ତୋ ଆଗରେ କିଛି ଧୂପ - To Aagare Kichhi Dhupa - Bahuda Yatra Special Odia -Dipti Rekha - Diptiragaa

Поделиться
HTML-код
  • Опубликовано: 20 ноя 2024
  • ତୋ ଆଗରେ କିଛି ଧୂପ - To Aagare Kichhi Dhupa - Bahuda Yatra Special Odia -Devotional 2021 - Dipti Rekha - Diptiragaa
    A small tribute to devotees of mahaprabhu Jagannath on the auspicious occasion of bahuda yatra. May mahaprabhu Jagannath bless the mankind in this tough time on the globe. Jay shree Jagannath 🙏🙏
    ♪ Original Song Credits ♪
    ► Jagannath Bhajan: To Aagare Kichhi Dhupa
    ► Album Name: Mayur Chandrika
    ► Singer: Sonu Nigam
    ► Composer: Saroj Nanda
    ► Lyricist: Shreekant Gautam
    ► Music Label: T-Series
    ♪ Song Credits ♪
    ► Singer: Diptirekha Padhi
    ► Flute : Abhiram Nanda
    ► Music Arrangements : Abhishek Panigrahi
    ► Recorded Mixed Mastered : Somesh Sathpathy (Somesh Studio )
    ♪Visual Credits♪
    A film by - Digital Sket Films
    ► Sandip, Prabin, Sidharth, Surya, Kanha
    Like us on Facebook - / diptiragaa
    Follow us on Instagram - / diptiragaa
    ANTI-PIRACY WARNING *
    This content is Copyright to Diptiragaa. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
    2021.All copyrights reserved with Diptiragaa.
    #ToAagareKichhiDhupa
    #Diptirekha
    #Diptiragaa
    #newodiabhajan#diptirekhasong
    #diptirekhaallsong#deeptirekhaallhitsong#newbhajan#bahudayatraspecial#bahudaspecial#diptirekhanewhitsong#diptirekhanewbhajansong#diptirekhahitsongodia
    #jayshrijagannath#jayjagannath #odiasong2021#odiabhajan#jagannathbhajan#diptirekhaallhits#odianewsong#sonunigam#puri#odiasongsonunigamfans#sonunigamoldsongs#sonunigamnewsongs#sonunigamhimdisongs#evergreenhotsofsonunigam#romatichitsongssonunigam#odiahitbhajansonunigam#sonunigambengalisongs#sonunigammarathisongs#songsofsonunigam#sonu#nigam#hits#jagannathmahaprabhu#nigamshitsongs#chakadola#nandigosh#kalia#nilachakra#patitapavan#legendsonu#sonusuperfans#srikhetra#sankhakhetra#swargadwara#diptirekhafanclub#diptirekhasinger#diptirekhasuperfan#diptirekhabhajan#diptifanclub#tulasikhetra#saradhabali#debedalana#jaga#narendrapokhori#nilamadhab#madhav#narayan#bahudayatra#bahuda

Комментарии • 3,5 тыс.

  • @haladharsahu5667
    @haladharsahu5667 7 месяцев назад +70

    ଗୀତ ଟିକୁ ଯେତେ ଶୁଣୁଛି ମନ ଭରୁ ନାହିଁ ଜୟ ଜଗନ୍ନାଥ ପ୍ରଭୁ 🙏⭕‼️⭕🙏

  • @itishreesamal217
    @itishreesamal217 3 года назад +428

    ଜୀବନର ବାସ୍ତବ ସତ୍ୟ ଯାହା ଏହି ଗୀତ ମାଧ୍ୟମରେ ମନେପଡିଯାଉଛି ! 🙏🏻❤️🙏🏻

  • @ashutoshkhatua9652
    @ashutoshkhatua9652 Год назад +92

    ଭଗବାନ ଙ୍କ ର ତ ସବୁ ଭଜନ ସୁନ୍ଦର ।କିନ୍ତୁ ଏହି ଭଜନରେ ଯେଉଁ ଭକ୍ତି, ଆନନ୍ଦ, ଓ ଚିରନ୍ତନ ସତ୍ୟ କଥା ବର୍ଣ୍ଣନା କରାଯାଇଛି ଶୁଣୁ ଶୁଣୁ ଦେହରେ ଓ ମନରେ ସିଂହରଣ ସୃଷ୍ଟି ହୋଇଯାଉଛି ।ଯେତେ ଥର ବି ଶୁଣିଲେ ନୂଆ ନୂଆ ଲାଗୁଛି। ଜୟ ଜଗନ୍ନାଥ 🙏🙏🙏😭😭🙏🙏🙏

