Chhadiki Paribi Tate | Odia Romantic Song | Subashis & Sangita | Satyajeet & LopaMudra

Поделиться
HTML-код
  • Опубликовано: 11 ноя 2020
  • - ଛାଡିକି ପାରିବି ତତେ - An Odia Romantic Song
    #TarangMusicVideos #ChhadikiParibiTate | #TarangMusic | #OdiaRomanticSong
    A Tarang Music Presentation
    -Starring Subashis and Sangita(Khusi)
    -Singer Satyajeet and LopaMudra
    --Music-Premanand
    --Lyrics-Sarat Kumar Dash
    -Associate Santanu Production
    -Concept and Direction Aswin Tripathy
    - Dop Ankshya Kumar Nayak
    -- Edit - Manas Kumar Sahoo
    --Asso.Director - Milan & Jay Singh
    - Art Pandia
    -- Visual Producer - Ranjan Kumar Samal
    Tarang Music is no. 1 music channel in Odisha.
    SUBSCRIBE to Tarang Music channel:
    bit.ly/TarangMusicRUclips
    Like us on Facebook
    / tarangmusic
    Circle on G+
    plus.google.com/u/6/+TarangMusic
    Follow us on Twitter
    / tarangmusic
    Follow us on Instagram
    / musictarang
    Visit our website for further details: www.tarangmusic.in
  • ВидеоклипыВидеоклипы

Комментарии • 8 тыс.

  • @chiku4158
    @chiku4158 3 года назад +2148

    ଆଉ କିଏ ଅଛ ଯିଏ ଟିକେ ବି ସମୟ ପାଇଲେ ଏଇ ଗୀତ ଟିକୁ ବାରମ୍ବାର ଶୁଣୁଛି💕😍😘

  • @rjsipun198
    @rjsipun198 Год назад +230

    କେଡେ ସୁନ୍ଦର ରାଇଜ ମୋର କେଡେ ମିଠା ମୋ ଭାଷା...#♥️ ଓଡ଼ିଶା
    The Soul of Incredible India 🇮🇳

  • @user-rh9bm5zj7h
    @user-rh9bm5zj7h 6 месяцев назад +229

    2024 January ମାସରେ କିଏ ଏଇ ଗୀତ ଶୁଣୁଛ। ❤ like କର❤❤

  • @sovapanda7898
    @sovapanda7898 Год назад +83

    ବହୁତ ସୁନ୍ଦର ଗୀତ 👌👌👌ଶବ୍ଦଗୁଡିକ ହୃଦୟ ଛୁଆଁ l ବାରମ୍ବାର ଶୁଣିବାକୁ ଭଲ ଲାଗୁଚି l

  • @biswajeetmallick168
    @biswajeetmallick168 2 года назад +535

    ବହୁତ୍ ଦିନ ପରେ ଗୋଟେ ଭଲ ପ୍ରାଞ୍ଜଳ ଓଡ଼ିଆ ଭାଷା ର ଶୃତି ମଧୁର ସଂଗୀତ ଶୁଣିବାକୁ ମିଳିଲା। ଅଶେଷ ଅଶେଷ ଧନ୍ୟବାଦ ଓ ହାର୍ଦ୍ଦିକ ଶୁଭେଚ୍ଛା।
    ଏ ଭଳି ଆହୁରି ସଂଗୀତ ର ଅପେକ୍ଷା ରେ ରହିଲି।

    • @laxmidharnayak337
      @laxmidharnayak337 Год назад +3

      N kn

    • @ajitkumarsathi954
      @ajitkumarsathi954 Год назад +1

      σуρρ

    • @birenbehera3546
      @birenbehera3546 Год назад +4

      ଶୁଦ୍ଧ ଓଡ଼ିଆ ଭାଷାରେ ନିର୍ମିତ ହୋଇଥିବା ଏହି ଗୀତ ଟି ବାରମ୍ବାର ଶୁଣିବାକୁ ଇଛା ହେଉଛି ।

    • @manoranjanpanda6769
      @manoranjanpanda6769 Год назад

      ଶ୍ରୁତି ମଧୁର

  • @bibhutibhusansahoo8113
    @bibhutibhusansahoo8113 2 года назад +383

    ଜୀବନ ବିବର୍ଣ୍ଣ ଯଦି, ରଙ୍ଗ ତୋର ନଦେଖେ ନୟନ
    ବଞ୍ଚିବା ନିଷ୍ଫଳ ଯଦି, ତୋର ସ୍ମୃତି ନଆଣେ କମ୍ପନ l
    କେମିତି ବା ବୁଝାଇବି, ଭାଷା ଶବ୍ଦ ସବୁ ଭୁଲୁଣ୍ଠିତ
    ତୋ ମୋ ସମ୍ପର୍କ କି କଷ୍ଟପ୍ରଦ ଅବୁଝା ଗଣିତ ll ଆତ୍ମତୃପ୍ତି ମିଳିଲା ଭଳି ସଙ୍ଗୀତ ❤️

