Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଆଉ ଥରେ ସବୁ ପୁରୁଣା ଗୀତ ଏହି ଭଳି ଆଣିବା ଦରକାର , ଆଜିର ନୂତନ ପିଢ଼ି ଜାଣି ପାରିବେ ପ୍ରକୃତରେ ଗୀତ କାହାକୁ କୁହାଯାଏ , ମୋ କଥାରେ କେଉଁମାନେ ଏକମତ 🤔🤔
Right
Bhala hanta
Thik katha
@@BKumar-qq1zj❤
ଅତି ସୁମଧୁର ସ୍ବର ଆହା 🎉🎉🌹🌹ଏହି ସୁନ୍ଦର ସ୍ଵରରେ ଆହୁରି ଅନେକ ଗୀତ ଶୁଣିବାକୁ ମିଳିବ ବୋଲି ଆଶା କରୁଛି 🤩🤩
ଗୀତଟି ବାସ୍ତବରେ ହୃଦୟସ୍ପର୍ଶୀ ହୋଇଛି,ଯାହା ହେଲେବି ପୁରୁଣା ଗୀତ ଖୁବ୍ ଭଲ OLD IS GOLD
ଏହି ଭଳି ପୁରୁଣା ସିନେମାର ଗୀତ ଦିନକୁ ଗୋଟିଏ ୟୁଟୁବ ରେ ଆସିଲେ ଆହୁରି ଭଲ ହୁଅନ୍ତା pragyan didi ❤❤❤❤❤
Ha bhai thik katha
Right sir
ମୁଁ ତ ପୁରୁଣା ଗୀତହିଁ ସବୁ ବେଳେ ଶୁଣେ ଖୁବୁ ସୁନ୍ଦର ହୋଇଛି
ବହୁତ ସୁନ୍ଦର ହେଇଛି ଯଦି male version ଟା male singer ହିଁ ଗାଇଥାନ୍ତେ... ଆହୁରି ସୁନ୍ଦର ହୋଇ ପାରିଥାନ୍ତା 🙏
Ei song male singer kie gaichanti janicha
Abhijit gaichanti boliwood singer
ସଙ୍ଗୀତ ଏବଂ କଣ୍ଠଦାନ ଏବଂ ରଚନା ମଧ୍ୟ ବହୁତ ବହୁତ ସୁନ୍ଦର ହୋଇଛି। ଆପଣମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ।
ଅତି ସୁନ୍ଦର ଗୀତ। ଗୀତର ପ୍ରତ୍ୟେକ ପଦ ଅତ୍ୟନ୍ତ ହୃଦୟସ୍ପର୍ଶୀ ❤
ଦିବଂଗତ ଗୀତିକାର ନିମାଇଁ ମହାନ୍ତିଙ୍କ ଏକ କାଳଜୟୀ ରଚନା, ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ତାଙ୍କର ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି 😢
ପୁଅ ପିଲାଙ୍କ voice କଣ ପାଇଁ add କଲନି।ଆହୁରି ଭଲ ଲାଗି ଥାନ୍ତା ।
That's ri8
Hm bro 👍 right
Hmm
ପୁରୁଣା ଗୀତ କାହା କୁ ଭଲ ଲାଗେ 🎶🎶🎶🎶👌👌👌
ଡ଼ିଡ଼ି ଓଡ଼ିଆ ଚାଁନେଲ ରେ ସବୁବେଳେ ଦେଖିଥାଉ ଏଇ ଗୀତ ଟି ବହୁତ ସୁନ୍ଦର ସ୍ଲୋ ମୋସନ ଗୀତ.
