Sthiti ଙ୍କ ଗୀତ ଶୁଣି କାନ୍ଦିପକେଇଲେ ନମିତା ମ୍ୟାମ - Emotional ହେଲେ ସମସ୍ତେ - Mun Bi Namita Agrawal Hebi

Поделиться
HTML-код
  • Опубликовано: 27 окт 2024

Комментарии • 2,4 тыс.

  • @nirmalasahoo5769
    @nirmalasahoo5769 6 месяцев назад +6

    Sthiti...😘 Namita mam nka voice pari hrudayaku chhuinla ❤ mind blowing ...super duper voice & song ,💋💋

  • @nilujena9876
    @nilujena9876 2 года назад +32

    ବହୁତ ସୁନ୍ଦର ଗୀତ ଗାଉଛ ' ସ୍ଥିତି ' ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ ଆଗକୁ ଆଗକୁ ଯାଅ.

  • @narayanmohanty2569
    @narayanmohanty2569 2 года назад +50

    ଭାବ ଓ ଭକ୍ତିର ସମାହାର ଏହୀ ଜଣାଣ ଟି ସ୍ଥିତି କଣ୍ଠରେ ବାରମ୍ବାର ଶୁଣି ମାଆଙ୍କ ପ୍ରତି ସମ୍ପୂର୍ଣ ସମ୍ପର୍ପିତ ହେଇଯାଏ. 🙏🙏

  • @rojalinrosy6180
    @rojalinrosy6180 Год назад +5

    ବହୁତ ଭଲ ଗୀତ ଗାଉଚ୍ଚ ତମେ ଆଗକୁ ଯାଇ god bless you sweet voice

  • @mamalihansdah947
    @mamalihansdah947 Год назад +7

    ଏ ଗୀତ ଟି ସ୍ଥିତି ବହୁତ ସୁନ୍ଦର ଗାଇଲେ
    ବହୁତ ବହୁତ ସୁନ୍ଦର ଲାଗିଲା God bless you

  • @nalukumar960
    @nalukumar960 3 года назад +13

    ସିର୍ଦ୍ଧାର୍ଥ ଟିଭି ଆଉ ନମିତା mam ଙ୍କୁ ବହୁତ ବହୁତ ଧନ୍ୟବାଦ ଏମିତି ଓଡ଼ିଶାର ପ୍ରତିଭା ମାନଙ୍କୁ really ti so ରେ ସୁଯୋଗ ଦେଇଥିବାରୁ ଆମେ ମାନେ ଏମିତି ସ୍ୱର ଶୁଣିପାରୁଛୁ

  • @chittaranjanpujhari6950
    @chittaranjanpujhari6950 3 года назад +110

    ସ୍ୱୟଂ ନମିତା madam ଗାଇଲା ପରି ଲାଗୁଚି l
    God blessed you ସ୍ଥିତି
    🙏 ଜୟ ଜଗନ୍ନାଥ 🙏

    • @coolmuna143
      @coolmuna143 3 года назад +4

      Naa, ନମିତା ମା ଙ୍କ ସ୍ୱର ଗୋଟେ ନିଆରା ଭଏସ୍ ,ସେ ସ୍ୱର ମିଳିବ ନାହିଁ

    • @dillipkumarpanda473
      @dillipkumarpanda473 3 года назад

      @@coolmuna143 1

    • @dharanidharani6076
      @dharanidharani6076 3 года назад

      @@coolmuna143 , ,

  • @rssujitarts8121
    @rssujitarts8121 3 года назад +94

    ଭାବ ଭକ୍ତିର ସଙ୍ଗୀତ ଖୁବ୍ ମଧୁର ସ୍ୱର ❤️❤️ god bless u ଭଉଣୀ

  • @manashmohanty1295
    @manashmohanty1295 2 года назад +9

    ବହୁତ ସୁନ୍ଦର କଣ୍ଠ ରେ ଗୀତ ଗାଉଛ ଭଗବାନ ତୁମର ମଙ୍ଗଳ କରନ୍ତୁ ଆହୁରି ଆଗକୁ ଯାଅ god bless you

