କାନ ଧରୁଛୁ B.ed କରି ଭୁଲ୍ ହେଇଗଲା ! Non B.ed Teacher recruitment, candidate protest, Bhubaneswar.

Поделиться
HTML-код
  • Опубликовано: 10 янв 2025

Комментарии • 619

  • @narendrabariha4668
    @narendrabariha4668 2 месяца назад +52

    संस्कृत भाषा ର specific ରହିଛି।ତେଣୁ ଜଣେ ସଂସ୍କୃତ ଭାଷାରେ ଶିକ୍ଷାଶାସ୍ତ୍ରୀ କରିଥିବା candidate ହିଁ ସଂସ୍କୃତ ଶିକ୍ଷକ ହେବା ଉଚିତ୍।

    • @niraartacademy
      @niraartacademy 2 месяца назад

      @@narendrabariha4668 sanskrit honours bala b podhei paribe with normal b Ed

    • @SatyamShibam-l3x
      @SatyamShibam-l3x Месяц назад

      @@narendrabariha4668 ,ଠିକ଼୍କଥା । ହେଲେ Entrance ଦେବାରେ ଅସୁବିଧା କଣ ଅଛି ?

  • @naikfoods
    @naikfoods 2 месяца назад +38

    जयतु संस्कृतम् जयतु भारतम्

  • @jayantakumarparida1625
    @jayantakumarparida1625 2 месяца назад +51

    କାହାକୁ କହିବା କପାଳରେ ସିନା କର ମାରିବା। ଯେଉଁଠି ବିଜ୍ଞାନ ଶିକ୍ଷକମାନେ ମାତୃଭାଷା ଓଡ଼ିଆ ପଢ଼ାଉଛନ୍ତି।ଏହି ହେଉଛି ଆମ ଓଡ଼ିଆ ଅସ୍ମିତା।

    • @swapnilpattnayak6193
      @swapnilpattnayak6193 2 месяца назад

      @@jayantakumarparida1625 sir eata sarkar nka bhool, apano sarakar nku kuhantu vigyana sikhyaka nku kahni ki ingita Karu chanti , sarkar niyamo badalau nahati boli kn science teacher dai

    • @Satyabhamapattanayak
      @Satyabhamapattanayak 2 месяца назад

      Sata Katha sir odia honours re re BA karichi bekar basichi

  • @jyotirekhabej8
    @jyotirekhabej8 2 месяца назад +30

    We need justice
    Pura thik kotha

    • @ODIACartoonTV100k
      @ODIACartoonTV100k 2 месяца назад

      ତମେ bed କରୁଥିଲ ତାହେଲେ ତମେ job ପାଉନ କାହିଁକି General bed pila କେମିତି ପାଇଯାଉଛନ୍ତି ତାହେଲେ ତମ ଠୁ General BED ପିଲା ଅଧିକ intelligence 😂 ତମେ ପରା କେବଳ Hindi, sankrit ରେ କରିଛ ପାଇବା କଥା ଗଧ ମାନେ ସବୁ ଠୁ Hindi sankarti ରେ ଛୁଆ କମ ହେଲେ ବି ଅବଜେକ୍ସନ

    • @moviezone5828
      @moviezone5828 2 месяца назад

      Tamara kou bed kiii ?????

    • @jyotirekhabej8
      @jyotirekhabej8 2 месяца назад

      @moviezone5828 Sikshya sastri n ur

  • @bebilipsabiswal8605
    @bebilipsabiswal8605 2 месяца назад +171

    ସଂସ୍କୃତ ଆଉ ହିନ୍ଦୀ ଶିକ୍ଷକ tgt ରେ କେବଳ ନିଜ ବିଷୟରେ ଆବେଦନ କରିପାରିବେ, ତେବେ ଅନ୍ୟମାନେ କଣ ପାଇଁ ହିନ୍ଦୀ ଓ ସଂସ୍କୃତ ରେ ଆବେଦନ କରିବେ। ଭାଷା କୁ ଏତେ ଅପମାନ କଣ ପାଇଁ ?କଣ art's ପିଲା CBZ ଆଉ pcm ରେ ଆବେଦନ କରୁଛନ୍ତି କି? OAVS ରେ ହିନ୍ଦୀ ଆଉ ସଂସ୍କୃତ post ହିଁ ବହାରୁନି, ତବେ ଆଶାୟୀ ମାନେ କଣ କରିବେ? ମୁଁ ଆଶାୟୀ ନୁହଁ, କିନ୍ତୁ ଏମାନଙ୍କର ଦାବି କୁ support କରୁଛି।

    • @रश्मिरञ्जनप्रधानः
      @रश्मिरञ्जनप्रधानः 2 месяца назад +4

      ଧନ୍ୟବାଦ ଭଉନି

    • @basudevbehera1747
      @basudevbehera1747 2 месяца назад +8

      Bhauni hindi au sanskrit arts re hin duta subject seita bodhe bhulijauchhannti . Arts re bi hindi au sanskrit ki bi allow karichi. Au gote Katha kahiba ame manibhu science ta nuhe hindi ki sanskriti

    • @wnwplleader
      @wnwplleader 2 месяца назад +1

      Thank u bhai

    • @manojbarik3588
      @manojbarik3588 2 месяца назад +4

      Tume thakuchha...tume b Jane Hindi pilaa naaa????sata kuha....but thik kathaa kahuchha

    • @swapnilpattnayak6193
      @swapnilpattnayak6193 2 месяца назад +1

      @@bebilipsabiswal8605 eata sarkar ra bhool sarkar niyamo change koriba kotha , semiti re Jodi kou pilla ra CBZ ki PCM na hue ta se obviously ea job koriba ku posand karibo , semiti re ea samaya re government job te paiba bahutt kasta ta se kahni ki chadibo , sampurna bhool achi sarkar nkara se kichi gote niyamo change Karu nahanti jaha chali thila taha chalu

  • @PinakiMisra-vh7iu
    @PinakiMisra-vh7iu 2 месяца назад +7

    जयतु संस्कृतम् जयतु भारतम् जयतु संस्कृतम्

  • @Dirty_Politics_365.
    @Dirty_Politics_365. 2 месяца назад +112

    ମୁଁ ଜଣେ general b.ed ଅଧିକାରୀ କିନ୍ତୁ ଏହି ଭାଇ ଭଉଣୀ ମାନଙ୍କ ଦାବି ଯୁକ୍ତିଯୁକ୍ତ।

    • @DebasisParida-ex7rl
      @DebasisParida-ex7rl 2 месяца назад +6

      Prelims ଡ଼ର ଆଉ କିଛି ନୁହେଁ

    • @AnnapurnaJena-h5d
      @AnnapurnaJena-h5d 2 месяца назад +6

      ​@@DebasisParida-ex7rlAndhra bed 😂😂

    • @DebasisParida-ex7rl
      @DebasisParida-ex7rl 2 месяца назад

      @@AnnapurnaJena-h5d ଓଡ଼ିଶା govt re seat kete kahine please didi

    • @DebasisParida-ex7rl
      @DebasisParida-ex7rl 2 месяца назад

      Au apana nkara kn odisha govt b.ed tebe kou post re achhanti apana

    • @SushantaBakul
      @SushantaBakul 2 месяца назад

      Bhaj laguchhi na kn

  • @Kusharajofficial
    @Kusharajofficial 2 месяца назад +20

    Bhai mu bi Keonjhar district ru belong kare ....Tama katha Bhai bahut bhala lagilaa au confidence saha kahuchanti Bhai thank you so much ....😊❤