  • @prakruta_satya
    @prakruta_satya 2 года назад +94

    ଗୀତଟିକୁ ଶୁଣିସାରିବା ପରେ ମୋ ମନକୁ ତୃପ୍ତି ମିଳିଲା ❤️🥰😊😍🤩☺️😊

  • @GAUTAMPANDA5662
    @GAUTAMPANDA5662 9 месяцев назад +35

    ମୁ କେତେ ଶୁଣିଛି ହିସାବ ନାହିଁ❤❤ ଏହି ଗୀତ ମୋ ଜୀବନ❤

  • @words_of_soul
    @words_of_soul 2 года назад +164

    ବିଗତ ଦଶନ୍ଧିର ଶ୍ରେଷ୍ଠତମ ଓଡ଼ିଆ ଗୀତ....Truly a masterpiece.❣️

  • @jasodamajhi6914
    @jasodamajhi6914 2 года назад +92

    ସୁଦ୍ଧ ଓଡ଼ିଆ ଶବ୍ଦରେ ରଚିତ ସଂଗୀତ ସତରେ ହୃଦୟକୁ ଛୁଇଁଗଲା ❤❤❤❤❤

  • @rohanbiswasdon7468
    @rohanbiswasdon7468 Год назад +53

    I am Bengali but odia song favourite ❤️❤️

  • @MS_ENTERTAINMENT005
    @MS_ENTERTAINMENT005 Год назад +20

    ଅବିଶ୍ବାସନୀୟ , ଯେତେବେଳେ ବି ଶୁଣୁଛି ନୂଆ ଲାଗୁଛି। ❤

  • @satyajitbehera9385
    @satyajitbehera9385 2 года назад +40

    ଏ ଗିତ ରେ ସାହିତ୍ୟ ର ରସ ସବୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ଯାହାକି ଏମିତି ଏକ ସୁନ୍ଦର ଗିତ ର ଆବଶ୍ୟକତା ଥିଲା।

  • @sanjaykumarswain2904
    @sanjaykumarswain2904 2 года назад +244

    ଏହି ଗୀତ ଶୁଣି ମୋର ଗର୍ବ ହେଉଛି ଯେ କି ମୁଁ ଜଣେ ଓଡିଆ।

    • @chandramajhi8049
      @chandramajhi8049 Год назад +3

      Right

    • @user-ic5bh4nz1d
      @user-ic5bh4nz1d 9 месяцев назад +4

      Hele kn heba bro ajika date re Jhia Mane sabu dhokabaj sethipai jetiki bahal laguchi sethiku sad bi laguchi 😔

    • @soumitnaik3947
      @soumitnaik3947 5 месяцев назад +2

      ​@@user-ic5bh4nz1dbhai aama pain khaali moye moye😂 gita thik

    • @AjayaJena-kj2ki
      @AjayaJena-kj2ki 4 месяца назад

      Mu patire safal khaiche n hela akhadua ktha kahethanti tamo manku😡😡😡😡

    • @maminasahoo5890
      @maminasahoo5890 3 месяца назад +1

      Odiare ete Sunday gita hue

  • @bonoshsahoo7894
    @bonoshsahoo7894 Год назад +21

    ଯେତେ ଥର ଏ ଗୀତ ଶୁଣିଲେ ବି ମନ ବୁଝୁନି ।।।। ଶବ୍ଦ ଆଉ ସଙ୍ଗୀତ ର ଅପୂର୍ବ ମିଳନ ।।।।।

  • @ANANTASAMBHABANA
    @ANANTASAMBHABANA Год назад +483

    ପବିତ୍ର ପ୍ରେମ ଆଗରେ ଶାରୀରିକ ଅକ୍ଷମତାର କିଛି ମୂଲ୍ୟ ନାହିଁ ॥ କାରଣ ପ୍ରକୃତ ପ୍ରେମ ଶରୀରକୁ ନୁହେଁ, ଶରୀର ମାଧ୍ୟମରେ ପ୍ରକାଶିତ ହେଉଥିବା ଭାବ,ଗୁଣ ତଥା ସୁନ୍ଦର ବିଚାରଧାରାକୁ କରାଯାଏ ଯାହାକି ବାସ୍ତବରେ ସତ୍ୟ ଅଟେ । thanks for your Blessings, love you all,pranam saprem jayjeeb 👌👌👏👏💯💯🌷🌷👍👍🙏🙏🙏

  • @dhrutisundarnayak2176
    @dhrutisundarnayak2176 3 года назад +110

    ମୁଁ ଓଡ଼ିଆ ଫିଲ୍ମକୁ ଯେତିକି ଘୃଣା କରେ, ତାହା ଠାରୁ ଅଧିକ ଓଡ଼ିଆ ସଂଗୀତକୁ ଭଲପାଏ।
    Love u Prem Anand💕

