To Badapana Ku Dhik (ତୋ ବଡ଼ପଣକୁ ଧିକ) I New Jagannath Bhajan I Studio Version I Sourav Bharadwaj

Поделиться
HTML-код
  • Опубликовано: 11 сен 2024
  • Presenting the Official Studio Version of New Odia Jagannath Bhajan " To BADAPANA KU DHIK " the song is sung by Sourav Bharadwaj, music composed by Dibya Chandan . The lyrics are written by Soumya Ranjan Bal . #tobadapanakudhik
    ------------------------------------------------------
    ♫Song Name - TO BADAPANA KU DHIK
    ♫Singer- Sourav Bharadwaj
    ♫Music - Dibya Chandan
    ♫ Lyrics - Soumya Ranjan Bal
    ♫ Producer - Raghab Swain
    ------------------------------------------------------------------------
    SHARE this with your loved ones. Keep Sharing, Keep Loving!
    ► "SUBSCRIBE" - "LIKE" - "COMMENT"
    "ODISHA MUSIC" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "ODISHA MUSIC " ର RUclips Channel କୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ
    ------------------------------------------------------------------------
    #tobadapanakudhik #jagannathbhajan #souravbhardwaj #odishamusic #lordjagannath #jagannath #jagannathtemple #2024odiabhajan #bhajanhits #odiabhajan #odiabhajanhits #newodiabhajan #jagannathpuri #odiaviralbhajan #trendingbhajan #tobadapanakudhik #bhajan #bhajans #odianewbhajan #odiajagannathbhajan #newjagannathbhajan
    * ANTI-PIRACY WARNING *
    This content is Copyright to ODISHA MUSIC... Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Комментарии • 4,7 тыс.

  • @gyananandapanda7737
    @gyananandapanda7737 7 месяцев назад +165

    ଏହି ଗୀତ ଶୁଣିଲେ ଜଗା ପାଖକୁ ଧାଇଁ ଯିବାକୁ ଇଚ୍ଛା ହେଉଛି❤ ଜୟ ଜଗନ୍ନାଥ 🙏🪔।

    • @sjproduction7876
      @sjproduction7876 4 месяца назад

      ruclips.net/video/U3bKOLc40hc/видео.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤

  • @pritamdas8004
    @pritamdas8004 7 месяцев назад +96

    "କିଛି ସୁଖର ମିଶାଣ, କିଛି ଦୁଃଖର ଫେଡାଣ,କିଛି ହସର ଗୁଣନ ଆଉ କିଛି ଲୁହର ହରଣ । ଏଇ ବୋଧେ ଜୀବନର ଅସୀମିତ ସମୀକରଣ !!
    🌸🏵️🙏ଜୟ ଜଗନ୍ନାଥ 🙏🏵️🌸
    🌸☀️🌞ଶୁଭ ସକାଳ 🌞☀️🌸

  • @Odiatokaumesh
    @Odiatokaumesh 5 месяцев назад +571

    ହେ ଜଗା ମୋତେ ଯେମିତି ରଖୁଚୁ ରଖ। ହେଲେ ମୋ ବାପା ମାଆ କୁ ସବୁ ବେଳେ ଖୁସୀରେ ରଖିବୁରେ। ଜୟ ଜଗନ୍ନାଥ 🙏🙏🙏

    • @bhanjakishorrout6621
      @bhanjakishorrout6621 4 месяца назад +4

      ❤❤

    • @PappuDas-op
      @PappuDas-op 4 месяца назад +5

      ❤❤😊

    • @RRODIABHAKTI
      @RRODIABHAKTI 4 месяца назад +7

      ଗୀତ ଆଉ ମିଉଜିକି ପୁରା ମଧୁର ଲାଗୁଛି ଶୁଣିଲେ ଆଖିରୁ ଲୁହ ଆସିଯାଇଛି 😂😂😂😂

    • @avayajena6254
      @avayajena6254 4 месяца назад +5

      Jay Jagannath

    • @user-lk5mf6xf2o
      @user-lk5mf6xf2o 3 месяца назад +1

      Jay Jagannath 🙏❤❤🙏

  • @brajendraparichha4030
    @brajendraparichha4030 2 месяца назад +80

    ଅତି ଖୁସି ଲାଗୁଚି ଆମ ଯୁବ ପିଢ଼ି ଭିତରେ ଭକ୍ତି ଭାବ ଏବେ ବି ଅଛି, ଭିକାରି ବଳ ଏବଂ ଅରବିନ୍ଦ ମୁଦୁଲି ମହାଶୟ ଅତି ଖୁସି ହେଉଥିବେ ଆପଣ ମାନଂକୁ ଆର ପାରି ରୁ ଦେଖି ଜୟ ଜଗନ୍ନାଥ ❤

  • @suryakumar8713
    @suryakumar8713 7 месяцев назад +264

    ମୋବାଇଲ୍ ଖୋଲିଲେ ଗୀତଟିକୁ ନସୂଣିଲ ସବୁ ଅଧୁରା ରହିଗଲା ପରି ଲାଗୁଛି ଜୟ ଜଗନ୍ନାଥ

  • @rajeshraut9870
    @rajeshraut9870 3 месяца назад +267

    ପୂରା ଗୀତ ରେ ଯାହା ଲେଖା ଯାଇଛି ନା,ମୋ ଜୀବନରେ ତାହା ସବୁ ଘଟି ଚାଲିଛି। ଗିତଟିକୁ ଯିଏ ବି ଲେଖିଛନ୍ତି ଆଉ ଗାଇଛନ୍ତି ହୃଦୟରୁ ମୋର ଅଭିନନ୍ଦନ ❤।

  • @rankitamajhi3146
    @rankitamajhi3146 5 месяцев назад +172

    ସକାଳ ହେବା ମାତ୍ରେ ଏ ଗୀତଟି ନ ଶୁଣିଲେ ପୁରା ଦିନଟା ଯାକ ଜମା ଭଲ ଲାଗେ ନାହିଁ ❤❤ ହେ ଭାବଗ୍ରାହୀ ଠାକୁର 🙏🙏🙏 ସମସ୍ତଙ୍କୁ ଭଲରେ ରଖିବୁ ❤️🙏

    • @sjproduction7876
      @sjproduction7876 4 месяца назад

      ruclips.net/video/U3bKOLc40hc/видео.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤

  • @soumyapk67
    @soumyapk67 2 месяца назад +77

    ତୋ ବଡ଼ ନାମକୁ ଧିକ୍
    ତୋ ବଡ଼ କାମକୁ ଧିକ୍
    ଦେହ ଥରିଯାଉଛି ଏହି ପଦରେ!!🙏

  • @user-vj9du4wt7x
    @user-vj9du4wt7x 7 месяцев назад +1468

    ଅଭିମାନରେ କାଳିଆକୁ ନିଜ ଦୁଃଖ ଜଣେଇବା ଏବଂ ତାହା ପୁଣି ଗୀତ ମାଧ୍ୟମରେ କଣ ଆଉ କହିବି 😭.. ଗୀତଟି ଗାଇଥିବା ଭାଇଟି ସାନ କି ବଡ଼ ହେବ ଜାଣିନି କିନ୍ତୁ ହୃଦୟରୁ ମୋର ଆର୍ଶୀବାଦ... ବହୁତ ଆଗକୁ ଯାଅ.. ଗୀତଟିରେ ଗୋଟେ ଶବ୍ଦ ଅଛି 'ହେ ଜଗାରେ ହେ ଜଗାରେ ' ଲୋମ ଛିଡା ହେଇଯାଉଛି.. ଶୁଭେଚ୍ଛା ସମସ୍ତ ଟିମଙ୍କୁ ମୋ ତରଫରୁ..

