Actually i am from Uttar Pradesh & don't know this (Odia)language so i didn't understand even a single word but still this bhajan touched to my heart... Not only heart but my soul too...❤🪷🙏🏻Jai Jagannath 🙌🏻🌹🚩
im a Christian girl but I hVE like lord Jagannath god but after listening this song again and again thousand times listening but its not enough for me . that words and every sentence of this songs totally breaks and overflow love towards to lord Jagannath and that wtritten and song singer that 2 person I’m thankfully and very beautiful song for this generation .........
समझ मे नही आता मगर पूरा भाव समझ आता है यह गाना एक भाव है 👌👌मै एक हफ्ते पहले पुरी से लौटी मुझे महसूश होता भगवान् मेरे साथ आये हैं और मुझे मन्दिर मे उनके दर्शन के समय के दृश्य की याद आती आँखे नम हो जाती हैं । ऐसे लगता वो मेरा असली घर है। from Lucknow UP
Bhai kya voice and Such a Outstanding Bhajan ❤️❤️❤️❤️ I m listening from Gujarat.. literally I have listened many time ..... ભાઈ ગજબ સોંગ છે . જય જગન્નાથ 🙏
After almost 20+ years long time listening to such beautiful Jagannath Bhajan. God Bless you for such a beautiful voice, soulful composition. Jai Jagannath
Jay jagannath 🙏🙏🚩🚩. Prabhu nkara ate sundara Bhajan odisha basi nka pakhare present karithibaru apananku bahut bahut dhanyawad au abhinandan❤❤, so sweet n beautiful lines.....🙏🙏
I have no words to express my feelings to this song...for the singer I am completely speechless but we won't ignore the writer...he used the words for lord Jagannath which are direct touch our heart ... thanks a lot to all
Salute to the lyricist 🫡 ଯିଏ ଏତେ ସୁନ୍ଦର ଭାବରେ lyrics ku kari chanti। Ame sunile amaku kete santi laguchi se lekhila bele tanku kemiti lagu thiba seya bhabuchi🥲 Au Sourav bhai nka Kantha re ye bhajana oh ho can't express the feelings . Jay Jagannath 🙏
Jay Jagannath 🙏🙏🙏 Jaga to Kala andhara re mote misei de..... it's an imotion not a song.... excellent performance by Sourav 👏👏👍 A big big Thanks to ur entire team..🎉🎉
Hn bro apananka bhajana suniki.. Mana mugdha hei jaichi... Mu jete dukhare.. Thile v ehi..bhajana Suniki.. dukha sabu.. Kuhade.. Uvan hei jae Jana v padeni... Manare... Kali... Jaga hi dekha.. Jahanti ❤❤❤
Jab Pehelibar Suna Subah 4:30 Toh Mujhe Dil Ko Chua Tha ... Release Ke 2 Din Ki Baat. Aaj Bhi Sun Raha Hoon Baise Hi Feel Aa Raha Jab Pehli Baar Suna Tha . Jay Jagannath
Actually i am from Uttar Pradesh & don't know this (Odia)language so i didn't understand even a single word but still this bhajan touched to my heart... Not only heart but my soul too...❤🪷🙏🏻Jai Jagannath 🙌🏻🌹🚩
Where are you from
@@samirnayak7865 Uttar Pradesh
If you understand the song then you can't control your tears.
