Special Report: No Lift Without Helmet

Поделиться
HTML-код
  • Опубликовано: 8 фев 2025
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    #KanakNews
    For the latest Odisha News Follow us:
    Visit: kanaknews.com/
    Watch Live : www.youtube.co...
    RUclips: / kanaktvonline
    Twitter: / kanak_news
    Facebook: / kanaknews

Комментарии • 2,6 тыс.

  • @satyabadinayak8219
    @satyabadinayak8219 4 года назад +113

    ତୁ ଗୋଟେ ଅଫିସର ତ ସବୁ ଜାଣି ପାରୁଛୁ । କେବଳ ଛେଚା ଦରକାର ତତେ । ତୁ ଟା କିଏ ବେ ।

  • @gamingzone49768
    @gamingzone49768 4 года назад +120

    ଅପେକ୍ଷା କରନ୍ତୁ 2024 କୁ ଏମାନଙ୍କର ନିୟମ ବନାଇବାର ରଙ୍ଗ ଛାଡ଼ିଯିବ 😡😡😡

    • @sangeetnayak2586
      @sangeetnayak2586 4 года назад +2

      Jay congress

    • @biswajitnayak4967
      @biswajitnayak4967 4 года назад +2

      Mada mansa magana re khaiba loka odisha re bahut..semananka pai odisha aji pachare...

    • @laxminarayana8596
      @laxminarayana8596 4 года назад

      KICHI HABANI KAHNIKI LOKANKA MIND SET PUNI ELECTION TIME RE CHANGE HOIJIBA SEMITI HOI THILE GOTIE PARTY 20 BARSA SASAN KHYMATA RE RAHI PARINATHANTA

    • @garudsaraf6927
      @garudsaraf6927 2 года назад

      ଭଲକଥା 😂😂😂😂😂🤣🤣

  • @satyajitbhutia7293
    @satyajitbhutia7293 4 года назад +254

    ରାସ୍ତା ଅବସ୍ଥା ଆଗ ଠିକ କର ତାପରେ ନିୟମ କର

    • @badalsoren7820
      @badalsoren7820 4 года назад +3

      Right

    • @sudhirsahu9872
      @sudhirsahu9872 4 года назад +4

      Sata Katha 👍

    • @kanhapanigrahy6418
      @kanhapanigrahy6418 4 года назад +2

      Sir emergency time re ame lift debaku badhya hebu aeta ta sata.... Kintu apononko bhalliaa helmet pain ଦାନ୍ତ ଛୁଡିବା kete dura thik ....apono thare bhabibe

    • @subalkumar3339
      @subalkumar3339 4 года назад

      satare bhai

    • @Iswarbakti0999
      @Iswarbakti0999 4 года назад

      right

  • @snu4680
    @snu4680 4 года назад +104

    ପ୍ରଥମେ ଘରେ ଘରେ ହେଲମେଟ ବଣ୍ଟା ଯାଉ , ତା ପରେ ଯାଇକି ଏଭୋଳି ନିୟମ କରାଯାଉ ....

  • @laxmidharnath7
    @laxmidharnath7 4 года назад +37

    ଏ ସରକାର ଖାଲି " ଆପନ ମାନେ ଖୁସି ତୋ" କହି vote ନେବା ଶିଖିଛନ୍ତି।

  • @j.behera7610
    @j.behera7610 4 года назад +686

    ଏ ନିୟମ ସବୁ accident ରକିବାକୁ ନୁହେଁ , ଟଙ୍କା ରୋଜଗାର କରିବାର ସବୁଠାରୁ ଭଲ ଉପାୟ..

