Kahidere Kalia | କହିଦେରେ କାଳିଆ | Full Video | Aswin Tripathy | Sourav Bharadwaj | Jagannath Bhajan

Поделиться
HTML-код
  • Опубликовано: 17 дек 2024

Комментарии • 1,2 тыс.

  • @SocialWorkerPradeep-gr9mr
    @SocialWorkerPradeep-gr9mr 7 месяцев назад +205

    ମନକୁ ଛୁଇଁଯାଉଥିବା ଭଜନ ସହିତ ଭାଇଙ୍କ ଅଭିନୟ ଆହୁରି ମନକୁ ଛୁଇଁଗଲା ...

  • @kattarhindu233
    @kattarhindu233 7 месяцев назад +355

    ଏ ମିଛ ମାୟା ସଂସାର ରେ ଭଗବାନ ହୁଏ ତ ସିଧାସଳଖ ଆସି ନ ପାରନ୍ତି ! କିନ୍ତୁ ଚିନ୍ତା କରନି ଭାଇ ସେ ଆମ ସମସ୍ତଙ୍କୁ ଦେଖୁଛନ୍ତି । ତୁ ଯେତେ ବେଳେ ବି ଅସୁବିଧା ରେ ପଡ଼ିବୁ ଦେଖିବୁ ସେ ଯେ କୌଣସି ରୂପ ରେ ଆସି ତତେ ସାହାର୍ଯ୍ୟ କରିବେ ! ଜୟ ଜଗନ୍ନାଥ 🤌🏻...🧡

  • @ratiranjanbiswal4362
    @ratiranjanbiswal4362 7 месяцев назад +100

    ଅଶ୍ୱିନୀ ଭାଇ...ଆପଣଂକର ଅଭିନୟ ଦେଖି ଆଖିରେ ଲୁହ ଆସିଗଲା.... ହୃଦୟ ସ୍ପର୍ଶୀ ... ଗୀତର ପ୍ରତେକ୍ୟ ଶବ୍ଦ, ସ୍ୱର ଓ ଅଭିନୟ ...ସତରେ ବହୁତ ହୃଦୟସ୍ପର୍ଶୀ ....ଜୟ ଜଗନ୍ନାଥ 🙏

  • @Mrsmile1998
    @Mrsmile1998 5 месяцев назад +17

    ହୃଦୟ କୁ ଛୁଇଁଲା ପରି ଆଉ ଆଖି ରୁ ଲୁହ ଆସିଲା ପରି ଭିଡିଓ ❤

  • @BAAPI_____0D
    @BAAPI_____0D 7 месяцев назад +55

    ଭାଇ ଲୋ ତୁମ ହସ ତମ ଅଭିନୟ ମାନିବା କୁ ପଡିବ ❤❤ ବହୁତ ବଢିଆ କରିଛ 😢😢❤❤

  • @jyotiranjanbaral6280
    @jyotiranjanbaral6280 7 месяцев назад +17

    ଭଜନ ଟି ଯେତିକି ସୁନ୍ଦର ଶୁଣିବାକୁ ଲାଗୁଚି ଅଶ୍ୱିନି ଭାଇ ର ଆକ୍କଟିଂ ଆହୁରି ସୁନ୍ଦର ଲାଗୁଚି ଦେଖିବାକୁ❤

  • @Epic_Status.
    @Epic_Status. 7 месяцев назад +35

    ହୃଦୟ ସ୍ପର୍ଶ ଗିତ ସହିତ ଅଶ୍ବିନୀ ଭାଇର ଅଭିନୟ ଦେଖି ମତେ ଜଗା ପାଖକୁ ପୁଣି ଯିବା ପାଇଁ ଇଚ୍ଛା ହେଲିଣି 🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻

  • @Aspirant0731
    @Aspirant0731 7 месяцев назад +11

    ଜୟ ଜଗନ୍ନାଥ🙏🏼 ଅତି ସୁନ୍ଦର ହୋଇଛି ଭିଡ଼ିଓ ଟି ❤

  • @anilkumarnayak4954
    @anilkumarnayak4954 7 месяцев назад +99

    ହେ ମହାପ୍ରଭୁ କାଳିଆ ସାଆନ୍ତ ସମସ୍ତଙ୍କୁ ଭଲରେ ରଖନ୍ତୁ

  • @Rekhavlog608
    @Rekhavlog608 6 месяцев назад +70

    କେ ଯାଣେ ଭଗବାନ ମତେ କେବେ ଡାକିବେ,ଆଉ ମୁଁ ପୁରୀ ଜିବି,🙏😢😢

    • @Kulangaravlogs
      @Kulangaravlogs 6 месяцев назад

      କାଲି ଆସ ପୁରି,,,,ପୁରା ସକାଳୁ ଆସ... ଆଉ ସନ୍ଦ୍ୟାରେ ଦର୍ଶନ ନିଶ୍ଚୟ କରିବେ... 👍🏼

    • @priyanathswain2376
      @priyanathswain2376 5 месяцев назад +3

      ସେ ନିମନ୍ତ୍ରଣ ପଠେଇବ ତୁମପାଖକୁ... ଦେଖିବ ଭାଇ.. ତାର ଭୁଲା ମନ ତୁମକୁ ଭୁଲିଯାଇଛି... ଏଥର ଡ଼ାକିବ... ଆଉ ଗଲେ ତାକୁ ପଚାରିବ କଣ ପାଇଁ ମୋତେ ଭୁଲି ଗଲୁ.... ଆଉ ସେ ହସିକି ରାତିରେ କହିବ.....😂 ଭଲ ରେ ଅଛୁ ତ 😂