it explains the lord and human activity
@@samirnayak7865 I am from UP
ବଡ଼ ଭାଇ ହେବ କି ସାନ ହେବ ଜାଣିନି କିନ୍ତୁ ଭାଇ ଏତିକି ଅନୁରୋଧ କରିବି ତୁମ କଣ୍ଠରେ ଏଭଳିଆ ଜଗନ୍ନାଥଙ୍କ ଭାବପୂର୍ଣ୍ଣ ଭଜନ ବହୁତ ସୁନ୍ଦର ଲାଗୁଚି। Please ଭାଇ ଏଭଳି ଭଜନ ଆଉ କିଛି ଗାଓ। ହୁଏତ ୧୦ ବର୍ଷ ପରେ ଜଗନ୍ନାଥଙ୍କ ଏଭଳି ଭାବପୂର୍ଣ୍ଣ ଭଜନ ଶୁଣିବାକୁ ମିଳିଲା
Jibanare sarthaka hoegala song suniki
😢😢😢😢😢😢😢😢😢😢😢😢😢😢
😭😭😭😭😭🙏🙏🙏🙏
🙌🙌🙌
Yes
ଏ ଗୀତ ଟି ମୁ ଯେତେବେଳେ ବି ଶୁଣିଲି ମ ଆଖି ରୁ ଲୁହ ଆସିଲା ...ସତରେ ଏତେ ଭାବ ଏତେ ଭଲ ପାଇବା ଏ ଗୀତ ରେ ଅଛି କଣ ବା ଆଉ କହି ବି ଜଗା ରେ ଏମିତି ସମସ୍ତ ଙ୍କୁ ଘଣ୍ଟ ଘୋଡେଇ ରଖିଥା ...ଆଉ ହଁ ମୋର ସବୁଠରୁ ପ୍ରିୟ ଗୀତ ଟିଏ ...ଜୟ ଜଗନ୍ନାଥ
ଯେତେ ଶୁଣିଲେବି ମନ ଭରୁନି।
ସବୁଦିନ ସକାଳେ ସନ୍ଧ୍ୟା ରେ ଏହି ଗୀତ ଟି ନ ଶୁଣିଲେ ଭଲରେ ଦିନ କଟୁନି।
Love you Bhai.
ଜୟ ଜଗନ୍ନାଥ।
❤
ଭାଇ ତୁମ ଭାବଭରା ଭକ୍ତି ର ସ୍ୱର ସମସ୍ତଙ୍କ ହୃଦୟରେ ଭକ୍ତି ର ଭାବ ରେ ଭିଜେଇ ଦେଇଛି🙏 ଜୟ ଜଗନ୍ନାଥ 🙏
😊❤
ଯେତେ ଶୁଣିଲେ ବି ଆହୁରି ଶୁଣିବା କୁ ଇଚ୍ଛା ହଉଛି ❤❤
😊👌🙆 store
Thiki katha 😍 Jay Jagannath 🙏🙏🙏❤❤❤❤
Uhh Ata maha bahu ra maya😊❤❤
Ek dam sata katha ❤❤❤
Jay Jagannath ❤️
ଗୀତ ମନ ଚୁହିଛି ଭାଇ ହେମିତି ଭଜନ ସବୁବେଳେ ଆଣିଲେ ବହୁତ କୁସି ଲାଗିଲା ଭାଇ
ଗୀତ ଟି RUclipsକୁ ଆସିବା ଦିନଠୁ ସବୁ ରାତିରେ ମୁଁ ଏ ଗୀତ କୁ ଶୁଣୁଛି ❤❤ଆଉ କାହିଁକି କେଜାଣି ଶୁଣିଲା ବେଳେ ଆଖିରୁ ଦୁଇ ଟୋପା ଲୁହ ଆସି ଯାଉଛି😢😢😢
Eita perfect Katha kahila bhai
Hey bro heart
😅
ସତ କଥା
Qqqlpp@@pravatkumarbehera3163
ବହୁତ୍ ସୁନ୍ଦର୍ ହେଇଛି ଲେଖା ଏମିତି ଭଜନ ଶୁଣିଲେ ଆଖିରୁ ଲୁହ ବି ଆସିଯାଏ ସବୁ ଦୁଃଖ ଭୁଲି ଯାଏ ମୁଁ
ଜୟେ ଜଗନ୍ନାଥ୍
im a Christian girl but I hVE like lord Jagannath god but after listening this song again and again thousand times listening but its not enough for me . that words and every sentence of this songs totally breaks and overflow love towards to lord Jagannath and that wtritten and song singer that 2 person I’m thankfully and very beautiful song for this generation .........
You and your community are a shame for India's freedom fighters 😢.