  • @Cookwithankita653
    @Cookwithankita653 3 года назад +314

    Bolo Jay Jagannath Swami 😍🙏😍 one like Plz

  • @Lifeofdr.soumya
    @Lifeofdr.soumya 3 года назад +257

    ଏତେ ସୁନ୍ଦର ଭାବେ ଗାଇଛନ୍ତି ଭାବିଭକ୍ତି ଝରି ପଡୁଛି ଆଖିରୁ ଲୁହ ଗଡ଼ିଗଲା ଜୀବନର ସବୁଠୁ ବଡ଼ ସତ୍ୟ ମୃତ୍ୟୁ ବୋଲି ମହାବାହୁ ଆଉଥରେ ଜଣେଇଦେଲେ 🙏🙏
    ଜୟ ଜଗନ୍ନାଥ 🙏🙏🙏

  • @enjoywithjasobanta5677
    @enjoywithjasobanta5677 11 месяцев назад +90

    ବହୁତ୍ ଛୋଟ ବେଳୁ ମୁଁ ମୋ ବାପା ମାଆଙ୍କୁ ହରେଇଛି। ଏ ଗୀତ ମୁଁ ଯେବେ ବି ଶୁଣେ ସତେ ଯେମିତି ମୁଁ ସେ ସମୟ କୁ ଫେରିଯାଏ। ଅତି ସୁନ୍ଦର ହୃଦୟସ୍ପର୍ଶୀ ଆପଣଙ୍କ ସ୍ୱର। ମୋ ଆଖିରୁ ଆପେ ଆପେ ଲୁହ ଆସିଗଲା। ଅଶେଷ ଅଶେଷ ଧନ୍ୟବାଦ ଏତେ ସୁନ୍ଦର ଗୀତ ପାଇଁ।

    • @AlokKuDas-v6u
      @AlokKuDas-v6u 7 месяцев назад +2

      Jagannath apnku emiti sabu bele khusire Rakhantu 🙏🎋💐

    • @anweshaworld7880
      @anweshaworld7880 5 месяцев назад +1

      ଯାହାର kehi ନାହାନ୍ତି ତ ପାଇଁ ମହାପ୍ରଭୁ ନିଶ୍ଚିତ ଅଛନ୍ତି 🙏🙏kichi ame ହରେଇଛେ ପୁଣି ତ ଠୁ ଅଧିକ ପାଇବା ସେ ନେଲେ ଦିଅନ୍ତି ବି

    • @anantbehera1517
      @anantbehera1517 3 месяца назад

      Jagannath nko asirwad ochi ..

  • @swagatikadas07
    @swagatikadas07 2 года назад +320

    ଆଜି କାଲି ଲୋକମାନେ ସେତେବେଳେ ଭଜନ ଶୁଣନ୍ତି ଯେତେବେଳେ କିଛି ହରେଇ ଦୁଃଖରେ ଭାଙ୍ଗିପଡିଥାନ୍ତି । ସେତେବେଳେ ଏ ଭଳି ଭଜନ ଗୀତ ଆତ୍ମା କୁ ଭଗବାନ୍ ଙ୍କ ସହ ମିସେଇବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

    • @Rabindrasaunta
      @Rabindrasaunta 7 месяцев назад +9

      ଠିକ୍ କୋହିଚ ଭାଇ😊😊

    • @janmitapradhan2805
      @janmitapradhan2805 7 месяцев назад +5

      ଏକଦମ ଠିକ୍ କଥା

    • @pujadas-ow3ji
      @pujadas-ow3ji 7 месяцев назад +2

      Right

    • @pinkysahoo82
      @pinkysahoo82 5 месяцев назад +5

      ଏକା ଲାଗୁ ଥିବା ଏକ ଭଜନ ଶୁଣିବ ଆଖୀ ରେ ଲୁହ ଆସିଯିଵ

    • @chikunswani2298
      @chikunswani2298 5 месяцев назад

      #,,,❤❤m dß​@@Rabindrasaunta

  • @Ak47vlogs270
    @Ak47vlogs270 2 года назад +256

    ଅନେକ ସମୟ ରେ ଏକୁଟିଆ ଅନୁଭବ ହେଲେ ଏହି song ଟି ମୁଁ ଶୁଣେ 😊😊😊😊

  • @bhagyalaxmipattnayak131
    @bhagyalaxmipattnayak131 10 месяцев назад +25

    ପୁଣି ରେମେକ୍ ଏ ଗୀତ ଟି ସୋନୁ ନିଗମ ଙ୍କ କଣ୍ଠ ରେ ବହୁତ୍ ସୁନ୍ଦର ଲାଗେ ତମେ ବି ଭଲ ବୋଲିଚ ଜୟ ଜଗନ୍ନାଥ 🙏

    • @bnnayak7973
      @bnnayak7973 9 месяцев назад +2

      Yes Sonu nigam version was bestest..❤

  • @sipunbehera9703
    @sipunbehera9703 3 года назад +929

    ଏ ଗୀତ ମୁଁ ଯେତେଥର ଶୁଣୁଛି, ସେତେବେଳେ ମୋ ଆଖି ର ଲୁହ କୁ ରୋକିପାରୁନି, ଇଏ ମୋହ ମାୟା ସଂସାର ରେ ରହିବା ପାଇଁ ଇଛା ନାହିଁ, ମୋତେ ତୁମ ପାଖକୁ ନେଇଯାଅ ହେ ସ୍ୱାମୀ 🙏🙏🙏😭😭🙏🙏

