Jete bele Govt. Servant rati 8 ta re kama sariki jauchanti au chuti dina re bi kama karuchanti sete bele kete ta loka asiki video kariki praise karuchanti.
@@diptisahoo4421 thhik kathha sir hele duty ta thhik re maribaku padin na jou gov servant Sabu din r Sabu Kam uptodate na karibe siye ta rati 8ta Jaye rahibe na . Ame ta rahunu
Jadi odisha ra youth chahinbe ta hele gote dina re odisha change hoi jiba but youth mane sabu all over odisha re eek hebara achhi. Youth mane ta drinks re busy rahuchhanti kn odisha develop hoi paribaki? Please gote new party make kara odisha re aap type then will change odisha, jadi party make hoi paruni ta hele BJP ku public support milibara achhi.. Jadi bi possible houni ta hele USA, rush, chaina vali president government chaliba ra achhi all over India re.. Jay hind bande mataram.
Thank You OTV for Ur courageous Effort. Staffs of Collectorate, Block, Forest Department & Judicial always neglect their own work but they roam around showing their power in other offices. "Mandamus" writ should be issued against them. Which obliges them to act on such duties.
@@piyushrajkumar15 bhai jama chadani matter ta samaste janiba darkar, dm sir ku gote mail karantu tapare jete sighra heba media re janatu, sabu press ku aue electronics media ku janeideantu
Aji ete dina pare ganatantra ra chaturtha sthambha ta kama thik kariki dekheichhi...salute to otv...chhota chhota teacher mannku dekheiki labha kan...tanka upara adhikari mannka office ku jibara sahasa darkar...Thanks Otv
This is real work of state govt. Office in odisha. Thanks to otv ,such type of incident that broadcast to people know the real govt. Office of odisha... Request to more video to upload in this category.
Thanks to OTV. But you go to this Office after 5PM and observe how many officers and staffs are working beyond Office hours.Even officers and staffs are working in Govt.holidays during urgency.
Does private company pay for working overtime ?? If then , then govt should pay .. have u ever visited govt office at 7 pm / 8 pm .. and observed how these officers work till late night . Half truth is dangerous , always ...
Just reminding to those govt. Officers, that they are there for only public service and their salary which is indirectly funded by our people of odisha through taxes, they must be punish for such type of negligence.
ସବୁ ଠିକ୍ କଥା ଏମାନଙ୍କ ପାଇଁ ସରକାର କିଚି କରୁନି,ଲୋକେ ବହୁତଅସୁବିଧା ହେଉଛନ୍ତି
Jete bele Govt. Servant rati 8 ta re kama sariki jauchanti au chuti dina re bi kama karuchanti sete bele kete ta loka asiki video kariki praise karuchanti.
@@diptisahoo4421 thhik kathha sir hele duty ta thhik re maribaku padin na jou gov servant Sabu din r Sabu Kam uptodate na karibe siye ta rati 8ta Jaye rahibe na . Ame ta rahunu
@@diptisahoo4421
Job chhadi dea asa ama sangare hala kareba
Evening 5 ta re ghara ku palaeba...
Aiemane sarkar au sarkar kia
@@diptisahoo4421 Check private sector employees work culture.
ଆଜ୍ଞା ଓଡ଼ିଶାର ସବୁ ଅଞ୍ଚଳର ଅଫିସର ମାନଙ୍କୁ ସମୟ ଟିକେ ଚେକ୍ କଲେ ଭଲ ହୁଅନ୍ତା
ସତକଥା ଭାଇ 👍🏻👍🏻👍🏻👍🏻
ନୟାଗଡ ବାସୀ ଟିକେ ସଚେତନ ହୁଅ ଏଠି ସମସ୍ୟା ଅନେକ କିନ୍ତୁ ଏହି ଭଳି ସରକାରୀ ଅଫିସର୍ ମାନେ ଏମିତି କେମିତି ହେବ ଯଦି ସରକାର ଚୁପ୍ ହୋଇ ବସିଛି ତାକୁ କିଏ support କରେ ଆମେ।ଠିକ୍ ଅଛି ଏମିତି ଚାଲିବ
ଅକର୍ମା ନବୀନ ସରକାରରେ ସବୁ ସମ୍ଭବ.. ଏଗୁଡ଼ାଙ୍କୁ କେବଳ ଯୋଗୀ ଶାସନ ଦରକାର.
