Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
❤ ସୁନ୍ଦର ଜଣାଣ ❤ ହେ ଦିନବନ୍ଧୁ ଆହେ ନଟବର
Hota sir great 🎉
Jayajaganath
Sir you are great god bless you
Hota sir is great
Jayaghanath🙏🙏🙏
ପ୍ରତ୍ୟେକ ମଣିଷ ପାଖରେ ଖରାପ ଗୁଣ ଭଲ ଗୁଣ ଅଛି ଅମେତାର ଭଲ ଗୁଣ ଟିକୁ ଶିଖିବା ଖରାପ ଗୁଣ କୁନାହିଁ କହବିଷୟରେ ସମାଲୋଚନା କରିବା ଆମର ଅଧିକାର ନାହିଁ ଜଣକୁ ସନମାନ ଦେଇଶିଖିନେ ଅପମାନ କରିବାର ଯୋଗ୍ୟତା ନୁହେଁ ସନମାନ ଦେବଉଚିତ ଯାହାର ଧର୍ମ ରେ ସିଏ ନାଶ ଯିବ
ସେଥିପାଇଁ ତ ଗଙ୍ଗବଂଶ ର ରାଜା ଚୋଡ଼ଗଙ୍ଗ ଦେବ ଠାରୁ ଆରମ୍ଭ କରି ଭାନୁଦେବ ଙ୍କ ପର୍ଯ୍ୟନ୍ତ କେହି ବି ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ବାମୀ ଙ୍କ ଙ୍କୁ ସ୍ଥାପନ କରିଥିଲେ ବୋଲି ଶିଳାଲିପି ତାମ୍ର ଶାସନରେ ଉଲ୍ଲେଖ କରିନାହାନ୍ତି। କଳିଯୁଗ ର ଇନ୍ଦ୍ରଦ୍ୟୁମ୍ନ
Thank You Sir 🙏
ମଦ ପିଇ ପିଇ ଗାୟକ ଦୁର୍ବଳ ରୁ ପେଲି ହେଲାଣି,ଗୋଟେ ତକିଆ ଦେଲେ ପେଣ୍ଡାଲରେ ସୋଇକି ପାଲା କଲେ ଭଲ ହେବ l
Ok😮😮😮
ଓଡ଼ିଆ ଅସ୍ମୀତାର ଅନ୍ୟତମ ଅଂଶ ହେଉଛି ପାଲା ସଂସ୍କୃତି, ଏହାକୁ ବିଦଗ୍ଧ କଳା କହନ୍ତି ,କିନ୍ତୁ ଏଭଳି ଗାୟକ ନିଶାସକ୍ତ ଭାବରେ ମଞ୍ଚରେ ପରିବେଶଣ କଲେ ଓଡ଼ିଆ ସଂସ୍କୃତି କିପରି ସମୃଦ୍ଧି ଲାଭ କରିବ।
Nursingh hota odisha r apratidyondi gayak satya.odisha badi pala ku gote swotantra TRP deichhanti ,,,,,hele evali drusya lokank dyuara grahaniya heuni
ଯାହାର ଧର୍ମ ଯିଏ ବୁଡ଼େଇବ ତାଧର୍ମରେ ସିଏ ନାଶଯିବ
🙏🙏🌹ପ୍ରଣାମ. ଜୟଜଗନ୍ନାଥ
ସାର୍ ନମସ୍କାର। ପଦୁଙଟିଏ ଲେଖୁଚି। ଖରାପ୍ ଭାବିବେନି। ପାଲା କରୁ କରୁ ବସି ପଡୁଛନ୍ତି। କିଛିଲୋକ ଖରାପ ଭାବି ପାରନ୍ତି ଆଉ ପାଲାରେ ମଝିରେ ମଝିରେ ବାଳୁଙ୍ଗା କଥା କହୁଛନ୍ତି , ଧାଡିସାଡି ର଼ହୁନି। କିନ୍ତୁ ନୃସିଂହ ହୋତା ମଞ୍ଚ ରେ ସୋଧିଲେ, ବାଳୁଙ୍ଗା କଥା କହିଲେ ,ବସିକି ପାଲା କଲେ କିମ୍ବା ହାଫ୍ ପ୍ୟାଣ୍ଟ୍ ପିନ୍ଧି ଏବଂ ଶୋଇକି ପାଲା କଲେ ଆମେ ଦେଖିବୁ। ଖାଲି ଆମେ ନୁହଁ,ସାରା ଓଡିଶା ଦେଖିବେ। କାରଣ ସେ ଅପ୍ରତିଦ୍ଵନ୍ଦୀ ଗାୟକ। ଜାତି ଶ୍ରେଷ୍ଠ ନୈଷ୍ଠୀକ ବ୍ରାହ୍ମଣ। ସମଗ୍ର ଓଡିଶା ତାଙ୍କୁ ଭଲ ପାଆନ୍ତି।Sir,You are welcome for all the time. We love you. God bless you as wet as your famiy. Suresh and family. Jajpur.