    • @Chandankandi243
      @Chandankandi243 2 месяца назад

      Bhai tame bahara se dakinebe

  • @sudesnaswain3700
    @sudesnaswain3700 7 месяцев назад +10

    ଜଗା ତୋ ବିନା ମୋର କେହି ନାହାନ୍ତି ରେ ଜଗା ତୋ ବିନା ମୁଁ କିଛି ବି ନୁହେଁ ରେ ମୋତେ ରକ୍ଷାକର ଜଗା❤

  • @devashreerana8226
    @devashreerana8226 7 месяцев назад +10

    ଜଗନ୍ନାଥ ଭକ୍ତ ଦୁଃଖୀ ହେଇ ପାରନ୍ତି,କଷ୍ଟ ପାଇ ପାରନ୍ତି କିନ୍ତୁ ଜଗା ତାଙ୍କ ହାତ କେବେ ଛାଡେନି।ଆମେ କର୍ମରେ ବନ୍ଧା ସେଥିପାଇଁ ସେ ବି ବା କଣ କରି ପାରିବ।ଯିଏ ଭଗବାନ ହେଇବି କାନ୍ଦେ। Awesome singing Sourav and nice acting Ashwin bhai.... congratulations all the team ଓଡ଼ିଆ ଭଜନ ଲୋପ ପାଇବାକୁ ଲାଗିଥିଲା ବେଳେ ଏମିତି ଭଜନ ଭେଟି ଦେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍। ଜଗନ୍ନାଥ୍ ପ୍ରେମୀ ନିଶ୍ଚୟ ଏ ଗୀତ ଶୁଣି ଖୁସି ହେବେ। ଜୟ ଜଗନ୍ନାଥ

  • @_Santosh-Kumar_
    @_Santosh-Kumar_ 6 месяцев назад +14

    ଅଶ୍ୱିନୀ ଭାଇ ଅତି ଚମତ୍କାର ଏବଂ ହୃଦୟସ୍ପର୍ଶୀ ଅଭିନୟ କରିଛନ୍ତି ।
    ଜୟ ଜଗନ୍ନାଥ🙏🙏

  • @PremiMaobadi
    @PremiMaobadi 6 месяцев назад +31

    ଏ ଗୀତ ଟି ମୁଁ ଶୁଣିବାରେ ଡେରି କରିଦେଲି ସତ , କିନ୍ତୁ ଶୁଣିଲା ପରେ ଏ ମିଛ ମାୟା ସଂସାର ଛାଡି଼ ସବୁଦିନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବା ପାଇଁ ଇଚ୍ଛା ହେଉଛି 😢

  • @Hxtsufofocighxhdhfjfjxidfiit
    @Hxtsufofocighxhdhfjfjxidfiit 7 месяцев назад +30

    ହେ ଜଗା କଣ ପାଇଁ ଏମିତି କରୁଛୁ ନେବାର ଇଚ୍ଛା ତ ନେଇଯା ନା....... 😢କଣ ପାଇଁ ଏତେ କଷ୍ଟ ଦଉଛୁ 😢

    • @mrajay3280
      @mrajay3280 7 месяцев назад

      Bhai tk sahi jao ❤

  • @HemantaBehera-pz8yt
    @HemantaBehera-pz8yt 5 месяцев назад +3

    ଏଇ ମିଛ ମାୟା ସଂସାରରେ କାଳିଆ କୁ ଛାଡ଼ିଦେଲେ ଆଉ କେହି ନୁହଁ କାହାରି, ମଣିଷ ଜେତେବେଳେ ସବୁ କିଛି ହରାଇ ଅସହାୟ ହୋଇଯାଏ ସେତେବେଳେ କାଳିଆ ହିଁ ଏକ ମାତ୍ର ସାହାରା ହୁଏ, ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ ⭕️‼️⭕️

  • @pmmehergaming3195
    @pmmehergaming3195 7 месяцев назад +39

    ଏଇଟା କଲି ଯୁଗ ଯିଏ ଭଲ କାମ କରେ ସେ କାଳିଆ ର ପ୍ରିୟ ହୁଏ ଓ ସେ ମଣିଷ କୁ ବହୁତ୍ ଶୀଘ୍ର କାଳିଆ ତା ପାଖ କୁ ନେଇ ଯାଏ 🙏🙏🙏🙏🙏🙏🙏🙏🙏🙏

    • @Sarobarisharma37980
      @Sarobarisharma37980 7 месяцев назад +1

      Hn seithi pain bodhe mo bhai ku se tanka pakhaku nei gale ...... Se bahut bhala thila miss u mo bhai..... Please feriaase ......... 😭😭

  • @BiswabhusanNayak-ov5cn
    @BiswabhusanNayak-ov5cn 5 месяцев назад +47

    ହେ ପ୍ରଭୁ ଜଗନ୍ନାଥ ମୋ ଗୋଡ଼ ଭଲ କରିଦିଅ,, କେତେ ଆଉ ପକେଇ ରଖିବ ମତେ,, ମୁଁ କଣ ନିଜ ଗୋଡ଼ ରେ ଚାଲି ଚାଲି ତୋ ଧାମ କୁ ଯାଇପରିବିନି 😭😭🙏🙏

    • @guddygugu7570
      @guddygugu7570 4 месяца назад +1

      Bhagaban katantu tama goda bahut sighra thik heinau, auu tame Srikhetra jaiki asa.

