Namita mam nku gote anurodha ae samasta nku neiki gote studio recording karantu ate hurdaya sparshi heichi je barmbar-barmbar suniba pain icha heuchi.....plz mam studio recording karantu bcz they are all jewels of our odia industry....!
Very heart touching singing and excellent musician especially flute. I salute the all artists incld singers. Very very thanks to Odia କୋକିଳା, ଓଡିଆ ଲତା ମଙ୍ଗେସକର ଶ୍ରୀମତୀ ନମିତା ଅଗ୍ରୱାଲ
Thanks Sidharth TV for finding our best new talented singers. It's a best platform to show their hidden talents. Once again thank you all singers and good luck for their bright future😊
Such a sacred prayer to our beloved song with such wise judges around is a real privilege 🙏 My only request is that we are unable to understand the meaning of such a great prayer, Appif such stage could elaborate a bit of such prayer 😊 JAI JAGANATH
Great Job, Sidhartha TV. Your team are transferring the music to the next generation. Special thanks to the selectors who recognising the talents from all corner of our Odisha.
Kana kahibi,A maane samaste mora NATUNNEE Vallee Atwmaa Aajee mora Santi hoeegala ,amaankar Gita,aau gayana saillee sunee Pravu emanakar mangalla karantu. A maanaker prativa ku mu koti koti prannam karuchi
ଏତେ ସୁନ୍ଦର ହେଇଚି ଯେତେ ଶୁଣିଲେ ବି ମନ ଭାରୁନାହିଁ 🙏🙏🙏🙏🙏🙏
ପ୍ରତିଭା ଙ୍କ ଗାଇକି ହୃଦୟ କୁ ଛୁଇଁଗଲା
ଜଗା ଯେମିତି ସୁନ୍ଦର ତା ଭଜନ, ଶ୍ଳୋକ, ଜଣାଣ ସେମିତି ସୁନ୍ଦର 🙏🙏🙏 ଜୟ ଜଗନ୍ନାଥ 🙏🙏🙏
Right
ବହୁତ୍ ଆନନ୍ଦ ଲାଗୁଛି ଯେତେ ଶୁଣିଲେ ମନ ବୁଝୁନାହିଁ ବାରମ୍ବାର ଶୁଣିବାକୁ ଇଛା ହେଉଛି ......... ଜୟ ଜଗନ୍ନାଥ 🙏🙏🙏🙏⭕‼️⭕
ଲାଗୁଛି ମହାପ୍ରଭୁଙ୍କ ଏଇ ସୁନ୍ଦର ଅଷ୍ଟକମ ଶୁଣିଲା ପରେ ଜୀବନର ମୋକ୍ଷ ପ୍ରାପ୍ତି ହେଇଗଲା 🙏🙏ଜୟ ଜଗନ୍ନାଥ 🙏🙏
First girl’s voice is very heart touching , wow mind blowing
🎉
ଆରମ୍ଭ କରିଥିବା ଭଉଣୀଙ୍କ କଣ୍ଠ ଉଚ୍ଚ କୋଟୀର ଥିଲା । ଧନ୍ୟବାଦ ସାର୍ଥକ ଚେନେଲ୍ ।
ଏ ଗୀତ ଶୁଣିଲେ ସବୁ ଦୁଃଖ କଷ୍ଟ କିଛି ସମୟ ପାଇଁ ଦୁରେଇ ଯାଉଛି ଦେହ ରୁମ ଟାଙ୍କୁରୀ ଯାଉଛି ଯିଏ ଏଇ lyrics ଲେଖିଛନ୍ତି ଅଶେଷ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ ♥️♥️♥️♥️🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏 ଆମ ପ୍ରଭୁଙ୍କ ଅଷ୍ଟକମ୍ ଶୁଣି ପରେ ଆଖିରୁ ଲୁହ ଆସିଗଲା ଏତେ ଭାବ ଭକ୍ତି ଓଃ ଆଉ indian idol ଯିବାକୁ ପଡ଼ିବନି ଆମ ଜଗନ୍ନାଥ ଙ୍କ ଭଜନ ସବୁବେଳେ ଗାଉ ଥାଉ 🙏🙏🙏
Jay shree jagannath
Namita mam nku gote anurodha ae samasta nku neiki gote studio recording karantu ate hurdaya sparshi heichi je barmbar-barmbar suniba pain icha heuchi.....plz mam studio recording karantu bcz they are all jewels of our odia industry....!