Moja❤😢😊 2:59
Jay Jagannath ⭕‼️⭕🙏
Jai jagannath ❤❤
ହେ ପ୍ରଭୁ ତୁମେ ନିରାକାର କିନ୍ତୁ ଆମକୁ ଆକାର ଦେଇଚ ଦିନେ ଏଇ ଆକାର ନେଇ ଆମକୁ ତମ ନିରାକାର ରେ ସ୍ଥାନ ଦିଅ। ଜୟ ଜଗନ୍ନାଥ ସ୍ଵାମୀ ସମସ୍ତ ଙ୍କୁ ଖୁସି ରେ ରଖନ୍ତୁ ଏତିକି ପ୍ରଭୁ ଜଗନ୍ନାଥ ପାଖରେ ବିନ୍ନତି ❤
କିଛି ଏମିତି ଜୀବନରେ ଦୁଃଖ କଷ୍ଟ ଥାଏ ନା କାହାକୁ କହିହୁଏ ନା ସହିହୁଏ ,କେବଳ ତୁ ହିଁ ବୁଝିଥାଉ କାହିଁକିନା ତୁ ମୋର ଭାବର ଠାକୁର ,ସେଥିପାଇଁ ମୁଁ ନିଜକୁ ତୋ ପାଖରେ ସମର୍ପିତ କରିଦେଇଛି ,ମୋ ଜିବନର ପ୍ରତିଟି ମୁହୂର୍ତ୍ତ ଏ ଗୀତର ମୁଖୁଡାରୁ ଶୁଣିବାକୁ ପାଇଲି ,ଲେଖା ,ସ୍ୱର , ତାଳ,ଅତ୍ୟନ୍ତ ହୃଦୟସ୍ପର୍ଶୀ ,
🙏stay strong
Thiki
Jay Jagannath
😊😊@@rn9492
Jay Jagannath
ମୁଁ ଖ୍ରୀଷ୍ଟିଆନ କିନ୍ତୁ, ଏଇ ଗୀତ ନସୁଣିଲେ ମୁଁ ରହି ପାରେନି କି ନିଦ ବି ଆସେନି ଶୁଣି କି ବହୁତ ଶାନ୍ତି ଲାଗେ। ଜୟ ଜଗନ୍ନାଥ 🙏🙏🙏
Jay Jagannath
I like you.
Convert hoi bhul kala
Love you bhai
💯💯😇
ଜୟ ଜଗନ୍ନାଥ 🙏 ଭାଇ ତମ କଣ୍ଠ ରେ ସ୍ଵଂୟ ଭଗବାନଙ୍କର ଆର୍ଶୀବାଦ ଅଛି ❤️ ଭଗବାନ ତମର ମଙ୍ଗଳ କରନ୍ତୁ ❤🙏👌👌
ଓଡ଼ିଆ ସଙ୍ଗୀତ ଭଜନକୁ ଏଭଳି ଲିରିସ ଦେଇଥିବାରୁ କୋଟି କୋଟି ଧନ୍ୟବାଦ । ମୁଁ ଜଣେ ଶ୍ରୋତା କେବଳ କିନ୍ତୁ ଭଲ ଲିରିସ ର ଗୀତ ଶୁଣିବା କଷ୍ଟ ହୋଇ ପଡୁଥିଲା ଯେବେ ଏ ଗୀତ ଶୁଣିଲି ଭାବିଲି ଆଜି ବି ଲୋକ ଅଛନ୍ତି ଏ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା । ଏଭଳି ଗୀତ ଆହୁରି ତିଆରି ହେଉ ।
ଭାଇ ଗୀତ ଟି ଏତେ ସୁନ୍ଦର ହେଇଛି ଯେତେ କହିଲେ କମ୍ Dil sa love you Bhai ♥️♥️♥️♥️♥️♥️♥️♥️
Laguchhi geeta ku sabudina jiban thiba Jaye sunuthanti...🥺🥺🥺🥺🥺🥹🥹🥹🥹🥹🥹
Kabi nka sabda sanjojana bahut Sundar heichhi ta sahita gayaka madhya khub sundar bhaba re gaichhanti...❤️❤️❤️❤️❤️.🙏🙏🙏
ଚମତ୍କାର କଣ୍ଠ ସ୍ବର, ସ୍ବର ସଂଯୋଜନା, ଲିରିକ୍ସ ଏବଂ music ମଧ୍ୟ awesome।
ଏଇ ଗୀତକୁ ହୃଦୟ ସହ ଗାଈ ଥିବାରୁ ତୁମକୁ ଧନ୍ୟବାଦ୍ ଭାଇ ଜୟ ଜଗନ୍ନାଥ ⭕❗⭕
ମୋତେ କେଜାଣି କାହିଁକି ଏ ଗୀତ ଶୁଣିଲା ପରେ ଅଲଗା ଅନୁଭୂତି ଲାଗୁଛି
ମୁ ଭଗବାନ କୁ ବିଶ୍ୱାସ କରେନି କର୍ମ କୁ ବିଶ୍ୱାସ କରେ କିନ୍ତୁ ଏ ଭଂଜନ ଶୁଣିଲା ପରେ କିଛି ତ ଗଟେ ଅଛି ❤❤❤❤❤
100 ଥର ଶୁଣିଲା ପରେ ମନ ଭରୁ ନାହିଁ
Right😢😢😢😢😢
Sata❤
❤
Thik kahila
Right Bhai jete sunile bi mana bujhibani
ଯେତେ ଶୁଣିଲେ ମନ ଭରୁନି ପୁଣି ଶୁଣିବାକୁ ଇଚ୍ଛା ହଉଛି❤❤❤❤ ଜୟ ଜଗନ୍ନାଥ 🙏🙏🙏🙏।
Jay Jagannath 🙏