  • @MonalisaBhuyan-v8j
    @MonalisaBhuyan-v8j 2 месяца назад +11

    Tq pratidina

  • @laxmipradhan6785
    @laxmipradhan6785 2 месяца назад +2

    जय तु संस्कृतम् जय तु भारतम् 🙏

  • @sujitrout2819
    @sujitrout2819 2 месяца назад +24

    ହିନ୍ଦୀ ଆଉ ସଂସ୍କୃତ B. Ed ପିଲା ଚାହୁଁଛନ୍ତି ଜେନେରାଲ୍ B.Ed ପିଲା ଆମ ପୋଷ୍ଟ ନେଇଯାଉଛନ୍ତି ହେଲେ କେମିତି ନେଉଛନ୍ତି ସରକାରଙ୍କ ଦ୍ଵାରା ପରୀକ୍ଷାରେ ପରିଶ୍ରମ କରି ପାଠ ପଢ଼ି ନେଉଛନ୍ତି, ତମେ ମାନେ ସଂସ୍କୃତ ରେ B.ed କରିଛ ତମର ଅଧିକ ଜ୍ଞାନ ଥିବା କଥା ହେଲେ ଜଣେ ଅଣସଂସ୍କୃତ ପିଲା ତୁମ ବିଷୟରେ ପଢ଼ିକି ଚାକିରୀ କରୁଛି ତୁମମାନଙ୍କୁ ଲାଜ ଲାଗିବା କଥା.

    • @nikkinikhil207
      @nikkinikhil207 2 месяца назад +3

      Tu pua gote kama arts pilanku kaha se jee & Neet exam debe

    • @adorablemeera7477
      @adorablemeera7477 2 месяца назад +1

      Bhai tike contact karo mate chalo ame b strick kariba

    • @gourangacharanmaharana9425
      @gourangacharanmaharana9425 2 месяца назад

      Right 100%

    • @gourangacharanmaharana9425
      @gourangacharanmaharana9425 2 месяца назад +1

      Hmm Chala aame bi strike kariba

    • @shreyasony7378
      @shreyasony7378 2 месяца назад +8

      Ooo ghosi ghosi teacher heijiba??????kete janicha kabya sastra....?????kete janicha vasha bigyan???????
      So......vasan marantuni
      Jadi general bed pila hindi au Sanskrit teacher heiparibe ...ta hindi sanskrit bed karithila pila nku b general bed ra post re allow kariki dekhao..... dekhiba kete sahas

  • @durgashankar8156
    @durgashankar8156 2 месяца назад +2

    ଧନ୍ୟବାଦ୍ ଯୋଉ ଭାଇ ଭଉଣୀ ମାନେ ସଂସ୍କୃତ ପାଇଁ ଲଢ଼ୁଛନ୍ତି । ବିନା entrance ପଇସା ଦେଇ B.Ed କରି ଶିକ୍ଷକ ହେବା ଗୋଟେ ଦୁର୍ଭାଗ୍ୟର ବିଷୟ । କିନ୍ତୁ ହଜାର ହଜାର ଶିକ୍ଷାଶାସ୍ତ୍ରୀ କରି ବେକାର ରହିବେ ।

  • @anupbhol5562
    @anupbhol5562 2 месяца назад +11

    वन्दे संस्कृतमातरम् ❤

  • @रश्मिरञ्जनप्रधानः

    जयतु संस्कृतम्

  • @pravasranjannayak2144
    @pravasranjannayak2144 2 месяца назад +1

    Absolutely right

  • @sudamrout9048
    @sudamrout9048 2 месяца назад +4

    CORRECT

  • @tapurinkucreation8438
    @tapurinkucreation8438 29 дней назад +1

    ଆରେ ଭାଇ.... B. Ed ହେଉଛି ଗୋଟେ ଟ୍ରେନିଂ course, ଟିକେ ଭଲସେ ବୁଝ. ଟ୍ରେନିଂ course ମାନେ ପିଲା ଙ୍କୁ କେଉଁ ଶୈଳୀରେ ପଢ଼େଇବାକୁ ପଡେ ତାହା ଆମକୁ ବି. ଇଡି course ରେ ଶିକ୍ଷା ଦିଆଯାଏ, ଏଠାରେ ଶିକ୍ଷା ଦିଆ ଯାଏ ନାହିଁ କି ପିଲା ଙ୍କୁ ସଂସ୍କୃତ ଭାଷା କି ହିନ୍ଦୀ ଭାଷା ଶିଖାଅ ବୋଲି. ତେଣୁ ଯେହେତୁ ତୁମେ ସଂସ୍କୃତ ଭାଷାରେ graduation କରିଛ ତେଣୁ ତୁମେ ସଂସ୍କୃତ ଭାଷା କୁ ଚୟନ କରି ସେଇଥିରେ ନିଜର ଟ୍ରେନିଂ ପ୍ରୋଗ୍ରାମ ବା ବି. ଇଡି କୁ ଶେଷ କଲ, ତା ମାନେ ନୁହେଁ ତୁମେ ସଂସ୍କୃତ ଭାଷା ରଖି ବି. ଇଡି କରିଛ ବୋଲି ତୁମେ ସଂସ୍କୃତ ଭାଷା ପିଲା ଙ୍କୁ ଶିଖେଇବ. ତୁମେ ଯଦି ସଂସ୍କୃତ ରେ pG କରିଛ ତେବେ ତୁମେ ଜଣେ ସଂସ୍କୃତ ଭାଷାରେ ବିଜ୍ଞ ବୋଲି ପ୍ରମାଣିତ.
    ତେଣୁ teaching ଟ୍ରେନିଂ/ B. Ed ଜଣେ କେଉଁ ବି ଭାଷା ଚୟନ କରି course ସମାପ୍ତ କରି ପାରିବ. ତା ମାନେ ନୁହେଁ ସେ ସେହି ବିଷୟର ଶିକ୍ଷକ ହେବ.
    ବି. ଇଡି ଗୋଟେ ଶିକ୍ଷକ ହେବା ପାଇଁ ତାଲିମ course..
    ଏବଂ ସେଥିପାଇଁ ପାଇଁ ତାଲିମ ସରିବା ପରେ ଓଡ଼ିଶାରେ ଶିକ୍ଷକ ହେବାକୁ... OSSTET ଭଳି ପରୀକ୍ଷା ର ବ୍ୟବସ୍ଥା ସରକାର ତ କରିଛନ୍ତି. ଏଥିରେ ଯେଉଁ ବିଷୟରେ ଜଣେ ଉତୀର୍ଣ୍ଣ ହେବ ସେ ହିଁ ସେହି ବିଷୟରେ ଶିକ୍ଷକ ହେବ.
    ତୁମେ ମାନେ ଯଦି ସଂସ୍କୃତ ରେ ବା ହିନ୍ଦୀ ରେ ବି. ଇଡି କରି ଏତେ ପାରଙ୍ଗମ ଅଛ ବୋଲି ଭାବୁଛ, ତାହେଲେ ଜଣେ ଜେନେରାଲ ବି.ଇଡି ପିଲା ତମ seat ତମ ଠୁ ନେଇଯିବ ବୋଲି ତୁମେ କାହିଁକି ଚିନ୍ତା କରୁଛ, ତାହେଲେ ତୁମେ ସଂସ୍କୃତ ରେ ଦୁର୍ବଳ ବୋଲି ନିଜ କୁ ନିଜେ ପ୍ରମାଣିତ କରୁଛ. ଜଣେ ଜେନେରାଲ ବି. ଇଡି ପିଲା ତୁମ ଠୁ ତୁମ ବିଷୟରେ ଏତେ ଅଧିକ ଜ୍ଞାନ କେମିତି ଆହୋରଣ କରିବ ଯେ.. ସେ Sanskrit Osstet ଓ Sanskrit RHT, LTR ଭଳି ମହା ପରୀକ୍ଷା କୁ ଅତିକ୍ରମ କରିଯିବା, ତାହା ପୁଣି ତୁମ ସଂସ୍କୃତ / ହିନ୍ଦୀ ପିଲା ଙ୍କୁ ପଛରେ ପକେଇ 😁 ଏହା କେମିତି ସମ୍ଭବ? ତୁମେ ମାନେ କାହିଁକି ଆନ୍ଦୋଳନ କରୁଛ ଓ ସରକାର ଙ୍କୁ ଦୋଷ ଦେଉଛ ତାହା ବୁଝି ହେଉନାହିଁ, ନିଜେ ହଗିବନି କି ପଦା ଛାଡିବନି 😂 ନା କଣ???

