କେନ୍ତା ହିସାବେ ବାସି ପଖାଲ୍‌ନୁ ମୂଲ୍ କଲେ ଆର୍ ପାଏଲେ ଲାଖ୍ ଲାଖ୍ ଟଁକା

Поделиться
HTML-код
  • Опубликовано: 10 окт 2024
  • କିଛି ବଡ୍‌ଭାରି ଜିନିଷ୍ ନାଇଁ... ବାସି ପଖାଲ୍ କଁସେ ଆର୍ ଉଇଲ୍ ଗୁଟେ.. ସେଥିରେ ସେ କମେଇ ପାରୁଛନ୍ ଲାଖ୍ ଲାଖ୍ ଟଁକା । ବାକି କେନ୍ତା ହିସାବେ ସେ ପହେଲା ଭାବ୍‌ଲେ ଯେ ବାସି ପଖାଲ୍ କେ ନେଇକରି ଏଡ୍‌କି ସପନ୍‌ଟେ ଦେଖିଥିସି ଆର୍ ସେ ସପନ୍ କେ ସତ୍ ବି କରିହେସି । କେନ୍ତା ହିସାବେ ସେ ମୂଲ୍ କରିଥିଲେ ଆର୍ କେନ୍ତା କରି ଏତେଦୂର୍ ପହଁଚିଲେ ଯେ ଦେଖୁନ୍ ଇ ଭିଡିଓ ।
    About Us!
    ପହରା, ଆମର ସମିଆ ଆର ସମାଜର ଦର୍ପନ।
    ଆମର ତିହାର ବାହାରର ଉସନାଖି,
    ଆମରଘର,ପରିବାର ଆର ସମ୍ପର୍କର ଗହକି।
    ପହରା, ଆମର ଉଷତ ଆନନ୍ଦର କଥାନି।
    ଆମର ଭାଷାଥି, ଆମକୁ କହେବେ ଆମର ନନୀ।
    ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
    ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
    ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
    ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
    ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
    ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
    ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
    Subscriber our channel, Follow our page and and stay connected with Awesome Sambalpuri Videos!
    Contact Us:- paharaa24x7@gmail.com If you finds your content in our videos!
    Thanks & Regards
    www.Paharaa.com
    #ସମାଜ​ #ସଂସ୍କୃତି​ #ସମାଚାର

Комментарии • 32

  • @sunilkuanr.alekhamahimasar4267
    @sunilkuanr.alekhamahimasar4267 3 года назад

    Bhagaban Ehi Bhai ku Aagaku niantu

  • @harioram4195
    @harioram4195 3 года назад +8

    ବହୁତ ସୁନ୍ଦର କାମ କରୁଛନ " ପହରା "ପରିବାର ର ଟୁକେଲ ମାନେ, ଇସାକ ମୁଣ୍ଡା best of luck

  • @bkmedia_143
    @bkmedia_143 3 года назад +10

    ଭଗବାନ ଯାହା କେ ଦେଶୀ ଗୋ ବୁଆ ରେକର୍ଡ ଆଏ

    • @harioram4195
      @harioram4195 3 года назад +1

      ନିଜର ଆଡୁ ଭୀଲ ଚେଷ୍ଟା କରବାର କଥା, ଭଗବାନ ତାହାକେ hi ସାହାଯ୍ୟ କରସନ ଯେ କି ଚେଷ୍ଟା କରସି

  • @premratanvisiting3213
    @premratanvisiting3213 3 года назад +7

    ପହରା ଟିମ୍ ପହେଲା ଇସାକ୍ ମୁଣ୍ଡାର୍ ଘରକେ ଯାଇ ହାଇଲାଇଟ୍ କରବାର୍ କଥା ,ସବୁ ଚାନେଲ୍ ଦୁଇ ଦିନ୍ ପୂର୍ବରୁ ଦେଖେଇ ସାରିଛନ୍

  • @mahanjani7485
    @mahanjani7485 3 года назад +1

    Pahara wale tume henta content dala
    Ishak dada bhalia tume b lakh lakh kamaba

  • @gopalbehera3078
    @gopalbehera3078 3 года назад

    👍

  • @RasmitaKitchenandvlog
    @RasmitaKitchenandvlog 3 года назад +1

    Han bahut badhia

  • @MahabirCreation24
    @MahabirCreation24 3 года назад

    ବହୁତ ବଢିଆ interview

  • @rashmimeher4783
    @rashmimeher4783 3 года назад +2

    Bahut bahut bhal lagla tumar video ,samaste enta munus hoijaun,kihe dukhe ni rahun duniar thi

  • @satyanarayanbehera2683
    @satyanarayanbehera2683 3 года назад +2

    Bhagwan aasirbad ru aau aag k badhun 👍👍

  • @shabyaskblcdeogaonblock2023
    @shabyaskblcdeogaonblock2023 3 года назад +1

    Good👍

  • @ds-et6me
    @ds-et6me 3 года назад +1

    Sabu media chaneldekhalapare
    pache pahara jauche
    Pahara amar paschim odisara chennal heikari bi dekhabarkeetetime lagla

  • @mantunayak3753
    @mantunayak3753 3 года назад +1

    Ek number da bahut bhl lagla tumar vdo

  • @ar_ashwin9646
    @ar_ashwin9646 3 года назад

    Kana bo Pahara bale ihade sorpaela ken tame 😂😂

  • @JBstatuszone
    @JBstatuszone 3 года назад +1

    Video view ohh bhai🙏 Gajab

  • @t2gyaanmahaan566
    @t2gyaanmahaan566 3 года назад +1

    Juhar dada bhaat pakhal khaema na,,chalithau,,

  • @premanandapodh1658
    @premanandapodh1658 3 года назад

    Ak nombar

  • @foodlover3968
    @foodlover3968 3 года назад +1

    Very nice video 👍👍😍🤗

  • @DJ9947hone
    @DJ9947hone 3 года назад +1

    Hi👌👌💖💖👌🏻👌🏻💝🖐️🖐️🤝🤝

  • @SM_SUDHIR_OFFICIAL
    @SM_SUDHIR_OFFICIAL 3 года назад

    Great god bless you 👍👍👍👍

  • @villagefoodrecipe2661
    @villagefoodrecipe2661 3 года назад

    Thanks for pahara isak munda ra video baneithibaru isakmunda ru bahut inspiration milu6e

  • @subotbhoibhoisubot5625
    @subotbhoibhoisubot5625 3 года назад +3

    Tume keve live dekhei niparla go 2 din ra agoru video k dekhaucha

  • @JBstatuszone
    @JBstatuszone 3 года назад +2

    Mor motivation an isak daa

  • @sambalpuriavlogerilu2916
    @sambalpuriavlogerilu2916 3 года назад

    Great jobs

  • @bmcreation4171
    @bmcreation4171 3 года назад

    Kene Achhe Gaan ta

  • @hoteswarbiswal7022
    @hoteswarbiswal7022 3 года назад

    Muin bhi jujumura ra

  • @mahanjani7485
    @mahanjani7485 3 года назад

    Tmku mui bahut agaru comments kari6
    Ishak munda dada nku lokalochan ke ana boli

  • @anojnag8115
    @anojnag8115 3 года назад

    Every people learn from him

  • @shradhakaryadav638
    @shradhakaryadav638 3 года назад

    Isak Munda video Sabu dekhsi