Shree Mandira | Title Song | A Cappella Version | Prem Anand | Debidutta Mohanty | Tarang Music

Поделиться
HTML-код
  • Опубликовано: 21 авг 2021
  • Tarang TV's upcoming mega serial SHREE MANDIRA , title song is composed by Prem Anand with no live instruments or VST programming.
    This is an A Cappella version where singers have produced all the additional musical tunes, chords, chorus and rhythm during the music arrangement.
    _
    Song Credits :
    Song: Shree Mandira - Title Song ( A Cappella Version )
    Creative Head : Ranjan Satpathy
    Music : Prem Anand
    Lyrics : Debidutta Mohanty
    Singers : Sricharan Mohanty,Ashutosh Mohanty,Sabisesh Mishra,Samikshya Mishra,Lopamudra Dash,Arpita Choudhury,Rojalin Sahu,Diptirekha Padhi,Sohini Mishra,Biswajit Mohapatra,Goutam Giri,Bishnu Mohan Kabi,Abhijit Mishra,Shasank Sekhar Sahoo,Satyajeet Pradhan
    Banner : Tarang TV
    Music On : Tarang Music
    Produced By : Odisha Television Network
    #ShreeMandira #PremAnand #DebiduttaMohanty
    #SricharanMohanty #AshutoshMohanty #SabiseshMishra #SamikshyaMishra #LopamudraDash #ArpitaChoudhury #RojalinSahu #DiptirekhaPadhi #SohiniMishra #BiswajitMohapatra #GoutamGiri #BishnuMohanKabi #AbhijitMishra #ShasankSekhar #SatyajeetPradhan
    #TarangTV
    _
    #TarangMusic is no. 1 music channel in Odisha.
    SUBSCRIBE to Tarang Music channel:
    bit.ly/TarangMusicRUclips
    Like us on Facebook
    / tarangmusic
    Circle on G+
    plus.google.com/u/6/+TarangMusic
    Follow us on Twitter
    / tarangmusic
    Follow us on Instagram
    / tarangmusicodisha
    Visit our website for further details: www.tarangmusic.in
  • ВидеоклипыВидеоклипы

Комментарии • 1,7 тыс.

  • @chinkueditz3853
    @chinkueditz3853 Год назад +432

    କିଏ କହିଲା ଆମ ଓଡ଼ିଶା ରେ ମଧୁର ସ୍ୱର ଆଉ ସଙ୍ଗୀତ ନାହିଁ ବୋଲି , ଆରେ ଆମ ଧାମ ହେଲା ଜଗନ୍ନାଥ ଧାମ ,,, ଆମ ପୁରୀ ଦାଣ୍ଡ ହେଲା ବଡ଼ ଦାଣ୍ଡ,,, ସେଇ ଶ୍ରୀ ମନ୍ଦିର ନାମ ରେ ବହୁତ୍ ସୁନ୍ଦର ଗୀତ ଟିଏ ଆପଣ ମାନେ ପରିବେଷଣ କରିଛନ୍ତି ।। ଶୁଣିଲି ବହୁତ୍ ଆନନ୍ଦିତ ଆଉ ଆଖିରୁ ଲୁହ ବି ଝରି ଗଲା।। କଥା ରେ ଅଛି ପରା “ ଭାବର ଠାକୁର୍ ସିଏ କାଳିଆ ସାଆନ୍ତ,, କଳା ଗୋସାଇଁ ।। ଜୟ ଜଗନ୍ନାଥ ⭕‼️⭕

  • @krishnajena2319
    @krishnajena2319 6 месяцев назад +53

    ଏ ଗୀତ ଯେତେ ଥର ଶୁଣେ ମୋ ରୋମ ଟଙ୍କୁରି ଉଠେ । ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @Puhanswarup
    @Puhanswarup 7 месяцев назад +9

    ମହାପ୍ରଭୁ ପାଇଁ ଏଇ ଜାତି ବଡ଼ , ଅବା ଏ ଜାତି ପାଇଁ ମହାପ୍ରଭୁ ବଡ଼ । ଏଇ ଗୋଟେ ଧାଡ଼ି ଯେତେବେଳେ ବି ଶୁଣିଲେ ଆଖିରେ ଲୁହ ଆସିଯାଏ l
    ଜୟ ଜଗନ୍ନାଥ 🙏

