@@SamiraPalai-rp9gl naveen buda tome chela na servent. I am not any political party. I am servent of lord Jagannath. Tome Jagannath love kole punya milaba but. Naveen buda love kole khon milba
@@sudhirsasmal8518 i don't support pandian and Naveen buda I support lord jagannath because sehi Naveen and pandian lord jagannath ku vilage re bhikari koriki buhile .tome jadi odia hela babo odia devatha Naveen na lord jagannath.i ask you question
@@Xuy788 apnka bujhiba bhul sir. IAS mane jane jane prashasanika adhikari. Kichhi daitwa , adhikar o shakti semankara b achhi. Kintu semane b jane neta nka adhina re kama karibaku badhya.
@@HimansuSahu-n5n. IT cell ra bodhe tu ? Modi ra gote bhala scheme kaha. Opposition re rahi bi Odisha sabu thu garib rajya ru 10/11 position uparaku uthi gala. Yogi double engine sarkar Thai bi gote position upara ki nei parilani
Manas sir ....Pandian sir kebe b kahinahanti je sabu mu karuchi boli.se sabubele Nabin babu nka nirdesh re karichanti boli kahichanti o karichanti madhya. Apana tanka pratyek ti speech dhyana dei sunatu. Nabin babu harile tanka ati priya odisha basi nka murkhta o maithya aparchar pain jouthire odisha basi ete sahaja re biswas kari jibe boli bodhe se nije kebe bhabi nathibe
@@deepakpatra8151. . IT cell ra bodhe tu ? Modi ra gote bhala scheme kaha. Opposition re rahi bi Odisha sabu thu garib rajya ru 10/11 position uparaku uthi gala. Yogi double engine sarkar Thai bi gote position upara ki nei parilani
@@bapisadangi3373.. IT cell ra bodhe tu ? Modi ra gote bhala scheme kaha. Opposition re rahi bi Odisha sabu thu garib rajya ru 10/11 position uparaku uthi gala. Yogi double engine sarkar Thai bi gote position upara ki nei parilani
ଜୟ ଜଗନ୍ନାଥ, ଏହି ଭୁଲ୍ ପାଇଁ ରାମାୟଣ ଓ ମହାଭାରତ ସୃଷ୍ଟି ଅପେକ୍ଷା ରଖ ଓଡ଼ିଶାର ଭବିଷ୍ୟତ ବହୁତ ପସ୍ତେଇବ ନବୀନ ପଟ୍ଟନାୟକଙ୍କ ବିନା ❤❤❤
ସାର୍ ଆପଣଙ୍କ ବୟସ ଅନୁସାରେ ଆପଣ ଆପଣଙ୍କର ଏହି ଅଭିଜ୍ଞତା କୁ ମୋର ପ୍ରଣାମ ଏହି ଓଡ଼ିଶା ବାସୀ କୁହଳିଆ ଙ୍କ କଥାରେ ବିକାଶ ଚାଡ଼ି ବିନାଶ ଆଣିଲେ। ଆଉ ନବୀନ ବାବୁଙ୍କ ଭୁଲି ଗଲେ ଏହାର ପରିଣାମ ୫ବର୍ଷ ଭୋଗିବେ
Right bhae
Hm ମାଗଣା ଖାଇ ଖାଇ ପେଟ ବାହାରି ଗଲାଣି ନା
ଏବେ କମିଯିବ....
ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...