    • @dhirendrapatra5908
      @dhirendrapatra5908 3 месяца назад +1

      Kalia samastanku bhalara rakhiba.toma bi bhla haba bharasa rakha

    • @SamirKumarNayak-i1x
      @SamirKumarNayak-i1x 2 месяца назад +1

      Bhai tama goda kana haichi

    • @bilashmalik791
      @bilashmalik791 2 месяца назад +1

      bhai thakur nk uapr vharsa rakha prabhu jaganath tama daka sunieba

    • @krushna426
      @krushna426 2 месяца назад +1

      Bhai tamo goda kn heichi

  • @shyamaghana6484
    @shyamaghana6484 7 месяцев назад +30

    Jete bele mu mo Prabhu jagannath nka bhajana sune mo akhiru luha bahari ase ...Jai.. jagannath

    • @rojalindakua
      @rojalindakua 7 месяцев назад

      Mo ra bi semiti hue jay jagannath 🙏🙏🙏

  • @papunayak168
    @papunayak168 6 месяцев назад +19

    ଆମ ଓଡ଼ିଶବାସୀଙ୍କର ମଉଡମଣି ଜୟ ଜଗନ୍ନାଥ 🙏

  • @ishanishortvideochannel2594
    @ishanishortvideochannel2594 7 месяцев назад +5

    😥 ପ୍ରଭୁ ତୁମ ଛଡ଼ା ଆଉ କେହି ଗରିବ ମାନଙ୍କର ଦୁଃଖ ଶୁଣି ବେନି 🙏🙏 ସେଥିପାଇଁ ତ ତମକୁ ଦେଖିଲେ ହିଁ ଗରିବ ଆଖିରେ ଲୁହ ଆସିଯାଏ

  • @AchintyaSamal
    @AchintyaSamal 4 месяца назад +10

    ବହୁତ ମର୍ମସ୍ପର୍ଶୀ ମହାପ୍ରଭୁଙ୍କ ଭଜନ
    ଗୀତିକାର ଏଵଂ ସଙ୍ଗୀତକାର ଉଭୟଙ୍କୁ ନମସ୍କାର

  • @Brainy_bytes234
    @Brainy_bytes234 7 месяцев назад +7

    ହୃଦୟସ୍ପର୍ଶୀ ଗୀତଟିଏ...
    ଶୁଣିଲା ପରେ ଦେହରେ ଶିହରଣ ଆଉ ଆଖିରେ ଲୁହ ଆସିଗଲା...
    ଏହା କେବଳ ଏକ ଗୀତ ନୁହେଁ, ଆମ ଭାବର ଶେଷ ଠିକଣା...
    ଜୟ ଜଗନ୍ନାଥ 🥺🥹🥺🥹🙏🙇

  • @jeetendrasethy5147
    @jeetendrasethy5147 15 дней назад +1

    ବହୁତ୍ ସୁନ୍ଦର ଗୀତ କୁ ଅଭିନୟ କୁ ଆଉ singer କୁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ତମ ପରିବାର ଭଲ ରେ ରଖନ୍ତୁ ଏତିକି ଚାହୁଁଛି ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ❤❤❤❤⭕‼️⭕🙏

  • @Abhimusical1432
    @Abhimusical1432 7 месяцев назад +53

    ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ କିଏ କିଏ ହୃଦୟ ରୁ ଭଲ ପାଅ comment' କର ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
    ଅତି ସୁନ୍ଦର ହେଇଚି ଗୀତ ଟି 💯💯💯

  • @Manikya287
    @Manikya287 4 месяца назад +10

    ମୋତେ ବି କହିଦେ କାଳିଆ😭ମୋତେ କେବେ ନେବୁ ତୋ ପାଖକୁ😭ମୁଁ ଆଉ ଏ କଷ୍ଟ ସହି ପାରୁନି କି ଏ ମୋହ ମାୟା ସଂସାର ରେ ରହିବାକୁ ଚାହୁଁନି 😭

    • @manojmeher8396
      @manojmeher8396 Месяц назад +1

      ଟାଇମ୍ ଆସିଲେ ଭ‌ଉଣୀ ସମୟ କୁ ଅପେକ୍ଷା କର। ଜୟ ଜଗନ୍ନାଥ 🙏

    • @nanditaguchhait629
      @nanditaguchhait629 28 дней назад

      😭😢avideep. Guchhait

    • @munnabhaibn4846
      @munnabhaibn4846 27 дней назад

      Tike bahara duniaru buli asa .. jea khaibaku muthe pau nahanti au rahibaku ghara nahin au pindhibaku chira fata luga... Tanku thare dekhi asa tapare nija kasta adhika ki nije kete khusire achha jani pariba ..

