24-hours challenge l କେବଳ ଓଡ଼ିଆରେ କହିବ l Gouranga Nayak Odia Vlogs
HTML-код
- Опубликовано: 21 ноя 2024
- 24-hour challenge କେବଳ ଖାଣ୍ଟି ଓଡ଼ିଆ କହି ପାରିବ କି, ଗୋଟେ ବି ଇଂରାଜୀ ନାହିଁ l Gouranga Nayak Odia ବ୍ଲୋଗ୍ସ
#gouranganayaklife
#gouranganayakvlogs
#villagelifestyle
#rurallife
#24hourschallenge
ସାର୍ ନମସ୍କାର 🙏ବହୁତ ବଢ଼ିଆ ଲାଗିଲା ଆପଣଙ୍କ ଉପସ୍ଥାପନା ଜୟ ଶ୍ରୀ ଜଗନ୍ନାଥ 🙏
ଗୌରାଙ୍ଗ ବାବୁ
ଆପଣଙ୍କ ପ୍ରଚେଷ୍ଟାକୁ ମୁଁ ସ୍ବାଗତ ଜଣାଉଛି
ଆଶା କରେ ଆପଣ ସର୍ବଦା ଓଡ଼ିଆ ଭାଷାର ସ୍ଥାୟୀତ୍ବ ଅର୍ଥାତ୍ ଦୀର୍ଘଜୀବି ହେବା ପାଇଁ ଯତ୍ନବାନ ହେବେ
ଏହା ସମସ୍ତ ଓଡ଼ିଆଙ୍କୁ ସ୍ପଷ୍ଟ ଓଡ଼ିଆ କହିବା ପାଇଁ ପ୍ରେରଣାଦାୟୀ ହେବ
ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ
ସୁନ୍ଦର ପ୍ରୟାସ ଥିଲା❤ ଜୟ ଜଗନ୍ନାଥ🙏
ଜୟ ଜଗନ୍ନାଥ sir 🙏🙏 ଶୁଭ ସନ୍ଧ୍ୟା 🙏🙏
Jay Jagannath ❤❤❤
🙏Jay Jagannath🙏
ଆପଣଙ୍କ ସମସ୍ତ ବାଣୀଚିତ୍ର ମୁଁ ଦେଖେ ଏବଂ ଖୁବ୍ ଭଲ ଲାଗେ। ଦୂରଭାଷା ରେ ହରିଙ କହିଥିଲେ ଚଳି ଥାନ୍ତା ହାଲୋ କାହିଁକି କହିଲେ। ହାତରେ ଧରିଥିବା ଯନ୍ତ୍ର ଟି କରଦୀପ ହୋଇପାରେ। ନାମ ବାଚକ ଶବ୍ଦ ଗୁଡିକର ଭାଷାନ୍ତର କରିବା ଆବଶ୍ୟକ ନାହିଁ। ୟୁଟ୍ୟୁବ କହିବା ଦୋଷାବହ ନୁହେଁ। ତୁମନଳି କୁ କେହି କେହି ଭିନ୍ନ ଅର୍ଥ କରିପାରନ୍ତି। ଧନ୍ୟବାଦ
Jay Jagannath
Jay Jagannath bhaina
ଆଜ୍ଞା 🙏🏽
ଆପଣଙ୍କୁ ସୁ ସ୍ବାଗତଂ ଅନୁଗୁଳ ଜିଲ୍ଲା
ଜୟ ଶ୍ରୀ ଜଗନ୍ନାଥ ସାର 🙏🌺🙏
ବହୁତ୍ ସୁନ୍ଦର୍ ପ୍ରୟାସ 😅
ଆଜ୍ଞା ପ୍ରଣାମ। ପ୍ରଥମେ ଟିକେ ଅଡ଼ୁଆ ଲାଗିବ। ମାତ୍ର ଭାଷା ସୁଧାରି ହେବ। ଜୟ ଜଗନ୍ନାଥ।
Jay jagannath sir
Jay jagannath sir phone kari tuku bhai ku kn kahile sir hello word ta english ati sundar video bhari bhala lagila
Sundar prayaas jai shree jagannath mahaprabhu❤❤
Bahut vala video
Jai jagannath 🙏
Jay ma samlai bhai
Jay jagannath sir 🙏🏻
