IICଙ୍କ ବିରୋଧରେ ବଡ଼ ଆକ୍ସନ୍‌ ! Bharatpur Police Station Video Viral | Army vs Police| Odia News

Поделиться
HTML-код
  • Опубликовано: 20 сен 2024
  • IICଙ୍କ ବିରୋଧରେ ବଡ଼ ଆକ୍ସନ୍‌ ! Bharatpur Police Station Video Viral | Army vs Police| Odia News
    Visuals Of Bharatpur Police Station From The Day Of Incident . The odds are increasing for the commissionerate police regarding the Bharatpur police station incident. After the video from inside the police station on the day of the incident came to light, the working style of the police has come into question. Even if everything is not clear about what happened in Bharatpur police station on the last night of 14th, you can get a good idea from this video.
    #bharatpur #bharatpurpolicestation #policestation #odishanews #bhubaneswarnews #armymajor #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews #bharatpurpolicestation #bhubaneswarnews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Комментарии • 46

  • @aneetamaam6535
    @aneetamaam6535 2 часа назад +14

    ଜେଲ୍ ରେ ପୂରା ଯାଉ ସେ ହାରାମି ପୋଲିସ୍ ମାନକୁଂ
    ସେ ସବୁ ଗୁଡାକୁ ଜେଲ୍ ରେ ପୂରାନ୍ତୁ ରାଜ୍ଯ ସରକାର

  • @satyapriyaswain8110
    @satyapriyaswain8110 3 часа назад +8

    Iic ku ajibana Jail heijau

  • @swayamswaroopbehera7739
    @swayamswaroopbehera7739 Час назад +1

    Immediately immediately arrest to IIC.

  • @bhibutipanda3442
    @bhibutipanda3442 2 часа назад +1

    Immediately arrest to IIC Bharatpur police station

  • @rabindradas2952
    @rabindradas2952 2 часа назад +3

    ଗିରଫ ହେଲେ ଭଲହେବ

  • @anantc.h.s.kharghar457
    @anantc.h.s.kharghar457 2 часа назад +1

    General public nkara opinion niantu.. 95% police are corrupt. why it is so Mr Sarat Sir?

  • @sagardas5419
    @sagardas5419 2 часа назад +1

    5 police officials suspended having surnames panda, mishra and Rath shame on them degrading Brahmin community they should be jailed

  • @ajayasahu5402
    @ajayasahu5402 Час назад

    ଓଡିଶା ପୋଲିସ ଉପରେ ଲୋକଙ୍କ ଭରସା ନାହିଁ
    ଲୋକ ସରକାର ଉପରେ ମଧ୍ୟ ଅସନ୍ତୁଷ୍ଟ, ଜଣେ serving army ଅଫିସର ମେଜର ଏବଂ ତାଙ୍କ ବାନ୍ଧବୀ ଙ୍କୁ police rape attemp କରି, ମାଡ ମାରି ଓଲଟା lockup କରି jail ପଠାଇ ପାରୁଛି, ସାଧାରଣ ଝିଅ ବହୁ ଙ୍କ ଅବସ୍ଥା କଣ ହେବ, rape କରି jail ପଠାଇ ଦେଇପାରନ୍ତି ଆଉ ଆପଣ କିଛି କରିପାରିବେ ନାହିଁ, ଜନ ଆନ୍ଦୋଳନ ହେଉ ସାରା ପୋଲିସ ବିଭାଗ ର conduct ବଦଳୁ, law & order ରାଜ୍ୟ ରେ ରହୁ, criminal, ଅପରାଧୀ ଙ୍କୁ ସାବଡ କରାଯାଉ, ନହେଲେ ମାଝୀ ସରକାର ଦାଈ ରହିବେ, ଲୋକଙ୍କ ପାଇଁ.