You are absolutely right bro😊.Jay Jagannath Prabhu 🌞🙏
ତୋର ଭଳି ଲୋକ କଣ ମୂର୍ଖ..ଶୁଖିଲା ସୁଅଙ୍ଗ ଖାଲି, ସଚେତନ ହୁଅ ଭାଇ..ସେବା ନୁହେଁ ଲୂଟ କଲେ,25yr ନବୀନ ସରକାର କିଛି କରି ନାହାଁନ୍ତି... ଦାଦନ ରେ ନମ୍ବର 1,ଓଡିଶା ଯଉ ଗରିବ କୁ ସେଇ ଗରିବ.. ମାଗଣା ଚାଉଳ ଉପରେ ନିର୍ଭର.. ଏପର୍ୟ୍ଯନ୍ତ ଲୋକଙ୍କୁ ରାସ୍ତା, ସ୍ୱାସ୍ଥ୍ୟ,ସ୍ୱଚ୍ଛ ପିଇବା ପାଣି, ବିଜୁଳି ମିଳି ପାରିନି. ଶିକ୍ଷିତ ବେକାରୀ 85%,ସ୍କୁଲ dropout 49%,ଓଡିଶା ର ଖଣି, ପାଣି, ମାଟି 60 ହଜାର କୋଟି ଟଙ୍କା ର ହବ ଏ bjd ଗୁଣ୍ଡାସବୁ ଲୂଟ କରିଛନ୍ତି.. କାହିଁକି ନା ସରକାର ନବୀନ ନୁହେଁ.. ଏ ଗୁଣ୍ଡା ମାନେ ଚଳାଉ ଥିଲେ...ଶିକ୍ଷିତ ହୁଅ, ସଚେତନ ନାଗରିକ ହୁଅ... ଏ ମାନସିକତା ର ପରିବର୍ତନ ଆଣ 🙏🙏🙏
ଘର ଢ଼ିଙ୍କି କୁମ୍ଭୀର ଆଜ୍ଞା,,,,,
କ୍ଷମତା ଲୋଭି କିଛି କୁଚକ୍ରୀ ବେଈମାନ ନେତା ମାନେ
ବିଜେପି ଠାରୁ କୋଟି କୋଟି ଟଙ୍କା ନେଇକି ନବୀନ ବାବୁ ଓ ବିଜେଡ଼ି କୁ ଧୋକା ଦେଇଛନ୍ତି,,,
ତଥାପି ନବୀନ ବାବୁ ଆମ ହୃଦୟରେ ଅଛନ୍ତି 🙏🙏🙏
ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଜନ ମାନସରେ ସବୁଦିନପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରହିବେ। କେହି ତାଙ୍କ ସ୍ଥାନ ନେଇ ପାରିବେ ନାହିଁ।
Naveen budaro age hehigal siye tike rest nehu। beacause naveen is remote control ExCM and pandian is CM
ନବୀନ ପଟ୍ଟନାୟକ ସାର୍ ଙ୍କ ର କିଛିଵି ବୟସ ହୋଇନାହିଁ ସେ ଶାସନ କରିପାରିବେ
ନବୀନ ପଟ୍ଟନାୟକ ଓଡିଆ ମାନଙ୍କୁ ପାଖରେ ପୁରାନ୍ତି ନାହିଁ, ସାଢେ଼ ଚାରି କୋଟି ନୁହେଁ ଏକା ପାଣ୍ଡିଆନ ହିଁ ତାଙ୍କ ପରିବାର, ଅଣଓଡ଼ିଆ ଅଫିସରଙ୍କ ମେଳରେ ରହିବାକୁ ସେ ପସନ୍ଦ କରନ୍ତି, ବାଛି ବାଜି ଅଣଓଡ଼ିଆ ମାନଙ୍କୁ ନିଜ କାମ ପାଇଁ ନିଯୁକ୍ତି ଦିଅନ୍ତି, ଓଡ଼ିଆ ଓ ଓଡ଼ିଶାବାସୀଙ୍କ ପ୍ରତି ନବୀନ ବାବୁଙ୍କ ଦୃଷ୍ଟିଭଙ୍ଗୀ ଦେଖି ଓଡ଼ିଆମାନେ ତାଙ୍କୁ ଉପଯୁକ୍ତ ସ୍ଥାନ ଦେଇଛନ୍ତି !!!!!!