    • @srustidjmusiccitypipili6708
      @srustidjmusiccitypipili6708 3 года назад

      😂

    • @tapaswini5514
      @tapaswini5514 2 года назад

      Sm2u bro

    • @tariniprasad1289
      @tariniprasad1289 2 года назад +1

      ଆଗରୁ ଯୋଉ ଓଡ଼ିଆ ଫିଲ୍ମ ଆସୁଥିଲା ସେସବୁ ଭଲ ଥିଲା କିନ୍ତୁ ଏବେ ସବୁ କପି

  • @Jagannathpaul2446
    @Jagannathpaul2446 2 года назад +229

    ଯେତେ ଶୁଣିଲେ ବି ମନ ପୁରୁନାହି।i 💕 this song 🤩

  • @ollywoodstudio3593
    @ollywoodstudio3593 Год назад +4

    ଶୁଦ୍ଧ ଓଡିଆ ଶବ୍ଦ... ଏଇ ସଙ୍ଗୀତକୁ କରିଛି‌ ସୃତି ମଧୁର।

  • @manojmanoj9952
    @manojmanoj9952 Год назад +11

    ସାହିତ୍ୟିକ ଶବ୍ଦ ବ୍ୟବହୃତ ଏକ ସୁନ୍ଦର ଗୀତ ❤❤

  • @pddjsp
    @pddjsp 3 года назад +222

    ମୁଁ ଗୀତିକାର ଶରତ ଦାସଙ୍କୁ ପ୍ରଣାମ କରୁଛି ... ଓଡିଆ ଶବ୍ଦ ବ୍ୟବହାର କରି ଏତେ ଉଚ୍ଚ ମାନର ଗୀତ ଲେଖିଥିବାରୁ ତାଙ୍କୁ ଧନ୍ୟବାଦ |

    • @srinivaspatnaik5174
      @srinivaspatnaik5174 Год назад +2

      ଗୀତିକାର ଶ୍ରୀ ଶରତ ଦାସ ଙ୍କ ଶବ୍ଦ ସଂଯୋଜନା ଅତି ଚମତ୍କାର ! ଶୁଦ୍ଧ ଭାଷା ସାହିତ୍ୟ ପୂର୍ଣ୍ଣ ଏହି ଗୀତ ଟି ବହୁତ ଭଲ ହେଇଛି! ଶ୍ରୀ ଦାସ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା 🌹

    • @uttamsethi1321
      @uttamsethi1321 Год назад

      Really very very nice song so sweet jete dekhilebi manabharuni

    • @munasahoo815
      @munasahoo815 Год назад

      @@uttamsethi1321 k mm,,,,

    • @lizajena7170
      @lizajena7170 6 месяцев назад

      Q😢❤​@@srinivaspatnaik5174

    • @Lambudharsingh5
      @Lambudharsingh5 4 месяца назад

      😊😊😊😊😊😊😊😊😊😊😊​@@srinivaspatnaik5174

  • @conceptprovider2529
    @conceptprovider2529 2 года назад +103

    Actually This type of lyrics is required if u want ODIA SONG to go high....
    This song shows the sweetness of odia language. Just Fantastic.
    We want more and more this type of song.

  • @sayamdeepm
    @sayamdeepm 3 месяца назад +1

    ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ପ୍ରେମ ପ୍ରକୃତ ଭଲ ପାଇବାକୁ ଶୁଦ୍ଧ ଓଡ଼ିଆ ଭାଷାରେ , ସବୁ କଳାକାରମାନଙ୍କୁ ହୃଦୟରୁ ଧନ୍ୟବାଦ

  • @Sasmitapalei421
    @Sasmitapalei421 Год назад +17

    Dil ko sukun milta he ye gana sunke aur iss song ki wording.. Ufffffffffffffffffff 😍😍💞💞mast he yaar

  • @srsudhircreations7623
    @srsudhircreations7623 2 года назад +112

    ଚମତ୍କାର ଶବ୍ଦ ସଂଯୋଜନାରେ ଏହିଗୀତ ଟି ହୋଇଛି ..!!! ଯେତେ ଶୁଣୁଥିଲେ ମଧ୍ୟ ଶୁଣିବାକୁ ପୁଣି ମନ ଟାଣୁଛି....!!
    #music_has_no_ends

  • @bapinaswain6369
    @bapinaswain6369 2 года назад +88

    ମୁଁ ଓଡ଼ିଆ ଭାବେ ଉତ୍ଫୁଲିତ୍ ଯେ ,ଏହି ଗୀତ ହିଁ ମୌଳିକ ଓଡ଼ିଆ ରେ ରଚିତ ,ଏହା ଦ୍ବାରା ଶାସ୍ତ୍ରୀୟ ଭାଷା ଓଡ଼ିଆରେ ଥିବା ଶବ୍ଦ ଭଣ୍ଡାରର ଉପଯୁକ୍ତ ବ୍ୟବହାର ହୋଇଛି।💐

  • @ramachandraswain9696
    @ramachandraswain9696 Год назад +3

    ଅତି ସୁନ୍ଦର ଏବଂ ଚମତ୍କାର ॥ଆମ ଜଗତସିଂହପୁରର ଗର୍ବ ଓ ଗୌରବ

  • @SINCE-1-1999
    @SINCE-1-1999 Год назад +8

    Life me pehli baar aisi lyrics sunne ko mila woh odia me .....wah bohot hi shandar laga .....love from Assam 😘😘😘😘❤️❤️❤️❤️❤️❤️❤️🥰🥰🥰🥰🥰😍😍🥀🥀🥀🥀🥀🥀🥀