  • @pujabehera5685
    @pujabehera5685 2 месяца назад +1

    ଗୁରୁ ବିନା ଜୀବନ ହିଁ ଅନ୍ଧକାର ମୟ.....ସେ ସରକାରଙ୍କ ର ବି ଗୁରୁ ଅଛନ୍ତି ଜୀବନ ରେ.... ପ୍ରଭୁ 🙏 କେବେ ଆଉ ଅବତାର ନେବ ଆଉ ଦୁଷ୍ଟ ବଦମାସ୍ ଝାବଡ ମାନଙ୍କୁ ଶାସ୍ତି ଦେଵ

  • @itishreesabar1891
    @itishreesabar1891 2 месяца назад +2

    Good....lage raho.....👍👍

  • @sureshsahoo2983
    @sureshsahoo2983 2 месяца назад +1

    Right kahila bhauni 👍👍👍👏👏

  • @narendrabariha4668
    @narendrabariha4668 2 месяца назад +31

    ଯଦି ଅଣ ସଂସ୍କୃତ ପିଲାମାନେ ସଂସ୍କୃତ ଶିକ୍ଷକ ପାଇଁ apply କରିପାରୁଛନ୍ତି, ତେବେ ସଂସ୍କୃତ ଭାଷାରେ ଶିକ୍ଷାଶାସ୍ତ୍ରୀ କରିଥିବା ପିଲାମାନେ ମଧ୍ୟ general subject ରେ ଆବେଦନ କରିପାରିବା କଥା। କାରଣ high school teacher ପାଇଁ b.ed skill ଦରକାର, ଭାଷାରେ କଣ ଅଛି?
    ସଂସ୍କୃତ ଭାଷାରେ ଶିକ୍ଷାଶାସ୍ତ୍ରୀ କରିଥିବା ପିଲାମାନଙ୍କ ପାଇଁ general subject ରେ teacher ହେବା ପାଇଁ ସରକାର announce କରୁ। ସରକାର୍ announce କରୁ,ଯେ ସମସ୍ତ ସଂସ୍କୃତ ଶିକ୍ଷାଶାସ୍ତ୍ରୀ candidate ସବୁ subject ରେ apply କରିବା ପାଇଁ eligible (science, English,geog, history,mil.....), am I right 👍👍

    • @PujaraniPradhan-ne5lr
      @PujaraniPradhan-ne5lr Месяц назад

      Apono bodhe Jani nahanti.... Eita bi allow achhi..
      Sanskrit B.ed pila bi Arts re apply kariparibe....
      Ei Mane ajatha re ranga dekhauchanti.... Are bhai Mora arts... Mu Janichi.... Yanko bhitoru 50 ta asile bi Mo saha ... History Geography au English Odia re paribe nahin.

  • @PrasantaMohapatra-yg8fo
    @PrasantaMohapatra-yg8fo 2 месяца назад +8

    ଏ ସରକାର ବିଜେଡି ର ଵି ଟିମ୍...........
    ଏ ସରକାର ର ସ୍ଥାୟୀତ୍ବ ବିଜେଡିର ଦାୟିତ୍ୱ।।
    କାରଣ..... ଯେଉଁମାନଙ୍କର ପ୍ରଚେଷ୍ଟାରେ ଏ ସରକାର କ୍ଷମତାସିନ ହେଲା.... ସେମାନେ ଆଜି ଅବହେଳିତ , ଉପେକ୍ଷିତ, ତେଣୁ ଆପଣମାନଙ୍କ ଅଵସ୍ତା ସେଇଆ ହେଵାରେ କିଛି ବିଚିତ୍ରତା ନୁହ.। ଏଠି ଆଉ କଣ ଆଶାକରାଯିବା ଦରକାର।।

    • @RupNarayanMajhi
      @RupNarayanMajhi 2 месяца назад

      ନବୀନ ବାବୁ ନିଜେ BJP ର product

  • @prakashkumarjena.babusan.n3760
    @prakashkumarjena.babusan.n3760 2 месяца назад +4

