ମୋ ଵାବୁ ସୋନା କହି ଯେତେ ଚିତ୍କାର କଲେ ବି ପ୍ରେମିକ ଶୁଣିଲାନି କି ଘରୁ ବାହାରି ଲାନି || Knews Odisha

Поделиться
HTML-код
  • Опубликовано: 7 ноя 2024

Комментарии • 1,1 тыс.

  • @ythutrr4
    @ythutrr4 3 года назад +954

    ଆଜିକାଲି ପ୍ରେମରେ ଖାଲି ଦେହ ଆକର୍ଷଣ ଥାଏ, ଏଟା ହେଉଛି କଟୁ ସତ୍ୟ ବଚନ..

    • @truptipattnayak6157
      @truptipattnayak6157 3 года назад +10

      Thik kahicha

    • @SandeepKumar-qg6cv
      @SandeepKumar-qg6cv 3 года назад +14

      Mana bhari hei gale AAU kouthi nua khojiba Katha...aji Kali ra love

    • @bhupeshkarmi7568
      @bhupeshkarmi7568 3 года назад +15

      ମଣିଷ ଜନ୍ମ ତ ....... ଅଧିର୍ଯା ସବୁବେଳେ ା ଗୋଟିଏରେ ସନ୍ତୁଷ୍ଟ ନଥାଏ ା ତାକୂ ଆହୁରି ଦରକାର ହୋଇଥା ଏ... ତାହା ପୁଣି ଭିନ୍ନ ପ୍ରକାରର ାା ମୁ ସମସ୍ତ ମଣିଷଂକୁ କହୁନି କେତେକ ରସିକ ପାଗଳଂକୁ ! ଏ ଯେମିତି ସେ ବିଲ୍ ଡର୍ ା ନାରି ଦେହ ଭଲ ଲାଗିଲା ବୋଲି ଛଦ୍ମରେ କେତେ କାଣ୍ତ କଲା ାା

    • @mrs7346
      @mrs7346 3 года назад

      Right

    • @sunarammarandi2745
      @sunarammarandi2745 3 года назад +8

      ଆଜିକାଲିର ପ୍ରେମରେ ଦେହର ଆକର୍ଷଣ ବେଶୀ ରହୁଛି

  • @gyanaranjanprusty406
    @gyanaranjanprusty406 3 года назад +656

    ଭଉଣୀ ଏ ଦୁନିଆଟା ସ୍ୱାର୍ଥ ପର ନୁହେଁ ଏଠି କିଛି ଲୋକ ଅଛନ୍ତି ଯୋଉମାନେ କି ବହୁତ ସ୍ୱାର୍ଥପର ଯିଏ ଯେମିତ କର୍ମ କରିବ ସିଏ ସେମିତି ଫଳ ପାଇବ ବାସ ସମୟକୁ ଅପେକ୍ଷା କର ଆଉ ତୁମେ ମଧ୍ୟ ଅନ୍ୟତ୍ର ବାହା ହୋଇକି ଖୁସିରେ ରୁହ ଭଗବାନ ତୁମକୁ ଭଲରେ ରଖନ୍ତୁ...

  • @ashokkumarbiswal3167
    @ashokkumarbiswal3167 3 года назад +774

    ସତରେ ସେ ଝିଅ କୁ ନ୍ୟାୟ ମିଳିବା ଦରକାର

  • @sarbeswarsahoo2471
    @sarbeswarsahoo2471 3 года назад +382

    ସତ କେବେ ଲୁଚି ରହେନା ଆଜି ଏ ଝିଅ ପଲାଇଲା କିନ୍ତୁ ଏହାର ହିସାବ ଭଗବାନ ନେବ

  • @subhashreebehera970
    @subhashreebehera970 3 года назад +171

    Salam sei ଦିଦି ଙ୍କୁ ସିଏ ବହୁତ୍ ଭଲ ପାଉଥିଲେ

    • @iswarkanhu270
      @iswarkanhu270 3 года назад

      Ys

    • @myknowledge1315
      @myknowledge1315 3 года назад +1

      Ye Salam 😘

    • @subhamtherock
      @subhamtherock 3 года назад +1

      Hnn thik mate kehi love karunathanti mate love kale baha huanti sata kahuchi looo 😢😢😢

    • @subhashreebehera970
      @subhashreebehera970 3 года назад

      @@subhamtherock 😀😀

    • @subhamtherock
      @subhamtherock 3 года назад

      @@subhashreebehera970 tame kahaku love karucha 😢😢😢 Tama name mo name bi same Ame Kan haba friend

  • @shaktireddy2746
    @shaktireddy2746 3 года назад +63

    ଧୋକା ଖାଇଥିବା ଝିଅ ର ହୃଦୟ ବହୁତ ବଡ଼ ,ଏତେ ସବୁ କିଛି ଭୁଲି ଯାଇ କାନ୍ଦି କାନ୍ଦି ପଳାଇଗଲା ।

  • @patitakumar4902
    @patitakumar4902 3 года назад +244

    ପୁଅ ପିଲା କଥାରେ ଭାସି ଯାନ୍ତୁନି , ଅଧିକାଂଶ ପୁଅ କାମୁକ, ସ୍ୱାର୍ଥପର , ନିଜର ସମ୍ମାନ, ନିଜ ପରିବାର ର ସମ୍ମାନ, ନିଜର ଭବିଷ୍ୟତ, ନିଜ ଧର୍ମ, ଜାତି, ଆର୍ଥିକ ସ୍ଥିତି ଦେଖି ଭଲ ପାଆନ୍ତୁ . ଶାରୀରିକ ସମ୍ପର୍କ ପାଇଁ ଝିଅ ମାନେ ସୁଯୋଗ ଜମ୍ମା ରୁ ଦିଅନ୍ତୁ ନାହିଁ .