  • @AnilKumar-uo3rs
    @AnilKumar-uo3rs 3 года назад +163

    ବହୁତ ଦିନ ପରେ ଗୋଟେ ଭଲ ଗୀତ ଶୁଣିବାକୁ ମିଳିଲା. 😍😍😍

  • @suchismitamishra730
    @suchismitamishra730 3 года назад +370

    ଓଡ଼ିଆ ଶବ୍ଦ ବ୍ୟବହାର ଦ୍ବାରା ଗିତ ଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି 🥰

  • @vivekajms6329
    @vivekajms6329 Год назад +30

    i am from Tamil nadu... the song was wonderful .... fantastic

  • @143smanas
    @143smanas Год назад +7

    ଶବ୍ଦରେ ଶମୃଧ ଅବେଗର ଶମୁଦ୍ର ,, ମନହରିଣୀ ଏ ସଙ୍ଗୀତ. ଅପଣ ମନକୁ ଶତ ପ୍ରଣାମ୍..🙏

  • @radhakrushnapani8637
    @radhakrushnapani8637 3 года назад +112

    ଖୁବ୍ ସୁନ୍ଦର ।।
    ବହୁତ ସାରା ଧନ୍ୟବାଦ ସେ କବିଙ୍କୁ, ଯିଏ କେବଳ ଓଡ଼ିଆରେ ଏତେ ସୁନ୍ଦର ଶ୍ରୁତିମଧୁର ଗୀତ ରଚନା କରିଛନ୍ତି ।।
    ଆପଣ, ସମସ୍ତଙ୍କୁ ଦେଖେଇ ଦେଇଛନ୍ତି ଯେ, ଓଡ଼ିଆ ଭାଷାରେ ମଧ୍ୟ ଏତେ ଅର୍ଥବୋଧକ ଏବଂ ମର୍ମସ୍ପର୍ଶୀ ସଙ୍ଗୀତ ରଚନା କରାଯାଇ ପାରେ ।।
    ବହୁତ ଖୁସି ଆମେ ।।
    ଢେର ସାରା ଶୁଭେଚ୍ଛା ।।
    #AnubhutiraKahani

    • @kathilaudigopalaogala
      @kathilaudigopalaogala 3 года назад

      Writer is the proud of odisha.he is also commissioner of income tax..
      Mr. Sarat dash sir

  • @aimaffairs7754
    @aimaffairs7754 3 года назад +747

    Yaku kahanti odia Gita jahaku amiti odia song bhala lage gote like heu

  • @susounistatus8393
    @susounistatus8393 Год назад +5

    ବହୁତ୍ ଦିନ ପରେ ଗୋଟେ ଭଲ ଓଡ଼ିଆ ଗୀତ ଶୁଣିବାକୁ ମିଳିଲା....💞💞💞💞💞💞💞

  • @deep_blogs
    @deep_blogs 2 года назад +55

    Believe me never heard such a lovely odia song before. My song list is full of songs but this one is at top. It calms my mind whenever I hear it.
    The best feeling was I heard it when travelling by metro, it was a rainy day. Out of nowhere youtube music played this.
    I'm thankful.❤️❤️

  • @SudhirYadav-pw9ix
    @SudhirYadav-pw9ix 2 года назад +12

    ବହୁତ ହୃଦୟସ୍ପର୍ଶୀ ହେଇଚି ଗୀତ..!!!👌

  • @pratimapanda2438
    @pratimapanda2438 3 года назад +135

    ବାଃ ଏଇ ଗୀତ ର Lyrics କି ମନୋହର !!👌👌 ସୁର ର ମାଧୁର୍ଯ୍ୟ ଟା ତ ନକହିଲେ ଭଲ.. ଯେତେଥର ଶୁଣିଲେ ବି ମନ ଭରୁନି l 🥰🥰🥰

  • @dillipkumarlenka2283
    @dillipkumarlenka2283 Год назад +6

    ଦୀର୍ଘ ଦଶନ୍ଧୀ ଦଶନ୍ଧୀ ପରେ ଖୁବ୍ ସୁନ୍ଦର ସାହିତ୍ୟିକ ଶବ୍ଦ ବ୍ୟବହାର କରିଥିବା ଗୀତିକାର ଶରତ ଦାଶ ଙ୍କୁ ଅଜସ୍ର ଧନ୍ୟବାଦ। ଲାଗୁଛି ସାହିତ୍ୟ ବଞ୍ଚିଛି ଆଉ ବଞ୍ଚି ରହିଥିବ ମଧ୍ୟ। ଖୁବ୍ ସୁନ୍ଦର ରଚନା।

  • @lathakrishna43
    @lathakrishna43 8 месяцев назад +12

    This song is pure emotion . Returning from a trip to Odisha. Listening to this song❤. 30/11/2023( Thu)