    • @sipunbehera9703
      @sipunbehera9703 2 года назад +10

      Jaya jaganatha

    • @debasmitapanda1590
      @debasmitapanda1590 2 года назад +15

      Same here dear 🙏🙏 kanhare mote to pakhaku neija🙏🙏♥️♥️😭😭

    • @anshupriyapatra8653
      @anshupriyapatra8653 2 года назад +7

      ତୋର କଣ ହେଇଛି ମରିବୁ କହୁଛୁ

    • @sipunbehera9703
      @sipunbehera9703 2 года назад +23

      @@anshupriyapatra8653 ମଣିଷ ଜୀବନ ରେ ଏମିତି ଦୁଃଖ ସମୟ ନ ଆସିଲେ, ସେ କେବେ କହିବନି ଯେ ଆଜି ତାର ଶେଷ ଦିନ ହେଉ....

    • @jayantipadhiary7202
      @jayantipadhiary7202 2 года назад +4

      Jay jaganath

  • @ranjansundaray649
    @ranjansundaray649 3 года назад +76

    ସୁନ୍ଦର୍ ଭଜନ ପୁଣି ପୁରୁଣା ଗୀତ।ପୁଣି ନୂଆ କଣ୍ଠରେ।ଅତି ସୁନ୍ଦର୍ ହେଇଛି।

  • @maheswarbehera2479
    @maheswarbehera2479 Год назад +36

    ମୁଁ କେତେବେଳେ ଦୁଃଖରେ ଥାଏ ଏଇ ଗୀତ ସୁଣିଲା ପରେ ମୋର ମନ ଖୁସି ହୋଇ ଯାଏ❤❤❤ ଜୟ ଜଗନ୍ନାଥ ନମଃ

  • @bijaypradhan218
    @bijaypradhan218 3 года назад +70

    ବହୁତ ସୁନ୍ଦର ଗୀତ ପୁଣି ନୂଆ କଣ୍ଠରେ
    ଭାବ ବ୍ୟୁହଳ ହୋଇ ଲୁହ ରୋକି ପାରୁନି, ଜଗନ୍ନାଥ ଙ୍କୁ ଦେଖି
    ଇଚ୍ଛା ହେଉଛି ଜଗା କୁ ଜାବୁଡି ଧରି ବାକୁ

  • @sourajitsahoo2900
    @sourajitsahoo2900 3 года назад +136

    ଦିଦି ଭଗବାନ୍ ଆପଣଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ ମା ସରସ୍ଵତୀ ଆପଣଙ୍କ କଣ୍ଠ ରେ ଅବସ୍ଥିତ ଏହି ପରି ମନେ ହୁଏ ଏହା ଜଗନ୍ନାଥଙ୍କ ଆଶିଷ ଜୟ ଜଗନ୍ନାଥ।

    • @babulalsahu9664
      @babulalsahu9664 3 года назад +6

      This only not a voice of sarswati, every girl tune have sarswati of world, try then good tune possible

  • @beupdate7733
    @beupdate7733 Год назад +44

    ବାସ୍ତବରେ ଏ ଗୀତ ଯିଏ ଲେଖିଛନ୍ତି ମାନିବାକୁ ପଡ଼ିବ..
    This song is evergreen always..

  • @mr.bhabani05
    @mr.bhabani05 2 года назад +108

    ଗୀତଟି ହୃଦୟ ଛୁଇଁ ଯାଉଛି😢
    ମୋ ପ୍ରଭୁ ଜଗନ୍ନାଥ୍🙏

  • @narayandalai9799
    @narayandalai9799 3 года назад +96

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩

  • @mamatapradhan3356
    @mamatapradhan3356 Год назад +22

    ଏ ହୋଉଛି ଜୀବନ ର ସତ୍ୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @ndpujacreations9728
    @ndpujacreations9728 3 года назад +586

    ମୁଁ ମୋ ଲୁହକୁ ରୋକି ପାରୁନି ଆପଣଙ୍କ ଭାବର ସ୍ରୋତରେ ଆଉ ବାରମ୍ବାର ଶୁଣିବାକୁ ଇଛା ହେଉଛି। ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ।

  • @Jagannath_creation
    @Jagannath_creation 3 года назад +42

    ଜୟ ଜଗନ୍ନାଥ ଦୀପ୍ତି ମାଡାମ ବହୁତ ଭଲ ଗୀତ |ମୁଁ ସେଥିପାଇଁ ମୁଁ ବହୁତ ଖୁସି |ତମ ଉପରେ ଏମିତି ଜଗନ୍ନାଥ ଙ୍କ ଆଶୀର୍ବାଦ ଥାଉ ଆଉ ଆଗକୁ ଏମିତି ବଢିଆ ଗୀତ ବୋଲୁ ଥାଅ |🙏🙏🙏🙏🙏👌👌👌👌👌👍👍👍👍👍

