Monalisha Gantayat mam mu apananku jane adarsa lawyer boli bhabe but apana bi govt ra durniti ku support karuchhanti. Apana law protector hei e durniti, anyaay ku birodha kariba badalare support karuchhanti. Oh bijedi netri hei jaichhanti na so bjd govt. Ra guna ta gaibena. But apananku eha shova daunahi. Please🙏🙏🙏Justice for junior teachers 🙏🙏🙏🙏
I used to think education is the only way to conquer the world.And being a Teacher is the most respectful profession in the world. But when I became a Teacher then I realized how pathetic to handle the pressure of being fooled. I used to think Teacher profession is only for teaching with a good environment and facilities but here we have to managed the different classes in a single room. Is this a perfect education system what we called?? But still we have to manage because we are middle class people, we always manage, who cares about the development of the children! We are not protesting because of the less salary but we are protesting because we can't handle the injustice. #AbolishContractualSystemforJuniorTeacher #AbolishContractualSystemforJuniorTeacherinOdisha
ଯେଉଁ ମାନେ ସରକାରୀ ସ୍କୁଲରେ ପଢିନାହାଁନ୍ତି ସେମାନେ ସରକାରୀ ସ୍କୁଲ ଉନ୍ନତି କଥା ଚିନ୍ତା କରନ୍ତି ନାହିଁ !
Semane ta chinta karunahanti .abe votar chinta karantu whosky rum.bear bizar aska 40..handia and khajuri tadi grahanha karibeki nanhi ? Samaya asichi . Paribartan hebaligi .nachte purusa tamilnadu jibaku nebasta hoichi .sundhari mahilla besya hebar bebasta karajuchhi . Odissa janasadhharanha sikya ku podi khaidhebaku sujoga dheuchhanti
Absolutely right
Bhai school ra urnati sallary
Give justice to the elementary teachers and count six years in our service period. Abolish contractual system for the Junior teachers.
ମାଡାମ ବିଜେଡି ନେତ୍ରୀ କିଛି ବି ଏ ବିଷୟରେ ପଢିନାହାନ୍ତି.... All ଇଣ୍ଡିଆ ରେ primary Teachers salary ଭଲ କରି ଦେଖ... ହାଇସ୍କୁଲ ର ତଳ ସ୍କେଲ primary teacher ମାନେ ପାଇବା କଥା..... What is this.......
O ho bakabas bandha kara .odissa votar sabu sujoga dheichhanti ho .
ବିଧାୟକ ମାନଙ୍କର ଦରମା ବଢିବା ଯଦି ଉପଯୁକ୍ତ ହୋଇପାରୁଛି, ତାହେଲେ ଶିକ୍ଷକ ମାନଙ୍କ ଦରମା ବଢିବା ଟା କେମିତି ଉପଯୁକ୍ତ ନୁହେଁ ?
Odissa votara nku pachar .24 barsa hele semane vote dhei asuchhanti .
Thank you sir
ମୁଁ ଜଣେ ଗଣଶିକ୍ଷକ ମୋର ଦରମା ୬୦୦୦ ଟଙ୍କା ଆମେ ୨୦୦୮ରୁ କାର୍ଯ୍ୟରତ କରୁଅଛୁ ସରକାରଙ୍କ ଆଇନ ଅନୁଯାୟୀ ଆମେ eligible ଅଛୁ କିନ୍ତୁ ଏ ପର୍ଯ୍ୟନ୍ତ ସରକାର ରେଗୁଲାର କରୁନାହାନ୍ତି ।
Kemite regular heba . Odissa votar para abe thharu madha magilenhi ..and sundhari mahilla 5T NKU SADHHI SANKHA SINDHURA MAGILENHI . ODISSA DUBIBA UPARE ...HOME MINISTAR NKA HOME SAUDHA L8ST DHEKHILE MUNDA TINHA HOIJIBA ...
Hebanahi
Otet pass karicha ta bhai...
କିଛି ଅସୁବିଧା ନାହିଁ । ନେତା ,ଅଫିସର ମାନଙ୍କ ପିଲାମାନେ ଏହି ସ୍କୁଲ ରେ ପାଠ ପଢ଼ନ୍ତି ନାହିଁ ।
ତେଣୁ ସରକାର ବେଫିକର ।
ଗରିବ ପିଲା ପାଠ ନ ପଢୁ ।
ପାଠ ପଢିଲେ ଆମ ଦଳୀୟ କର୍ମୀ ହୋଇ ଜୟ ଜୟ କିଏ କରିବ?? 😅😅😅😅
ଏ ମାଡାମ ଙ୍କୁ କୁହ. 11ହଜାରେ ଆସି ଖଟିବେ. ବହୁତ ଆଇନ ଦେଖଉଚି.