  • @JagamohanJena-l3p
    @JagamohanJena-l3p Год назад +13

    ମା ସତ୍ୟ ଯେତେବେଳେ କିଛି ଦେଖାଯାଏନି ସେତେବେଳେ ମା କେବଳ ଭରସା.... ମା କେବେ ଭାଇ କୁ ଭଲ କରିବେ.... କୋଟି କୋଟି ପ୍ରଣାମ ଆପଣ ଶୀଘ୍ର ମୋ ଭାଇ କୁ ଭଲ କରିଦିଅନ୍ତୁ ..... 🚩🕉️🙏

  • @kanhucharan5487
    @kanhucharan5487 3 года назад +13

    ଭାବ ଭକ୍ତିର ଗୀତ କୁ ଭଉଣୀ ବହୁତ ବଢିଆ ଭାବେ ଉପସ୍ଥାପନା କରିଛ, ଭଗବାନ ତୁମକୁ ଆହୁରି ଆଗକୁ ନିଅନ୍ତୁ
    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏

  • @susantkumarsamal7885
    @susantkumarsamal7885 3 года назад +19

    ବହୁତ ସୁନ୍ଦର ପରିବେଷଣ l
    ଅତି ମଧୁର କଣ୍ଠ ସ୍ୱର l
    ଗୀତ ଟି ଶୁଣି ବହୁତ ଖୁସି ଲାଗିଲା l
    ମା ତୁମକୁ ବହୁତ ଭଲ କଣ୍ଠ ଦେଇଛନ୍ତି l
    ବହୁତ ଆଗକୁ ଯାଅ l ଓଡିଶା ପାଇଁ ଗର୍ବ ଓ ଗୌରବ ଆଣ l
    🙏🙏 ଜୟ ମା ଶାରଳା 🙏🙏

  • @narayanmohanty2569
    @narayanmohanty2569 2 года назад +50

    ସ୍ଥିତି କଣ୍ଠରେ ଏହୀ ଆବେଗ ପୂର୍ଣ୍ଣ ଭକ୍ତି ଭରା ସଂଗୀତଟି ବାରମ୍ବାର ଶୁଣିବାକୁ ଇଛା ହୁଏ. ଏହା ଏକ ଅନନ୍ୟ ପରିବେଷଣ. ଆନ୍ତରିକ ଶୁଭକାମନା

  • @pranabandhurout2818
    @pranabandhurout2818 2 года назад +81

    ଏ ଗୀତ ଟି ସ୍ଥିତି କଣ୍ଠରୁ ଶୁଣି ବହୁତ ଭଲ ଲାଗିଲା। ଲାଗିଲା ଯେମିତି ନମିତା ମାମ୍ ନିଜ କଣ୍ଠରେ ଗାଉଛନ୍ତି। ହୃଦୟକୁ ବହୁତ ଶାନ୍ତି ଲାଗିଲା। ଭଗବାନ ତୁମକୁ ଦୀର୍ଘାୟୁ କରନ୍ତୁ, ତୁମ କଣ୍ଠରୁ ଆହୁରି ଅନେକ ସୁନ୍ଦର ଗୀତ ଆଗକୁ ଶୁଣିବାକୁ ମିଳୁ।

  • @BiswanathPadhi-g7u
    @BiswanathPadhi-g7u Месяц назад +1

    Beautiful singing Sthiti. Thank you so much.