समझ मे नही आता मगर पूरा भाव समझ आता है यह गाना एक भाव है 👌👌मै एक हफ्ते पहले पुरी से लौटी मुझे महसूश होता भगवान् मेरे साथ आये हैं और मुझे मन्दिर मे उनके दर्शन के समय के दृश्य की याद आती आँखे नम हो जाती हैं । ऐसे लगता वो मेरा असली घर है। from Lucknow UP
आप सही कह रहे हैं, मुझे भी ऐसा ही लगता है 🙏🙏 अभी तो ओडिशा में नौकरी करता हूंमैं भी लखनऊ से हूँ मैं रोज सुनता हूं
ମୁଁ ଆଉ କଷ୍ଟ , ଅପମାନ ସହି ପାରୁନି ଜଗା 😢😢😢ମୋତେ ଗୋଟିଏ ଜବ୍ ଦେ😭😭😭😭😭😭😭😭🙏🙏🙏......
Bhagwan achhanti tamaku nischita jub maliba . Jay Jagannath 🙏🙏🙏
Same situation with me 😢
Bhagwan ji ka song koi bhi language me ho sun ke man ko santi bahut milta hai 😌🙏🏻
Jaga ra fans like kara ❤
What non sense jaga's fan😢 he is father of world hey prabhu🙏🙏🙏🙏jay jagannath
Yes he is father of odisha 🙏🙏🙏 nonsense ediet
Fan kn bhai Besi Bodhe patha padhei deichanti bapa maa
Bhakt kuha. Dash kuha
@@swastiksquote7654yes jagannath for all
@@Sahil-b4cfather of whole world 🌍🌍
I got tears in my eyes when watching this video. Very heart touching songs. Prey to God lord jagannath bless to all. Jai jagannath.
God bless you beta
Ete Sundar bhajan aau tuma swara sunibaku bahut badhia laguchi
Bhai kya voice and Such a Outstanding Bhajan ❤️❤️❤️❤️ I m listening from Gujarat.. literally I have listened many time ..... ભાઈ ગજબ સોંગ છે . જય જગન્નાથ 🙏
Bro not only you everyone
ଏହି ଗୀତ ଟି ଶୁଣିବା ପରେ ନିଜ ମନ ଭିତରେ ଜଗନ୍ନାଥ ପତି ଭଲ ପାଇବା ଓ ଆଖିରୁ ଲୁହ ଆସିଯାଇଛି ଜୟ ଜଗନ୍ନାଥ 🙏
I
After almost 20+ years long time listening to such beautiful Jagannath Bhajan. God Bless you for such a beautiful voice, soulful composition. Jai Jagannath
ହେଁ ଜଗା ତୋ କଳା ଅନ୍ଧାର ରେ ମୋତେ ମିଶେଇ ଦେ 🥺🥺🥺🥺🥺🥺🥺
ଏଇ ଗୀତ ଶୁଣିଲେ ମୋ ଆଖିରେ ଲୁହ ଆସିଯାଇଛି ❤❤❤❤
Ei gita ku sunile manare jete dukha kasta thiba sabu bhuli jiba❤🙏🥺🍃🌸💫
😍
ହେ ଜଗା ତୁ ସବୁ ଦେଖୁଚୁ ହେଲେ କିଛି କହୁନୁ..............😢ମୋହାତରୁ ଆୟୁଷ ତୋ ହାତରେ ପୋଛି ଦେ ବହୁତ ମନକୁ ଛୁଇଁଲା
ଜଗା ର କୃପା ସମସ୍ତଙ୍କ ଉପରେ ଏମିତି ସବୁବେଳେ ରହିଥାଉ।
ଜୟ ଜଗନ୍ନାଥ ❤
ଜଗା ତୋ ପାଖରେ ମୋର ଏତିକି ଅଲି ତୋ ଭକ୍ତଙ୍କ ଅସୁବିଧା ସମୟରେ ତୁ ସାହାରା ହ, ତାଙ୍କୁ ସାହସ ଦେ, ତୁ ପରା ବଡ଼ ଠାକୁର ତୋ ପାଖରେ ମୋର ଏତିକି ଅଲି.