😡😡😡Tu
contractual hateideba katha but regular teacher nka salary bilkul badheiba katha nahi.. govt primary school re kehi padhu nahanti..
Art n pet monthly salary 5400
@@hitter788 low salary ଯୋଗୁଁ ବହୁତ ଭଲ ପିଲା other department ପଳଉଛନ୍ତି. କୁହନ୍ତୁ ଏବେ ଭଲ ପାଠ ପଢେଇବ କିଏ. Govt ନିୟମ କୁ ବୋକା ଲୋକ 😄.
@@akhilachandrasahoo7905 ଛତା pocket😄
ଶିକ୍ଷକ ନ ପଢ଼ାଇବା ର କାରଣ ସରକାର କାରଣ ଉପଯୁକ୍ତ ଦରମା ନ ମିଳିଲେ ମାଷ୍ଟର ସେମିତି ଠକିବେ ଯେତିକି ପଇସା ସେତିକି ପାଠ
ଓଡିଶାର ସମସ୍ତ ସ୍କୁଲ ବନ୍ଦ ଅଛି l କାଁ ଭାଁ ଗୋଟେ ଗୋଟେ 2 କିମ୍ବା 3 ଲେଖା ସ୍କୁଲ ଖୋଲା ଥାଇ ପାରେ l ଏତେ କଥା ହେଲା ପରେ ବି ମୁଖ୍ୟମନ୍ତ୍ରୀ କିଛି ଜାଣି ପାରୁନାହାଁନ୍ତି l ସେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖୁ ନାହାଁନ୍ତି l ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରନ୍ତୁ l ନ ଚେତ ତାଙ୍କ ବିନା ଓଡିଶା ବିକ୍ରି ହେଇଯିବ l
Sikhya swathya asabu aame dhekhunu aame dhekhuchu khanhi lutba .odissa votar nka aama lagi dhana karichhanti .aame para madha chiken tanka dhelapare odissabasi aamaku no.1 biswastarya sarkar boli DENGURA PITUCHHANTI .JUHAR KANDHHAMALL
Bjd ହଟାଅ ଓଡିଶା ବଞ୍ଚାଅ
ମନୋରଞ୍ଜନ ବାବୁ ଏ କୁହାଲିଆ ନେତ୍ରୀଙ୍କୁ ସାମ୍ନାରେ ଜଣେ ଶିକ୍ଷକ ନେତାଙ୍କୁ ଆଣନ୍ତୁ।।।ବହୁତ୍ ବଢିଆ ଉତ୍ତର ଅଛି ତାଙ୍କ ପାଇଁ
Give justice for elementary teacher
ବିଜେଡି ନେତ୍ରୀ ଜଣଙ୍କ ଖାଲି କଥା ବୁଲଉଛି
କି ନେତ୍ରୀ ମ ଆମେ ୟକୁ ଜାଣିନୁ
ନବୀନ କୁ ପାନେ ଦିଅ 😈 ପ୍ରାଥମିକ ଶିକ୍ଷକ ଙ୍କୁ ନ୍ୟାୟ ମିଳୁ
Purusa nkar madha .mahilla nkar sadhhi sankha sindhura abasya paduchhi .5T DHEBE
+୨ ପିଲାଙ୍କୁ ପଢ଼ାଇଲେ ୯୩୦୦- ୪୬୦୦ ରେ ଦରମା ପାଇବେ ୯, ୧୦ ପିଲାଙ୍କୁ ପଢାଇଲେ ୯୩୦୦- ୪୨୦୦ ରେ ଦରମା ପାଇବେ କିନ୍ତୁ ପ୍ରଥମ ରୁ ଅଷ୍ଟମ ପିଲାଙ୍କୁ ପଢ଼ଇଲେ ୫୨୦୦ - ୨୨୦୦ ରେ ଦରମା ଦିଆଯାଉଛି ଓଡ଼ିଶାରେ । ୫୨୦୦- ୨୮୦୦ ରେ ଦରମା ଦିଆଯାଉ । ଭାରତ ର ସବୁ ରାଜ୍ୟ ଅପେକ୍ଷା ଓଡ଼ିଶାରେ ପ୍ରାଥମିକ ଶିକ୍ଷକଙ୍କ ଦରମା କମ ।
ଶିକ୍ଷୟିତ୍ରୀ ଠିକରେ ଯଦି ଦାବି ଉପସ୍ଥାପନ କରି ଜାଣି ନାହାନ୍ତି,ସେମାନେ ସମସ୍ତ ଶିକ୍ଷକଙ୍କୁ ଲଜିତ କରିବାକୁ tV ରେ ଭାଗ ନିଅନ୍ତୁ ନାହିଁ।
୬ ବର୍ଷ ଟା ହଟାଇବା ଟା ସରକାର ଙ୍କ ର ଭୁଲ୍