  • @anweshaworld7880
    @anweshaworld7880 Год назад +12

    ଯେତେ ଥର ଶୁନୁଚି ନୂଆ ଲାଗୁଚି ପ୍ରଭୁ,,,ନିଛକ ସତ କଥାଟିଏ ପ୍ରଭୁ,,,କେବଳ ଗୀତ ଆକାରରେ ବୋଲାଯାଇଛି,,,ଜୟ ଜଗନ୍ନାଥ,,,⭕❗⭕🙏🙏🙏🙏🙏🙏🙏🙏🙏🙏🙏🙏

  • @sukantobehera5669
    @sukantobehera5669 3 года назад +36

    ଗୀତ ର ଭାବ କୁ ବୁଝିଲେ ମନ ଟା ଏମିତି ଶାନ୍ତି ଓ ସୁଖ ମିଳୁଛି । ଏହି ଗୀତ ଶୁଣିଲା ପରେ ଯେତେ ଯାହା mind relief ରହୁଛି , ରହିବ ସମସ୍ତଙ୍କର । ଜୟ ଜଗନ୍ନାଥ

  • @pranabkumar2416
    @pranabkumar2416 2 года назад +34

    ଗୀତରେ ସଂପୂର୍ଣ୍ଣ ଜୀବନ ର ସତ୍ୟ ଉପସ୍ଥାପନ ହୋଇଛି ଜୟ ଜଗନ୍ନାଥ ।।

  • @leafcreation5312
    @leafcreation5312 7 месяцев назад +4

    Omm chaturdha murati namha🙏❤ Jay jagannath mahaprabhu🙏❤prabhu😭😭😭😭😭😭😭😭😭😭😭😭

  • @dhaneswarmallikdhana1631
    @dhaneswarmallikdhana1631 2 года назад +14

    ଜୀବନର ବାସ୍ତବ ସତ୍ୟ ,ଯାହା ଏହି ଭଜନ ମାଧ୍ୟମରେ ଦର୍ଶାଯାଇଛି,ଶତ ଶତ ପ୍ରଣାମ କରୁଛି ଗୀତିକାରଙ୍କୁ। ଅତି ସୁନ୍ଦର‌ ଭାବେ ଗାଇଛନ୍ତି ଦିପ୍ତି ଦିଦି

  • @TheOdiaTrader
    @TheOdiaTrader 3 года назад +18

    *ଆଖି ରେ ପାଣି ଆସିଗଲା , ମୋ କାଳିଆ ରେ* 😢

  • @pujaranivlogs5422
    @pujaranivlogs5422 Год назад +10

    ମନକୁ ଛୁଇଁଲା ପରି ଗିତ ଟିଏ❤ ଆଖିରେ ଲୁହ ଆସିଗଲା 😭ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଏ ମୋହ ମାୟା ସଂସାର ରୁ ଉର୍ଦ୍ଧାର କର ଏତିକି ପ୍ରାର୍ଥନା 🙏🙏🙏

  • @truptiranjan863
    @truptiranjan863 2 года назад +11

    ଜୟ ଜଗନ୍ନାଥ 🙏 ଏ ଗୀତରେ ଜୀବନର ନୀରାଟ୍ୟ ସତ୍ୟ କଥା ଶୁଣିବାକୁ ମିଳେ

  • @itsurtapan3411
    @itsurtapan3411 3 года назад +28

    ଅତି ସୁନ୍ଦର ହୋଇଛି।।।। ପୁରା ଇମୋସନାଲ ।।। ହୃଦୟ କୁ ଛୁଇଁ ଗଲା ।।।।।

  • @bhagyaspinipattnaik
    @bhagyaspinipattnaik Год назад +4

    Very nice song sang by Diptirekha Maam jai jagannath 🙏🙏

  • @satyasumaticreation5455
    @satyasumaticreation5455 3 года назад +542

    ଇଏ ହଉଚି ପ୍ରକୃତ ଓଡ଼ିଆ ଗୀତ ଆଉ ଭଜନ ର ଶ୍ରେଷ୍ଠ ଆଉ ନିଚ୍ଛକ ଉଦାହରଣ, ଜୟ ଜଗନ୍ନାଥ.