    • @odishamusic09
      @odishamusic09  7 месяцев назад +50

      Thank you

    • @satyajitmukhi2982
      @satyajitmukhi2982 6 месяцев назад +10

      ❤​@@odishamusic09

    • @dileswar9730
      @dileswar9730 6 месяцев назад +8

      ❤❤❤

    • @Kasturi-sl9kv
      @Kasturi-sl9kv 6 месяцев назад +4

      ❤❤

    • @deepakkumarmandal114
      @deepakkumarmandal114 6 месяцев назад +28

      ଏଇ ହୃଦୟସ୍ପର୍ଶୀ ଗୀତ ଟା ଶୁଣିଲା ପରେ ଅଖିରୁ ଭାବର ଲୁହ ଦିଟୋପା ଝରି ପଡ଼ିଲା। ସତରେ କାଳିଆ ମାୟାରେ ଆମେ ସମସ୍ତେ ବନ୍ଧା। ଜାଣିନି କେବେ ସେ ମୋତେ ତାଙ୍କ ପାଖକୁ ଦାକିନେବେ। ଜୟ ଜଗନ୍ନାଥ

  • @sarmistarauta9803
    @sarmistarauta9803 8 месяцев назад +117

    ମୋହ ମାୟା ଦୁନିଆରେ କାହାକୁ ଅଜଣା ତୋର ନାମ❤
    ଜୀବନ ର କାଗଜ ଡଙ୍ଗା ରେ ସବୁଠି ଅନନ୍ୟ ତୋର ଧାମ😊
    ମାନବ ହୃଦୟ ରେ ସମସ୍ତ ସମୟରେ କରନ୍ତି ତୋତେ ପ୍ରଣାମ❤
    ଅନେକ ତୁଳନା ରେ ମଧ୍ୟ ଅତୁଳନୀୟ ତୁମରି ନାମ 😊
    ❤ଜୟ ଜଗନ୍ନାଥ❤

  • @MunaCreation_10k
    @MunaCreation_10k 7 месяцев назад +76

    ଏତେ ଗୀତ ଶୁଣିଥିଲି..... ଆଜି ଜୀବନଟା ବହୁତ୍ ଆନନ୍ଦ ମୟ ଲାଗୁଚି..... 🙏🙏🙏🙏🙏🙏

  • @rinkymohanty1874
    @rinkymohanty1874 Месяц назад +18

    ମୁଁ ଗୋଟେ ଛୋଟ ପି ଲା ମୋତେ ଏ ଗୀତ ବହୁତ ଭଲ ଲାଗିଲା ଆଉ କାନ୍ଦ ବି ଲାଗିଲା 😢

  • @prakashsutar6351
    @prakashsutar6351 7 месяцев назад +86

    ଏ ଗୀତ କୁ ଯେତେ ଶୁଣିଲେ ବି ମନ ଭରୁନି.... ଜୟ ଜଗନ୍ନାଥ 🙏🙌🙏

  • @tapaswinijena8470
    @tapaswinijena8470 6 месяцев назад +546

    ଜଗା ସହ ଭାବ ଟିକେ ଅଲଗା। ତାକୁ ଅଧିକାର ର ସହ ଭଲ ପାଇହୁଏ...... ପୁଣି ଅଭିମାନ ର ସହ ଗାଳି କରିହୁଏ,.........☺️☺️

  • @sudarsanbisi8471
    @sudarsanbisi8471 2 месяца назад +60

    ବହୁତ୍ ସୁନ୍ଦର୍ ଗିତ ହେଇଚି. ଗିତ ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି,
    ଭାବପୂର୍ଣ୍ଣ ଗିତଟିଏ.
    ଜୟ ଜଗନ୍ନାଥ

  • @sanjaysumitra7460
    @sanjaysumitra7460 10 дней назад +2

    ମୋ ଝିଅ ଦୁଇ ବର୍ଷର, ଏ ଗୀତ ବାଜିଲେ ସେ ନୃତ୍ୟ ଆରମ୍ଭ କରି ଖାନେଇ ଖାନେଇ ଏ ଗୀତ ଗାଏ ❤. ସଂଗୀତ, ଗୀତ ଓ ଗାୟକଙ୍କ ଚମତ୍କାର ଉଦ୍ୟମ 🙏

  • @rasmita.sahoo.pritu_
    @rasmita.sahoo.pritu_ 7 месяцев назад +115

    ❤ ଆଖି ରୁ ଲୁହ ଆସିଯାଏ ଗୀତ ଶୁଣିଲେ ଅତି ସୁନ୍ଦର ଲେଖା ଭଲ ସ୍ୱର ❤

  • @chagu1313
    @chagu1313 6 месяцев назад +200

    ଭାଇ ଯିଏ ଏଇ ଗୀତ କୁ ଲେଖିଛି ଆଉ ଯିଏ ଗାଉଛି ତାଙ୍କୁ କହିବାକୁ ଆଉ କିଛି ଶବ୍ଦ ନାହିଁ ଏମିତି ଗୀତ ମୋ ଜୀବନରେ ଶୁଣିନଥିଲି ପୁରା ଜାଗା ଦର୍ଶନ କରେଇ ଦେଲ

  • @manaspradhan4820
    @manaspradhan4820 7 месяцев назад +619

    ହେ କାଳିଆ ଠାକୁର ମୋର ଦେହ ଭଲ କରିଦିଅ 😭😭😭😭😭😭😭😭

    • @LEGENDARY_INDIA
      @LEGENDARY_INDIA 7 месяцев назад +2

      Jay Jagannath 💐💐

    • @RUDRAODISHA
      @RUDRAODISHA 7 месяцев назад +1

      JAY Jagannath

    • @royofficial3808
      @royofficial3808 6 месяцев назад +10

      Tama deha sure bhala heba Prabhu nkara heijao❤❤❤

    • @purnachandraparida6876
      @purnachandraparida6876 6 месяцев назад +4

      Bhala karidebe jagannath 🙏🏻🙏🏻

    • @Munnabhai19512
      @Munnabhai19512 6 месяцев назад +4

      Prabhu tamaku bhala karidebe...... Biswas aau bharosa rakha....🙏🙇🙏

  • @DasarathBarik
    @DasarathBarik 9 часов назад +2

    ଲକ୍ଷେ ହ୍ୟମାନ ସାଗର ଫେଲ ମୋ ତରଫରୁ ଏ ଗୀତ ପାର ଶୁଭକାମନା❤

  • @Its_pravat5
    @Its_pravat5 7 месяцев назад +1425

    ମହାପ୍ରଭୁ ଙ୍କ ଭକ୍ତ LIKE କରନ୍ତୁ ❤

  • @sekharstatuscreation4727
    @sekharstatuscreation4727 5 месяцев назад +64

    ଜଗା କାଳିଆ ସାଆନ୍ତ ପାଇଁ ଗୀତ ଗାଉଛ ଧନ୍ୟ ତୁମେ ଭାଈ ଅତି ସୁନ୍ଦର ଜୟ ଜଗନ୍ନାଥ।

  • @Unique_Tilo
    @Unique_Tilo 4 месяца назад +12

    ସତ କୁହ ଭାବର ସହିତ କାହା କାହା ଆଖି ରୁ ଅଶ୍ରୁ ବୋହି ଆସିଲା 😢 ଜୟ ଜଗନ୍ନାଥ 🙏🙌

  • @ODSAMEER-e4b
    @ODSAMEER-e4b 12 дней назад +3

    I'm BLS Muslim I love this bhajana , ❤ bhai maane Aame Mane bahut Bhagyaban ki , ki pura dunia Achi kintu kalia Aama pakhare Achi Jay Jagannath, Kete zid karuchi kalia saha ❤