    ଜୟ ଜଗନ୍ନାଥ ଜୟ ବିଜେପି ଜୟ ମୋହନ ସରକାର 🙏🙏🙏🙏

  • @jashobantamajhi9898
    @jashobantamajhi9898 2 месяца назад +1

    Very good sloka

  • @sachipanda7966
    @sachipanda7966 2 месяца назад

    You are a good weiter and also mil teacher

  • @prangyanayak4330
    @prangyanayak4330 2 месяца назад

    Thank you

  • @rajlaxmiray4980
    @rajlaxmiray4980 2 месяца назад

    Perfect word

  • @shekharnayak7859
    @shekharnayak7859 Месяц назад +1

    ଭାଇ ହିନ୍ଦୀ ଶିକ୍ଷକ ପାଇଁ ଭି special BEd ଦରକାର

  • @pinkibhue-z9h
    @pinkibhue-z9h 2 месяца назад

    Right bhai

  • @jnanaranjansahu
    @jnanaranjansahu 2 месяца назад

    Correct, trained teachers required for specific subject

  • @tophanswain6027
    @tophanswain6027 2 месяца назад +24

    ତୁମ୍ଭ ମାନଙ୍କର ସମସ୍ୟା ହେଉଛି ପ୍ରିଲିମିନାରୀ ପରୀକ୍ଷା । ଯଦି ଅଧିକ ପିଲା ମାନେ apply କରିବେ ତ ପ୍ରିଲିମିନାରୀ ପରୀକ୍ଷା ହେବ ହେବା ବି ଦରକାର ନହେଲେ TGT ARTS/PCM/CBZ ପିଲା ମାନଙ୍କ ପ୍ରିଲିମିନାରୀ ପରୀକ୍ଷା ଉଠାଯାଉ । ଗୋଟେ inequality ରହିଯିବ
    ସଂସ୍କୃତ ଭାଷାରେ ପରୀକ୍ଷା ଦେବା ଟା ସହଜ କଥା ନୁହେଁ ଯଦି ତୁମେ ମାନେ ସତରେ ସଂସ୍କୃତ ପଢ଼ିଛ ତେବେ ଡରିବାର କଣ ଅଛି ପରୀକ୍ଷା ହେଲେ ତମେ ମାନେ ହିଁ ଚାକିରି କରିବ

    • @AnnapurnaJena-h5d
      @AnnapurnaJena-h5d 2 месяца назад

      Andhra bed Kari patha ghosi ghasi pass Kari chakiri Kari school re patha suna😂😂😂

    • @tophanswain6027
      @tophanswain6027 2 месяца назад +1

      @@AnnapurnaJena-h5d nai madam emti kahibar Katha nuhe semane +2 shastri karichhanti. +3 upasastri karichhanti b .ed bi sanskrit re karichhanti semane dabi karibe na kintu prilimns diantu semane prilimns ku dariki ethi andolana karuchhanti😂 nehele actually problem tankara kichhi nai

    • @fanzone4755
      @fanzone4755 2 месяца назад +1

      Jadi patha padhicha exam ku ete kn pai darucha jie dele kn heba

    • @bharati986
      @bharati986 2 месяца назад

      ତମେ ଯାଇଥିଲ ବୋଧେ strike ku na ​@@tophanswain6027

    • @bharati986
      @bharati986 2 месяца назад

      Patha padhicha jadi jaha kuhajauchi bujhiparuthibe apana।

  • @PallabiMahanta-b4x
    @PallabiMahanta-b4x 2 месяца назад

    A bhie nku dhanyabad

  • @tahartunnessa410
    @tahartunnessa410 2 месяца назад +2

    Right

  • @kumarbabu2663
    @kumarbabu2663 2 месяца назад

    ଉଚିତ ପଦକ୍ଷେପ.. ଲାଗେ ରହୋ 🙏🏻👍🏻😘

  • @basumandal6209
    @basumandal6209 2 месяца назад

    Joyguru joy sree Jagannath joy NOBINBABU OK

  • @poonammahatme6699
    @poonammahatme6699 2 месяца назад +36

    ଏମାନେ ସବୁ ଡରୁଛନ୍ତି । ଭାବୁଛନ୍ତି ବିନା ପରୀକ୍ଷାରେ ଚାକିରି କରିବେ।

    • @mamatamohanta6802
      @mamatamohanta6802 2 месяца назад +6

      ବିନା ପରୀକ୍ଷା ରେ କେହି ଆଉ ଚାକିରି ପାଉଛନ୍ତି ନା teachership ପାଇଁ

    • @104-dibyaranjansahoo4
      @104-dibyaranjansahoo4 2 месяца назад +6

      Are tume nije Bina entrance re Andhra bed karichha ta au kan kahiba nijara ta okat nahi regular bed kariba pain.

    • @poonammahatme6699
      @poonammahatme6699 2 месяца назад +3

      @@104-dibyaranjansahoo4 aare babu padha padhi kara samaya barbad karani u need only one post tame jadi thik se hardwork kariba Tama thu gote post kehi nei paribe nahi. Faltu re time waste karani. Au rahila mo katha mu junior teacher paichi and SSB tgt re select heichi. Smart hua murka bhalia huani.

    • @MamitaPanda-d2g
      @MamitaPanda-d2g 2 месяца назад +3

      ​@@poonammahatme6699 Jadi satare tame teacher bohut dukhara katha, tume semananka dabi suniparuna bodhe au thare dekha jaiki vdo first ru, ethi Bina exam re job paiba katha asila kouthu. Tume kn nijaku eka bhabucha jie exam deiki job karipariba boli mate ta kain laguni tume nije aga teacher thiba boli.

    • @hrudamahanta7005
      @hrudamahanta7005 2 месяца назад

      Right

  • @wnwplleader
    @wnwplleader 2 месяца назад +9

    Great Abinas bhai ସତ କହିଛନ୍ତି ଆମ ସଂସ୍କୃତ ପୋଷ୍ଟ କୁ କିଏ ନେଇଯିବ ଆମେ କେବେବି ତାଙ୍କୁ ଛାଡ଼ିବୁନି

    • @PubgHack-rm5gr
      @PubgHack-rm5gr 2 месяца назад +1

      odia bi gote language
      English bi gote language
      sanskriti bi gote language
      Hindi bi gote language
      jadi odia ahu english re jadi general bed lagiba thahele sanskriti ahu hindi re kanhiki nhue
      sanskriti kan rocket science ki

    • @sujitrout2819
      @sujitrout2819 2 месяца назад

      ଭୋକ ବିକଳରେ ତାଟିଆ କାମୁଡିବା ପରି ହେଉଛନ୍ତି ହିନ୍ଦୀ ଆଉ ସଂସ୍କୃତ ପିଲା ଆରେ ଭାଇ ସରକାର osstet aau CBT କଣ ପାଇଁ କରୁଛନ୍ତି ଗୋଟେ ଭଲ ଦକ୍ଷ ପିଲା ଆସୁ, ତମେ ପଢିକି ଦକ୍ଷ ହୁଏ ରାଲି କରନି

  • @ProbingVisions
    @ProbingVisions 2 месяца назад +5

    ବାସ୍ତବିକ୍ କଥାଟି ଯୁକ୍ତିଯୁକ୍ତ ❤👍

  • @BlessR-l7x
    @BlessR-l7x 2 месяца назад +2

    25 ବର୍ଷ ଶୁଇ ଥିଲ କି ବ୍ୟବସ୍ଥା ସବୁ କ୍ଷେତ୍ର ରେ ହୁଗୁଳି ଯାଇଛି ଦର୍ଯ୍ୟ ଧର ଚିତ୍କାର କଲେ କିଛି ହବନି

  • @mr_liger_350
    @mr_liger_350 2 месяца назад

    Good very I am also saport u

  • @prafullanayakprafulla21
    @prafullanayakprafulla21 2 месяца назад

    Jordar,biruddh,kantu

  • @HelloCrypto-t1v
    @HelloCrypto-t1v 2 месяца назад

    Verygood

  • @SBADITZ
    @SBADITZ 2 месяца назад

    Kya baat hai bhaii❤

  • @dharmendramajhipqw3442
    @dharmendramajhipqw3442 2 месяца назад

    Very good protect

  • @jayasahu9169
    @jayasahu9169 2 месяца назад +5

    ମୂର୍ଖ ସରକାର......