ପୁରୁଣା ଗୀତ ନୂଆ ସିଙ୍ଗର.....Nice voice.👍
ଅତି ସୁନ୍ଦର ସୁମଧୁର ଓଡ଼ିଆ ସଙ୍ଗୀତ ଟିଏ ମନକୁ ଛୁଇଁ ଯାଇଥିଲା ଏହି ସଙ୍ଗୀତ ଟି ଆହାକୀ ସୁନ୍ଦର ଗାୟକ ଏହିପରି ଭାବରେ ଓଡ଼ିଆ ଜଗତକୁ ମନଛୁଆଁ ଏହି ଭଳିଆ ଗୀତଟିଏ ଦରକାର ମୋର ଅତି ମନ ପସନ୍ଦର ସଙ୍ଗୀତ ଟି ❤❤❤👆👆👆
ବହୁତ ସୁନ୍ଦର ଆଉ ପୁରୁଣା ଗୀତ ଶୁଣିବାକୁ ଭଲ ଲାଗେ thanku
ସୁମଧୁର ସ୍ୱର । Wah! Beautiful ❤
ଅତି ସୁନ୍ଦର ❤❤❤#ପ୍ରଜ୍ଞା #pragyan 💕
ବହୁତ ସୁନ୍ଦର ସ୍ୱର ❤
ବହୁତ ସୁନ୍ଦର ଲାଗୁଛି ଗୀତ ଖୁବ୍ ବଡିଆ
ବହୁତ ସୁନ୍ଦର କଣ୍ଠ👌🏾👌🏾
Bahut, sundar voice,mind blowing 👌👌
ସେଇ filling ସେଇ ସ୍ଵାଦ, ଓଃ fantasitc, love u ପ୍ରଜ୍ଞା
ଏ ଗୀତ ଭଲ ଲାଗୁଥିଲେ like 👍ଗୋଟେ କରନ୍ତୁ 🙏
ଅତି ସୁନ୍ଦର 👌Mind blowing
Very beautiful voice ❤❤❤❤❤😊I heartly like this song.. ehi gito sunile dehoro rumo chuti tankuri uthe...😊😊❤❤❤
କୁଆଡେ ଗଲା ଓଡିଆ ଆଲବମ୍ ର ସ୍ୱର୍ଣୀମ ଦିନ 😭😭😭
ସତରେ ବହୁତ୍ ସୁନ୍ଦର ଗୀତଟିଏ ❤❤❤❤❤❤❤❤❤ ପିଲା ବେଳ ମାନେ ପଡ଼ିଗଲା
ଓଡ଼ିଆ ଗୀତ ଏହାକୁ ହିଁ କୁହାଯାଏ । Old is always gold
ଖୁବ୍ ସୁନ୍ଦର ।
ଯାହା କୁହପୁରୁଣା ଗୀତ ର ମଜା ନିଆରା ଯେତେ ଆଉ ଥରେ ଗାଇ ଲେ ବିOriginal ବେଷ୍ଟ
Pilaa bela kathaa mane padi jauchi satare setebele ra gita sabu bahut sundara ❤❤❤❤❤
Wow...❤❤❤puni thare mono re se puruna smruti jeen uthila...❤❤
ପୁରୁଣା ସଂଗୀତ ର କେତେ ମାଧୁର୍ଯ୍ୟ ଏଇ ଗୀତ ର ଜଣା ପଡୁଛି ଆଉ ଥେର ସେ ପୁରୁଣା ଗୀତ କୁ ସବୁ ଫେରେଇଆଣିଲେ ବହୁତ ଭଲ ହୁଅନ୍ତା 🙏ପ୍ରଜ୍ଞା ମଧ୍ୟ ବହୁତ ଭଲ ଗାଇଲେ 👍👍
Pragyan hota is my all time favourite singer ... ❤ ....sweet voice....❤
ପୁଣି ଥରେ ସେହି ପୁରୁଣା ଗିତ ୟୁଟ୍ୟୁବ୍ ମାଧ୍ୟମରେ ଆଣି ଥିବାରୁ ସମୟ ଖେଳୁଛି ଚକା ଭଉଁରୀ ୨୦୦୨ମୁଭି ମନେ ପଡିଗଲା ଅଭିଜିତ ଓ ଅନୁରାଧା ଙ୍କ କଣ୍ଠରେ ସେହି ପୁରୁଣା ଗିତ...
Prangya ma'am my favourite
Original ଗୀତ ଭଲ ଲାଗୁଚି,ଭଉଣୀ ଲହରେଇ ଗାଇବା ବନ୍ଦ୍ କରିଲେ ଭଲ ଲାଗିବ
Duet song , Jane pua singar thile most beautiful hoithanta
❤❤❤❤❤
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ସଙ୍ଗୀତ
Perfect singing and music. Long live.
କେତେ ସୁନ୍ଦର ତୁମ କଣ୍ଠ
the goat😎full form-greatest of all time
ଅତି ହୃଦୟ ସ୍ପର୍ଶୀ ଗୀତ
ଏମିତି ପୁରୁଣା ଗୀତ ନୂଆ କଳାକାର ମାନେ ଗାଇକି ନୂଆ ଜୀବନ ଦେଇଛନ୍ତି thank you mind bloing ❤️❤️❤️❤️❤️
Ohh expressions wah !!!