  • @madhusudankathar1545
    @madhusudankathar1545 3 года назад +106

    ମା ମା ମା ମା�ସତରେ 🙏
    ସତରେ ଖୁବୁ ସୁନ୍ଦର ଲାଗୁଚି ସଂଗୀତ ଟି ସ୍ୱର ବହୁତୁ ସୁନ୍ଦର ଅଛି ମୋର ପ୍ରଭୁ ଙ୍କ ପାଖରେ ପ୍ରାଥନା ଏମିତି ସୁନ୍ଦର ସୁନ୍ଦର ସଂଗୀତ ଗାଈ ଗାଈ ଆଗକୁ ଜାରି ରହୁ ମୁ ବହୁତ ଖୁସି ଜୟ ଜଗନ୍ନାଥ🙏🙏

  • @rabindranathdas9559
    @rabindranathdas9559 2 года назад +9

    ଚମତ୍କାର ଗାୟନ ।ଝିଅ ତମ ଉପରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବୃଷ୍ଟିହେଉ ।ତମେ ଆହୁରି ଉଚ୍ଚକୁ ଉଠିଚାଲ । ଅଶେଷ ଧନ୍ୟବାଦ ଝିଅ ।ଏମିତି ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିଥିବାରୁ ସିଦ୍ଧାର୍ଥ ଟିଭିକୁ ଅଶେଷ ଧନ୍ୟବାଦ ।

  • @narendrajena1365
    @narendrajena1365 3 года назад +88

    ଭାଵବିହ୍ବଳ ଭକ୍ତିସଂଗୀତର ମଧୁର ମୂର୍ଚ୍ଛନା ।
    ମାଆଙ୍କର ଆଶିଶ ଲାଭ କରି ଆହୁରି ସଫଳତା ଲାଭ କର । ଜୟ ମା ।

  • @dwarikanathsutar9583
    @dwarikanathsutar9583 7 месяцев назад +2

    Maa is almighty this type of song has immotional speed has sweet ness n mind blowing thanks for your efficiency

  • @anguliapradeep4579
    @anguliapradeep4579 2 года назад +10

    ଜୀବନ ଧନ୍ୟ ହେଇଗଲା,,,,,
    ଅତି ଚମତ୍କାର ଗାଇଲେ,,,,, ଜୟ ମା ତାରିଣୀ🙏🚩🚩ଜୟମା ହିଙ୍ଗୁଳା🙏🚩🚩

  • @muodia7637
    @muodia7637 3 года назад +95

    ବହୁତ୍ ସୁନ୍ଦର କଣ୍ଠ ବହୁତ୍ ସୁନ୍ଦର ଗୀତ ମା ସରସ୍ୱତୀ ତୁମ କଣ୍ଠ ରେ ବିଜେ କରିଛନ୍ତି ବହୁତ୍ ଆଗକୁ ଜା ଜଗନ୍ନାଥ ତୁମ ମଙ୍ଗଳ କରନ୍ତୁ ବହୁତ୍ ସୁନ୍ଦର ଲାଗିଲା 👍🏻

    • @gobardhankumar6494
      @gobardhankumar6494 2 года назад

      lamentablemente č BCN mal. Pm

    • @soumyaranjanpattanaik7879
      @soumyaranjanpattanaik7879 2 года назад

      Bahuta bhla lagila.

    • @ayushmanjamadar6720
      @ayushmanjamadar6720 Год назад +1

      ବହୁତ ସୁନ୍ଦର ଖାଉଛନ୍ତି ଭଗବାନ ତୁମକୁ ମଂଗଳ କରନ୍ତୁ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ ସବୁ ଆହୁରି ଅନେକ ଭଲ ଗାଇଵ ଏହା ମୋର ଆଶା

  • @subratnayakyoutubechannel2225
    @subratnayakyoutubechannel2225 3 года назад +16

    ବହୁତ ଆଗକୁ ଚାଲ ଭଉଣୀ...ଜୟ ଜଗନ୍ନାଥ

  • @arabindadhal9529
    @arabindadhal9529 3 года назад +184

    ସ୍ଥିତି ଗାଉଛି ଚମତ୍କାର,,, ସେ ହେଉ ବିଜୟିନୀ,, ତାର ସୁନ୍ଦର ଭବିଷ୍ୟତ କାମନା କରୁଛି

  • @technicalguruno1854
    @technicalguruno1854 2 года назад +1

    Khub sundar voice maa tama ku bharasha huantu tama chalapatha kusumita hau........