  • @mukeshmahakud4829
    @mukeshmahakud4829 2 месяца назад +6

    Totally Valueless

  • @mahaprabhusangeet
    @mahaprabhusangeet 2 месяца назад

    ସଂସ୍କୃତକୁ ଭାରତର ରାଷ୍ଟ୍ର ଭାଷା ହେବା ଉଚିତ

  • @prasantsaan3799
    @prasantsaan3799 2 месяца назад +2

    ଦାବୀ ଯୁକ୍ତି ଯୁକ୍ତ, ନ୍ୟାୟ ପାଇବା ଯୋଗ୍ୟ

  • @dhanuramgond9662
    @dhanuramgond9662 2 месяца назад

    Odisha CM- haye haye
    Education minister - haye haye
    We want justice
    Change the resulation

  • @hrushikeshparida7888
    @hrushikeshparida7888 2 месяца назад

    ସଂସ୍କୃତ ଭାଷାର ସ୍ୱତନ୍ତ୍ରତା ରହିଛି । ଯେଉଁମାନେ ସଂସ୍କୃତ ଭାଷାରେ ଶିକ୍ଷାଶାସ୍ତ୍ରୀ (B.ED) କରିଥିବେ ,କେବଳ ସେହିମାନେ ହିଁ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ।ଏବଂ ଏହା ସହିତ ପୂର୍ବ ସରକାରରେ ଏହି ଭାଷା ସହିତ ବୈଷୟିକ ଶିକ୍ଷାକୁ ଯାହା ଯୋଡ଼ା ହୋଇଛି,ତାହାକୁ ସମ୍ପୂର୍ଣ୍ଣ ଏହି ସରକାର ଉଚ୍ଛେଦ କରିବାକୁ ଅନୁରୋଧ।

  • @Radhe.Krishna-j6l
    @Radhe.Krishna-j6l Месяц назад

    Sanskruta bhasa ku Mora koti koti pranam. Mote sanskruta bhasa bhari bhala Lage. Hele ganita mo jibana sethipai ganita re pg karibaku padila

  • @mahaprabhusangeet
    @mahaprabhusangeet 2 месяца назад

    ଜଣେ ସଂସ୍କୃତ ଶିକ୍ଷକ ସମସ୍ତ ଭାଷା ସାହିତ୍ୟ ପଢ଼ାଇ ପାରିବେ ।

  • @tejaswinipatra7094
    @tejaswinipatra7094 2 месяца назад

    Pura right katha kahichanti vai

  • @Sanatani_Yaduvanshi-b5z
    @Sanatani_Yaduvanshi-b5z Месяц назад

    ଏଠାରେ ବିହୀତ ପଦକ୍ଷେପ ନେବା ଉଚିତ୍

  • @Saratreacts
    @Saratreacts Месяц назад

    Jay hindi

  • @haripriyapujari2788
    @haripriyapujari2788 2 месяца назад +1

    Sikhya shastri pilamane kebala sankruta bidyalaya ,mahabidyalaya re padhaiba uchit.... general scl re kahin patha padheibe tgt post re ...ethi Sanskrit honours+general b.ed pila b pathabpadhei paribe ...pilamananku patha padheibar achhi Sanskrit book...sikshya shastri training dia jibani....au govt approve karichi bali pila general b ed kariki Sanskrit re osstet clear karichhanti...ebe semane kana karibe ...Thelagadi lageibeki ... exam deiki pass kara post nia

  • @MAHAKAALAMnamoNAMAH
    @MAHAKAALAMnamoNAMAH 2 месяца назад +2

    Science pila arts stream re apply kariba juktijukta nuhaa, kintu Jane arts stream pila au se jadi BA sanskrit honours rakhichhi au normal state BEd b jadi karichhi , se TGT sanskrit re apply kariba juktijukta ✓.
    But Ratna BEd kariki tgt sanskrit apply kariba kimba Sastri Bed kariki tgt hindi re apply kariba JUKTIJUKTA aadou nuhaaa!
    Comment if you don't agree.

  • @niraartacademy
    @niraartacademy 2 месяца назад +7

    ଏମାନେ ସବୁ ଆନ୍ଧ୍ର ବିଏଡ୍ ତେଣୁ ଡରୁଛନ୍ତି 😂

    • @sachindash4760
      @sachindash4760 2 месяца назад +1

      ଆନ୍ଧ୍ର B.ed Katiba ku ehi prayas..sabu pila entrance dei Centra Sanskrit University r 10 ti campus re b .ed କରିଛନ୍ତି ତେଣୁ ପିଲା ଙ୍କ ର ଦାବି କେବଳ ସଂସ୍କୃତ ରେ b.ed (ଶିକ୍ଷାଶାସ୍ତ୍ର)karithiba ପିଲା ଙ୍କୁ ହିଁ ସୁଯୋଗ ଦିଆ ଯାଉ

    • @Hemrajsahu
      @Hemrajsahu 2 месяца назад

      Absolutely right

    • @Debdev-d6i
      @Debdev-d6i 2 месяца назад +1

      ଆଜିକାଲି ସେଇ ଆନ୍ଧ୍ର bed କରି ବହୁତ ପିଲା job କରୁଛନ୍ତି। ସେମାନେ ta କ୍ଲାସ କରୁନାହାନ୍ତି ଯାହା ପିଲାଙ୍କୁ ପଢ଼େଇବେ ଆଉ