ଆଖିରୁ ଲୁହ ଝରାଇ ଆଣିଲା ❤❤❤❤❤
ଲୁହ କୁ ରୋକି ହେଲାନି।
ଜୟ ଜଗନ୍ନାଥ ❤❤❤❤
ଝିଅମାନଙ୍କ ସ୍ବର ସବୁ ମାର୍ଜିତ ହେଇଗଲାଣି ।ସମସ୍ତେ ବହୁତ୍ ଭଲ ଗାଇଛନ୍ତି ।ଜଗନ୍ନାଥଙ୍କ ଉପରେ ଏ ଗୀତଟି ବହୁତ୍ ଭଲ ହେଇଛି ।ଯିଏ ଶୁଣିବ ପୁରା ଭକ୍ତି ମାର୍ଗରେ ଅନୁପ୍ରାଣିତ ହେବ । ଜୟ ଶ୍ରୀ ଜଗନ୍ନାଥ ।
Deha sitei uthuchi ... Waaaaaaa 😊❤😊
ଏହି ଗୀତ ଟି ମୁଁ ... ଯେତେବେଳେ ପ୍ରଥମ ରୁ ଶୁଣିଲି ମୋତେ ଆଉଥରେ ଶୁଣିବା ଇଚ୍ଛା ହେଲା ଯେତେ ଶୁଣିଲେ ବି ପୁଣି ଥରେ ଶୁଣି ବାକୁ ଇଚ୍ଛା ହୁଏ । ସତରେ ଏ ଭଉଣୀମାନେ ସମସ୍ତେ ଗୋଟିଏ ଗୋଟିଏ God gift ନ ହେଲେ ଏତେ ସୁନ୍ଦର କେମିତି ଗାଇ ପାରିବେ 👍
ହୃଦୟସ୍ପର୍ଶୀ ସ୍ତୋତ୍ର. ଜୟ ଜଗନ୍ନାଥ ସ୍ୱାମୀ 🙏
ଜୟ ଜଗନ୍ନାଥ ହୃଦୟ ସ୍ପର୍ଶ କରୁଥିବା ଅଷ୍ଟ କମ ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ଭାବର ଗୀତ ପ୍ରେମ ଆନନ୍ଦ ସଙ୍ଗୀତ
ଓମ୍ ନମଃ ଶ୍ରୀ ବିଷ୍ଣୁ ନାରାୟଣ ନମଃ
ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
🙏🕉️🙏🕉️🙏🕉️🙏🕉️🙏🕉️🪔🌿🌿🍁🍁🌹🌸🏵️🌻💮🌺🌷🌷🍂💐⭕‼️⭕
ବହୁତ୍ ସୁନ୍ଦର୍ ଗୀତ ,ଏଇ ଗୀତ ଶୁଣି ପ୍ରଭୁ ଙ୍କ ପଦ ପଦ୍ମେ ସ୍ଥାନ ମିଲାଳ ଭଲ ଅନୁଭବ କଲି ଜୟ ଶ୍ରୀ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🙏🏼🙏🏼🖤⭕‼️⭕🖤🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
Kiye kiye reels dekhi asicha sata kuha jaganath swaminarayan 🙏🙏🙏🙏
Samridhi pattnayak voice clear
Jay Jagannath swami
Very heart touching singing and excellent musician especially flute. I salute the all artists incld singers. Very very thanks to Odia କୋକିଳା, ଓଡିଆ ଲତା ମଙ୍ଗେସକର ଶ୍ରୀମତୀ ନମିତା ଅଗ୍ରୱାଲ
ଆଖିରେ ଲୁହ ଆସିଗଲା ଜୟ ଜଗନ୍ନାଥ ମହା ପ୍ରଭୁ କୋଟି କୋଟି ପ୍ରଣାମ ❤❤🙏🙏🙏
ଇଷ୍ଟ ପ୍ରୀୟା ବେଷ୍ଟ
ଏଠି ସମସ୍ତେ ଗୋଟେ ଗୋଟେ ନମିତା ମାମ 🙏
ମୁଁ ବାରମ୍ବାର ସବୁବେଳେ ଏହି ଭଜନ ହିଁ ଶୁଣିବାକୁ ଇଛା କରେ
Ati ati sundar 👏👏👏
ଜୟ ଜଗନ୍ନାଥ ସାମି ମଳ ପବିତ୍ର ହୋଇଯାଏ ଏହି ଭିଡିଓ ଦୁଃଖୀ କେତେ ସୂନଦର
Jay Jagannath, jay Jagannath🙏🙏🙏🙏 ati sundar, abiswasniya, adbhut, Abismaraniya, Mahaprabhu nka sundar astakam pilamananka kantharu suni atma trupta heigala.