  • @Rajasvedio
    @Rajasvedio 2 года назад +7

    ମଣିଷ ଯେତେ ଲୋଭ,ଅହଜ୍ଞାର କରିଥିଲେ ମଧ୍ୟ ସେ ସେହି ଜଗନ୍ନାଥ ପାଦ ତଳକୁ ଆସେ🙏🙏

  • @manmayeelovelyrealvlogworl9411
    @manmayeelovelyrealvlogworl9411 Год назад +3

    ଜୀବନର ସତ୍ୟ ଏଠାରେ କୁହାଯାଇଛି। ଆଖି ର ଲୁହ ଆପେ ଆପେ ଆସିଯାଇଛି।

  • @binapanibaral7383
    @binapanibaral7383 3 года назад +27

    ଦୁନିଆ େର ଏହି କଥା ଟି ହିଁ ସତ୍ଯ ଆଉ ସବୁ ମିଥ୍ଯା। ଜୟ ଜଗନ୍ନାଥ

  • @birendrapradhan5673
    @birendrapradhan5673 2 года назад +9

    ଦୀପ୍ତି ରେଖା ସୁନ୍ଦର ଗାୟିକା ❤️❤️❤️

  • @ipsitasubhadarsini247
    @ipsitasubhadarsini247 Год назад +3

    ଯେତେ ଥର ଶୁଣିଲେ ବି ସେଇ ସମାନ ଭାବନା ଆଖିର ଲୁହ ରୋକି ହେଉନି😢

  • @bibhuprasadmahapatra316
    @bibhuprasadmahapatra316 3 года назад +11

    ଯେମିତି ସୁନ୍ଦର ସ୍ୱର ସେମିତି ଭାବ ବି ଆପଣ ଦେଇଚନ୍ତି ଏଇ ଭାଜନଟି ପାଇଁ🙏

  • @ipsitamohanty3043
    @ipsitamohanty3043 3 года назад +22

    ଏହି ଗୀତର ଭାବ ପ୍ରକୃତରେ ବହୁତ ମନକୁ ଛୁଇଁ ଯାଉଛି. ଜୟ ଜଗନ୍ନାଥ.

  • @er.soubhagyaranjanswain5461
    @er.soubhagyaranjanswain5461 Год назад +4

    Jai jai jagannath Mahaprabhu 💐🙏 Jai jai shree Ram 💐💐🙏🙏 best ever nd ever odia devotional song

  • @kalpanadash9769
    @kalpanadash9769 2 года назад +7

    Nice song akhiru luha asuchhi

  • @rakhiswain3178
    @rakhiswain3178 3 года назад +10

    ଜୟ ଜଗନ୍ନାଥ ଗୀତ ମନକୁ ଛୁଇଁଲା 🙏🙏🙏😭😭😭

  • @AyushKumarPanda-z9h
    @AyushKumarPanda-z9h 11 месяцев назад +5

    Jay jagannath 🙏🙏🙏🙏🙏🙏🙏🙏🙏🙏🙏😢😢😢😢 ଏହି ଗୀତ ଟି ବହୁତ ଭଲ ହୋଇଛି। ଯେତେ ଶୁଣିଲେ ବି ମନ ଭରୁ ନି।

  • @sourajitsahoo2900
    @sourajitsahoo2900 3 года назад +10

    ଅତି ସୁନ୍ଦର ଏହାର ତୁଳନା ନାହିଁ ଜୟ ଜଗନ୍ନାଥ।

  • @kanha...2401
    @kanha...2401 3 года назад +8

    ଜୟ ଜଗନ୍ନାଥ 🙏🙏🙏
    ଲୋମ ହର୍ଷଣକାରୀ ଭଜନ 🙏😭😭😭🙏

  • @ghanashyamsahusahu3135
    @ghanashyamsahusahu3135 2 года назад +1

    Jay Jagannath Swami Nayana patha gami vaba tume

  • @subhadradas2681
    @subhadradas2681 3 года назад +9

    Bou apananka gita dekhi kandipakauchi. Dekh dekh Mo purvi kede sundar gita gauchi.. God bless u mam.. samasta nka gelha Jhia apana...

  • @Roshni373
    @Roshni373 3 года назад +45

    Satare amiti hini hou Prabhu 🙏 Jay Jagannath 🙏🖤 😍......and nice voice deepti di... really heart toching

  • @sujatarout2067
    @sujatarout2067 8 месяцев назад +1

    Bahut sundar bahut sundar bahut bahut sundar laguchhi 🙏🙏🙏

  • @gyanabratamohanty4219
    @gyanabratamohanty4219 2 месяца назад +4

    ବହୁତ ସୁନ୍ଦର, ପ୍ରଭୁଙ୍କ ଆଶୀର୍ବାଦରେ ଖୁବ ଆଗକୁ ଯାଅ, ଆମକୁ ଏମିତି ଭକ୍ତି ଭାବରେ ଭିଜୋଉଥାଅ 🙏🙏🙏

  • @ssb6562
    @ssb6562 2 года назад +5

    ହେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏❤️ ଏମିତି ଜୀବନ କ'ଣ ପାଇଁ ମନୁଆ ଠାକୁର 😭😭😭

  • @Roshanpriya
    @Roshanpriya 12 часов назад

    Waoo jete bhala kahile v kam padijiba,,,, what a song with singer

  • @biswajitkar111
    @biswajitkar111 2 года назад +5

    Jay prabhu jagannath
    Bohut badhia song

  • @pintannayak3716
    @pintannayak3716 Год назад +7

    A gita ti juga juga jai odisa basinka hrudaya re rahi jaichi auu rahithiba he Jagannath🙏 mu jete bele sune akhire luha asi jai😭😭🙏