@@SamiraPalai-rp9gl naveen buda tome chela na servent. I am not any political party. I am servent of lord Jagannath. Tome Jagannath love kole punya milaba but. Naveen buda love kole khon milba
ଶୁଣ ଭାଇ ଆମେ ପୁରୀ ଲୋକ ମହାମାୟୀ ମା ହେଙ୍ଗୁଳା ମାତା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋର ଆରାଧ୍ୟ
ତେଣୁ ଆମ ପୁରୀରେ। ଓ ଓଡ଼ିଶା ପାଇଁ ବହୁତ ଭଲ କାମ କରିଛନ୍ତି ନବୀନ ପଟ୍ଟନାୟକ ସାର୍
କେନ୍ଦ୍ରରେ ଓଡ଼ିଶାରେ ବଡ଼ ବଡ଼ ନେତା ଥିଲେ ହେଲେ ଓଡ଼ିଶା ବାସୀ ଙ୍କ ପାଇଁ କରିଛନ୍ତି କଣ
ଏବେ ଲୋକେ କାନ୍ଦିବେ, କିନ୍ତୁ ଆଉ ମିଳିବ ନାହିଁ, ଓଡ଼ିଶା ଲୋକେ ଲକ୍ଷ୍ମୀ ଛଡ଼ା ହେଲେ।
Bhala heichi nama neantu
Aau kete barsa cm rahitante?? Loka khusi achanti je parivartana hela
😅😅😅😅😅😅odisha loko ehithara bhala nama deichhanty pandu ,,ku😂😂😂😂odisha basi ,ama Priya jagatara natha jagganatha bi khusi😂😂😂😂
କୁଜି ନେତା ଲକ୍ଷ୍ମୀ ଛଡ଼ା ହେଲେ
😂😂😂
BJP ଆସିଗଲା ଏବେ ଆମ ଜିଲ୍ଲା ର କ୍ୟାପିଟାଲ କୁ ଜାଣିବା 😂😂😂😂
Han Jilla re capital Kariba chii..kana kana kahe modi..kjne ...Jay Naveen sir..we want Naveen pattnaik 💚🐚 only cm odisha
Balo ta janibo
😂😂😂Sahi pkde h
😅😅😅😅
😂😂
Cm No 1 Naveen sir
No ୧correction of odhisa but Naveen is remote CM but pandian is CM
Sir, do u support pandian ?
@@sudhirsasmal8518 i don't support pandian and Naveen buda I support lord jagannath because sehi Naveen and pandian lord jagannath ku vilage re bhikari koriki buhile .tome jadi odia hela babo odia devatha Naveen na lord jagannath.i ask you question
ଆମେ ଜାଣୁ ତମେ କଣ ପାଇଁ No1 କହୁଛ 😂
ନବୀନ କୁ ସହଜ ରେ ଭୂତେଇକି ଘୋଟାଲା କରି ପାରୁଥିଲ । ପଣ୍ଡିଆ କୁ ଲାଞ୍ଚ ଦେଇ ଚାକିରୀ କିଣି ପାରୁ ଥିଲ । ଅନେକ ସ୍କିମ୍ ନାମ ରେ ପଇସା ଲୁଟୁ ଥିଲ ।
ଏବେ ସବୁ ନାମ ନେବ ଖାଲି ଟିକେ ଧର୍ଯ୍ୟ ଧର BJD ନେତା ମାନେ
@@RameshGaming2000 au e sabu tume swachakhyu re dekhithila nuhe???
ଓଡିଶା ବସି ଲୋଭରେ ମୃତୁ କୁ ଆମନ୍ତନ୍ କରିଛନ୍ତି sir
ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...BJP ଯଦି ଯୋଜନା ବନ୍ଦ କରିବ ହାରିବ.. ସେଥିପାଇଁ ସେ ସତର୍କ.. ସେ ବି ଏକଛତ୍ର ରାଜୁତି କରିବ, ଜନବିରୋଧୀ କାମ କରିବ ହାରିବ
@@Xuy788 apnka bujhiba bhul sir. IAS mane jane jane prashasanika adhikari. Kichhi daitwa , adhikar o shakti semankara b achhi. Kintu semane b jane neta nka adhina re kama karibaku badhya.
Hau kana haba seita samaya kahiba...nabin babu harila pare pedi ru baharichanti...nahele pandu odisha chalei thanta
@@Xuy788tte biharuni dusilani andha
Right
Navin is great cm
ହାରାମି ବିଜେଡି ନବୀନ ପଟ୍ଟନାୟକ କୁତାରତଳ ଖାଇବ ବିଜେଡିଦଳ ଅଳିଆଗଦା କୋରନାରୋଗ ଓଡ଼ିଶାରେ ବିନାଶ କରିଛି
@@bapisadangi3373. Vaccine scam Suni chu ?
No1 ଗଣ୍ଡିମାରା
Belajya,all
ହଁ IAS ଅଫିସର ଙ୍କୁ ଦାୟିତ୍ୱ ଦେଇ ଚାକିରି 15-20 ଲକ୍ଷ ରେ ବିକି ଗରିବ ମେଧାବୀ ପିଲାଙ୍କୁ ଦାଦନ ଯିବାକୁ ବାଧ୍ୟ କରିବା ଯୋଜନା 😡😡
Miss you Navin sir 😢 best CM 😢😢😢 odisha bashi bujhi parileni😒🙏?