Kebebi nuhen . Loke madua nku pitibe
ନୈଷ୍ଠିକ ବ୍ରାହ୍ମଣ ର ଲକ୍ଷଣ ତମକୁ ଜଣା ଅଛି ତ?
Sir nka body bhala nahi, Vehicle got accidentally
@@sureshchandrajena9134 bilkul kebebi dekhibeni . Ghruna karuchhanti samaste
ହୋତା ବାବୁ ଙ୍କ phone no କାହାର ପାଖରେ ଅଛି ଦୟାକରିବେ 🙏🙏
Hota sir nka pala bhala,jaha kuhantuna kahinki..He is a great person in pala .
Sir kaustv hara kana
ପାଲା ବସି କରିବାଟା ଚଳିବ କିନ୍ତୁ ଏ ଖୁଳ ପାଖକୁ ଗୁଡ଼ ଲମ୍ବେଇ ବାଟା ଠିକି ହେଲା ନି ଗାୟକ ହୋତା ବାବୁ ତମେ ମୋ ଠାରୁ ଅଧିକ ଜାଣି ଥିବ କିନ୍ତୁ ମୋ ହିସାବରେ ଠିକି ନୁହେଁ
Pala bhala kahara personal attitude bisayare kahiba thik nunhe.odia language ra prasara heba abasyaka.jaya jagannath.
Gayaka nku pala janaachi hele drinking tanku durbala kiridauchi, se Khali peli hauchanti
କାହିଁକି ପିଉଛନ୍ତି ? ମା ଧରିତ୍ରୀ ଏତେ ଜିନିଷ ସାଇତି ରଖିଛି। ଆପଣ ଙ୍କୁ ଏ ଅଖାଦ୍ୟ ଟା ରୁଚୁଛି କେମିତି ? ସବୁ ପଳିଆ ଭାଇ ଛା ଡି କି ପଳାଇଲେ ଏ ଘୁଅ କୁ ଖାଇବ ଶୋଇବ ।ଭଲ ହେବ,।।।।
ବାଦି ପାଲା ଟି ଏବେ କଣ ବସିକି ହେଲାଣି କି_
Khatile janiba👌
mada ra kamala
4 hours basiki dekhuchha ta janiparuna au ghare soiki youtube re dekhidaucha ta aram laguchi auuu
@@pradeshpradesh2485 ମଦ ପିଇ ପାଲା କରିବା ଫଳ ମିଳିଛି
Tankara deha asustha achhi, besi samaya chhida hoi paru nathibe....
ପାଲା ସଂସ୍କୃତି କୁ ଅପଭ୍ରଁସ କରୁଚନ୍ତି ଗାୟକ ମହାଶୟ
ସତ କଥା କହିଲ ଏ ଭଳି ଲୋକ କୁ କିଏ କୋଉ ଗୁରୁ ଶିଖା ଇ ଲା
ଭଗବାନ କେମିତି ଆସନ୍ତି କି ?kn ଭାବୁଛନ୍ତି 4 ହାତିଆ ହୋଇ କିi ଆସିବେ ତୁମ ହାତରୁ ମଦ। ବୋତଲ 2 ହାତରେ ଛଡ। ଇବେ।ଆଉ 2 ହାତରେ ତୁମକୁ ଗେହ୍ଲା କରିକି କହିବେ। ବା ବା ହୋତା ମଦ ଖା ନା । ମରିଯିବୁ ଆଉ ପିଇ ନା ରେ ନୃସିଂହ Please,,,
Hmm. Gatakali 23.08.24 ama village ku asithile. Abasta emiti hela .
Thia pala,basa pala nuheSomarasa pana kale basiba😅
Ekdum thick ama gano re pala karibaku ashithile 12 year tale setebele peeba arambha karithile .
Odisha ra faltu gayaka n hota
Maduaaaaaa…..Nisare peli hauchi Maribau…..