Super voice
Pragyan nka voice re jadu achhi❤❤❤
ହୃଦୟସ୍ପର୍ଶୀ 👌👌
ସୁନ୍ଦର....
Pragyan hota all time my favourite singera
ଅତି ସୁନ୍ଦର❤❤❤
ଅତି ସୁନ୍ଦର ଗୀତ
ସୁପର୍ song 👍
ବହୁତ ମିଠା ସ୍ୱର ❤
ସୁନ୍ଦର ଗୀତ, Nice voice Pragyan madam.....
Supap Fantastic ❤❤❤❤❤❤❤ Song Beautiful Sidhant And Anu
Wahhhhh... My All time favorite voice 👌 Pragyan ji 🥰 lovelyyyyyyy Execution 🍫 so sweet of you & your voice 👌 ❤️❤️
ଆପଣ ଙ୍କ voice ମତେ ସବୁବେଳେ ଭଲ ଲାଗୁଛି ❤
What a voice !!!👌👌🍁🍁😊😊 Very Nicely rendered...
Duet ହେଇଥିଲେ ଭଲ ହେଇଥାନ୍ତା...... Duet ଗୀତ କୁ single ଗାଇଲେ କେମିତି ହବ
Ati sundar puruna gitara maja hin alaga ❤❤❤❤❤🎉🎉🎉🎉🎉 all time my miss kare mu ❤❤❤❤❤ love you puruna sang❤❤❤❤❤
Hita ❤😂
ଖୁବ୍ ସୁନ୍ଦର ❤
❤❤❤❤❤❤❤❤❤❤❤❤❤
Voice so beautiful ପୁରୁଣା singer କଥା ମନ ପକେଇ ଦୋଉଛି
ଅତି ସୁନ୍ଦର ❣️
7ଥର ଶୁଣିଲେ ହେଲେ ବି ଶୁଣିବାକୁ ଇଛା❤
Lovely song lovlely voice lovely ପ୍ରଜ୍ଞ୍ୟା ଦିଦି
ଭହୁତ ଭଲ ଗୀତ
Khub sundor gita❤❤
Master piece of Abhijeet & Anuradha
thanks to pragyan apa, so sweet Voice.
Music ଆଉ ଟିକେ ଆଡ଼ଭାନ୍ସ ଦରକାର. ଏକ୍ସଟ୍ରା.
So beautiful song like ♥️♥️♥️♥️♥️
ମୋର ପ୍ରିୟ ଗୀତ👍 ❤️👌
Male version ku tame bi kaiki gaila.male version add karithile bahut bhala lagithanta.its my favourite song.please add also male version.
Music Director Malay Mishra This Song is Very Heart Touching
Bahut badhiya
କଣ୍ଠ ସୁମଧୁର
Bahut bahut badhiya ❤️
Old singer is very beautiful...❤❤❤...tame jate tanka saha compair kale paribani....
Vocal quality is very very sweet and soothing to ears... Excellent
Emiti ❤ song Kara bahut bhala old ku new version re Karacha ♥
Best composition 🎉 Voice of Pragyan Hota is really very sweet.
ବହୁତ୍ ସୁନ୍ଦର ଗୀତ ମୋ ମନ କୁ ଛୁଇଁ ଗଲା
Puruna dina sobu mne poduchi..❤
Au thare ei bhale darakar
Bhai e gita sunile mana ku santi mile.. Niara anubhuti
ପିଲା ବେଳର କଥା ମନେ ପଡ଼ିଯାଏ ❤
2:22 I'm from Delhi but I like this odisha song 🎵
pliz pliz mam rupaa gaon ra Suna kaniya song 'Akasara janha bhabuthiba jebe mo priya ku dekhuthiba'❤❤❤
Katha dia Katha dia Karibani para......❤❤
Pragan mam pua pila voice add kara riqcest mora bhala lagiba
My favourite song mam❤❤
Very sweet voice...may God bless you..