ମୁଁ ମରିଯିବି ନବୀନ ବାବୁ ଙ୍କୁ ଝୁରି ଝୁରି 😭😭😭😭😭😭😭😭😭😭😭😭
ମୁଁ କାଠ ପଠେଇ ଦେବି ସତ୍କାର ପାଇଁ
Mu bi kirosini debi
🐌 ଗେଣ୍ଡା ଫାଟିଗଲା କାଟୁଚି
@@commonman5937Mu bhi wood send karibi।but tumo lord jagannath ku love Karo but Naveen only common man
Vote dela bele bhabu nathila ki ?? Ebe kain Kumbhira kandana kanducha. Naveen Babu Bahut bhala, Ame sabu beimani kama kalu..
ସେଥିପାଇଁ ଓଡ଼ିଶା ଗରୀବ ଥିଲା। Naveen Pattnaik ଏହି ରାଜ୍ୟକୁ ପ୍ରଗତି ଆଡ଼କୁ ନେଇଛନ୍ତି। ପୁଣି ଖୁବ୍ ଶୀଘ୍ର ଏହା ଗରୀବ ହେବ।
Thank you sir Navin patanayak 💯❤ with me and very much talent person 🙏🙏🙏👏🌹💯
ହାଇସ୍କୁଲ ସ୍ମାର୍ଟସ୍କୁଲ କରିବି କିନ୍ତୁ ପ୍ରାଥମିକ ଶିକ୍ଷକ ଆଉ ଶିକ୍ଷାକୁ ବର୍ବାଦ କରିବି..1.5 ଲକ୍ଷ ପ୍ରାଥମିକ ଶିକ୍ଷକଙ୍କୁ ଗୋତି ଖଟାଇବି ଆଉ peon ଠୁ କମ ଦରମାରେ ଖଟାଇବି 😡😡
Tame govt teacher bala Khali paisa Paisa heiki marucha.pilanku bhalase padheiba se chinta kebe karina .Khali anda khaiba pilankar .
@@sunilsamantaray5569 ହଁ କାହିଁକି 3 ଟା Exam ଦେଇ Peon ଠୁ କମ ଦରମା ରେ ଖଟିବୁ ଯେଉଁଠି କି ଭାରତ ସାରା ସବୁଠେ 55000/- salary.. ଖାଲି ପ୍ରାଥମିକ ଶିକ୍ଷକ ନୁହନ୍ତି ଆଶା, ଅଙ୍ଗନୱାଡି, Outsourcing, ବ୍ଲକଗ୍ରାଣ୍ଟ, ଏପରିକି 12 ଲକ୍ଷ ଚାକିରିଆଙ୍କ ପରିବାର ପାଣ୍ଡା ବିରୋଧରେ ଭୋଟ ଦେଇଛନ୍ତି... ସେହିପରି ଗରିବ ମେଧାବୀ ଯେଉଁମାନେ ପାଣ୍ଡା ଚାକିରି ବିକାରେ କାନ୍ଦୁଥିଲେ ସେମାନେ ବି ପାଣ୍ଡା ବିରୋଧରେ ତାଙ୍କ ପରିବାର ସହ ମିଶି ଭୋଟ ଦେଇଥିଲେ, ଚାଷୀ ବି ପାଣ୍ଡା ବିରୋଧରେ ଭୋଟ ଦେଇଛନ୍ତି
ନବୀନ ଯୋଜନା ରେ ହାତ ମାରିଲେ ବିଜେପି ର ଅବସ୍ଥା ବହୁତ ଖରାପ ହୋଇଜିବ ତାକୁ ଠିକ୍ କରିବା ପାଇଁ ୫ ବର୍ଷ ଲାଗିଵ?