ଥରେ ସାଧାରଣ ଲୋକ ହିସାବରେ ଯାଆନ୍ତୁ ତାଙ୍କ ବ୍ୟବହାର ଜାଣିବେ ଲୋକ । ଆପଣଙ୍କୁ ଦେଖିକି ଡରୁଛନ୍ତି ସେଥିପାଇଁ ଆପଣ କହୁଛନ୍ତି ନଚେତ୍ ସେମାନେ ସାଧାରଣ ଲୋକଙ୍କୁ ତୁ ତା ନିଚୟ କହନ୍ତି ।
Right vai.... Khali 5t naa ku..... Instant suspend bi nahi..... Every district re same problem.....
Right
Bhaak
@@Fit-Mr.AnkitJena apana jane sarakari karmachariki bhai
Right
ଓଡିଶା ରେ ଏମିତି ଚାଲିବ,,,,ନମ୍ବର 1 ମୁଖ୍ୟମନ୍ତ୍ରୀ ବା ଓଡିଶା ରେ,,,
ଯୋଗୀ ସରକାର ଆମର ଦରକାର
Otv is no 1 media channel for odisha fight for truth. Please guide to this situation immediately with take action by odisha CM..
ଅନ୍ୟ ଅଫିସ କୁ ଗଲେ ଏ ମାନକର ସମୟ ଜ୍ଞାନ ଅଧିକ। ସେଠି ଅଫିସର। ଫାଇଭ ଟି ର କରାମତି
ଜଉ ରାଜ୍ୟ ରେ CM ଦୁଇ ବର୍ଷ ପରେ ବିଧାନସଭା ଆସୁଛନ୍ତି, ସେଇଠି ଏଇ ସବୁ ଘଟିବା ସ୍ଵାଭାବିକ ।
ଓଡ଼ିଶାରେ ସବୁ ସରକାରୀ କାର୍ଯ୍ୟାଳୟର ଅବସ୍ଥା ଏଇ ଭଳି ,
ଏମାନଙ୍କୁ ପ୍ରଶାନ୍ତ ଜଗଦେବ ଭଳିଆ ଲୋକମାନଙ୍କଠୁ ମାଡ ଖାଇଲେ ସୁଧୁରିବେ । ସଳା ଏଡିଏମ ଆଗ ଖାଇବ, ନିଜ ଘର ଭାବୁଛି ବୋଧେ ।😠😠😠😠
2 thara khai sarileni
Really
Right sir. We want odisha youth loud against in violence then will odisha go to top in Indias state lavel in publics standard of living life.
Jadi odisha ra youth chahinbe ta hele gote dina re odisha change hoi jiba but youth mane sabu all over odisha re eek hebara achhi. Youth mane ta drinks re busy rahuchhanti kn odisha develop hoi paribaki? Please gote new party make kara odisha re aap type then will change odisha, jadi party make hoi paruni ta hele BJP ku public support milibara achhi.. Jadi bi possible houni ta hele USA, rush, chaina vali president government chaliba ra achhi all over India re.. Jay hind bande mataram.