  • @GudduBag-l8i
    @GudduBag-l8i 11 месяцев назад +2

    Mate ete Santi laguchhi ehi Gita sunile je mu barambar sunuchhi ehi gitatiku God bless you shtiti sister

  • @rameshchandrajena9319
    @rameshchandrajena9319 3 года назад +38

    Best performance in the show till day, equivalent to Namita Ma'am .God bless you

  • @panchanansahoo9941
    @panchanansahoo9941 3 года назад +65

    ତୁମେ ପ୍ରତିଯୋଗୀତା ଜିତିକି ନାହିଁ ଜାଣିନି ହେଲେ ମନ ହୃଦୟ ଜିତି ଗଲୁ।vote for sthiti

  • @DilipKumar-ew6sh
    @DilipKumar-ew6sh 2 года назад +8

    Namita Agrawal best Odisha Odisha live superstar madam aap udisa ki best singer 🙏🙏🙏🙏🙏

  • @bibhutisaha4648
    @bibhutisaha4648 Год назад +1

    Bahut bahut dhanyawad ..bujhi nema judges maankathhu

  • @divyadarshan666
    @divyadarshan666 7 месяцев назад +1

    No word to compliment. Really unique ❤❤

  • @rajendrapadhy9023
    @rajendrapadhy9023 3 года назад +20

    ଅତି ସୁନ୍ଦର , ମଧୁର ଓ ସ୍ପଷ୍ଟ ଭକ୍ତିଭାବପୂର୍ଣ୍ଣ ଗୀତ l ଧନ୍ୟବାଦ ଓ ଶୁଭେଚ୍ଛା l

  • @kumarpapun2588
    @kumarpapun2588 3 года назад +10

    ଏ ଗୀତ ସଙ୍ଗୀତ ଆଉ କଣ୍ଠ ମନ ମୁଗ୍ଧ କର ରଚନା କଣ୍ ଗାଇଲ ତୁମେ ବହୁତ୍ ବଢିଆ 👍❤️ ବହୁତ୍ ଆଗକୁ ଯିବ ମାମା ଜୟ ଜଗନ୍ନାଥ 🙏

  • @binayakumarsahu6360
    @binayakumarsahu6360 3 года назад +13

    ଅତି ସୁନ୍ଦର ଭାବରେ ଗାଇଛନ୍ତି

  • @lalatendudash2018
    @lalatendudash2018 Год назад +1

    Ma sthiti absolutely ur tone for this song is very very very peaceful meaning full in your tone for human beings , excellent owaho super excellent, lopita and sthiti is my ma for both tone

  • @saimilanparadise8337
    @saimilanparadise8337 2 года назад +1

    Excellent stiti..👏👏

  • @narayanpolai2209
    @narayanpolai2209 2 года назад +5

    Very beautiful musical voice with powerful performance. You have win the hearts of all judges..... Step 2 success by blessing of the lord jagannath.

  • @willsvillage7740
    @willsvillage7740 3 года назад +26

    I am speechless after listening you. I am crying after listening this song. God bless you sister. You are real namita agrawal..

  • @kedarnathbiswal925
    @kedarnathbiswal925 3 года назад +79

    ଶ୍ରୀମତୀ ଅଗ୍ରୱାଲା, ଆପଣଙ୍କୁ ହୃଦୟରୁ ଅଭିନନ୍ଦନ, ଈଶ୍ୱରଙ୍କ ପ୍ରତି ସମର୍ପିତ ଆପଣଙ୍କ ଆଖିର ଲୁହ ଓଡିଶା ପାଇଁ ଆପଣଙ୍କ ଦାୟାଦ ସୃଷ୍ଟି କରିବାକୁ ଯାଉଛି, ଶୁଭମସ୍ତୁ ।