  • @laxmipriyadalai699
    @laxmipriyadalai699 7 месяцев назад +66

    ମନ କୁ ଛୁଇଁ ଯାଉଛି ଏ ଭଜନ......ବହୁତ ସୁନ୍ଦର ଭଜନ 🥺🙏ଜଗା🥰

    • @bipinbk7849
      @bipinbk7849 7 месяцев назад

      Bahut sundar song tie ⭕❗⭕😥😥

  • @bibhu078
    @bibhu078 4 месяца назад +128

    ଭାରତ ମୋର ଗର୍ବ , ଓଡ଼ିଆ ମୋ ପରିଚୟ
    ଜୟ ଜଗନ୍ନାଥ ⭕‼️⭕ 🚩🚩

  • @PabitraSabar1248
    @PabitraSabar1248 7 месяцев назад +144

    ବହୁତ ସୁନ୍ଦର ହେଇଛି ❤❤❤ ଜଗତରେ ପାରିବୁନି ଏମିତି ଠାକୁର ଭଜନ ପରେ ଏହି ଭଜନ ମନ କୁ ଛୁଇଁଗଲା

    • @deepakmandal4025
      @deepakmandal4025 7 месяцев назад +3

      ପୁରା ସତ କହିଲ ଭାଇ ଜୟ ଜଗନ୍ନାଥ

    • @PabitraSabar1248
      @PabitraSabar1248 7 месяцев назад +4

      @@deepakmandal4025 hnn bhai... sakalu utilaaa matre ei gita ti sunibaku bahut echha hue

    • @deepakmandal4025
      @deepakmandal4025 7 месяцев назад +5

      ଭାଇ ମୁ ଶୋଇବା ପାଇଁ ଯିବାକୁ ବି ଟିକେ ଶୁଣି ଦଉଚି

    • @PabitraSabar1248
      @PabitraSabar1248 7 месяцев назад +3

      @@deepakmandal4025 okk bhai

    • @goldshorts731
      @goldshorts731 7 месяцев назад +3

      🥰🥰

  • @ucan247
    @ucan247 5 месяцев назад +11

    ଲେଖା, ସ୍ଵର, ତାଳ ଅତ୍ୟନ୍ତ ହୃଦୟସ୍ପର୍ଶୀ... ଚିର ସ୍ମରଣୀୟ 🙏🙏🙏🙏
    ଜୟ ଜଗନ୍ନାଥ

  • @POLICELINEMANDIR_BARIPADA
    @POLICELINEMANDIR_BARIPADA 5 месяцев назад +74

    ଖୁବ ସୁନ୍ଦର... ଭଜନ ... ଯାହାର କୌଣସି ତୁଳନା ନାହିଁ। ଆଉ ଜଣେ ଯୁବକ ଗାୟକ ଏଭଳି ଭାବର ସହ ଏତେ ଉଚ୍ଚକୋଟିର ଭଜନ ଗାଇବା ଆଜିର ସମାଜରେ ବିରଳ।❤❤❤❤❤❤❤
    🙏 ଜୟ ଜଗନ୍ନାଥ 🙏

  • @ManasiNayak-os3hb
    @ManasiNayak-os3hb 2 месяца назад +357

    କେଉଁ ମାନକୁ ଏ ଭଜନ ଶୁଣି ବାକୁ ଭଲଲାଗେ 👇👇

  • @jugaduskitchen8960
    @jugaduskitchen8960 Месяц назад +8

    ପିଲାଟିର ବୟସ ହିସାବ ରେ voice ଟା ବହୁତ mature au ବହୁତ ସୁନ୍ଦର 👌🏼 ଜୟ ଜଗନ୍ନାଥ 🙏🏼

  • @cutecute6260
    @cutecute6260 6 месяцев назад +47

    ଏଇ ଗୀତ ଟି ସଂପୂର୍ଣ୍ଣ ରୂପେ ମୋର ମନର ଭାଷା କୁ ପରିପ୍ରକାଶ କରିଦେଲା ସତରେ।😢😢

  • @mpcreat143
    @mpcreat143 3 месяца назад +45

    ହେ ଜଗା ରେ ମୋ ଦେହ tk ଭଲ କରିଦେ ରେ 😢😢😢

  • @BiswaranjanSahoo
    @BiswaranjanSahoo 6 месяцев назад +24

    ‌। ହେ ଜଗା ତୋ କଳା ନୟନ ଟିକେ ଆମ ଉପରକୁ ପକା।ବହୁତ୍ କଷ୍ଟ ହେଉଛି। ଏ ଗୀତ ଶୁଣି ଆଖିରୁ ପାଣି ଝରି ଗଲା । thankyou soumya ranjan bal ଏଇ ସୁନ୍ଦର ଲିଖନୀ ପାଇଁ।❤❤❤❤

  • @subhacreation5884
    @subhacreation5884 2 дня назад +2

    ଦୟା କରି ପ୍ରଭୁ ଶ୍ରୀ ଜଗନ୍ନାଥ ମତେ ଏତେ କଷ୍ଟ ଦିଅନି 😢🙏🙏

  • @todayallabout4u
    @todayallabout4u 8 месяцев назад +70

    ଯେତେ ଶୁଣିଲେ ବି ମନ ପୁରୁନି
    ବହୁତ ସୁନ୍ଦର ଲେଖା ଏବଂ ବହୁତ ସୁନ୍ଦର ସଂଯୋଜନା
    ଜଗତରନାଥ ଜଗନ୍ନାଥ ମଙ୍ଗଳ କରନ୍ତୁ
    ଜୟ ଜଗନ୍ନାଥ 🙏🙏🙏