    • @Manikya287
      @Manikya287 27 дней назад

      @@munnabhaibn4846 mu manuchi semananka agare mo kasta kichinahin kintu tame jananka life bisayare kichi najaniki sidha kahideba taa thik hauchi ki nahin thare vabinia

    • @Manikya287
      @Manikya287 27 дней назад

      @@munnabhaibn4846 kebala sei kalia janichi mu kemiti achi baharu jane vala dekhajauthile tamane nuhen se taa life re bahut khusi re achi

  • @Lipkumar123
    @Lipkumar123 7 месяцев назад +13

    ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏ାା ଅଶ୍ୱିନୀ ସାର୍ ଜଣେ ଭଲ ମଣିଷ ଏବଂ ଭଲ ଅଭିନେତା ମଧ୍ଯ 👍👍👍ାା

  • @Mahi_Official74
    @Mahi_Official74 7 месяцев назад +3

    ସତରେ ଅତି ସୁନ୍ଦର ଲେଖା ଓ ସୁମଧୁର କଣ୍ଠ ରେ ଗୀତିକାର ସୌରଭ ଭାଇ ନିଖୁଣ ଭାବରେ ପରିବେଶ କରିଛନ୍ତି 🤗❤️ଅଶ୍ୱିନୀ ଭାଇ ସବୁବେଳେ ବହୁତ ଭଲ କରିଛନ୍ତି! କହିଦେ ରେ କାଳିଆ 🙏

  • @Sudhanshudash9090
    @Sudhanshudash9090 7 месяцев назад +17

    ହେ ମହାପ୍ରଭୁ ଜୟ ଶ୍ରୀ ଜଗନ୍ନାଥ 🙏⭕‼️🙏🚩🚩

  • @sipunpradhan3019
    @sipunpradhan3019 7 месяцев назад +5

    ବୋହୁତ ସୁନ୍ଦର ଆଖି ରୁ ଲୁହ ଆସିଗଲା ଜୟ ଜଗନ୍ନାଥ 🙏😭😭

  • @madhusmitamohanty8320
    @madhusmitamohanty8320 7 месяцев назад +4

    ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି ଭଜନ 👌 ଜୟ ଜଗନ୍ନାଥ 🙏

  • @uniqueblogs
    @uniqueblogs 3 месяца назад +2

    ଅସ୍ବିନୀ ଭାଇ ଚମତ୍କାର୍ ଅଭିନୟ ......ଏ ଗୀତ ମତେ ଭାବପ୍ରବଣ କରିଦେଲ ସତରେ ......ବୋହୁତ୍ ବୋହୁତ୍ ଧନ୍ୟବାଦ ସେହି ମହାବାହୁ ଆପନଂକୁ ଭଲରେ ରଖନ୍ତୁ ...ଜୟ ଜଗନ୍ନାଥ

  • @jayantswain3631
    @jayantswain3631 7 месяцев назад +9

    Such a beautiful creation, can't hold my tears. A perfect example of how we should carry the humanity in our heart and treat everyone around us with respect.

  • @swadistpradhan2296
    @swadistpradhan2296 7 месяцев назад +239

    କାଳିଆ କାହାକୁ ଭଲ ରେ ରଖେନି । କାଳିଆ ଭକ୍ତ ହିଁ ବେଶୀ କଷ୍ଟ ପାଏ।

    • @SREENUSREENU7183
      @SREENUSREENU7183 7 месяцев назад +19

      Chup kara.... Emiti katha kuhantini please🙏

    • @diptipradhan7446
      @diptipradhan7446 7 месяцев назад +1

      Right

    • @nirakardas3825
      @nirakardas3825 7 месяцев назад +43

      Se kasta dieni se bas tamaku strong banaye ye Kali juga saha ladhiba paine

    • @abhayakumarbehera5835
      @abhayakumarbehera5835 7 месяцев назад +3

      ସତ କହିଲ 😢

    • @vicky4939
      @vicky4939 7 месяцев назад +25

      Se kebe bi kahaku kasta dieni actually se kebe amaku kasta dei bi paribani, actually sata tw eita ki ame purbaru karithiba ra karma ra phala pau au se karma ra besi kasta se neijae au alpa amaku bhogibaku pade. jay Jagannath 🙏🏻🩵

  • @rudranarayanjena3382
    @rudranarayanjena3382 7 месяцев назад +11

    ଜଗତ ର ନାଥ ,,,ସେଇ ଏକା ❤❤ ଜୟ ଜଗନ୍ନାଥ ଙ୍କ ଚରଣ ରେ ମୋର କୋଟି କୋଟି ପ୍ରଣାମ ,,,,,,,_ସର୍ବେ ଭବନ୍ତୁ ସୁଖିନଃ ''

  • @amarjeetlifestylevlog3161
    @amarjeetlifestylevlog3161 Месяц назад +1

    ମୋ ପ୍ରଭୁ ଜଗନ୍ନାଥ 🙏🙏🙏 ଯେତେ ଅଭାବ ରେ ଥିଲେ ବି ମୁଁ ବର୍ଷ କୁ ଥରେ ଦୁଇ ଥର ନିଶ୍ଚୟ ତା ପାଖକୁ ଯାଏ। ମୋ ଜୀବନ ଥିବା ଯାଏ ମୁଁ ତା ପାଖକୁ ଯାଉଥିବି 😢 🙏🥹🥹

  • @henasahoo3693
    @henasahoo3693 7 месяцев назад +6

    Ohhh. Bahut bahut badhia Haichi aswin babu. Apana b odia industry ra bhabisyata after Bijay Mohanty , mihir Das , uttam Mohanty

