Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
1) Parangat, Agra/2) BHED, Cuttack/ 3:52 3) B Ed in Hindi, Madras ହିନ୍ଦୀ ଶିକ୍ଷକ ପାଇଁ କେବଳ ଉପରୋକ୍ତ ତିନୋଟି ସଂସ୍ଥାର B.Ed ହିଁ କାହିଁକି ଗ୍ରହଣୀୟ, ଅନ୍ୟ କୌଣସି ମାନ୍ୟତାପ୍ରାପ୍ତ ବିଶ୍ଵବିଦ୍ୟାଳୟ କିମ୍ବା ସଂସ୍ଥାର ହିନ୍ଦୀ Method ସହିତ B.Ed ( B.Ed with methodology of teaching Hindi, a course prescribed by NCTE, from a recognised university/institute) କାହିଁକି ଗ୍ରହଣୀୟ ନୁହେଁ ? TGT Arts ପାଇଁ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର B.Ed with Arts Subject's ଗ୍ରହଣୀୟ, କିନ୍ତୁ ହିନ୍ଦୀ ଶିକ୍ଷକ ପାଇଁ ସେହି ସେହି ସମାନ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର B.Ed with Hindi କାହିଁକି ଗ୍ରହଣୀୟ ନୁହେଁ ? TGT Science ( CBZ/PCM) ପାଇଁ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର B.Ed with Science Subjects ( CBZ PCM) ଗ୍ରହଣୀୟ, କିନ୍ତୁ ହିନ୍ଦୀ ଶିକ୍ଷକ ପାଇଁ ସେହି ସେହି ସମାନ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର B.Ed with Hindi କାହିଁକି ଗ୍ରହଣୀୟ ନୁହେଁ ? ସଂପୂର୍ଣ୍ଣ ଭାରତରେ, ଓଡ଼ିଶା ବ୍ୟତୀତ ପ୍ରତ୍ୟେକ ରାଜ୍ୟରେ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ, ମିଳେଟରି ସ୍କୁଲ ଇତ୍ୟାଦି ରେ ହିନ୍ଦୀ ଶିକ୍ଷକ ପାଇଁ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର ହିନ୍ଦୀ Method ସହିତ B.Ed ( B.Ed with methodology of teaching Hindi, a course prescribed by NCTE, from a recognised university/institute) ଗ୍ରହଣୀୟ, କିନ୍ତୁ ଓଡ଼ିଶା ରେ ନିର୍ଦ୍ଦିଷ୍ଟ ମୂଳକ ଭାବେ ( Particularly )କେବଳ ଉପରୋକ୍ତ ତିନୋଟି ସଂସ୍ଥାର B.Ed ( Parangat, Agra/ BHED, Cuttack/B.Ed in Hindi, Madras ) ହିଁ କାହିଁକି ଗ୍ରହଣୀୟ ? ଅନ୍ୟ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର ହିନ୍ଦୀ Method ସହିତ B.Ed (B.Ed with methodology of teaching Hindi, a course prescribed by NCTE, from a recognised university/institute) କାହିଁକି ଗ୍ରହଣୀୟ ନୁହେଁ ? ସଂପୂର୍ଣ୍ଣ ଭାରତକୁ ବିଶେଷ କରି ଓଡ଼ିଶାକୁ ହିନ୍ଦୀ ଶିକ୍ଷକ ଯୋଗାଇ ଦେବାକୁ ଉପରୋକ୍ତ ତିନୋଟି ସଂସ୍ଥା ଠିକା ନେଇଛନ୍ତି କି ?ଯାହାର B Ed ରେ Method Subject ରୂପେ ହିନ୍ଦୀ ଅଛି, ସେ ହିନ୍ଦୀ ଶିକ୍ଷକ ପାଇଁ ଆବେଦନ କରିପାରିବ । ଏଠାରେ କଳା/ବିଜ୍ଞାନ/ ବାଣିଜ୍ୟ ର ପ୍ରଶ୍ନ କେଉଁଠି ରହିଲା।
Kichhi kama ku nuhe
Sir jts ra 2nd list kebe asibo ta bisayare tike kuhantu
Why U mention on JTS 2nd List....😡😡😡😡
Brain kama karuni😂😂
Don't worry about jts 2nd merit list..but only keep patience...govt. echa hab jadi ape ape asijib otherwise new 2nd phase jts asib. Only pray to god ...jaha hab thik hau...
@@srisurabhi2667 ok
Jt 2nd list katha sir tk kuhantu❤
2nd merit list kahapar hai bhai
Sir 2nd merit asibaki? Plz reply next video ❤
2nd merit list jts kebe ashiba
2nd merit list kn pai
B.ED students LTR ku gala pare 2nd jts merit list asiba. is it's true??
LTR RHT sabubele jts kebe.
Sir namaskar 🙏sir mora abe bed 2nd year chalichi mu ltr pakei paribi sir please kuhantu
No
New posting dauchi jadi diya
2nd merit list asiba na nai?