  • @SudhirYadav-pw9ix
    @SudhirYadav-pw9ix 2 года назад +139

    ଗୀତର ଶୁଦ୍ଧ ସାହିତ୍ୟିକ ଶବ୍ଦ ଏହି ଗୀତର ମାଧୁର୍ଯ୍ୟ କୁ ଦ୍ବିଗୁଣିତ କରିଦେଉଛି..! ଆଗାମୀ ଦିନରେ ଏଭଳି ସୌନ୍ଦର୍ଯ୍ୟ ଗୀତ ଗୁଡି଼କ ଜାରି ରହୁ ।

  • @sudhirbarik7627
    @sudhirbarik7627 2 года назад +31

    ଏ ଗୀତ ଆମ ଓଡ଼ିଆ ମାନଙ୍କ ପାଇଁ ଗର୍ଵ ଆଉ ଗୌରବ ଏମିତି ଗୀତ ଆଗକୁ ବି କରାଯାଉ 👌

  • @lambodaramuduli9908
    @lambodaramuduli9908 2 года назад +7

    ବହୁତ ସୁନ୍ଦର ଗୀତ 🥰
    ପ୍ରଥମ ଦେଖାରୁ ପ୍ରେମ ଆଉ ଭାବନାରେ କିଛି ଦିନ 😇

  • @SRIxxxxxxx
    @SRIxxxxxxx Год назад +13

    ମୁଁ ମରିଯାଉ ଥାଏ 😔😔😔 ଏତେ ସୁନ୍ଦର ଗୀତ ରଚନା 🙏❤️
    Proud of our odia language 💙

  • @riteshdas9548
    @riteshdas9548 2 года назад +12

    ଗୀତର ଶୁଦ୍ଧ ସାହିତ୍ୟିକ ଶବ୍ଦ ଏହି ଗୀତର ମାଧୁର୍ଯ୍ୟ କୁ ଦ୍ବିଗୁଣିତ କରିଦେଉଛି..! ଆଗାମୀ ଦିନରେ ଏଭଳି ସୌନ୍ଦର୍ଯ୍ୟ ଗୀତ ଗୁଡି଼କ ଜାରି ରହୁ । Jai ajagannath.

  • @padmalochanmishra3421
    @padmalochanmishra3421 3 года назад +87

    Actually this type of song needs in Odia industry.. Awesome.. Speechless.. All award goes to writer... Also NYC singing with acting...

  • @mithunranjan6101
    @mithunranjan6101 Год назад +9

    ବହୁତ ବହୁତ ବହୁତ ସୁନ୍ଦର 🥰🥰🥰🥰🥰🥰

  • @sanjunath2328
    @sanjunath2328 Год назад +16

    ଏହି ଗୀତଟି ହୃଦୟକୁ ଗଭୀର ଭାବରେ ଛୁଇଁ ଯାଉଛି 🙏🙏

  • @_just_Entertainment_
    @_just_Entertainment_ 3 года назад +134

    ଗୀତ ଯେତିକି ସୁନ୍ଦର ହେଇଛି ତା ଠୁ ଢେର୍ ବେଶୀ ସାହିତିକ ଶବ୍ଦ ଖୁବ୍ ସୁନ୍ଦର ହେଇଛି

  • @MrsJena228
    @MrsJena228 3 года назад +1370

    ଏତେ ଦିନ ପରେ ଦେଖିଲି ସାହିତ୍ୟ ଶବ୍ଦ ବ୍ୟବହୃତ ହୋଇ ଏତେ ସୁନ୍ଦର ଗୀତ ଟେ ହୋଇଛି.. ଧନ୍ୟବାଦ 🙏

    • @saanodiadj3849
      @saanodiadj3849 3 года назад +12

      Hi Sir please sir ଦୟାକରି
      Mora link ra channel ku ସବସ୍କ୍ରାଇବ କରିଦିଅ please sir
      ମୁଁ ଓଡିଆ ଗିତ ବନାଏ please bhai link re
      ruclips.net/channel/UCZVa7nqBfC1bdepxybtbk7A

    • @officialvideo6947
      @officialvideo6947 3 года назад +4

      ruclips.net/video/9b-C179vao8/видео.html

    • @k.kcommunication5133
      @k.kcommunication5133 3 года назад +25

      Right

    • @pratapchandrabehera4798
      @pratapchandrabehera4798 3 года назад +9

      They saws WWE k
      L,

    • @janadad492
      @janadad492 3 года назад +2

      @@k.kcommunication5133 ksjkakla

  • @PadaminiHembram
    @PadaminiHembram Год назад +4

    ଏଇ ଗୀତଟି ଏତେ ଭଲ ଲାଗୁଛି ଯେ ବାରମ୍ବାର ଶୁଭୁଚି👍

  • @abhilashpatra6546
    @abhilashpatra6546 Год назад +13

    Really I like it this song ❤🎵 My Hart touching song & My Fevroate song I love 💘This Song

  • @jitu1991
    @jitu1991 3 года назад +152

    ମୁଁ ଓଡ଼ିଆ ବୋଲି ଗର୍ବିତ। ଏ ଗୀତ ଟି ଅତି ହୃୟସ୍ପର୍ଶୀ।

  • @m.selvaduraim.selvadurai5354
    @m.selvaduraim.selvadurai5354 2 года назад +79

    I am Tamil girl 🎶😘💞 my friend odiya girl but My fevret song 💞😘 really love you so much

  • @yusufxx5634
    @yusufxx5634 Год назад +241

    That video was fantastic! This song is so moving, I'm speechless. Hats off to Sarat Dash and Premanand sir. I was able to travel to multiple countries in a year thanks to the great deals I got with Mighty ✌🏽 Travels 💞 Premium.