Bhala lagila
Jai Jagannath 🙏
Morning 🎉
❤
Jay Jagannath 🙏
Bahut badhia ❤
Bahut badhiya
8:46 ଏପଟ side re
ଇଂରାଜୀ ମିଶ୍ରିତ ଓଡ଼ିଆ କୁ ଛାଡିବାକୁ ପଡିବ
ସ୍ୱାଭାଲମ୍ବି ହବାକୁ ପଢିବ
ମୁଁ ଓଡ଼ିଆ ହୋଇ ନିଜକୁ ଗର୍ବିତ ଅନୁଭବ କରୁଛି
ବନ୍ଦେ ଉତ୍କଳ ଜନନୀ
@@Srusthipanda
ସ୍ୱାବଲମ୍ବୀ 🙏🙏
Jay jagnath🙏🙏❤❤
😀😃😄
😄😄🤣
Beautiful sir ❤
ଟର୍ଚ୍ଚ କୁ କରଦୀପ ଓ ପ୍ଲାଷ୍ଟିକ କୁ ଜରି କୁହନ୍ତି
ବହୁତ୍ ବଢିଆ ଲାଗିଲା 😂❤
Kacha glass 7.05 😅😅😅
Hallo r odia kahilani
ଭାଷାଗତ ସଂକଳନଗୁଡ଼ିକର ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା |
Jay jaganath😅😅😅
Rickshaw. 😀😀
ଦୂରଭାଷ ଯନ୍ତ୍ର ନୁହେଁ ଚଳମାନ ଦୂରଭାଷ ଯନ୍ତ୍ର Hello ବଦଳରେ ସ୍ବାଗତମ କୁହାଯାଇପାରେ
ସମଗ୍ର ବିଶ୍ଵରେ ବହୁତ ଦେଶ ଅଛି ଯେଉଁଠି ଇଂରାଜୀ ଭାଷା ଓ ଭାଷୀ ଉଭୟଙ୍କୁ ଘୃଣା କରନ୍ତି ଆଉ ସେହି ଦେଶ ଗୁଡିକ ଅନେକ ବିକଶିତ ରାଷ୍ଟ୍ରରେ ପରିଗଣିତ ହୁଅନ୍ତି🙏🙏🙏🙏
👍
Very good video
ଶୀତ ପୌଷ ମାଘ ମାସ, ଦେହ ରେ ରଖ ଶୀତ ବାସ।
ଯନ୍ତ୍ର ଚାଳିତ ରିକ୍ସା ନୁହେଁ ସ୍ବୟଂ ଚାଳିତ ରିକ୍ସା । ରିକ୍ସା ବି ଗୋଟିଏ ଇଂରାଜୀ ଶବ୍ଦ।
Jio ଟା ଇଂରାଜୀ କହିଦେଲେ
Bhauja pakudi badiya
ଜୟ ଜଗନ୍ନାଥ। ଆଜ୍ଞା ସଂପୂର୍ଣ୍ଣ ଭାବେ ଆମେ ଓଡ଼ିଆ ରେ କହିହେବନି।
👍👍
💙💜💛🧡❤🧡💛💜💙
ଆପଣଙ୍କ ଆଜିର ଶୁଦ୍ଧ କଥାବାର୍ତ୍ତା ରେ ଗାଆଁ ଲୋକ ବି କିଛି ଚମକି ପଡ଼ିଥିବେ ଆଉ ମାମା ନାନୀ ବି ସତରେ ଚମକି ପଡ଼ିଲେ ଦୁରଭାସ କଥା ଶୁଣି 😅😅😅😅😅😅
🤣
ଗୌରାଙ୍ଗ ବାବୁ, ଆମେ ସମସ୍ତେ ଓଡ଼ିଆ ଭାଷାରେ ଦୈନଦିନ
ଜୀବନରେ କଥାବାର୍ତ୍ତା କରିବା ଅଭ୍ୟାସ କଲେ ଆମ ଭାଷାର ଭବିଷ୍ୟତ ନିଶ୍ଚିତ ଉଜ୍ଜଳ ହେବ।
Motor ...😀😀😀
😂😂
Good try🎉
4:50 Hello .. Tuku vai
Plastic ର ଓଡ଼ିଆ ନମନୀୟ
Bhai hello tuku bhai kahidela
Hello ଟି ଇଂରାଜୀ ଶବ୍ଦ
ଆଗରୁ ଗ୍ଲାସ ଓଡ଼ିଆ ଘରେ ବେବହାର ନଥିଲା ଲୋକେ ଖାଇବା ଥାଳି ପାଖରେ ଢାଳ ଧରି ବସୁଥିଲେ
Rickshaw, jio, glass English sabda.