  • @abhisekbehera8776
    @abhisekbehera8776 5 месяцев назад +14

    ପ୍ରକୃତରେ ଏହି ଶ୍ରୀ ମନ୍ଦିର ଇତିହାସର ଅନେକ ଘଟଣାବଳୀର ସାକ୍ଷୀ ଅଟେ।ଏତେ ସୁନ୍ଦର ଗୀତ ପାଇଁ ସଙ୍ଗୀତ ବିଜ୍ଞାନୀ ପ୍ରେମ୍ ଆନନ୍ଦ ସାରଙ୍କୁ ବହୁତ୍ ଧନ୍ୟବାଦ୍।ଏତେ ହୃଦୟକୁ ଛୁଇଁଛି ଯେ ଗୀତଟି ଭୁଲି ହେଉନି। ଜୟ ଜଗନ୍ନାଥ।🚩🚩

  • @prasannakumarnayak4173
    @prasannakumarnayak4173 2 года назад +182

    ଖୁବ୍ ସୁନ୍ଦର୍ ସ୍ୱର ସଂଯୋଜନା ଆଉ ଗୀତ ରଚନା । ତମ ଟିମ୍ ର ସମସ୍ତଙ୍କୁ ଅଭିନନ୍ଦନ।
    ଶ୍ରୀମନ୍ଦିର ର ସଫଳତା କାମନା କରୁଛି

  • @soumyashree7729
    @soumyashree7729 2 года назад +9

    30 ବାର ରୁ ଉର୍ଦ୍ଧ୍ବ ଶୁଣି ସାରିଲା ପରେ ବି ମନ ଭରୁ ନାହିଁ..ଏକ ନିଆରା ଆକର୍ଷଣ ଟାଣି ଆଣୁଛି.. ଆଖି ରେ ଲୁହ ଆଉ ହୃଦୟ ପ୍ରଫୁଲ୍ଲିତ ହେଇ ଉଠୁଛି..ଯେତେ ଶୁଣିଲେ ବି ନୂଆ ଲାଗୁଛି ଆଉ ବାର ବାର ଶୁଣି ବାକୁ ଇଚ୍ଛା ହଉଚି.. ଧନ୍ୟ ଆମେ ଏଇ ଓଡିଶା ମାଟି ରେ ଜନ୍ମ ନେଇଥିବାରୁ.. ଜୟ ଜଗନ୍ନାଥ.. 🙏🙏

  • @sangyasenirout4119
    @sangyasenirout4119 2 года назад +99

    ଆମ ଗର୍ବ ଆଉ ଗୌରବର ପ୍ରତୀକ ଶ୍ରୀମନ୍ଦିର ଆଉ ଆମ ପ୍ରଭୁ ଜଗନ୍ନାଥ। ଜୟ ଜଗନ୍ନାଥ 🙏🙏🙏

    • @jhillidas
      @jhillidas Год назад +2

      ସତରେ😊😊😊

  • @smita87ful
    @smita87ful 2 года назад +96

    I am listening to this song at least 3-5 times daily along with my 2 year son. He is even started singing the song and fully engaged. Proud to be an Odia. Each and every singer is fully submerged into the song. Everytime I hear this I am getting goosebumps and tears in my eyes. Feeling blessed to witness Odia culture.
    ବହୁତ୍ ସୁନ୍ଦର ଉପସ୍ଥାପନା । ଗୀତ ର ପ୍ରତି ଶବ୍ଦ ଖୁବ୍ ଭକ୍ିଭାବପୂର୍ଣ୍ଣ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @krutiranjanm7891
    @krutiranjanm7891 2 года назад +59

    ଏ ଗୀତ ସମସ୍ତ ଓଡ଼ିଆ ଙ୍କର ହୃଦୟ ର ଗୀତ ହେବ l ବହୁତ୍ ସୁନ୍ଦର୍

  • @nirmalyanayak3028
    @nirmalyanayak3028 2 года назад +475

    ଜୀବନର ପ୍ରଥମ ବିନା ଧୁନ ପ୍ରୟୋଗ କାରି ଯନ୍ତ୍ରର ଗୀତଟି ବହୁତ ମନ ଛୁଆଁ ଓ ଆକର୍ଷଣୀୟ 🙏🙏🙏🙏
    ଜୟ ଜଗନ୍ନାଥ 🙏🙏🙏🙏