ଭାଇ ଗୀତ ଟା ପୁରା ହୃଦୟ ପର୍ଶି ହୋଇଛି। ଯେତେ ଶୁଣିଲେ ଭି ମନ ବୁଝୁନୀ, ରୂମୋ ଟାଙ୍କୁରି ଯାଉଛି
I got relaxed, goosebumps जय जागरनाथ प्रभु 🙏🏼
ଯେତେ ଶୁଣିଲ଼େ ବି ମନ ବାରମ୍ଵାର ଶୁଣିବାକୁ ବାଧ୍ୟ କରୁଛି... ହୃଦୟସ୍ପର୍ଶୀ ଗୀତ ଭାଇ...😢 ଆପଣଙ୍କ କଣ୍ଠରେ ମହାପ୍ରଭୁଙ୍କ ଗୀତ ବହୁତ ସୁନ୍ଦର ଲାଗୁଛି...😢
ବହୁତ ସୁନ୍ଦର ସ୍ବର 🙏🙏🙏🙏🙏🙏ଶୁଣିବାକୁ ଶାନ୍ତି ଲାଗିଲା😢😢😢😢😢
Jay jagannath swami.....
Nayan pathagami bhava tume..... ❤🙏
One one word from this lyrics give another level of imotional vibes
ହେ ଜାଗା ତୁ ହି ଅମୋ ସହା ଭରସା । ସହମୋ ଜୀବନ ର ଏଇ ଭଳି ଗୀତ ମୁଁ ଶୁଣି କି ନିଜ କୁ ମୁ ବହୁତ୍ ଗର୍ବ ଅନୁଭବ କରୁଛି really i love this song ।
ସଂଗୀତ ଟି ଏତେ ମଧୁର ଆଉ ଲୋଭ ମୋୟ କରିଦେଉଛି j ଆଖିର ଲୁହ ନ ଝରି ରହି ହଉନି 😢 ଅତି ସୁନ୍ଦର ଗୀତ ଟି ❤
ମୁଁ ଡେଲି ଏଇ ଗୀତଟିକୁ ସକାଳୁ ଉଠି ଶୁଣୁଛି 🙏❤️ ମନ ପରିବର୍ତ୍ତନ ହେଇଯାଉଛି,⭕‼️⭕🙏ଜୟ ଜଗନ୍ନାଥ🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ🙏 ଅତି ସୁନ୍ଦର ଭାବ ଭକ୍ତି ପୂର୍ଣ୍ଣ ଭଜନ 👌👌👌🙏🙏🙏🙏🙏
Super bro 👍👍👍
ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ଗୀତ ଟି.
ଯେତେ ଶୁଣିଲେ ବି ବାରମ୍ବାର ଶୁଣିବାକୁ ଇଛା ହଉଚି... ଜୟ ଜଗନ୍ନାଥ 🙏🏼..
Jay jagannath 🙏🙏🚩🚩. Prabhu nkara ate sundara Bhajan odisha basi nka pakhare present karithibaru apananku bahut bahut dhanyawad au abhinandan❤❤, so sweet n beautiful lines.....🙏🙏
Bhut bhala lagila mo student mane bahut khusi hela ❤ sir I like u jay jaganatha 🙏
ଏ ଭଜନ ମୋ ହୃଦୟ କୁ ଛୁଇ ଗଲା 🥺🥺🥺🥺🥺
Hey pravu..... Samasta nku valare rakhithao..
Sourav Bhardwaj "The Emotional Singer of Lord Jagannath 🙏🏻😍👌🎶"..