  • @bikashmishra8864
    @bikashmishra8864 4 месяца назад +33

    ସୌରଭ ଭାଇ ଙ୍କ କଣ୍ଠ ପୁରା ହୃଦୟସ୍ପର୍ଶୀ ❤ ଜୟ ଜଗନ୍ନାଥ

  • @NewblockAjay7882
    @NewblockAjay7882 5 месяцев назад +617

    ମହା ପ୍ରଭୁ ଜଗନ୍ନାଥଙ୍କର ଗୀତ ଯାହାକୁ ଭଲ ଲାଗୁଥାଏ ଲାଇକ କରନ୍ତୁ ❤🚩🚩

  • @sudeepsahoo9331
    @sudeepsahoo9331 14 дней назад +1

    ମୁଁ ବି ସବୁଦିନ ଏଇ ଗୀତ ନ ଶୁଣିଲେ ମତେ ଜମା ଭଲ ଲାଗେନା Jay Jagannath 🙏 ❤❤

  • @malayavideocreating2075
    @malayavideocreating2075 7 месяцев назад +128

    ବହୁତ୍ ଖୁସି ଲାଗେ ଆମ ଓଡ଼ିଶା ମାଟିରେ ଏମିତି କିଛି ଲେଖକ ଆଉ କିଛି ଗାୟକ ଅଛନ୍ତି ବହୁତ୍ ସୁନ୍ଦର ସୁନ୍ଦର ଭଜନ ପ୍ରସ୍ତୁତ କରୁଛନ୍ତି🙏🙏🚩

    • @ctlikerpk
      @ctlikerpk 6 месяцев назад

      ❤❤❤❤

    • @JyotiPrusti
      @JyotiPrusti 4 месяца назад

      🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩​@@ctlikerpk

    • @sjproduction7876
      @sjproduction7876 4 месяца назад +1

      ruclips.net/video/U3bKOLc40hc/видео.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤

  • @budhishmunda6520
    @budhishmunda6520 7 месяцев назад +42

    ଯେତେ ଶୁଣିଲେ ମନ ଭରୁନି। ଭଲ ହେଇଛି ଭଜନ ଟି। ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩🚩

  • @funyvideo8281
    @funyvideo8281 4 месяца назад +515

    କାଳିଆ ପାଇଁ ଗୋଟେ ❤like ହେଇଯାଉ ❤ଜୟ ଜଗନ୍ନାଥ

    • @susu24our
      @susu24our 2 месяца назад +4

      Jay Jagannath 💐🙏🏻

    • @monalisajena4924
      @monalisajena4924 Месяц назад +2

      Jai jagannath ❤❤❤

    • @balasore..
      @balasore.. 5 дней назад

      Bhai emiti nuha se para param parambramo. Amor sete takat nahi takat heini like pai❤❤

  • @SmilingAirboat-uq2br
    @SmilingAirboat-uq2br Месяц назад +1

    ଏତେ ସୁନ୍ଦର ଗୀତ ମୁଁ ଏତେ ଦିନ ହେଲା ଶୁଣି ନ ଥିଲି କାହିଁକି ❤❤

  • @Pritamtv0
    @Pritamtv0 7 месяцев назад +15

    ସତରେ ଏ ଗୀତ ଗାଇ ଥିବା ଭାଇ ଙ୍କ କଣ୍ଠରେ ଯେମିତି ସ୍ଵଂୟ ଜଗନ୍ନାଥ ବସିଛନ୍ତି
    ବହୁତ୍ ସୁନ୍ଦର୍ ହେଇଛି ❤😢😢❤

  • @debajitmahapatra9015
    @debajitmahapatra9015 3 месяца назад +152

    Mo ଝିଅ ମାତ୍ର ତିନି ବର୍ଷ ର।ସେ ସବୁ ଦିନ ରାତି ରେ ଏ ଇ ଗୀତ ନ ସୁନିଲେ ତାକୁ ନିଦ ହଉନି। ଜୟ ଜଗନ୍ନାଥ 🙏🙏

    • @todayallabout4u
      @todayallabout4u 3 месяца назад +4

      ଜୟ ଜଗନ୍ନାଥ 🙏

    • @sasmitapatra9195
      @sasmitapatra9195 2 месяца назад +2

      Om jhia bi ❤

    • @Tapankumar9994
      @Tapankumar9994 2 месяца назад +6

      ଆପଣଙ୍କ ଝିଅକୁ ଭଗବାନ ଭଲରେ ରଖନ୍ତୁ ଏବଂ ଭଲ ମଣିଷ ଟିଏ କରନ୍ତୁ

    • @mrrajesh9116
      @mrrajesh9116 2 месяца назад +1

      Jay Jagannath

    • @suryaprakashnayak7263
      @suryaprakashnayak7263 2 месяца назад +1

      You should consult a doctor. She is not well. Don't let it go by someones name, else you can say you want to save your money by not consulting a doctor... You want to save your money..

  • @jyotsnamahapatra6349
    @jyotsnamahapatra6349 7 месяцев назад +33

    , ମୋ ଜଗା ସମସ୍ତଙ୍କ ଗୁହାରୀ ଶୁଣେ ତୁମେ କେବଳ ଟିକେ ଭକ୍ତିରେ ଡାକିଲେ ହେଲା। ସେ ଯଦି ଦୁଃଖ ନ ଦେବ ତୁମେ କ'ଣ କେବେ ତାକୁ ଡାକିବ । ସୁଖରେ କିଏ ଜଗାକୁ ଡାକେ । ମୋ ଜଗା ଭାରି ଦୟାଳୁ ।ଜଗାରେ ସମସ୍ତ ଭକ୍ତର ହୃଦୟର ଗୁହାରୀ ଶୁଣେ ।

    • @satyabratabehera-hs3gh
      @satyabratabehera-hs3gh 6 месяцев назад +1

      Sata katha te kahila 🥺

    • @niranjansahu5358
      @niranjansahu5358 6 месяцев назад +1

      Pura sata Katha kohichanti😢😢kasta kole hin krushna mile😢sea chahunchanti ki tanko saha sabubele jadi ruho😢

    • @niranjansahu5358
      @niranjansahu5358 6 месяцев назад +1

      Ame jetebele dukha paduchi setebele hin ame tanku dakuchhe😢kintu ame amo sukha re tanku amo saha jadi rokhune😢😢

  • @Odiapuasiba
    @Odiapuasiba 2 месяца назад +7

    Bhaire gita ta pura... Emosnal heichi.. Re maa rana... Tu agaku semi ti madichale... Jai jaganath... Per day ten time play this song

  • @drxdipun99
    @drxdipun99 7 месяцев назад +102

    ଯେତେ ଶୁଣିଲେ ବି ମନ ଭରୁନି ଏଇ ଗୀତ ହେ ଜଗା ହେ ମହାବାହୁ ହେ ପ୍ରଭୁ ❤

  • @rajnikanta3774
    @rajnikanta3774 5 месяцев назад +18

    ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଶବ୍ଦ ରେ ସଜା ଗୀତଟି... ବହୁତ ସୁନ୍ଦର ଭାବେ ଗୀତଟି ଗାଇଛନ୍ତି ଭାଇ ଜଣଙ୍କୁ ଅନ୍ତରରୁ ଧନ୍ୟବାଦ... ❤❤❤❤