  • @purushottamnaik1489
    @purushottamnaik1489 3 года назад +303

    ପୁଅଟା ବହୁତ ଖରାପ କଲା ଭୋଗିବୁରେ ପୁଅ

    • @basantatarai166
      @basantatarai166 3 года назад +3

      Bhai jadi jhiata amiti karintante

    • @Sizzling_Litu
      @Sizzling_Litu 3 года назад +1

      Kichi vigibani 2 Janka saha maja nela 😀

    • @adyabagchi9830
      @adyabagchi9830 3 года назад

      😅😂😂

    • @brokengirl576
      @brokengirl576 3 года назад

      ସେ ପୁଅ କେବେ ଶାନ୍ତି ରେ ରହିପାରିବନାହିଁ

  • @siddharthmahapatra9372
    @siddharthmahapatra9372 3 года назад +107

    କର୍ମର ଫଳ ନିଶ୍ଚିତ ମିଳିବ, କାହାକୁ ଜଲ୍ଦି ମିଳୁଛି, ତ କାହାକୁ ଡେରିରେ ମିଳୁଛି। ଜୟ ଜଗନ୍ନାଥ।🙏

  • @ସୁନାପିଲା
    @ସୁନାପିଲା 3 года назад +217

    ପ୍ରେମ ନାଁଆ ରେ କଳଙ୍କ ବୋଳି ଦେଲା ପିଲାଟା💔💔💔💔💔💔

    • @sanapradhan1378
      @sanapradhan1378 3 года назад +4

      Se magiha ra banda katideba katha

    • @bad_boy5157
      @bad_boy5157 3 года назад +2

      Kia se pila koutharara

    • @photovid4546
      @photovid4546 3 года назад

      Hm pua bhul karichi but jimiti jhia prema khanti gold ta au.

  • @GoldenLifeStories
    @GoldenLifeStories 3 года назад +4

    ହେ ଭଗବାନ ସେ ଭଉଣୀଙ୍କୁ ନ୍ୟାୟ ଦିଅନ୍ତୁ...

  • @chittaranjanmahali6864
    @chittaranjanmahali6864 3 года назад +157

    ପ୍ରେମିକ ଜଣ କ ଯୋଉ ନୂଆ ସଂସାର ଗଢିବାକୁ ଯାଉଛନ୍ତି ସେ ସଂସାର ବେଶୀ ଦିନ ନୁହେ ବହୁତ୍ କମ ଦିନ ସେ ଝିଅ ର ଲୁହ ରେ ସଂସାର ତୁମ ର ଭାଶିଜିବ।

    • @mrjms301
      @mrjms301 3 года назад

      Bala na

    • @J.K.3672
      @J.K.3672 3 года назад +1

      Bhai lo ethi sata nahni e heuchi micha dunian

    • @reshma2108
      @reshma2108 3 года назад

      Right

    • @rahulkumarbisoi2645
      @rahulkumarbisoi2645 3 года назад +1

      Hm sotre gote jhiopila jodi akhiru luho kadile bhuot papo lage besidino nahi alpdino re bhangijibo jai jagannath 🙏🙏

    • @krishnatruthwins7097
      @krishnatruthwins7097 3 года назад +1

      Bilkul bhai

  • @tarunkumarsingh1143
    @tarunkumarsingh1143 3 года назад +43

    ଫୁଲ ରୁ ରଷସରିଗଲା ବୋଲି ଛାଡି ଦେଇ ଛନ୍ତି

  • @jrpal9772
    @jrpal9772 3 года назад +77

    ସେ ପିଲା କୁ ମାର ଖେଦିକି 😠😠

  • @ranjitaparida7485
    @ranjitaparida7485 3 года назад +22

    This is a lesson for everybody that do not be emotional always be practical.

  • @swathi3104
    @swathi3104 3 года назад +1

    Jea ଭଲ ପାଇବା ବାହାନାରେ ଝିଅ ଜୀବନ ସହ ଖେଳିଲା ସେ କେବେ ବି ସୁଖରେ ରହିପାରିବନି, ସେ ସେଇଟୁ ଫେରିଗଲେ right କରିଛନ୍ତି, ଯଉ ପୁଅ ta ସହ ମିଶିକି ରହିକି ବି ଯଦି ଅନ୍ୟଟି baha ହବା ପ୍ଲାନ ଥିଲା, ତାକୁ baha ହେଇକି ରହିଲେ ବି ବହୁତ କଷ୍ଟ,, ହେଇ parika ପୁଅକୁ ଦେହର ମଳି ଭାବିକି ଜାଡି ଦିଅ