Song ro actual meaning boli ki6i o6i, mane feelings saha sunile nijor life saha match koribo . Finally kohiba ku gole Old is Gold . ❤
ATI SUNDAR OLD IS GOLD EVERYTIME ❤❤❤
ପର କେବେ କରିବିନି ❤🥰
ଅତି ସୁନ୍ଦର ❤️💞
New version 😲💗👍🏻👌sweet voice🙏🙏🙏
Bahut sundar 💕🙏
ଆଉ ଥରେ ସବୁ ପୁରୁଣା ଗୀତ ଏହି ଭଳି ଆଣିବା ଦରକାର , ଆଜିର ନୂତନ ପିଢ଼ି ଜାଣି ପାରିବେ ପ୍ରକୃତରେ ଗୀତ କାହାକୁ କୁହାଯାଏ , ମୋ କଥାରେ କେଉଁମାନେ ଏକମତ 🤔🤔
Right
Bhala hanta
Thik katha
@@BKumar-qq1zj❤
Right
ଅତି ସୁମଧୁର ସ୍ବର ଆହା 🎉🎉🌹🌹
ଏହି ସୁନ୍ଦର ସ୍ଵରରେ ଆହୁରି ଅନେକ ଗୀତ ଶୁଣିବାକୁ ମିଳିବ ବୋଲି ଆଶା କରୁଛି 🤩🤩
ଗୀତଟି ବାସ୍ତବରେ ହୃଦୟସ୍ପର୍ଶୀ ହୋଇଛି,ଯାହା ହେଲେବି ପୁରୁଣା ଗୀତ ଖୁବ୍ ଭଲ OLD IS GOLD
ଏହି ଭଳି ପୁରୁଣା ସିନେମାର ଗୀତ ଦିନକୁ ଗୋଟିଏ ୟୁଟୁବ ରେ ଆସିଲେ ଆହୁରି ଭଲ ହୁଅନ୍ତା pragyan didi ❤❤❤❤❤
Ha bhai thik katha
Right sir
ମୁଁ ତ ପୁରୁଣା ଗୀତହିଁ ସବୁ ବେଳେ ଶୁଣେ ଖୁବୁ ସୁନ୍ଦର ହୋଇଛି
ବହୁତ ସୁନ୍ଦର ହେଇଛି ଯଦି male version ଟା male singer ହିଁ ଗାଇଥାନ୍ତେ... ଆହୁରି ସୁନ୍ଦର ହୋଇ ପାରିଥାନ୍ତା 🙏
Ei song male singer kie gaichanti janicha
Abhijit gaichanti boliwood singer
ସଙ୍ଗୀତ ଏବଂ କଣ୍ଠଦାନ ଏବଂ ରଚନା ମଧ୍ୟ ବହୁତ ବହୁତ ସୁନ୍ଦର ହୋଇଛି। ଆପଣମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ।
ଅତି ସୁନ୍ଦର ଗୀତ। ଗୀତର ପ୍ରତ୍ୟେକ ପଦ ଅତ୍ୟନ୍ତ ହୃଦୟସ୍ପର୍ଶୀ ❤
ଦିବଂଗତ ଗୀତିକାର ନିମାଇଁ ମହାନ୍ତିଙ୍କ ଏକ କାଳଜୟୀ ରଚନା, ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ତାଙ୍କର ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି 😢
ପୁଅ ପିଲାଙ୍କ voice କଣ ପାଇଁ add କଲନି।ଆହୁରି ଭଲ ଲାଗି ଥାନ୍ତା ।
Right
That's ri8
Hm bro 👍 right
Hmm
Right
ପୁରୁଣା ଗୀତ କାହା କୁ ଭଲ ଲାଗେ 🎶🎶🎶🎶👌👌👌
ଡ଼ିଡ଼ି ଓଡ଼ିଆ ଚାଁନେଲ ରେ ସବୁବେଳେ ଦେଖିଥାଉ ଏଇ ଗୀତ ଟି ବହୁତ ସୁନ୍ଦର ସ୍ଲୋ ମୋସନ ଗୀତ.