  • @rahulbal9396
    @rahulbal9396 Месяц назад +2

    ଜୟ ଜଗନ୍ନାଥ ❤❤❤ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖା ନ୍ତୁ

  • @JAYJAGANNATH_VS
    @JAYJAGANNATH_VS 7 месяцев назад +10

    ବହୁତ୍ ସୁନ୍ଦର ଅଭିନୟ, ଆଉ ଗାୟକ ଙ୍କୁ ବହୁତ୍ ବହୁତ୍ ଧନ୍ୟବଦ୍ ଏତେ ସୁନ୍ଦର ହୃଦୟ ସ୍ପର୍ଶୀ ଗୀତଗାଇ ଥିବାରୁ। ଜୟ ଜଗନ୍ନାଥ ❤❤

  • @eranupprasad8975
    @eranupprasad8975 5 месяцев назад +2

    ଅତି ସୁନ୍ଦର ଭାବରେ ଗୀତ ର ପ୍ରଦର୍ଶନ କରି ସମସ୍ତଙ୍କ ମନରେ ଖୁସି ଭାରିଦେଲ

  • @silen_tking
    @silen_tking 7 месяцев назад +4

    ମିଛ ମାୟା ସଂସାର 😢 ଏଠି କାଳିଆ ହି ନିଜର 🙏❤

  • @Sonu-mz4pv
    @Sonu-mz4pv 7 месяцев назад +2

    Music, lyrics, Singing ... all done by Sourav Bhardwaj.... One man Army.
    What a multidisciplinary talented guy...
    ସୁନ୍ଦର ସଂଯୋଜନା ସହିତ ଅଭିନେତା ଙ୍କ ଅଭିନୟ ଗୀତ ର ମହତ୍ତ୍ଵ ଓ ମାଧୁର୍ଯ୍ୟକୁ ଦ୍ଵିଗୁଣିତ କରୁଛି।

  • @Sam3290-s9l
    @Sam3290-s9l 7 месяцев назад +2

    ହୃଦୟ ଭକ୍ତିପୂତ ଆବେଗକୁ କୁ ପୁନଃ ଅଙ୍କୁରିତ କରିଦେଲେ ଏ ସଙ୍ଗୀତ 🙏🥺

  • @biranchinarayan7036
    @biranchinarayan7036 4 месяца назад +2

    Goosebumps... ହେ ପ୍ରଭୁ ଜଗନ୍ନାଥ !!

  • @ramakrushnagiri6082
    @ramakrushnagiri6082 7 месяцев назад +4

    Wow.... Bahut sundar. Heart Touching. Jay JAGANNATH 🙏

  • @ishanishortvideochannel2594
    @ishanishortvideochannel2594 5 месяцев назад +2

    ଏତେ ସୁନ୍ଦର ଅଭିନୟ ଏବଂ ଏତେ ଦୁଃଖ ଭରା ଭଜନ ମୁଁ ଦେଖିକି 😢 କାନ୍ଦି ପକେଇଲି 🙏🙏🙏 Jay Jagannath

  • @bikashbehera9280
    @bikashbehera9280 7 месяцев назад +7

    Bahut sundar Gita saha acting ... proud to be an odia ..Jay shree jagannath

  • @SOMYARUDRA
    @SOMYARUDRA 7 месяцев назад +3

    ଏମିତି ଗୀତ ମୁଁ କେବେ ସୁଣିନି ଧନ୍ୟବାଦ୍

  • @lipicooking1957
    @lipicooking1957 7 месяцев назад +6

    ଜୟ ଜଗନ୍ନାଥ 🙏❤

  • @parthasaratheeprusty1093
    @parthasaratheeprusty1093 7 месяцев назад +1

    Prabhu nka pakhaku jiba ku ali karuthiba Manisha eitiki Jani pareni je prabhu ta pakhe sabu bele thanti...bahut sundar video bhai

  • @Tom_Jerry_43
    @Tom_Jerry_43 7 месяцев назад +7

    Everyone at their best Jay jagannath Swami Nayan patha gami bhava tumhe....from Bangalore...❤

  • @BijayaLaxmiPanigrahi-th2zo
    @BijayaLaxmiPanigrahi-th2zo 2 месяца назад +2

    Eye dukha bharaa GITA suni dukha bi or khusibi thank u very much sirji

  • @KanhaSahoo-ei1ux
    @KanhaSahoo-ei1ux 6 месяцев назад +7

    ଜୟ ଜଗନ୍ନାଥ ହେ କାଳିଆ କୋଟି ଓଡ଼ିଆ ର ମ ଉଡ ମଣି ଏ ଦୁନିଆ ମିଛ ମାୟା ସଂସାର ଏଠି କାଳିଆ ହିଁ ନିଜର ହେ ମଣିମା ଶୁଣିମା ହେଉ ହେ ମହାପ୍ରଭୁ ହେ କୃପାସିନ୍ଧୁ କୋଟି କୋଟି ଭକ୍ତ ମାନଙ୍କର ଦୁଃଖ ଦୂର କରିଦିଅ ଏଇ ଦୁନିଆଟା ହଉଛି ମିଛ ମାୟା ଏଇଟା କଳି ଯୁଗ ଯିଏ ଭଲ କାମ କରେ ସେ କାଳିଆର ପ୍ରିୟ ହୁଏ ଓ ସେ ମଣିଷକୁ ବହୁତ ଶୀଘ୍ର ତାଙ୍କ ପାଖକୁ ନେଇଯାଆନ୍ତି ହେ ମହାପ୍ରଭୁ ଜୟ ଶ୍ରୀ ଜନ୍ନାଥଙ୍କ