  • @kalyanisahoovic-1219
    @kalyanisahoovic-1219 Год назад +2

    ଗୀତଟି ଅତି ସୁନ୍ଦର ଓ ମନମୁଗ୍ଦ କର ହୋଇଛି।

  • @anushkasmagicalworld3352
    @anushkasmagicalworld3352 3 года назад +88

    ସମ୍ପୂର୍ଣ ଟିମ କୁ ଆନ୍ତରିକ ଶୁଭକାମନା ଓ ଧନ୍ୟବାଦ. ଏବେ ଓଡ଼ିଆ ଗୀତ ଠିକ ବାଟ କୁ ଆସିଛି.

  • @shubhranshushekhar9410
    @shubhranshushekhar9410 3 года назад +29

    ଅତି ସୁନ୍ଦର ଓ ହୃଦୟସ୍ପର୍ଶି ଗୀତ ଟିଏ । 🙏🙏 ଧନ୍ୟବାଦ ଗୀତିକାର 🙏🙏

  • @misslagna...5755
    @misslagna...5755 Год назад +10

    This is My favourite song really is the heart touching lyrics ❤️🎼🎼🎼🎼🎼🎼🎼🎼❤️ Love you all 😘

  • @ashutoshdash5965
    @ashutoshdash5965 10 месяцев назад +7

    ଏହି ଗୀତ ଯିଏ ଲେଖିଛନ୍ତି ତାଙ୍କୁ ଶତ ଶତ ନମନ।

  • @karunasahu9017
    @karunasahu9017 3 года назад +169

    ଶୁଦ୍ଧ ଓଡ଼ିଆ ବହୁତ ବଢିଆ

    • @krushnachandranayak196
      @krushnachandranayak196 3 года назад +2

      ,😂😂😂😂😁😁😁😁

    • @pujasethi6127
      @pujasethi6127 3 года назад

      Ha 👍👍👍👍

    • @pdlite4101
      @pdlite4101 2 года назад

      @Abhinash majhi ଶୁଦ୍ଧ ଏକ ଉର୍ଦୁ ଶବ୍ଦ କି..?

  • @chitrankitadas8569
    @chitrankitadas8569 3 года назад +192

    Must song...Actually I like this song bcoz it's pure odia song💗💗💗💗.....very meaningful odia language used it...NO English No Hindi....
    And tqsm Prem Anand sir for this beautiful music...

    • @dpmusic9597
      @dpmusic9597 3 года назад +3

      ହସି ହସି ଗଡ଼ିଯିବେ 😂😂
      ଭାଇ ମାନେ ଗୋଟିଏ ବୋହୁତ ବଢ଼ିଆ ଭିଡିଓ ଆପଣ ମାନଙ୍କ ପାଇଁ କରିଛୁ 😁ଯଦି ଦେଖିବେ ଭୁଲିପାରିବନି ଜଲଦି ଦେଖନ୍ତୁ 👉ruclips.net/video/6S6ddGO3wE0/видео.html

    • @alimuddinali1488
      @alimuddinali1488 3 года назад +1

      Ppp

    • @idiotguru3331
      @idiotguru3331 3 года назад

      ଦୀପାବଳି ଅବସରରେ ଏକ ନୂଆ ମଜାଦାର କମେଡି ଭିଡ଼ିଓ ଦେଖନ୍ତୁ . ଭିଡ଼ିଓ ର link ତଳେ ଦିଆଯାଇଛି .
      ruclips.net/video/-R89ZsuMgAA/видео.html

    • @anitapanda2758
      @anitapanda2758 3 года назад

      Right

    • @saanfreefireplay6120
      @saanfreefireplay6120 3 года назад

      Sir please sir ଦୟାକରି
      Mo link ra channel ku ସବସ୍କ୍ରାଇବ କରିଦିଅ ନା please sir
      ମୁଁ ଓଡିଆ ଗିତ ବନାଏ please bhai link re
      ruclips.net/channel/UCZVa7nqBfC1bdepxybtbk7A

  • @RinkiHimirika-ix6po
    @RinkiHimirika-ix6po 3 месяца назад +3

    ଭଲ ପାଇବା ଥିବ ତୋ ଏମିତି ଭେଦ ଭାବ ନୁହେଁ କି କଳା ଧଳା ନୁହେଁ ଏବଂ ସେ ପାରାଲେସ କି ହାତ ବି ନ ଥାଉ କିଛି କଥା ନାହିଁ ବାସ ତାକୁ ଭଲ ପାଇବା ଦରକାର। ଯଦି କେବେ ପାଇବେ ମଣିଷ ନୁହେଁ ହୃଦୟ ବା ମନ ଦେଖି କି ଭଲ ପାଇବେ ❤❤❤❤❤❤❤ ପ୍ଲିଜ୍ ❤❤