@@Upsc-lover-rohan bhai ki English tmara
ବିଜେଡି ସରକାର ଅଫିସର ମାନଙ୍କୁ ଆରାମ କରିବାକୁ ଦେଇଛନ୍ତି ଇଲେକସନ ସମୟରେ ବିଜେଡିର ବହୁତ କାମ କରିଛନ୍ତି
ଯେଉଁଠି High FY ମନ୍ତ୍ରୀ ସରକାରୀ କର୍ମଚାରୀ ମାନଙ୍କ ରକ୍ଷା କର୍ତ୍ତା ସେଠି ଏହିପରି ଭାବରେ ଅଫିସ କାର୍ଯ୍ୟ ଚାଲେ। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଏ ମାଗିଆ ମାନକୁ ଚାକିରିରୁ କାଡିଦବାକଥା 🤔ଖାଲି ପଇସା ବଡାଅ ପଇସା ନ ବଡିଲେ ସଲେ ମରିଜିବେ , ଢିଉଟି ଆସିବେ ୧୧ ବେଳେ 😡😡ଏ ମାଗିଆ ମାନକପାଇିଁ ସାଦାରଣ ଲୁକ ହଇରାଣ୍ ହେଉଚନ୍ତି ? ସେଥୂପାଇିଁ ସରକାର ଦୁଷ୍ଟିଦିଅନ୍ତୁ ? 🙏🙏
OTV ଏମିତି ଅନେକ ସମୟ ରେ ସତର୍କ କରିଛି ହେଲେ ଏଯାଏଁ ସୁଧୁରି ନାହାନ୍ତି
ଏମାନଙ୍କୁ ସବୁ private sector ରେ ଗୋଧି ଭଳି ଖଟେଇବା କଥା... ☝️😡
Most Important Topic
Salute To News Fuse
ଏପରି ଯଦି ହେବ ଓଡ଼ିଶାର ଉନ୍ନତି ସଠିକ ହୋଇ ପାରିବ। ବାହା ବାହାରେ ସରକାର ବାହା ବାହାରେ ତା'ର ଉନ୍ନତି।
Sadhhi dheichhanti .agami ku sankha sindhar dhei baha hebe .abe sabhaku dakara then 2024 pare golkundha ...jibe odissara sundhari mahilla.... KHANHI SARJIBA UPARE....A MENDHHA KANHA SUDHHURIBE
ଏ ପରା ଓଡ଼ିଶା ମନ୍ତ୍ରୀ ଏରିଆ ସରକାରୀ ବଡ଼ ବାବୁ
ନବିନ ପଟ୍ଟନାୟକ ୩ ବର୍ଷ ହେଲା ବିଧାନ ସଭା କୁ ଯାଇନାହିଁ। ତାକୁ ଯାଇ ପଚାର
ଧନ୍ୟବାଦ
ଏମାନଙ୍କୁ ୟୋଗି ଆଦିତ୍ୟ ଭଳି ମୁଖ୍ୟ ମନ୍ତ୍ରୀ ଦରକାର
Right
ଏ ମଉସା ହେଉଛନ୍ତି ପ୍ରକୃତ ନିର୍ଭୀକ ର ପ୍ରତୀକ, ତାଙ୍କୁ କୋଟି କୋଟି ନମସ୍କାର । କିପରି ସେ ତାଙ୍କ ବଡ଼ବାବୁ ମାନଙ୍କୁ ପର୍ଦାଫାସ୍ କରୁଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ।🙏
I am always with otv for ever..
@@RadhaRani-ov8lk strovery
Love You OTV
Good work, carry on
Odisha government should strict to the Odisha employees
Sabu pati mara eakaa mu 2din upas rahichi 2 months pare kaama hela
But Odisha govt akhi kholile sina,
@@anilpatra6092 àq
Kichi strict kariheiparibani bhai🙏 kharap bhabibani kila sthaniya janata deipariba onspot...ebe kahiki kichi labha nahin🥺🙏🇮🇳🌍
@Bidyutprava Pani 😊😊😊😊jjjjjjjjjjj😊😊jjjjjj😊😊jjj😊😊jjjjjjj😊jjjj😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊jjj😊😊jjj😊😊jjjjjjjjjjjjjnjñjjnjñjjñnjjjj😮
ଯାହା ହେଉ ଆମ ନୟାଗଡ଼ ଏମାନଙ୍କ ପାଇଁ ଗର୍ବିତ, ଶଳା ଙ୍କୁ ଖାଲି ଗୋଡ଼େଇ ଗୋଡ଼େଇ ପିଟିବା କଥାରେ ନାରଣ,😄😄😄😄😭😭😭🤣🤣🤣😂😂😂😆😆😆😆🤭🤭🤭🤭🤫🤫🤫🤫🤫🤫🤫
Thank you OTV
Thank You OTV for Ur courageous Effort. Staffs of Collectorate, Block, Forest Department & Judicial always neglect their own work but they roam around showing their power in other offices. "Mandamus" writ should be issued against them. Which obliges them to act on such duties.