  • @chandankumarsahu2183
    @chandankumarsahu2183 7 месяцев назад +8

    ଭଜନ ଟି ମନକୁ ଆନ୍ଦୋଳିତ କରିବା ସହ ,ଅହେତୁକ ଭାବ ଭକ୍ତିର ସ୍ପୁରଣ କରେ, ଶ୍ରୀକ୍ଷେତ୍ର ର ଅନୁଭବ ଆଣିଦିଏ ... ଧନ୍ୟବାଦ୍❤

  • @AbinashSarangiVlog
    @AbinashSarangiVlog 2 года назад +7

    ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠ କଣ୍ଠଶିଲ୍ପୀମାନଙ୍କୁ ଧନ୍ୟବାଦ ଏମିତି ଏକ ସୁନ୍ଦର ଗୀତ ଭେଟି ଦେଇଥିବାରୁ । ସଂଗୀତ ବିଜ୍ଞାନୀ ପ୍ରେମାନନ୍ଦ ଭାଇଙ୍କ ପାଇଁ ଓଡ଼ିଶା ସଂଗୀତ ଜଗତ ସବୁବେଳେ ଗର୍ବ କରିବ ନିଶ୍ଚୟ ।

  • @swetashree6508
    @swetashree6508 2 года назад +136

    "ସେ...ଶ୍ରୀମନ୍ଦିର "fav part of this creation ❤❤❤ just love this song. ଜୟ ଜଗନ୍ନାଥ 🙏

  • @rahulbehuria2769
    @rahulbehuria2769 2 года назад +460

    ଅତୁଳନୀୟ 😍 ଯେତେ ଶୁଣିଲେ ବି ଆହୁରି ଇଚ୍ଛା ହଉଚି ଶୁଣିବାକୁ 😍

  • @usharaneepanda1989
    @usharaneepanda1989 2 года назад +6

    ଏହିଭଳି ଗୀତ ଲେଖିଥିବରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରେମାନନ୍ଦ ସାର୍ ଜୟ ଜଗନ୍ନାଥ 🙏🙏🙏

  • @akashmusicstudio.1015
    @akashmusicstudio.1015 2 года назад +10

    ଏଟା ବୋଧେ ଓଡ଼ିଆର ସବୁଠାରୁ ବେଷ୍ଟ ଭଜନ।

  • @aspirantmona8863
    @aspirantmona8863 2 года назад +46

    1st time odia Ra emiti Gita sunili...seita 4-6 thara {Shreeeee Mandiraaaa}...I love this song....soooo heart touching..🤩🤩🤩🤩🤩🤩🤩🤩
    Jay Jagannath 🙏🏻🙏🏻

  • @priyankapatra5280
    @priyankapatra5280 2 года назад +296

    Proudly can say it's Odia song and we are odias. Having a heavy cultures and traditions .. this song is goosebumps. Thanks for this awesome creation . ❤🔥❣

    • @miraculoustales3331
      @miraculoustales3331 2 года назад +6

      We odia .our odisha❤❤

    • @kaliajena870
      @kaliajena870 2 года назад +5

      We odia🙏🏻😁💫

    • @mrs_kim_jeon_nancy
      @mrs_kim_jeon_nancy 2 года назад +4

      ଏଇ କଥା କୁ କଣ ଓଡିଆ ରେ କହିଥିଲେ ହୋଇ ନ ଥାନ୍ତା କି ଭାଇ???

    • @Devisree82
      @Devisree82 Год назад +1

      This song is awesome. Thanks all singers. 🙏🙏👌👌👍👍

  • @user-rh9tg5dv3s
    @user-rh9tg5dv3s 2 года назад +31

    REALLY PROUD OF YOU ODISHA SINGERS. KEEP IT UP.....