Justice for primary teacher
କ୍ୟାଲିଟି ଦରମା ଦିଅ
ଶିକ୍ଷକ ମାନଙ୍କୁ ଉଚିତ୍ ଦରମା ପ୍ରଦାନ କରି ଓ ବିଦ୍ୟାଳଗୁଡିକରେ ବିଭିନ୍ନ ଭିତ୍ତିଭୂମିକୁ ସୁଦୃଢ କରିବା ପରେ ତାଙ୍କୁ ତଦନ୍ତ ପରିସରକୁ ଆଣି ଶିକ୍ଷାର ବିକାଶ ଦିଗରେ ଉନ୍ନତି ଆଣିବା ଦରକାର ।
ଆମେ aser servey କରିଥିଲୁ ବିଦ୍ୟାଳୟ ପରିସ୍ଥିତି ବି ଦେଖିଥିଲୁ ପ୍ରଥମ ରୁ ପଞ୍ଚମ ଯାଏଁ ଦୁଇଜଣ ଶିକ୍ଷକ ଅଛନ୍ତି କେମିତି ପାଠ ପଢା ହେବା ସେଥିରୁ ଜଣେ ପ୍ରଧାନ ଶିକ୍ଷକ ଦାୟିତ୍ଵ ରେ ଅଛନ୍ତି ପାଠ ପଢ଼ା କଣ ମନକୁ ମନ ହେବ କି😈ଶିକ୍ଷକ କୁ ସବୁ ଶସ୍ତା ବୋଲି ଭାବୁଛନ୍ତି
ମତାମତ ପାଇଁ ଅଶେଷ ଅଶେଷ ଧନ୍ଯବାଦ🎉
High school ରେ regular posting but primary ରେ contatul ଏଇଟା କେଉଁ ନିତି ଆଦର୍ଶରେ ସରକାର କରିଛନ୍ତି... madam monalisa ଦୟାକରି କହିବେ କି????
ଯଦି କିଛି ଲୋକ ଭୁଲ କରନ୍ତି ତାହା ସେହି ଲୋକମାନଙ୍କର ଭୁଲ୍।।
ଯଦି ଅଧିକାଂଶ ଲୋକ ଭୁଲ୍ କରନ୍ତି ତା ହେଲେ ତାହା ସେହି "ବ୍ୟବସ୍ଥା"ର ଭୁଲ।
ଆମେ ସବୁବେଳେ Law & Order ପାଇଁ Police କୁ ଦୋଷ ଦେଉ।
Schools ର ଖରାପ ପାଠ ପଢ଼ା ପାଇଁ ସମୁଦାୟ Teachers ଙ୍କୁ ଏବଂ
ଖରାପ Treatment ପାଇଁ ସମୁଦାୟ Doctors ଙ୍କୁ ଦୋଷ ଦେଉ।।
କିନ୍ତୁ ତାହା ଠିକ୍ ନୁହେଁ।। ତାହା ସେହି ବ୍ୟବସ୍ଥାର ଦୋଷ।।
ଗୋଟିଏ ଖରାପ ବ୍ୟବସ୍ଥା ପାଇଁ ଖରାପ Politician ଦାୟୀ।।
ଖରାପ Politician , Powerକୁ ଆସିବା ପଛରେ ଖରାପ Voters ହିଁ ଦାୟୀ ହୋଇଥାନ୍ତି।
5 barsa lagi vota dhei 24 barsa hela bhul kari asuchhanti odissa janata sabu sujoga dheichhanti votar .khaichhanti madha chiken .neichhanti tanka
ହଁ ଆଜ୍ଞା ଆପଣ ଏକ୍ଦମ୍ ଠିକ୍ କଥା କହିଛନ୍ତି ଦେଖନ୍ତୁ ଜଣେ ଡାକ୍ତର 5ଟା ଡାକ୍ତରଙ୍କ ର କାମ କରୁଛନ୍ତି। ସେଥିରେ ଯଦି ରୋଗୀର ଅସୁବିଧା ହେଲା ତା'ହେଲେ ଡାକ୍ତରଙ୍କୁ ଦାୟୀ କରାଯାଉଚି। ବ୍ଯବସ୍ଥା କୁ ଦାୟୀ କରାଯାଉନାହିଁ। ଏଠି ଭାଉପୁର ନ୍ୟାୟରେ ସବୁ ଚାଲିଚି। କି ପାପ କଥା ଏସବୁ। ଟିଚର୍ଙ୍କ କ୍ଷେତ୍ର ରେ ବି ସେୟା। 5ଟା ଶ୍ରେଣୀ କୁ 2 ଟା ଟିଚର। ଦୁନିଆ କାମ ସରକାରଂକର। ପାଠ କେମିତି କେଚେବେଳେ ପଢ଼ାହେବ??।
3 ଟା ଶ୍ରେଣୀ ଖାଲି ପଡ଼ୁଚି।ଶିକ୍ଷକ ଶ୍ରେଣୀକକ୍ଷ ରେ ନ ରହିଲେ ପିଲା ପାଟିତୁଣ୍ଡ କରୁଚନ୍ତି।ଘୋଡ଼ା ଘାସ ନ ଖାଇଲେ ପୁରାଣ ପଣ୍ଡାର ଦୋଷ।ଶିକ୍ଷକଙ୍କୁ
ନିନ୍ଦା ପିଲା ନିଜେ ନବୁଝିପାରିଲେ ନିଜେ ମନ ଦେଇକି ନ ପଢ଼ିଲେ ଶିକ୍ଷକ କଣ ବାଟିକି ପିଆଇବେ।
ଆପଣଂକୁ ଅନେକ ଅନେକ ଧନ୍ଯବାଦ ସାର୍।ଠିକ୍ ବୁଝିପାରିଥିବାରୁ। କଣ ଶଳା ଏ ବ୍ଯବସ୍ଥା????