  • @hakekushnabehera8834
    @hakekushnabehera8834 3 года назад +35

    ବହୁ ବର୍ଷଧରି ମନ ଦିଆନିଆ ହୋଇଥିଲା ଏବେ ଥରେ ମାତ୍ର ଜୀବନ ଦିଆନିଆ ବାକିରହିଲା ।

  • @niharikacreation4582
    @niharikacreation4582 3 года назад +2

    ନିଆଁ ଲଗା ପୋଡା ମୁଁହ ମରିବ କେବେ ଶାନ୍ତିରେ ରହିବନି ଏମିତି ପିଲାଙ୍କୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାରିବା କଥା ହାରାମି ଶଳା 😡😡👊👊👊👋👋👋👋

  • @swetasinha5435
    @swetasinha5435 3 года назад +25

    Jhia ku nyaya miliba darkar....🙏🏻 God bless you sister❤️

  • @CIVILl2468
    @CIVILl2468 3 года назад +11

    କେଉଁଠି ଝିଅ ଠକୁଛନ୍ତି❤️ ତ୍❤️ ଆଉ କୋଉଠି ପୁଅ
    ଦୁନିଆଁର ପରିବର୍ତ୍ତନ 🌷 societies is moldas man😭କାହିଁକି ଏମିତି ହେଉଛ କାହା ମନରେ ଦୁଃଖ କଷ୍ଟ ଦିଅନି🙏

  • @sanjaykar2555
    @sanjaykar2555 3 года назад +15

    There is real love in side of the girl....U salute you & also ur love...

  • @sukantapradhan2088
    @sukantapradhan2088 3 года назад +28

    Now Love is a part of entertainment, not part of Life 😕😕 😔😌so single Life always better and more entertainment than Love 😀😀😀😃😃

  • @sandhyaranidash1723
    @sandhyaranidash1723 3 года назад +4

    I love mother and father
    ❣️❣️❣️

  • @sonalidas6398
    @sonalidas6398 3 года назад +1

    ସେ ଝିଅ କୁ ନାୟ ମିଳୁ

  • @dibya1803
    @dibya1803 3 года назад +21

    ୟେ ହେଉଛି କଳିଯୁଗ, ୟେ ସବୁ ଘଟିବ
    ଲୋକ!ଧର୍ମ ହତା ଦ୍ବିଜାଶ୍ଚ ଲୋଭିତା ନାରୀ ବସା ମାନବାହା.

  • @mr.nagesbro8342
    @mr.nagesbro8342 3 года назад +12

    Her love is true...❤️

  • @kabudas8617
    @kabudas8617 3 года назад +6

    ପ୍ରେମ କେବେ ବଦଳେ ନାହିଁ
    ବଦଳନ୍ତି ଏଠି ପ୍ରେମୀଯୁଗଳ
    ପ୍ରେମ ତ ସବୁବେଳେ ଅକ୍ଷୟ ଅମର
    ମନ ବିଦ୍ଯାଳୟର ଭୂଗୋଳ....🙏🏿🌹

  • @suhagmallik4784
    @suhagmallik4784 3 года назад +36

    ଦୁନିଆ ବହୁତ ଖରାପ

  • @r.nvibratorbls5770
    @r.nvibratorbls5770 3 года назад +33

    A sister ku sotore bohut bohut salam ...mo gf 4 years pore se micho kohiki polei gola au jonoku love kola.....tomo bholi sabu jhio jodi hebe na tahele soto love kebe hariboni......

    • @maheshluha632
      @maheshluha632 3 года назад +2

      R8 bro........

    • @niharikabehera9133
      @niharikabehera9133 3 года назад +5

      Actually jouthi jhia genune thae pua kharap bahare au jouthi pua bhala jhia kharap hue sabu thik thile family villian... Actually 0.01percent luv hin success hauchi..

    • @r.nvibratorbls5770
      @r.nvibratorbls5770 3 года назад

      @@niharikabehera9133 tothapi tome khorap bhabiboni jhio besi dhoka deonti but puo kam ...are aei just moro to 4 years love jhio au gote bf pai family kotha kohi poleila..au thik aei 3 dino hebo sei mo frd ro bi ta gf sm kotha kohiki break up koridela...

    • @pravatiswain2688
      @pravatiswain2688 3 года назад

      @@niharikabehera9133 thik

    • @cutyiti7033
      @cutyiti7033 3 года назад +2

      Mo life re emiti ete love kali 5 yr last ku mrg katha kahibaru milila dhoka bahut try kali kichhi lava helani ulti medical re padi padi sikhineli swarth kete thila tara...... Ebe bi mane achhi se. Kasta true love kale bahut kasta mile ... Puo chua kebe gote jhio ra izat tara bapa maa kn heba bhabantini tankara khali sex darkar ta pare lata maribe ..... Chiiii puo jatiku.... Jadi jogyata nahni hata dharucha kahni.....😭

  • @deepakdas4671
    @deepakdas4671 3 года назад +9

    ପ୍ରଥମେ ପ୍ରେମ କରିବା ଭୁଲିଯିବା ଦରକାର, ଜଦି ପ୍ରେମ କରିବାକୁ ଏତେ ଇଛା ତେବେ ପ୍ରଥମେ ନିଜକୁ ପ୍ରେମ କରିବା ଶିଖ. ଜୟ ଜଗନ୍ନାଥ 🙏🏼🙏🏼🙏🏼🙏🏼