  • @learningfest
    @learningfest 2 года назад +8

    Yes this is my Odisha , ହଁ ମୁଁ ଓଡ଼ିଆ 🙏🏻, ସେଇ ମହାପ୍ରଭୁ ଙ୍କର୍ ମୁଁ ସେବିକା ମାତ୍ର , ଏଇ ମୋ ଓଡ଼ିଶା , ମୁଁ ଓଡ଼ିଆ ମୋ ଠିକଣା ଶ୍ରୀମନ୍ଦିର ହଁ, ମହାପ୍ରଭୁ ଜଗନ୍ନାଥ ମୋ ଅତୀତ ବର୍ତ୍ତମାନ ଆଉ ଭବିଷ୍ୟତ

  • @parthaveersahu8434
    @parthaveersahu8434 2 года назад +54

    After many days premananda sir back with a bang...every line gives goosebumps

  • @lokanathparida9694
    @lokanathparida9694 6 месяцев назад +8

    ଏହି ଗୀତ ଶୁଣି ଲା ପରେ ମୁଁ ଜଗନ୍ନାଥ ଧାମ ରେ ମୋ ର ଜନ୍ମ ହେଇ ଥିବାରୁ ନିଜ ଉପରେ ଗର୍ବିତ ଅନୁଭବ କରୁଛି, ଜୟ ଜଗନ୍ନାଥ 🙏🙏🙏

  • @kapildev6300
    @kapildev6300 2 года назад +7

    ବହୁତ ଦିନ ପରେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନୂଆ ଓଡ଼ିଆ ଭଜନ ଶୁଣି ବହୁତ ଆନନ୍ଦ ଲାଗିଲା. 🙏🏼🙏🏼🙏🏼

  • @peacefulmusic9605
    @peacefulmusic9605 Год назад +6

    କୋଟି ଓଡ଼ିଆ ର ମୌଡ ମଣି ମୋ ଜଗା 🙏🙏🙏❤️❤️❤️❤️❤️

  • @rachanadash5320
    @rachanadash5320 2 года назад +201

    1st time when I listened to this song I literally got goosebumps, loving this❤️

  • @creationofradhekrishna6899
    @creationofradhekrishna6899 2 года назад +50

    I listened this song into 100 times.This song attractive me and my mind and heart go to a heaven like place.Really great our singers and premananda sir🙏🙏🙏🙏

  • @bikashmishra8864
    @bikashmishra8864 3 месяца назад +3

    ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମା ଆନନ୍ଦ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ କୁ ସଲାମ ଇମିତି ଏକ ଭାବ ପୂର୍ଣ୍ଣ ଭଜନ ତିଆରି କରିଥିବାରୁ ଜୟ ଜଗନ୍ନାଥ ❤

  • @Medmade._.S
    @Medmade._.S 2 года назад +9

    The line `` A jati pain mahaprabhu bada na mahaprabhu bada " literally just give goosbums 🥺💓

  • @kprasaddas5596
    @kprasaddas5596 2 года назад +61

    Just goosebumps 😍🔥❤️🙏 Jay Jagannath 🙏❤️

  • @musicsambhar
    @musicsambhar 2 года назад +37

    Superb 🤗 Jay Jagannath 🙏 All have done justice to song specially Abhijit Mishra , Bishnu kabi , Sohini , Dipti and Shashank. Beautiful combination of all talented singers .

  • @swapnakar6856
    @swapnakar6856 2 года назад +9

    Proud to be Odia as SriMandir is in Odisha . 💐🇮🇳
    || JAI JAGANATH 🙏 ||
    | HARI BOLO HARI HARI BOLO |

  • @sanjuktapatnaik5208
    @sanjuktapatnaik5208 2 года назад +37

    Each and every moment of the song is greatly soulful and their voice really fits the part... About the composition is essential to give it the touch of classic alankars and ragas used to make a perfectly pure prayer of all the era

  • @happylucky7184
    @happylucky7184 2 года назад +11

    Dipitirekha wow
    But All sang sing nice
    Premananda amazing music
    All singer ke liye ek like to banta hi he

  • @himanshupuhan2043
    @himanshupuhan2043 2 года назад +45

    This song is just giving goosebumps....all the best team🖤

  • @adsucessforallcontent8387
    @adsucessforallcontent8387 Год назад +12

    No matter how much you hear, the mind is playing with the desire to hear more without understanding. Jay jagannath jay jagannath jay jagannath swami♥️🙏

  • @santoshsagarnayak9651
    @santoshsagarnayak9651 2 года назад +2

    ବାହା ଗୀତଟି ଏତେ ସୁନ୍ଦର ହେଇଛି ଯେ ହୃଦୟ କୁ ଛୁଇଁ ଯାଉଛି ଓଡ଼ିଆ ଜାତିର ଗର୍ବ ଓ ଗୌରବର ବିଷୟ ରେ ବଖାଣିଲା ଭଳି ଲାଗିଲା ଯେତେ ଶୁଣିଲେ ବି ବାର ବାର ଶୁଣିବାକୁ ଇଛା ହେଉଛି

