ। ଜଗନ୍ନାଥ ଆମ ଦେଶ କୁ ରକ୍ଷା କରନ୍ତୁ ଏ ସବୁ ରା କ୍ଷା ସ କବଳରୁ।
    ଜୟ ଜଗନ୍ନାଥ ❤❤❤
    ଜୟ ସନାତନ।।।।
    ସବୁ ଭାଇଙ୍କୁ ନିବେଦନ ଗୀତା ପଢନ୍ତୁ।
    ।।।।

  • @jimirajkumar6556
    @jimirajkumar6556 Месяц назад +1

    ଯେଉଁ ସନାତନୀ movie କୁ ଆପଣମାନେ ନିଆଁ ଜଳେଇବ ବୋଲି କହୁଛନ୍ତିନା.... ନିଜର ମନ ପରିବର୍ତନ କରି ଯୀଶୁଙ୍କ ନିକଟକୁ ଫେରନ୍ତୁ ନହେଲେ... ସେଇ ନିଆଁରେ ଆପଣମାନେ ଜଳି ପାଉଁଶ ହେଇଯିବେ...।

  • @hemantpradhan8794
    @hemantpradhan8794 20 дней назад +1

    Love you 💞💞 Jesus 🙏🙏✝️✝️✝️✝️✝️ my form odisha god bless you to you and all your family love you Jesus I really love you Jesus Amen

  • @jisalanayak3442
    @jisalanayak3442 Месяц назад +8

    Nali gamucha bhai good bless you

  • @thewriterrr
    @thewriterrr Месяц назад +12

    ଦକ୍ଷିଣ ଓଡ଼ିଶା କିଛି ଭାଗ , ପଶ୍ଚିମ ଓଡିଶା ର କିଛି ଭାଗ ଖ୍ରୀଷ୍ଟିଆନ ଧର୍ମ ଆପଣାଇ ନେଲେଣି ନିଜ ଧର୍ମ କୁ ବଞ୍ଚାଅ ନହେଲେ ଆଗକୁ ସନାତନ ଧର୍ମ ଇତିହାସ ହେଇଯିବ.. ଜୟ ଶ୍ରୀ ରାମ

    • @ALPHAANDOMEGA-o1b
      @ALPHAANDOMEGA-o1b Месяц назад +3

      JAI MASHI KI ✝️MU V CHRISTIAN HOI AJI JESU PRABHU KU PARMESHWAR MANE HALLELUJAH 🙏🙏🙏🙏🙏

    • @NRajput77359
      @NRajput77359 Месяц назад

      ​@@ALPHAANDOMEGA-o1b😂😂😂

    • @sadasibapur6792
      @sadasibapur6792 Месяц назад

      Jay jagannath ​@@ALPHAANDOMEGA-o1b

    • @unitedpeaceworker714
      @unitedpeaceworker714 Месяц назад

      ​@@ALPHAANDOMEGA-o1b
      ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
      ୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
      ୨. ROZA BAL SHRINE କଣ ଅଟେ?????
      ୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
      ୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
      ୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
      ୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣

    • @Discipline_Tradition_Legacy
      @Discipline_Tradition_Legacy Месяц назад +3

      ​@@ALPHAANDOMEGA-o1b bolo punyatma jesus ke parampita shri krishn kanhiya laal ki jai 🚩🚩

  • @AnilKumar-im2wd
    @AnilKumar-im2wd Месяц назад +9

    ମୋ ବାଳ ସନାତନୀ

    • @NRajput77359
      @NRajput77359 Месяц назад +3

      ସନାତନି ଘରେହିଁ ଜନ୍ମନେଇଚୁ ଆଉ ସନାତନିକୁ ଗାଳିକରୁଚୁ ବୋଧେ ତୁ ହଲାଲାରୁ ଜନ୍ମହେଇଥିବୁ

    • @unitedpeaceworker714
      @unitedpeaceworker714 Месяц назад

      ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
      ୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
      ୨. ROZA BAL SHRINE କଣ ଅଟେ?????
      ୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
      ୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
      ୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
      ୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣

    • @jayantichetty5359
      @jayantichetty5359 Месяц назад

      ଭାଷା ପ୍ରୟୋଗ କୋର ନାହିଁ...