  • @rakeshsahoork1759
    @rakeshsahoork1759 9 месяцев назад +3

    ⭕❗⭕ଏଇତ ଜୀବନ....ଜୟ ଜଗନ୍ନାଥ
    🙏🙏🙏😔😔❤️

  • @sabitamarndi2763
    @sabitamarndi2763 2 года назад +8

    Atma shanti....🙏

  • @anilcreations9275
    @anilcreations9275 3 года назад +15

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ।।⭕‼️⭕🙏🙏🙏🙏🙏

  • @Alone_lover_bapu
    @Alone_lover_bapu 6 дней назад +1

    Mun mo nijaku bahut proud feel karuchi je mun odia odisha re janma neichi sri Jagannath nka rajya re 😢😢 aame odia bhari badhiaa bolo hari bolo ... Jay jagannath ❤❤

  • @sasmitapatra-uj5bm
    @sasmitapatra-uj5bm Год назад +4

    E song jete sunile bi mana bharuni❤😊

  • @rashmipradhan2508
    @rashmipradhan2508 2 года назад +5

    Radhe Radhe 🙏 Jay Jagannath 🙏 Jay Gopal 🙏🏼 bahut sundar bhajan👍

  • @surendranathnayak9319
    @surendranathnayak9319 21 день назад

    କାହିଁ କି କାନ୍ଦିବେ ଏତ ସଂସାର ର ଖେଳ ❤ଜନମସ୍ୟ ମୃତ୍ୟୁ ଧୃବ ଜୟ ଜଗନ୍ନାଥ ❤❤

  • @smaranikamohanty4242
    @smaranikamohanty4242 3 года назад +11

    ବହୁତ ସୁନ୍ଦର ଗୀତ...... ଜୟ ଜଗନ୍ନାଥ...🙏

  • @somo240
    @somo240 3 года назад +165

    I lost my father at a very young age , whenever I listen this song I feel that loss so closely , hey prabhu ei duniya re au kehi separi na harantu etiki prarthana

  • @Rabindrasaunta
    @Rabindrasaunta 7 месяцев назад +1

    ବୋହୁତ ସୁନ୍ଦର odia ଭଜନ ଯାଇଜଗନ୍ନଥ

  • @sagarkumarmoharana5458
    @sagarkumarmoharana5458 2 года назад +5

    ଏ ଗୀତ ଶୁଣିବାରେ ଗୋଟେ ଅଲଗା ପ୍ରକାର ଆନନ୍ଦ

  • @jatindradandasana2988
    @jatindradandasana2988 2 года назад +4

    Beautiful song voice of Diptirekha👌

  • @realitytest9809
    @realitytest9809 17 дней назад

    Bahut sundar jagannath bhajan ❤️🙏

  • @sleepytinker154
    @sleepytinker154 7 месяцев назад +3

    ଯେତେବେଳେ ବି ଏଇ ଗୀତ ଶୁଣେ ଲୋମ ଟାଙ୍କୁରି ଉଠେ ସତେ।। ଦିନକୁ 5 ଥର ଶୁଣେ ମୁଁ।।। ମୋ କାଳିଆ ର କି ଲୀଳା, ଜନ୍ମ ବି ସିଏ ହିଁ ଦିଏ ଆଉ ମୃତ୍ୟୁ ବି।। କିନ୍ତୁ ଏଇ ମିଛ ଦୁନିଆରେ ସତ କେବଳ ମୃତ୍ୟୁ ହିଁ ଆଊ ମୋ ଜଗା।। ଜୟ ଜଗନ୍ନାଥ ❤🐚👀🌿🪷

  • @Berhampur_Toka
    @Berhampur_Toka 3 года назад +20

    Bohut sundor heichi song dii .... 👌👏👏👏👏👏 Jai jagannath 🙏

  • @jyotiranjannayak9927
    @jyotiranjannayak9927 29 дней назад

    ଦୀପ୍ତି ମ୍ୟାମ ଙ୍କ ଏହି ଗୀତ ଟି ଶୁଣି ଆଖିରୁ ଲୁହ ଆସିଗଲା ଜୟ ଜଗନ୍ନାଥ 🙏

  • @SUSHILARJUNNDAS
    @SUSHILARJUNNDAS 10 месяцев назад +4

    🎉୨୦୨୪*****ନୂତନ ବର୍ଷର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା*****୨୦୨୪🎉