  • @AnilkumarDash-q7v
    @AnilkumarDash-q7v Месяц назад

    ଏମିତି ଭଜନ ଶୁଣିଲେ ହୃଦୟକୁ ଶାନ୍ତି ମିଳୁଛି ଧନ୍ୟବାଦ୍ ଏଇ song ra team କୁ

  • @puskarbehera9597
    @puskarbehera9597 7 месяцев назад +4

    ହେ ପ୍ରଭୁ ତମର କି ନୀଳା ..... ଜୟ ଜଗନ୍ନାଥ 🙏

  • @chandanpatra115
    @chandanpatra115 5 месяцев назад +2

    ଗୀତ କୁ ଗାଇଥିବା ସୌରଭ ଭାଈ ଏବଂ ଅଭିନୟ କରିଥିବା ଅଶ୍ୱିନୀ ଭାଇ ଙ୍କୁ ହୃଦୟରୁ ଧନ୍ୟବାଦ୍। ଆଖିରେ ଲୁହ ଆସିଗଲା 🙏😢😥

  • @sibaprasadojha5067
    @sibaprasadojha5067 7 месяцев назад +5

    Sourav ur voice diffrent for lord jagannath .. ur last odia Bhajan great job

  • @Odia-update.2.0
    @Odia-update.2.0 4 месяца назад +2

    Bhaireee aswini mu Tama bahut bada fan Tama acting sabu top .... Jay Jagannath 🙏 bhagaban setiki Tama ku deichanti

  • @ratikantnayak3032
    @ratikantnayak3032 7 месяцев назад +8

    ଗୀତ ଏବଂ ଅଭିନୟ ବହୁତ୍ ଭଲ ଲାଗିଲା

  • @Adyasha-mishra00
    @Adyasha-mishra00 Месяц назад

    Literally ଆଖିରେ ଲୁହ ଆସିଗଲା। ଜଗା ର ମୁଁହ ତ ଦେଖାଗଲା । ଜାଗାରେ ତୁ ହିଁ ଜାଣିଚୁ ଦୟ କର ରେ । ମୁଁ ମୋ papa mummy କୁ ଖୁସି ଦେଇ ପାରେ । ତାପରେ ମୋତେ ନେଇଯାରେ ତୋ ପାଖକୁ 😭😭। ଏତେ ଛୋଟ ବେଳୁ ଯାହା ଦେଖି ଦେଲୁ ରେ ମୋ ଶତ୍ରୁ କୁ ବି ଦେ ନି ରେ ।

  • @soumyaranjandas678
    @soumyaranjandas678 7 месяцев назад +4

    ଆମ ଓଡ଼ିଶା🙏🏽🪷❤️ଜଗନ୍ନାଥ ଓଡ଼ିଶା
    ଜୟ ଜଗନ୍ନାଥ 🙏🏽

  • @90smemories190
    @90smemories190 5 месяцев назад +1

    SOURAV's singing and ASWINI's natural acting both r making this song a master piece.....Our odia song is going back to touch the level of our 90's golden period.....

  • @Manikya287
    @Manikya287 4 месяца назад +5

    ଲୁହ ଥମୁନି😭 ଲାଗୁଛି ମୋ ମନର କଥା ସୌରଭ ଭାଇ ଗାଇଛନ୍ତି

  • @TheManojpalei
    @TheManojpalei 7 месяцев назад

    Aakhiru luha asigala video dekhiki
    Very good lyrics totally heart-touching.
    Mahaprabhu sabu tuma maya🙏

  • @FoodyTraveller24
    @FoodyTraveller24 7 месяцев назад +10

    Aswin acting really awesome...
    Song and act totally amazing...
    ଆଖିରୁ ଲୁହ ଆସିଗଲା....
    ହେ ମହାବାହୁ ସମସ୍ତ ଙ୍କୁ ଖୁସିରେ ଆଉ ସୁସ୍ଥ ରେ ରଖନ୍ତୁ..
    Jay Jagannath 🙏

  • @girishrambehera505
    @girishrambehera505 Месяц назад

    ଏ ଗୀତ ଦେଖି ପ୍ରତିଥର ମୋ ଆଖିରୁ ଲୁହଧାର ବୋହି ଯାଏ,, ଏହାର ପ୍ରତିଟି ପଦ ଅତ୍ୟନ୍ତ ଭାବଭରା ଓ ହୃୟସ୍ପର୍ଶୀ,, ମୋ ଜଗା,,🙏🙏

  • @sangrambehera8874
    @sangrambehera8874 7 месяцев назад +4

    ଜୟ ଜଗନ୍ନାଥ ବହୁତ ବହୁତ୍ ବଢିଆ ହେଇଛି ❤

  • @tapaskumarsingh1993
    @tapaskumarsingh1993 2 месяца назад +1

    ବହୁତ୍ ସୁନ୍ଦର୍ ହୋଇଛି ❤❤❤

  • @niranjansahu5358
    @niranjansahu5358 7 месяцев назад +12

    ସତରେ ଭାଇ ଏ ଗୀତ ଟି ଯେମିତି ସୌରଭ ସାର୍ ଭାବ ଦେଇକି ଗାଇଛନ୍ତି ତାଙ୍କର ସେଇ ଗୀତ ଟି କୁ ଅଶ୍ୱିନ ଭାଇ ଙ୍କ ଅଭିନୟ ଦ୍ୱାରା ବହୁତ୍ ଭଲ ଭାବରେ ବୁଝେଇଦେଉଛନ୍ତି ସତରେ ଅ ଶ୍ଵିନ ଭାଇ ଅଭିନୟ ବହୁତ୍ ସୁନ୍ଦର୍ କରିଛନ୍ତି ଏଇ ଭିଡିଓ ଦେଖି ଆଖିରେ ଲୁହ ଆସିଯାଇଛି😢😢😢😢😢😢😢😢😢😢😢😢😢😢ଜୟ ଜଗନ୍ନାଥ 🙏🙏🙏🥹🥹🥹🥹