  • @suryakantinayak5369
    @suryakantinayak5369 4 месяца назад

    ଏତେ ସୁନ୍ଦର ଗୀତ ଆଉ ଗାୟିକା ସ୍ଥିତି ଙ୍କ କଣ୍ଠ ବି, ସତରେ ଏତେ ହୃଦୟ ସ୍ପର୍ଶି ❤କହିହେବନି

  • @Amarkumar-qw1mr
    @Amarkumar-qw1mr 2 года назад +1

    Jete kahile kam outstanding mind-blowing sis

  • @samir4500
    @samir4500 3 года назад +60

    No words for Sidharth TV for this beautiful attempt to proof his quality by this program 😍😭🙏the best reality show of the year.

  • @ranjansahoo6087
    @ranjansahoo6087 3 года назад +115

    Heart touching performance sis ...god bless you 🥰🥰🥰

    • @jajatipatra5745
      @jajatipatra5745 3 года назад +3

      Really heart touching performance.May God bless you and your performance will be grow highly. 🎉🎉🎉

    • @papunmahanta2730
      @papunmahanta2730 3 года назад +3

      Heart touching performance sis.... Good bless you🥰🥰 🥰🥰🥰🥰

    • @puspitasahu3333
      @puspitasahu3333 3 года назад

      @@jajatipatra5745 ଼଼଼ଧ଼ଧ

    • @puspitasahu3333
      @puspitasahu3333 3 года назад

      @@jajatipatra5745 ଼଼଼ଧ଼ଧ

    • @puspitasahu3333
      @puspitasahu3333 3 года назад

      @@jajatipatra5745 ଼଼଼ଧ଼ଧ

  • @mohanmallik
    @mohanmallik 2 года назад +14

    ବହୁତ ସୁନ୍ଦର ଭାବେ ଗିତଟୀକୁ ଗାଇଛନ୍ତି ଜୟ ଜଗନ୍ନାଥ😄🙏🇮🇳🚩

  • @abindrabihari4538
    @abindrabihari4538 2 года назад +1

    Jai jagannath bahut bhala gaila pura namita agrwal jetiba bada katha nuha hrudaya jetiba badakatha tame jetichha

  • @baikunthaparida4016
    @baikunthaparida4016 2 года назад +1

    Thanku second Namita agrawal

  • @rpsproduction7457
    @rpsproduction7457 3 года назад +263

    ମନ ଶାନ୍ତି ଲାଗିଲା ଏଇ ଗୀତ ଶୁଣି❤️
    ପୁରା ନମିତା Madam ଗାଇଲା ଭଳିଆ ଲାଗିଲା
    ମୁଁ ଭାବୁଛି ଏଇ ସିଜନ୍ ର ବିଜେତା ନିଶ୍ଚୟ ସ୍ଥିତି ହେବ....
    ଜୟ ଜଗନ୍ନାଥ 🙏🙏🙏🙏🙏
    We love you Namita mam🙏❤️

  • @arunakumarpanigrahi4459
    @arunakumarpanigrahi4459 3 года назад +3

    ବାସ୍ତବିକ୍ ସଙ୍ଗୀତ ହେଉଛି ହୃଦୟ ଓ ଭାବ ବିସ୍ତାରର ମାଧ୍ୟମ । ସୁଖ ଆଉ ଦୁଃଖ ବ୍ୟକ୍ତ କରିବାର ମାଧ୍ୟମ । 🙏🙏

  • @sushilfunnyvlogscreativity2697
    @sushilfunnyvlogscreativity2697 3 года назад +19

    Heart touching Voice.....! Outstanding....God bless you!!!