  • @satyaban9609
    @satyaban9609 Месяц назад +1

    ଯେଉଁ ମାନେ ଏହି ଭଳି ଖ୍ରୀଷ୍ଟ ବିରଧୀ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଈଶ୍ୱର କ୍ଷମା କରନ୍ତୁ

  • @MonajMuthamaji
    @MonajMuthamaji Месяц назад +2

    ଯୀଶୁଙ୍କ ନାମରେ ସମସ୍ତଙ୍କୁ ନମସ୍କାର ସତ୍ୟ ବାଇବେଲ ପୁସ୍ତ୍ତକ
    କୁହେ ହିନ୍ଦୁ ଧର୍ମ ସତ୍ୟ ନୁହେ ପଥ ସତ୍ୟ ଜିବନ ଯିଶୁ ଏଟୋନ୍ତି।

  • @sanjayakumarbhatra8010
    @sanjayakumarbhatra8010 Месяц назад +7

    I came to know from this film that Jesus is real God.

  • @srikant5309
    @srikant5309 Месяц назад +6

    I love this movie......Jay shree ram 🙏🙏🙏🙏🙏jay hind superb trailer I am proud of Hindu

    • @baishnabcharansahoo9119
      @baishnabcharansahoo9119 Месяц назад +1

      @@srikant5309 ଜୟ ଶ୍ରୀରାମ।ହେଲେ ବଢୁଛି କାହିଁକି ମାଛ ମାଂସ କୁକୁଡ଼ା ମାନଙ୍କର ଦରଦାମ?

    • @sudamdalabehera6705
      @sudamdalabehera6705 Месяц назад

      ରାମାୟଣ, ଗୀତା, ଭାଗବତ ରେ କଣ ଭଲ ଗୁଣ ନାହିଁ କି

    • @baishnabcharansahoo9119
      @baishnabcharansahoo9119 Месяц назад

      @sudamdalabehera6705 ରାମାୟଣ ରେ ବର୍ଣ୍ଣନା ଅଛି,ସୀତା ଭୂମିରୁ ଜନ୍ମ ହୋଇଥିଲେ।
      କଣ ଭୂମି ରୁ କେହି ମଣିଷ ଛୁଆ ଜନ୍ମ ହୋଇ ପାରିବ କି?
      ମହାଭାରତ ରେ ବର୍ଣ୍ଣନା କରାଯାଇଛି,କର୍ଣ୍ଣ କୁନ୍ତୀ ଙ୍କ କାନ ଦ୍ଵାରା କବଚ କୁଣ୍ଡଳ ପରିଧାନ କରି ଜନ୍ମ ନେଇଥିଲେ।
      ଏହା କିପରି ସମ୍ଭବ ଅଟେ?
      ଭାରତ ବ୍ୟତୀତ ଏହା ଅନ୍ୟ କେଉଁ ସ୍ଥାନରେ ହୋଇଥିବା ଶୁଣିଛ କି?
      ଏହା ସବୁ କାଳ୍ପନିକ ଗଳ୍ପ ବ୍ୟତୀତ ଅନ୍ୟ କିଛି ନୁହେଁ।

    • @ITZ_Shajan_XD
      @ITZ_Shajan_XD 24 дня назад

      Emanku na ramayana aase na gitabhagabat hindu bhagawan mane kali churi kanda dhanu astra sastra janma heichanti bade

  • @ABCDEFGH-up4is
    @ABCDEFGH-up4is Месяц назад +8

    Excellent movie heba...❤👌👌👌👌

  • @pritamsiddharth5052
    @pritamsiddharth5052 17 дней назад +1

    ଗଜ ମୂର୍ଖ ମାନଙ୍କ ଅତି ପ୍ରିୟ movie

  • @papumallick8582
    @papumallick8582 Месяц назад +2

    ଜୟ ଶ୍ରୀ ରାମ

  • @chandragouda1589
    @chandragouda1589 Месяц назад +8

    Hei movie ku mu nischaya dekibi

  • @KasamKumar-w4o
    @KasamKumar-w4o Месяц назад +5

    ହିନ୍ଦୁ ଯାଗ ହିନ୍ଦୁ ଯାଗ କହିକି ଦଙ୍ଗା କରିପାରିଲନି ତ ଏବେ ଫିଲ୍ମ ମାଧ୍ୟମ ରେ ଦଙ୍ଗା କରିବାର ପ୍ଲାନ କରିଛ ଆଉ କଣ

    • @NRajput77359
      @NRajput77359 Месяц назад

      ହିନ୍ଦୁ ଜାଗନିବୋଲିତ ଏ ସବୁ କରିବାକୁପଡୁଚି

  • @akruranaik8123
    @akruranaik8123 Месяц назад +4

    Is Hindu a caste? Sambit himself says that he is a Brahmin by caste,how can you say that Hindu is a caste. If it is a caste ,then show us a caste certificate wherein caste is mentioned as Hindu.