ପିଠା କୁର କାଳିଆ ହାଲିଆ ବ୍ୟାଗ୍ ବାଳ ଚପଲ ଲୁଙ୍ଗି ଯୋଜନା
ବାଳ ଯୋଜନା
ହାତ ମାରିଲେ gandhibki ପିଠା ବାସି ହେଲାଣି
@@bapisadangi3373jetebele rog re padi medical re kalabal hebu setebele janibu nabin bhal na modi mane padib kie kaha johana kamare asithila
@@HimansuSahu-n5n. IT cell ra bodhe tu ? Modi ra gote bhala scheme kaha. Opposition re rahi bi Odisha sabu thu garib rajya ru 10/11 position uparaku uthi gala. Yogi double engine sarkar Thai bi gote position upara ki nei parilani
🙏🙏🙏🙏 ସତ କଥା କହି ଲେ ସାର୍ ଆପଣ ମାନେ ଥିଲେ ତ ପାଣ୍ଡିୟାନ୍ କଣ ପାଇଁ ଆଗକୁ ଆସି ସବୁ ମୁଁ କରୁ ଛି ବାହାଦୂରୀ ମାରୁ ଥିଲେ 🙏🙏🙏ସେଥି ପାଇଁ ଆମ ନବୀନ ବାବୁ ହାରିଲେ🙏🙏🙏
Manas sir ....Pandian sir kebe b kahinahanti je sabu mu karuchi boli.se sabubele Nabin babu nka nirdesh re karichanti boli kahichanti o karichanti madhya. Apana tanka pratyek ti speech dhyana dei sunatu. Nabin babu harile tanka ati priya odisha basi nka murkhta o maithya aparchar pain jouthire odisha basi ete sahaja re biswas kari jibe boli bodhe se nije kebe bhabi nathibe
Right sir
ନବୀନ ବାବୁ ବହୁତ୍ ଭଲ ଲୋକ କେବଳ ତାଙ୍କ କର୍ମୀ ମାନେ ଗାଆଁ ଗାଆଁ ରେ ଠିକ୍ ସେ କାମ କଲେ ନାହିଁ ଓ ମନ ଧ୍ୟାନ ଦେଲେନି ସେଥିପାଇଁ ଆଜି ହାରି ଗଲେ
Sala ama ethi 5 barsa re 3X development hela gote Dina agru 1000 tanka pai bikri hoigale
Perfect
ସାର ଠିକି ଏଇଟା ବି ଗୋଟେ ପଣ୍ଟେ ଲୋକଙ୍କ ପାଖରେ ନିଜ ଏରିଆ ଠିକି ଭାବେ ଦେଖିଲେନି ବୋଧେ
ଶତ୍ରୁଜୁ ଦ୍ରୁବଳ ଭାବିବା ଭୁଲୁ ବି
No
Greatest chief minister in odisha Navin Babu
ସେଇଥିପାଇଁ ତାମିଲ କୋଳରେ ବସୁଥିଲେ
Best with low development (bottom 3 according to govt report)and heavy corruption...khali good images ra propaganda 🎉
@@deepakpatra8151. . IT cell ra bodhe tu ? Modi ra gote bhala scheme kaha. Opposition re rahi bi Odisha sabu thu garib rajya ru 10/11 position uparaku uthi gala. Yogi double engine sarkar Thai bi gote position upara ki nei parilani
ଏଥର ମୋଦୀ ଖାଲି ଧୁଅ ଧୁଅ କରିବ😂 BJP ନେତାଙ୍କୁ
@@riteshgudu9189 bjp this one last time
Jay jagannath Nabin sir bahut sundar bahut bhala ❤❤❤❤❤❤❤❤❤❤❤❤❤❤
ଏବେ ଏସବୁ କହିଲେ କିଛି ମୂଲ୍ୟ ନାହିଁ, ଚାଷୀ ହୁଡ଼ିଲେ ବର୍ଷେ ଭୋଟର ହୁଡ଼ିଲେ ପାଞ୍ଚ ବର୍ଷ।
Election ଗୋଟିଏ ପ୍ରକ୍ରିୟା, ଏପରି ହିଁ ହୁଏ। ଗୋଟିଏ ସରକାର ବହୁଦିନ ରହିଲେ ମନମୁଖୀ ଚାଲେ। ରାଜକୋଷ ଅପବ୍ୟବହାର ହେଲା। କୌଣସି ଯୋଜନା ଦିର୍ଘ କାଳୀନ ଯୋଜନା କରିନାହାନ୍ତି। ସ୍ଵଳ୍ପ କାଳୀନ ଯୋଜନା ଗୁଡିକ ରେ ରାଜ୍ୟ ର ବିକାଶ ହୁଏ ନାହିଁ। ରାଜକୋଷରୁ ଟଙ୍କା ଅପବ୍ୟବହାର ହେଲା। ମୂଖ୍ୟମନ୍ତ୍ରୀ ଘରୁ ବାହାରିଲେ ନାହିଁ। ରାଜ୍ୟ ରେ ଏକଛତ୍ରବାଦ ଶାସନ ଚାଲିଲା।
To gharu keteheba lutinele bodhe, au sabu rajyare sachit neta gudaka nare
Bjp jou ଯୋଜନା କରିବ ଆମେ ଦେଖିବୁ
Jaha kahile au kn heba abe maribe samaste
ଆପଣ ଠିକ୍ ଅଛନ୍ତି ଆଜ୍ଞା
Right
BJP ଯୋଜନା ଦେଖି ବିରୋଧୀ ଛାନିଆ
Ready heiki ruha sabu bjd chamcha mane
Sir Jay jagannath apana thik kahuchhanti Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ନବୀନ ❤Bjd❤❤❤
ନବୀନ ପଟ୍ଟନାୟକଙ୍କ ଏତେ ଶକ୍ତି ଥିଲା ଯେ ତାଙ୍କ ସହିତ ଲଢିବା ପାଇଁ ସାରା ଭାରତର ବିଜେପି ନେତା ମାନେ ଓଡିଶାକୁ ବାରମ୍ବାର ଆସିଛନ୍ତି ଆଉ ମିଛ ପ୍ରଚାର କରି ହରାଇଛନ୍ତି, ନବୀନ ସାର୍ ହାରିବି ଓଡିଶା ବାସୀଙ୍କ ହୃଦୟ ଜିତିଛନ୍ତି
You are correct 💯
The son of prabadapurusa
Naveen pattanaik is yugopurusa .No one will
take his place even the p.m .