ବହୁତ ସୁନ୍ଦର ଭଜନ ଭାଈ🙌🥰
ଜୟ ଜଗନ୍ନାଥ 🙏🏻🎉
ଏହି ଗୀତ ଟି ଶୁଣିଲା ବେଳେ ମୋ ଲୋମ ଟାଙ୍କୁରି ଉଠୁ ଥିଲା । ଏହି ଗୀତ ଟି ମୋ ହୃଦୟ କୁ ସ୍ପର୍ଶ କରି ଯାଇଛି । ଜୟ ଜଗନ୍ନାଥ 🙏🏻🙏🏻🙏🏻 ⭕‼️⭕
Heart touching this song ❤️❤️❤️❤️❤️ awesome voice 💗💞 awesome lyrics 💞💞💞💞 Jay jagannath prabhu ❤❤🥺🥺🥺🥺🥺🥺🥺🥺🥺a lot of emotions 🥺🥺🥺🥺
ସତରେ ଏ ଗୀତରେ କି ଯାଦୁ ଅଛି ଆଖିରୁ ଆପେ ଆପେ ଲୁହ ଚାଲିଆସୁଛି 😞
Like kar Diya 🪔🪔🪔
ଅତି ସୁନ୍ଦର ଗୀତ ଓ ସ୍ୱର ସଂଗୀତ
ଏଇ ଗୀତ ମଝିରେ ମୁଁ ଶ୍ରୀଜଗନ୍ନାଥଙ୍କୁ ସବୁବେଳେ ଅନୁଭବ କରୁଛି 🙏🙏
Being Hindu, felling proud in our culture Jai jagannath
Bahut bahut sundar.... Tremendous respect for the singer for pouring out his heart.....this is a bhajan for the ages 🙏
ବହୁତ ସୁନ୍ଦର ଗୀତ ହେଇଛି ଜାଗା ପାଇଁ 👌🏻🚩🥰❣️♥️💕💝🙏🏻🙏🏻🙏🏻🙏🏻🙏🏻
Super song sourav bhai
Wahhh ଗୀତ ଟା ଆତ୍ମା କୁ ସ୍ପର୍ଶ କଲା ଆଉ ମନ କୁ ଶାନ୍ତି ମିଳିଲା ❤❤
⭕‼️⭕ ଜୟ ଜଗନ୍ନାଥ
This song has a lot of emotions....😢 Jai Jagannath 🙏❤
𝓨𝓴𝓱𝓭𝓳𝓯𝓫𝓻𝓭𝓫🎉❤❤❤
How can someone ignore this voice and this song 🥺❤️
Ei song ta sabubele sunibaku ichha but kahniki mu janini😊🤔😊ei song re emiti Kan achhi je jebe mu ei song sunuchhi mote kemiti gote feel hauchhi
ପ୍ରତିଦିନ ସକାଳେ ମୁଁ ଏଇ ଗୀତ ଟି ଶୁଣିକି ବେଡ୍ ରୁ ଉଠେ ହୃଦୟକୁ ଛୁଇଁ ଯାଉଛି ମୋ ଜଗନ୍ନାଥଙ୍କ ଗୀତ ଟି ଜୟ ଜଗନ୍ନାଥ 🙏🚩
ଆପଣଙ୍କ କଣ୍ଠ ସ୍ୱର ସହ ଗାୟନ ଶୈଳୀ ବହୁତ ସୁନ୍ଦର.... ଭଗବାନ ଆପଣଙ୍କୁ ସର୍ବଦା ସହାୟ ହୁଅନ୍ତୁ..ଜୟ ଜଗନ୍ନାଥ... 🙏
Khub sundor , ଜୟ ଜଗନ୍ନାଥ 🙏
Tuma team ku dhanyabad sundara bhajanate odisha basinku bheti deithibaru Jay Jagannath
ଜୟ ଜଗନ୍ନାଥ ମହାପ୍ରଭୁ 🙏🏽❤️🌼 ମହାବାହୁ 🪷
No words...so sweet bhajan ...so sweet voice and singing
ଗୀତ ଶୁଣି ଆଖି ବନ୍ଦ କଲେ ଜଗା ଦିଶୁଛି ❤
I heartly loved this song
Thanks to singer,writer and music composer.