  • @oneonly_sagar_3218
    @oneonly_sagar_3218 3 года назад +8

    ପୁରୁଷ ନାରେ ଗୋଟେ କଳଙ୍କ ଶଳା ଯଦି ତୋ ଭଉଣୀ ସହ ଏମିତି କିଏ କରିଥାନ୍ତା ତ କଣ କରି ଥାନ୍ତୁ useless

  • @jayjatababa1352
    @jayjatababa1352 3 года назад +1

    Bhauni u r great I salute your love tamaku jou pila chhadila se bhabisyatare nischinta kandiba

  • @sk-gj8iz
    @sk-gj8iz 3 года назад +15

    I really want someone who would love me like this 😭..I would never leave her …NEVER😭😭😭

  • @tapankanar5991
    @tapankanar5991 3 года назад

    ବାବୁ ଏ ବାବୁ ହା ହା ହା

  • @bidyanshudas7201
    @bidyanshudas7201 3 года назад +55

    Satare kete swtha para a manisa mane..duniaa swtha para nuhan manisa mane swtha dekhanti

  • @saratjani6837
    @saratjani6837 3 года назад +1

    Truelove 👍👍

  • @satyaranjandash5121
    @satyaranjandash5121 3 года назад +18

    Heart touching news sir

  • @nayakharihar1568
    @nayakharihar1568 3 года назад

    କିଛି ଧର୍ମ କର ରେ ଧର୍ମ କର ପ୍ରେମ ଫ୍ରେମ ଧନ୍ଦା ମୋ ବାଳ ଧନ୍ଦା

  • @sigmamahalik4290
    @sigmamahalik4290 3 года назад +4

    Really really love om Sai Ram 😔🙏 😭😭😭😭😭😭😭

  • @JayJagannath9470
    @JayJagannath9470 3 года назад

    ମିଛ ଏ ଦୁନିଆ..... ମିଛ ଏ ପ୍ରେମ...ମିଛ ଏ ସଂପର୍କ.....କାହାକୁ ନିଜ ଜୀବନରେ ଆଣିବା ପୂର୍ବରୁ କିମ୍ବା କାହା ଜୀବନ ନଷ୍ଟ କରିବା ପୂର୍ବରୁ ଥରେ ଭାବି ଦେଖ କେତେ ହୁଏ କଷ୍ଟ ନିଜେ କିଛି ଦୁଃଖ ପାଇଲେ.... ଏପରି ଲୋକଙ୍କ ପାଇଁ କେବଳ ଭଗବାନ ହିଁ କିଛି କରିବେ..... Jay Jagannath

  • @subhrashreesiddhantikagaur3173
    @subhrashreesiddhantikagaur3173 3 года назад +4

    Sabuthu bholo life re kahaku kebe bholo hi paoni .. single life sabuthu bholo..au bholo paibara Anaya nama dhoka ..au kichhi nuha👍

  • @miss_rout-09
    @miss_rout-09 3 года назад

    ସେ ପୁଅ କୁ 🙏🏼🙏🏼 ଆଉ ତା ମାଆ କୁ🙏🏼🙏🏼ମୁଁ ହେଇ ଥିଲେ ସେ ପୁଅ କୁ ଜୀବନରୁ ମାରି ଦେଇ ଥାନ୍ତି 😡💉💉ତାକୁ Corona ହଉ ତାର ଝାଡ଼ା ବାନ୍ତି ହଉ plz ମୋର request ସେ ଭଉଣୀ କୁ ନ୍ୟାୟ ମିଳୁ

  • @BkOdiaChannel
    @BkOdiaChannel 3 года назад +3

    ଆଜିକାଲି ର ଦୁନିଆଁ ରେ ପ୍ରେମ ଚକଲେଟ ଜରୀ ପରି ଝିଅ ପୁଅ ପ୍ରେମ ଝିଅକୁ ନାୟମିଳୁ

  • @Sonapradhana143
    @Sonapradhana143 3 года назад +1

    ଝିଅ ଟାକୁ ଭିଡ଼ିକି ବାହାର କରିଦଉଚ ପୁଅ କୁ ଭିଡ଼ିକି ବହାରକୁ ଆଣ 😡😡😡

  • @arundhatikarna4329
    @arundhatikarna4329 3 года назад +7

    Really so sad 😭😭

  • @reenanag6660
    @reenanag6660 3 года назад +1

    Jhia ku nya miliba darkar 🙏🙏taku jadi se pua baha na hela hele Anya kahaku baha heibaku na deba katha