Polity and law only educated people jaichntii , shoude be take ligale action .....againts ADM
0
To
To
To the
Strong legal action needed
Bhai odisha govt ra aukat nanhi na hele tv re prachar hela pare bi no action
Haire.. tu kn krchu ete bhasana maruchu.. to aukat ru besi katha kahuchu.. ja sala sukhua poda khaiki soibu
ଆରେ ଭାଇ (Ankit jena)ତମର କଣ ହେଲା ଯେ ରାଗୁଚ,12 ଟା ବେଳେ ଆସୁଛନ୍ତି ବାବୁ ମାନେ ସେ ଏଇଟା କହିଲେ ଏଥିରେ ଭାଷଣ କଣ ବା?
Job chhadi dea asa ama sangare hala kareba
Jete bele echha haba jeba aseba kou magia otv tama ku kichhi kahibani
Full bindas....
This is the reality of all over odisha , correct reflection of 5T.
To to ghare dekh aga kn hauchi.. tapare question krbu odisha reality
Hi
Only odisha re nuha whole india ra same situation.
@@Fit-Mr.AnkitJena kon joligola ki 🤣🤣🤣🤣
@@crazybankira hmm bodhe kn bhai nku ta bahut baadhuchi sata taa
Great Odisha government employees thanks otv
well done otv, excellent job
Thank you Otv for this
ମଉସା ଙ୍କୁ ମୋର ପ୍ରଣାମ 🙏🙏 He is a very good human 🙏🙏🙏
Jaiki dekhithila naii...se bhala loka ki kharap?
@@smitapradhan9179 kan madam samaste janiparuchhanti ମଉସା ଜଣଙ୍କ ସତ୍ୟବାଦୀ କଣ ଆପଣ janiparunahanti କି
ଲୋକଙ୍କ ସେବା କଣ କରିବେ ଏମାନେ ଲୋକଣ୍ଠୁ ସେବା ନେଉଛନ୍ତି
ଓଡ଼ିଶାର ସମସ୍ତ ବ୍ଲକ/ତହସିଲ/ଥାନାରେ ସମାନ ଅବସ୍ଥା 🥺
Thank you OTv for this .
Take a necessary action of this Odisha govt.
ସବୁ ସରକାରୀ ଅଫିସରେ ଏମି ଘଟଣା ଘଟୁଛି ଓଡିଶାରେ ଗଞାମ ଜିଲା ଶେରଗଡ ରେ ବି ଏମିତି ହେଉଛି
ଆମ ଓଡ଼ିଶା ରେ ଏମିତି ହୁଏ କାରଣ ଆମ ଓଡ଼ିଶା ନମ୍ବର 1
How sad our governance system....All offices & employee need to be accountable to public services.
Naveen Patnaik jindabad... 😀😀
Bahut bhala..
Vote delabele tikie bhabithile,
lokmane kasta painnathante.