  • @hemalatapatra8843
    @hemalatapatra8843 2 года назад +1

    Beautiful singing sisti good bless u

  • @GoutamMajhi-o3v
    @GoutamMajhi-o3v 6 месяцев назад +1

    Bhut Sundar singer ❤️❤️❤️👍👍👍👍👍

  • @diptiranjanbehera3511
    @diptiranjanbehera3511 2 года назад +45

    ଏ ଗୀତ ଯିଏ ଶୁଣିବ ସିଏ କାନ୍ଦିବ ମା ର ଅନୁଭୁତି ଗୀତ 🙏🙏❤️❤️❤️❤️❤️❤️❤️🙏🙏🙏

  • @puspaartsong1254
    @puspaartsong1254 2 года назад +4

    ଏତେ ସୁନ୍ଦର ଗୀତ ମୁଁ ଆଗରୁ କେବେ ଶୁଣି ନାହିଁ

  • @lingarajpradhan8473
    @lingarajpradhan8473 3 года назад +35

    What a beautiful voice dear sister 🙏🙏really excellent
    May goddess maa mangala blessings on you dear sister 🙏

  • @lakshmeedharmahapatra1306
    @lakshmeedharmahapatra1306 2 года назад +1

    Namita madamnka ttharu bahut sundar gaila God bless u Stithi

  • @jagyasenipradhan2950
    @jagyasenipradhan2950 2 года назад +1

    ati sundar bhajan, emiti song akgiru luha jhareidauchi

  • @subashchandramahalik5118
    @subashchandramahalik5118 3 года назад +4

    ହୃଦୟରୁ ପ୍ରଣାମ ।କିଛି ବି କହି ହଉନି।ବହୁତ ଉର୍ଦ୍ଧ୍ବରେ ତୁମ performance

  • @SatyasuvamMusical
    @SatyasuvamMusical 3 года назад +61

    Ete clean and clear singing like listening record,and thanks to sarada sir and srikant sir,and I literally emotional heigali namita mam nka katha suni
    Jay maa mangala maa🙏

  • @babulanayak8777
    @babulanayak8777 3 года назад +10

    ଅତି ସୁନ୍ଦର ଗୀତ ଭଉଣୀ ମୋ ଆଖିରୁ ବି ଲୁହ ଆସିଗଲା ଭଗବାନ ଆପଣଙ୍କୁ ମଙ୍ଗଳ କରନ୍ତୁ

  • @jyotidash6489
    @jyotidash6489 5 месяцев назад +1

    Bahut bahut sweet voice God fullfilld your all happiness
    But odisha re tuma voice ku kehibi vallu debeni

  • @sushantabilas3033
    @sushantabilas3033 3 года назад +3

    Beautiful song. beautiful singer..bahut bhal pragam. Jay jagannath 🙏🙏

  • @sudhirsa6436
    @sudhirsa6436 3 года назад +5

    ବହୁତ୍ ସୁନ୍ଦର ସ୍ୱର maind blowing👍👍

  • @laxmikantinayak3221
    @laxmikantinayak3221 2 года назад +5

    Thanks Stiti Bhaut Sundar performance..... 👍 My Best Song of Namita mam 🙏

  • @itish...7582
    @itish...7582 Год назад +2

    Bhagaban tumara mangala karantu bhauni....bahut bahut dhanyawad tumaku

  • @GobindaMahanta-vv1cb
    @GobindaMahanta-vv1cb Год назад +2

    ଅତିସୁନ୍ଦର

  • @khgeswarbhuyan9924
    @khgeswarbhuyan9924 2 года назад +3

    ସ୍ଥିତି ଆପଣଙ୍କ ଭାବବିହ୍ବଳିତ ସୁମଧୁର କଣ୍ଠରେ ଯେଉଁ ଜଣାଣ ବୋଲି ଗଲ ତାହା ମୋତେ ମନମୁଗ୍ଧ କରିଛି 👍❤️👍👍👍

  • @laxmipriyaparida8804
    @laxmipriyaparida8804 3 года назад +12

    ବାଃ କ'ଣ voice ହେଇଛି,GOD bless you sister 👌👌👌

  • @akshay_73
    @akshay_73 3 года назад +27

    Great performance...God bless you..go ahead 🙏

  • @YOGAMAYAA-py4hx
    @YOGAMAYAA-py4hx 6 месяцев назад +1

    ଅତି ସୁନ୍ଦର ଭାବରେ ଉପସ୍ଥାପନା l

  • @bhagyashreebhagyashree4701
    @bhagyashreebhagyashree4701 2 года назад +1

    Namita mam nka saha tone misi jauchi ..super...