  • @SagarDas-wp9rt
    @SagarDas-wp9rt 3 года назад +7

    A Dunia bada bichitra prakuta prema lokanku pita lage
    God bless u Sister 🙏

  • @ganeshselma6399
    @ganeshselma6399 3 года назад

    ଏ ଝିଅଟି ନିଜ ପ୍ରେମ ପାଇଁ ଠିକ୍ କାମ କରି ଥାଇ ପାରେ ହେଲେ ଏ ଝିଅ ର ଜାଗା ରେ ଗୋଟେ ପିଲା ସେ ଝିଅ ଭଳି ନିଜ ପ୍ରେମ କୁ ପାଇବା ପାଇଁ କାନ୍ଦି ଥିଲେ ନା ଶୁଣି ଥାଆନ୍ତା ସମାଜ ନା ଶୁଣି ଥାଆନ୍ତା ପ୍ରଶାସନ ବାସ୍ ପିଲା କୁ ସିଧା ଜେଲ୍ ଦଣ୍ଡ ସେଥି ପାଇଁ ଏ ସମାଜ ଏ ଦୁନିଆ ସବୁ ଅନ୍ଧ ବିଶ୍ୱାସ ରେ ଆବିର୍ଭୁତ

  • @basudevbir9527
    @basudevbir9527 3 года назад +4

    Se pilata kebebi khushire rahiparibani,se jhiara avishapo padibo pilata upare.

  • @himansubehera4385
    @himansubehera4385 3 года назад +1

    se jhia akhira luha se pua pain abhisap palati jiba.bhagban karantu se jhia sukhare ruhantu.

  • @aitihyadash1803
    @aitihyadash1803 3 года назад +4

    It's not a drama...it's a feeling or emotion

  • @ranjitpradhan708
    @ranjitpradhan708 3 года назад

    ଦୁନିଆ ସ୍ବାର୍ଥପରନୁହେ ମନୁସ୍ୟମାନେ ସ୍ବାର୍ଥପର

  • @pabitrapanda2136
    @pabitrapanda2136 3 года назад +8

    Speechless

  • @m.p.prakash1432
    @m.p.prakash1432 3 года назад

    ସେ ପୁଅ ପିଲାଟା କୋଉ ମଣିଷ କେଜାଣି , ତାକୁ ଚପଲ୍ ମାଡ଼ ଦେଇ ,ତାର ମୁଣ୍ଡ ନଣ୍ଡା କରନ୍ତୁ , ଚପଲ ମାଳ ପିନ୍ଧେଇ ବୁଲାନ୍ତୁ ଏବଂ ସେ ବହାଗର ଟି ଭାଙ୍ଗନ୍ତୁ ସେ ଭଳି ପ୍ରେମିକର ଯୋଗ୍ୟ ନାହିଁ କାହାକୁ ବାହା ହେବା , ସେ ପୁଅଟା ସମସ୍ତ ଯୁବ ସମାଜ ପାଇଁ ଏକ କଳଙ୍କ ,ମୋର ଜନ ସମାଜ କୁ ନିବେଦନ ଏହାର ସଠିକ ବିଚାର କରା ଯାଉ ,🙏

  • @sumitramurmu2190
    @sumitramurmu2190 3 года назад +29

    jadi baha heboni tahele first ru hin avoid koro

  • @mamatapatel9959
    @mamatapatel9959 3 года назад

    ଭଲପାଇବା କହାକୁ ମନା ନୁହେଁ କିନ୍ତୁ ନିଜର ସିମା ରେ ରହିବା ଦରକାର । ଭଲପାଇବା ମାନେ କ'ଣ ତାକୁ ଯେ କୌଣସି ହିସାବ ରେ ଵହା ହେବା ।
    ଯଦି ହଁ ତାହେଲେ, ଭଗବାନ ଶ୍ରୀକୃଷ୍ଣ ଓ ରାଧା କାହିଁକି ଅଲଗା ହେଲେ।
    ଯାହା ଭାଗରେ ଯାହା ଥାଏ ସୈଯା ହୁଏ.
    🙏

  • @PrakashKumar-kk1ij
    @PrakashKumar-kk1ij 3 года назад +14

    Amar mata duniyar sabutharu Sundar Prema. Tenu Prema jeunthi Kariba seithi bahaheba.

  • @sangitaraninaik9597
    @sangitaraninaik9597 3 года назад +2

    ଝିଅ କୁ ନ୍ୟାୟ ମିଳୁ ଆଉ ପିଲାକୁ ଦଣ୍ଡ 👍

  • @Debashishshasini
    @Debashishshasini 3 года назад +14

    Pua Ra bhul se Janaku kasta deiki se nije kebe khusire rahiparibani
    But Sabu pua semiti nuhn

  • @dineshkumardk0761
    @dineshkumardk0761 3 года назад

    ଯଦି କାହାକୁ କେବେ ଦୁଃଖ ଦେବାର ଯୋଜନା କରି ତାଠାରୁ ସୁଖ ସଂଗ୍ରହ କରୁଛ ତେବେ ତୋମଠୁ ବଡ ମୁର୍ଖ ଓ ପାପୀ ଏ ଦୁନିଆରେ ନାହିଁ
    ଯଦି ଘଟଣା ସତ୍ଯ ତେବେ ଏ ପ୍ରେମିକ ର ହୋଇଥିବା ପତ୍ନୀ
    ଜାଣିନେବା ଉଚିତ୍ ଯେ ତାର ଏ ଜୀବନ ସାଥି କେଉଁଭଳି ସାଥି।

  • @mamalidas9331
    @mamalidas9331 3 года назад +42

    Duniaa ta satare kete swartha para..