🤣🤣🤣🤣🤣👍👍
ସାଧୁବାଦ୍ ଦେଇକି ମଉସା ଙ୍କୁ ବି ବିପଦ ରେ ପକେଇବାକୁ ପଚେଇଲେନି କାହିଁକି ନା ଆପଣ ବା news fuse କରୁଛନ୍ତି ହେଲେ ସେ ମଉସା ଙ୍କ ଅବସ୍ଥା କଣ ହେବ ଆପଣ ବୋଧେ ଜାଣି ନାହାନ୍ତି,
Right
ସତ କଥା।
Odish ra 1Nubmer TV Channel...... 👍👌👍👌
ମୋର ଆଜକୁ ନଅବର୍ଷ ହେଇଗଲାଣି ମୋର ନିଜ ଜମିର ପଟ୍ଟା ହୋଇପାରୁନି
ବ୍ଲକ ଅଫିସ୍କୁଗଲେ ଆମକୁ କହୁଛନ୍ତି , sir ଆସିନାହାନ୍ତି କାଲି ଆସନ୍ତୁ , କାଲି ଗଲେ sir ବ୍ୟସ୍ତ ଅଛନ୍ତି ଅପେକ୍ଷା କରନ୍ତୁ , ୧୨ ଟା ୧ ହେଲା ପରେ sir ଘରକୁ ଗଲେଣି କାଲି ଆସିବେ । ଏମିତି କହୁଛନ୍ତି ।
ଜିଲ୍ଲା ଢେ୍କାନାଳ
ଆମ ବ୍ଲକ ଗନ୍ଦିଆ
Nadia phatei media daka nahele facebook live kari semanaku ans maga bhai 1 day re kama haba.. Try
ଭାଇ ଦୀର୍ଘ 70 ବର୍ଷ ହେଲା ମୋର ପୈତୃକରେ ମୁ ରହିଆସୁଛି ହଠାତ ମୋ ଜମିପଟ୍ଟାକୁ ଏ ଟାଉଟର ତହସିଲଦାର ଆଉ ରେଭିନ୍ୟୁ ଡିପାର୍ଟମେଣ୍ଟ ର କର୍ମଚାରୀ ବେନିୟମ ଭାବରେ ଅନ୍ୟ ଜଣକ ନାମରେ କରିଦେଇଛନ୍ତି.
ଗନ୍ଦିଆ ବ୍ଲକ
ଢେଙ୍କାନାଳ
@@piyushrajkumar15 bhai jama chadani matter ta samaste janiba darkar, dm sir ku gote mail karantu tapare jete sighra heba media re janatu, sabu press ku aue electronics media ku janeideantu
ଦରମା ମିଳୁନଥିବାରୁୁ ଡେରିରେ ଆସୁଛନ୍ତି, MG ଙ୍କୁ ପ୍ରବଳ pita time Jani ପାରିବେ
Mg nka gandire tala photoka puare daba katha
ସେ ମଉସା ଙ୍କ ଚାକିରୀ କଣ ପାଇଁ ବିପଦରେ ପକାଉଛ l 😡😡
Hn re bhai ta chakiri ta gala laguchi
🙏ଓଟିଭି ଚ୍ୟାନେଲ 👍👍👍
Uttar Pradesh YOGI bhali CM hele sabu thik hei jiba.
Unfit odisha govt so unfit employees
Aji ete dina pare ganatantra ra chaturtha sthambha ta kama thik kariki dekheichhi...salute to otv...chhota chhota teacher mannku dekheiki labha kan...tanka upara adhikari mannka office ku jibara sahasa darkar...Thanks Otv
Very nice OTV
ଦୁଖଃଦ.. ସରକାରୀ କର୍ମଚାରିଙ୍କ ଟିପଚିହ୍ନ ଦେଖି ସମୟ ଅନୁସାରେ ଦରମା ଟଙ୍କା କଟାଯାଉ. ମୋଦୀ ଜି ଏଥିରେ କହୁଛନ୍ତି overtime ପାଇଁ ଅଧିକ ଦରମା ଦିଆଯିବ 😂 5T କିଛି କାମ ଦେଉନି
ଏମାନଙ୍କୁ ଚାକିରୀ ଟଙ୍କା ପିତା ଲାଗିଲା ! ଏମାନଙ୍କୁ କାମ ପଠାଯାଉ! ଯେଉଁ କାମ ସାଧାରଣ (ଗରିବ ଓ ଖଟିକିଆ)ଲୋକ କରନ୍ତି !
ସବୁ ସରକାରି କର୍ମଚାରୀ ମାନେ ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ତ ଦୂରର କଥା ସେମାନେ ମଣିଷ କୁ ମଣିଷ ଭଳି ଦେଖୁ ନାହାନ୍ତି
Nai Bhai kichhi bhala loka acchanti. Jouthi pain duniya chalichi 👍
Same situation in balasore RTO office..