  • @sidhantaswain-sf1ed
    @sidhantaswain-sf1ed 5 месяцев назад +35

    Super hit ଭାଇ ତମେ ଏମିତି ଗାଉଥାଅ ଏଇ ଗୀତ ଶୁଣିବା ପରେ ଆମେ ଓଡ଼ିଆ ବୋଲି ଗର୍ବ କରୁଛି

  • @pabitrasahoo7829
    @pabitrasahoo7829 Месяц назад +1

    ନିଶ୍ଚୟ ଏହି ଗୀତ ଭଗବାନ ଆଉ ଭକ୍ତଙ୍କୁ ଏକାଠି କରିବ💕💞💞💕

  • @pintupanda9819
    @pintupanda9819 5 месяцев назад +375

    ହେ କାଳିଆ ଠାକୁର ମତେ ଆଉ ଏତେ କଷ୍ଟ ଦିଅନି, ମୋ ଦେହ ଭଲ କରିଦିଅ । 😭😭🙏🙏🙏

  • @bapunpallar6846
    @bapunpallar6846 7 месяцев назад +41

    ଦୁନିଆ ରେ ଯା ଚାଲିଛି ଚାଲୁ.... ହେଲେ ଆମ ଭାବନା କୁ ଟିକେ ବୁଝିବୁ..... ଜୟ ଜଗନ୍ନାଥ... 🥺🚩🚩

  • @odiatoka1638
    @odiatoka1638 8 месяцев назад +1775

    ମୁଁ ସବୁ ଦିନ ଏ ଗୀତକୁ ଶୁଣୁଛି ଆଉ ଯେତେ ଶୁଣୁଛି ମୋତେ ନୂଆ ଲାଗୁଛି

  • @Odia_vloger_rahul
    @Odia_vloger_rahul 2 месяца назад

    ତୁମେ ପ୍ରଭୁ ସତ୍ୟ, ନିତ୍ୟ, ଚିରନ୍ଧନ ବାକି ସବୁ ନିମିତ୍ତ ମାତର ସଭିଙ୍କର ଡାକ ତୁମେ ପ୍ରଭୁ ଶୁଣ କାହିଁ ଦିଅନି ପଦେ ଉତ୍ତର ।

  • @HaklowdaBakra
    @HaklowdaBakra 5 месяцев назад +28

    ଆଖି ରେ ପାଣି ଆସି ଗଲା ଭାଇ ।।।। ଜୟ ଜଗନ୍ନାଥ

  • @subhashreedash8642
    @subhashreedash8642 6 месяцев назад +48

    ତୁ ପାଦ ଟିଏ ମୁଁ ପାଦ ର ଧୂଳି କାହିଁକି ଶୁଣିବୁ ମୋ ବିକଳ ରଡ଼ି, ତୁ ବ୍ରହ୍ମଦାରୁ ମୁଁ ପାପୀ ମେରୁ ଭାରି ଖୁସି ହେଉ ମୋ ଲୁହ ଢାଳି ।। ତୋ ବଡ ପଣକୁ ଧିକ୍ ତୋ ବଡ ଧାମକୁ ଧିକ୍ , ଦୁଃଖ ଯଦି ନ ଶୁଣିବୁ ଶ୍ରୀମନ୍ଦିରେ କାଇଁ ବସିଛୁ । ହେ ଜଗାରେ ସିଂହଦ୍ୱାରକୁ କାଇଁ ଖୋଲା ରଖିଛୁ ❓
    ମହାବାହୁ ଡାକି ଯଦି ଲୁହ ପିଇବି ତୋ ସାଥିରେ କାଇଁ ବନ୍ଧୁ ବାନ୍ଧିବି, ଦବୁ ଚିର ନିଦ୍ରା ରେ ମୁଁ ଶୋଇପଡିବି ତୋ ଉପରେ କାଇଁ ଆଉ ଭରଷା ହେବି।। ତୋ ବଡ ନାମକୁ ଧିକ୍ ତୋ ବଡ କାମକୁ ଧିକ୍, ନିଜ ହାତେ ଭାଗ୍ୟ ଲେଖି ନିଜ ହାତେ ପୋଛି ଦେଉଛୁ । ହେ ଜଗାରେ ସିଂହଦ୍ଵାରାକୁ କାଇଁ ଖୋଲା ରଖିଛୁ ❓
    ବିନ୍ଦୁରୁ ତୁ ମୋତେ ଯଦି ଆକାର ଦେଲୁ ଅବହେଳା ମୋତେ ଆଜି କାଇଁ କରିଲୁ, କୋଉ ଜନ୍ମରେ ଶତ୍ରୁତା ପାଇଁକି ଏ ଜନ୍ମରେ ଦାଉ ସାଧିଲୁ, ତୋ ବଡ ନେତକୁ ଧିକ୍ ତୋ ବଡ ତୀର୍ଥକୁ ଧିକ୍ ।। ବଡ ବୋଲି ମନ ଇଚ୍ଛା ସବୁ ମାୟା ଖେଳ ଖେଳୁଛୁ, ହେ ଜଗାରେ ସିଂହଦ୍ଵାରକୁ କାଇଁ ଖୋଲା ରଖିଛୁ ❓

    • @Purna3850
      @Purna3850 4 месяца назад +1

      thank you sis,

    • @Sonu.pratihari720
      @Sonu.pratihari720 4 месяца назад

      Dhanyavaad angya 🙏

    • @JagannathAdhikari-yz4rw
      @JagannathAdhikari-yz4rw 3 месяца назад +2

      ମହାବାହୁ ଡାକି ଯଦି ଲୁହ ପିଇବି
      ତୋ ସାଥିରେ କାଇଁ ବନ୍ଧୁ ବନ୍ଧିବି
      ନିଜ ହାତେ ଭାଗ୍ୟ ଲେଖି ନିଜେ
      ନିଜେ ହାତେ କାଇଁ ପୋଛି ଦଉଛୁ ...
      ବଡ଼ ବୋଲି ସବୁ ମାୟା ମନ ଇଚ୍ଛା କରୁଛୁ

    • @swadhinatadas3162
      @swadhinatadas3162 2 месяца назад +1

      Bahut bhala hela ,,mote e lyrics lekhinebara thila,,, thank you sister😊

  • @rudrakumardas4333
    @rudrakumardas4333 7 месяцев назад +15

    ଜଗନ୍ନାଥ ଙ୍କ ଏମିତି କୃପା ଯେ ଯିଏ ତାଙ୍କ ଗୀତ ବୋଲୁ ନାହିଁ କାଁଇ ସେ ମଧୁର ଝରିଯାଏ 👌👌👌👌❤️❤️❤️

  • @dipanjalibehera2000
    @dipanjalibehera2000 День назад +1

    Mo happy ku happy happy rakha Prabhu🙏mo khusi sabu taku deidia..