ଜୟ ଜଗନ୍ନାଥ ମହା ପ୍ରଭୂ ଅତି ସୁନ୍ଦର ❤🙏
Jay jay Jagannath Swami
ଅତି ସୁନ୍ଦର ଭାବରେ ସଂଗୀତ ପରିଚାଳନା
ସମସ୍ତ କଣ୍ଠ ଶିଳ୍ପୀ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏
Thanks Sidharth TV for finding our best new talented singers.
It's a best platform to show their hidden talents.
Once again thank you all singers and good luck for their bright future😊
Atisunder......................
Jaysreejagannath
ବହୁତ ବହୁତ ବଢ଼ିଆ
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସମସ୍ତଙ୍କୁ।
ଅତ୍ୟନ୍ତ ସୁନ୍ଦର ଭାବରେ ଗାନ କରିଛନ୍ତି।
ପୁପି ବାବୁ ଚାଟିବା ଟିକେ ବେସୀ ହେଇ ଯାଉଛି .,....
Very nice ❤❤❤❤❤
Jay jagannath🙏🙏🙏🙏🙏
Thank you so much ଏମିତିକା show ଆଉ talent ମାନଙ୍କୁ ଆମ ସାମ୍ନାରେ ଅଦ୍ଭୁତପୂର୍ବ ପ୍ରତିଭାର ପରିବେଷଣ କରlଉଥିବାରୁ 🙏🙏🙏. 👌👌👌
Jay Jagannath ଶୁଣିଲେ ଆତ୍ମା ଶାନ୍ତି
They all are doing tremendous job🔆👌🙏
Such a sacred prayer to our beloved song with such wise judges around is a real privilege 🙏
My only request is that we are unable to understand the meaning of such a great prayer,
Appif such stage could elaborate a bit of such prayer 😊
JAI JAGANATH
Excellent voice all' are contested
ଅତି ସୁନ୍ଦର ଗୀତ
Jay shree Jagannatha
(ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ)
ବହୁତ ବହୁତ ଧନ୍ୟବାଦ ସୁନ୍ଦର ଏବଂ ମଧୁର ସ୍ୱର,, ଜୟ ଜଗନ୍ନାଥ 🙏
😢😢ମଣିମା 0:59
Ati sundar
Out standing performance.jay Jagannath swami nayana patha gami bhaba tume 🙏🙏🙏
First girl voice is very nice❤️god bless you
ଅତି ସୁନ୍ଦର ପରିକଳ୍ପନା
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
🕉️🙏🕉️🙏🕉️🙏🕉️🙏🕉️🙏🕉️🙏🌿🍁🍁🌼🌹🌹🌸🏵️🪔🌻🌻💮🌺👌🌷🍂🌿🍁🍁🌼🌹🌸🏵️🏵️🌻💮🌺👌🌷🍂💐⭕‼️⭕
Wrkyfd j
ଅତି ସୁନ୍ଦର ସମସ୍ତଙ୍କ ସ୍ୱର
Aaakhi ru luha asigala ki bhakti ki bhaba dhanyabad jetedele b bahut kam Tahnks to Sidhrath Family and Namita MamSitarmsir
ବହୁତ ବହୁତ ଧନ୍ୟବାଦ, ଅତି ସୁନ୍ଦର ସ୍ଵର ଯେତେ ଶୁଣିଲେ ବି ମନ ଛାଡୁ ନାହିଁ 🙏🙏❤️❤️👍
Excellent voice all of you.god bless all of you.heart touching voice
Mind-blowing performance Jay Jagannath Swami ⭕‼️⭕🙏🚩
Jai Jagannath.Wah .Ati sundar Upasthapana.Jemiti gita ,semiti Sangeeta au seimiti madhura kantha.Bahut bhaba garvaka au karna ruchi madhya.Jai Jagannath 🙏
ଏହି ପରୀ ଗୀତ ଦରକାର ଆମକୁ ❤❤❤❤
❤
Jai Jagannath swami swami Nayan path gami bhaba tumai 🙏🙏 I'm proud of my doll.