  • @achyutaguddu5961
    @achyutaguddu5961 4 года назад +564

    ମନ୍ତ୍ରୀ ତ କେବେ ବି bike ରେ ଜାଉନଥିବେ
    ସେ କ'ଣ ଜାଣିବେ

  • @mrtapan2073
    @mrtapan2073 4 года назад +184

    ଯଦି helmet ପିନ୍ଧିବା ପାରେ ଲୋକ ମରେ govment କେତେ ଟଙ୍କା fine ଦବ....😠😡

  • @bulumaharana6236
    @bulumaharana6236 4 года назад +50

    ଏଇ ସରକାର ହଟାଅ ନହେଲେ ଏମିତି ଲୁଟୁଥିବା
    କହିଲେ କଣନା୍ lifti ଦେବନାହିଁ ମୁଁ ଦେମି

  • @hiteswarpradhan5562
    @hiteswarpradhan5562 4 года назад +18

    ଇଏ ମନ୍ତ୍ରୀ ହେବାର ଯୋଗ୍ୟ ନାହିଁ ଆର ମାନବିକତା କଣ ନାହିଁ ଇଏ କଣ ମନ୍ତ୍ରୀ ହେବ , ଯେଉଁଥିପାଇଁ ଦୁର୍ଘଟଣା ଘଟୁଛି ତାକୁ ଧ୍ୟାନ ନାହିଁ ....

  • @debaodia
    @debaodia 4 года назад +45

    କରୋନା କମିଯାଇଛି , ବିଜେଡି ଲୁଟି ଚାଲିଛି

  • @dayanidhiambadi3863
    @dayanidhiambadi3863 4 года назад +51

    ଏ ସବୁ ଦୁର୍ଘଟଣା ରଖିବା କୁ ନୁହେଁ ସରକାର ପଇସା ଲୁଟିବାକୁ l ତୁ ଶଳା car ରେ ଯାଉଛୁ ତ

  • @thakurmohanguya3032
    @thakurmohanguya3032 4 года назад +75

    ସାହାଯ୍ୟ ମାଗୁଥିଵା ଲୋକ କ'ଣ ହେଲମେଟ ଧରିଵୁଲଥିଵ ସଦାବେଳେ

  • @premanandasuna1284
    @premanandasuna1284 4 года назад +21

    ଟଙ୍କା ଆଦାୟ କରିବା ପାଇଁ ସରକାର ଏପରି ନିୟମ ଲାଗୁ କରୁଛନ୍ତି। ଲୋକଙ୍କ ଭଲ ପାଇଁ କରୁ ନାହାନ୍ତି ଏ ସରକାର ପାଗଳ ହେଇ ଗଲେଣି

  • @RJ_JIBAN
    @RJ_JIBAN 4 года назад +7

    ମଦ ଆଗ ବନ୍ଦ କର ତାପରେ ଦୁର୍ଘଟଣା କୁ ରୋକିବା କଥା ଭାବିବ

  • @himanshudas4577
    @himanshudas4577 4 года назад +52

    Helement ପିନ୍ଧି ଯଦି Jane ମରେ ତେବେ ସେ ପରିବାରକୁ ସରକାର କେତେ ଟଙ୍କା ଦେବେ,,

  • @satyavamasingh3906
    @satyavamasingh3906 4 года назад +57

    ଶଳା ନବୀନ ବୁଢା ଭି car ଭିତରେ ହେଲମେଣ୍ଟ ପିନ୍ଧିବା ଦରକାର.....

  • @debarshimohanta3868
    @debarshimohanta3868 4 года назад +78

    କେବଳ ରାଜସ୍ବ ବୃଦ୍ଧି ଲକ୍ଷ୍ୟ, ତା ଛଡା ଅନ୍ୟ କିଛି ନୁହେଁ।

  • @tunabeheruk5783
    @tunabeheruk5783 4 года назад +19

    ଏମିତି ଯଦି ହୁଏ ତା ହେଲେ ଆଉ ଥରେ ଲୋକମାନେ ରାଜମହଲ ଛକ ପରି ହେବେ 💪👺☠️🤜🤛

  • @bijayvlog9034
    @bijayvlog9034 4 года назад +1

    ଏହା ଏକ ରାଜସ୍ବ ଆଦାୟ କାରବାର ତରିକା ଏହା ଦ୍ୱାରା କିଛି ଦୁର୍ଘଟଣା ରଖାଯାଇପାରିବନାହିଁ । ଯେମିତି ଦୁର୍ଘଟଣା ହେଉଥିଲା ଦୁର୍ଘଟଣା ହେବ ସରକାର ଇଆଡ଼େ ଚାନ୍ଦା ଆଦାୟ କରୁଥିବେ