❤ ସୁନ୍ଦର ଜଣାଣ ❤
ହେ ଦିନବନ୍ଧୁ
ଆହେ ନଟବର
Hota sir great 🎉
Jayajaganath
Jayajaganath
Sir you are great god bless you
Hota sir is great
Jayaghanath🙏🙏🙏
ପ୍ରତ୍ୟେକ ମଣିଷ
ପାଖରେ ଖରାପ ଗୁଣ ଭଲ ଗୁଣ ଅଛି ଅମେତାର ଭଲ ଗୁଣ ଟିକୁ ଶିଖିବା ଖରାପ ଗୁଣ କୁନାହିଁ କହବିଷୟରେ ସମାଲୋଚନା କରିବା ଆମର ଅଧିକାର ନାହିଁ ଜଣକୁ ସନମାନ ଦେଇଶିଖିନେ ଅପମାନ କରିବାର ଯୋଗ୍ୟତା ନୁହେଁ ସନମାନ ଦେବଉଚିତ ଯାହାର ଧର୍ମ ରେ ସିଏ ନାଶ ଯିବ
ସେଥିପାଇଁ ତ ଗଙ୍ଗବଂଶ ର ରାଜା ଚୋଡ଼ଗଙ୍ଗ ଦେବ ଠାରୁ ଆରମ୍ଭ କରି ଭାନୁଦେବ ଙ୍କ ପର୍ଯ୍ୟନ୍ତ କେହି ବି ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ବାମୀ ଙ୍କ ଙ୍କୁ ସ୍ଥାପନ କରିଥିଲେ ବୋଲି ଶିଳାଲିପି ତାମ୍ର ଶାସନରେ ଉଲ୍ଲେଖ କରିନାହାନ୍ତି। କଳିଯୁଗ ର ଇନ୍ଦ୍ରଦ୍ୟୁମ୍ନ
Thank You Sir 🙏
ମଦ ପିଇ ପିଇ ଗାୟକ ଦୁର୍ବଳ ରୁ ପେଲି ହେଲାଣି,
ଗୋଟେ ତକିଆ ଦେଲେ ପେଣ୍ଡାଲରେ ସୋଇକି ପାଲା କଲେ ଭଲ ହେବ l
Ok😮😮😮
ଓଡ଼ିଆ ଅସ୍ମୀତାର ଅନ୍ୟତମ ଅଂଶ ହେଉଛି ପାଲା ସଂସ୍କୃତି, ଏହାକୁ ବିଦଗ୍ଧ କଳା କହନ୍ତି ,କିନ୍ତୁ ଏଭଳି ଗାୟକ ନିଶାସକ୍ତ ଭାବରେ ମଞ୍ଚରେ ପରିବେଶଣ କଲେ ଓଡ଼ିଆ ସଂସ୍କୃତି କିପରି ସମୃଦ୍ଧି ଲାଭ କରିବ।
Nursingh hota odisha r apratidyondi gayak satya.odisha badi pala ku gote swotantra TRP deichhanti ,,,,,hele evali drusya lokank dyuara grahaniya heuni
ଯାହାର ଧର୍ମ ଯିଏ ବୁଡ଼େଇବ ତାଧର୍ମରେ ସିଏ ନାଶଯିବ
🙏🙏🌹ପ୍ରଣାମ. ଜୟଜଗନ୍ନାଥ
ସାର୍ ନମସ୍କାର। ପଦୁଙଟିଏ ଲେଖୁଚି।
ଖରାପ୍ ଭାବିବେନି। ପାଲା କରୁ କରୁ ବସି ପଡୁଛନ୍ତି। କିଛିଲୋକ ଖରାପ ଭାବି ପାରନ୍ତି ଆଉ ପାଲାରେ ମଝିରେ ମଝିରେ ବାଳୁଙ୍ଗା କଥା କହୁଛନ୍ତି , ଧାଡିସାଡି ର଼ହୁନି। କିନ୍ତୁ ନୃସିଂହ ହୋତା ମଞ୍ଚ ରେ ସୋଧିଲେ, ବାଳୁଙ୍ଗା କଥା କହିଲେ ,ବସିକି ପାଲା କଲେ କିମ୍ବା ହାଫ୍ ପ୍ୟାଣ୍ଟ୍ ପିନ୍ଧି ଏବଂ ଶୋଇକି ପାଲା କଲେ ଆମେ ଦେଖିବୁ। ଖାଲି ଆମେ ନୁହଁ,ସାରା ଓଡିଶା ଦେଖିବେ। କାରଣ ସେ ଅପ୍ରତିଦ୍ଵନ୍ଦୀ ଗାୟକ। ଜାତି ଶ୍ରେଷ୍ଠ ନୈଷ୍ଠୀକ ବ୍ରାହ୍ମଣ। ସମଗ୍ର ଓଡିଶା ତାଙ୍କୁ ଭଲ ପାଆନ୍ତି।
Sir,You are welcome for all the time. We love you. God bless you as wet as your famiy. Suresh and family. Jajpur.