    • @vlogingindia8363
      @vlogingindia8363 3 года назад +1

      Hmm Tamara ba ktm na hale patibani 🤣🤣

    • @julinayak4291
      @julinayak4291 3 года назад

      Puota.kete.swartha.para.
      Sala

    • @akshayasahoo1489
      @akshayasahoo1489 3 года назад +1

      Sabu Manisa same nuhe

    • @sangramsahoo7207
      @sangramsahoo7207 3 года назад +1

      Duniata swatha para nuha....kichhi loka achhanti swatha para

    • @bad_boy5157
      @bad_boy5157 3 года назад

      Right duniata na bahut swathapara mo Love bhi amiti mo thu alaga heijaichi😭😭😭😭miss you yrr L...❤️❤️❤️

  • @rgnayak6912
    @rgnayak6912 3 года назад

    ସେଠାରେ କାହାର ହୃଦୟ ନାହି ହୃଦୟ ଥିଲେ ଏମିତି କରିନ ଥାନ୍ତେ କୀନୄ ସେ ଝିଅକୁ nyaayo ମିଳୁ 🙏🙏🙏🙏🙏🙏🙏🙏🙏😭

  • @Ashish-ul4nq
    @Ashish-ul4nq 3 года назад +6

    *_Be careful in all._*
    💔 *Forget to love* 💔

  • @prasantmahalamahala2081
    @prasantmahalamahala2081 3 года назад

    ଆରେ ଯଉଥି ପ୍ରେମ ଅଛି ସେଠି କିି କେହି ଯାଉନାହାନ୍ତି ଜଉ ଥି ନାହିଁ ସେଠି ଚାଲିଛନ୍ତି ସବୁ ପ୍ରେମ କଲା ବାଲା ଆଉ ଦେଲା ବାଲା କେବଳ ପ୍ରଭୁ ଥରେ ପ୍ରଭୁ ସାଙ୍ଗରେ ପ୍ରେମ କରିକୀ ତ୍ ଦେଖ ମତ୍ ଲବି ସଂସାର ରେ ପ୍ରେମ କାହିଁ କେବଳ ବାସନା ଆଉ ଆକର୍ଷଣ

  • @ISHU-888
    @ISHU-888 3 года назад +4

    Keep patience dear life will teach a lesson

  • @monikamohanta8302
    @monikamohanta8302 3 года назад +2

    Don't worry sister ... bhagwan ke upar bharosa rakho ...jesi karni wesi varni pe believe rakho .....aap ko ak din jarur Justice milegi .....or use Jo milega wo to time hi batayega ...so just wait and watch ...aap apne maa papa ke sath ache se raho unke aalawa duniya me ase koi nahi he jo aap ko bina koi reason ke pyaar kare ...

  • @bhaktimayee6877
    @bhaktimayee6877 3 года назад +3

    Love hni kharap yr, jadi sathi miligala lucky, either na taku au kaha saha dekhihaba na taku bhulihaba 😔😔😔

  • @jaijagannath6545
    @jaijagannath6545 3 года назад +2

    bhagaban kan duniare achhanti
    e sabu mana ku maneiba pain katha.... karana .....jie jete swarthi au biswas saha khele sie sete khusi re ruhe.....jie sachcha loka sie kebala dukha pae

  • @padmalayakishan2572
    @padmalayakishan2572 3 года назад +19

    Jhia ku nyaya milu

  • @rojalin1997
    @rojalin1997 3 года назад +2

    U r great may god bless you sister

  • @monalisapal9374
    @monalisapal9374 3 года назад +5

    Love kariba bhul nuhe but love kariki samastanku Biswas kariba bohut bada bhul I Think 🙏so plz don't play in grl life 🙏🙏

    • @gyanaranjanprusty406
      @gyanaranjanprusty406 3 года назад +1

      ତୁମ କଥା ସତ ହେଇପାରେ କିନ୍ତୁ ଯଦି ଗୋଟେ ଝିଅ ଏମିତି କରୁଛି ଗୋଟେ ପୁଅର ଜୀବନ ବର୍ବାଦ ହେଇଯାଉଛି ମୋର ଗୋଟିଏ ମତ ଏବେ ଆମେ ଯାହା କରୁଛେ ତାର ଫଳ ଭବିଷ୍ୟତରେ ଭୋଗିବାକୁ ପଡିବ ଏହା ହିଁ ନିରାଟ ସତ୍ୟ...

  • @nrusingharoul7389
    @nrusingharoul7389 3 года назад

    ମୋର ସମସ୍ତ ଭଉଣୀ ମାନଙ୍କୁ ଅନୁରୋଧ
    ବାପ ମାଆଙ୍କ ବିନା ଅନୁମତିରେ କୋୖଣସି ପଦକ୍ଷେପ
    ନିଅନ୍ତୁ ନାହିଁ

  • @desitoka5130
    @desitoka5130 3 года назад +4

    Nari akhira luha acid Tharu b maratmaka ....jali podi paunsa kari deba....