    • @123sona45
      @123sona45 2 месяца назад

      Kai tu nija subject re chakiri karunu eiade siade munnha Kai maruchu 😂

    • @niraartacademy
      @niraartacademy 2 месяца назад

      @123sona45 poisa deiki chakri karuni entrance qualify kariki koru6i

  • @tunumallick7739
    @tunumallick7739 2 месяца назад

    Solution କରି Post ବାହାର କର - Students ଙ୍କ ସାଙ୍ଗେ ଖେଳନି ସରକାର ଜଳିଯିବ

  • @uhujhfhhgh8
    @uhujhfhhgh8 2 месяца назад +15

    ନୂଆ ସରକାର ଆସିଛି... So ଅପଣଂକ ଦାବି ବିଷୟ ରେ ଅବଗତ ନାହାନ୍ତି.. ଆଗରୁ ଯାହା advertisement criteria ଥିଲା ତାକୁ copy paste କରି ଦେଇଛନ୍ତି.. ଶାନ୍ତି ପୂର୍ଣ୍ଣ ଭାବେ ଦୃଷ୍ଟି ଆକର୍ଷଣ କରନ୍ତୁ.. ଦାବି ପୂରଣ ହେବ ବୋଲି ଆଶା

  • @Ashutosh-br5sd
    @Ashutosh-br5sd 2 месяца назад +1

    Write

  • @Ranjan_Singh_Vlogs
    @Ranjan_Singh_Vlogs 2 месяца назад

    ❤❤❤

  • @RupNarayanMajhi
    @RupNarayanMajhi 2 месяца назад

    ଲଜ୍ଜା ଲଜ୍ଜା

  • @narendrabariha4668
    @narendrabariha4668 2 месяца назад +1

    ଜଣେ general b.ed (ଅଣ ସଂସ୍କୃତ b.edଧାରୀ)କଲା ପିଲା ଯଦି ସଂସ୍କୃତ ଶିକ୍ଷକ ହେଇପାରୁଛି , ତା ପାଇଁ କିଛି guidelines ନାହିଁ,ତେବେ ଜଣେ ସଂସ୍କୃତ ଭାଷାରେ ଶିକ୍ଷାଶାସ୍ତ୍ରୀ (b.ed in sans)ପିଲା ବି general subject ରେ ଆବେଦନ କରିବା କଥା

    • @k.tbrother9272
      @k.tbrother9272 Месяц назад

      Are bhakua jahara graduation re Sanskrit ba Sanskrit re graduation karichi sue pokei pariba jehetu tar gote sub Sanskrit ochi

  • @PritirekhaPadhi-w5d
    @PritirekhaPadhi-w5d 2 месяца назад +8

    Mu sanskrit chhatri jane...e niyam thik nuhna, bt gote katha bujhi paruni संस्कृत chhatra chhatri nka tharu ana sasnkrit pila kn agei jauchanti ki....? Patha padha chakiri paiba semane ama thu agei ta paribeni संस्कृत re 🙏🙏🙏

    • @saswatibehera6282
      @saswatibehera6282 2 месяца назад +1

      You are 100% right dear. Gen b.ed pila au sanskrit b.ed pila nku compare kale shikshashastri pila hin sanskrit re bhala karibe na so ye strike kn pain karuchanti kejani....tapare sanskrit pila nkara only mains sethire v problem tankara....laguchi jaumane strike ku jaichanti tanka nija upare confidence nahin......jie patha padhiba se job paiba.....bekar re ete faltu pala chaleichanti......ye hindi sanskrit pila nka pain ebe puni LTR postponed..... Only mains debe sethire ete role.... Darijauchanti auu....😅

    • @PritirekhaPadhi-w5d
      @PritirekhaPadhi-w5d 2 месяца назад +1

      @saswatibehera6282 govt emana nka pain jadi prelims mandatory kari deba chakiri kariba muskil heijiba....bcz mu as a Sanskrit student janichi...kete math,eng upare amar gyana......

    • @saswatibehera6282
      @saswatibehera6282 2 месяца назад

      @@PritirekhaPadhi-w5d absolutely but cut off ta tama anusare hin jiba i mean sanskrit pila nka cut off ta alga jiba..... Don't worry about it , if prelims hela daribare kichhi nahin sanskrit pila nka ra bht kam hin cut off jiba anya mananka apeksha

    • @Hemrajsahu
      @Hemrajsahu 2 месяца назад

      True words

  • @krushnamohantripathy3785
    @krushnamohantripathy3785 2 месяца назад

    Almost CBSE, ICSE and BSEO students have already studied Sanskrit and hind till 10th/+2. Those who clear the competitive exam without corruption, will get the job. The government will take care of it .And the government should give preference to those who have done special BED/PG in Sanskrit/hindi

  • @dhanuramgond9662
    @dhanuramgond9662 2 месяца назад

    Right to fight

  • @pallabibehera2677
    @pallabibehera2677 2 месяца назад +5

    ମୋର ସରକାରଙ୍କୁ ଅନୁରୋଧ ଯିଏ +୩ରେ ହିନ୍ଦୀ honours rakhhi ପଢ଼ିଛନ୍ତି। ସେମାନେ ଜେନେରାଲ B.ed karithhile bi tanku ପକେଇବାକୁ ସୁଯୋଗ ଦିଅନ୍ତୁ।

  • @dancersunandaniku2566
    @dancersunandaniku2566 2 месяца назад

    ମଝିରେ ବା ପାଇଥିଲ ସଂସ୍କୃତ ଶିକ୍ଷକ।

  • @biswanathpradhan344
    @biswanathpradhan344 2 месяца назад

    Huuuu helaa auuuu

  • @SriHariRadhaKrishna
    @SriHariRadhaKrishna 2 месяца назад +1

    ତମ ମୁହଁକୁ ଟିକେ ଲଜ୍ୟା ନାହିଁ.. ମିଛ କହୁଛ ସବୁ..

  • @Utkalodisha-w8l
    @Utkalodisha-w8l 2 месяца назад +8

    ଦକ୍ଷୀଣ ଭାରତ ହିନ୍ଦୀ ପ୍ରଚାର ସମିତି, ମାଡ୍ରାସ ରୁ ଯେଉଁମାନେ ହିନ୍ଦୀ B.Ed କରିଛନ୍ତି ସେମାନେ ସବୁ ବହି ପକେଇ ଟିପିକୀ ପାସ କରିଛନ୍ତି ଏହି କଥା ନିତ୍ୟାନ୍ତ ସତ କଥା ମିଡିଆ ଭାଇ ତୁମକୁ ଯଦି ଭରସା ନାହିଁ ଥରେ ଯାଇକି ଚେକ୍ କରି ଆସ 11 ଟା ହିନ୍ଦି BEd ସେଣ୍ଟର ଅଛି (ଆନ୍ଧ୍ର ପ୍ରଦେଶ ରେ 2 ଟା, ତେଲେଙ୍ଗାନା ରେ 1 ଟା, କର୍ଣ୍ଣାଟକ 5 ଟା, ତାମିଲନାଡୁ 1 ଟା ଏବଂ କେରଳ ରେ 2 ଟା)

  • @lijadas1547
    @lijadas1547 2 месяца назад +9

    Amara CBZ re b PCM pilanku allow kara jauchi...Arts re b commerce pilanku allow karajauchi govt ae sabu ku b change karu....