Thank you KANAK NEWS for your concern ❤
Votar kanha bujhibe ? Abe thharu madha magilenhi ho .vote naheba purbaru mahilla mane SADHHI. PARE SANKHA .SINDUR T5 KU MAGILENHI
Keu desare amiti rajniti heunahi kebal odisha re heuchhi odisha re jogi Raj heba darkar sabu saiji hoigibe❤❤❤❤❤❤
୯୯% ପ୍ରାଥମିକ ବିଦ୍ୟାଳୟ ୧ ଜଣ କିମ୍ବା ୨ ଜଣ ଶିକ୍ଷକ ରେ ଚାଲିଛି (୧ମ ରୁ ୫ମ ଶ୍ରେଣୀ) ଆଉ ଯେଉଁଠି ୧ମ ରୁ ୮ମ ଶ୍ରେଣୀ ଅଛି ସେଥିରେ ମଧ୍ୟ ୯୫% School ୩-୪ ଶିକ୍ଷକରେ ଚାଲିଛି।।
ତା ସହିତ ଅଧିକାଂଶ ପ୍ରାଥମିକ ବିଦ୍ୟାଳୟରେ କେବଳ ୧ ରୁ ୩ ଶ୍ରେଣୀ ଗୃହ ଅଛି।।।
ଯଦି ପ୍ରତ୍ୟେକ ଶ୍ରେଣୀ ପାଇଁ ଶ୍ରେଣୀ ଗୃହ ରହିବ ନାହିଁ।
ପ୍ରତ୍ୟକ ଶ୍ରେଣୀ ପାଇଁ ଶିକ୍ଷକ ରହିବେ ନାହିଁ। ସେଠାରେ କେଉଁ Quality ର Education ହେବ???
Learning Outcomes ଉପରେ ଧ୍ୟାନ ନାହିଁ।
କେବଳ ଯୋଜନା ପରେ ଯୋଜନା କରି କେବଳ PC ଖାଉଛନ୍ତି।।
ତା ସହିତ ସରକାରଙ୍କ ବିଭିନ୍ନ କାମ ଯେମିତି, Voter List ବନେଇବା, Tablet ବାଣ୍ଟିବା, ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବା, ମଧ୍ୟାହ୍ନ ଭୋଜନ କରିବା।।
ଯଦି ଜଣେ Teachers ର Mind ଏହି ସବୁ କାମରେ occupied ହୋଇକି ରହେ ।।
ସେ ଯେତେ ଚେଷ୍ଟା କଲେ ମଧ୍ୟ ଭଲ ପଢ଼ାଇପାରିବ କି ?
ପାଠ ପଢ଼ା ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ପାଇଁ ସରକାର ଏବଂ Officers ମାନଙ୍କର ଗୁରୁତ୍ଵ ଥାଏ।
ତା ସହିତ କାହାକୁ ୧୦ ହଜାର ଦରମା ତ? କାହାକୁ ୬୦ ହଜାର ଦରମା? ସେମିତିରେ Discrimination Feelings ଆସିବ।। ସେମିତିରେ Motivation Down ହେବ ନା ନାହିଁ।
Aame chinta karuchhu votar kemite santusta hebe ..nari kemite sachiba nka pakhe soibe
ଯେମିତି ସରକାର , ସେମିତି ଶିକ୍ଷକ l
ସରକାର ଶିକ୍ଷକ ଙ୍କୁ ଠକିଲେ , ଶିକ୍ଷକ ସରକାର ଙ୍କୁ ଠକିଲେ ଆସୁବିଧା କ'ଣ ?