ପୁରୁଣା ଗୀତ ନୂଆ ସିଙ୍ଗର.....Nice voice.👍
ଅତି ସୁନ୍ଦର ସୁମଧୁର ଓଡ଼ିଆ ସଙ୍ଗୀତ ଟିଏ ମନକୁ ଛୁଇଁ ଯାଇଥିଲା ଏହି ସଙ୍ଗୀତ ଟି ଆହାକୀ ସୁନ୍ଦର ଗାୟକ ଏହିପରି ଭାବରେ ଓଡ଼ିଆ ଜଗତକୁ ମନଛୁଆଁ ଏହି ଭଳିଆ ଗୀତଟିଏ ଦରକାର ମୋର ଅତି ମନ ପସନ୍ଦର ସଙ୍ଗୀତ ଟି ❤❤❤👆👆👆
ବହୁତ ସୁନ୍ଦର ଆଉ ପୁରୁଣା ଗୀତ ଶୁଣିବାକୁ ଭଲ ଲାଗେ thanku
ସୁମଧୁର ସ୍ୱର । Wah! Beautiful ❤
ଅତି ସୁନ୍ଦର ❤❤❤
#ପ୍ରଜ୍ଞା #pragyan 💕
ବହୁତ ସୁନ୍ଦର ସ୍ୱର ❤
ବହୁତ ସୁନ୍ଦର ଲାଗୁଛି ଗୀତ ଖୁବ୍ ବଡିଆ
ବହୁତ ସୁନ୍ଦର କଣ୍ଠ👌🏾👌🏾
Bahut, sundar voice,mind blowing 👌👌
ସେଇ filling ସେଇ ସ୍ଵାଦ, ଓଃ fantasitc, love u ପ୍ରଜ୍ଞା
ଏ ଗୀତ ଭଲ ଲାଗୁଥିଲେ like 👍ଗୋଟେ କରନ୍ତୁ 🙏
ଅତି ସୁନ୍ଦର 👌Mind blowing
Very beautiful voice ❤❤❤❤❤😊
I heartly like this song.. ehi gito sunile dehoro rumo chuti tankuri uthe...😊😊❤❤❤
କୁଆଡେ ଗଲା ଓଡିଆ ଆଲବମ୍ ର ସ୍ୱର୍ଣୀମ ଦିନ 😭😭😭
ସତରେ ବହୁତ୍ ସୁନ୍ଦର ଗୀତଟିଏ ❤❤❤❤❤❤❤❤❤ ପିଲା ବେଳ ମାନେ ପଡ଼ିଗଲା
ଓଡ଼ିଆ ଗୀତ ଏହାକୁ ହିଁ କୁହାଯାଏ । Old is always gold
ଖୁବ୍ ସୁନ୍ଦର ।
ଯାହା କୁହ
ପୁରୁଣା ଗୀତ ର ମଜା ନିଆରା
ଯେତେ ଆଉ ଥରେ ଗାଇ ଲେ ବି
Original ବେଷ୍ଟ
Pilaa bela kathaa mane padi jauchi satare setebele ra gita sabu bahut sundara ❤❤❤❤❤
Wow...❤❤❤puni thare mono re se puruna smruti jeen uthila...❤❤
ପୁରୁଣା ସଂଗୀତ ର କେତେ ମାଧୁର୍ଯ୍ୟ ଏଇ ଗୀତ ର ଜଣା ପଡୁଛି ଆଉ ଥେର ସେ ପୁରୁଣା ଗୀତ କୁ ସବୁ ଫେରେଇଆଣିଲେ ବହୁତ ଭଲ ହୁଅନ୍ତା 🙏ପ୍ରଜ୍ଞା ମଧ୍ୟ ବହୁତ ଭଲ ଗାଇଲେ 👍👍
Pragyan hota is my all time favourite singer ... ❤ ....sweet voice....❤
ପୁଣି ଥରେ ସେହି ପୁରୁଣା ଗିତ ୟୁଟ୍ୟୁବ୍ ମାଧ୍ୟମରେ ଆଣି ଥିବାରୁ ସମୟ ଖେଳୁଛି ଚକା ଭଉଁରୀ ୨୦୦୨ମୁଭି ମନେ ପଡିଗଲା ଅଭିଜିତ ଓ ଅନୁରାଧା ଙ୍କ କଣ୍ଠରେ ସେହି ପୁରୁଣା ଗିତ...
Prangya ma'am my favourite
Original ଗୀତ ଭଲ ଲାଗୁଚି,
ଭଉଣୀ ଲହରେଇ ଗାଇବା ବନ୍ଦ୍ କରିଲେ ଭଲ ଲାଗିବ
Duet song , Jane pua singar thile most beautiful hoithanta
❤❤❤❤❤
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ସଙ୍ଗୀତ
Perfect singing and music. Long live.
କେତେ ସୁନ୍ଦର ତୁମ କଣ୍ଠ
the goat😎
full form-greatest of all time
ଅତି ହୃଦୟ ସ୍ପର୍ଶୀ ଗୀତ
ଏମିତି ପୁରୁଣା ଗୀତ ନୂଆ କଳାକାର ମାନେ ଗାଇକି ନୂଆ ଜୀବନ ଦେଇଛନ୍ତି thank you mind bloing ❤️❤️❤️❤️❤️
Ohh expressions wah !!!