  • @jyotsnajyotsna1263
    @jyotsnajyotsna1263 7 месяцев назад +13

    ଏ ଗୀତ ଶୁଣି ଏମିତି ଲାଗୁଛି ଯେ ଜଗା🙏 ଯେମିତି ମୋ ପାଖର ହିଁ ଅଛି 😢 ସତରେ ଏ ଗୀତ ଯିଏ ଲେଖିଛନ୍ତି ଆଉ ଯିଏ ଗାଇଛନ୍ତି ସେ ଭାଈ ମାନଙ୍କୁ ମୋର ହୃଦୟରୁ ନମସ୍କାର 🙏ଏମିତି ହୃଦୟ ଭରା ଗୀତ ଦେଇ ଥିବାରୁ tqq so much enter team❤ ଜୟ ଜଗନ୍ନାଥ 🙏

  • @sunilswain-rz4vl
    @sunilswain-rz4vl 6 месяцев назад +34

    କେତେବେଳେ ଭଜନ ଟି ଶେଷ ହେଲା ମୁଁ ଟିକେ ବି ଜାଣିପାରିଲିନି 🙏🙏🙏🙏🙏🙏🙏

  • @chinmayakumarsahoo4231
    @chinmayakumarsahoo4231 2 месяца назад +24

    କି ସୁନ୍ଦର lyrics ଯିଏ ଲେଖିଚନ୍ତି ତାଙ୍କୁ ହୃଦୟ ରୁ thanks ଏମିତି ଗୀତ ସବୁବେଳେ ଲେଖୁଥନ୍ତୁ ❤ ଗୀତ ଗାଇବା ମଧ୍ୟ ବହୁତ୍ ଭଲ ହୋଇଛି ଶୁଣିଲେ ଆଖିରୁ ଲୁହ ଆସିଯାଉଛି omg ବାଲା ଗୀତ

  • @tonthephotographer5272
    @tonthephotographer5272 25 дней назад

    ହେ ପ୍ରଭୁ ଜଗନ୍ନାଥ ମୋ ପରିଶ୍ରମ ର ଫଳ କାଇଁ ମିଳୁନି .... କଠିନ ପରିଶ୍ରମ କରିବା ପରେ ମଧ୍ୟ ବାରମ୍ବାର ବିଫଳ ହେଉଛି । ଆମ ଉପରେ କୃପା ଦୃଷ୍ଟି ଟିକିଏ ପକାନ୍ତୁ ପ୍ରଭୁ 🙏

  • @balinag3983
    @balinag3983 5 месяцев назад +20

    ଆପଣଙ୍କ ସ୍ୱର ଅତି ଭାବ ପୂର୍ଣ୍ଣ ସ ଶୁଣିବାକୁ ପଡୁଛି 🙏🏻

  • @mahendrajena3399
    @mahendrajena3399 4 месяца назад +47

    ମୋତେ ବହୁତୁ ଭଲ ଲାଗେ ମୋ ପ୍ରଭୁ ଜଗନ୍ନାଥ ଙ୍କ ଗୀତ ❤️❤️

  • @Nandancreation913
    @Nandancreation913 4 месяца назад +36

    ଭାଈ ଯିଏ ବି ଏ ଗୀତ ଗାଇଛନ୍ତି ତାଙ୍କୁ ମୋର କୋଟି କୋଟି ପ୍ରଣାମ ଭାଈ ଏମିତି ଗୀତ ଟେ ବହୁତ୍ ଦରକାର ଥିଲା ଆମକୁ, love you Bhai, Jay jaganath

  • @mysonshinedugu
    @mysonshinedugu 2 месяца назад +4

    real feelings achi a song re jiye a song ଲେଖିଛନ୍ତି ତାଙ୍କୁ କୋଟି କୋଟି🙏🙏 ଆଉ ଯିଏ a song t ଗାଇଛନ୍ତି ସେ ଭାଇଙ୍କୁ ମୋର ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏମିତି ଆଗକୁ ଯାଆନ୍ତୁ ଜୟ ଜଗନ୍ନାଥ🙏🙏 a ଗୀତ ମାଧ୍ୟମରେ ମହାବାହୁ ଙ୍କୁ ନିଜର ଦୁଃଖ ଜଣେଇବା song ra all line bht vl heichi କିନ୍ତୁ ବେଶି heart ku touch Karuchi ମହାବାହୁ ଡାକି ଯଦି ଲୁହ peibi.......a line sunile akhiru automatically luha palei asuchi😢

  • @Suryakanta7-d2s
    @Suryakanta7-d2s 2 месяца назад +17

    ଏଇ ଗୀତ ଶୁଣିଲା ବେଳେ ବୋହୁତ୍ ଦୁଃଖ ଲାଗେ ସବୁ କଥା ମନେପଡ଼ିଯାୟେ 😔🥺 ହେଲେ ମୋ ଜଗା ମୋତେ ଖୁସୀରେ ରଖିଛି 🙏

  • @-sagar626
    @-sagar626 3 месяца назад +10

    ସତରେ ଗୀତଟି ଶୁଣିଲା ପରେ ଆଖିରୁ ଲୁହ ରୋକି ହେଲାନି ଜୟ ଜଗନ୍ନାଥ ❤️🙏♥️

  • @JayJagannath7917
    @JayJagannath7917 7 месяцев назад +51

    Bhai ସତରେ ତମ କଣ୍ଟ ରେ କିଛି magic ଅଛି ବୋହୁତ ସୁନ୍ଦର ହେଇଚି ମୋ ଜଗନ୍ନାଥ ଙ୍କ ଗୀତ ଟି ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ ଯେତେ ଥର ଶୁଣିଲେ ଆହୁରି ଶୁଣିବାକୁ ଇଛା ହେଉଛି ❤❤❤❤

    • @sjproduction7876
      @sjproduction7876 4 месяца назад

      ruclips.net/video/U3bKOLc40hc/видео.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤

  • @gyanaranjansahoo4102
    @gyanaranjansahoo4102 Месяц назад +1

    Wow bhai wow .. outstanding...mana mugdha heigala ..kichhi samaya paine Puri re thila bhali feel hela

  • @artcraftmusic
    @artcraftmusic 3 месяца назад +7

    ବିନମ୍ରତାରେ ରାଧାକୁ ନିଜ ଭାବନା ଜଣେଇବା ଏବଂ ତାହା କବିତା ମାଧ୍ୟମରେ ପ୍ରକାଶ କରିବା..
    କବିତାଟି ଲେଖିବା ମଣିଷଟି କିଏ ହେବ ଜାଣିନି, କିନ୍ତୁ ମନରୁ ମୋର ଆଶୀର୍ବାଦ..
    ଅନେକ ଦୂରକୁ ଯାଅ.. 'ହେ ଶ୍ରୀରାଧେ ହେ ଶ୍ରୀରାଧେ'

  • @ranjeetdas8954
    @ranjeetdas8954 7 месяцев назад +13

    ଏଇ ଭଜନ ମୁ second time ପାଇଁ ସୁଣୁଚି ଆଉ ଏବେ ସତ କହୁଚି ଏହି ଭଜନ ବହୁତ୍ ସହଜ ରେ ଆଖିରୁ ଲୁହ ଝରିବାକୁ ବାଧ୍ୟ କରୁଛି।।😢

    • @sjproduction7876
      @sjproduction7876 4 месяца назад

      ruclips.net/video/U3bKOLc40hc/видео.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤

  • @ananndwildphotography7460
    @ananndwildphotography7460 7 месяцев назад +18

    ହେ ଜଗା ତୁ କଣ ତୋ ଦର୍ଶନ କରିବା ପାଇଁ e ଭକ୍ତକୁ ତୋ ନିକଟକୁ ଟାଣି ନବୁନି ପ୍ରଭୁ ହେ ମହାବାହୁ 🙏⭕‼️⭕🙏