Khanhi sarijiba upare .apate ratnnabhandarare ratnna nanhi ..odissa votara nku dhhanyabadha dhebi .
ନବୀନ ବାବୁଙ୍କ MLA MP manku ମୋଟା ଅଙ୍କ ରେ ଦରମା ଦେବାକୁ ପଇସା ଅଛି ହେଲେ ଶିକ୍ଷକ ମାନଙ୍କୁ ଦରମା ଦବାକୁ ପଇସା ନାହିଁ .
😂Monalisha mam,ଯଦି ଆମ ସରକାର ଅନ୍ୟ କର୍ମଚାରୀ ମାନଙ୍କ କ୍ଷେତ୍ରରେ contractual 6 year ପୂର୍ବରୁ ହଟେଇ Regular କରିପାରିଲେ ତେବେ primary teacher ମାନଙ୍କୁ କାହିଁକି regular କରିବେନି। Primary teachers କାହିଁକି Regularisation demand କରିବେନି କୁହନ୍ତୃ।
Jay shree jagannath manoranjan sir prabhu jagannath apannkar magal karantu ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂❤❤❤❤❤❤❤❤❤❤❤❤❤❤❤
ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Give justice to elementary teachers
Tnx Kanak news
କାର୍ଯ୍ଯଭାର ଓ ଆବଶ୍ୟକତା ଅନୁସାରେ ଆଜି ପର୍ଯ୍ଯନ୍ତ ଶିକ୍ଷକ ନିଯୁକ୍ତି ନକରିବା,ଏଇଭଳି ଦହନୀୟ ସ୍ଥିତିର ନଂ:-1 କାରଣ। କିମ୍ଭୁତ କମାକାର ପ୍ରଶ୍ନ, ଏକପାଖିଆ ପ୍ରଶ୍ନ ଆଲୋଚନା ଅନ୍ତର୍ଭୁକ୍ତ ନକରିବା ବହୁତ ଭଲ ହେବ । ଜୟ ଜଗନ୍ନାଥ ।
Justice for junior teacher
Thank you Monoranjan Sir
ବିଜେଡ଼ି ଶୋଇକରି ଭୋଟ ପାଇ ବ ,ଏ ଚିନ୍ତା ଧାରା ମନ ମଧ୍ୟରୁ ବାହାର କରି ଦିଅନ୍ତୁ !
Thank you kanak news
ସଚିବ ବୁଲିବା ପାଇଁ ଟଙ୍କା ଅଛି କିନ୍ତୁ , ଶିକ୍ଷକ କୁ ଦରମା ନାହିଁ
ନାର୍ଯ୍ୟ ଦାବୀ ପୂରଣ କରାଯାଉ
ତାହେଲେ ନେତା ମାନେ କାହିଁକି ପେନସନ ପାଇବେ
We want justice🖐️Abolish contractual system for Junior teachers
The Education Policy of Odisha doesn't help to Poor People..
ଯଦି PM Shree School Scheme ରେ ଓଡ଼ିଶା ସାମିଲ୍ ହୋଇ ଥାଆନ୍ତା।। ତା ହେଲେ ପିଲା Pre-Primary ରୁ 12th Class ପର୍ଯ୍ୟନ୍ତ ପିଲା Quality Educational Environment ପାଇଥାନ୍ତେ।।
5T Schools ରେ କେବଳ 9th & 10th Class କୁ Smart କରି ଦେଲେ କଣ ହେବେ।।
ଯେଉଁ ମାନେ Poor ତାଙ୍କ ପିଲା ତ Benefits ପାଉ ନାହାନ୍ତି ।।
କାରଣ ସେମାନେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରେ ହିଁ ଦୁର୍ବଳ ହୋଇ ଯିବା କାରଣ ରୁ ଉପର Class ଭଲ Performance କରି ନ ପାରି।। ପାଠ ଛାଡି ଦାଦନ ପଳାଉଛନ୍ତି ।
ବୋଧୁଏ ସେଥିପାଇଁ ଏ ବର୍ଷ +2 ରେ 80,000 ଏବଂ +3 ରେ 1 ଲକ୍ଷ 10 ହଜାର Seat ଖାଲି ପଡିଲା।। ସବୁ ଦାଦନ ପଳେଇ ଗଲେ।
ନବୀନ କୁ ଇଥର କିଏ ବି vote ଦିଅନି
ଶିକ୍ଷକ ମାନଂକର ଦରମା ବଢେଇଲେ ପାଠ ପଢା ସୁଧୁରି ବ..