  • @learningfest
    @learningfest 2 года назад +5

    Wah that is so amazing ❤️this is my Odisha ❤️ love you ଓଡ଼ିଶା , 🙏🏻 ଜୟ ଜଗନ୍ନାଥ 🙏🏻 ଓଡ଼ିଆ ପରମ୍ପରା ର ନୂଆ ଇତିହାସ 🙏🏻 ସବୁ କଣ୍ଠ ଶିଳ୍ପୀ ଗୋଟିଏ ଗୀତ ରେ, ଗୋଟିଏ ରାଗ ରେ ଶୁଣି ବହୁତ୍ ଖୁସି ଲାଗିଲା 🙏🏻❤️thank you tarang TV for ଶ୍ରୀମନ୍ଦିର serial 👍🏻ଏହା ବହୁତ୍ ନାଁ କରିବ ସବୁ ଦର୍ଶକ ଙ୍କ ମନ chuniba nisichita ରୂପ ରେ ...👍🏻

  • @chandanlenka7515
    @chandanlenka7515 2 года назад +3

    କହିବାକୁ କିଛି ଶବ୍ଦ ନାହିଁ
    ଜୟ ଶ୍ରୀ ମନ୍ଦିର 🙏🙏🙏
    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @rajeshdas5677
    @rajeshdas5677 5 месяцев назад +2

    Jay Jagannath🙏🙏🙏🙏🙏🙏

  • @BandanaCreationPresents
    @BandanaCreationPresents 2 года назад +1

    ଓଡ଼ିଆ ସଂଗୀତ ଜଗତରେ ନିଶ୍ଚୟ ଏକ କିମ୍ବଦନ୍ତୀ ହୋଇ ରହିବ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ସମନ୍ବୟରେ ପର୍ଯ୍ୟବେସିତ ଟାଇଟଲ୍ ଗୀତ ଶ୍ରୀମନ୍ଦିର।ସମସ୍ତ କଣ୍ଠଶିଳ୍ପୀ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ସାର୍ ଙ୍କୁ ଅନ୍ତରର ଗଭୀର ତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି।🙏❤️🙏

  • @shreejatamusic
    @shreejatamusic 2 года назад +167

    Ahh! Pure bliss ❤️

  • @s_h_a_i_n_a
    @s_h_a_i_n_a 2 года назад +14

    Fabolous ,fanstantic, mind-blowing ,outstanding song
    JAI JAGANNATH🙏🙏🙏🙏🙏🙏

  • @khusimusicworld
    @khusimusicworld Год назад +3

    ସମସ୍ତ ଗାୟକ ଗାୟିକା ବହୁତ ଭାଗ୍ୟବାନ ଯେଉଁ ମାନେ ଏହି ସଂଗୀତ ରେ ସ୍ଥାନ ପାଇଛନ୍ତି କଣ୍ଠ ଦେଇଛନ୍ତି....🙏🙏

  • @harapriyamohanty5891
    @harapriyamohanty5891 Год назад +4

    Jay Jagannath 🙏🙏🙏

  • @sasmitaswain8827
    @sasmitaswain8827 2 года назад +94

    What a creativity used in this song.so nice ଶ୍ରୀ ମନ୍ଦିର

  • @shaktiswarupdas9714
    @shaktiswarupdas9714 2 года назад +20

    What a bliss!!! I literally had goosebumps ... after putting my head phones on..... Taranaga team thanks for this 🙏
    I personally do connect with each and every bit of this song...

  • @TAMANNA-ty2nu
    @TAMANNA-ty2nu 2 года назад +15

    Ahh! It's a pure Bliss ❤️❤️
    Loved the part " ସେ...ଶ୍ରୀମନ୍ଦିର" 🙏🏻🙏🏻

  • @sonalinpattanayak7499
    @sonalinpattanayak7499 2 года назад +4

    Please awarded this song to national award jay Jagannath 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼 Odisha vali pabitra mati au ama pabitra bada mandira jay hau

  • @swetashree6508
    @swetashree6508 2 года назад +20

    & also appreciate that it gives goosebumps 💗🦋🌈

  • @ariyanrout3063
    @ariyanrout3063 2 года назад +16

    This song deserves like and view's upto million . Can we push it upto that level as an Odiya . (Shree jagannath - utkala ra swabhiman )❤️❤️❤️

  • @sonalinrath
    @sonalinrath 2 года назад +12

    This song gives goosebumps, seriously being an odia, after a long time I feel it's a great song to soothes the soul.