  • @sudhakarnayak9347
    @sudhakarnayak9347 3 года назад +6

    Sundara bhajana 💐💐💐💐

  • @tarakantasethi1075
    @tarakantasethi1075 День назад

    It's my favorite song ❤,God always best❤

  • @lenkamndev9988
    @lenkamndev9988 2 года назад +91

    Dipti Rekha is the most gentle women in this Industry 🥰🥰🥰

  • @diptimayeesahu5718
    @diptimayeesahu5718 3 года назад +70

    I can't control my tears while listening this song...Ur voice was amazing...A hrt warming song...May Lord Shree Jagannatha bless all...❤️🙏🙏

  • @Praliptasha
    @Praliptasha День назад

    😢🙏🥺🫂 ଜଗା ସବୁ ତୋରି ଇଚ୍ଛା 🙏🥹😭

  • @rrrahulofficial615
    @rrrahulofficial615 3 года назад +9

    ସୁନ୍ଦର ପରିପ୍ରକାଶ 🙏🙏

  • @OdiaNRIVloggerAuromika
    @OdiaNRIVloggerAuromika 3 года назад +9

    🙏🙏🙏🙏 kalia re 😭 nandi ghosa re tu jibu, mu je kokei re jibi.
    Sri gundicha ku tu jibu, mu je swarga dwara jibi 🙏🙏😭😭

  • @AkhayaLenka-tw2kl
    @AkhayaLenka-tw2kl 4 месяца назад +2

    ମୋ ମନ ରେ ଦୁଃଖ ଥିଲେ ମୁଁ ଏ ଗୀତ କୁ ଶୁଣେ ❤❤❤❤🤒😭😭😭😭😭😭😓😓 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ 🙏🙏😭😭😭😓😓😭😓😭😭😔😔😔😔🥺🥺🥺🥺🥺☹️☹️😫😫😫😖😖😣😩😩😩😩 ହେ ପ୍ରଭୁ

  • @ekaschandrapradhan1119
    @ekaschandrapradhan1119 3 года назад +98

    Sonu Nigam sang this bhajan many years ago and today he is a legendary singer no doubt but the feelings and the goosebumps which we are having now after hearing this recreation of this bhajan takes Dipti mam beyond that one of Sonu Nigam🙏🏻

  • @Gayatri_puja
    @Gayatri_puja 3 года назад +30

    Heart touching song 🙏🏾🙏🏾🙏🏾🙏🏾🙏🏾🙏🏾🙏🏾jay Jagannath swami 🙏🏾🙏🏾🙏🏾🙏🏾🙏🏾😭😭😭😭😭😭😭😭😭😭pravu 😭😭😭😭😭😭😭😭😭

    • @nalinimahala3310
      @nalinimahala3310 2 года назад

      😄🍭🎏🎋🍉♓🎏👌🎷🎏🎏⚡🅱🎋

  • @sujatasuzu1095
    @sujatasuzu1095 День назад

    Jete sunuthae mo mana bujhe nai 😢 prabhu 🙏 jay Jagannath 🙏

  • @subhalaxmitwinkle5426
    @subhalaxmitwinkle5426 3 года назад +76

    Just can't control my tears while listening this song ❤️❤️❤️ just wow and I have no words to tell you dii u are the best ❤️❤️❤️

  • @sonaofficialshorts8141
    @sonaofficialshorts8141 2 года назад +11

    Wow ☺so super👌 song 🎧🎤heart❤ touching💕

  • @ssubhamayankvlogs
    @ssubhamayankvlogs 26 дней назад

    ବାସ୍ତବତା ଏ ଜୀବନ ର ହେଲେ କିଏ ବା ବୁଝୁଛି ସମସ୍ତେ ତ ମୋହମାୟା ରେ ପାଗଳ ହେଲେ ଏଇତ ଅନ୍ତିମ ସତ୍ୟ, ଜୟ ଜଗନ୍ନାଥ ⭕‼️⭕🙏🙏

  • @prabhatamohanty7489
    @prabhatamohanty7489 3 года назад +72

    Tears come down automatically from my eyes after watching this song...... Great🙏🙏🙏😭

  • @sonasona346
    @sonasona346 3 года назад +8

    Very nice....... remember today Sonu Nigam ji........both r brilliant.....

  • @arunmaharana3767
    @arunmaharana3767 3 месяца назад +1

    ସବୁ ସତ୍ୟ,,, ଆଖିରେ ଲୁହ ରହୁନି,,, ଅତି ବିଚିତ୍ର ରଚନା କରାଯାଇଛି, ଏହି ଗୀତ କୁ,, ଜୟ ଜଗନ୍ନାଥ ❤❤❤

  • @sanandasananda7169
    @sanandasananda7169 3 года назад +4

    Superhit bhajan Deepti mam

  • @shibanibehera8037
    @shibanibehera8037 3 года назад +4

    Beautiful laguchhanti dipti Di 👌 well-done 💐💐💐

  • @UdayaSamita
    @UdayaSamita Год назад +1

    Jay Jagannath tume hi satya aau sabu micha.