  • @ArunDas-hc5zz
    @ArunDas-hc5zz Час назад

    ହୋଇ ପାରନ୍ତି ,ନହୋଇ ବି ପାରନ୍ତି। ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ କାହିଁକି ଅନ୍ୟ ମାନଙ୍କ ସହ ।ଘଟଣା ଜାତୀୟ ସ୍ତରୀୟ ନିନ୍ଦା ହେଲାଣି ,ଓଡ଼ିଆ ଙ୍କ ଇଜ୍ଜତ୍ ମହତ୍ ଗଲା କେବଳ କମିଶନରେଟ ପୋଲିସ ର ପରଦା ଧଙ୍କିବା ଓ ସରକାରଙ୍କ ନିରବତା
    ସାଧାରଣ ଲୋକ ଏ କାଣ୍ଡ କରିଥିଲେ ତଦନ୍ତ ଚାଲୁ ଥାଆନ୍ତା?ଅଙ୍କିତା ର ବକ୍ତବ୍ୟ ଆଧାରରେ ଗିରଫ କରାଯାଉ ତୁରନ୍ତ।ଘଇତା ମାଇପ କଲି ରେ ସ୍ବାମୀ କୁ ଜେଲ ରେ ପୁରାଉଛ! ୟା ପାଇଁ ସମୟ ଗଡାଉଛ କଣ ପାଇଁ? BJP, ମୋହନ ମାଝି ଙ୍କୁ ନିଦିତ ଓ ଅପାରଗ ପ୍ରତିପାଦନ କରିବା ପାଇଁ କିଛି ଅଫିସର ଙ୍କ ଚକ୍ରାନ୍ତ ରଚା ଯାଉଥିବା ସନ୍ଦେହ ଉପୁଜିଛି ।

  • @worldisenough
    @worldisenough 3 часа назад

    ୟେ କେସ ଆଉ ଅପରାଧ ବନାମ ନ୍ୟାୟ ହୋଇ ରହି ନାହିଁ . ଏବେ ଓଡ଼ିଆ ବର୍ଚ୍ଚସ୍ବବାଦୀ ବ୍ରାହ୍ମଣ ବର୍ଗ ସେ ପୋଲିଟିକ୍ସ, ଏକଜିକ୍ୟୁଟିଭ, ଜୁଡ଼ିସିଆରିରେ ଆଉ ମେଡିଆରେ ବିଭିନ୍ନ ପଦ କବ୍ଜା କରି ଅୟାସ ଆଉ ଶୋଷଣ କରିବା କାମରେ ଲାଗିଥିବା ବ୍ରାହ୍ମଣ ବନାମ ଅଣବ୍ରାହ୍ମଣବାଦୀ ବର୍ଗର ଲଢେଇ ହୋଇଗଲାଣି. ଏବେ ଖାଲି ଦେଖ କଉମାନେ ଏମାନଙ୍କୁ ସପୋର୍ଟ ଆଉ ବିରୋଧ କରୁଛନ୍ତି; ସେମାନଙ୍କ ସରନେମ ଦେଖ ଏବଂ କମେଣ୍ଟରେ ସପୋର୍ଟ କରୁଥିବା ଲୋକଙ୍କ ଜାତି ଦେଖ. ଏବେ ଏଟା କହିଲା ପରେ ବୋଧେ ଇମେଲ ଆଇଡିରେ ଜାତି ବଦଳାଇ ବ୍ରାହ୍ମଣବାଦୀ ତାଙ୍କ ବ୍ରାହ୍ମଣବାଦ ଅପରାଧ କୁ ଡିଫେଣ୍ଡ କରିବେ. ପୋଲିସର କାମ କଣ ସୁରକ୍ଷା ଦେବା ନା ପୋଲିସ ଡ୍ରେସ ପିନ୍ଧି ଅପରାଧ କରିବା? ଅପରାଧ କରି ପୁଣି ତାକୁ ଡିଫେଣ୍ଡ କରିବା ୟେ କିପ୍ରକାର ମାନସିକତା? ଏଗୁଡ଼ାକ ସଫା ଭାଷା ରେ କ୍ରିମିନାଲ; ଅପରାଧୀ ଯଦି ରକ୍ଷକ ହବ ସେ ତୁମକୁ ସାହାଯ୍ୟ କରିବନା ଶୋଷଣ କରିବ ତାହା ଭଲ ଭାବେ ଜାଣିଥିବ. ଏପରି ଅପରାଧୀଙ୍କୁ ଅପରାଧ ଦ୍ୱାରା ହିଁ ଦମନ କରାଯାଇ ପାରିବ ଏମାନଙ୍କ ଦ୍ୱାରା କବ୍ଜା କରା ସଂସ୍ଥା ମାନଙ୍କ ଦ୍ୱାରା ନୁହେଁ. ଆରେ ଜୁଡ଼ିସିଆରି ଇନକ୍ୱେରି ଯଦି ବସିବ ସେଥିରେ ପ୍ରତିନିଧିତ୍ବ ସେହି ମାନେ କରିବେ, ଇନଭେସ୍ଟିଗେସନ ପୋଲିସ ଅଧିକାରୀ ଭି ସେହି ବର୍ଗର, ନ୍ୟାୟାଳୟ ରେ ହିଁ କବ୍ଜା ସେମାନଙ୍କର ଆଉ ମେଡିଆ ରେ ଛଳନା କରିବା ମୁତ୍ରକାରୀ ପତ୍ରକାର ଭି ସେହି ବର୍ଗର. ଏବେ କଥା ବ୍ରାହ୍ମଣବାଦ ବନାମ ଅଣବ୍ରାହ୍ମଣବାଦର.