  • @gyanadas3090
    @gyanadas3090 Год назад +11

    excellent..No words to express...After a long time our pure Odia song came.Thanks to lyricist and music director for liunching a heart touching songs

  • @pujamaharana5619
    @pujamaharana5619 3 года назад +47

    Kahara kahara a song ta favourite....❤

  • @saumyakantanayak2491
    @saumyakantanayak2491 2 года назад +42

    I am speechless after see this song. Hats off to Sarat Dash & Premanand sir ❤️❤️

  • @ohmygaush5271
    @ohmygaush5271 Год назад +16

    Lyrics Next level 🔥
    I'm not understand some lines
    Please provide lyrics in description.
    This is Masterpiece
    Healing Me Always 🙃

  • @user-rh9bm5zj7h
    @user-rh9bm5zj7h 27 дней назад +3

    କିଏ ଅଛ କି ଯିଏ ଏଇ ଗୀତକୁ 10 ରୁ ଅଧିକ ଥର ଣୁଣି ସାରିଛ ହେଲେବି ମନ ପୁରି ନାହି❤place କହିବ ❤❤

  • @priyankabehera530
    @priyankabehera530 3 года назад +389

    10 thara adhika jia sunichha lika kara .....👍👍👍👍
    🥰🥰🥰🥰🥰🥰🥰🥰🥰🥰🥰
    Must song..........❤️❤️❤️❤️❤️❤️

  • @sagarsahoo4394
    @sagarsahoo4394 3 года назад +231

    This song is a masterpiece in Odia music industry 👍👍
    This will be a evergreen song in music industry.
    Nice and favolous lyrics👍👍

  • @deepalimaharana5439
    @deepalimaharana5439 Год назад +5

    I love this song 😍😍😍😘😘

  • @prasantacreation7954
    @prasantacreation7954 2 года назад +1

    ସୁନ୍ଦର
    ସୁନ୍ଦର
    ସୁନ୍ଦର....
    ଶବ୍ଦ ର ଅପୂର୍ବ ସମାହାର l

  • @bikashchpradhan.8586
    @bikashchpradhan.8586 2 года назад +28

    Pure Odia 🎸🕊️

  • @ritsmusic2677
    @ritsmusic2677 3 года назад +59

    Lyrics mind-blowing 🔥🔥🔥

  • @satyagopalmohanty4546
    @satyagopalmohanty4546 Год назад +3

    One and only Premanand sir can do that.. what a beautiful song... Tremoundous music

  • @abinasmahapatra8602
    @abinasmahapatra8602 Год назад +2

    The odia wording of this song is osm, Mun again and again sunuchi 😀

  • @susantimalick5937
    @susantimalick5937 3 года назад +31

    ଏମିତି ଓଡ଼ିଆ ଗିତ କରାଗଲେ ଓଡ଼ିଆ ଭାଷାର ମହତ୍ବ ରହିବ

  • @sanjaykumarmunda1193
    @sanjaykumarmunda1193 3 года назад +106

    ଅନ୍ୟନ୍ତ ମନ ମୋହିତ ଗୀତ ପୁରା ଓଡ଼ିଆ ଭାଷା,

  • @sabyasachidas2804
    @sabyasachidas2804 2 года назад +8

    Special kudos to lyricist ! The magic of Odia songs is back … we don’t need Hindi or Urdu words to highlight a song .

  • @DuraRana-cz1cl
    @DuraRana-cz1cl 4 месяца назад +1

    ଏହି ଗୀତ ହୃଦୟକୁ ଛୁଇଁ ଯାଉଛି ସତରେ ❤❤❤

  • @funnystatus7942
    @funnystatus7942 3 года назад +165

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ନିହାତି ଖୁସି ହୋଇ ଥାନ୍ତେ

  • @sudarsanmaharana5110
    @sudarsanmaharana5110 10 месяцев назад +5

    First time aei song ra kichhi kichhi meaning bujhi hau nathila . Pare deeply bujhibabu try kari bahut thara sunila pare bahut sunder laguchi. . Pure odia song . A master piece song 😊😊😊 .

  • @Priyankaa-
    @Priyankaa- 10 месяцев назад +12

    Let's appreciate the lyrics writer!! 👏👏👏👏I mean it's heaven writting ❤️

  • @sppa7987
    @sppa7987 2 года назад +26

    After few years ,i hear this magical odia songs ....
    Tarang music keep it up
    We need more songs which can compete to national level songs

  • @satyajitbehera1979
    @satyajitbehera1979 2 года назад +19

    I have been finding this particular song that I heard once in TV but was not able to find it on internet. And here I am. What a song 😍😍

  • @artbybishnupriya9511
    @artbybishnupriya9511 10 месяцев назад +2

    Ki gita Dil khus heijae....jetethara sunile bi mitha lage suniba pai gita sahita music bi most 🥰🥰🥰🥰🥰🥰