    • @entertainmentfunda1916
      @entertainmentfunda1916 2 месяца назад +1

      Right

    • @s_kumar6934
      @s_kumar6934 2 месяца назад

      Cbz re pcm ta allow heu nahi... Kuch v

    • @dailylife1956
      @dailylife1956 2 месяца назад

      Kouthi Cbz re Pcm pilanku nia jauchi... False comment kanhiki lekhucha

    • @s_kumar6934
      @s_kumar6934 2 месяца назад

      @@dailylife1956 seita ta mu b kahuchi... Amane sabu bekar katha kahi ki delay karibaku chahuchnti

    • @sujitgarnaik1345
      @sujitgarnaik1345 2 месяца назад +2

      Bhai jahara math chem bot|zoo thiba +୩ re se duita re apply Kari pariba

  • @biswajitapatra253
    @biswajitapatra253 2 месяца назад

    Chaliab mohan majhi thiki karichhanti

  • @RajeswarMohanty-s7i
    @RajeswarMohanty-s7i 2 месяца назад

    👍👍

  • @LoveStory-bj1iw
    @LoveStory-bj1iw 2 месяца назад +1

    ଏତେ କାଇଁ କାନ୍ଧୁଛ ଯିଏ Entrace clear କରିବ ସେ ଚାକିରୀ ପାଇବ ଯିଏ apply କଲା କଣ ହେଲା ଏତେ କାଢୁଆ ଯଦି ଯଉଥିରେ ତମେ ଏତେ ପାରଙ୍ଗମ ସେଥିରେ 130, 150 ରଖୁନ ଅଲଗା stram ପିଲା ଆଉ ଆଉ ପାଇବେ ନାହିଁ ,ଯିଏ କାନ ଧରି କହୁଚ bed କରି ଭୁଲ କରିଛ ଠିକ କଥା କାରଣ ତମ ପାଖରେ entrace pass ପାଇଁ Quality ନାହିଁ ବାହାର ରାଜ୍ୟରୁ ଖାଲି Bed କଲେ କଣ ହେବ ,ବା ଆମ ରାଜ୍ୟ ରେ bed କଲେ କଣ ହେବ ମୁଣ୍ଡରେ ମସଲା ନ ରହିଲେ ପରା ଚାକିରୀ ନାହିଁ ବୁଝିବା ଦରକାର ,କାରଣ ବର୍ତ୍ତମାନ ଯିଏ 3rd division ପିଲା ଚାକିରୀ ପାଇ ଯାଉଛି କିନ୍ତୁ 1st class ପିଲାଟି ଚାକିରୀ ନାହିଁ କାରଣ ମସଲା ନାହିଁ ମୁଣ୍ଡରେ ତେଣୁ ପରିଶ୍ରମ କର ଅଧିକ ରୁ ଅଧିକ aau 1000 ଜଣ ଭିତରେ success ହୁଅ Strike କଲେ କଣ ହେବ

  • @sujitrout2819
    @sujitrout2819 2 месяца назад +2

    ହିନ୍ଦୀ, ସଂସ୍କୃତ B.ed ପିଲାଙ୍କୁ ଗାଁରେ ସରପଞ୍ଚ କହିଛନ୍ତି ତୋ ଭାଗରେ ବାପା ପଡ଼ିଲା ତୁ କେବଳ ତାକୁ ଖାଇବାକୁ ଦେବୁ ମା କୁ ଦେବୁନି ଏମାନେ ମା କୁ ବି ଦେବେନି
    ଆରେ ଭାଇ ସଂସ୍କୃତ, ହିନ୍ଦୀ ପିଲା ଶୁଣ ଯଦି arts ପିଲା ଅନ୍ୟ ବିଷୟରେ ଅଭିଜ୍ଞତା ରଖିଛନ୍ତି ସରକାରଙ୍କ ଆୟୋଜିତ ପରୀକ୍ଷାରେ ପାଠ ପଢ଼ି ଚାକିରୀ କରୁଛନ୍ତି ସେଇଟା ତାଙ୍କର talent .

    • @adorablemeera7477
      @adorablemeera7477 2 месяца назад

      Contact me plz

    • @sachindash4760
      @sachindash4760 2 месяца назад

      Hmm ନିଜ ଘରେ ଘରେ ଭାତ ମିଳୁନି ବୋଲି ଅନ୍ୟ ଘରେ ପଶି ..talent re chori Kari khaiba। .eha t kahucha ...Nija subject re job karantu samaste

    • @sujitrout2819
      @sujitrout2819 2 месяца назад

      @@adorablemeera7477 Apana maane bi rally karantu genral B.ed pila

  • @prakashpradhan3428
    @prakashpradhan3428 2 месяца назад +5

    Hindi bed karithiba pila arts pilanku darunahanti
    Emane prelims exam ku daruchhanti

    • @Rkstudy77
      @Rkstudy77 2 месяца назад

      Tahale tama arts re au kaha ghare pasiba boli , education dia heichhi ki ..

  • @Lipun-lk4eu
    @Lipun-lk4eu 2 месяца назад +19

    ଏହି ସରକାର ଠାରୁ ହିନ୍ଦୀ ଏବଂ ସଂସ୍କୃତ ର ମାନ୍ୟତା ପାଇବା ଆସା ଛାଡି଼ଦେବା ଉଚିତ୍ ପରି ଲାଗୁଛି ?,ଅର୍ଥାତ୍ ଓଡି଼ଶାରେ ଓଡିଆ ଅସ୍ମୀତା ଆରମ୍ଭ !
    ଜୟ ଜଗନ୍ନାଥ🙏🙏🙏

    • @merabharatmahan6537
      @merabharatmahan6537 2 месяца назад

      Pandu Banda au dauni ki chatibaku

    • @sureshkumarnahak5859
      @sureshkumarnahak5859 2 месяца назад +2

      Exam heba, jahar qlty achhi paiba? Again hindi /sanskrit normal b. Ed curriculum same naa? Tume kouthi thila sabu hindi sanskrit tchr pain preliminary nathila direct main exm deithilo? Bartamaan maja lagibo

    • @kunilatasahoo3908
      @kunilatasahoo3908 2 месяца назад

      ​@@sureshkumarnahak5859tame prithibi re ruhani jao mangal grahare rahiba,prithibi loka mangal grahare rahiba jaha gote patha padhi alaga bisay parikshya deba seia

    • @entertainmentfunda1916
      @entertainmentfunda1916 2 месяца назад

      Sanskrit Teacher ଙ୍କୁ TGT apply apply କରିବାକୁ ସୁଯୋଗ ଦିଆଯାଉ ତାପରେ ଆପଣଙ୍କୁ Sanskrit & Hindi ପିଲା କଣ କରିପାରିବେ ଜାଣିବେ