  • @krushnaprasadmohanty3831
    @krushnaprasadmohanty3831 3 часа назад +3

    ନିର୍ଭୟା ଘଟଣାରେ - ଥିଲେ ପୁରୁଷ ବନ୍ଧୁ -
    ସମୟ ବିଳମ୍ବିତ ରାତ୍ରୀ - ଭରତପୁର ଘଟଣାରେ - ମଧ୍ୟ ପୁରୁଷ ବନ୍ଧୁ - ବିଳମ୍ୱିତ ରାତ୍ରୀ - କିନ୍ତୁ ଫରକ ଏତିକି ଅଙ୍କିତା / ଉଭୟ ପ୍ରବଳ ମଦ୍ୟପାନ କରିଥିଲେ - ଜଣେ ଉଚ୍ଚଶିକ୍ଷିତା ଯୁବତୀ ରାତି ଅଧରେ ମଦ ପିଇ ଘରକୁ ଫେରିବା କେତେଦୂର ଯୁକ୍ତିଯୁକ୍ତ ? ରାତି ଅଧରେ ମଦ ପିଇ ଫେରିଲେ କ'ଣ କ'ଣ ଯେ ଘଟିବ - ତାହା ପୋଲିସ କ'ଣ - ଭଗବାନ ବି ଗ୍ୟାରେଣ୍ଟି ଦେଇପାରିବେ ନାହିଁ !

    • @manojbar2958
      @manojbar2958 2 часа назад

      What do you say... Do you know the real fact ???

    • @Santoshbeherakumar-l3l
      @Santoshbeherakumar-l3l 2 часа назад +1

      Apana ka katha thik sir
      Kintu bhabhile jadi ratire kei gala bi police station kana eia karibe
      Police mind change heba darkar
      Au jou police bala Gunda gardi karuchi taku suspend na Kari jail hau
      Emiti kale bhala police bala ra percentage odisha re badhiba

    • @indiaruralvillegeandtheirt6252
      @indiaruralvillegeandtheirt6252 2 часа назад

      LANCHA KETE KHAICHO.

    • @Space_infinity.odisha
      @Space_infinity.odisha Час назад

      ହଁ ସେ ପିଇଛି କିନ୍ତୁ ତାର ଅର୍ଥ ନୁହେଁ କି ତା ସହିତ ଯୌନନିର୍ଯାତନା ଦବା ଆଊ ଅଭଦ୍ର ଭଳିଆ ଭାଷା କହି ଅନ୍ଧାର ଘରେ ଭିତରେ police iic ନିଜ ଯୌନାଂଗ ଦୋଷୀ ମହିଳା ଙ୍କୁ ଦେଖେଇବା।
      ତାହେଲେ ବଦମାସ୍ ମହିଳା ଯେଉଁମାନଙ୍କୁ police Jail ହାଜତ ରଖିଥାଏ ତାକୁ rape କରିଲେ ଠିକ୍ ନୁହଁକି ଅପଣକ ହିସାବରେ😂😂😂।
      ଏଠି କେବଳ ମହିଳା ପାଇଁ ନୁହଁ public ମାନଙ୍କ safty କେତେ ଠିକ୍ ଅଛି ସେଇଟା ଦେଖ।
      ଆଊ କଥା ହେଲା ଏଠି ମହିଳା ଜଣଙ୍କ army balanka ମଙ୍ଗେତର ଅଟନ୍ତି। ତେଣୁ ଏହି ଜିନିଷ tk nationalize ହେଇଛି ଯଦି କେହି ସାଧାରଣ ମହିଳା ହୋଇଥାନ୍ତେ ତ ସେତ ଓଲୋଟା mentally torcher ସହ sexually harassment ହେଇକି ଆସିଥାନ୍ତା
      ଯଦି ମହିଳା ଜଣଙ୍କ ମଦୋ ପିଇକି ଆସିଛନ୍ତି ତାଙ୍କ ଉପରେ culprits ଭଳିଆ police action ନେଇ ପାରିଥାନ୍ତେ।

    • @asitnanda961
      @asitnanda961 Час назад

      Tame dekhithila police drink check karithila?? Ta Mane Kan sexual assault kara haba??

  • @manguliswain9328
    @manguliswain9328 2 часа назад

    Very bad show by odisha police. U spoiled the image of odisha in the entire country. Shame for the IIC

  • @rabirout2784
    @rabirout2784 2 часа назад +1

    Public ray chadi Diya dekhiba public raga

  • @swayamswaroopbehera7739
    @swayamswaroopbehera7739 Час назад

    Judgement to quickly.

