To Prema Helare Zaroori Teaser || New Odia Romantic Video Song 2021 || Sambhav || Priyambada

Поделиться
HTML-код
  • Опубликовано: 6 авг 2021
  • To Prema Helare Zaroori || ତୋ ପ୍ରେମ ହେଲା ରେ ଜରୁରୀ || Humane Sagar || Arpita Choudhury || Somesh Satpathy || Rakesh Dash || New Odia Romantic Music Video Song 2021 || Devanshi Entertainment
    Song Credits
    ♪ Music Video - To Prema Helare Zaroori
    ♪ Singer - Humane Sagar , Arpita Choudhury
    ♪ Lyrics - Rakesh Dash
    ♪ Music Director - Somesh Satpathy
    ♪ Keyboard Programmer : Piku Rath
    ♪ Rhythm : Abhishek Panigrahi
    ♪ Producer - S Tanmaya Mohanty
    ♪ Recorded Mixed Mastered @ Somesh Studio
    ♪ Video Director : Smruti R
    ♪ Studio version DOP : Milan
    ♪ Editing / Colour : Chikun
    ♪ DOP : Soumya Mohanty
    ♪ Asst. DOP : Kamal
    ♪ Makeup : Manas
    ♪ Production Manager : Hitesh Kumar Prusty
    ♪ Camera Equipment : D Events
    ♪ Asst. Production Manager : Rakesh Sethi
    online streaming links
    ♪ jiosaavn
    www.jiosaavn.com/song/to-prem...
    ♪gaana
    gaana.com/song/to-prema-helar...
    ♪ wynk.in
    wynk.in/music/song/to-prema-h...
    Mukhda:
    (Male):
    ସଜବାଜ ହେଇ ଏମିତି,
    ହସି ଦଉ ଯେବେ ମୁରୁକି,
    ଦରଦି ଏଇ ଛାତି ରେ ହୁଏ ଜଖମ..
    (Female):
    ଚାହାଁନା ରେ ଆଉ ଏମିତି,
    ଲାଜ ମତେ ମାରି ଦଉଛି,
    ପ୍ରେମ ର ଏଇ ବୋଧେ ରେ ନୂଆ ସୋପାନ..
    (Male):
    ପାଣି ବିନା ରହି ପାରେ କି ରେ ମାଛ,
    ଫୁଲ ବିନା ରହି ପାରେ କି ବସନ୍ତ..
    (Female):
    ମୁକ୍ତା ବିନା ଶାମୁକା କି ରହି ପାରେ,
    ତୋ ବିନା ଆଉ କିଛି ଚାହେଁନି ରେ,
    ହେଲି ତୋ ମନ ର ମୟୂରୀ..
    (Male, female):
    ତୋ ପ୍ରେମ ମୋ ପାଇଁ ହେଲା ରେ ଜରୁରି..
    ହୃଦୟ ତୋ ପାଖେ ଦେଲି ମୁଁ ହାଜିରୀ.. (0)
    Antara 01:
    (Male):
    ତୋ ଆଖି ତଳେ ମୁଁ,
    ରହିଛି ରେ,
    କଜଳ ଗାର ଟେ ହେଇ..
    ମୋ ଭାଗ୍ୟ ରେ ତୁ,
    ଚମକୁ ରେ,
    ପାପୁଲି ରେଖା ଟେ ହେଇ..
    (Female):
    ମୁଁ ଯେବେ ଯେବେ ନାଲି ବିନ୍ଦି ନାଏ,
    ଆଇନା ରେ ତୋ ମୁହଁ ଦିଶି ଯାଏ..
    (Male):
    ମୁଁ ତୋ ପ୍ରେମ ରେ ଟିକେ ଝୁମି ଯାଏ,
    ତୋ ପ୍ରେମ ଗୀତ ଗାଇ ବୁଲୁ ଥାଏ,
    ହେଇ ତୋ ସଙ୍ଗୀତ ଵାସୁରୀ..
    (Female, Male):
    ତୋ ପ୍ରେମ ମୋ ପାଇଁ ହେଲା ରେ ଜରୁରି..
    ହୃଦୟ ତୋ ପାଖେ ଦେଲି ମୁଁ ହାଜିରୀ.. (1)
    Antara 02:
    (Female):
    ତୋ ଗାଁ ଦେଇକା,
    ଚାଲି ଗଲେ ମୁଁ,
    ମାଟି ବି ଭିଜି ତ ଯାଏ..
    ତୋ ଘର ବାଟ ରେ,
    ଚାହିଁ ଦେଲେ ମୁଁ,
    ପାଉଁଜି କଥା ମୋ କୁହେ..
    (Male):
    ତୁ ବରଷି ଯା ମେଘ ଟିଏ ହେଇ..
    ଦେ ମତେ ଟିକେ ରଙ୍ଗ ରେ ଭିଜେଇ..
    (Female):
    ମନ ମଉସୁମୀ ଆସିଛି କି ଫେରି,
    ପ୍ରେମ କାଇଁ କରେ ଆଜି ଚୋରି ଚୋରି,
    ହେଇ ତୋ ମନ ର ମୟୂରୀ..
    (Male, female):
    ତୋ ପ୍ରେମ ମୋ ପାଇଁ ହେଲା ରେ ଜରୁରି..
    ହୃଦୟ ତୋ ପାଖେ ଦେଲି ମୁଁ ହାଜିରୀ..
    #ToPremaHelareZaroori #sambhavmanshingh #priyambadaswain #HumaneSagar #ArpitaChoudhury #SomeshSatpathy #OdiaRomanticVideoSong #Humane #RakeshDash #DevanshiEntertainment #OdiaRomanticSongs #OdiaVideoSong2021
    FOLLOW US
    INSTAGRAM - / devanshientertainment1
    FACEBOOK - / devanshientertainment
    * ANTI-PIRACY WARNING *
    This content is Copyright to "SHORTED CUBE SOLUTIONS PRIVATE LIMITED " . Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented.
    @2021. All copyrights reserved with "SHORTED CUBE SOLUTIONS PRIVATE LIMITED ".
  • ВидеоклипыВидеоклипы

Комментарии • 65