Tq OTV news
Good job OTV. Not only it is happening in Nayagarh collecter office but also it is daily routine in all over odisha. Gov employees were not punctually
ଓଡ଼ିଶାର ସରକାରୀ ଚାକିରିଆ ବେଶୀ ଛୁଟି। ଭଲ ଲାଗିଲା
I think this type initiative is good for for our state people
Tq oTv
Otv very good👍
Great work by Otv teams thank U so much.
Thank you Otv is Best
_ଆମର ଦେଶରେ ସବୁ ସରକାରୀ ଅଫିସ ରେ ଏ ସମସ୍ୟା ବହୁତ ହଉଛି ହେଲେ କରିବା କଣ , ଏଥିର ଲାଗି ସରକାର ଦାୟୀ ନା ଜଣସାଧାରଣ ଦାୟୀ ?......_
This is real work of state govt. Office in odisha.
Thanks to otv ,such type of incident that broadcast to people know the real govt. Office of odisha...
Request to more video to upload in this category.
ଏମାନଙ୍କ ଭଳିଆ ଅଫିସର ମାନଙ୍କୁ
ଟିକେ ଔଷଧୀୟ ମାଡ଼ ଦରକାର
Please show it to the CM as well, no end to the no of T's , but whether government services has really improved at ground level...
ଏହା ହେଉଛି ପ୍ରଶାସନ ର ଢିଲା ପଣିଆ l10 ଟା ପରିବର୍ତ୍ତେ 12 ରେ କାମ start ହେବ ଆଉ 5 ଟା ପରିବର୍ତ୍ତେ 8 ପରେ ଛୁଟି ହେବ l ଏଭଳି A. D. M. ଆଉ ଅନ୍ୟ କର୍ମଚାରୀ ମାନଙ୍କୁ କୁ suspend କରାଯାଉ l
ଇଏ କି ନୂଆ କଥା ଦେଶ ସ୍ୱାଧୀନ ହେଲା ଦିନରୁ ଏହିପରି ଆମ ଦେଶକୁ ଏଇ ତଥାକଥିତ ସରକାରୀ କର୍ମଚାରୀ ଆଉ ନେତା ବ୍ରିଟିଶ ଠାରୁ ଆହୁରି କଦର୍ଯ୍ୟ ଭାବରେ ଠକିଦେଲେ. କେବଳ ସରକାର ଖବରକାଗଜ, ସୋସିଆଲ ମିଡ଼ିଆ, ବୈଦ୍ୟୁତିକ ଗଣମାଧ୍ୟମ ରେ ଯେତେ ସୁଶାନ ର ଡିମ୍ବିମ ପିଟିଲେ ପିଟିଲେ କଣ ହେବ. ବାସ୍ତବ ସ୍ଥିତି କଣ ସମସ୍ତେ ଜାଣତି କିନ୍ତ ନିରୁପାୟ କିଛି କରିପାରିବେ ନାହିଁ.
କାରଣ ଏଠି ସମ୍ବିଧାନ ଭୁଲ. ନାମକୁମାତ୍ର ମୌଳିକ ଅଧିକାର କେତେଜଣ ଭାରତୀୟ ଛାତିରେ ହାତରଖି କହିପାରିବେ ଏଇ ଭାରତୀୟ ସାଶନ ବ୍ୟବସ୍ଥା ରେ ସେମାନେ କେତେମାତ୍ରାରେ( 1950 ରୁ 2022 ) ସନ୍ତୁଷ୍ଟ. ଏହା ମୋର ବୈକ୍ତିଗତ ଅନୁଭୂତି.