  • @barunmahakur1515
    @barunmahakur1515 4 года назад +24

    ସରକାର ମାନେ ପାଗଳ ହୋଇଯାଇଛନ୍ତି ଏ ମାନଙ୍କୁ ଲଜ୍ଜ୍ୟା ଲାଗିବା କଥା

  • @manasjalli4640
    @manasjalli4640 4 года назад +92

    Chore sale Odisha govt

  • @avinashbehera5591
    @avinashbehera5591 4 года назад +35

    ଲୋକ ଙ୍କୁ ମାରିବାର ନୁଆ ଉପାୟ

  • @Narendra22100
    @Narendra22100 4 года назад +15

    Best questions ever

  • @expose_32
    @expose_32 4 года назад +7

    90% accident hauchhi only drink driving pain

  • @bishnuprakashsuna
    @bishnuprakashsuna 4 года назад +38

    After a long time Kanak News showing something meaningful.

  • @statusworld4288
    @statusworld4288 4 года назад +28

    ବିଭାଗୀୟ ମନ୍ତ୍ରୀ କେବେ bike ଚଲାନ୍ତି ନା ନାହିଁ 🤭🤭🤭🤭

  • @sibanandapattnaik9525
    @sibanandapattnaik9525 4 года назад +27

    ସରକାରଙ୍କ ଅଜବ ନିୟମ ହଟାନ୍ତୁ କେତେ ମଜା ଲାଗିଛି।

  • @sureshp8880
    @sureshp8880 4 года назад +20

    Lift magile
    Mantri nku phn kariba mantri nka car re lift debe...

  • @sonavlogmedia
    @sonavlogmedia 4 года назад +15

    Completely wrong decision government ,no helmat no accident, only bike spd 40/

  • @asishnayak9999
    @asishnayak9999 4 года назад +67

    Ae minister matric just pass😂😂

  • @nutankumarmajhi7717
    @nutankumarmajhi7717 4 года назад +57

    Murkho mantri 🙏🙏🙏😭😭😭

  • @realaspirantvirtualtalk6787
    @realaspirantvirtualtalk6787 4 года назад +29

    Accident pain ete chinta "Unemployment" pain nahin....😅😅😅😅😅😅😅 Dhanya re Narana 😅😅😅😅😅😅

  • @kumarbapistatusvideo2259
    @kumarbapistatusvideo2259 4 года назад +4

    ଏ ସରକାର ଦେଖ ଆମେ ସବୁଗରିବ ଲୋକ
    ଆମ ରାଜ୍ୟ ବି ଗରିବ ଏମିତି ଭୁଲୁ,,,
    ସବୁ ଫ୍ରି କରନ୍ତୁ 🙏🙏🙏

  • @manastechodisha4667
    @manastechodisha4667 4 года назад +2

    ମୋର ସରକାର ଙ୍କୁ ପ୍ରଶ୍ନ ହେଲିମେଟ ନ ପିନ୍ଧିଲେ ଦୁର୍ଘଟଣା କିପରି ଭାବରେ ରକି ହବ ????? answer please

  • @tune7373
    @tune7373 4 года назад +100

    MAIN TARGET IS FINE COLLECTION OR PROTECTION

  • @prabodhparida491
    @prabodhparida491 4 года назад +27

    ମନ୍ତ୍ରୀ ମାନଙ୍କ କଣ ଯାଉଛି ସେମାନେତ ଆମ ମାନଙ୍କର ଟଂକା ରେ ଅଏସେ କରି ଚାରି ଚକୀଆ ଗାଡ଼ି ଚଢୁଛନ୍ତ 😀😀

  • @ମାନସରଞ୍ଜନଜେନା
    @ମାନସରଞ୍ଜନଜେନା 4 года назад +22

    ମନ୍ତ୍ରୀ ଙ୍କ ଟିକିଏ ଦୂରଦୃଷ୍ଟି ଟିକିଏ ବୁଝା ପଡ଼ୁ ନାହିଁ

  • @rupaksamantaray7543
    @rupaksamantaray7543 4 года назад +1

    ଏ ରାଜ୍ୟରେ ଏକ ଛତ୍ରବାଦୀ ଶାସନ ଚାଲିଛି... ଗଣତନ୍ତ୍ର କୁ ହତ୍ୟା କରାଯାଉଛି...ଏମିତି କେତେଦିନ ଆମ ପରି ଗରୀବ ଲୋକଙ୍କୁ ଲୁଟିବ