  • @debarajmohanty5399
    @debarajmohanty5399 3 года назад +56

    Her voice supersedes the original one. Her performance is really superb and fabulous. She deserves all the accolades from us to go ahead👌💐

  • @artistfakirmohan9670
    @artistfakirmohan9670 3 года назад +6

    Woww...kn gaila mo bhauni..... Best singing

  • @prakashsethi8383
    @prakashsethi8383 3 года назад +4

    My favourite song 🙏🙏🙏🙏
    ଅତି ସୁନ୍ଦର କଣ୍ଠ 👌👌👌👌 ଭଗବାନ ଆପଣଙ୍କ ଆର୍ଶୀବାଦ କରନ୍ତୁ

  • @lalatendudash2018
    @lalatendudash2018 Год назад +1

    Absolutely right ma Santi ma your decision for sthiti

  • @tusharparamguru7738
    @tusharparamguru7738 Год назад +1

    Jay Jagannath Prabhu. Bahut Sundar Swara. I Like Ur Tone.

  • @susantkumar7590
    @susantkumar7590 2 года назад +3

    Narita mam pranam,really outstanding performance, such a sweet voice & super balancing over the hole song.all the judges are like God. Pranam......

  • @dr.chinmaykumarguru5484
    @dr.chinmaykumarguru5484 3 года назад +9

    Wonderful voice, playback quality.... Lot of blessings ...

  • @jayjagannath1026
    @jayjagannath1026 2 года назад +5

    Really heart touching song 🎵🎵sweet voice👌👌 God bless you🙏 Jay jagannath🙏

  • @cellularindiamobile6777
    @cellularindiamobile6777 2 года назад +1

    ମୋତେ ହୃଦୟ କୁ ଛୁଇଁ ଗଲା

  • @lalatendudash2018
    @lalatendudash2018 Год назад +1

    Ma sthiti absolutely perfect
    Excellent owaho how excellent

  • @abinashsamal9585
    @abinashsamal9585 3 года назад +6

    ଗୀତ ତ ବହୁତ ସୁନ୍ଦର ଥିଲା ଚମତ୍କାର ସ୍ୱର ଥିଲା।
    କିନ୍ତୁ ଆଉ ଗୋଟେ କଥା ଜାଣି ହେଲା ନମିତା ଅଗ୍ରୱାଲ ଙ୍କର ବି ଦୁଃଖ ଅଛି, ଯାହାଙ୍କୁ ଭଗବାନ ସବୁ କିଛି ଦେଇଛନ୍ତି।ଯାହାହେଉ ବହୁତ ସୁନ୍ଦର କାର୍ଯ୍ୟକ୍ରମ

    • @pravatinayak4605
      @pravatinayak4605 3 года назад

      Pratyok loka ra kouthi na kouthi dukha nischay thae.ameta nimisa matra sabu sae maa ra echha

  • @simanchalnayak991
    @simanchalnayak991 3 года назад +43

    Really she has so sweet voice. She really teared me by sang this song by her devotional voice. I wish that she achieve her goal. All the best Sthiti ji.

  • @sureshchandrajena9134
    @sureshchandrajena9134 3 года назад +10

    Sthiti, All the best for your amazing performance. Beautiful note with high devotional song you performed.God bless you. Continue to reach at the goal. Onday you will test the fruit of success. Perfect. note.