  • @pranatirout5734
    @pranatirout5734 Месяц назад +1

    Sourav bhai your voice is soo thrilling...❤ Jaga tamaku sabubale bhala re rakhantu...❤😊 Jay Jagannath ❤

  • @PradeepKumarDas-ov3vv
    @PradeepKumarDas-ov3vv 7 месяцев назад +8

    ଯେତେବେଳେ ନିଜକୁ ଏକା ମନେ କରୁଚୁ ନା ହେ ବାୟା ମନ ଥରେ ଖୋଲା ମନରେ କହିଦେ ଜୟ ଜଗନ୍ନାଥ ସ୍ଵାମୀ 🙏🚩🙏🚩🙏🚩🙏🚩🙏🚩

  • @sahoocreations1941
    @sahoocreations1941 3 месяца назад +1

    ମାହାବାହୁ କୃପା ଏତିକି କର କି ସବୁବେଳେ ତୁମକୁ ଭଲପାଏ ❤

  • @sonaliswain3492
    @sonaliswain3492 7 месяцев назад +6

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ଭବ ତୁମେ 🙏🙏

  • @PujaSasmal-6971
    @PujaSasmal-6971 7 месяцев назад +1

    ବହୁତ ତ୍ସୁନ୍ଦର 😊ଜୟ ଜଗନ୍ନାଥ🙏🥰

  • @sunitabehera2574
    @sunitabehera2574 7 месяцев назад +4

    Bahute sundara heichi gita ti aswin Bhai nka abhinaya bi sundar jay jagannath Swami sakhalu sakhalu prabu nka gita suni man Santi heigala

  • @pradeepojha8909
    @pradeepojha8909 7 месяцев назад +2

    ଅତି ସୁନ୍ଦର 👌👍🏻
    ଜୟ ଜଗନ୍ନାଥ ⭕❗⭕
    🚩🚩🙏🙏🥺🥺

  • @sasikantamohanty9623
    @sasikantamohanty9623 6 месяцев назад +13

    ମୁଁ ଗର୍ବ ରେ କହୁଛି ମୋର ମୃତ୍ୟୁ ଦରକାର 🙏

    • @LipiMeher-iz4ve
      @LipiMeher-iz4ve 5 месяцев назад +2

      Mate v bhai

    • @sasikantamohanty9623
      @sasikantamohanty9623 5 месяцев назад +1

      @@LipiMeher-iz4ve no. Tame bhala re ruha 🙏

    • @avi6533
      @avi6533 5 месяцев назад +2

      Mate v❤

    • @RadheKrishna-zu8us
      @RadheKrishna-zu8us 5 месяцев назад +3

      Mukti paiba pain Mrutyu kn nihati abashyaka Bhai.... Bhagawan samastanka janma deichanti kichhi na kichhi bhala udyasa re...jadi satare bhagawan nku paibara ichha tahele bhagawan nku bhala laguthiba sabu bhala kama kariba uchit...jadi samastanku mrutyu darkar tahele bhagawan janma kn pain deichanti...Jay jagannath❤

    • @sasikantamohanty9623
      @sasikantamohanty9623 5 месяцев назад +2

      @@RadheKrishna-zu8us ଠିକ କଥା ହେଲେ ସଂସାର ଠୁ ଦୂର ରେ ରହିବାକୁ ଚାହୁଁଚି. ମୁଣ୍ଡ ବିଚଳିତ ହଉଚି. ନିଜ ଉପରେ ସବୁ ବିତି ଯାଉଛି. ତେଣୁ ମୃତ୍ୟୁ ଚାହୁଁଚି.

  • @mkproduction6570
    @mkproduction6570 6 месяцев назад +1

    ଭାଇଙ୍କର ଏ ଭିଡିଓ ବହୁତ୍ ଭଲ ଲାଗିଲା ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି କି ଭାଇ ଙ୍କ ଆହୁରି ଭିଡିଓ ଆସୁ ଜଗନ୍ନାଥ ଙ୍କ ଉପରେ ବହୁତ ଭଲ ଲାଗିଲା ❤❤❤❤ super mind blowing attitude bro🙏🙏🙏 Jay jagannath 🚩

  • @jishnupal4888
    @jishnupal4888 7 месяцев назад +3

    ହେ କାଳିଆ ସାଆନ୍ତ ମୋତେ ଏ ସଂସାର ରୁ ପାରିକରିଦେ ରେ

  • @Sushant-ph9tj
    @Sushant-ph9tj 5 месяцев назад +1

    Emiti bhajan sunile aatma ku shanti milijae....odia bhajan music dina ku dina jagannath ada nku tani nouchi... Jai jagannath team 😢