  • @mohantymanoj7389
    @mohantymanoj7389 4 года назад +5

    ଵାଳ ନା
    ଯଦି ସରକାର ର ଏତେ ମୁଣ୍ଡ ବିନ୍ଧା ହଉଛି
    ସବୁ ଗାଡି ଫି କରିବା ଦରକାର

  • @abhijanmishradadu
    @abhijanmishradadu 4 года назад +31

    ଏପଟେ ମୁର୍ତ୍ୟୁ ମୁଖରୁ ବଞ୍ଚେଇ ସେପଟେ ବେକାରୀ କରାଉଛ ଲୋକ ଙ୍କୁ , ଚାକିରୀ କାଇଁ

  • @akashranjan5614
    @akashranjan5614 4 года назад +18

    ସେ କି ବାଳ ନିୟମ,,,,, ଯୋଉ ନିୟମ ପାଇଁ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରି ପାରିବ ନାହିଁ

    • @pratapkesharipal1121
      @pratapkesharipal1121 4 года назад

      bhai modi aau thare election jiti gale desh re rahiba pain bi amaku chanda debaku padiba..

  • @radhashyamnanda1222
    @radhashyamnanda1222 4 года назад +43

    Drink drive,speed drive,careless drive is the most reason of accident...

  • @Healthytips1000-b9z
    @Healthytips1000-b9z 4 года назад +6

    Helmet na pindhile fine..
    Au road kharap thile kie fine daba...
    ..

  • @sibakulesika8762
    @sibakulesika8762 4 года назад +6

    These are 100% genuine questions, govt. Should obey.

  • @Abhimanyu97762
    @Abhimanyu97762 4 года назад +13

    ଆମ ଦେଶ ରେ ଏମିତି କୋଉ ରାଜିୟ ଅଛି କି ଦିଜଣ ହେଲମେଟ ପିନ୍ଧିବେ

  • @bipinmajhi8693
    @bipinmajhi8693 4 года назад +56

    Goment chora gariba lokanku hairan karuchi

  • @SRIRAMKARNA
    @SRIRAMKARNA 4 года назад +7

    ଯଦି କୌଣସି ବୃଦ୍ଧା ବ୍ୟକ୍ତି କିମ୍ବା ଜଣେ ଛାତ୍ର ବହୁତ୍ ସମୟ ହେବ ରାସ୍ତାରେ ଅଛି ତାହାକୁ କଣ ଲିପ୍ଟ ଦେଲେ ଚାଲାଣ କାଟିବା କି ? ଯଦି ଚାଲାଣ କରାଯାଏ । କଣ ରହିବ ଆଉ ମାନବିକତା ।

  • @satyajitparida9497
    @satyajitparida9497 4 года назад

    ବା_ ବା_ ସରକାର ଏବଂ ବା_ବା_ ଆଇନୀ 2024 କୁ ଅପେକ୍ଷା କର 👈

  • @jogeswarcreations3733
    @jogeswarcreations3733 4 года назад

    ନିୟମ ପୂର୍ବରୁ ରାସ୍ତା ଠିକ କର l ସେ ମନ୍ତ୍ରୀ କୁ ପଚାର ତାଙ୍କ ନିର୍ବାଚନ ମଣ୍ଡଳୀ ର ରାସ୍ତା କେମିତି ଅଛି l

  • @jibanroutallsongnewversion6909
    @jibanroutallsongnewversion6909 4 года назад +36

    Mo bala niyam

  • @janmejayabehera4369
    @janmejayabehera4369 4 года назад +15

    ଇଏବା ସରକାରଙ୍କ ନୁଆ ଯୋଜନା:" HELMET YOGANA FOR EVER"

  • @prishtravelingvlog
    @prishtravelingvlog 4 года назад +9

    Publick ଯାହାକହୁଛନ୍ତି ତାଙ୍କର ଉତ୍ତର ଦିଅ ସରକାର...