ବହୁତ ସୁନ୍ଦର 🙏🙏🙏ଜୟ ଜଗନ୍ନାଥ
Heartfelt thankful to all of you .and also to composer of this song
Excellent composition. Sidharth TV really searching Talents.
ଓଃ କି ଶାନ୍ତି ❤❤❤❤❤⚫❗⚫🙏
Satare ate sundar bhajana jete sunile b manabharuni
Jay jagannath he prabhu🙏
ଜୟ ଶ୍ରୀଜଗନ୍ନାଥ*🙏
ଏତେ ସୁନ୍ଦର ଭାବେ ଗୀତଟି ଗାଉଛନ୍ତି ଭଉଣୀ ମାନେ ଯେତେ ଶୁଣିଲେ ବି ମୋନ ଭରୁନାହି। ମହାପ୍ରଭୁ ତମ ମାନଙ୍କ ର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ 💐💐🙏🙏🙏🙏🙏🫡🫡
Great Job, Sidhartha TV. Your team are transferring the music to the next generation. Special thanks to the selectors who recognising the talents from all corner of our Odisha.
ଦୟା କରୀ ଗୀତ ମଝିରେ ତାଳି ମାର ନାହଁ 🎉🎉🎉
Nice voice
ଅତି ସୁନ୍ଦର
Outstanding my god .. super 👍👍
ସବୁ ପ୍ରଭୁ ଜଗନ୍ନାଥଙ୍କ ଲୀଳା
No words to describe the devotion 🙏🙏🙏🙏🙏
ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜୟ ଜଗନ୍ନାଥ 💐🙏
ରମା ଶମ୍ଭୁ ବ୍ରହ୍ମା ମରପତି ଗଣେଶାର୍ଚିତ ପଦୋ ରେ କିଛି ମତାମତ ଦେଉଛନ୍ତି କି ମରପତି ଯାଗାରେ ସୁରପତି ବୋଧେ ହେବାକଥା। ସ୍ପଷ୍ଟ ବି କୁହାଯାଇ ପାରୁନି, ୟେ ବିଷୟ ନେଇକେହିବି କ୍ଲ୍ୟରିଫାୟ କରେଇ ପାରିବେ କି?please.
ଜୟ୍ଜଗନ୍ନାଥଥ୍ 🙏🙏🙏🌹🌹🌹
Kana gaila moo mind-blowing a
Best' of luck all for YOU MOTE jhumedela ohhh wow
Superb singing 🙏
Kana kahibi,A maane samaste mora NATUNNEE Vallee
Atwmaa Aajee mora Santi hoeegala ,amaankar Gita,aau gayana saillee sunee
Pravu emanakar mangalla karantu.
A maanaker prativa ku mu koti koti prannam karuchi
Aap ko mari traf se 100 like....Best singers of odisha state..
Mana Trupti hoe jau chhi such a fantastic performance by all like Asta Pata Bansi of Lord Krishna
Jayjagnanath
ଜୟ ଜଗନ୍ନାଥ
Jay jagannath Sami 👃👃👃
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ
ଧନ୍ୟ ପ୍ରଭୁ ଧନ୍ୟ ଜଗନ୍ନାଥ
Jay jagarnnath
Original song ku 100 100 re pacha re pakei dela
ଅତି ସୁନ୍ଦର ଜୟ ଜଗନ୍ନାଥ
Jay jagannath 🙏
ବହୁତ ସୁନ୍ଦର: ଯେତେ ଶୁଣିଲେ ବି ପୁଣି ଥରେ ଶୁଣି ବାକୁ ଇଚ୍ଛା ହୁଏ
Jai Shree Jagannat
My odia is Great. And Heartly Wishing you all the respected artist .
Jay Jagannath dil khush ho gaya
𝓙𝓪𝓰𝓪𝓷𝓷𝓪𝓽𝓱 𝓽𝓾𝓶𝓪 𝓶𝓪𝓷𝓪𝓴𝓾 𝓿𝓪𝓵𝓪𝓻𝓮 𝓻𝓪𝓴𝓱𝓪𝓷𝓽𝓾
Bahut sundar astakam suniki ,mana mugdha heigala , dhanyawad
ବହୁତ ସୁନ୍ଦର ଲାଗିଲା
Best program beautiful very nice best voice thanks 👍👍 from RUKMINI PRODUCTION 🎉🎉🎉🎉
Super song jetebele sunile Mana Santi lage.