  • @shubhashreemahapatra4893
    @shubhashreemahapatra4893 21 день назад +1

    କାଳିଆ ସତରେ ତୁ ଦରକାର ରେ ❤ ସମସ୍ତିଙ୍କୁ ଭଲରେ ରଖିଥl ରେ ମୋ ଜଗା 🥺

  • @BantyNaik-bx4mo
    @BantyNaik-bx4mo 5 месяцев назад +23

    ଭାଇ ଏ ଗୀତ ଶୁଣିବା ପରେ ମୋ ଆଖିରେ ଲୁହ ଆସିଯାଉଛି 😢 ପ୍ରଭୂ ତୁମୋ ପାଖକୁ ଯିବାକୁ ବହୁତ ଇଚ୍ଛା ହଉଚି 🥺😔 🙏 😢😭

    • @sjproduction7876
      @sjproduction7876 4 месяца назад

      ruclips.net/video/U3bKOLc40hc/видео.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤

  • @basudevswain6766
    @basudevswain6766 7 месяцев назад +13

    ଗୋଟେ ଭକ୍ତ ର ମନ ର କୋହ କୁ ଅତି ସୁନ୍ଦର ଭାବରେ ବଣ୍ଣନା 🙏🏻🙏🏻🙏🏻🙏🏻

  • @raghabswain4582
    @raghabswain4582 7 месяцев назад +39

    ଜୟ ଜଗନ୍ନାଥ🙏🙏
    କୋଟି ଓଡିଆଙ୍କ ମଉଡମଣୀ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଏହି ସୁନ୍ଦର ଭଜନଟି ଜଣେ ଭକ୍ତ ବହୁ ଦୁଃଖ କଷ୍ଟ ପାଇଲା ପରେ ପରମପୂଜ୍ୟ ଜଗନ୍ନାଥଙ୍କୁ କିପରି ଅଭିମାନ କରି ନିଜର ଦୁଃଖ ଜଣାଉଛି ତାହା ଖୁବ୍ ସୁନ୍ଦର ଭାବରେ ଲେଖିଛନ୍ତି ଗୀତିକାର ।
    ଆଶା କରୁଛି ଏହି ସୁନ୍ଦର ଭାବବିହ୍ବଳ ଜଗନ୍ନାଥ ଭଜନଟି ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ଛୁଇଁବ ।
    ଜୟ ଜଗନ୍ନାଥ🙏

    • @sarmistarauta9803
      @sarmistarauta9803 7 месяцев назад +2

      ଅତି ହୃଦୟସ୍ପର୍ଶୀ ଲିଖନ ଶୈଳୀ 🥰♥️🥰

    • @laxmidharsahu5213
      @laxmidharsahu5213 7 месяцев назад +2

      ଖୁବ୍ ସୁନ୍ଦର ଜୟ ଜଗନ୍ନାଥ 🙏

    • @pintumitucreation947
      @pintumitucreation947 7 месяцев назад +2

      Pura Heart touching song

    • @rekhanayak194
      @rekhanayak194 7 месяцев назад +2

      Jay Jagannath 🙏🙏

    • @musicforever...3484
      @musicforever...3484 7 месяцев назад +3

      Sir ae song mu jete sunile bi ahuri sunibaku echha hauchi sunibaku

  • @gatimohanty-r3u
    @gatimohanty-r3u 22 дня назад +1

    ଯେତେଥର ଶୁଣିଲେ ପୁଣି ଥରେ ଶୁଣିବାକୁ ଇଚ୍ଛା ହେଉଛି super se bhi upar 💔 🌷💔

  • @rakeshkumarsenapatirakesh2976
    @rakeshkumarsenapatirakesh2976 7 месяцев назад +16

    ମୋ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ଅନନ୍ତ କୋଟି ପ୍ରଣାମ 🙏🙏🙏🙏🙏 ମୋତେ ଏ ଗୀତ ବହୁତ୍ ସୁନ୍ଦର୍ ଲାଗିଲା 🙏🙏🙏🙏

  • @jayarampradhan9938
    @jayarampradhan9938 7 месяцев назад +15

    କିଛି ଏମିତି କଷ୍ଟ ଥାଏ...... ନା କାହାକୁ କହିହୁଏ ନା ସହି ହୁଏ....... କେବଳ ତାକୁ ବୁଝିବାକୁ ସକ୍ଷମ ପ୍ରଭୁ ତୁମେ..... 🙏🏻ପ୍ରଭୁ ବୁଝିବି ଯଦି ଏମିତି କଷ୍ଟ ଦୂର ନ ହୁଏ..... ତେବେ ଆଉ ଭରସା କାହାକୁ କରିବ.....😭 🙏🏻🙏🏻🙏🏻

  • @user-DhanurjayDas
    @user-DhanurjayDas 4 месяца назад +13

    ବଳଭଦ୍ର ମହାରାଜ କି ଜୟ ❤ଜୟ ମାତା ସୁଭଦ୍ରା ❤ଜୟ ଜଗନ୍ନାଥ ସ୍ଵାମୀ କି ଜୟ ❤ ଜୟ ମାତା ଲକ୍ଷ୍ମୀ ❤ଜୟ ଶ୍ରୀ ଗଣେଶ 🕉️❤🙏🏽🚩🚩

  • @AJmahakal-y1s
    @AJmahakal-y1s 2 месяца назад +6

    ଧିରେ ଧିରେ ଏଠି ....
    କାଳିଆ ସାଆନ୍ତ..... କଲାନ୍ତି ନାଟ।
    ନାଟ ଲଗେଇକି ....ଷାଠିଏ ପୌତ.....ରନ୍ଧା ବନ୍ଦ।
    --------------------------
    ୧୦୮ ଗରା....ସୁନା କୂଅ ପାଣିରେ... ଦେଲ ଗାଧେଇ ।
    ଜ୍ଜରରେ ପଡ଼ିକି.... ଭକତ ପାଇଁ ... ଗଲ ବ୍ରହ୍ମଗିରି।
    ବ୍ରହ୍ମ ରୂପ ଛାଡ଼ି ....
    ଶିଳା ପୂଜିତ ତୁମେ .... ଭାବ ଗ୍ରାହି
    ଭାବ କୁ ନିକଟ..... ଅଭାବକୁ ଦୂର
    ଜଗତର ଜଗତ ଗୋସାଇଁ।।
    ________________________
    ଷାଠିଏ ପୌତୀ...
    ଛପନ ଭୋଗ ରେ ....ନାଇତ ମନ
    ଅଲାରନାଥ ରୂପରେ....
    କ୍ଷୀରି ଭୋଗ ରେ.... ତୁମରି ରଗିଚି ମନ।
    ନୟନରେ ତୁମେ ସଂଚାର ଦେଖୁଛ ....
    ତୁମକୁ ଦେଖିଲେ ଭୁଝୁନି ମନ...।
    __________________________________
    ଭକ୍ତଙ୍କ ପାଇଁ.....
    ବାହାରି ଆସିଲ ....
    ରାଜ ଗୃହରୁ....।
    ଭକତ ପାଇଁ.... ନାଟ ଲଗେଇ ....
    ରଚନା କର ..... ରଥ ଯାତ୍ରାକୁ।
    ରଥ ଯାତ୍ରା ରେ....
    ମା'ର କୋଳ କୁ.......
    ଗଲ ଭଉଣୀ ଭାଇ।
    ----------------------------
    ଭକତ ପାଇଁ .....ଭାବରେ ତୁମେ.... ହେ ଭାବ ଗ୍ରାହୀ
    ନନ୍ଦିଘୋଷ ରଥ ...
    ଅଧାରେ ଅଟକି .... ଭକ୍ତ ଙ୍କ ପାଇଁ।
    କଣ୍ଟା ଏଠି ଫୁଲ ......
    ପଥ ଜଙ୍ଗଲ ... ହାତ ଟେକି।
    ଭକତ ପାଇଁ ...
    ଭାବରେ ଆସନ୍ତି ....ଜଗତ ର କାଳିଆ ଗୋସାଇଁ।