Super voice
Pragyan nka voice re jadu achhi❤❤❤
ହୃଦୟସ୍ପର୍ଶୀ 👌👌
ସୁନ୍ଦର....
Pragyan hota all time my favourite singera
ଅତି ସୁନ୍ଦର❤❤❤
ଅତି ସୁନ୍ଦର ଗୀତ
ସୁପର୍ song 👍
ବହୁତ ମିଠା ସ୍ୱର ❤
ସୁନ୍ଦର ଗୀତ, Nice voice Pragyan madam.....
Supap Fantastic ❤❤❤❤❤❤❤ Song Beautiful Sidhant And Anu
Wahhhhh... My All time favorite voice 👌 Pragyan ji 🥰 lovelyyyyyyy Execution 🍫 so sweet of you & your voice 👌 ❤️❤️
ଆପଣ ଙ୍କ voice ମତେ ସବୁବେଳେ ଭଲ ଲାଗୁଛି ❤
What a voice !!!👌👌🍁🍁😊😊 Very Nicely rendered...
Duet ହେଇଥିଲେ ଭଲ ହେଇଥାନ୍ତା...... Duet ଗୀତ କୁ single ଗାଇଲେ କେମିତି ହବ
Ati sundar puruna gitara maja hin alaga ❤❤❤❤❤🎉🎉🎉🎉🎉 all time my miss kare mu ❤❤❤❤❤ love you puruna sang❤❤❤❤❤
Hita ❤😂
ଖୁବ୍ ସୁନ୍ଦର ❤
❤❤❤❤❤❤❤❤❤❤❤❤❤
Voice so beautiful ପୁରୁଣା singer କଥା ମନ ପକେଇ ଦୋଉଛି
ଅତି ସୁନ୍ଦର ❣️
7ଥର ଶୁଣିଲେ ହେଲେ ବି ଶୁଣିବାକୁ ଇଛା❤
Lovely song lovlely voice lovely ପ୍ରଜ୍ଞ୍ୟା ଦିଦି
ଭହୁତ ଭଲ ଗୀତ
Khub sundor gita❤❤
Master piece of Abhijeet & Anuradha
thanks to pragyan apa, so sweet Voice.
Music ଆଉ ଟିକେ ଆଡ଼ଭାନ୍ସ ଦରକାର. ଏକ୍ସଟ୍ରା.
So beautiful song like ♥️♥️♥️♥️♥️
ମୋର ପ୍ରିୟ ଗୀତ👍 ❤️👌
Male version ku tame bi kaiki gaila.male version add karithile bahut bhala lagithanta.its my favourite song.please add also male version.
Music Director Malay Mishra This Song is Very Heart Touching
Bahut badhiya
କଣ୍ଠ ସୁମଧୁର
Bahut bahut badhiya ❤️
Old singer is very beautiful...❤❤❤...tame jate tanka saha compair kale paribani....
Vocal quality is very very sweet and soothing to ears... Excellent
Emiti ❤ song Kara bahut bhala old ku new version re Karacha ♥
Best composition 🎉 Voice of Pragyan Hota is really very sweet.
ବହୁତ୍ ସୁନ୍ଦର ଗୀତ ମୋ ମନ କୁ ଛୁଇଁ ଗଲା
Puruna dina sobu mne poduchi..❤
Au thare ei bhale darakar
Bhai e gita sunile mana ku santi mile.. Niara anubhuti
ପିଲା ବେଳର କଥା ମନେ ପଡ଼ିଯାଏ ❤
2:22 I'm from Delhi but I like this odisha song 🎵
pliz pliz mam rupaa gaon ra Suna kaniya song 'Akasara janha bhabuthiba jebe mo priya ku dekhuthiba'❤❤❤
Katha dia Katha dia Karibani para......❤❤
Pragan mam pua pila voice add kara riqcest mora bhala lagiba
My favourite song mam❤❤
Very sweet voice...may God bless you..
Song ro actual meaning boli ki6i o6i, mane feelings saha sunile nijor life saha match koribo .
Finally kohiba ku gole
Old is Gold . ❤
ATI SUNDAR OLD IS GOLD EVERYTIME ❤❤❤
ପର କେବେ କରିବିନି ❤🥰
ଅତି ସୁନ୍ଦର ❤️💞
New version 😲💗👍🏻👌sweet voice🙏🙏🙏
Bahut sundar 💕🙏