Nabin sir nku bjp michhare hareichhi satare nuhen
Right sir👍🙏🙏🙏
Right
100% right sir
Jay Nabin 🙏
Miss You Nabin 😢 😞
No1CM of Odisa
Excellent sir
I just hats up to Naveen sir
U r absolutely right
Nabinbabunka bhali loka world re kehinahanti 🙏🏻😭 miss you sir please come back 🙏🏻
Right 👍
Agree 100%
ଠିକ୍ କହିଛନ୍ତି। ସାର
ପିଠା କୂର କାଳିଆ ହାଲିଆ ବ୍ୟାଗ୍ ବାଳ ଚପଲ ଲୁଙ୍ଗି ଯୋଜନା
ଆପଣ jantu😄
Great leader Naveen Patnaik sir
Jai Shree Jagannath 🙏 Love you Naveen babu ❤. Will miss you. You were, you are and you will be the best CM for us forever.🙏Lost our Kohinoor 😢.
Naveen Sir is a great CM. Time will tell for the future of Odisha
ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...BJP ଯଦି ଯୋଜନା ବନ୍ଦ କରିବ ହାରିବ.. ସେଥିପାଇଁ ସେ ସତର୍କ.. ସେ ବି ଏକଛତ୍ର ରାଜୁତି କରିବ, ଜନବିରୋଧୀ କାମ କରିବ ହାରିବ
Great person Navven Patnaik ❤️ Love' you sir
Love. U nabeen sir odissha
ପ୍ରତେକ 5ବର୍ଷ ରେ ସରକାର ବଦଳିବା ଦରକାର
Yes
ତାହାଲେ ମୋଦି ଆଜି କାହିଁକି କହୁଛି ଓଡିଶା ରେ 25 ବର୍ଷ ରହିବ ???
@@Deva5577-i3c25/5 barsa rahiba😂
Sapna dekhuchi record bhagibaku BJD ra
J bhal kama karuthile b badlaba k chiii
@@Deva5577-i3csabuade modi haruche ethra Sethi pain odisha people nku bhakua kala
He is the best CM in India
Sir ଆପଣଙ୍କ ଏ ଭିଡ଼ିଓ save କରି ରଖିବି... ସମସ୍ତ ଙ୍କୁ share କରିବି... ଜନସାଧାରଣ ମିଛ କଥାରେ ଭାସି ଗଲେ....