  • @mangludeep3869
    @mangludeep3869 4 года назад +1

    Desa ku biki De re babu

  • @Bindas100
    @Bindas100 4 года назад

    ଯେତେବେଳେ ରାଜକୋଷ ଫମ୍ପା ହେଇଯାଏ ସେତେବେଳେ ଏଭଳି ଅବନ୍ତର ଆଇନ କରି କିଛି ପଇସା ସରକାର ସାଉଁଟି ଥାନ୍ତି ଓ ବାବୁ ମାନଙ୍କର ବି କିଛି ପକେଟ ଗରମ ହେଇଯାଏ।ଏମିତି ଅନେକ ଉଦାହରଣ ଅଛି।

  • @kalandicharanpradhan1644
    @kalandicharanpradhan1644 4 года назад +7

    ମନ୍ତ୍ରୀ କେବେ ବାଇକ୍ ଯାଇଛନ୍ତି ସେ କେମିତି ଜାଣିବେ ଲୋକଙ୍କ ଅସୁବିଧା , ଗୋଟେ ଦିନ ମଜୁରୀ ଲାଗୁଥିବା ଲୋକ କୁ ରାସ୍ତା ବାଇକ୍ ନେଲେ ଫାଇନ ବା ମନ୍ତ୍ରୀ

  • @mohansoren7873
    @mohansoren7873 4 года назад +7

    ଲକ୍ ଡାଉନରେ ସରକାର ପଇସା ସରି ଯାଇଛି ସେଥି ପାଇଁ ନୂଆ ନୂଆ ନିୟମ ବାହାର କରିଛନ୍ତି

    • @manashinaik715
      @manashinaik715 4 года назад

      tamabhauni managku anidele chod chod ke 5oooo debi

  • @Shortbhajan4324
    @Shortbhajan4324 4 года назад +30

    Govt a sabu niyam kebala tanka luti bapine .

  • @sunilseth1434
    @sunilseth1434 4 года назад

    ଏଠି ମୋ ସରକାର ରେ ଭାଇନା, ଯାହା କେବଳ ସରକାର ମନ୍ତ୍ରୀ ମାନଙ୍କ ପାଇଁ। ଏଠି ମନ୍ତ୍ରୀଙ୍କର ସବୁ ଚଳେ ସାଧାରଣ ଲୋକଙ୍କ ନୁହେଁ। ଏଠି ଯେଉଁ କାମ ମନ୍ତ୍ରୀ କଲେ ଫୋଟ , ଆମେ କଲେ ଦଣ୍ଡ JAY JAGANNATH
    ଆମ୍ଭେ ହାତଟେକି ଦେଲୁ ମହାବାହୁ, ରଖିଥାଆ ଘଣ୍ଟ ଘୋଡେଇ । ବାହୁବଳରେ ଟଙ୍କା ଲୋଭରେ ନିୟମ ଆଳରେ କରେ ଯିଏ ଏଠି ଠକେଇ , ଦଇବ ରୂପରେ ସାଜି କି ତୁମେ ଯେ ଦିଅ ତାଠି ଗାଡ଼ି ଚଢ଼େଇ

  • @dipunsahoo3947
    @dipunsahoo3947 4 года назад

    ତମ ମାନଙ୍କୁ ଭୋଟ ଦେଇ ସାଧାରଣ ଜନତା ଙ୍କ ବହୁତ୍ ବଡ ଭୁଲ୍

  • @hemantabehera3773
    @hemantabehera3773 4 года назад +49

    Minister wants save his post, so that he is make this decision, but I think it isn't fruitful

  • @indrajeetray7336
    @indrajeetray7336 4 года назад +21

    The ministers are not common people.
    How they are feeling a common people problems

  • @sushilkumarsamantara2551
    @sushilkumarsamantara2551 4 года назад +4

    ୟେ ଶଳା ମନ୍ତ୍ରୀ ଫାଇନ୍ ଟଙ୍କା ନେଇକି ତା ପିଲା ଛୁଆ ପୋଷିବ।

  • @prasantakumarsethypapuni8938
    @prasantakumarsethypapuni8938 4 года назад

    ମନ୍ତ୍ରୀ ପଦ୍ମନାଭ ବେହେରା କାର୍ ରେ ଯିବା ଲୋକ।।ସେ କଣ ଗରିବ ସାଧାରଲୋକଙ୍କ ଦୁଃଖ ଆଉ ଅସୁବିଧା କେଉଁଠି ବୁଝିଛନ୍ତି??