  • @kanhaswain9327
    @kanhaswain9327 Год назад +1

    ଜୟ ମା ଆଦିଶକ୍ତି।ଜୟ ଜଗନ୍ନାଥ।ଜୟ ଶ୍ରୀ ରାମ।
    ସବୁ ଭଲ ଭାବରେ ତାଳି ମାରିଲେ। ବହୁତ ଭଲ ଲାଗିଲା

  • @omm.ramnarayan
    @omm.ramnarayan 2 года назад +12

    I hv seen this more than 20 times in last 2 days...Awesome singing guys🥰👌👌👌

  • @madhusmitamoharana3767
    @madhusmitamoharana3767 2 года назад +12

    I listen this song thousands times a day.. n get goosebumps every time.. Thank you prem anand sir for such a pure song 🙏🙏

  • @monalishaswain5775
    @monalishaswain5775 2 года назад +7

    Goosebumps song..... Proud to be an odia 🙏❤❤❤jai Jagannath ❤❤❤🙏

  • @dayanidhisahoo6576
    @dayanidhisahoo6576 6 месяцев назад +2

    This is the best pure ,devine, powerful, peaceful blessings of Odisha,Odia jati and Jaga.
    I❤ this tample and jaga very much.
    Every line is real and powerful 💞💞

  • @snehalinadas2121
    @snehalinadas2121 2 года назад +8

    ସେ.... ଶ୍ରୀ ମନ୍ଦିର .....Best part from this song❤️...it gives goosebumps 😍

  • @kaibalyahere
    @kaibalyahere 2 года назад +11

    For this beautiful creation every person related to it will be remembered ...... jay jagannath swami

  • @subhasmitanayak9134
    @subhasmitanayak9134 8 месяцев назад +2

    କେଡେ ହୃଦୟସ୍ପର୍ଶୀ ଏ ଗୀତଟି❤

  • @sushreesamantray4065
    @sushreesamantray4065 2 года назад +6

    This is not only a song this is the emotions of the people of the whole 😍😍 Odisha ❤️🙏
    Jay Jagannath 🙏

  • @tapansahoo200
    @tapansahoo200 2 года назад +11

    ଜୟ ଜଗନ୍ନାଥ❤️

  • @djchittacreation
    @djchittacreation 2 года назад +6

    Jay Jagannath🙏🙏🙏
    Good Creativity Prem Anand Sir❣️
    Shri Mandira 🙏🙏🙏

  • @joshidhanan4292
    @joshidhanan4292 2 месяца назад +1

    Debadatta mahanty.prem anand sir.very nice song.adhbhutam.jai jaganth my lord prabhu pranam.

  • @manishapriyadarsaninayak4103
    @manishapriyadarsaninayak4103 2 года назад +5

    Proud to be an Odia with my culture and devotional attachment ❤ Jay Jagannath💕 .I have listened it many times but still it sticks a unbroken connection with me. Any one, who will listen this song will get watered 🙏🙏jay jagannath 🥰🥰 .Meaning is heat touching, soulful, composition, lyrics and all about this song is amazing 💯😘

  • @user-ey7yb7ht9l
    @user-ey7yb7ht9l 2 года назад +5

    ବହୁତ........... ସୁନ୍ଦର ସଙ୍ଗୀତ🙏😇❤️ ଜୟ ଜଗନ୍ନାଥ 🙏🙏

  • @jyoti4271
    @jyoti4271 2 года назад +7

    Thanks to Prem Anand sir for this Wonderful Heart touching song.