2:42 pura point peace thila ama odisha re odisha people bujhi nae pari......we want Naveen pattnaik 💚🐚 cm
The number 1 cm
ଅତି ଫାଲତୁ ଦଳ ବିଜେଡି ଟାଉଟର ନବୀନ ପଟ୍ଟନାୟକ କୁତାରତଳ ଖାଇବ ବିଜେଡିଦଳ ଅଳିଆଗଦା କୋରନାରୋଗ ଓଡ଼ିଶାରେ ବିନାଶ କରିଛି
@@bapisadangi3373.. IT cell ra bodhe tu ? Modi ra gote bhala scheme kaha. Opposition re rahi bi Odisha sabu thu garib rajya ru 10/11 position uparaku uthi gala. Yogi double engine sarkar Thai bi gote position upara ki nei parilani
@@dmohanty5003 odisha ର କଥା କହ
ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...BJP ଯଦି ଯୋଜନା ବନ୍ଦ କରିବ ହାରିବ.. ସେଥିପାଇଁ ସେ ସତର୍କ.. ସେ ବି ଏକଛତ୍ର ରାଜୁତି କରିବ, ଜନବିରୋଧୀ କାମ କରିବ ହାରିବ
ଯୋଉ ଓଡିଆ ମୂର୍ଖ ମାନେ BJP କୁ ଦେଲେ ଭୋଟ ସେମାନେ କୂପ ମଣ୍ଡୁକ୍ ଓଡ଼ିଶା ରୁ ବାହାର କୁ ଯାଇ ନାହାଁନ୍ତି ଥରେ ଓଡ଼ିଶା ବାହାର କୁ gole ଜାଣି ଥାନ୍ତେ ଓଡ଼ିଶା ଭଲି bysk ଓ ଅନ୍ୟ ଯୋଜନା କୋଉ ଦେଶ ରେ ନାଇ Naveen always 👑 king 👑❤❤❤❤❤❤❤❤❤
Thank you so much sir.
ଚଉୁବାବୁ🎉 ଭଲକଥାକହିଲେ ❤❤❤🎉🎉🎉 ପଣି ନବିନସାରେ ସୁପରହିରୋ ସିଏମେହେବେ ଜଏବିଜେଡି ଜଏନବିନବାବୁ 🎉🎉🎉🎉
ବୁଢା ବାବୁ ଏବେ rest ନିଅ ହେ ଏତେ ଥର ତ MLA ରହିଲ berhampur ପ୍ରେମ ନଗର ରୋଡ ଟା ଏବେ ଯାଇଁ ମରାମତି ସାରିଲଣି କି ।ଆଉ ପବନ କାଇଁ ଛାଡ଼ୁଛ ହେ
ଠିକ୍ କଥା କହିଲେ।
Right
ନବୀନ ମଧ୍ୟବିତ୍ତ ପାଇଁ କଣ କରିଛନ୍ତି
Navin sir 🙏🏼❤️ great cm
ଧନ୍ୟବାଦ
Apan right katha kahichhanti Aja
Number one CM Navin sir
Correct Sir ❤❤
ନବୀନ ସରକାରରେ ସବୁ ବନ୍ଦ୍ ହେଲେ ଚଳିବ କିନ୍ତୁ ଆହାର କେନ୍ଦ୍ର ଆଉ BSKY କାର୍ଡ ବନ୍ଦ ହେଲେ ବହୁଳ ଲୋକ ମରିବେ ଏଇଟା ମୁଁ ଲେଖିକି ଦେଉଛି।
Right
ଆପଣ କଥା ସମ୍ପୂର୍ଣ୍ଣ ରୂପେ ସତ।
Thik kahile
Naveen sir great
ସୁନ୍ଦର ପରିବେଷଣ. ଧନ୍ୟବାଦ ସାରେ
Sata katha sir
Great awareness 👍 congratulations to you
Naveen Babu jinious brand
ମତେ କିଛି ବି ଭଲ ଲାଗୁନି , ସବୁ ଖାଁ ଖାଁ ଲାଗୁଚି , ଏମିତି ଲାଗୁଚି ମୋ ମୋର ଜୀବନର ମୁଁ ସବୁକିଛି ହରେଇ ଦେଇଚି 😭😭😭😭
Jao sanyasa neiki chitrakoot ku gaman kara
@@kamalakantasahoo828 କାହାର feelings ସହିତ ଏମିତି କଥା କହୁଛ ତମେ ମଣିଷ ନା ପଶୁ
Your advice is 💯 right
ଛତିଶଗଡ ରେ କଂଗ୍ରେସ ବାଘେଲ ସରକାର କେମିତି ୩୧୦୦ ଟଙ୍କା କଲେ ସେତେବେଳେ ଟା କେନ୍ଦ୍ର ରେ bjp ସରକାର ଥିଲା ।😂😂
Great sir❤❤🙏🏻🙏🏻
ବିଜେପି ସରକାର ଆପେ ଭାଙ୍ଗି ଯିବ, ବିଜେଡିର ଯୋଉ ସ୍ୱାସ୍ଥ୍ୟ କାର୍ଡ ଯଦି ବନ୍ଦ ହୋଇଯାଏ, ଜନତା ରାଜ ରାସ୍ତାକୁ ଓଲେହିବେ, ଯଦି ଓଲେହିବେ ପୁରା ବିଜେପି ସରକାର ଓଡିଶାରୁ ଲୁପ୍ତ ହୋଇଯିବ,
cm no 1 nsveen sir
ଏଇ ସବୁ ଯୋଜନା ଗୁଡ଼ିକ ଲୋକଙ୍କୁ ଦେଇ। କର୍ମ କୋଢିଆ କରିଦେଲାଣି ଲୋକେ ଆଉ ପରିଶ୍ରମ/ କାମ କରୁନାହାନ୍ତି ।
ତୁ ବୋଧେ ପଇସା ଵାଲା ଲୋକ
You have said right things
Our great CM
You are right 😢😢😢
ଏ ଲୋକ ମୋର ଜେଜେ ବାପା ବୟସର ସେଥି ପାଇଁ ପାଟିରୁ କିଛି ବହାରୁନି ନହେଲେ ମା ଭଉଣି ନେଇ ସୋଧି ଥାଆନ୍ତି
Nirakar babu apana bhala gharu asichanti ta?