  • @ThinkAboutStudy
    @ThinkAboutStudy 3 года назад +1

    A jhia ku naya miliba darkar nahele any mane bi amiti karibe

  • @chandrakalasahu5085
    @chandrakalasahu5085 3 года назад +6

    Dunia swarthapara ,prema ethi pratarana,mo swami bi bibaha ra 16barsa pare au gote baha hela ,Micha Dunia sata jagannath.

  • @seemababuvlogs6773
    @seemababuvlogs6773 3 года назад

    Jai Jagannath 🙏🙏
    ଆଜି ର ସମାଜରେ କାହାକୁ ବିଶ୍ବାସ କି ଭରସା କରିବା ଠିକ୍ ନୁହେଁ। ଏ ଭାଈ ଭଉଣୀ ଙ୍କୁ ଭଲପାଇ ଚୋର ଙ୍କ ଭଳି ଆସି ବାହା ହୋଇଗଲେ। ଏହା କଣ ଠିକ୍ କଲେ। ତେଣୁ ସବୁ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ଭଲ ପାଇବା ଖରାପ ନୁହେଁ। ଭଲପାଇ ଶାରୀରିକ ସମ୍ପର୍କ କରନ୍ତୁନି। ଏ କାମ କରିବା ପୂର୍ବରୁ ଥରେ ସେଇ ବାପା ମା କଥା ଭାବିବ। ତୁମେ ତାଙ୍କ ବିଶ୍ବାସ ଭାଙ୍ଗୁଛ ସେଇଥିପାଇଁ ତୁମ ସହିତ ସେଇ ସମାନ ଘଟଣା ଘଟୁଛି। ଏଠି ଭଲପାଇବା ଗୋଟେ ବେପାର ବୁଝିଲ ଭାଇ।
    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏

  • @ritabahinipati4841
    @ritabahinipati4841 3 года назад +5

    Are maa tor akhira luha au niswas re se tar sansar besi dina tisri bani

  • @bapunmunda4376
    @bapunmunda4376 3 года назад

    ସତରେ ଝିଅର ହୃଦୟ ବହୁତ ବଡ ସବୁ କଷ୍ଟ ନିଜେ ରଖିନେଲା ପ୍ରେମିକର ଖୁସି ପାଇଁ

  • @krishnanjalipattanayak4212
    @krishnanjalipattanayak4212 3 года назад +7

    If this news is true then this is totally illegal. The boy has to suffer in future for his bad deeds

  • @sujatanayak8146
    @sujatanayak8146 3 года назад

    କାହାର ମନ ସହ ଖେଳିବା ଏତେ ସହଜ ନୁହେଁ କି ଏକଥା ଏତେ ସହଜ ନୁହେଁ। ହଁ ଏକଥା ସତ କି ସେ ଝିଅ କୁ ଗୁରୁତ୍ଵ ନ ଦେଇ ତା ହୃଦୟ ସହ ଖେଳି ସେ ପୁଅ ଯେମିତି ସଂସାର କରି ପରିବାକୁ ଚେଷ୍ଟା କଲା ଠିକ ସେମିତି ସେ ଝିଅ ଅନ୍ୟତ୍ର ସଂସାର କରୁ। ଏକଥା ଭାବି ଭୁଲିଯିବା ଉଚିତ୍ କି ତା ପ୍ରେମ ପାଇବା ପାଇଁ ସେ ପୁଅ ର ଯୋଗ୍ୟତା ନ ଥିଲା।

  • @rupalmayeebhoi915
    @rupalmayeebhoi915 3 года назад +3

    Dear girls, don't cry if the boy whom uh luv can't be a good boyfriend thn also he is not a good husband in future 🙏.... just reject them... I don't know who married this shameless person n how family support them for destroy three life 😑...

  • @nibeditajali9833
    @nibeditajali9833 3 года назад +1

    Eaita drama nuha jaha. Saha emiti heichi se hi bujhipariba Prema kebe drama nuha ...

  • @dipikadas8949
    @dipikadas8949 3 года назад +3

    Sate swarthspara a duniya ...kete bele kiye nijs asal roopa dekheiba kehi janini...

  • @Ckant-youtube
    @Ckant-youtube 3 года назад

    ଆଜିକା ଦୁନିଆରେ ପୁଅକୁ ନା ଝିଅକୁ ବିଶ୍ୱାସ କରିବା .... କେତେବେଳେ କୁକୁର ତ କେତେବେଳେ ନାଗୁଣୀଧୋକା ଦେଉଛନ୍ତି କିଛି କହି ହେଉନି.... .

  • @chapalabiswal7502
    @chapalabiswal7502 3 года назад +20

    Chhheee chhhreeeee emiti pua nku khali madddda

  • @subhakantakhuntia8506
    @subhakantakhuntia8506 3 года назад

    ସେ ପୁଅ କଥା ଭଗବାନ ବୁଝିବେ ।

  • @mithunnaik1955
    @mithunnaik1955 3 года назад +6

    Mg sala gote jhia aakhire luha dei kebe b khusire rahiparibuni....jie ki tote ete bhala pae

  • @ganeshselma6399
    @ganeshselma6399 3 года назад

    ଏ ସମାଜ ରେ ଯେଉଁ ଦିନ ପର୍ଯ୍ୟନ୍ତ ପୁଅ ଏବଂ ଝିଅ କୁ ସମାନ ଅଧିକାର ନମିଲିଛି ସେତେ ଦିନ ପର୍ଯ୍ୟନ୍ତ ଏମିତି ହିଁ ଚାଲି ଥିବ ଝିଅ ହେଉ କି ପୁଅ ହେଉ ଆଇନ ଦୃଷ୍ଟି ରୁ ସବୁ ଲୋକ ସମାନ। ସତ କଥା କହିବାକୁ ଗଲେ ଏ ଭାରତ ର ଆଇନ ବ୍ୟବସ୍ଥା ତ ସମ୍ପୂର୍ଣ୍ଣ ଅନ୍ଧ

  • @R.A.life.1984
    @R.A.life.1984 3 года назад +11

    A dunia gote swarthpara......