  • @SubhamGouda-i6b
    @SubhamGouda-i6b Год назад +1

    ବହୁତ ବଢିଆ ପରିବେଷଣ 🎉🎉🎉🙏🙏🙏🙏🙏

  • @gyanaranjanpradhan8720
    @gyanaranjanpradhan8720 2 года назад +1

    Satare heart touching ..... No words

  • @ssb6562
    @ssb6562 2 года назад +3

    ଯେତେ ଶୁଣିଲେ ବି ସେତେ ଇଛା ହେଉଛି ଶୁଣି ବା ପାଇଁ ମା ଲୋ ସମସ୍ତ ଦୁଃଖ ଦୂର କରେ❤️🙏

  • @sunilkumarnaikofficial1425
    @sunilkumarnaikofficial1425 3 года назад +12

    ନମିତା mam ଙ୍କ ଠାରୁ ଭଲ ଗୀତ ପରିବେଷଣ କରିଛନ୍ତି 🙏🏽🙏🏽🙏🏽 ଜୟ ମା ଦୁର୍ଗା

  • @subhalaxmilenka4702
    @subhalaxmilenka4702 2 года назад +7

    ମା ' ଙ୍କର ବହୁତ ସୁନ୍ଦର ଭଜନ 🙏🏻🙏🏻😭😭

  • @ଆଦିତ୍ୟକୁମାରପଧାନ

    ଭକ୍ତ ପ୍ରିୟ ଭଗବାନ,ଜୟ ଜଗନ୍ନାଥ ସ୍ବାମୀ

  • @rishiraaj
    @rishiraaj 6 месяцев назад +1

    So beautiful song 🎉 mind blowing your voice 🎉🎉🎉🎉

  • @musicalworldofdebasmita4666
    @musicalworldofdebasmita4666 3 года назад +16

    Keep Growing and love your voice , dear shtiti ❤️❤️😘

  • @saikalyan9651
    @saikalyan9651 3 года назад +6

    ଆମ ବଡ଼ମ୍ବା ଗଡ଼ ର ଗର୍ବ ଗୌରବ

  • @sumitrasoren7120
    @sumitrasoren7120 2 года назад +8

    God bless you sister,, ur voice is so sweet and mind blowing tone

  • @deepaksahoo1440
    @deepaksahoo1440 Год назад +1

    Mam aap bhi bahut achha gate hai
    Sab ko bhi emotional kar dega aap ka voice song

  • @soniabpriya239
    @soniabpriya239 2 года назад +1

    Wonderful....God bless you.......

  • @dillipkumarjena2014
    @dillipkumarjena2014 3 года назад +40

    Dear Sister, you have already got "Best" from all Honorable Judges.
    All that I can Say, You deserve the Award for this Song 🙏🙏🙏

  • @deeptimayeenaik5787
    @deeptimayeenaik5787 3 года назад +15

    God bless you sister,, ur voice is so sweet..

  • @KichhiKathaWithSnigdha
    @KichhiKathaWithSnigdha 3 года назад +17

    Bahut sundar voice..👍🏻👍🏻👍🏻

    • @gobardhanmagic
      @gobardhanmagic 3 года назад

      ruclips.net/video/__jZJkmXby/видео.html

  • @surendranathnayak9319
    @surendranathnayak9319 2 месяца назад

    ଏ ଗୀତ ଟି ଶୁଣି ବାକୁ ବହୁତ ସୁନ୍ଦର ବହୁତ ସୁନ୍ଦର ମୁଁ ୨ଵରଷ ତଳୁ ଶୁଣି ବହୁତ ଖୁସୀ ହୋଇଥିଲି ବହୁତ ସୁନ୍ଦର ରଚନା ହୋଇଥିଲା ଗୀତ ଟି ଶୁଣି ବାକୁ ବହୁତ ଭଲଲାଗୁଛି ❤❤❤❤❤ ନମସ୍କାର ଆପଣଙ୍କୁ ❤❤

  • @narayanmohanty2569
    @narayanmohanty2569 2 года назад +1

    Extremely heart touching expression. Stay blesses Sthiti Subhakankhi👍👍

  • @Jharanacreativewriting
    @Jharanacreativewriting 3 года назад +9

    Sweet voice... God bless you dear❤🙏