  • @ajayamohanty6042
    @ajayamohanty6042 Год назад +5

    My favorite odia song ❤️❤️❤️❤️❤️😍😍😍🥰🥰🥰👍👍👍👍👍

  • @saritapatra9258
    @saritapatra9258 2 года назад +12

    Just came across this song accidentally... Can't count how many times I have heard this mesmerizing song.... Satyajit.. U are awesome.... And subhasis has done sucha marvelous job... Ur expressions are so touchy

  • @uttampadhan7202
    @uttampadhan7202 2 года назад +108

    Odia language is the best
    Proud to be in Odisha India

  • @sklukka
    @sklukka Год назад +5

    I love this song 😍💖💖💖

  • @user-dx9lr6ok4s
    @user-dx9lr6ok4s 10 месяцев назад +2

    ବହୁତ୍ ଭଲ ଲାଗିଲା ଏଇ ଗୀତ ❤🎉 ଶୁଣିକି

  • @pratikshyadas4054
    @pratikshyadas4054 3 года назад +171

    Lyrics is awesome 🔥 different and purely odia❤️

    • @saanfreefireplay6120
      @saanfreefireplay6120 3 года назад +3

      Sir please sir ଦୟାକରି
      Mo link ra channel ku ସବସ୍କ୍ରାଇବ କରିଦିଅ ନା please sir
      ମୁଁ ଓଡିଆ ଗିତ ବନାଏ please bhai link re
      ruclips.net/channel/UCZVa7nqBfC1bdepxybtbk7A

    • @trilochanadastrilochanadas1772
      @trilochanadastrilochanadas1772 3 года назад

    • @brreaction524
      @brreaction524 3 года назад

      Right didi kete sundor laguchi. Au.

    • @tnalinireddy6443
      @tnalinireddy6443 3 года назад

      @@brreaction524 zgyy

    • @hapibhol4654
      @hapibhol4654 3 года назад +1

      Super song

  • @gobindsa7854
    @gobindsa7854 3 года назад +137

    ଛୁଆ ଠୁ ଧରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତ ଙ୍କ ହୃଦୟ କୁ ପାଇଛି। ଖାଣ୍ଟି ଓଡିଆ ଗୀତ ହେଇଛି।💞💞💞🔥🔥🔥

  • @swastisresthabehera7029
    @swastisresthabehera7029 Год назад +4

    Mind refreshing song❤

  • @susantkumarsahoo9141
    @susantkumarsahoo9141 3 года назад +140

    Excellent.... No words to express... After a long time our pure odia song came. Both singers sang very nicely & actors have acted perfectly... Thanks to lyricist & music director for lunching a heart touching songs

  • @pravatranjanbehera7209
    @pravatranjanbehera7209 3 года назад +46

    Lyrics is the Ornament of Odia Language in this Song. ❤️

    • @saanshan9808
      @saanshan9808 3 года назад +3

      Sir please sir ଦୟାକରି
      Mo link ra channel ku ସବସ୍କ୍ରାଇବ କରିଦିଅ ନା please sir....
      ମୁଁ ଓଡିଆ ଗିତ ବନାଏ please bhai link re
      ruclips.net/channel/UCZVa7nqBfC1bdepxybtbk7A

    • @rabindrabarik1936
      @rabindrabarik1936 3 года назад +2

      @@saanshan9808 00000ⁿhh

    • @banditadas4395
      @banditadas4395 3 года назад +2

      Best lyrics 👍👍 ever listen..... Thanks to writter and singers........

  • @Dillipsarkaar45
    @Dillipsarkaar45 10 месяцев назад +10

    It is not a song, it is an emotion & love❤

  • @lbig5443
    @lbig5443 Месяц назад +1

    ସତରେ କେତେ ଚମତ୍କାର ପରିକଳ୍ପନା 🎉🎉🎉❤❤

  • @akpchintu153
    @akpchintu153 3 года назад +97

    Pure odia ..
    Bahut barsa pare pure odia....
    That's the magic of odia song...
    Kichi faltu masala add kariba darkar nahin

    • @saanodiadj3849
      @saanodiadj3849 3 года назад +3

      Sir please sir ଦୟାକରି
      Mo link ra channel ku ସବସ୍କ୍ରାଇବ କରିଦିଅ ନା please sir...
      ମୁଁ ଓଡିଆ ଗିତ ବନାଏ please bhai link re
      ruclips.net/channel/UCZVa7nqBfC1bdepxybtbk7A

    • @dillipdas1047
      @dillipdas1047 3 года назад +1

      qqqq11qqqq1

    • @pinkimohanty5154
      @pinkimohanty5154 3 года назад

      @@dillipdas1047 qq .

    • @mainnahibataunga9712
      @mainnahibataunga9712 3 года назад

      Bilkul thik kahichhanti apana. Ebhali gita baneiba darkar.

  • @chinmaytripathy
    @chinmaytripathy 3 года назад +70

    I just fall in love with this song.. Music, lyrics and voice.. What a combination...
    Need this type of odia song .
    Dear lyricist, waiting for next song like this..