  • @ambikaambi7715
    @ambikaambi7715 3 года назад

    ସେ ଝିଅ କୁ ନେଇ ନ୍ୟାୟ ମିଳିବ। ‌‌ଦରକାର ଦୟାକରି ନ୍ୟାୟ ଦିଅନ୍ତି‌ ,,🙏🙏🙏🙏🙏🙏

  • @sanjaydatta948
    @sanjaydatta948 3 года назад +3

    Bastaba re jiea heartly love Kare taku emiti pua Kan pain milanti

  • @jugajyotidas3321
    @jugajyotidas3321 3 года назад +2

    ବାବୁ... ସୋନା... ତୁ ଏ କଣ କଲୁ ରେ ନାରଣ😜
    🤣🤣🤣🤣🤣🤣🤣🤣🤣🤣🤣🤣

  • @bikashmohanty9290
    @bikashmohanty9290 3 года назад +11

    Se pua ta micha re vala pau thila...

  • @sanghamitrabarik159
    @sanghamitrabarik159 3 года назад

    ଆଜିର ଦୁନିଆ ଟା ସ୍ୱାର୍ଥପର. ଏଠି କେହି କାହାର ନୁହନ୍ତି. ଯାହାକୁ ବିଶ୍ୱାସ କରିବ ସେହି କଷ୍ଟ ଦବ. ସେଥିପାଇଁ ନିଜଠୁ ଅଧିକା କାହାକୁ ବିଶ୍ୱାସ କି ଭରଷା କରନ୍ତୁ ନି. ସେ ପୁଅ ଆଜି ତମର ବିଶ୍ୱାସ ଆଉ ଭରଷା କୁ ଭାଙ୍ଗିଛି . ଆଉ କେବେ ନା କେବେ ତା ସହିତ ବି ସେମିତି ହବ. ସେ ଦିନ ତାର ତମ କଥା ମନେ ପଡିବ

  • @riturashmi4879
    @riturashmi4879 3 года назад +8

    Swartho poro duniya

    • @kiranswain7910
      @kiranswain7910 3 года назад

      right mam

    • @mantupradhan2943
      @mantupradhan2943 3 года назад

      😂😂😂😂😂

    • @riturashmi4879
      @riturashmi4879 3 года назад

      @@mantupradhan2943 kon hosho laguchi ki beshi

    • @gyanaranjanprusty406
      @gyanaranjanprusty406 3 года назад

      ମ୍ୟାମ ଦୁନିଆ ଟା ସ୍ୱାର୍ଥପର ନୁହେଁ କିଛି ଲୋକ ଅଛନ୍ତି ଯୋଉମାନେ ସ୍ୱାର୍ଥପର ନିଜ ସ୍ୱାର୍ଥ ରେ ଅନ୍ଧ ହୋଇ ମଣିଷ ବହୁତ ଭୁଲ କରି ବସେ ଭବିଷ୍ୟତରେ ଭାବିଲା ବେଳକୁ ଆଉ କିଛି ନ ଥାଏ...

    • @mantupradhan2943
      @mantupradhan2943 3 года назад +1

      @@riturashmi4879 Nahi Madam..Every day ...Same type ..news dekhi ...Cartoon network ra Tom jerry episode pari laguchi 😂😂😂
      Hasha lagiba ki nahi ...Jai sri Krishna

  • @basudevsahu3985
    @basudevsahu3985 3 года назад

    If it can be true . thanks loo jhia, thanks your true love . god wishes and give peace ful life to you loo ma .

  • @lizasahu4863
    @lizasahu4863 3 года назад +3

    Mo life re bi emiti heijaichi😭😭

  • @JJJENA-
    @JJJENA- 3 года назад

    ସଂସାର ବୁଡ଼ିଲାଣି... ରଖ ଜଗନ୍ନାଥ 🙏🙏🙏

  • @devrajmanahira7025
    @devrajmanahira7025 3 года назад +3

    Kede shellfish Tu dhoka deidelu SE Jhia ta ku kete love ta heart re achhi to pain doudi aasichhi to gharaku to marriage khaibar Pai Tu sukha re rahi paribuni kebe SE Jhia ta aakhi luha to upare sure padiba sure dine mane pakeibu ta Prema ku Tu setebele kichhi nathiba Tu duniaan Ra sabuthu bada harami sad news😂😂😂😂😂😂

  • @sanjugoutam8212
    @sanjugoutam8212 3 года назад +2

    So sad yr....but true love never ends