Hey jaga !! 🥺 Ur presence matters in my life 💗🫂😭
ବହୁତ ସୁନ୍ଦର ଗୀତ, ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
I have no words to express my feelings to this song...for the singer I am completely speechless but we won't ignore the writer...he used the words for lord Jagannath which are direct touch our heart ... thanks a lot to all
It's the true feeling of every odia. It's not a song but an emotion. Hey Jaga to kala andharare mate misei de. Jay Jagannath prabhu🙏🙏🙏🙏
❤🎉Hey Jagannatha🎉❤
ଜୟ ଜଗନ୍ନାଥ ❤❤
1:30 time thhu song ta pura heart touching 😢
ଖୁବ୍ ସୁନ୍ଦର୍ ସଙ୍ଗୀତ ସଂଯୋଜନା ❤ ସୁନ୍ଦର୍ ଲେଖା ଓ ତୁମ କଣ୍ଠ ❤ thank you all team members ❤
ଚମତ୍କାର lyrics କୁ ଚମତ୍କାର ଭାବପୂର୍ଣ୍ଣ କଣ୍ଠଦାନ | ବହୁତ ସୁନ୍ଦର |
Bahut sundar
ଜୟ ଜଗନ୍ନାଥ 🙏🙏🙏
Jay jagannath hey pravu kebe dori lagiba Ta pakhaku jibaku
Salute to the lyricist 🫡 ଯିଏ ଏତେ ସୁନ୍ଦର ଭାବରେ lyrics ku kari chanti। Ame sunile amaku kete santi laguchi se lekhila bele tanku kemiti lagu thiba seya bhabuchi🥲 Au Sourav bhai nka Kantha re ye bhajana oh ho can't express the feelings . Jay Jagannath 🙏
Bahut sundar vajan suniki man re Bahut shanti miduchi Jai jagaanath swami ❤❤❤
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
ଜୟ 🙏🙏🙏🙏🙏🙏 ଜଗନ୍ନାଥ
🙏🏻It's Touch Everyone's Heart ❤️
Jay Jagannath 🙏🙏🙏 Jaga to Kala andhara re mote misei de..... it's an imotion not a song.... excellent performance by Sourav 👏👏👍
A big big Thanks to ur entire team..🎉🎉
ଯେତେ ଶୁଣିଲେ ମଧ୍ୟ ମନ ବୁଝୁନି ଆହୁରି ଶୁଣିବାକୁ ଇଛା ହେଉଛି 😭😭😭🙏🙏🙏🙏
So sad song 🎵 🙏🙏🙏😞😭🥺
Fifskf❤vvkg
Dadaa.... Tmar e song ra lagi bali mor jen bhagwaan nkr prati astha ta au tk badhi jauchhe ❤....
Pura song ta pravunkr adke Tani nauchhe 🙏😢❤❤❤
ଯେତେ ଚାହିଁଲେ ବି ପଦ ଟିଏ ଗାଇପରୁନି
ମୋ କଣ୍ଠ ରୁଦ୍ଧ ହେଇଯାଉଚି
ଆଖିରୁ ଲୁହ ଅନବରତ ବହି ଯାଉଛି
ଆପଣଙ୍କୁ କୋଟି କୋଟି ପ୍ରଣାମ ସମ୍ପୂର୍ଣ୍ଣ ଗୀତ ଟିକୁ ଏତେ ସୁନ୍ଦର ଭାବରେ ଗା ଇଥିବାରୁ
ମୋ ଜାଗା ସହ ୟେ ଗୀତ ଯୋଡ଼ିଦେଉଛି, ଗୀତଟି youtube ରେ ଆସିଲାଦିନୁ ଯେବେ ସମୟ ମିଳେ ୟେ ଗୀତଟି ଶୁଣେ. ଜୟ ଜଗନ୍ନାଥ 🙏🙏🙏🙏❤️❤️❤️❤️
Hn bro apananka bhajana suniki.. Mana mugdha hei jaichi... Mu jete dukhare.. Thile v ehi..bhajana Suniki.. dukha sabu.. Kuhade.. Uvan hei jae Jana v padeni... Manare... Kali... Jaga hi dekha.. Jahanti ❤❤❤
Jab Pehelibar Suna Subah 4:30 Toh Mujhe Dil Ko Chua Tha ... Release Ke 2 Din Ki Baat.
Aaj Bhi Sun Raha Hoon Baise Hi Feel Aa Raha Jab Pehli Baar Suna Tha .
Jay Jagannath