  • @premanandasuna1284
    @premanandasuna1284 4 года назад

    ରାସ୍ତା ଖରାପ୍ ଥିଲେ ସରକାର କେତେ ଫାଇନ୍ ଦେବେ ଏହା ମଧ୍ୟ ଓଡ଼ିଶାବାସୀ ଙ୍କୁ କୁହନ୍ତୁ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ।

  • @attitude_kingss3481
    @attitude_kingss3481 4 года назад +19

    That means...a person should buy a helmet even he has no bike... !!
    Is not this amazing....😂😂😂

    • @bijaysatapathy7787
      @bijaysatapathy7787 4 года назад +1

      Helmet company Chanda deithiba,,,niyam ta na kale helmet bikri kemiti haba

  • @anildeep1234
    @anildeep1234 4 года назад +5

    _ଇ ସବୁ ମୋର ମତରେ କିଛି ଟା ଠିକ ଅଛେ ଆଉ ବହୁତ କିଛି ଭୁଲ ରୁଲ ବାହାର କରିଛେ ସରକାର , ଟିକେ ଚିନ୍ତା କରି ରୁଲ ବାହାର କର ବୋ_
    _ମୁଇଁ ହେଲମେଟ ନାଇଁ ପିନ୍ଧେ ଓକେ ତୋର କାଣା କରିବାର ଅଛେ କର_

  • @Rajkumar-xm3qu
    @Rajkumar-xm3qu 4 года назад +12

    A mantri ku hatao... road sabu thik kara...au traffic byabasta thik kara... 🙏🙏🙏

  • @Mishra943
    @Mishra943 4 года назад +1

    Minister Kete Chanda monthly kota nauchhanti Odisha loka janisarileni

  • @chittaranjanrout3336
    @chittaranjanrout3336 4 года назад +5

    That's a business in govt

  • @jibanroutallsongnewversion6909
    @jibanroutallsongnewversion6909 4 года назад +19

    Au bala sarkar

  • @girishacharjya
    @girishacharjya 4 года назад +11

    Helmet ⛑️ is a drama .. to collect the fine .
    After hearing this, I will not give lift to anyone and I will not help .

  • @akshayakumarbehera8045
    @akshayakumarbehera8045 4 года назад +6

    Road condition kharap thile Padmanabha Behera dab ki fine...?

  • @cmstatusshope1746
    @cmstatusshope1746 4 года назад

    ମହାଶୟ ଯାହା ଘରେ ଖାଇବାକୁ ଦି ଉଳି ପାଇ ଭାତ୍ ନାହିଁ ସେ ପୁଣି ରାସ୍ତାରେ ଚାଲି ଗଲେ ହେଲମେଣ୍ଟ କେମିତି ପାଇପାରିବ।ମତେ ତୋ ଲାଗୁଛି କି ଆମର ଦେଶ ରେ ଖାଲି ନିୟମ ଛଡ଼ା ଆଉ କିଛି ନାଇ ଥରେ ଗରିବ ଲୋକ ପାଇ ଭାବି ଦେଖନ୍ତୁ

  • @tariniprasadchoudhury3998
    @tariniprasadchoudhury3998 4 года назад

    ଯିଏ ହେଲମେଟ ନ ପିନ୍ଧିବ ସିଏ ତା କଥା ବୁଝିବ , ତୁମେ କିଏ , ଆଉ ସବୁ ଅସୁବିଧା ଏଡେଇବା ପାଇଁ ଲୋକଙ୍କ ଘରକୁ ଯାଇ କହୁନ ନିଅମିତ ଔଷଧ ନ ଖାଇଲେ ଫାଇନ୍ ଦବ। ସତ୍ୟ ବଚନ ଏଥିରେ ସରକାରଙ୍କ କ୍ଷତି

  • @asishmishra3236
    @asishmishra3236 4 года назад +13

    First re road thik kara bay

  • @pradeepkumarbehera3996
    @pradeepkumarbehera3996 4 года назад +13

    Ye sala mantri jadi kebe kahaku lift magiba tahale janiba kete prblm.. 😡

  • @THEWORLD0203
    @THEWORLD0203 4 года назад +10

    Eita accident pain nuhe paisa rojgaar karibara nua rule.