"ସମ୍ଭିଧାନ ସଂଶୋଧନ ଆବଶ୍ୟକ ନା ନାହିଁ "
Please comment
5ଟି ସରକାର ଆପଣ ମାନେ ଖୁସି ତ ନବୀନ ବାବୁ 🙏🏻ଜୟ ଜଗନ୍ନାଥ
ଦୁନିଆରେ ଏ ମିଡିଆ ବନ୍ଧୁ ମାନେ ଅଛନ୍ତି ବୋଲି କିଛି ବଦଳୁଛି ନ ହେଲେ ଲୋକ ମାନେ କେତେ ହଇରାଣ ହୁଅନ୍ତି ସରକାରୀ କର୍ମଚାରୀ ମାନେ ସବୁ ବିଭାଗରେ ଏମିତି ମନମୁଖୀ କାମ କରନ୍ତି l ଯାହା ଭିଡିଓ ରୁ ଜଣାପଡୁଛି ଏମାନେ ସବୁଦିନ ଏମିତି ଲେଟେ ରେ ଆସୁଛନ୍ତି l sir ବଡ଼ବଡ଼ ଅଫିସର ମାନେ ମନମୁଖୀ କାମ କରନ୍ତି l ଏମାନେ ତ ଠିକ ସମୟ ଆସିଲେ ଲୋକମାନେ ହଇରାନ କାହିଁକି ହେବେ l thanks for a OTV
ଧନ୍ୟବାଦ ବନ୍ଧୁ
ଥରେ ଅଫିସ୍ ଛୁଟି ପରର ଦୃଶ୍ୟ ଦେଖାଅ, ଜନତା ଜାଣନ୍ତୁ କର୍ମଚାରୀ ମାନେ ଆଗରୁ ଯାଉଛନ୍ତି ନା ଡେରିରେ ।
This is the power of media....hope this type of action should be done against ministers also and hold them accountable
OTV👍👍
Same situation in all districts .
Thank you o tv
If Odisha govt should not do anything then we have select another govt like kejriwal...
Yes....Best Government is AAP
Thanks to OTV
Great job OTV 👍🏻
ସମସ୍ତଙ୍କୁ ସଜା ଦିଆ ଯାଉ!!!😡😡😡 Satya meva jayate 🙏
The impact of 5T & No.1..CM. Everything is OK...No pc.... No corruption.. No delay.. No Harassment.. Thanks historical CM.NABINjee 😭😭😭
Every thing is ok
They have cracked the most tough exams in the state...with moderate salary high responsibility so any kind of extra motivation is ok
Thank you OTV 👍👍👍
ମୁଁ ଓଟିଭି କୁ ଅନୁରୋଧ କରି କହୁଛି କି ଥରେ ଆମ ଖୋର୍ଦ୍ଧା ଜିଲ୍ଲା ପାଳ office bulia asantu please
ମୁଁ ବି ସେଇୟା ଚାହୁଁଥିଲି। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଓଟିଭି ଥରେ ଆସି ବୁଲିଗଲେ ଭଲ ହେବ।
Hmm bhai
4.00 ଟା ବେଳେ ଆସିକି 4.30 ରେ ପଳାଅ.. Good job😆😆😆
Thanks to OTV.
But you go to this Office after 5PM and observe how many officers and staffs are working beyond Office hours.Even officers and staffs are working in Govt.holidays during urgency.
Cover up kariba kichhi darkar nahni asiba samaya nirdharana karajaichhi ta taku manibaku padiba aau jiba time office time re jao
@@jagaranaodisha4163 exactly,Kichi rules aau regulations achi aau amane aate bada officer heiki sadharna gyana nhi ,Chii
Government job କରୁଛନ୍ତି , ସେଥିପାଇଁ ବଡ଼ ଅହଂକାର ଅଛି । ଟିକେ ADM ର ବ୍ୟବହାର କୁ ଦେଖ । ଇଏ କାଳେ public ସେବା କରିବ !!! ସରକାରୀ ଅଫିସ କୁ ନିଜ ବୋପା ର ଘର ଭାବିକି ଅଛନ୍ତି । ଏଗୁଡାଙ୍କୁ କିଭଳି ସରକାରୀ ଚାକିରୀ ମିଳିଲା କେଜାଣି । ଖାଲି ବସି ବସି ସରକାର ତଥା public ଟଙ୍କା କୁ ଖାଉଛନ୍ତି ଏ ମାଗଣା ଖିଆ ଲୋକେ। ଏମାନଙ୍କ କଥା ଯମ ବୁଝିବେ ।
In pvt company if we come delay by 1 mins also,then it will half day. The same rules should implement here also.