*ସରିନି ଭୁଆଁବୁଲାଇବା*
*ଅନ୍ତ ହୋଇନି ଚୁକ୍ତିଭିତ୍ତିକ ଯୁଗ ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀ ଦେଖ ।*
*ଅନ୍ୟାୟ ବିରୁଦ୍ଧରେ ଜିତିବା ଆଶା ନରଖି ହାରିବା ଭୟ ନରଖି ଲଢ଼ିବାଶିଖ ।*
💪💪💪✊✊✊✊✊💪💪🙏🏻
ସରକାରଙ୍କର ଟାଳଟୁଳ ନୀତି ଚଳିବନାହିଁ
ସରକାରୀ ସ୍କୁଲରେ ପଢିଥିବା ପିଲାଙ୍କୁ ହିଁ କୋଟା ସଦୃଶ ଆଗ ସରକାରୀ ଚାକିରୀ ଦିଆଯାଉ..
Good questions sir,monaranjan sir
No work no pay for teachers.
ବିଧାୟକମାନେ ଦରମା ପାଇବେ,ପେନସନ୍ ପାଇବେ, କିନ୍ତୁଶିକ୍ଷକମାନେ ଭଲ ଦରମା ଓପୁରୁଣାପେନସନ୍ କାହିଁକି ପାଇବାରୁ ଵଞ୍ଚିତହେଵେ ??
Abolishs contractual system for Junior teachers🙏🙏
Please🙏 justice for primary teacher
Justice For Primary Teacher
ଯଦି ପେନଶନ ବନ୍ଦ ହୋଇଛି ତେବେ MLA ମାନେ କେମିତି ପେନଶନ ଅଛି
Give justice to teacher
1. ଠିକା ନିଯୁକ୍ତି ଉଚ୍ଛେଦ।
2. 6ବର୍ଷ କାର୍ଯ୍ୟକୁ ମୂଳ ଚାକିରୀରେ ଗଣନା।
ଓଡ଼ିଶା କନିଷ୍ଠ ଶିକ୍ଷକ ମାନଙ୍କ ଦାବିକୁ ସରକାର ପୂରଣ କରନ୍ତୁ।
#AbolishContractualSystem_JUNIOR_TEACHER
ନୂଆ ଏମ୍ ଏଲ୍ ଏ ଓ ଏମ୍ ପି ମାନଙ୍କୁ ୧୧ ହଜାର ଓ ପୁରୁଣା ମାନଙ୍କୁ ୨୨ ହଜାର ଦରମା ନୋ ପେନ୍ସନ ସବୁ ଯିବ ଟେନ୍ସନ୍।
ଆପଣ ମାନେ ସରକାରଙ୍କୁ ସମର୍ଥନ କରୁଥିବାରୁ ଆପଣଙ୍କ ଚରଣରେ ଯଥlମlନ୍ୟ ସମ୍ନାନ।
Justice for JT teachers abolish contract system in odisha
Give respect to teachers
+2 ଯୋଗ୍ୟତା 2800 grade pay ଦଉ ନାହାଁନ୍ତି
ରାଜ ନେତାଙ୍କୁ କାହିଁକି ops, ଅନ୍ୟ ମାନଙ୍କୁ କାହିଁକି ନୁହେଁ?ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କୋଉଠୁ ପଇସା ଆସୁଛି କିନ୍ତୁ ଶିକ୍ଷକମାନଙ୍କୁ ସଠିକ୍ ପାରିଶ୍ରମିକ ନ ଦେଇ ବାରମ୍ବାର ଠକୁ ଛନ୍ତି।
Give justice to teachers.....
Tq kanak news for ur concern🙏
Justice Primary School Teachers
ଗନ୍ତାୟତ maddam ଆପଣ ଶିକ୍ଷିତ ଯୁବକଙ୍କୁ ସରକାର ଶୋଷଣ କରୁଛନ୍ତି l
Manoranjan sir 2024 ku vote re stand hele bhala huanta
N R G S ରେ ଗୋଟେ ଶ୍ରମିକ କାମ କଲେ ସରକାର ତାଙ୍କୁ ମଜୁରି ଦେଉଛନ୍ତି ୨୩୦ ଟଙ୍କା। କିନ୍ତୁ ଗୋଟେ ଶିକ୍ଷକ ସ୍କୁଲ୍ ରେ ତାଲା ମାରି,ରାଜ ରାସ୍ତା ରେ ବସି ସରକାର ଙ୍କୁ ଧମକେଇ ଦିନକୁ କେତେ ମଜୁରି ନେଉଛି ସମସ୍ତେ ଜାଣିଛନ୍ତି। ମୋନାଲିସା ମାଡାମ ଠିକ୍ ଜୁକ୍ତି ବାଢିଛନ୍ତି। ଏଗୁଡା ଙ୍କୁ ରାଜ ରାସ୍ତା ରେ ପୋଲିସ୍ ଲଗେଇ ବାଡେଇବା କଥା। ଲୋକ ଖାଇବାକୁ ପାଉ ନାହାଁନ୍ତି।
Give justice to the Teacher's
ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ବିଷୟରେ ଏବେ ମଧ୍ୟ ମୁଖ୍ୟମନ୍ତ୍ରୀ ଜଣିନଥିବେ? କାରଣ ତାଙ୍କ ନିଜ ସଚିବ ପ୍ରାଥମିକ ଶିକ୍ଷା ଓ ବିଦ୍ୟାଳୟ ଠିକ୍ ଚାଲିଛି ବୋଲି ସୂଚନା ଦେଇ ଥିବେ
ହେ ସରକାର.... ସମସ୍ତଙ୍କୁ ଦେଲ ଆମ ବେଳକୁ କାଇଁ ଭୁଆଁ ବୁଲାଇଲ.... Abolish contractual system for Junior teachers🙏🙏
Dhadhan only dhadhan .nirdhesa dheichhanti aama ODISSA VOTARA .