    • @SrungarajPatra
      @SrungarajPatra 2 месяца назад

      ପାଣ୍ଡୁ ର ଚାମଚା

  • @bijaypanda1843
    @bijaypanda1843 2 месяца назад

    ଠିକ କହିଲେ ✔️✔️✔️✔️

  • @AnilKhuntia-u4r
    @AnilKhuntia-u4r 2 месяца назад

    Pura thik kohichhonti

  • @WCShiv
    @WCShiv 2 месяца назад +1

    Hindi and Sanskrit are arts subject ..so there is no wrong if all arts pila can apply for the post ..😊😊

  • @laxmipriya9957
    @laxmipriya9957 Месяц назад +1

    Ri8 hindi au sanskrit bed uthajao ame kanhiki special sanskrit bed &hindi bed koribu general bed hin rohu

  • @saudaminidas4804
    @saudaminidas4804 2 месяца назад +7

    Sanskrit pilanka pain hauchi kichi salutations nihati abasyak
    General B.Ed bale sanskrit post kanhi apply karibe se post kebala sikhya sastri students nka pain

    • @DebasisParida-ex7rl
      @DebasisParida-ex7rl 2 месяца назад +1

      @@saudaminidas4804 thik je mam je Sanskrit pila au general pila nka bhitare Kia besi bhala score Kariba kathha apana kuhantu ta? Puni only mains hauchi no prelims
      The alaga pila pauchhanti but semane nuhann why?
      Knowledge matter kare apana jani paruchhanti na nainn

  • @Gurubachan688
    @Gurubachan688 2 месяца назад +2

    ସଂସ୍କୃତ ଭାଷାୟା ଅଭିବ୍ୟକ୍ତି ପ୍ରକାଶ୍ୟ । ତୁମେମାନେ ସଂସ୍କୃତ ଭାଷାରେ ବିଇଡି କରିଛ ତ କେବଳ ସଂସ୍କୃତ ଭାଷାରେ କୁହ । ସଂସ୍କୃତ ପ୍ରଶ୍ନ କୁ ଓଡ଼ିଆ ରେ ଉତ୍ତର ଲେଖିବ ।

  • @saritabiswal1460
    @saritabiswal1460 2 месяца назад

    🙏🙏🙏

  • @Odiadevotee129
    @Odiadevotee129 2 месяца назад +10

    Commerce pila TGT ARTS re apply karuchhanti and PCM pila TGT CBZ re apply bi karuchhanti .....Gote Arts pila kanhiki Sanskrit and Hindi re apply kariparibani

    • @bharati986
      @bharati986 2 месяца назад +1

      Seita govt ku pachara

  • @ganeswarpradhanyoung
    @ganeswarpradhanyoung 2 месяца назад

    Only prelimnary ଡର, ଏମାନଙ୍କୁ ଖାଉଛି, pila strike kari post anile but ae bhali kichhi pilanka pai aji postpond hela, dekhantu, jadi arts pila mane preliminary debe, tahel hindi, Sanskrit pila mane hni diantu prelimnary, jadi CBZ pila PCM re apply kari paribe, tahel gote arts students kn pai hindhi, sanskrit re apply na kari pariba, hindi, sanskrit pila mane bi arts re apply karantu, only preliminary bhaya emananku khauchi

  • @Pintusumi839
    @Pintusumi839 2 месяца назад

    Hau kichhi asibidha nahi prelim daba paein ready ruho

  • @bismay12345
    @bismay12345 2 месяца назад +5

    Competition badhijiba . Tenu e mane channia

    • @nikkinikhil207
      @nikkinikhil207 2 месяца назад

      Are pua sanskrit pila to subject Bina se course Kari padhei paribe tu asi gote sanskrit word meaning bujha...ta pare competition katha dekhiba

    • @adorablemeera7477
      @adorablemeera7477 2 месяца назад

      Bhai contact karo

  • @rajeshmohanty6206
    @rajeshmohanty6206 2 месяца назад

    Hindi,Sanskrt teacher ku total uthei deba darkar

  • @dineshnaik3697
    @dineshnaik3697 2 месяца назад +1

    Sabhu thi best congress government asile hebo

  • @r-s-m
    @r-s-m 2 месяца назад

    As a pupil teacher I understand all yours problem it obvious thing somebody is not sanskriti background they can't teach students perfectly. Govt treat primary teacher badly they teach students all subject that not right

  • @ashissethy3936
    @ashissethy3936 2 месяца назад +1

    #court re case thila #kan hela

  • @archanakhamari1587
    @archanakhamari1587 2 месяца назад

    Sarakarnku padakshep neva uchit

  • @MRDJKORAPUTIA
    @MRDJKORAPUTIA 2 месяца назад

    Bhai mu koraput ru kouchi mu bhi jane sanskruta pila full support from my side agoku madi chalo

  • @sujitrout2819
    @sujitrout2819 2 месяца назад +9

    ମିଡିଆ ଭାଇଙ୍କୁ ଅନୁରୋଧ କିଛି ନ ଜାଣି ନ ବୁଝି ଏମାନଙ୍କ କଥା କୁ news ରେ ଛାଡ଼ନ୍ତୁନି, ଏମାନେ ହେଲେ ଗୋଟେ ଗୋଟେ ପାଗଳ, ଏଇଟା 2024 ମସିହା ଏତେ ଓଲୁ ଭଳି ହୁଅନି ଆଜିକା ସମୟରେ talent dekha ଯାଏ କିଏ କୋଉଥିରେ B.ed କରି certificate ରଖିଚି ଦେଖା ଯାଏନି.

    • @nikkinikhil207
      @nikkinikhil207 2 месяца назад +1

      Tu gote kama kare arts pilanku kaha Neet & Jee exam debe

    • @adorablemeera7477
      @adorablemeera7477 2 месяца назад

      Bhai contact karo plz

    • @sachindash4760
      @sachindash4760 2 месяца назад +1

      Jadi talente dekha .. tebe b.ed biburhei diya ..jaha echa jiye exam dei nija talent re job Kariba ..Sanskrit pila.b .ed entrance dei pauchanti..ghare basi andhra b.ed Kari nuhe

    • @SatyamShibam-l3x
      @SatyamShibam-l3x 2 месяца назад

      Odisha re Andhra BEd ban haba darkar. Emane ghare basi BEd certificate pauchhanti. Ye gote trend heigalani.Emane job paile Pilankara future kan heba ?

    • @k.tbrother9272
      @k.tbrother9272 Месяц назад

      Right

  • @PrasanthBabiVlogs
    @PrasanthBabiVlogs 2 месяца назад +2

    Vote ଦେଇଛ ଏବେ ଖାଅ ଲଡ଼ୁ

  • @jitenkumarpalei7779
    @jitenkumarpalei7779 2 месяца назад

    These teacher those who complete their graduation and Bed from sanskrit college@ university thay are incompetent to imparting their particular knowledge for their respective subject so government decision is appreciated

  • @chhotatrader7619
    @chhotatrader7619 2 месяца назад

    Aita starting matro...agoku amithi bohut strike hobo