  • @adityamaheshmahii6083
    @adityamaheshmahii6083 4 года назад

    ଆଗରେ ରାସ୍ତା ଭଲ କର ପରେ ହେଲମେଣ୍ଟ ଚେକିଂ କରିବେ

  • @ZEE8ODIA
    @ZEE8ODIA 4 года назад

    ଏ ନିୟମ ଠିକ୍ କିନ୍ତୁ ..
    ପେସେଣ୍ଟ ଓ student Exam ପାଇଁ ଏହି ନିୟମ ଠିକ୍ ନୁହେଁ ।
    ସରକାରଙ୍କୁ ଅନୁରୋଧ ଏହା ପାଇଁ ନୂଆ ନିୟମ କରନ୍ତୁ 🙏

  • @feelmydil
    @feelmydil 4 года назад +6

    Main motive is to collect fine not the safety of people...

  • @roxxstar8295
    @roxxstar8295 4 года назад +6

    Maa gihe mantri mane sabe kn janiba gote poor family ra katha😡😡😡

  • @susilkumar3672
    @susilkumar3672 4 года назад +5

    Aga minister manaku Market re godei godei mada mara...Ta pare jaha niam lagu heba...

  • @swaticreations5358
    @swaticreations5358 4 года назад

    ଆଉ କୋଉ ବାଟ ଟା ଖୋଲା ରହିଲା ଦେଖୁନ ଗାଣ୍ଡୀ ମାରିବା ପାଇଁ ।

  • @dkknowledge3702
    @dkknowledge3702 4 года назад

    ଆମେ ସରକାର ଙ୍କ ନିୟମ କୁ ମାନିବା ପାଇଁ ପ୍ରସ୍ତୁତ ଅଛୁ,କିନ୍ତୁ ଯଦି ସରକାର ଆମ ଭଲ ଚାହୁଁଛନ୍ତି ଗରିବଙ୍କୁ ସାହାଯ୍ୟ କରିବା କୁ ଚାହୁଁଛନ୍ତି ,ଯଦି ଚାହୁଁଛନ୍ତି କାହାର accident ନ ହଉ ସମସ୍ତେ ଭଲ ରେ ରୁହନ୍ତି,so ଆମେ ସରକାର ଙ୍କୁ ଏତିକି କହିବା କୁ ଚାହୁଁଚୁ କି ଗୋଟେ ମାସ ଟଙ୍କିକିଆ ଚାଉଳ ବଦଳରେ ସମସ୍ତଙ୍କୁ helemt ଦିଆ ଯାଉ,ଆମେ ପିନ୍ଧିବାକୁ ରାଜି ଅଛୁ

  • @pipunpipun6519
    @pipunpipun6519 4 года назад +6

    Only one target... Fine collection

  • @sscmathlucky3862
    @sscmathlucky3862 4 года назад +7

    Gote loka duiti helment kahiki naba

  • @gopibagha0272
    @gopibagha0272 4 года назад +5

    100% right

  • @kumarsukarna7153
    @kumarsukarna7153 4 года назад

    LIPT ନାରେ ଗାଡ଼ି ଚାଳକ ବହୁତ ଚତୁର ଭାବୁଚି
    ଅଧିକାଶଂ ଲୋକ ରାସ୍ତାରେ ଛିଡ଼ା ହୋଇ lipt ମାଗିଲେ ମିଳୁନାହିଁ I ଆଉ କହୁଛନ୍ତି କାହାକୁ LIPT ଦେଲେ ,ଯାହା ସବୁ ବାହାନା,ଯାହା ହେଇଚି ଭଲ ହେଇଚି,ହେଲମେଣ୍ଟ ଲଗାଯାଉ !!!

  • @BIKASH-CHAKRABARTI
    @BIKASH-CHAKRABARTI 4 года назад

    ରୋଜଗାରର ନୁଆ ଉପାୟ ବିଜେଡି ସରକାର ଠାରୁ ଶିଖ।କେମିତି ଓଡିଶା ଲୋକ ମାନଙ୍କୁ ବୋକା banauchanty

  • @subaschandradalei4587
    @subaschandradalei4587 4 года назад +7

    Acha manyabar Padmanabha mahasaya corana purbaru DL sabu pending thiba lianance kn pai heiparuni.. athethi pai kn mata deba ..