  • @Uksmart.logic4u
    @Uksmart.logic4u 6 месяцев назад +2

    ଜୟ ଜଗନ୍ନାଥ 🙏 ବହୁତ ବଢିଆ ଏ ସଂଗୀତ ଯେପରି ପୁରୀ ଅଭଡ଼ା ❤

  • @jagannathsamal7
    @jagannathsamal7 6 месяцев назад +2

    ବହୁତ ସୁନ୍ଦର ହେଇଛି ❤

  • @writerdillip27
    @writerdillip27 2 года назад +8

    Jai jagannath 🙏
    Thanks to the whole team
    Beautiful composition of premanand sir
    💕💕💕

  • @uditnarayan6454
    @uditnarayan6454 2 года назад +11

    Jay Jagannath swami 🙏🙏🙌🙌❤❤

  • @sipunbehera9703
    @sipunbehera9703 2 года назад +3

    ଓଃ ଅତି ସୁନ୍ଦର ଗୀତ, ଏ ଗୀତ ଶୁଣିଲା ପରେ ମୋ ମନ ଶତ ଆନ୍ଦୋଳିତ ହୁଏ...❤❤❤

  • @shaswatirath5441
    @shaswatirath5441 2 года назад +8

    Heart touching 💖 close your eyes & listen this song... just woww❤️

  • @abinashpradhan7919
    @abinashpradhan7919 2 года назад +17

    🌺🌟Outstanding & Incomparable Performance by our Heroes of Odisha Musical Industry👌👌💕💕
    We're Proud of You All👌👌💕💕
    🙏 🌹ଜୟ ଜଗନ୍ନାଥ 🌹🙏

  • @shiningswagatika5669
    @shiningswagatika5669 2 года назад +5

    Best Song Ever.Best Music, Lyrics,Singers, i.e. all the best in one song. Feeling proud of being an Odia. Jai Jagannath🙏

  • @ssubhalaxmi025
    @ssubhalaxmi025 2 года назад +7

    Can't stop myself listening this masterpiece over and over 👌

  • @trinathapadhi
    @trinathapadhi 2 года назад +2

    Jay Jagannath ❤️❤️❤️❤️🙏🙏🙏🙏

  • @ankitapadhi3456
    @ankitapadhi3456 2 года назад +7

    Can't get enough of this... It's just like blessing🙏

  • @anjaliswain9029
    @anjaliswain9029 2 года назад +6

    Speechless !! Literally got tear when listened this song 🥺 jay Jagannath!! Proud to be Puri 🥰

  • @narayanapadhy7604
    @narayanapadhy7604 2 месяца назад +1

    Honestly I am in love with this sweet song....
    It just captures all our heart...
    And sends goosebumps and a stunning vibe to listen this song again and again...
    Again and again...
    Last but not the least..,, thank you so much to whole production team for the representation of this amazing and hearttouching song...
    JAY JAGANNATH...

  • @baliaknowledge
    @baliaknowledge 2 года назад +2

    ଯାହା କୋଉ ସଙ୍ଗୀତ କମ୍ପାନୀ କରି ପାରିଲାନି ତାହା ଆମ ଓଡିଶାର ଓଡିଆ ସଙ୍ଗୀତ କମ୍ପାନୀ କରି ପାରିଲା ବିନା ବାଦ୍ୟରେ ହୋଇ ପାରିଚି "ଜୟ ଜଗନ୍ନାଥ"

  • @madhusmitalenka2786
    @madhusmitalenka2786 2 года назад +8

    Waking up to this song and in the night I listen this while going to sleep thank you team for making it a master piece

  • @Pujalibehera341
    @Pujalibehera341 2 года назад +15

    Really this is wonderful, mind blowing, awsome, beautiful song etc. Love you Mahaprabhu❣️🙏❣️🙏

  • @bibhusanpradhan2204
    @bibhusanpradhan2204 6 месяцев назад +1

    ଅତି ସୁନ୍ଦର ଭାବରେ ଗାଇଛନ୍ତି ❤❤❤❤ ବେଷ୍ଟ୍ ଭଏସ ଅଫ ଓଡିଶା ❤ ଜୟ ଜଗନ୍ନାଥ ❤

  • @kalucharangouda1452
    @kalucharangouda1452 2 года назад +2

    Really heart touching song my favourite God is Jagannath

  • @arobindamohanty6886
    @arobindamohanty6886 2 года назад +4

    ଆହା କେଡେ ସୁନ୍ଦର। ଏଇ ତ ଭଲ ପାଇବା ମହାପ୍ରଭୁଙ୍କ ପ୍ରତି

  • @nalinhota3882
    @nalinhota3882 Год назад +3

    Such a soulful song....proud to born in odisha and our pride is Shree jagannath.....Jai jagannath....nice team work 🙏🙏🙏🙏♥️♥️♥️♥️♥️♥️