ଆସିବ
😂😂😂
Matha thik hai ta
Kichi subidha badi pilanka pain LTR post pone heigala
Ri exam କିପରି ହେଇଛି
Sir jts 2 nd phase kebe asiba
Sir otet result kebe asiba
To ghara katha B Ed pass karinahanty chakiri pai protest. Ghora lajya. A chora youTube chalauchi
1) Parangat, Agra/
2) BHED, Cuttack/ 3:52
3) B Ed in Hindi, Madras
ହିନ୍ଦୀ ଶିକ୍ଷକ ପାଇଁ କେବଳ ଉପରୋକ୍ତ ତିନୋଟି ସଂସ୍ଥାର B.Ed ହିଁ କାହିଁକି ଗ୍ରହଣୀୟ, ଅନ୍ୟ କୌଣସି ମାନ୍ୟତାପ୍ରାପ୍ତ ବିଶ୍ଵବିଦ୍ୟାଳୟ କିମ୍ବା ସଂସ୍ଥାର ହିନ୍ଦୀ Method ସହିତ B.Ed ( B.Ed with methodology of teaching Hindi, a course prescribed by NCTE, from a recognised university/institute) କାହିଁକି ଗ୍ରହଣୀୟ ନୁହେଁ ?
TGT Arts ପାଇଁ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର B.Ed with Arts Subject's ଗ୍ରହଣୀୟ, କିନ୍ତୁ ହିନ୍ଦୀ ଶିକ୍ଷକ ପାଇଁ ସେହି ସେହି ସମାନ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର B.Ed with Hindi କାହିଁକି ଗ୍ରହଣୀୟ ନୁହେଁ ?
TGT Science ( CBZ/PCM) ପାଇଁ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର B.Ed with Science Subjects ( CBZ PCM) ଗ୍ରହଣୀୟ, କିନ୍ତୁ ହିନ୍ଦୀ ଶିକ୍ଷକ ପାଇଁ ସେହି ସେହି ସମାନ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର B.Ed with Hindi କାହିଁକି ଗ୍ରହଣୀୟ ନୁହେଁ ?
ସଂପୂର୍ଣ୍ଣ ଭାରତରେ, ଓଡ଼ିଶା ବ୍ୟତୀତ ପ୍ରତ୍ୟେକ ରାଜ୍ୟରେ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ, ମିଳେଟରି ସ୍କୁଲ ଇତ୍ୟାଦି ରେ ହିନ୍ଦୀ ଶିକ୍ଷକ ପାଇଁ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର ହିନ୍ଦୀ Method ସହିତ B.Ed ( B.Ed with methodology of teaching Hindi, a course prescribed by NCTE, from a recognised university/institute) ଗ୍ରହଣୀୟ, କିନ୍ତୁ ଓଡ଼ିଶା ରେ ନିର୍ଦ୍ଦିଷ୍ଟ ମୂଳକ ଭାବେ ( Particularly )କେବଳ ଉପରୋକ୍ତ ତିନୋଟି ସଂସ୍ଥାର B.Ed ( Parangat, Agra/ BHED, Cuttack/B.Ed in Hindi, Madras ) ହିଁ କାହିଁକି ଗ୍ରହଣୀୟ ? ଅନ୍ୟ ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାର ହିନ୍ଦୀ Method ସହିତ B.Ed (B.Ed with methodology of teaching Hindi, a course prescribed by NCTE, from a recognised university/institute) କାହିଁକି ଗ୍ରହଣୀୟ ନୁହେଁ ?
ସଂପୂର୍ଣ୍ଣ ଭାରତକୁ ବିଶେଷ କରି ଓଡ଼ିଶାକୁ ହିନ୍ଦୀ ଶିକ୍ଷକ ଯୋଗାଇ ଦେବାକୁ ଉପରୋକ୍ତ ତିନୋଟି ସଂସ୍ଥା ଠିକା ନେଇଛନ୍ତି କି ?
ଯାହାର B Ed ରେ Method Subject ରୂପେ ହିନ୍ଦୀ ଅଛି, ସେ ହିନ୍ଦୀ ଶିକ୍ଷକ ପାଇଁ ଆବେଦନ କରିପାରିବ । ଏଠାରେ କଳା/ବିଜ୍ଞାନ/ ବାଣିଜ୍ୟ ର ପ୍ରଶ୍ନ କେଉଁଠି ରହିଲା।
Kichhi kama ku nuhe
Sir jts ra 2nd list kebe asibo ta bisayare tike kuhantu
Why U mention on JTS 2nd List....
😡😡😡😡
Brain kama karuni😂😂
Don't worry about jts 2nd merit list..but only keep patience...govt. echa hab jadi ape ape asijib otherwise new 2nd phase jts asib. Only pray to god ...jaha hab thik hau...
@@srisurabhi2667 ok
Jt 2nd list katha sir tk kuhantu❤
2nd merit list kahapar hai bhai
Sir 2nd merit asibaki? Plz reply next video ❤
2nd merit list jts kebe ashiba
2nd merit list kn pai
B.ED students LTR ku gala pare 2nd jts merit list asiba. is it's true??
LTR RHT sabubele jts kebe.
Sir namaskar 🙏sir mora abe bed 2nd year chalichi mu ltr pakei paribi sir please kuhantu
No
New posting dauchi jadi diya
2nd merit list asiba na nai?
ଆସିବ
😂😂😂
Matha thik hai ta
Kichi subidha badi pilanka pain LTR post pone heigala
Ri exam କିପରି ହେଇଛି
Sir jts 2 nd phase kebe asiba
Sir otet result kebe asiba
To ghara katha B Ed pass karinahanty chakiri pai protest. Ghora lajya. A chora youTube chalauchi