Tini chokia jana
Hello ta English heigala 😂
😂
Sar pana nu ha mukha basa
Sir glass nuha pila
Helmet=ଶିରସ୍ତ୍ରାଣ
Sir hello kahila suna kahilani
Aapana phone kalabele hello kahidele 😂😂😂😂
🤣
Gouraga bhai aji kana sudha odoare katha heuchhanti !
ଭାଇ ତୁମନଳୀ ଯଉ କହିଲେ 10:17 ରେ ଶୁଣିବାକୁ ଟିକେ ଠିକ ଲାଗୁନାହିଁ , RUclips କୁ ୟୁଟ୍ୟୁବ୍ କହିବା ଟା ହିଁ ଠୀକହାଵ
ତିନି ଚକିଆ ଯାନ Not Rikshaw
ଦୂରଭାଷ ଯନ୍ତ୍ର ନୁହେଁ ଚଳତମାନ ଦୂରଭାଷ ଯନ୍ତ୍ର ଦେହକୁ ନେବେନି😂😂😂
🤣🤣
Hello =English ✔️✔️✔️✔️✔️
Rickshaw ta English na odia??
Gouranga bhai
Hello
Pampada
A sabu odia naa English
Tike kahiba plz
ଭାଇ ହ୍ୟାଲୋ କହିଦେଲ
RUclips ❌
Tuma Nali ✅
😂😂😅😂😅😂😅😂😅😂😅😂😅
Mu first comment Kari chi sir
Glass bi english
ଦୁରବତୀ ସୁଦୁର ଯନ୍ତ୍ର 🤣🤣🤣 ଆଜି ମୁଁ ନୁଆ ରେ ଶୁଣିଲି
😂😂😂😂😂😂
🤣
4:51 "Hello" Tuku Bhai ??? English or Odia
What an observation.
ଦୁର ବାକ୍ସ ଯନ୍ତ୍ର 😂😂😂😂 ମାମା ମେଡମ୍ ବି ହସୁଛନ୍ତି। ୟେ ସବୁ ଭଲ ଲାଗେ ଦେଖିବା ପାଇଁ
Nai sir Sidi nuhe nisuni
ହେ ଭଗଵାନ 😂🤣🤣🤣🤣
🤣
Hello ta kahila
Rickshaw, hello,......???????
Bat ra odia hauchi khela pata
Bhai paant ku tipei kuhan ti.
@@SarbeswarPradhan-d6b ଆଉ ସାର୍ଟ କୁ ଜାମା
ଆଉ ତା Pocket ku ଫତେଇ କୁହନ୍ତି
"HELLO Tuku bhai ?, kacha GILAS" ehi duiti sabda(CAPITAL LETTER) mu nirikhei sunili.......eha kebala aapananka patiru baharichhi
😂
@@gouranganayaklife Thare Jibi aapananku dekha karibi....Jubuli, Tiki, Littil, Dhana ku mora ashirbad
@@gouranganayaklife auu jadi Cuttack asuchhanti tebe mo pakhaku asibe mu CDA re rahe, aapana ta ama windsor palace pakahare dahibara khauchhanti....mu kintu alga jagaku neiki jibi
Helo tuku bhai
English word ti kahichante
Hello 😂
Tuma nali re bahut pani😂😂
Motor gadi 😂😂 2chkia gadi
🤣
RUclips = Tumanali 😂😂😂
Hello bi gote English word
Hello Tuku bhai English kahila hello boli
Tala nuhe kolapa
Bhai Hello English word kahuchha
Hlo ba english word 😂😂😂 challenge fail
Hello is not an Oriya word.
hello ଟୁକୁ ଭାଇ
ଠିକ୍ ଧରିଛନ୍ତି😂😂😂
ଟିକ ଭାବେ ଦ୍ବଖିଲେ ସାର୍ ଭୁଲ ନୁହେଁ କାରଣ gramh bell ଙ୍କର ସ୍ତ୍ରୀ ଙ୍କର ନାମ hello