  • @anantc.h.s.kharghar457
    @anantc.h.s.kharghar457 2 часа назад

    Investigation bhi hei thila mamta case re, ACF murder case re, Naba Das case re, Pari case re, Mahanga murder case re, Dali chorani case re

  • @maakitchenette
    @maakitchenette 2 часа назад

    ଶାଳ କୁକୁର ମାଡ ଫାଶୀ

  • @basantarout9538
    @basantarout9538 Час назад

    Arrest hauni kahiki se haramjada, ta ghare ED purei dekha kete kan ରଖିଛି au mo bala ତଦନ୍ତ kn karucha.. Crime branch ra kichhi kadha nahi.. Cbi tadanta kara 😊

  • @bishwaranjanpanigrahi6617
    @bishwaranjanpanigrahi6617 3 часа назад +1

    If appropriate action is taken against all the police personnel that is not a great action. Behind the incident national media and high label Defence personnel from both sides of the victims. When can Odisha police reform Mohan Majhi Sahab?

  • @sushantsingh2166
    @sushantsingh2166 Час назад

    Strang action atanki bhali action jay jawan

  • @chitaranjanadhikari6750
    @chitaranjanadhikari6750 Час назад

    Dismiss is sure
    Compensation will be awarded to victims
    Police is confined WITHIN certain sections of CRP AND IPC

  • @ashokmohanty6513
    @ashokmohanty6513 Час назад

    Ae lokata Purba Sarakar ra Agent,. Jane Corruption re Involved Lokaku kemiti Adarsa thana re Posting kale

  • @liveforever6998
    @liveforever6998 2 часа назад

    ସେ କଣ governer ଙ୍କ ପୁଅ କି

  • @sangramrout420
    @sangramrout420 2 часа назад

    Police department ra kalankita officer 😡

  • @bibhutibhusanacharya5635
    @bibhutibhusanacharya5635 2 часа назад

    Thanks for discussion

  • @sop828
    @sop828 Час назад

    Mishra Rath Panda should be sent to Jharpada To Enjoy Honeymoon Throughout Life.

  • @PritiRanjanJena-lz1ol
    @PritiRanjanJena-lz1ol 2 часа назад

    Saeta morden police station nuha
    Morden BAR au kothi

  • @JagannathBehera-g8o
    @JagannathBehera-g8o 2 часа назад

    Sabu police ku girapa karajau

  • @PritiRanjanJena-lz1ol
    @PritiRanjanJena-lz1ol 2 часа назад

    Jama b ଜେରା hauni
    Aram re basiki 🍻 au biriyani khauthiba room re
    Khali na ku police jatra karuchi athi

  • @sasmitasasmitaa
    @sasmitasasmitaa 2 часа назад

    Aga jail heisarila pare ame janiba jail hela police staff gudaku au ame khali jail heba kahidele kana heba

  • @rabindranathnayak2423
    @rabindranathnayak2423 Час назад

    His name is Dina Darinda Mitra, nonsense

  • @budhadevseth1111
    @budhadevseth1111 2 часа назад

    Keve jenta chakiri kariba laek r nehabr katha

  • @deepakbhoi2800
    @deepakbhoi2800 2 часа назад

    Se magia iic ku Mali Shai re langala Kari chada ta galu maru

  • @sasmitasasmitaa
    @sasmitasasmitaa 2 часа назад

    Jail nela belaku media wala badhia photo video nebe jadi ahuri bhala heba one sided decision niajauchi police chora gudakaru case uthi anya ade divote heuchi case

  • @sarojkumarmohanty6139
    @sarojkumarmohanty6139 2 часа назад

    Prakutare sabu police babumananku badnam kariba thik nuhen , jeun mane lancha dei dhara dhari kari chakiri karuchanti sehi babumane Lancha ,michha ,jauna nirjatana re Samprukta hei samasta police department ku badnam karuchanti ,Ratire Nisha sakta hei bisrunkhala srusti karuchanti ,Jadi Police bivag re thiba bada babumane abhali police birudhare drudha karjyanusthan grahan karibe ,tebe amiti bisrunkhala s kamijaipare ,?

  • @jmdmkp
    @jmdmkp Час назад

    Dekhi ki kharap laguchi sata harijauchi

  • @PritiRanjanJena-lz1ol
    @PritiRanjanJena-lz1ol 2 часа назад

    Police hauchi athi bada chora

  • @gopinathghadai5018
    @gopinathghadai5018 2 часа назад

    Sampurna michha abhijag. Police nare