Excellent questions and expression Manoranjan Babu👍👍
ଶିଶୁମନ୍ଦିର ମାଷ୍ଟରମାନେ ପିଲାଙ୍କ ପାଠପଢ଼ାପାଇଁ ତମଠୁ ବେଶୀ ପରିଶ୍ରମ କରି କଣ ଚଳୁନାହାନ୍ତି🤔 କମ୍ ଦରମାରେ..
Manoranjan babu right 👍
ମୋନାଲିସା ପ୍ରାଇଭେଟ୍ ରେ ପଢ଼ିଛନ୍ତି
ଆପଣ ଯଦି ଶିକ୍ଷାର ବିକାଶ ଚାହୁଛନ୍ତି , ତାହେଲେ ଆପଣ କାହିଁକି କମ୍ ଦରମା ଦେଇ ଶିକ୍ଷକ ନିଯୁକ୍ତି ଦିଆ ଯାଉଛି ।
Samastanku banti kunti dhia jauchhi .madha chiken lagi adhhika tike dhia jauchhi .
ସରକାର ମାନେ । ପଣ୍ଡିଅଁନ ର ବୁଦ୍ଧି ।
Monalisha Gantayat mam mu apananku jane adarsa lawyer boli bhabe but apana bi govt ra durniti ku support karuchhanti. Apana law protector hei e durniti, anyaay ku birodha kariba badalare support karuchhanti. Oh bijedi netri hei jaichhanti na so bjd govt. Ra guna ta gaibena. But apananku eha shova daunahi.
Please🙏🙏🙏Justice for junior teachers 🙏🙏🙏🙏
ଅନ୍ୟାୟକୁ ପ୍ରତିରୋଧ କରିବା ନିଶ୍ଚିତ ଜରୁରୀ!
Monalisa madam tame 2024 Election re CM heba
Why TGT regular and PRT contractual
ସରକାର ଯଦି ଠିକ୍ ଦରମା ଦେଇ ପଇସା ସାରିବେ, ଭୋଟ ପାଇଁ ଲାଞ୍ଚ ଦେବାକୁ ଯେମିତି କାଳିଆ,ନାଲିଆ,ଧଳା ଯୋଜନା ମାନ ପାଇଁ ପଇସା କୋଉଠୁ ଆସିବ?
ଆଉ ଏ ଘୋଡାଗେହି ନେତ୍ରୀ କାନୁନ୍ ଦେଖାଉଛି। ତାକୁ ଜଣା ଅଛି କି ଗୋଟେ ସର୍ବନିମ୍ନ ମଜୁରୀ କାନୁନ୍ ଅଛି ବୋଲି?
Give justice elementary teacher
Monalisa Gantayat question ra right answer deinahanti
Katha bulauchanti
ମନୋରଞ୍ଜନ ଭାଇ,ଦୟାକରି ଶିକ୍ଷକ ନିଯୁକ୍ତି ବିଷୟରେ ଗୋଟିଏ ଭଲ ସମ୍ବାଦ ହୋଇପାରିବ ।
ନବୀନ କିଛି କରି ପାରିବେ ନାହିଁ ଯାହା କରିବ ପାଣ୍ଡିଆ କରିବ
Full fully the teacher's demand
ଓଡିଶାର ସମସ୍ତ ସ୍କୁଲ ବନ୍ଦ ଅଛି l କାଁ ଭାଁ ଗୋଟେ ଗୋଟେ 2 କିମ୍ବା 3 ଲେଖା ସ୍କୁଲ ଖୋଲା ଥାଇ ପାରେ l ଏତେ କଥା ହେଲା ପରେ ବି ମୁଖ୍ୟମନ୍ତ୍ରୀ କିଛି ଜାଣି ପାରୁନାହାଁନ୍ତି l ସେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖୁ ନାହାଁନ୍ତି l ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରନ୍ତୁ l ନ ଚେତ ତାଙ୍କ ବିନା ଓଡିଶା ବିକ୍ରି ହେଇଯିବ l
ପେନସନ ସମସ୍ତ ଙ୍କ ପାଇଁ ବନ୍ଦ୍ ହେଲେ MP ଆଉ MLA ପାଇବେ l
I used to think education is the only way to conquer the world.And being a Teacher is the most respectful profession in the world. But when I became a Teacher then I realized how pathetic to handle the pressure of being fooled. I used to think Teacher profession is only for teaching with a good environment and facilities but here we have to managed the different classes in a single room. Is this a perfect education system what we called??