Kebebi nuhen . Loke madua nku pitibe
ନୈଷ୍ଠିକ ବ୍ରାହ୍ମଣ ର ଲକ୍ଷଣ ତମକୁ ଜଣା ଅଛି ତ?
Sir nka body bhala nahi, Vehicle got accidentally
@@sureshchandrajena9134 bilkul kebebi dekhibeni . Ghruna karuchhanti samaste
ହୋତା ବାବୁ ଙ୍କ phone no କାହାର ପାଖରେ ଅଛି ଦୟାକରିବେ 🙏🙏
Hota sir nka pala bhala,jaha kuhantuna kahinki..He is a great person in pala .
Sir kaustv hara kana
ପାଲା ବସି କରିବାଟା ଚଳିବ କିନ୍ତୁ ଏ ଖୁଳ ପାଖକୁ ଗୁଡ଼ ଲମ୍ବେଇ ବାଟା ଠିକି ହେଲା ନି ଗାୟକ ହୋତା ବାବୁ ତମେ ମୋ ଠାରୁ ଅଧିକ ଜାଣି ଥିବ କିନ୍ତୁ ମୋ ହିସାବରେ ଠିକି ନୁହେଁ
Pala bhala kahara personal attitude bisayare kahiba thik nunhe.odia language ra prasara heba abasyaka.jaya jagannath.
Gayaka nku pala janaachi hele drinking tanku durbala kiridauchi, se Khali peli hauchanti
କାହିଁକି ପିଉଛନ୍ତି ? ମା ଧରିତ୍ରୀ ଏତେ ଜିନିଷ
ସାଇତି ରଖିଛି। ଆପଣ ଙ୍କୁ ଏ ଅଖାଦ୍ୟ ଟା ରୁଚୁଛି
କେମିତି ? ସବୁ ପଳିଆ ଭାଇ ଛା ଡି କି ପଳାଇଲେ
ଏ ଘୁଅ କୁ ଖାଇବ ଶୋଇବ ।ଭଲ ହେବ,।।।।
ବାଦି ପାଲା ଟି ଏବେ କଣ ବସିକି ହେଲାଣି କି_
Khatile janiba👌
mada ra kamala
4 hours basiki dekhuchha ta janiparuna au ghare soiki youtube re dekhidaucha ta aram laguchi auuu
@@pradeshpradesh2485 ମଦ ପିଇ ପାଲା କରିବା ଫଳ ମିଳିଛି
Tankara deha asustha achhi, besi samaya chhida hoi paru nathibe....
ପାଲା ସଂସ୍କୃତି କୁ ଅପଭ୍ରଁସ କରୁଚନ୍ତି ଗାୟକ ମହାଶୟ
ସତ କଥା କହିଲ ଏ ଭଳି ଲୋକ କୁ କିଏ କୋଉ ଗୁରୁ ଶିଖା ଇ ଲା
ଭଗବାନ କେମିତି ଆସନ୍ତି କି ?kn ଭାବୁଛନ୍ତି
4 ହାତିଆ ହୋଇ କିi ଆସିବେ ତୁମ ହାତରୁ ମଦ। ବୋତଲ 2 ହାତରେ ଛଡ। ଇବେ।ଆଉ 2 ହାତରେ
ତୁମକୁ ଗେହ୍ଲା କରିକି କହିବେ। ବା ବା ହୋତା
ମଦ ଖା ନା । ମରିଯିବୁ ଆଉ ପିଇ ନା ରେ ନୃସିଂହ
Please,,,
Hmm. Gatakali 23.08.24 ama village ku asithile. Abasta emiti hela .
Thia pala,basa pala nuhe
Somarasa pana kale basiba😅
Ekdum thick ama gano re pala karibaku ashithile 12 year tale setebele peeba arambha karithile .
Odisha ra faltu gayaka n hota
Maduaaaaaa…..Nisare peli hauchi Maribau…..
Jayajaganath
Ok😮😮😮