  • @madhushree5549
    @madhushree5549 3 года назад +21

    Such a beautiful voice.... Dipti mam you are great👏👏 ❤❤❤😘😘😘😘

  • @Madhu.93.
    @Madhu.93. 5 месяцев назад +13

    ଏ ଭଜନ ଟି ଶୁଣିଲେ ମୋ ବାପାଙ୍କୁ ବହୁତ ମନେପକାଇ କନ୍ଦେ ମୋ ବାପା ବହୁତ କମ ବୟସରେ ଆମକୁ ଛାଡି ଚାଲିଗଲେ 😢😢 ସିଏ ଭଜନ ଗାୟକ ଥିଲେ 😢😢

  • @minatipadhan7562
    @minatipadhan7562 Месяц назад

    Khub sundara voice Mam , really heart touching 👌 puruna bhajana ra nua swara..mind blowing........

  • @narayandalai9799
    @narayandalai9799 3 года назад +4

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଉ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @aniruddhasahu9716
    @aniruddhasahu9716 10 месяцев назад +3

    This song is very heart 💜❤️ touching ❤

  • @abhaybehera5647
    @abhaybehera5647 2 месяца назад

    ବହୁତ ସୁନ୍ଦର ମିଶ୍ରଣ ରଥ ଯାତ୍ରା ଆଉ ଜୀବନ ଯାତ୍ରା . ବହୁତ ସୁନ୍ଦର ଦୀପ୍ତି ଦିଦି.😢😢😢❤

  • @nrtcreation7737
    @nrtcreation7737 3 года назад +7

    Super dipti mama

  • @djchittacreation
    @djchittacreation 3 года назад +15

    Dipti Maam ❣️❣️❣️
    You Are Awesome 💙💙
    Your Voice Is Amazing 💚💚💚

  • @jogasripriyadarsanipanda5853
    @jogasripriyadarsanipanda5853 7 дней назад

    This song is epic... Song of soul. Reality of life...

  • @visvambhardasaofficial
    @visvambhardasaofficial 3 года назад +65

    Hare Krishna ,
    Jai Jagannatha ,
    Such a divine and soulful voice and such a profound lyrics reflect the blunt and blatant fact of Life.
    Bhagavad Gita says 8.15 Life is breakable and transient in this material world and the so called happiness is flying ,fading ,fleeting, momentary.
    Ultimately death takes away all our association assets ,position ,possession (mṛtyuḥ sarva-haraś cāham gita 10.34.
    Material life essentially means repeated birth and death.Material life means suffering .This is the befitting answer for the present chaotic catastrophic and calamitous situation.
    Material life means accepting material body as long as one accepts material body One should always feel the inconvenience of birth, death, old age, and disease as stated in the Bhagavad-gītā, janma-mṛtyu-jarā-vyādhi-duḥkha-doṣānudarśanam (BG 13.9)
    Howsoever sophisticated environment and gorgeous arrangement we create for comfortable living by the economic development ,political manoeuvring and scientific advancement we can not surpass the principal obnoxious miseries birth death disease and old age .
    As long as we are in this alien material atmosphere we can not avoid death.Howsoever influential,illustrious our life may be but eventually death tricks us.
    The inevitability of death is blunt and blatant fact as when Mr. Death strikes, a rich man can't bribe him to go away; a beautiful lady can't charm him to excuse her; a strong man can't wrestle him to submit; a wise person can't defeat him in a debate. Mr. Death gets us all, with no exceptions.
    Therefore the manufacturer of the material world himself certified the place as duḥkhālayam aśāśvatam (bg 8.15) troublesome and temporary and very very difficult to surpass (mama māyā duratyayā - bg 7.14)
    From the highest planet Brhama loka in the material world down to the lowest, all are places of misery wherein repeated birth and death take place.( ā-brahma-bhuvanāl lokāḥ punar āvartino ’rjuna bg 8.16)
    The miserable condition of material life is compared to the blazing fire in the forest. As it is very difficult to extinguish the forest fire, similarly, the problems of material life cannot be extinguished simply by adjustment.
    Only solution and solace is to take shelter of the Lord as stated by Lord in many places Bhaqgavad Gita
    mām eva ye prapadyante māyām etāṁ taranti te (bg 7.14 )
    sarva-dharmān parityajya mām ekaṁ śaraṇaṁ vraja (18.66)
    teṣām ahaṁ samuddhartā mṛtyu-saṁsāra-sāgarāt (bg 12.6-7)
    This further confirmed in many verse of Srimad Bhagavatam
    sb 3.25.41
    The terrible fear of birth and death can never be forsaken by anyone who resorts to any shelter other than Myself, for I am the almighty Lord, the Supreme Personality of Godhead, the original source of all creation, and also the Supreme Soul of all souls.
    Therefor it is stated in Srimad bhagvatam 11.9.29
    Human life very rare although temprary but afford great opprtunity and attain vaikuntha
    Therefore before death appears, we should seriously cultivate our real self-interest that is practice Bhakti to JAGANNATHA by hearing and chanting name and glories of the Lord.
    Jai Jagannatha