But still we have to manage because we are middle class people, we always manage, who cares about the development of the children!
We are not protesting because of the less salary but we are protesting because we can't handle the injustice.
#AbolishContractualSystemforJuniorTeacher
#AbolishContractualSystemforJuniorTeacherinOdisha
Thanks kanak news
Mnoranjan sir🙏
ଏଇଟା ଆଜ୍ଞା ଦଣ୍ଡମୁକ୍ତ ଆଇନ
ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ପୁଣି ଠିକା ନିଯୁକ୍ତି ର ବିକଳ ଚିତ୍ର! ସବୁଥିରେ ୧ ନଂ ମାନ୍ୟବର ରାଜ୍ୟ ସରକାର ଦୟାକରି କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ସଦୟ ହୁଅନ୍ତୁ ଓ ସେମାନଙ୍କୁ ଠିକା ବ୍ୟବସ୍ଥା ରୁ ମୁକ୍ତ କରି ସମ୍ମାନ ର ସହ ବଞ୍ଚିବାକୁ ଦିଅନ୍ତୁ।
#AbolishContractualSystem_JUNIOR_TEACHER
ସରକାର ଦାୟୀ ଆଉ କେହି ନୁହନ୍ତି
ଏଇ ରଜନେତ୍ରି କୁହନ୍ତୁ ଜଣେ MLA କଣ କରୁଛନ୍ତି ଯେ ସେ ଲକ୍ଷେ ଟଙ୍କା ଦରମା ସହିତ PENTION ପାଇବେ
U r great sir ur presentation is very good 🎉🎉🎉🎉
Mananiyaaa ବିଜେଡି ନେତ୍ରୀ ଙ୍କ ଅନୁସାରେ ସମ୍ମାନ ହେଉଛି ବଡ଼ ଜିନିଷ ଉପଯୁକ୍ତ ପ୍ରାପ୍ୟ ର କିଛି ମାନେ nai, ତେବେ ନେତା ମନ୍ତ୍ରୀ ମାନଙ୍କର ତ ବହୁତ୍ ସମ୍ମାନ ତେଣୁ ସେମାନଙ୍କୁ ଲୋକମାନଙ୍କ ପାଇଁ ମାଗଣାରେ କାମ କରିବା ଦରକାର ଯୋଉ ଲକ୍ଷ ଲକ୍ଷ ଟଙ୍କାର ସେମାନେ ଦରମା ନଉଛନ୍ତି କଣ ପାଇଁ😅
ସମାନ କାମ କୁ ସମାନ ଦରମା ଦେବା ରେ ଅସୁବିଧା କେଉଁଠି ?
Nabin କଣ ପକେଟ୍ ରୁ ପଇସା ଦେଉଛି?
କାହିଁକି ଶିକ୍ଷକ ରାଜରାସ୍ତାକୁ ଆସିବେ ?
ୟେ ଠିକା ନିଯୁକ୍ତି ର ପ୍ରହସନ କରି ଆପଣ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବା ରେ ଏତେ ତତ୍ପର କାହିଁକି ?
କେବେ ଉଚ୍ଛେଦ ହେବ ୟେ କ୍ରୀତଦାସ ପ୍ରଥା ? କେବେ ସମ୍ମାନ ପାଇବେ ଶିକ୍ଷକ ?
ଡାକ୍ତର/ଶିକ୍ଷକ ନିଯୁକ୍ତିରେ ST/SC କୋଟା ହଟାଯିବା ଦରକାର... ତେବେ ଯାଇଁ ଉତ୍ତମ ଆଦର୍ଶ ତଥା ପ୍ରକୃତ ପାଠୁଆ ନିଯୁକ୍ତି ପାଇବେ..
ଭାରତୀ maadam ଆପଣ prepare ହେଇକି ଯାଆନ୍ତୁ