  • @LajarUthan
    @LajarUthan 17 дней назад +1

    ଆରେ ଏତେ ଖୁସି ହନା ରାମ୍ ରାମ୍ କହି ରାମ ଗଟେ ଭଗବାନ୍ ନୁହନ୍ତି ସିଏ ଗଟେ ଆମ ପରି ମଣିଷ ତା ବିଷୟରେ ଜାଣିବାକୁ ଚେଷ୍ଟା କରେ ମୁର୍ଖ ଜାଣିବୁ ଆମେ ମଧ୍ୟ ଜାଣିନ ଥିଲୁ ତା ବିଷୟରେ ଜାଣିବାକୁ ଚେଷ୍ଟା କଲୁ ଆଉ ତାକୁ ଛାଢି ଦେଲୁ ବୁଝିଲୁ ଆର ଭଗବାନ୍ ମାନେ କେବେ ପାଠ ପଢନ୍ତି ନାହିଁ ରାମ ସ୍କୁଲ୍ ଜାଇ ପାଠ ପଢିଛି ଭଗବାନ୍ ବାହାହୁଅନ୍ତି ନାହିଁ
    ଆଉ ସିଏ ବାହା ହଇ ଛୁଆ ପିଲା ଜନ୍ମ କଲା ଆଉ ସେସରେ ତର ମାଇକିନା ଗଟେ ଭିକାରି କୁ ଚିନି ପାରିଲା ନାହିଁ ଆଉ ପୁଣି ସେ ରାମ ମଧ୍ୟ ଗଟେ ବହୁରୁପି ହରିଣ ଚୀନି ପାରିଲା ନାହିଁ କୁହ ମଣିଷ ଆଉ ସେ ରାମ ଭିତରେ ଫରକ୍ କଣ କହ ବେ ହଳଦିଆ ଗାମୁଛା 😂😂😂

  • @PremBhatra-y7d
    @PremBhatra-y7d Месяц назад +1

    ଧର୍ମ ପରିବର୍ତନ କରନାହିଁ ମନ ପରିବର୍ତନ କର ଯୀଶୁ ହେଉଛନ୍ତି ସତ୍ୟ ଇଶ୍ଵର ❤❤

  • @PrakashJohnOfficial
    @PrakashJohnOfficial Месяц назад +5

    Jai mashi ki

  • @ChandanKumar-df9pg
    @ChandanKumar-df9pg Месяц назад +5

    Jaha film hau chakuli hero film ku kehi chhulibeni ki dekhibeni😂

  • @kandhamal910
    @kandhamal910 Месяц назад +1

    ଖ୍ରୀଷ୍ଟିଆନ ଅଧିକ ରୁ ଅଧିକ ଦେଶରେ ବଡ଼ିବାରେ ସାହାଯ୍ୟ କରୁଛନ୍ତି ଭାଇ thanks

  • @animatestorydunia
    @animatestorydunia Месяц назад +1

    ବହୁତ ମହାରଥୀ ଆସିଛନ୍ତି ଆଉ ଯାଇଛନ୍ତି କିନ୍ତୁ ଆଜି ଯାଏ କାହାର ଶକ୍ତି ନାହିଁ କି ଖ୍ରୀଷ୍ଟ ଧର୍ମକୁ ଲୋପ କରି ପାରିବେ । କଣ ପାଇଁ ଜାଣନ୍ତି " ଯୀଶୁ ଖ୍ରୀଷ୍ଟ ହିଁ ଆରମ୍ଭ ଏଵଂ ଶେଷ " ତାହାଙ୍କର ରାଜ୍ୟ କେବେ ଶେଷ ହେବ ନାହିଁ । ଯେ ବିଶ୍ୱାସ କରେ ସେ ମୁକ୍ତିଲାଭ କରିବ ।

  • @JagabandhuMallik-mp8re
    @JagabandhuMallik-mp8re Месяц назад

    ଆରେ ଭାଇ ଖ୍ରୀଷ୍ଟିଆନ ମାନଙ୍କର ଅବଦାନ ଭାରତ ପ୍ରତି କଣ ଅଛି ତାହା ବି ଜାଣିନିଅ। ଯେତେବେଳେ ଭାରତ ରେ ଦଳିତ ମାନଙ୍କ ପ୍ରତି ଅତ୍ୟାଚାର ହେଉଥିଲା ସେତେବେଳେ sanaatani ଆଉ ରାମ କୋଉଠି ଥିଲେ।ଅନ୍ଧଭକ୍ତ