  • @jyotirekhapanda8175
    @jyotirekhapanda8175 2 года назад +2

    Just a divine composition,This is called Odia song..no words can explain how u people express our culture,believe for God, tradition in this song,M proud of u all,
    I love my ODISHA ❤️,
    JAY JAGGANNATH🙏💞

  • @chinmaypanda430
    @chinmaypanda430 2 года назад

    ଧନ୍ୟବାଦ ଦେବି ମିୟୁଜିକ୍ ସାଇନଟିଷ୍ଟ୍ ମୋ ପ୍ରିୟ ର ପ୍ରେମାନନ୍ଦ ସାର୍ ବହୁତ ସୁନ୍ଦର କମ୍ପଜିନସ୍ କରିଛନ୍ତି ସମସ୍ତ ଟିମ୍ ମେମ୍ବର ବହୁତ ସୁନ୍ଦର କଣ୍ଠଦାନ କରିଛନ୍ତି ସମସ୍ତ ଟିମ୍ ମେମ୍ବର ଡିରେକଟର ସାର୍ ପ୍ରଡୁସର୍ ସମସ୍ତ କୁ🙏🙏🙏🙏 ସମସ୍ତ ଓଡ଼ିଆ ଜାତିର ହୃଦୟ କିଣି ନେଇଛନ୍ତି ସହ୍ ଗ୍ରୈରଵେ ଆଗେଇ ଚାଲିଛି ଶ୍ରୀମନ୍ଦିର ଏମିତି ଏପିସଡ୍ ପରେ ଏପିସଡ୍ ଚାଲିଥାଉ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏

  • @subhashreebehera4628
    @subhashreebehera4628 2 года назад +3

    ବହୁତ ସୁନ୍ଦର ସଂଗୀତ ଜୟ ଜଗନ୍ନାଥ 🙏

  • @manojmohanty7235
    @manojmohanty7235 2 года назад +5

    Great song!!! noticed some new female faces having outstanding voice :) Jay jagannath

  • @AK-tk1zz
    @AK-tk1zz 2 года назад +2

    Lord of Universe 🙏
    PRIDE of ODISHA ❤️🙏
    Jay Jagannath Swami Ji ki Jai ho 🙏
    Mo Kalia Thakura 🙏💐🙏❤️🙏💐🙏

  • @priyankamahakul3881
    @priyankamahakul3881 2 года назад +2

    Most beautiful and heart touching song jay Jagannath

  • @Instagramreels-ij3zd
    @Instagramreels-ij3zd 2 года назад +5

    This song is osm just wow jay Jagannath 🙏🙏🙏

  • @BhukadChandu
    @BhukadChandu 2 года назад +3

    I love this song, special Abhijit mishra voice and all singer outstanding. Love you all. Jay jagannath

  • @adsucessforallcontent8387
    @adsucessforallcontent8387 Год назад +1

    Healty touched
    Love u ଜୟ ଜଗନ୍ନାଥ ❤️🙏

  • @rajarammishra255
    @rajarammishra255 Год назад

    ତା ମଥାନରେ ବାନା ଉଡୁଥିଲେ ଗରବରେ କହେ ଏଇ ଦେଖ ଏଇ ଜାତି ଠିକଣା 🙏🏻 । This line shows our identity.

  • @65-jyotiparnaray55
    @65-jyotiparnaray55 2 года назад +3

    Se eeeee Sreee mandiraaaa:- this line gave me goosebumps ❤️❤️❤️❤️🙏🙏🙏💝💝💝💝🙏💕😍😍💕💕😍🙏💝💝

  • @jayantswain3631
    @jayantswain3631 2 года назад +4

    Such a marvelous creation. When i listened the song , tears started dripping down my eyes without my notice. Such a blissful composition, gonna touch every once would Request to the producer to make this serial an epic one, similar to Maharashtra in DD one.

  • @craftyworkideas8307
    @craftyworkideas8307 2 года назад +2

    Really speechless ....a Gita sunila pare aakhi ru luha hin atkuni.......Vry very heart touching song.....Jay Jagannath 💐🙏 🙏🙏

  • @saiarpitdas1285
    @saiarpitdas1285 2 года назад +1

    ବହୁତ ସୁନ୍ଦର ଗୀତ..... ଜୟ ଜଗନ୍ନାଥ 🙏