Kebe habani sethipai ta govt job dream job😄
You are right bro
Does private company pay for working overtime ??
If then , then govt should pay .. have u ever visited govt office at 7 pm / 8 pm .. and observed how these officers work till late night . Half truth is dangerous , always ...
ଏମାନଙ୍କୁ ଉପରେ ଶ୍ରୀଘ୍ ପଦକ୍ଷେପ ନେବା ଉଚିତ୍, ଆଙ୍କ ପାଇଁ ବହୁତ ଲୋକ ଅସୁବିଧା ହଉଚତି,ଫଟେଇକି ପିଟିଲେ ବୁଦ୍ଧି ଆସିବା😠😠😠 । ଧନ୍ୟବାଦ ଓଟିଭି
Nice 👌👌👌👌
Ty
Thank you Mousa 🙏 Thanks otv 🙏
ଓଡିଶା ରେ ସବୁ ଅଫିସ୍ ସେୟି ଘଟଣା ?
This is the reason why my parents want me to be a Government Employee
Thank you sir ❤️❤️ you
Ayushi Mohapatra OAS topper of 2018😲😨!! My goodness 😑
Right 👍... good job...otv
Just reminding to those govt. Officers, that they are there for only public service and their salary which is indirectly funded by our people of odisha through taxes, they must be punish for such type of negligence.
Election duty ବେଳେ ରାତି 11.00 କେବେ ରାତି 12.00କେବେ ରାତି 1.00 କାମ ସାରି ସବୁ ସରକାରୀ ଚାକିରିଆ ଘରକୁ ଯାଆନ୍ତି. ତମେ କି ବାଳ news ଦେଖେଁଉଛୋ. ନୟାଗଡ ଓଟିଭି repoter ଙ୍କୁ ଏ ବର୍ଷ collector ଅଫିସ ରୁ ଦଶହରା ବଟି ମିଳିନି ବୋଧେ. ସେଥିପାଇଁ ଗୋଟେ news କରିଦେଇଛଅନ୍ତି.......2023 ଦଶହରା କୁ ମିଳିବ ବଟି ଅପେକ୍ଷା କରନ୍ତୁ ଆଜ୍ଞା. ରିପୋର୍ଟର sir ଆପଣ ଙ୍କୁ ମୋର ବିନୀତ ଅନୁରୋଧ ଯାହା news ଦେଖେଇବେ ଦୟାକରି ସତ୍ୟ news ଦେଖନ୍ତୁ ଭଗବାନ ଆପଣ ଙ୍କୁ ମଙ୍ଗଳ କରିବେ. ପଞ୍ଚାୟତ ଭୋଟ count ବେଳେ. ସବୁ ସରକାରୀ କର୍ମଚାରି କେତେବେଳେ ଘରକୁ ଫେରୁଥିଲେ ଆପଣ ଜାଣିନାହାନ୍ତି କି. ସେ ବିଷୟରେ ଗୋଟେ news କଲେନି. ଆପଣ ଦେଖି ନ ଥିବେ କାହିଁକି ରାତିରେ ନଘଡ ନିଦରେ ଶୋଇପଡ଼ିଥିବେ..... ଧନ୍ୟବାଦ ଓଟିଭି.....ନିଜର ଓଜନ ନିଜେ ରଖନ୍ତୁ....... ଜୟ ଜଗନ୍ନାଥ...
Collector should taken action against all 7th pay commission salary holder
Collector dina 10 ta re nidaru uthanti
@@sunilkumarprusty1100 becz she works till 1 AM late night .
Good job OTV
If you delay in coming office, the works to finish with be delay, simultaneously the development of a state and country will also be delayed.
Good job OTV thanks 👍👍👍
These employees should be punished by odisha govt and implement them their jobs
bhai which office re job karucha.
@@RLOVERS10 puri thana
Tame thile saman
bala haba🤬
@@deepakdas5380 tame kouthi karucha ki