  • @subratsahoo8892
    @subratsahoo8892 4 месяца назад +3

    ହେ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖ ❤

  • @rakeshchandrapradhan114
    @rakeshchandrapradhan114 7 месяцев назад +2

    ଜୟ ଜଗନ୍ନାଥ ❤️🙏🏻ସୁନ୍ଦର ଅଭିନୟ ଅଶ୍ୱିନୀ ଭାଇ ❤️🙏🏻🙏🏻🙏🏻

  • @munmoontripathy4737
    @munmoontripathy4737 7 месяцев назад +3

    Ati sundar...❤❤❤❤❤kebe se bhagya mora asiba to pakhaku tike jibi tate tike dekhibi😢

  • @RADHERADHE21-l2m
    @RADHERADHE21-l2m Месяц назад

    ବହୁତ୍ କିଛି ପାଇବା ଆଶାରେ ମଣିଷ ବହୁତ୍ କିଛି ହରି ଦିଏ
    ହେଲେ ଯାହା ପାଇଗଲା ପରେ ଆଉ କିଛି ଇଚ୍ଛା ରୁହେନି ସେ ହେଉଛି ମୋ ଜାଗା ଜୟ ଜଗନ୍ନାଥ 🙏

  • @purnachandrabehera1729
    @purnachandrabehera1729 7 месяцев назад +4

    A video ra shooting dekhi thili puri re Abe je phone re bhi dekhi li bahut badhaai ❤

  • @saimall2676
    @saimall2676 Месяц назад

    ମନକୁ ଛୁଇଁଲା ଭଳି ଏ ଗୀତ ଆପଣଙ୍କୁ ବହୁତ ଧନ୍ୟବାଦ ଜଗନ୍ନାଥଙ୍କୁ ଦେଖିଲେ ମୁଁ କାଦି ପକାଏ😢😢😢ଜୟ ଜଗନ୍ନାଥ ❤❤❤

  • @LaxmipriyaMurmu-tp1pb
    @LaxmipriyaMurmu-tp1pb 7 месяцев назад +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙇

  • @Happy-mv1kx
    @Happy-mv1kx 7 месяцев назад

    ଆଖି ବୁଜିଲେ ଯାହା ଦେଖାଯାଏ ସେ ହେଉଛନ୍ତି ଆମ ପ୍ରଭୁ ଜଗନ୍ନାଥ 🖤🙏🏿

  • @bikrammohapatra4035
    @bikrammohapatra4035 7 месяцев назад +3

    ଜୟ ଜଗନ୍ନାଥ ସ୍ୱାମି ସମସ୍ତ ଙ୍କୁ ହସ ଖୁସି ରେ ରଖିଥାନ୍ତୁ 🙏🙏🙏💐💐💐💐

  • @SristhiAriyan551
    @SristhiAriyan551 7 месяцев назад +1

    Bhai nka abhinaya bhut sundar. Real life re emiti hin huye 😊😊😊

  • @odiaexperiment5852
    @odiaexperiment5852 7 месяцев назад +3

    This song makes goosebumps🙏❤️ Jagannatha Swami Nayan patha Gami Bhawa Tume🙏❤️

  • @alinkumartripathyalinkumar6869
    @alinkumartripathyalinkumar6869 Месяц назад

    ଓଡ଼ିଆ ସଂସ୍କୃତି ଏବଂ ସଂଗୀତ ବାରି ହେଇ ଯାଉଛି ଖୁବ ହୃଦୟସ୍ପର୍ଶୀ ହେଇଚି

  • @sidhantod18
    @sidhantod18 7 месяцев назад +7

    The megical voice of Sourav Bhai ....... And Realistic Acting of Ashwin Bhai

  • @pranateelenka2093
    @pranateelenka2093 3 месяца назад +1

    Such a heart touching song, kalia re jani ni mo jibanara Di pa tu kebe libheiki mate to pakhaku nebu, au banchibaku ichha nahire kalia😭😭😭😭

  • @subhashreefamilyvlogs9071
    @subhashreefamilyvlogs9071 6 месяцев назад +3

    Jete sabu dukhi achanti sabu kaliara bhakta sabu dukha sia daichi 😢🥺🥺ashwin bhai bahut badhiya karechanti 🥹🥹

  • @elirealcon
    @elirealcon 3 месяца назад +1

    ଭାଇ ଯେତେ ଥର ଏଇ ଭଜନ ଶୁଣିଲେ ମନ ଭରୁନି ♥️♥️♥️

  • @LAXMANBARIK-pz9rc
    @LAXMANBARIK-pz9rc 7 месяцев назад +3

    Gita sahita video au aswini bhai nko acting pura mana chhuan. Jay Jagannath 🙏🙏🙏

  • @dibyarekhanayak3636
    @dibyarekhanayak3636 2 месяца назад +1

    ହେ ପ୍ରଭୁ , ଗୀତ ଟି କୁ କହିବାକୁ କିଛି ଭାଷା ନାହିଁ , ମାନିବାକୁ ପଡ଼ିବ❤🎉

  • @DiptiJyoti
    @DiptiJyoti 7 месяцев назад +10

    ହେ କାଳିଆ କୋଟି ଓଡ଼ିଆର ମଉଡମଣୀ 🙏🙏😭🙏🙏

  • @Somyaranjanpatra-r4m
    @Somyaranjanpatra-r4m 6 месяцев назад +1

    Jetiki thara video dekhuchhi bhai akhi ru luho polei asuchhi Jay Jagannath🥺🙏🙏