  • @manojkumarparichha
    @manojkumarparichha 4 года назад +7

    Valid question..faltu govt amara

  • @mantuofficial6935
    @mantuofficial6935 4 года назад +9

    Nice newes

  • @daitaryjena6661
    @daitaryjena6661 4 года назад

    ଓଡ଼ିଶାର ରାସ୍ତା ଠିକ୍ ଅଛି ନା ?୨ୟରେ ଦୁର୍ଘଟଣା ହେଲେ ହେଲମେଟ ସୁରକ୍ଷା ଦେଇପାରିବ ନାହିଁ ।

  • @DurgaPrasad-pp1xb
    @DurgaPrasad-pp1xb 4 года назад

    ଯଦି ରାସ୍ତା ଖରାପ ଯୋଗୁଁ ଦୃର୍ଘଟଣା ଘଟେ l କଣ ପରିବହନ ମନ୍ତ୍ରୀ ଦାୟୀ ରହିବେ କି l ଯଦି ରହିବେ ଆମେ ମଧ୍ୟ ଏହି ନିୟମ କୁ ଗ୍ରହଣ କରିବୁ l ନଚେତ ନିୟମକୁ ପ୍ରତିହାର କରନ୍ତୁ l

  • @ganeshnaik4737
    @ganeshnaik4737 4 года назад +13

    Tu sola haramkhor kbe tu kahaku jonku help korinu.sala kunjhus.ame help koribu.

  • @nikeshmahapatra8167
    @nikeshmahapatra8167 4 года назад +3

    We are all odisha people respect these rule🙏

  • @MrPBG
    @MrPBG 4 года назад

    ସଂସାର ରେ ଏମିତି ବି ଲୋକ ଅଛନ୍ତି ଖାଇବାକୁ ପାଉନାହାନ୍ତି ।ସେମାନେ କୁଆଡେ ଗଲେ ଗାଡି ଭଡା କରି ଯାଇପାରିବେ ନାହିଁ ଏବଂ କାହାକୁ ଲିଫ୍ଟ ମାଗିଲେବି କେହି ନେବେ କହି କାରଣ ତାଙ୍କ ପାଖରେ ହେଲମେଣ୍ଟ ନାହିଁ ଯିଏ ନବ ତାଙ୍କଠି ଫାଇନ ଲାଗିବ , ତେଣୁ କଣ ଗରିବ ଲୋକ ସେମିତି ମରିବେ।
    ତେଣୁ ସରକାରଙ୍କୁ ମୋର ଅନୁରୋଧ ନିଅମ ରଖନ୍ତୁ କିଛି ମନା ନାହିଁ ସର୍ବ ପ୍ରଥମେ ସମସ୍ତଙ୍କୁ ଗୋଟିଏ ଗୋଟିଏ ହେଲମେଣ୍ଟ ଦିଅନ୍ତୁ ତାପରେ ନିଅମ ଜାରି ରଖନ୍ତୁ ।

  • @jayaprakashmohapatra5644
    @jayaprakashmohapatra5644 4 года назад

    ପଦିଆନା ରେ ଥରୁଟେ ହେଉ ପଛକେ ତୁ ଖଣ୍ଡଗିରୀ ଛକରୁ ବାଲୁଗାଁ ପର୍ଯ୍ୟନ୍ତ ମଟରସାଇକଲ ରେ ଆସେ ତା ପରେ ନିୟମ କାନୁନ ଲଗେଇବୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ଙ୍କୁ ଆଉ ଥରେ ଅବଗତ କରେଇଦେ ନହେଲେ ପଚା ସଢ଼ା ଆଳୁ ଏବଂ ପଚା ଅଣ୍ଡା ତୋ ପାଇଁ ବ୍ୟବସ୍ଥା କରାଯାଇଛି

  • @krushnachandra3039
    @krushnachandra3039 4 года назад

    ବହୁତ ଦୁଃଖର ବିଷୟ ଗରିବ ମାନଙ୍କ ପାଇଁ
    କାରଣ ମାସ୍କ କିଣିବାର ଶକ୍ତି ନଥିଲା ପୁଣି ହେଲିମେଣ୍ଟ
    ପାଇଁ ଟଙ୍କା ଆଣିବୁ କୋଉଠି ମୁଁ ତୋ ସବୁବେଳେ
    Lipt ମାଗି duty ଯାଏ ।