  • @sujitkr312
    @sujitkr312 3 месяца назад +26

    ଏଇ ଭଜନ ଟା ବହୁତ୍ ଭଲ ଲାଗେ! ଜୟ ଜଗନ୍ନାଥ

  • @AnandR143
    @AnandR143 3 месяца назад +18

    ବହୁତ ବହୁତ ସୁନ୍ଦର ହେଇଛି ଏ ଗୀତ ଟି , ଜୟ ଜଗନ୍ନାଥ

  • @dipti.mayee78940
    @dipti.mayee78940 7 месяцев назад +21

    ବହୁତ୍ ସୁନ୍ଦର ଗୀତ। ମନକୁ ଛୁଇଁ ଯାଉଛି ❤

  • @rakeshmallick3005
    @rakeshmallick3005 Месяц назад +1

    ମିଛ ଦୁନିଆରେ ଗୋଟେ ସତ ଜୟ ଜଗନ୍ନାଥ ❤❤

  • @Mamata6986
    @Mamata6986 3 месяца назад +14

    ଜଗା ତ ସମସ୍ତଙ୍କ କଥା ଶୁଣି ଥାଏ କିନ୍ତୁ ଆମ କୁ ଲାଗେ ସେ ଆମ କଥା ଶୁଣେନି ବାସ୍ ସେ ଠିକ୍ ସମୟକୁ ଅପେକ୍ଷା କରି ଥାଏ । ସେ ପରା ଜଗା ତାକୁ ଯଦି କିଛି ମାଗିବୁ ଯେ ଡେରି କରିକି ଦେବ କିନ୍ତୁ କେବେ ମନା କରେନି ଆଉ ଯଦି ନ ମାଗିବୁ ତାହେଲେ ସେ ମନ କଥା ଜାଣି ସବୁ ଦେଇ ଦିଏ । ସେ ପରା ଆମ ଜଗା ତା ପରି ଆଉ କିଏ ହେବ 🥰🥰🥰 । ଜୟ ଜଗନ୍ନାଥ 🙏🙏🙏

    • @rjbarik7894
      @rjbarik7894 3 месяца назад

      ସତ କହିଲେ ଆପଣ 🙏

  • @sonamsonali
    @sonamsonali 7 месяцев назад +46

    Jay jagannath 🙏🥹🌸🪔

  • @ganeshpushpa3587
    @ganeshpushpa3587 3 месяца назад +17

    ଭାଇ ବହୁତ ବଢିଆ ଅଛି ଭାଇ ଏହି ଗୀତ ମୋ ହୃଦୟ କୁ ବହୁତ ସ୍ପର୍ଶ କରୁଛି ଏହି ଗୀତ ଶୁଣିବା ବହୁତ୍ ଭଲ ଲାଗୁଛି ❤ ଜୟ ଜଗନ୍ନାଥ 🙏

  • @dasabhaya2079
    @dasabhaya2079 2 месяца назад +1

    ହେ ଜଗା ରେ ମତେ ମୋ ପୂଜା ସହ ଦେଖା କରେଇ ଦିଏ 🙏🏻😭😭😭🙏🏻

  • @linkusamal4710
    @linkusamal4710 3 месяца назад +10

    ହୁର୍ଦୟ କୁ ଛୁଇଁଲା ଭଳି ସୁନ୍ଦର ଗୀତ ଟିଏ ❤ ହେ ଜଗନ୍ନାଥ

  • @devilskk1955
    @devilskk1955 7 месяцев назад +8

    ମାନିବାକୁ ପଡିବ କି voice ତୁମର ଗୀତ ଟି ଶୁଣୁଲେ ଭହୁତ କାନ୍ଦ😢😢ଲାଗୁଚି. ଜୟ ଜଗନ୍ନାଥ

  • @PURNIMABARIK-mh5by
    @PURNIMABARIK-mh5by 3 месяца назад +31

    ହେ ଜଗା ମତେ ଜମେତି ରଖୁଚୁରଖ। ହେଲା ମୋ ବାପା ମାଆ କୁ ସବୁ ବେଳେ ଖୁସି ରେ ରଖି ବୁରେ

    • @rupaksahoo5016
      @rupaksahoo5016 Месяц назад

      ତମୋ ବାପ ମା କୁ ଖୁସି ରେ ରଖି ବେ

  • @nilubehera654
    @nilubehera654 Месяц назад +1

    Mu Gita re bahut khusi dinku 2 thar sunuchi earphone lagai sunile akhiru luha asijauchi best song Jai jagannath

  • @RajeshKumar-ue7dq
    @RajeshKumar-ue7dq 7 месяцев назад +12

    ଏ ଦୁନିଆ ରେ ଗୋଟିଏ ସତ ସେ ହେଲା ଆମ ଜଗନ୍ନାଥ 🙏

  • @bineshkumardas1989
    @bineshkumardas1989 3 месяца назад +10

    ❤ ଜୟ ଜଗନ୍ନାଥ ❤ ମୋ ଜୀବନ ଧନ୍ୟ ହେଇଗଲା ଏତେ ସୁନ୍ଦର୍ ଗୀତ ମୋ ଜୀବନ ରେ କେଭେ ବି ଭୁଲି ପାରିବିନି ❤
    ଆଉ ବହୁତ୍ ଶାନ୍ତି ଲାଗୁଛି ❤

  • @prakashbehera545
    @prakashbehera545 4 месяца назад +6

    ଏମିତି ଗୀତ ସୁନିକି ମୋନ ପୁରା ଶାନ୍ତି ହୋଇ ଯାଉଚି ଆଉ ଜଗା ସୋହ ଭାବ ବଡି ଯାଉଚି ❤❤❤❤🎉 ଧନ୍ୟବାଦ୍ ଯିଏ ଏ ଗୀତ କୁ ଗାଇଛି ଆଊ ଲେଖିଛି

  • @sanjaysilu1197
    @sanjaysilu1197 Месяц назад +1

    A Gita sunile bahut khusi lage mu odia boli bahut garba karuchi 🙏🙏🚩🚩🚩

  • @sandhyaraniparida1638
    @sandhyaraniparida1638 7 месяцев назад +15

    ମତେ ଗୀତ ଟି ବହୁତ୍ ଭଲ ଲାଗିଲା ଜଗନ୍ନାଥ ଙ୍କ ଉପରେ ଯାହା ଅଭି ମାନ ଅଛି ସବୁ ଏ ଗୀତରେ ଅଛି ସବୁଠୁ ବେଷ୍ଟ୍ ଗୀତ ମୋ ପାଇଁ love you Bhai