Absolutely correct, we doubt will get a future CM like Naveen, no trust on this BJB.
ଶଳା ତାମିଲ magya ପାଇଁ ଆମ ମୁଖ୍ୟ ମନ୍ତ୍ରୀ କୁ ହରେଇଲୁ, love u nabin sir😍
ତାଙ୍କୁ ଶାସନ ଭାର ଦେଲା କିଏ???ଆପଣ କହିବା କଥା IAS ମାନେ ଓଡିଶା ରେ ରାଜ କରିବେ, ଚାକିରି ବିକିବେ ଏକଛତ୍ର ରାଜୁତି କରିବେ ଆଉ ଲୁଟିବେ ସବୁ ଠିକ...BJP ଯଦି ଯୋଜନା ବନ୍ଦ କରିବ ହାରିବ.. ସେଥିପାଇଁ ସେ ସତର୍କ.. ସେ ବି ଏକଛତ୍ର ରାଜୁତି କରିବ, ଜନବିରୋଧୀ କାମ କରିବ ହାରିବ
ମୁ ବି ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ
Jau Nabin❤
Pura right sir
You are having so much experience. You are telling absolutely true.
Next cm Naveen babu
Exactly right
You are 100 % right sir 👍
CM No1ODISHA
ଜୟ ନବୀନ ବାବୁ
Miss you sir ❤️ ❤️❤️❤️❤️
people will regret vry soon
Abe thu jani galeni...agaku au Dina achi
ନବୀନ ବାବୁ ଜିନ୍ଦାବାଦ 🥲🥲🥲
ଓଡିଶା ଲୋକେ ବୋକ୍କା ନୁହଁନ୍ତି ହେ ପଟନାୟକେ, ସବୁ ଦିନେ ତୁମେ ହିଁ ରହିବ ଆଉ ବାକି କୁଆଡେ ଯିବେ, ଏଇଟା ରାଜତନ୍ତ୍ର ନୁହେଁ, ଗଣତନ୍ତ୍ର.
ଯେବେ ଜଗନ୍ନାଥ ଙ୍କ ନାମ ରେ ଭିକ ମଗିଲ ସେତେବେଳ ତମ ସ୍ୱାଭିମାନ କୋଉଠି ଥିଲା
World best cm
ଲୋକଙ୍କୁ ନ୍ୟାୟ ଦେବାରେ ନବୀନ ବାବୁ back foot ରେ
Right
Compare data with other state.
Hnnn Bhai Modi ji ta Manipur loka mana nku nyaay dei dele au....
Excellent speech
Miss you Naveen sir
ଏପରି ମୂଖ୍ୟମନ୍ତ୍ରୀ ଆଉ ମିଳିବେ ନାହିଁ ଅପପ୍ରଚାର କଥା ରେ ଲୋକେ ଭାସି ଗଲେ 😢
ରାଜ୍ୟର ସବୁ ଅଞ୍ଚଳର ଲୋକ ପାଣି ପିଇ ବାକୁ ପାଉଛନ୍ତି। ?
ଏବେ କେତେ ପାଣି ପିଆଇବ ବିଜେପି ତୁମେ କେତେ ପିଇବ ଜଣା ପଡିବ
Bjp gandi mareilani up re
Sabu Katha janini hele ama choto gaa 7 ta nalakupa 50 meter re sub-nadi 200 meter re Nadi adhikansa ghare borring
Ebe sabu ghare miliba Pani anei tha
BJP deiparibo?
Absolutely right 👍👍👍